`ନବୀନ ବାବୁ ଦୁର୍ନୀତିଗ୍ରସ୍ତଙ୍କ ସୌଦାଗର’ | Odisha Reporter
HTML-код
- Опубликовано: 9 фев 2025
- କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍ଙ୍କ ନାଁରେ ଏତଲା। ଆଇନଜୀବୀ ସୁଧିର ଚରଣ ମହାନ୍ତି ଦେଇଛନ୍ତି ଏହି ଏତଲା। ସୁଧିର ଚରଣ ମହାନ୍ତି ଅଭିଯୋଗ କରିଛନ୍ତି ଯେ ହେଲିକପ୍ଟରରେ ଉଡ଼ି ରାଜକୋଷର ବ୍ୟାପକ କ୍ଷତି କରିଛନ୍ତି ପାଣ୍ଡିଆନ। ସେପଟେ, ଏ ନେଇ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ କହିଛନ୍ତି, `ନବୀନ ବାବୁ ଦୁର୍ନୀତିଗ୍ରସ୍ତଙ୍କ ସୌଦାଗର’....
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #NaveenPatnaik #odisha #news #VKPandian #update #odishareporter
ନବୀନ ପଟ୍ଟନାୟକ ପୃଥିବୀର ଶ୍ରେଷ୍ଠ ଦୁର୍ନୀତି ସୌଦାଗର ଓ ଓଡ଼ିଶା ବାସୀ ସବୁଠାରୁ ଦୁର୍ବଳ ନାଗରିକ 😢 ନୀତି ନିୟମ ସବୁ କ୍ଷେତ୍ରରେ ଅବହେଳା ଯୋଗୁଁ ଓଡିଶା ରେ ମଣିଷ ପଣିଆ ହଜି ଯାଇଛି
Absolutely true, Main vilian was Nabin pattanaik. Nabinbabu was directior of all crimes in Odisha.
Yekdam thik katha kahichanti nabin baharaku chik chik bhitare yekdam Alia ba durniti gasta
Naveev Patnaik . Direct durnti nokari . Indirect durniti re Lipta .
100% .
Nahin pattaniak have no knowledge about administration
ତୁ ମାଗିହା ବହୁତ୍ କଥା ସିଖିଜୁ ବିଜେପି ବାଲା ତମ ଘରେ ଗେହୁଁଥିଲା କି
ନବୀନ ର ଦୁର୍ନୀତି ହତ୍ୟା ମା ମାନଙ୍କର ଅଭିସାପ ରେ ନବୀନ ହାରିଲା. ଜୟ ଜଗନ୍ନାଥ
Jay shree Ram
Bjd harila pandiyan pain
ଏହା ସମ୍ପୂର୍ଣ ସତ୍ୟ,, ଧଳା ବଗ ସବୁ ଜାଣିଛି, ସବୁ କରିଛି 🎉
ଶୀଘ୍ର ଗିରଫ କରାଯାଉ।
ମୁଁ ଆପଣଙ୍କ ସହ ଏକମତ। ଧନ୍ୟବାଦ
Nabin gute magiha neta aye
@@PurnachandraBehera-if5tu ଧନ୍ୟବାଦ୍ ଭାଇ
ହତ୍ୟା. ରେଫ. ମଡର ରେ ନବୀନ ନୁମ୍ବର 1
100%Right
Right sir
Tu choro
ଜୟ ଜଗନ୍ନାଥ ବଦଳିଛି ସରକାର🎉
