Dhanyabad OTV ra samasta karjya karta nku ata gote swagat jogya jinish ama juba samaj pain Jadi gote pua ditiya bibah karanti tanka pain bohut danda bidhan achhi Hele aa bhali paristhiti re chhua Tiku kou prakar ra nyaya miluchi dekhibar katha . bhagaban nkar asribad ru pila ti ta maa ku pheri pau atiki kamana bhagaban nka nikatare
Are Tama pakha re kan praman achhi tame tanku paraa purusha Saha palechhi boli kahuchha ..? Police age investigation karu proof karu then ta pare tame Tama vasan mariba ! Ta puruburu nuha
Be strong and take care of ur child one day will come when she must be known of u and ur child success. May God gives you the power to overcome this situation.
@@MANOJKUMAR-zy4xv This girl does not give any value to love & his child. She only focus on money .Those persons give her money & satatus then she definitely love him.
Relationship never dependeds on your beauty your age or you personality relationships always depressed on your sincerity your honesty and most of the respect
Bhai hnn jee...kintu sabu jhia saman nuhanti..jadi sabu jhia ae jhia parika thante tahele dunia au chali nathanta mu janini apana mo thu bada ki sana...mora jetiki gyana achi mu kahili...bhul thile khyama karidebe 🙏😔
Ahaku prema kuha jibani..jadi satare sia tanka swami ku bhala pai thante.tahele kebebi anya purusha ku bhala pai ta durara katha..akhi uthei chanhi bi nathante..but sabu nari saman nuhanti..🙏🙏
Bhai tamaku salute 🙏🙏🙏🙏 karuchi amiti wife pain abeb kanducho 😭😭😭aajithu bhabi nio tama wife marigala tame tama new life arambho kara second marriage karani plz tama puo anatha heijiba jadi kariba tama ku aau tama puoku dekhu thiba semiti jhio dekhi baha huo nija maa jetebele chadi chaligala aau kia aasile tama puoku bhalare dekhiba bali ki prove ochi
A jhia Ku pretol dhali 🔥🔥🔥🔥🔥 lagei dia amiti kete Jana jhia nka pain nari jati upare kalanka laguchi a nirlaji toki Ku dress kholi road upare bichuati lageiki 🔥🔥🔥🔥 lagei dia amiti nari Ku gharaku anani mausi 😭😭😭😭😭😭😭 amiti Katha suni akhiru luha ASI jauchi 🙏🙏🙏🙏 jay Jagannath Prabhu tme hin vaarasa a chota pua ku
Jadi aji sabu amiti heuchi ta pain internet dai...... Se jhia joutiachu dukhare rahiba... Bhagaban sabu bele achanti... E bhali sasuku se goitha mariki chaligala... Kintu tara maa habar jogya Nuha... Se gote dhokebaj... Tara husband ate simple tathapi amiti kala.... 😔😔😔
Mu be dhoka khaichi......kintu kaandibaku nuhe...life change hue dhoka ru.....aaji mu mo life re bahut khusi re achi....aao se barbaad heijaaichi 😎😎😎😎. Kintu mu respect kare ladies mananku 🙏
emiti jhia 100% barbad huanti karana emane love nuhen nua nua sarira khojanti. Emananku tanka paisa dwara atakai paribani. Emiti jhia ku puni jiye pheraibaku chesta kare ta thu bada murkha duniare nahin..
ସେ ଯେଉଁ ଠାରେ ଗଲେ ମଧ୍ୟ ଛୁଆର କାନ୍ଦଣା ର ଅଭିଶାପ ନିଶ୍ଚିତ ଲାଗିବ । ତମେ ଭାଇ ପୁଅ କୁ ଧରି ଭଲରେ ରୁହ । ତୋମର ବୁଢ଼ୀ ମା କୁ ଭଲରେ ରକ । ଜୟ ଜଗନ୍ନାଥ 🙏🙏🙏🙏🙏
Right
Hmm se jaau toka saha jaichi sia nama dele mana padiba
Besya mari mane kano gate swamire dino katontini
Right
ଅଳ୍ପ ବିଦ୍ୟା ଭୟଙ୍କର ଏହାର ଜ୍ଵଳନ୍ତ ଉଦାହରଣ. ନାରୀ ହରାଇଛି ମାତୃତ୍ୱର ମୂଲ୍ୟ.
Great comment 👍..YES ABSOLUTELY TRUE, TODAY'S LIFESTYLE HAS A GREAT IMPACT ON "NARIRA MATRUTWO "
Right
Right Bhai
Dhanyabad OTV ra samasta karjya karta nku ata gote swagat jogya jinish ama juba samaj pain
Jadi gote pua ditiya bibah karanti tanka pain bohut danda bidhan achhi
Hele aa bhali paristhiti re chhua Tiku kou prakar ra nyaya miluchi dekhibar katha . bhagaban nkar asribad ru pila ti ta maa ku pheri pau atiki kamana bhagaban nka nikatare
ଭାଇ ମନଖରାପ କରନାହି ,ତୁମର ପିଲାଟିକୁ ସବୁକିଛି ଭାବି ରୁହ। good bless you
କେତେ ସୁନ୍ଦର ପୁଅ କୁ ଛାଡିକି କେମିତି ପ୍ରେମିକା ସହ ଚାଲିଗଲା ଟିକିଏ ନିଜ ପୁଅ କଥା ଭାବିଲାନି ଧିକ ତୋ ଜୀବନ
ଝିଅ ମାନେ ବହୁତ ଭଲ
Actually ଝିଅ ମାନେ ବହୁତ ଭଲ
Really se chhota chhua ta pura super hero
Bedhi jhia se sala
You are right didi👍👍👍💯💯
ତାକୁ ଘରକୁ ଆଣିଲେ ଆପଣଙ୍କ ନାରେ କଳଙ୍କ ଲାଗିବ ! ଚରିତ୍ର ହିନା ଝିଅକୁ ଭୁଲିଯାଇ ପୁଅ କୁ ନେଇ ଖୁସିରେ ରୁହ ସେଇ ପୁଅ ଦିନେ ଆପଣଙ୍କ ଭାଗ୍ୟ ବଦଳେଇବ 🙏🙏🙏
bhai thik katha jadi sei jiaa ku aanib tebe nij prati o nija paribar pati bipad aachi
ସେ ସ୍ତୀ ନା ଘରର ହେବ ନା ବାହାରର,ପ୍ରେମର ନୀଶା ଉତରିଗଲା ପରେ ଜାଣିବ ।
Prema naaa balaaa eaaaa helaaa jantraaa raaa khelaaa**
Ameteka stre ta jebanra ja sagar jau be taku be saea kareb ata garant dau che
Dada prema nisha naise...Lust nisha...its a lust story not love story.
