Smruti ainaa re ||Odia Ghazal || Sailabhama Mahapatra ||Sudhansubala Praharaj ||Basant Mishra
HTML-код
- Опубликовано: 10 окт 2024
- “ସୁଧା ସଙ୍ଗୀତ” ପ୍ରସ୍ତୁତ କରିଛି ଏହି ମନଛୁଆଁ ଓଡ଼ିଆ ଗଜଲ୍ “ସ୍ମୃତି ଆଇନାରେ”। ସ୍ମୃତି ରୋମନ୍ଥନ କରି କରି ଗୀତଟିକୁ ଗାଇଛନ୍ତି ପ୍ରତିଷ୍ଠିତ ପ୍ରଚ୍ଛଦପଟ୍ଟ ଗାୟିକା ଶୈଳଭାମା ମହାପାତ୍ର। ଗୀତ ରଚନା କରିଛନ୍ତି ସୁଧାଂଶୁବାଳା ପ୍ରହରାଜ ଏବଂ ସଙ୍ଗୀତରେ ସଜେଇଛନ୍ତି ଆଗଧାଡ଼ିରସଙ୍ଗୀତ ନିର୍ଦ୍ଦେଶକ ବସନ୍ତ ମିଶ୍ର।
ଗଜଲ୍ ଧର୍ମୀ ଏହି ଗୀତଟି ଶୁଣନ୍ତୁ। ଭଲ ଲାଗିଲେ ଭିଡିଓଟିକୁ ଲାଇକ୍ ଓ ସେୟାର କରନ୍ତୁ। କମେଣ୍ଟ ଜରିଆରେ ଆପଣଙ୍କ ମତାମତ ରଖନ୍ତୁ। ଏମିତି ମନଛୁଆଁ ଗୀତ ଶୁଣିବା ପାଇଁ “ସୁଧା ସଙ୍ଗୀତ” ୟୁ ଟ୍ଯୁବ୍ ଚ୍ଯାନେଲ୍ କୁ subscribe କରନ୍ତୁ।
🎼 CREDITS 🎼
Song Name: Smruti Ainaa Re(ସ୍ମୃତି ଆଇନା ରେ)
Voice: Sailabhama Mahapatra
Lyrics:Sudhansubala Praharaj
Music: Basant Mishra
Dubbing/ Mixing/Mastering: Sanjay Maharana (FTI)
Recorded at: Sanjay Studio (FTI), Cuttack
Editing: Pk Prashant
Banner: SUDHA SANGEET
👍 Hit the LIKE button if you love Odia Songs!
💬 Let us know your feedback in the comments below.
📢 Don't forget to SHARE with your friends.
🎶 Enjoy & stay connected with us! ❤️
Subscribe @SUDHA_SANGEET773
** ANTI PIRACY WARNING **
This content is the exclusive property of "SUDHA SANGEET". Unauthorized re-uploading of this material is strictly forbidden. Legal action will be taken against any infringement of these copyrights.
👍 LIKE ◆ 💬 COMMENT ◆ 📢 SHARE ◆ 🔔 SUBSCRIBE
ବିସ୍ମୟେ ବିସ୍ମୃତ ଭାଷାକୋଷ ସତ୍ତା,
ଉତ୍କୃଷ୍ଟ ଉତ୍କଳ ଓଡ଼ିଆ ଅସ୍ମିତା |
ସ୍ମୃତିରେଖା ପରେ ଜାଳି ଏ ଦୀପାଳି,
ଜଗାଏ ଶ୍ରୋତାଙ୍କ ଶବ୍ଦ ପ୍ରେମାବଳୀ !
ହଜିନି ଓଡ଼ିଆ ଅହମିକା କ୍ଷୁଧା...
ଅଛି ସେ କଲମ ଅଛନ୍ତି ବି ସୁଧା !!
ସ୍ମୃତି ଆଇନାରେ ଗାୟିକାଙ୍କ ସ୍ୱର,
ସ୍ୱର ସଂଯୋଜନା ହେବ ଅଵିସ୍ମର !!!🙏
ଅତି ଉଚ୍ଚ କୋଟିର ସଙ୍ଗୀତ ସଂଯୋଜନା ହେଇଚି। ଗୀତ ଲେଖା ମଧ୍ୟ ଅନେକ ମନଛୁଆଁ ହେଇଚି। 🎉
ମନ ଛୁଆଁ ଏବଂ ହୁର୍ଦୟ ସ୍ପର୍ଶୀ ଗିତଓଟିଏ।❤❤
Very good lyrics. composition. And singing is marvelous.. thanks to all team
Very melodious.. Lyrically a very nice song.. Sailabhama is souding superb. The small video clips are beautiful too.. A perfect song in all respect.. 👌👌
❤❤Jay Jagannath Mita.. Saila apaa tone bina e geeta bhala laginathanta.. jahahau aame sangeeta premi mananku e odia gazal eka jugantakari abadan.. Jay Jagannath tablare sahajog karithiba bhainku..