Absolutely correct 💯
U r ok
ନବୀନ ବାବୁ କେଜି୍ରୱାଲ. ଲାଲୁ ଯାଦବ ଭାଳି ଆରେଷ୍ଟ ହୋଇ ଜେଲରେ ସବୁ ଦିନ ପାଇଁ ରହିବା ଦରକାର ।
ନବୀନ କୁ ଭିତରେ ପୁରା। ସବୁଠାରୁ ବଦମାସ ସେ। Pandian ର କିଛି ଦୋଷ ନାହିଁ।
ମୂଳ ମଞ୍ଜି ନବୀନ ପଟ୍ଟନାୟକ।ନିର୍ମଳ ଶାସନ ରେ ଚାଲିଥିଲା 24 ବଷ ।
Right
ଭାଇ , ପୁରା ଠିକ କହିଲେ , ନବୀନ ପଟ୍ଟନାୟକ ଦୁର୍ନୀତିର ସୌଦାଗର , ତାଙ୍କରି ଇଙ୍ଗିତରେ ସବୁ ହେଇଚି, ବଗ ଦେଖିବାକୁ ଧଳା, ଭଦ୍ର ପରି ରଙ୍ଗ , କିନ୍ତୁ ମାଛ ବିନା ବଞ୍ଚି ପାରେନି
ନବୀନ ପଟ୍ଟନାୟକ ହେଉଛି ଅହଙ୍କାରୀ ଭଦ୍ର ଡକାୟତ ନବୀନ
ମୋହନ ସରକାର ଆପଣ ଯଦି ନବୀନ ଓ ପାଣ୍ଡିଆନ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୂଳ ନିତି ଗ୍ରହଣ କରନ୍ତି ଆପଣ ଓଡ଼ିଶାବାସୀଙ୍କ ନିକଟରେ ବିଶ୍ୱାସ ଘାତ ସାବ୍ୟସ୍ତ ହେବେ ଓ ଆପଣଙ୍କ ଖୁବଶୀଘ୍ର ପତନ ଘଟିବ ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ନିଶ୍ଚିତ ଦଣ୍ଡ ଦେବେ ।
ବିଜେଡି ର ସବୁ କେଳେଙ୍କାରୀ ପାଇଁ ନବୀନ ଦାୟୀ ସବୁ କେଳେଙ୍କାରୀ ପଦାକୁ ଆସିବା ପାଇଁ ନବୀନ ବଂଚିଛି
ସବୁ ଠାରୁ ହାରାମି ନବୀନ ପଟ୍ଟନାୟକ ଚୋର ମାଊସିଆ ସେହି ଶଳା କୁ ଆଗେ ଭିତରେ କରାଯାଉ
ଧନ୍ୟବାଦ୍ ଭାଇ
100% correct said
Yes❤❤❤❤
ଦୁର୍ନୀତି ର ମାଷ୍ଟର ନବୀନ ପଟ୍ଟନାୟକ
Ek.dam.right.katha.sir
Thousand percent right👍
Beautiful Bhai Hero
Very good expose
ଆପଣଙ୍କ କାମକୁ ଆମେ ସମର୍ଥନ କରୁଛୁ । ଦୁର୍ନୀତି କୁ ଖୋଜି ଖୋଜି ବାହାର କରନ୍ତୁ । ଓଡ଼ିଶାର ଧନକୁ ସୁରକ୍ଷିତ କରନ୍ତୁ । ନବୀନ ବାବୁ ଦୁର୍ନୀତି ଗ୍ରସ୍ଥ ରେ ଲିପ୍ତ ।
*Ekdam right* ✅
Very nice 👍.
ଧଳା ବଗ ସବୁ ଜାଣିଛି
ଜୟ ବିଜେପି
Yes you are right
Very good Bhai .
ନବୀନ ପଟ୍ଟନାୟକ ନାଟର ଗୋବର୍ଦ୍ଧନ
ଠିକ୍ କଥା କହିଲେ ଭାଇ ଧନ୍ୟବାଦ।
ନବୀନ ଯଦି କିଛି ଜାଣୁ ନ ଥିଲେ ସେ ସିଏମ ହୋଇଥିଲା କଣ ମଦ ପିଈକି ଟୋକି ଧରି ନବୀନ ନିବାସରେ ଗଢ଼ିବା ପାଇଁ
Good 👍
ନବୀନ ସରକାର ଯାହା ମମତା ସରକାର ତାହା,
ଦି ଜଣଙ୍କ ର ଆଳୁଦୋଷ ଅଛି।
Bahut sundar.