Gandi dele b dina saribani
ଏଇ କାମ ଯଦି ଗୋଟିଏ ପୁରୁଷ କରିଥାନ୍ତା
ତାହାଲେ ଏଇ ସମାଜ ସେଇ ପୁରୁଷକୁ
ଏମିତି ବେଯିତ୍ କରିଥାନ୍ତା ବିଚରା ପୁରୁଷ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ ହୋଇଥାନ୍ତା
Ekdam thik👍👍👍👍👍🙄🙄🙄bhai
Right Bhai you
Na na pua mane Bahut Bhal.
Right
Right.
ଛୁଆ ଟା କୁ ଦେଖିଲେ ଦୁଖଃ ଲାଗୁଛି 😓😓
ଧନ୍ୟ ସେ ସ୍ତ୍ରୀ କୁ.... ଏମିତି ଭଲ ପାଉଥିବା ସ୍ୱାମୀ ବହୁତ କମ ମିଳେ। କିନ୍ତୁ କଣ କରିବା ଏମିତି କଳଙ୍କ ସ୍ତ୍ରୀକୁ🙏, ଏବେ ନିଜ ସୌନ୍ଦର୍ଯ୍ୟ,ଯୌବନ ଥିବାଯାଏ ସେ ପର ପୁରୁଷ ରଖିବ ତାପରେ ଗୋଇଠା...
Right
Sota kahilo bhai
ସେ ସ୍ତ୍ରୀକୁ ନେଇଛି ସିଏ ଓୟୋ ନେଇ ବୁଲେଇ ଛାଡିବ
Surely fight haba se bolia para purusa kia nari ku .
@@nirakarbibhar9742 ki ni b bhi
ମା ଶବ୍ଦ ର ମୂଲ୍ୟ ଏହି ଦୁନିଆରେ ସବୁଠୁ ଉଚରେ.. ମା ଙ୍କୁ ନ ମଣିବ ସାନ ମା ତ ଦେବତା ସମାନ.... ହେଲେ ମା ପରି ପବିତ୍ର ଶବ୍ଦକୁ ଅପବିତ୍ର କରନ୍ତୁନି
Sita sabitri anasuya nka Katha ye surpanakha bodhe suninahi .au ma sabda ra artha bi ye putna Jani nahi.
@@amritanaik9207 ଠିକ କହିଛନ୍ତି ଆଜ୍ଞା
Ok..
Amit jhai ku maridab sabou thu vall
ମା, ଅକ୍ଷର ହେଉଛି ଦୁନିଆଁ ର ସବୁଠାରୁ ବଡ ଅକ୍ଷର ,ଆଜି ସେ ମା, ଅକ୍ଷର ରେ କଳଙ୍କ ଲଗେଇ ଦେଲା/ଭଗବାନ ଙ୍କୁ ମୁ ପ୍ରାଥନା କରୁଛି ଦୁନିଆର ସବୁ ମା ମାନଙ୍କର ଅଭିଶାପ ତା👍👍ଉପରେ ଲାଗିଯାଉ💐💐💐💐💐💐
😒Kana କହିବ ସେ ଛୋଟୋ ଛୁଆ ର ମା କୁ ଧିକ ସେ ନାରି ଜୀବନ କୁ 🥺
Sat katha bhai
Are Tama pakha re kan praman achhi tame tanku paraa purusha Saha palechhi boli kahuchha ..? Police age investigation karu proof karu then ta pare tame Tama vasan mariba ! Ta puruburu nuha
Aye kalijuga ra nari bhai body consious only
ଛୋଟ ଚୁଆକୁଦେଖି ବହୁତ ଦୁଃଖ ଲାଗୀଲା ସେମିତି କା ମାକୁ ଭଗ ବାନ ସହିବ ନାଇ
@@Watchworldd1 bhai ପାଗଳ ବୋଧେ ତମେ ଜାଣି paruna ki taa swami nije kahuchhi je kaha saha gape au Tara Kichhi pic dekhaichhi seguraa ka tahale kana
ଯେଉଁ ପୁଅ ସହିତ ଏବେ ଯାଇଛି ତାର ବି ଜାଣି ରଖିବା ଉଚିତ ଏମିତି ନାରୀ ନୁହେଁ କାହାରି । ଯିଏ ଦିନେ ଆଉ କାହାକୁ ଭଲପାଇ ବାପା ମାଙ୍କୁ ପର କରି ଆସିଥିଲା ଆଜି ତାକୁ ତା ସହିତ ଜନ୍ମ କରିଥିବା ପୁଅକୁ ଛାଡି ଯାଇ ପାରୁଛି ସିଏବା ତା ପାଖରେ କେତେଦିନ ରହିବ । ତାଠାରୁ ଅଧିକ ଟଙ୍କା ଵାଲା ଟୋକା ମିଳିଗଲେ ତାକୁ ମଧ୍ୟ ଛାଡି ପଳେଇବ । ଧନ୍ୟ ତୁ ନାରୀ ଧନ୍ୟ ତୋ ମାତୃତ୍ୱ ।
Right
ସେଇ ସ୍ତିଟିକେ ବେବି ସ୍ଟଖରେ ରହିପାରିବ ନାହିଁ କାରଣ ପରିବାରର ଅଭିଶାପ ତାକୁ କେବେବି ଶାନ୍ତିରେ ରହିବାକୁ ଦେବ ନି ଆଉ ଦିଏନେଇଛି । 6ସ ଶେଷରେ ଧକା ଦେବ କାରଣ ସେ ଶଳା ପିଲାଟା ପ୍ରେମ ପାଗଳ ନୁହ ଦେହ ପାଗଲ
U r ri8 Dr..
