PC has become part of development M.L.A in all area should help in this regard to see Bikashita Odisha soon which will bring more credit & peace of life Present Government should set set special intelligence to achieve honesty in every level
Ye kn nuaaa ki aita kichhi nuha black khali pwd municipality revenue department police station medical every government department kauthi hauni sir 10 thousand ro job pain 1lakh laancha dabaa ku paduchhi
ଯେତେ ବଡ ଅଫିସର ସେତେ କୁଖ୍ୟାତ ଚୋର,
ସତ କଥା ବାଧିବ ନିଶ୍ଚୟ 😂😂
ଏଇଟା କିଛି ନୂଆ କଥା ନୁହେଁ ଏମିତି ପ୍ରତେକ ଜିଲ୍ଲା ରେ ଖୁଲମଖୁଲା ଚାଲିଛି
ପିସି କାହିଁକି ଦେବେ , କଣ ଯନ୍ତ୍ରୀ ଦରମା ପାଉନାହିଁକି ? ଏହା ସାରା ଓଡିଶା ର ସବୁ ବିଭାଗରେ ଚାଲିଛି , ମନ୍ତ୍ରୀ, ଯନ୍ତ୍ରି ବିଧାୟକ, ସାଂସଦ, ନେତା ସବୁ ପିସି ରେ ଅଭ୍ୟସ୍ତ ଥିଲେ , ଆଜି ମୋହନ ସରକାର ଙ୍କୁ ଅନୁରୋଧ ଏଥି ପ୍ରତି ନଜର ଦିଅନ୍ତୁ ,
BJP ସରକାର ଦେଖନ୍ତୁ ତୁମର ପ୍ରିୟ ଇଞ୍ଜିନିୟର ଙ୍କ କାରବାର ,, ଏହି।ମହିଳା ଅଧିକାରୀ ଙ୍କୁ ତୁରନ୍ତ ବହିଷ୍କାର କରାଯିବା କଥା । ସମସ୍ତେ ଦେଖୁଛନ୍ତି କଣ ହେବା କାର୍ଯ୍ୟାନୁଷ୍ଠାନ ସରକାର ଙ୍କ।
To bopa pandian taku chakiri deithila
ମହିଳା ସଶକ୍ତିକରଣ
ମହିଳା ମାନେ ଯାହା କଲେ ମଧ୍ୟ ଠିକ୍
ଶଳା ସବୁ engineeer ଚୋର, ଏମାନଙ୍କୁ କି ଶାସ୍ତି ଦରକାର ଓ କେମିତି ବନ୍ଦ ହେବ 😮
.. ଯୋଗ୍ୟତା ନଥାଇ ଅନୁଦାନରେ ଚାକିରି କରିଥିବା ଲୋକଙ୍କୁ ଖୋଜନ୍ତୁ.
ଜନ୍ମ ବେଳେ ପ୍ରଥମ କପଡା ପିନ୍ଧିବା ବେଳେ ପକେଟ୍ ନଥାଏ କି ମୃତ୍ୟୁ ବେଳେ ଶେଷ କପଡା ଘୋଡେଇଲା ବେଳେ ବି ପକେଟ୍ ନଥାଏ କିନ୍ତୁ ମଣିଷ ଜୀବନ ସାରା ପକେଟ୍ ଭର୍ତ୍ତି କରିବାରେ ବ୍ୟସ୍ତ
ରଣପୁର ବି ଡି ଓ ଅଗଷ୍ଟ 15ରେ ଗୋଟିଏ ବି ପିଲାଙ୍କୁ ସେଉ ବୁନ୍ଦିଆ ନ ଦେଇ, ଦି ଲକ୍ଷ୍ୟ ଟଙ୍କା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛ ନ୍ତି, ଏବଂ ଜଗନାଥ ପରିକ୍ରମା ଓ ଆମ ଓଡିଶା ନବୀନ ଓଡିଶା ରୁ କୋଟି କୋଟି ଟଙ୍କା ଖାଇ ଛନ୍ତି, ତଦନ୍ତ ହେବକି, ଅପଣଂକ ମାଧ୍ୟ୍ୟମରେ?
Sabu block re PC neuchhanti eta kichhi punishment dia.
Chairman force karuchhanti PC pain
Contractor bhaina ku koti koti pranam, Emiti alazya lokonku chakiri ru bahar karajau ..