Right sir
100% ଠିକ୍ କଥା।
ଧନ୍ୟବାଦ୍ ଭାଇ।ପୁରା ଠିକ୍ କଥା।ବିଜୁ ବାବୁ ଜାଣିଥିଲେ ବୋଲି ତାକୁ ଓଡ଼ିଶା ଅନୁ ନ ଥିଲେ।
ନବୀନ ବାବୁ mastermind କାରଣ ପ୍ୟାରୀ ବାବୁ ଥିଲା ବେଳେ ତାଙ୍କୁ ଆଗକୁ କଲେ ନବୀନ ବାବୁ ନିର୍ମଳ. ଏବେ ସେମିତି ପାଣ୍ଡିଆନ ଙ୍କୁ ଆଗକୁ ରଖିଲେ ନବୀନ ବାବୁ ସ୍ଵଛ ରହିଲେ. ନବୀନ ବାବୁ ଙ୍କର ପୁରା ମାଷ୍ଟର mind. ସେ ଏମିତି create କରିଛନ୍ତି ଲୋକ ତାଙ୍କୁ ଖରାପ କହିବେ ନାହିଁ. ନବୀନ ବାବୁ କେତେ clever ଆପଣ ବୁଝନ୍ତୁ
ଯାହା କହିଲ ଭାଈ ପୁରା ସତ କଥା ଚୋର ମାଗିଆ ନବୀନ ପଟ୍ଟନାୟକ🤬🤬🤬😡🤬😡
Ri8 re bhai.....😊😊😊😊😊😊ek no.katha
ନବିନ ବାବୁଙ୍କର ଦୋଷ କାରଣ ଗୃହ ବିଭାଗ ସ୍ବତନ୍ତ୍ର ଭାବରେ ତାଙ୍କର ଅଧିନରେ ଥିଲା।
ଓଡ଼ିଆ ଏବଂ ଓଡ଼ିଆ ଜାତି କୁ ଲୁଟୁଥିଲେ। ଦୟପୂର୍ବକ CBI ତଦନ୍ତ କରାଯାଉ ।
Brother u r 100% right
Very good tadant heba jaruri
ମୋହନ ସରକାର ଯଦି ଦୁର୍ନୀତି ର action ନ ନିଅନ୍ତି, ଓଡିଶା ବାସୀ ନିଶ୍ଚୟ ବିଶ୍ଵାସଘାତ କହିବେ ଓ ପ୍ରଭୁ ଜଗନ୍ନାଥ ବିଜେପି କୁ ଅକଳ୍ପନୀୟ ଶାସ୍ତୀ ଦେବେ।
ଅନ୍ଧ ଭକ୍ତ ରାଜ୍ୟ କୁ ଅନ୍ଧାର ରେ ରଖିବାକୁ ଚାହୁଁଛନ୍ତି ଲୋକେ ସବୁ ଜାଣିଛନ୍ତି
You are Right sir
ଲାଗି ରୁହ ସବୁ ସତ ପଦାକୁ ଆସିବ
ଭାଇ ଆପଣ ଙ୍କୁ ମୋର ନମସ୍କାର❤😊😅
Right bhai
ଆରେ ଭାଇ ପାଣ୍ଡିଆକୁ ଲଗେଇ ଯିଏ ଓଡିଶାଲୁଟ କରିଛି ,ସେ ସିନାଦାୟୀ ,ଆରେ ସେତ ନିଜେ କହିଲା ମୁଁ ପଠାଇଛି ,ମାନେ ମାଲିକ ଯେଉଁ ଚାକରକୁ ପଠାଇବ ସେ ଯିବ ,ପାଣ୍ଡିଆ ଆମ ରାଜ୍ୟର କିଏ ,? ତାକୁ ଭୋଟଦେଇ କିଏ ବାଛିଛିକି ?ସେ ସମ୍ପୂର୍ଣ୍ଣ ଚାକରଟା ତା ମାଲିକ ଦୁର୍ନୀତି କରିଛି ନବୀନ ଜେଲ ଯିବା ଜରୁରୀ ।
Keep up the Great work Many many thanks Agaku Madichala
Nice
Right.bhai.thanka
💯 percent correct
Fully correct.Naveen pattanaik is one King of corptoin.