Right
Perfect kahila
ସବୁ ଖାଇଲା ଏଇ Mobile.. !! ୫ ବର୍ଷର ଛୁଆକୁ ଛାଡ଼ି ଯାଇଛି , ତାକୁ କେବେ ବି ଶାନ୍ତି ମିଳିବ ନାହିଁ..
U Are Right Bro
ଏମିତି ଭଲ ପାଇବା ତାକୁ କେବେବି ମିଳିବ ନାହିଁ ଟଙ୍କା ପଇସା ମିଳି ପାରେ କିନ୍ତୁ ଭଲ ପାଇବା ନୁହେଁ ଆଉ କିଛି ଦିନ ପରେ ତାକୁ ଖାଲି ମାଡ଼ ଗାଳି ଗୋଇଠା ବିଧା ଚାପୁଡ଼ା ଏଇ ସବୁ ଭଲ ଭଲ ଜିନିଷ ତାକୁ ମିଳିଲା ପରେ ମନେ ପଡ଼ିବ ପ୍ରଥମ ପ୍ରେମ
Right bhai emiti jhio kebe bi santire rahi paribeni
Right
Right 💯💯💯
Tuma katha sata heu
Right bhai
Thik katha......samaya asile bujhi pariba
ଯିଏ ବୁଝୁନି ତାକୁ ବାରମ୍ବାର ବୁଝାଇବାର ଆବଶ୍ଯକ ନାହିଁ"....ସମୟ ଆସିଲେ ସେ ସବୁ ବୁଝିଯିବ ...କିନ୍ତୁ ସେତିକିବେଳେ ସବୁ ସରିଯାଇ ଥିବ"....😂😂
100%
💯% R8 bro
😆😆😆😆😂😂😂
Bahut sundar katha...
Ek dam thik..
ହେ ଭଗବାନ ଏ ପରିବାରକୁ ଭଲରେ ରଖନ୍ତୁ🙏🙏🙏 😭😭😭
344
Tara Swami ra luha ta upare nishaye padiba.....
Bhai tama bhali swami ku great salute
@Pradeep Kumar jhia Ku first respect dei sikha...... Jadi tanka comment ta bhala lagila kichhi bhala lekha
Thik kahuchha Pradip Bhai
@Sanskrit Specialist Himansu of ru
ହୁଏତ ଅପହରଣ ହୋଇଥାଇପାରେ ଏହି ଘଟଣା କୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ସଠିକ୍ ତଦନ୍ତ କରି ସତ୍ଯ ପର୍ଦାଫାସ୍ କରିବାକୁ ନିବେଦନ 🙏🙏🙏🙏
Right ମୁଁ ମଧ୍ୟ ଏକମତ
Be strong and take care of ur child one day will come when she must be known of u and ur child success.
May God gives you the power to overcome this situation.
ସେ ଝିଅ କେବେବି ଭଲରେ ରହି ପାରିବନି 🙏🙏 ସେ ବହୁତ କଷ୍ଟ ପାଇବ 🙏
Thik
Right
Right 100%
Se taku khojiki mariba darkar
Jie dhoka Debo se kebe b shantire rahipariboni...kebe b
ତୁ କେବେବି ଶାନ୍ତିରେ ରହିପାରିବୁନି, ଯିଏ ସ୍ୱାମୀ ହେଲାନି. ଦଶ ମାସ ଦଶଦିନ. ଗର୍ଭରେ ଧାରଣ କରିଥିବା ପଞ୍ଚବର୍ଷର ପୁଅର ହେଇ ପରିଲାନି , ସେ ଆଉକାହାର କେମିତି ହେଇପାରିବ,
ସାତ ଜନମରେ ବି ସେ ସୁଖରେ ରହିପରିବନି
ଯୌବନ ଥିବା ଯାଏ ରଖିବ
ତାପରେ ଗାଣ୍ଡିରେ ଗୋଇଠା ମାରି ଚାଲିଯିବ
ଭଗବାନ୍ ତାର ପିଲାଟିକୁ ଭଲରେ ରଖନ୍ତୁ 🙏🙏🙏
Bhai Satre Om Sairam 🙏🙏👍🏿
ଯୌବନ ଥିବା ଯାଏ ନୁହଁ, ଅତି ବେଶୀ ରେ ବର୍ଷେ.....ଭବିଷ୍ୟତରେ ବହୁତ ପସ୍ତେଇବ.
@@lalitkumargochhayat3369 jay Jagannath
Pani marigale paleiasiba
U r ri8 bro
ଏଭଳି ସଚୋଟ ପ୍ରେମକୁ ଛାଡି ତୁ ଏତେ କଥାକଲା ପରେ ବି ତୋତେ ତୋ ସ୍ୱାମୀ ଏବେ ବି ଏତେ ଭଲ ପାଉଛି ତୁ ଆଉ କାହା ସାଙ୍ଗେ ଗଲୁ ତୁ କେବେବି ଖୁସିରେ ରହିପାରୁବୁନି
Jie janankara heiparilani Se puni aau janankara kemiti hebo.... Sesare besya bruti kari jouna rogare maribo
Ok..
