ଦଧିମାଛଗାଡ଼ିଆ ଦାରୁକ୍ଷେତ୍ର | Dadhimachhagadia Jagannath Temple | Odisha,Khordha

Поделиться
HTML-код
  • Опубликовано: 10 окт 2024
  • ଦଧିମାଛଗାଡ଼ିଆ ଦାରୁକ୍ଷେତ୍ର | Dadhimachagadia Jagannath Temple | Odisha,Khordha #odiavlog
    ନମସ୍କାର ମୋର ପ୍ରିୟ ଭାଇ ଓ ଭଉଣୀମାନେ ଏହି ବିଡ଼ିଓ ଟିରେ ଆପଣମାନେ ଦେଖିବେ ଖୋର୍ଦ୍ଧା ଦିଷ୍ଟର ଦଧିମାଛଗାଡ଼ିଆ 1996 ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର ପାଇଁ ଦାରୁ ମିଳିଥିଲା ସେହି କ୍ଷେତ୍ର ବର୍ତମାନସୁଧା ଦାରୁକ୍ଷେତ୍ର ରୂପେ ପୂଜାପାଉଛନ୍ତି ହିନ୍ଦୁ ଧର୍ମର ସମସ୍ତ ଦେବା ଦେବୀ ଏଠାରେ ଆପଣ ମାନେ ଦର୍ଶନ କରିପାରିବେ ଯେଉଁ ଦାରୁ ବାହାରି ଥିଲେ ସେଠ ପ୍ରଭୁଙ୍କର ମନ୍ଦିର ଗଢାଯାଇଅଛି ଏଠାରେ ଶହସ୍ର ପାଖୁଡା ପଦ୍ମ ଫୁଟିଅଛି ଦର୍ଶନ କରନ୍ତୁ | କିମ୍ବଦନ୍ତୀ ବିଡ଼ିଓଟି ସଂପୂଣ୍ଣ ଦେଖନ୍ତୁ ଏହାର ରହସ୍ୟ ବିଷୟରେ କିଛି ଜାଣିପାରିବେ ଆମ ଚ୍ୟନେଲରେ ଏପରି ଅଲୌକିକ ଜାଗା ଜଙ୍ଗଲ ପାହାଡ ପର୍ବତ ଓଡ଼ିଶସର ମନ୍ଦିର ଦେବଦେବୀ ଆପଣମାନେ ଦର୍ଶନ କରିପାରିବେ ଆମ ଚ୍ୟନେଲକୁ subscribe କରନ୍ତୁ ବେଲ ଆଇକନ ଦବେଇ ଦିଅନ୍ତୁ ସର୍ବପ୍ରଥମେ ବିଡ଼ିଓଟି ଆପଣଙ୍କ ପାଖରେ ପହଁଚିବ ଧନ୍ୟବାଦ |
    Your Qureries :-
    Jagannath Temple
    Darukhetra
    Dandanacha
    Dandajatra
    Dadhimachhagadia
    Hindu gods and goddesses
    Odisha Tourist Place
    Puri Jagannath Temple
    Puri Jagannath Dham
    Odia Vlogs
    Youtub Video
    Debesh Out Tour
    Lotus Flower
    Beautiful Place In Odisha
    #jagannathtemple
    #darukhetra
    #dandanacha2023
    #dandajatra
    #hindugodsandgoddesses
    #odishatourism
    #odishatouristplace
    #purijagannathtemple
    #puridham
    #youtubeviralvideo
    #odiavlog
    #beautifulplaces
    #debeshouttour

Комментарии • 30