Absolutely correct,sir.
Continue continue
ହାରାମି ଅଳିଆଗଦା ନବୀନ ପଟ୍ଟନାୟକ ଧୁଆଁ ଅତି ଫାଲତୁ ଦଳ ବିଜେଡି
ଆପଣ କୁହନ୍ତୁ ଖାଲି ଯୋଜନା ଛଡା ଆଉ କଣ କରିଛନ୍ତି ନବୀନ ସରକାର ପ୍ରଥମ 20 ବଷ ଶାସନରେ।
ନବିନ ପଟନାୟକ କଣ କରିଛନ୍ତି :-ବିଜୁ ଗୁଣ୍ଡା ବାହିନୀ ଗଠନ କରିଥିଲା ,ମହିଳା ମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟି ଭୋଟ କିଣୁଥିବା ,ପୋଲିସ ବିଭାଗକୁ ପକେଟରେ ରଖି ଜନତାଙ୍କୁ ହଇରାଣ କରୁଥିଲା ,ଅଫିସର ମାନଙ୍କୁ ଲଗାମଛଡା କରିଥିଲା ,ପିସି ମାଗି ମାଗି ଖାଉଥିଲା ,କଣ ନ କରିଛି ତାରି ଉପରେ :-ରୋଜଗାର ଦେଇନାହିଁ, ଚାକିରୀ ଦେଇ ନାହିଁଁ, ଉଦ୍ଘାଟନ କାମ କରି ନାହିଁ, ଲୋକଙ୍କୁ ଘର ଦେଇନାହିଁ,,ପାଣି ଦେଇନାହିଁ,,ନିର୍ମାଣ କାମ କରିନାହିଁ,,ପ୍ରତିଶୃତି ପୂରଣ କରିନାହିଁ,,
Naveen supar
Good OTV ankar Mam.
Good decision .
Bhai right
ଆରେ ଭାଇ ଟିକେ ସବୁର କର ସବୁ ଧରାହେବେ କିନ୍ତୁ ବର୍ତ୍ତମାନ ତାର ସମୟ ଆସିନାହିଁ Next 2029 Election ଆଗରୁ ସବୁ ଜାଣି ପାରିବ, ବର୍ତ୍ତମାନ ସବୁ ଦୁରନିତି ର Evidence ଖୋଜାଖୋଜି ହଉଛି, ଏପରିକି ନବିନ ସରକାର Bedanta ଜମି ଦୁରନିତି ରେ ଲିପ୍ତ ଖାଲି Governor Orderଦେଲେ Highcourt ରେ ତଦନ୍ତ
Ur.right.sir
Jay b j p jay mohan sir
ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଜେଲରେ ଅଛି ଏମାନେ କଉ ଗାଈର ଗବର କି ଅତି ସିଗିର ତଦନ୍ତ କରି ନବୀନ ଓ ପାଡୁଁକୁ ଜେଲ ପୁରାଓ
ଅଶିକ୍ଷିତ ମୁର୍ଖ ମାନେ ଆଉ ବିଜେଡି ଦଳର ନେତା ମନ୍ତ୍ରୀ କର୍ମୀ ମାନେ ନବୀନ ପଟ୍ଟନାୟକ ସପକ୍ଷରେ କହିବେ।
❤❤Jay Jagannath Jay nabin babu Jay BJD ❤❤❤
ସଚିବ ପଦ ଗଲା ପରେ ବୁଲିଛନ୍ତି।
ଠିକକ କହିଛନ୍ତି ଭାଇ
Hundred percent correct
ନବୀନ ବାବୁ କେବଳ ଦାୟୀ