ସେମିତିକା ସ୍ତ୍ରୀ ଓ ନେଇଥିବା ପିଲାକୁ ମାରିଦେବା ଦରକାର
Call
God bless u bhai tama pua ku pakha re rakhi khushi re ruha all is well
ବୋଧ୍ ହୁଏ ଏ କଥା ସତ କାଳୀ ଝିଅ ଦେଖି ଭଳପାଇଥିବ ସବନା ହେଲେ ବି ଚଳୀ ଵ ଗୋରି ଝିଅ ଦେଖି ଭଲପାଇଥିଲେ କାନ୍ଦି କାନ୍ଦି ଖାଲି ମରିବ😭 ଧନ୍ୟ ସେ ନାରୀ🔥
👍👍👍
💯 right bro
0:4 0:47 0:47 5 @@aurobindaswain7490 0:46
Right
100%bro
ଯାହା ପାଇଁ ତୁମେ ଛୋଟ ପିଲା କୁ ଭୁଲି ଅନ୍ୟ ପୁରୁଷ ସାଥିରେ ଚାଲିଗଲ ଦିନ ଆସିବ ସେ ତୁମକୁ ଅଧା ବାଟରେ ହାତ ଛାଡିବ ସେତବେଳେ ତୁମେ କଉ କୁଲ ର ହେବ ଥରେ ଚିନ୍ତା କର
R8 vai
Correct brother
Right sir
Right sir
Eita 110% heba bhai # jau pua sall neichhi jhia ra chhua achhi au taku nei ki paleichhi , salla ra saram nai tk hele
Bohut badhiya emiti stree drkr
ଭୁଲି ଯାଅ ତାକୁ. ଯିଏ ନିଜ ପିଲା କୁ ଛାଡି ରହି ପରେ ସେ. କଣ ଆଉ return ଆସିବ. ମୋତେ ଲାଗୁନି 😔
Sata kahila Bhai
Emiti nari Pai bi Kandiba Katha nuha
@@livethelife8190 right
Ur right 👍👍👍
Right bro
ଏଇ ହଉଛି ଆଜିକଲି ର ପ୍ରେମ ।ମୁଁ ଜାଣିବା କୁ ଚାହୁଁଛି ଯେ love marriage ଏମିତି ସବୁ ଉଦାହରଣ ସବୁଦିନ ଦେଖିଲା ପରେ ବି ଆମର ଯୁବପିଢ଼ି love ପଛରେ ପଡିକି ନିଜର ଏତେ ସୁନ୍ଦର ଭବିଷ୍ୟତ କୁ ନଷ୍ଟ କରୁଛନ୍ତି ।
Right kahile sister
Love mrg nuhe Bhai .. arrange mrg re b .. heuchi
Right but a bhalia pila love kn arrange marriage re bi amiti karibe
ଗୁଡ଼ ପାଗଳ ସେମାନେ 😜😜😜,
भगवान इस 5 साल की बच्चे का साथ देना उनके परिवार को हमेशा खुश रखना
ପ୍ରେମ ହେଉଛି ପ୍ରକୃତି ର ଦାନ ପବିତ୍ର ପ୍ରେମ୍ ନିଷ୍କଳଙ୍କ ପ୍ରେ ଏ ମାନଙ୍କ ପାଇ ଆଜି ପ୍ରେମ ବଦନାମ୍
ଆଜି ଯେଉଁମାନେ ଝିଅଟିକୁ ଗାଳି ଦେଉଛନ୍ତି ଯଦି କାଲି ସିଏ ଝିଅଟି ଫେରିଆସେ ଓ ତାହାରସ୍ବାମୀ ତାକୁ ଗ୍ରହଣ ନ କରନ୍ତି ତାହେଲେ ଏହି ସମାଜରେ ବହୁତ୍ ଲୋକ ଅଛନ୍ତି ଯେଉଁମାନେ ପୁଅଟିକୁ ଦୋଷ ଦେବେ । ଆଉ କିଛି ନାରୀ ନେତ୍ରୀ ଭି ଆଗକୁ ଆସିଥାନ୍ତି ।
ଏବେ ଆପଣ ମାନେ ଟିକେ ବୁଝନ୍ତୁ, ଆଉ ନାରୀ ମାନେ ଆଗପରି ନାହାଁନ୍ତି ।
ସେଥି ପାଇଁ ଆପଣ ମାନଙ୍କୁ ମୋର ଗୋଟିଏ ଅନୁରୋଧ ଯଦି ଭବିଷୟତରେ କେବେ ବି ପାରିବାରିକ ଝଗଡ଼ା ହୁଏ ତାହାଲେ ପୁଅ ଟିକୁ ସବୁ ଦୋଷ ଦେବା ପୂର୍ବରୁ ୧୦୦ ଥର ଭାବନ୍ତୁ 🙏🙏🙏
ଭାଇ ତୁମ ଜୀବନକୁ ଈଶ୍ୱର ସୁଖମୟ କରନ୍ତୁ ଏତିକି ମୋର ପ୍ରାଥ୍ନା
ଆଜି କାଲି ଝିଅ ଉପରେ ଭରଷା ନାହିଁ
ଏମିତି କା ଝିଅ କୁ ଠିଆ ଫାଡ଼ି ଦଵ ଏମାନେ ଆମ ଜାତି ପାଇଁ କଳଙ୍କ ଦୁନିଆରେ ଭଗବାନେ ନାହାନ୍ତି ....
Sabu jhia samana nuhanti.emiti kete jhia mananka Pai e jhia jati kharapa
Smt kuhani bhai sabu jhia smt nuhanti
@@suryamanidakua4784 ସବୁ ଝିଅ ସେମିତି ଭାଇ ହେଲା ସେ ମାନଙ୍କ ପାଖରେ ହୃଦୟ ବୋଲି ନାହିଁ ହେଲା ପୁଅ ଗୁଡାକ ଶଳ। ପାଗଳ ସେଥିପାଇଁ ଝିଅ ମାନଙ୍କ ସରଳ କଥାରେ ଏ ପୁଅ ଗଡୁକ ଶଳ। ଫସିଯାଉଛନ୍ତି .....