ବେଶି ଲାଞ୍ଚ RI ଏବଂ JEE ଏମାନେ ନଉଛନ୍ତି ଏମାନଙ୍କୁ job ରୁ ବାହାର କରି ଦେବା କଥା,,, ROR mutation ପାଇଁ apply କରିଥିଲି ହେଲେ 3month ହେଲା ସେମିତି pending ଅଛି ପଇସା ନ ଦେଲେ କାମ ହେବନି
7% thik achi ...10% bahut besi....pc always good for everyone
ଆଗ ତାଙ୍କୁ ହସପେଣ୍ଡ କରାଯାଇ
ଖାଲି ତିର୍ତ୍ତୋଲ ନୁହେଁ ସବୁ ବ୍ଲକରେ ଚାଲିଛି
ସବୁ ଜିଲ୍ଲାରେ pc କରବାର ଚାଲିଛି pc କାରବାର ବନ୍ଦ କରିବା କଷ୍ଟ 🤣
Madam ornaments purchasing heba
ଭୁଲ୍ ଧାରାଣା ଛାଡ ମୋହନ ସରକାର ରେ ହବକି କିଏ କହିଲା ଏଇଟା ସେଇଟି ନୁହଁ ସବୁଆଡେ ଚାଲିଛି ଚାଲିବ ମଧ୍ୟ
କୁତ୍ରା ତହସିଲ ଅଫିସ କୁ ଆସି ଟିକେ ତଦାରଖ କରନ୍ତୁ
କିଛି ହବନି ଆଜ୍ଞା,ସବୁ ପ୍ରହସନ,ରାଜ୍ଯ ରେ ଆଇନ ବୋଲି କିଛି ନାହିଁ କି ନଥିଲା
ଏମିତି ଅଡ଼ିଓ ଭାଇରଲ ହେଲେ ଆଉ ଫୋନ ରେ pc ମଗାଯିବନି ହେଲେ କାମ ବିଲ ବିଳମ୍ବ ହେବ ଆଉ pc ଯେମିତି ହେଲେ ମିଳିଯିବ
Chairman କହିଲେ 10% କାଟି ରଖନ୍ତୁ
Mg Sabu government employee chora
Yes maaghia sabu government hauchanti chora khanta
Jail
PC has become part of development
M.L.A in all area should help in this regard to see Bikashita Odisha soon which will bring more credit & peace of life
Present Government should set set special intelligence to achieve honesty in every level
ସବୁ pc କାମ ମିଳିତ ଉଦ୍ୟମ ରେ ଚାଲିଛି । ମୋଟ ୧୦% , ସେଥିରୁ କିଏ କିଏ ୨ ତ କିଏ ୩ % ନେବେ ।😂😂😂😂😂😂😂
ଠିକ୍ ଠିକ୍
ଗାଣ୍ଡି ମରା ଧନ ମେଡିକାଲ ରେ ଜୀବ,ସତ୍ୟ ସତ୍ୟ ତ୍ରୀବାର ସତ୍ୟ କୋଉ ମୋହନ ସରକାର,କି ନବୀନ୍ ସରକାର କେହି ଉଠାଇ ପାରିବେନି ଏହି ପିସି କାର ବାର କୁ, ଏହା ଏକ ପ୍ରଥାରେ ପରିଣତ ହେଲାଣି,ରାଜ୍ଯ ରେ ନିଜେ ମୁଖ୍ୟମନ୍ତ୍ରୀ ପୁଲିସ ଠାରୁ ଏମ ଏଲ ଥିଲା ବେଳେ ଦୃବ୍ୟବହାର ପାଇଥିଲେ, ହେଲେ କ'ଣ ହେଲା ବର୍ତ୍ତମାନ ଗୋଟିଏ ଥାନା ବି ସ୍ୱଛତା ନାହିଁ।ଏ ରାଜ୍ଯ ଡକାୟତମାନଙ୍କ କବଳରେ ଅଛି,କିଛି ବୋଲି କିଛି ସୁଧାର ଆସିବ ନାହିଁ, ତେଣୁ ଉପଯୁକ୍ତ ପ୍ରମାଣ ରଖି ଆଇନ ହାତକୁ ନିଅ,ସାହାସ ସହିତ ଡକାୟତ ଦଳକୁ ପ୍ରହାର କର।
I request ÇM departmental work close. Pc is already abolised.
Odisha ku bhaeral budaela
Kalahandi.
Immediate action
JE, AEE, BDO - Triangular PC gang
Kichi habani, tadant Kariba officer ku bakara milila ,
50 percent hele ati bhala.
Engineer mam should be dismissed from her service.
Sabu jagare P C. PC neba service ra eko part hoi jauchi
24 barsa hela abhyasa ete jaldi kemiti badaliba
Ei govt employees transfer karajau na hele suspend au arrested karajau mohan govt suna tama govt clean kr.
All bdo are requested not to take PC and work target to je ae. Then work will be good.
JE ku service ru dismiss heu property seized karo
Pc karbar hathao.
Jadi suspend haba darkar .
Auu jail bi .
ED shoud be investigated against this case .
🤬🤬🤬🤬🤬
All block re ahi abasta
Aamar puitala block bairasar panchayat re be aemiti hauuche je ae vlw samaste mise khauchanti
Odisha sara pc chaluchhi band heu
Ye kn nuaaa ki aita kichhi nuha black khali pwd municipality revenue department police station medical every government department kauthi hauni sir 10 thousand ro job pain 1lakh laancha dabaa ku paduchhi
Sabu jagare PC diya huway tume manne jani na ki ?
Mg emanku jagu hin aji kichi development kamo hauni...amo Tax Paisa re g**ndi mastani chalichi..
Mahila jantri ku turanta chakiri ru bahar karajau vedio viral sana ho officer mane
PC dianajau kamare target diajau. Kama vala heu.
Se chairman hauchi asala badmas ta mukha kholo aga
Block chairman kain michha kahuchhu jemiti tu kichhi khaunu au
Bhai b j d 24 year bhitare taha tharu b j p 24 year rahile odish bhitaru luti nia khaija
Daal me kuch to kala hai,no no no Pura daal kala hai
Mg nku aage dismiss karajau
Sabu odia 1
Thikadar gudaka Pura 100% work karuchhanti ki?
Naa
Immediate suspend concerned j e any compermise
Bartaman BJP sarakar aasila dinu ken block re pc karbar Banda hoichhi BJP bale kahibe ki
Doshi danda pauthile amiti huantani Rajayare aini nahi
Se bedha ku langala Kari rajarastare Chadidiantu
Tume ta darama neucha puni pc kn
Tu kana sacchot loka to Naa re miccha re nia hauchi PC
ODISHARAY PC KARABARA BANDA
Chorani mareihela.