କାମ କୁ ଦେଖ.....ବରା , ପାନ ଗୁଆ ଖାଇ ଗଲା ରେ କଣ ଅଛି। ବିଜୟ ମାଲିଆ, ନୀରବ ମୋଦୀ, ପଦୀପ ସେଠୀ କଂ ଦୁନୀତି ଇତ୍ୟାଦି ସହିତ ଓଡିଶା ବାସୀନ୍ଦା ଆଜି ପଯ୍ର୍ୟନ୍ତ ଚିଟଫଣ୍ଡ ପଇସା ପାଇଲେ ନାହିଁ ବିଜେପି କଥା ଦେଲା ରଖିିଲା ନାହିଁ। ଚିଲାତିଲି ସେଠି କର।
Right.jai jagannath.🙏👍
ଧୋବଲି ଠକ କୁ କେବେ ଧରୁଛ
ଧର ଲୋକେ ଅପେକ୍ଷା କଲୁ
He is master indeed
ଠିକ୍ କଥା ଭାଇ
ଏକଦମ୍ ଠିକ୍ କଥା
କିଛି କରି ପାରିବନି ।
Yes Clever Nabin !
Naveen.is.don
Wow dil ki baat kah dia.
Right. BjD
Sabu..khai..khola.karichi
sujata duty kebe asiba
Nabin babu is a great draamabaaz.
Govt should remove all department corrupted officer immediately otherwise people will be suffer & unhappy 🙏🇮🇳
ନବୀନ ପଟ୍ଟନାୟକ ବଡଚୋର ସେତ ଦଳର ମୁଖ୍ୟ ଡାଲି ବସୁଧା ବଲେ ବଲେ ସୁଆଦ କୁସୁମ ବାଲି ଖଣି ଦୁର୍ନୀତି ବିରୁଦ୍ଧରେ ନବୀନ ପଟ୍ଟନାୟକ ପ୍ରକାଶ କଲେ ଭଲହେବ ସଳା ବିଜେଡି ରସବୁଚୋର ମାଗିହାକହୁଛନ ଆମେସାଧୁ ମୋଦିଯାହାକଲେ ସେ ରାହୁଲ ଖାଁ କୁଭଲଲାଗୁନାହି ମା ଗିହା ଇଟାଲୀଘର ରାହୁଲ ତୋ ମାଆ କୁପଚାରେ ତୋର ଅସଲି ବାପା କିଏ କିଏ କିଏ କିଏ କହ ଖଡଗେ ତୋ ର ପଚମ ବାପା
ସବୁ ଦଳ ଗୋଟିଏ ଘାଟରୁ ପାଣି ପିଉଛନ୍ତି ଏଠି କିଛି ହବନି
The most renowned Corruption CM id Odisha BJD CM Naveen Patnaik.Odiya people want all accounts corruption money since 25 years.
ନବୀନ ପଟନାୟକ କୁ ବାନ୍ଧ
ଜୟ ନବୀନ ପୁଣି ନବୀନ
BJP sarkar Pandian nka kharcha nuchai chhanti.
He is urging real things.
ନବୀନ ବାବୁଙ୍କୁ ଚିହ୍ନିଵା କଷ୍ଟ ସାଧ୍ୟ୍ୟ. ତାଙ୍କୁ ଚିହ୍ନି ଵା କଷ୍ଟ କର.
No-1 Currpted former C. M Naveen
କୋଉଠୁ ଏଇ ସବୁ ନୂଆ ମୁହଁ ସବୁ ପଳେଇ ଆସୁଛନ୍ତି?
Rite answer