Kn bhai etiki janiparuna "it's her choice".....just tike bhaba ଯଦି ପରିସ୍ଥିତି ଅଲଗା ଥାଆନ୍ତା ... କି ବାପା ପ୍ରେମ ପାଇଁ ତା' ମାଆ ଆଉ ପିଲା କୁ ଛାଡି ପଳେଇ ଥାଆନ୍ତା ତେବେ, କଣ ଏମିତି ମାଗଣା ମାଗଣା ରେ case ଚାଲି ଥାଆନ୍ତା...news , media , sarkar, ସବୁ କଣ ଏମିତି ଆରାମ ରେ ଥାନ୍ତେ।, ନା ଜମା ଏମିତି ହେଇ ନଥାନ୍ତା.... ପିଲା ର ପାଠ ପଢା ପାଇଁ ପ୍ୟାକେଜ ସହ ଅଲଗା ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ୟାକେଜ ସହ ତା ବାପା କୁ ମହିଳା ସମିତି ର ଆକ୍ରମଣ କରି ଜେଲ୍ ପଠେଇ ଥାଆନ୍ତେ..... କିନ୍ତୁ ଏବେ ଯେହେତୁ ମାଆ ଧୋକା ଦେଇଛି.... ତେଣୁ ସବୁ ହାଲକା ହାଲକା ରେ ନେବେ କିଛି କାର୍ଯାନୁଷ୍ଠାନ ନିଆ ଯିବ ନାହିଁ..... କାରଣ ସିଏ ଜଣେ ଝିଅ । ଭାରତ ର ସମ୍ବିଧାନ ରେ ତ ଲେଖା ହେଇଛି ନା "it's her choice"... ଯିଏ ଗାଣ୍ଡୀ ମାରାଉଚ୍ ମାରାଓ 😂😂😂...
ଧୀକ୍ ଧିକ୍କାର କରୁଛି ମୁଁ ଆମ ସମାଜ କୁ
@@Aryadeep--mv3jy ସମାଜ ର କିଛି ଭୁଲ ନାହିଁ ଭାଇ ସବୁ ଭୁଲ ଏ ଝିଅ ରେ ଏମିତି ପରପୁରୁଷ ସହିତ ଯିବ ଆଗରୁ ଥରେ ଟିକିଏ ଭାବିଲାନି I hate u girls ..
Don't accept this type of girl again . If she return.🙏 🙏.
I want to know what's the reason behind it
One side Love
@@MANOJKUMAR-zy4xv This girl does not give any value to love & his child. She only focus on money .Those persons give her money & satatus then she definitely love him.
@@trushanpadhan6639 thnks
I fear she can't return. May be trapped in a wrong gang.
ଗଲୁ ମରିଗଲେ ପୁଣି ଛୁଆପିଲା ସ୍ବାମି ମନେ ପଡିବେ ସେ ବର୍ଷେ ହେଉ,ଦି ବର୍ଷ ହେଉ,କି ଛଅ ବର୍ଷ ହେଉ ଗଲୁ ନିଶ୍ଚିତ ମରିବ
This OTV Anchor's presentation style is very unique...
Exactly great anchor and every word is great and class 1..unique its called ek no MIL language...
ଆଜି କାଲି ର ସ୍ତ୍ରୀ ଲୋକ ମାନେ ଏମିତି କଣ ପାଇଁ ହେଉଛନ୍ତି, ସମସ୍ତେ କୁହନ୍ତି ପୁଅ ମାନେ ଖରାପ୍ ଆଜିର ଦୁନିଆରେ ଝିଅ ମାନେ ବି ଏମେତି ଏତେ ଖରାପ୍ ଛି 😠
Pura thik
Pura thik jhia mane b kharap .....hele sabu kichhi pany pua au jhia both kharap ..........
Right
Dhanya se Maa....
ହେ ଭଗବାନ ଏମିତି ମାଆ ନାଁ ରେ କଳଙ୍କ😥😥😥
Congratulations sister. You have done a novel work. Every married woman should learn from you.
Ganapati
Nice story.. thanks to Joshi baba..❤️❤️
ଆଜିକା ଯୁଗର ଏଟା ନୀତି ଚନ୍ୟକ୍ୟ କହିଥିଲେ ଗୋଟେ ନାରୀ ଉପରେ କେବେ ବିଶ୍ୱାସ କରିବ ନାହିଁ ଯେଉଁଠି ଧନ ସେଇଠି ନାରୀ ମହିଳା ଆମ ପାଇଁ ମଇଳା 😂😂😂
ଏହି ସବୁ କାଣ୍ଡ କରୁଛନ୍ତି ନାରୀ ମାନେ ସରକାର କୁ ନଜର ପଡୁନି ସରକାର କୁ ମୋର ଏତିକି ବିନତି ଏହି ଭଳି କାଣ୍ଡ ଜେଉଁ ନାରି କରୁଛନ୍ତି ତାକ ପାଇଁ କଠୁର ଦଣ୍ଡ ବାହାର କରାଯାଉ🙏🙏🙏🙏🙏
Yas
Toka emiti karithile dosa ..hele toki emiti kala kichi nahi chee mg
ଭାଇ ଆପଣ କେମିତି ଜାଣିନାହାନ୍ତି ଆମ ସରକାର ସେଇଥିପାଇଁ ଵାହା ହେଇନାହିଁ
ଠିକ, କହିଲି କି ନାହିଁ କହିଵ
@@gunanidhibehera4096 Right
Dhanya tu maa, to bhali maa kahara no thau, jay jagannath,
ଏ ଶଳା ମାନଙ୍କୁଖାଲି ପଇସା ହିଁ ଦରକାର ସେମାନ କଣ ଜାଣିବେ କଷ୍ଟ କଣ ଏ ଶଳା ମନେ କେବେ ଦୁଃଖ ଜାଣିଛନ୍ତି ଯିଏ ଜାଣିଛି ତାକୁ ହିଁ ଜଣା
ଭାଇ, ସେଇଥିପାଇଁ ମୁଁ କାଳି ଝିଅଟେ ବାହା ହେଇଛି,ବିନା ଟେନସନରେ ରାତିରେ ଶାନ୍ତିରେ ଟିକେ ଶୋଇ ପାରୁଛି। ଘୋର କଳିଯୁଗ,ଜୟହୋ ପ୍ରଭୁ ଏ କି ଲିଳା ଲଗେଇଛୁ ତୁ😭😭😭🙏🙏🙏
Kali gori kichi nahin bhai.hrudaya thiba darkar
Ki ktha bhai😂😂😂
Bhai bhauja janile pitibe tamaku
Kali jhia hele kan guna jadi kharap thiba gori Kali kichhi nahi
@@neetusingh-qd5vk absolutely right bhauni kala gora ru ki6i b frk pdeni
Thank you sir
Relationship never dependeds on your beauty your age or you personality relationships always depressed on your sincerity your honesty and most of the respect
Hi nahi to beft btTT
Very sad news bro, plz don't cry 😭.. This is life, every time good and poor people only facing problems. So be live on God , nobody else
ସେ ନାରୀ ନେହେ ଡାହାଣୀ କଲକୀନୀ
Sundari jhia nku duru juhar🙏🙏
ସେ ଝିଅ ଟି ପୁଣି ଲଭ୍ ମେରେଜ୍ କରି ଥିଲା ଆଉ ଥରେ କେମିତି ଲଭ୍ ହେଲା.........
ସେ ଯେମିତି ସ୍ୱାମୀ ପିଲା କୁ ଛାଡି ପଳେଇଲା ଏମିତି ସମୟ ଆସିବ ତା ସହିତ କେହି ନଥିବେ !!!
ଲଭ ନୁହଁ ଭାଇ..କାମନା ବାସନା...ମଣିଷକୁ..ନଷ୍ଟ କରି ଦିଏ..
@@kishorekumarbhitiria747 ଠିକ୍ କହିଲ ଭାଇ !!!
ଯୋଉ ଶଳା ବିବାହିତ ସ୍ତ୍ରୀକୁ ଭଲ ପାଇ ତାକୁ ନେଇଛି ଆଉ 5ବର୍ଷର ପୁଅ କୁ ଛାଡି ଯାଇଥିବା ଏହି ସ୍ତ୍ରୀକୁ ପୁରା ମାଡ଼ ଦରକାର।
Bajhe jhia ...bad girl....
Bhi Tamara God achanti Tamara kichi hebani...
God bless you
ଲଭ ରେ କଳଙ୍କ ଚିହ୍ନ ଲଗେଇ ଦେଲା ଼
ଭଲ ପାଇ ବିବାହ କଲେ ଏମିତି ହୁଏ
Au arrange marriage karithile kn guarantee ki jhio agaru love karinathiba ki pare au kahaku love kariba nanhi....
ଆଇନର ସହାୟତାରେ ଜନ୍ମ ଦେଇ କୋମଳ ମତୀ ଶିଶୁ ମାନଙ୍କୁ ଛାଡି ଅନ୍ୟତ୍ର ଫେସବୁକର ପ୍ରେମିକ କିମ୍ବା ପରପୁରୁଷ ସହିତ ଘୃଣ୍ଯ କାମ ଲାଳସାରେ ଚାଲିଯାଉଥିବା ଏଭଳି କାମରୁପୀନି ସ୍ତ୍ରୀଲୋକ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ ,ଯେମିତି ଅନ୍ୟ ସ୍ତ୍ରୀଲୋକ କରିବା ଆଗରୁ ଡ଼ରିବ ଏବଂ ଭାବିବା ଦରକାର ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ.......
👏👏👏
👍tik Bhai🙏🏼ama law street nahi🙏🏼
ନାରୀ ଜାତି ପାଇଁ ସେ ଗୋଟେ କଳଙ୍କ
Nari jatira bada bedhei
Don't cry brother for this kind of lady.
Take care of your mother.
ବର୍ତ୍ତମାନ ଆମ ଦେଶରେ ପାଶ୍ଚାତ୍ଯ ସଭ୍ୟତାର ରାଜ୍ ଚାଲିଛି । ନ୍ଯାୟାଳୟ ଯେଉଁ ପ୍ରକାର ରାୟ ଦେଉଛି ତାର ପରିଣାମ । ବାପରେ ତୋ ପାଇଁ ଭଗବାନ ଅଛନ୍ତି । ଭୁଲିଯା ସେ ମା'କୁ ।
କୁହାଯାଏ ନାରୀ କୁଆଡେ ଘରର ଲକ୍ଷ୍ମୀ କିନ୍ତୁ ଏମିତି ଲକ୍ଷ୍ମୀ କୁ ଭଗବାନ ବିଷ୍ଣୁ ବି କ୍ଷମା କରିବେନି ନାରୀ ମାନେ ଜିନର ଘର ନିଜେ ଭାଙ୍ଗନ୍ତି ଏହା କଣ ପ୍ରେମ ଉତ୍ତର ଦେବ ଯଦି କେଉଁ ଜ୍ଞାନୀ ନାରୀ ଦେଖୁଛ
Bhai hnn jee...kintu sabu jhia saman nuhanti..jadi sabu jhia ae jhia parika thante tahele dunia au chali nathanta mu janini apana mo thu bada ki sana...mora jetiki gyana achi mu kahili...bhul thile khyama karidebe 🙏😔
Ahaku prema kuha jibani..jadi satare sia tanka swami ku bhala pai thante.tahele kebebi anya purusha ku bhala pai ta durara katha..akhi uthei chanhi bi nathante..but sabu nari saman nuhanti..🙏🙏
@@luckyrl6348 ନା ସବୁ ସମାନ ହେଲେ ଦୁନିଆ କେମିତି ଚାଲିବ କିଛି ଟା ଖରାପ ଅଛନ୍ତି
@@Sanyasiswain306 hn mu ta seiya kahili bhai...🙏🙏
Sabu stri Loka Abe Amit heigaleni .. dhik tumaku .. chhi .. abhadra jhia se .. taku dekhle Jana paduchi .. aeta badmas boli
ସବୁ ପ୍ରେମ ବିବାହ ର ଶେଷ ପରିଣତି ଏହିପରି। ଏହା ଏକ ନୂଆ ଖବର ନୁହଁ, ଏମିତି କେତେ case hauchhi।
Samaste kn saman bro...
right bro
@@rajendramoharanaraj6182 Na bhai but 90% amiti hauchhi. So majority wise ame totally love marriage ra ending ehipari vabiba
Right
Kintu chhua ku dekhi thare ta bhabi thantaa..
Bhagwan....Tama ku khusi rakhantu....bhaii Ta pura ku.....kichi chinta karantu nai...... bhagwan Achanti......Tama painnnn bhaii😭😭😭😭😭
ଯାହା ଟିକେ ମନ କନ କନ ହାଉଥିଲା ବାହା ହବାକୁ।। ଏ ସବୁ ଦେଖିଲା ପରେ ଆଉ ବାଳ ବାହା ହେବି।। ଦରକାର ନାହିଁ ବାବା ଏ କିଳା ଏକା ଅଛୁ ଭଲ ଅଛୁ 🙏
ଭାଇ ବାହା ହରେ ଜମା ଡରନା ସବୁ ଝୀଅ ସମାନ ନୁହେଁ ସବୁ ପୁଅ ସମାନ ନୁହେଁ ଜିଏ ଯେମିତି ତାକୁ ଫଳମିଳେ ସେମିତି ତୂଯଦି ଆଗରୁ କ ଉ
ବାବାଜୀ ହେଇ ଜାନ୍ତୁ ନୋ ଟେନସନ ଭାଇ
Ghor kali juga🙄😐
@@BaripadaDiary ଭାଇ କଳି ଯୁଗ ରେ କଣ ଏମିତି ହୁଏକି ଅପ ପ୍ରକୃତି ରେ ଏମିତି ହୁଏ
Bhai tamaku salute 🙏🙏🙏🙏 karuchi amiti wife pain abeb kanducho 😭😭😭aajithu bhabi nio tama wife marigala tame tama new life arambho kara second marriage karani plz tama puo anatha heijiba jadi kariba tama ku aau tama puoku dekhu thiba semiti jhio dekhi baha huo nija maa jetebele chadi chaligala aau kia aasile tama puoku bhalare dekhiba bali ki prove ochi
He ଜଗନ୍ନାଥ... କିଯୁଗ
ଯାହାହେଉ ସେ ଛାଡ଼ିକି ଗଲାପରେ ତୁମେ ଭାଇ media ଆଗରେ ବି କାନ୍ଦୁଛ... ହେଲେ ସେ କଣ କଲେ ତୁମ ପ୍ରେମ କୁ ବୁଝି ନପାରି ତୁମକୁ ଛାଡ଼ିଦେଲେ । କିନ୍ତୁ ତୁମର ସେଇ ନିଃସ୍ୱାର୍ଥ ପର ଭଲପାଇବା ସବୁଦିନ ପାଇଁ ରହିବ । ଦିନେ ନା ଦିନେ ସେ ତୁମ ପ୍ରେମକୁ ଅନୁଭବ କରିବ.. ହେଲେ ସେତେବେଳକୁ ସମୟ ଥିବା ଦରକାର...
R8 vai 😌😌😌😌
Sachhe logo ko sachha pyar Kabhi nehi milta yrr 🥺🥺
Right
Right bro
Ok new information🎉 report
ସେଇଥିପାଇଁ ମାଇକିନା ମାନଙ୍କୁ ଏତେ ଭଲ ପାଇବା କଥା ନୁହେଁ।
ଠିକ କହିଛ bro👌
A jhia Ku pretol dhali 🔥🔥🔥🔥🔥 lagei dia amiti kete Jana jhia nka pain nari jati upare kalanka laguchi a nirlaji toki Ku dress kholi road upare bichuati lageiki 🔥🔥🔥🔥 lagei dia amiti nari Ku gharaku anani mausi 😭😭😭😭😭😭😭 amiti Katha suni akhiru luha ASI jauchi 🙏🙏🙏🙏 jay Jagannath Prabhu tme hin vaarasa a chota pua ku
Right sister
sabu prema nisha para
Aapana thik kahichanti didi amiti katibata thik nuha he prabhu Jagannath tame hi saha
Jalaedaba tahele lol nice mindset 😂
Khali Ta kana Kana
God bless you Beta...🙏🙏
Police plz a loka nku help karu plz I request 🙏
ଧନ୍ୟ ଭାଇ ତୁମକୁ ଆଉ ତୁମ ମାନବିକତାକୁ ଏବଂ ତୁମ ମଣିଷ ପାଣିଆକୁ🙏🏻..... ସେ ନାରୀ କେବେବି ଖୁସିରେ ରହି ପାରିବିନି । ଖାଲି ଅପେକ୍ଷା ସେ ଯୌବନ ର ରଙ୍ଗ ଟା ଯେଉଁଦିନ ଫିକା ପଡିବ ସେ ଭଅଁର ପାଖରେ ରହିଥିବ ନା ଉଡିଯାଇଥିବ ।
ଜୟ ଶ୍ରୀ ରାମ
ଭାଇ ତମେ ଗ୍ରେଟ
ଆଜି ର ଦୁନିଆ ରେ ଏମାନଙ୍କୁ ଦଶ ଆଙ୍ଗୁଳି ରେ ଜୁହାର ଏ ମାନଂକୁ ଠୁଁ ଦୁରେଇ ରୁହ
ସେ ମା କେଡେ ନିଷ୍ଠୁର ଗୋଟେ ଛୋଟ ଛୁଆ କୁ ଛାଡି ଚାଲିଗଲା ଛି
Chhi chhi emiti rakhyasi maa kahaku na milu
Dhanya tume maa....
ମ୍ୟାଡ଼ମ ଙ୍କ ରକ୍ତ ଏବେ ଗରମ ଅଛି😁😃
ଯେ ନେଇଚି ତା ପାଖରେ ବି ଶାନ୍ତିରେ ରହି ପାରିବନି,ସେ ପୁରୁଷକୁ ବି ସେମିତି କରିବ ସେ ନାରୀ ନୁହେ ଅଲକ୍ଖଣ,ଭାଇ ତେମେ ଭଲରେ ରୁହ,ପୁଅକୁ ମଣିଷ କର
ହେ ଜଗନ୍ନାଥ ଏହି ପିଲା କୁ ଭଲରେ ରଖ
ଏମିତି ଶୁଆମି ଭାଗ୍ୟରେ ଥିଲେ ମିଳେ ପୁଅ କଥା ଟିକେବି ଭାବିଲାଣି ଧିକ ତା ଜୀବନ
😭😭😭😭😭Bhai kandatuni please se kebe bi khusire rahibani apananka akhire luha dei6i se rakta kandiba apana dekhibe
ଯଦି ଗୋଟେ ପୁରୁଷ ଏମିତି କରିଥାନ୍ତା ,କେତେ କଣ ହୋଇସରନ୍ତା ।ହେଲେ ଆମ କଥା ବୁଝିବାକୁ କେହିନଥାନ୍ତି ।କୁଆଡେ ଗଲା ତମ ଅଲଗା ଅଲଗା ଆଇନ ।
Right
Thanks otv
Sabu Tanka pai.. Au Kichi nuhe
Jete gori sete story
😁😁👍👍
Right bro..
@@supeihembram7337 Tame gori na kali
@@supeihembram7337 mu Kala 😂
@@bisaldigar ଭଲ ଆପଣ ବାବାଜୀ ହେଇ ଜାନ୍ତୁ ଭାଇ 😂😂
Jadi aji sabu amiti heuchi ta pain internet dai...... Se jhia joutiachu dukhare rahiba...
Bhagaban sabu bele achanti... E bhali sasuku se goitha mariki chaligala... Kintu tara maa habar jogya
Nuha... Se gote dhokebaj... Tara husband ate simple tathapi amiti kala.... 😔😔😔
Amiti kemiti kala sr
Emiti b purusha dunia re achhanti 🙏 Dhanya
Kn comment debi jani paruni....mate khali kanda laguchi...chota chua taku dekhi bikala laguchi dukha laguchi...he prabhu 🙏🙏😭😭😭😭😭😭😭😭
Sajhaia Ku au anani bjai augota baha haija
Mu be dhoka khaichi......kintu kaandibaku nuhe...life change hue dhoka ru.....aaji mu mo life re bahut khusi re achi....aao se barbaad heijaaichi 😎😎😎😎.
Kintu mu respect kare ladies mananku 🙏
emiti jhia 100% barbad huanti karana emane love nuhen nua nua sarira khojanti. Emananku tanka paisa dwara atakai paribani. Emiti jhia ku puni jiye pheraibaku chesta kare ta thu bada murkha duniare nahin..
You are right bro satare aapana nka chintadhara bahut sundar
@@sunilraghav5062 right bro
Mote bohut dukha lagila 😭bhai tomo puo au toma maa nku khusire rakha🙏
Kete bele jhia amiti karuchi kete bele pua amiti karuchi kahaku kn kahiba.. Bhagban 😭😭
Jhia hin beimaan
@@anshumanroy4430 amiti kuhani.. Sabu jhia beiman nuhe.. 😊😊😊
@@anshumanroy4430 ଆଜ୍ଞା ନାରୀ ଆମର ମା ଭଉଣୀ ମାଉସୀ ପିଉସୀ ବି ଗୋଟେ କଳଙ୍କିତ ଦୁଶ୍ଚରିତ୍ର ନାରୀ ପାଇଁ ସବୁ ନାରୀଙ୍କୁ କଣ ପାଇଁ ଆମେ ବେଇମାନ କହିବା plz 🙏🙏🙏🙏🙏 ଭାଇ
ସେମାନେ କଲେ ଲୀଳା, ଆମେ କଲେ କୀଳା.....
Hahaha thick bhai
ଗଲା ତା ଗଲା ଏତେ ଝୁରିଲେ କିଛି ହବନି , ତାକୁ ବଞ୍ଚିବାକୁ ଦିଅ ଆଉ ନିଜ ପୁଅ ସହ ନିଜେ ଆଉ ନିଜ ମା ଙ୍କୁ ନେଇ ଆଗକୁ ବଢ଼ 🙏
Jn
ଏମିତି ନାରୀ ପାଇଁ ନାରୀ ଜାତି ତା କଳଙ୍କ ? ଧନ୍ୟ ତୋ ନାରୀ ଜୀବନ କୁ ଛି 🤮🤮🤮 ଯେତେ ହେଲେବି ଏଇଟା କଳି ଯୁଗ । ଏ କଳି ଯୁଗରେ କେଉଁ ଝିଅ କିମ୍ବା ନାରୀ ଉପରେ ଟିକେ ବି ଭରଷା ନାଇଁ ।
Sehi bola aapne
@@srikant2833 thanks yarr🥰
ନାରୀ ର କିଛି ଇଛା ନାହିଁ ବୋଧେ, ଆଧୁନିକ ଯୁଗ ରେ ସବୁ ଚାଲେ.ପ୍ରେମ ମାନେ ତୁଚ୍ଛା six, ଛୁଆ ହେଲା ବୋଲି କଣ ସବୁବେଳେ ସେ ନିଜ ଇଛା କୁ ବଳି ଦବ ନା କଣ? ଯାହାସହ ସେ ଯାଇଛି ତାଠି ଅଧିକ ରସ ଗଳୁଥିବ ନା 😜😜😜
ଅବଶ୍ୟ ଉକ୍ତ ମହିୟସୀ ଙ୍କୁ ସିଳୁପୁଆ ଦ୍ୱାରା ଶାନ୍ତ କରାଯାଇପାରେ 😜😜😜
ଏଭଳି ସଚୋଟ ପ୍ରେମ କଅଁଳା ଛୁଆକୁ ଛାଡି ଜାଇଛୁ
ଆଉ ଗୋଟାକୁ ପ୍ରେମ କରି ସେ ରାଜକୁ ବି ଛାଡିଦବ
Honestly. Tears welled up in my eyes as I watched this video
....greed of wealth and lavish lifestyles ... pulled a mother down ... terrible
Taku bhuli jao bhai tme au pua maa kunei khusite rahibaku chesta kara dhokebaj wife se kbe b khusi re rahioaribani 😔