ଏହିଭଳି ଗୀତ ସବୁ ସଂଗୀତର ମାନ ବୃଦ୍ଧି କରିବା ସହ କଳାକାର ମାନଙ୍କ ଗ୍ରହଣୀୟତା ଓ ଆଦୃତି ପାଇଁ ସହାୟ ହୋଇଥାଏ
Beautiful song. Well composed and lyrics also veru nice, heart touching👌
Beautiful lyrics, magnificent music and fantastic rendition. A class apart production with taste. Congratulations to the whole team and best of luck for future productions. Jai Jagannath !!
ଗୀତ ରଚନା, ସଙ୍ଗୀତ ଓ ସ୍ବର 👌 ମନଛୁଆଁ 🙏
Old is gold appa so very beautiful song ❤❤🙏🙏
Very nice singing and beautiful lyrics will composition ❤❤🎉😮
Wow you are always an extremely excellent talented singer of Odisa ❤
🎉🎉 ଆହ୍, ଅତି ସୁନ୍ଦର୍ ପରିବେଷଣ,, ସଙ୍ଗୀତରେ କରୁଣ ମୂର୍ଚ୍ଚନା,, ଗୀତ ଶୁଣିଲି ଲାଗେ କେଉଁ ଦୂର ପାହାଡ଼ରେ ବାଦଲ ସବୁ ଲାଗି ରହିଛନ୍ତି,,, କଣ୍ଠ ରୁ ଅମୃତ ବର୍ଷା 🎉ଅତି ସୁନ୍ଦର୍ ସ୍ୱର ସଂଯୋଜନା❤❤
Overall Excellent 👍👌🙏💐💐🙏
Fantastic lyrics and amazing Aalap..
ବହୁତ ସୁନ୍ଦର ସୁମଧୁର କଣ୍ଠ ସ୍ଵର୍।
Bahut sundar lyrics and music 👌👌
Beautiful lyrics nd music👌👌👌🙏
Bahut badhia Sudhansu bala..
Keep it up 👌👌👌👌
What a magnificent creation Apa.. I'm totally speechless..... you took Odia Sangeet to an amazing level. Beautiful music composition and playback singing 🌹💐💐🌹 Best of luck for your upcoming songs 🙏🙏
Lyrics Music composition & singing very nice thanks to team God bless all of you.❤❤❤❤❤❤❤❤🎉🎉🎉🎉🎉🎉🎉🎉👍👍👍👍👍👍👍👍👌👌👌👌👌👌👌💯💯💯💯💯💯💯💯
Lyric ଉଚ୍ଚ ମାନର ହେଲେ ସଙ୍ଗୀତ ନିଶ୍ଚୟ ଉଚ୍ଚକୋଟୀର ହେବ... ଏହା ମୋର ବିଶ୍ୱାସ। Lyricist ସୁଧାଙ୍କୁ ଅଭିନନ୍ଦନ। ଶୈଳବାଳା ଙ୍କ ଗାୟକି ରେ ଏ ଗୀତ ଖୁବ୍ ଶ୍ରୁତି ମଧୁର ହୋଇଛି।
Excellent performence Saila
ଚମତ୍କାର ❤ଜବାବ ନାହିଁ ❤❤
ଭଲ ଲାଗିଲା, ସତେ ଯେମିତି ମାଟିର ମହକ
Bahut badhiya lagila
Beautiful words nd singing .
ଚମତ୍କାର 👌ଶୁଭେଚ୍ଛା ସମସ୍ତଙ୍କୁ 💕 Nini you are amazing ✌️
Ahaa ....touching ❤❤
Superb 👌👌
Very touching lyrics.... superb composition ... congratulations to entire team
SUPER singing my guru maa saila apa
EXCELLENT ma'am 🙏
It's amazing
Bahut bhala heichhi. Lyrics uchakotira
Beautiful ❤️
Beautiful ❤️😊
Beautiful 🙏
❤❤❤❤❤ଅତିତ କୁ ଫେରିଗଲି | ୧୯୯୦ ମନେପଡିଗଲ।
Bahut bhala lagila
ଚମତ୍କାର ଲେଖା ଓ ସ୍ୱର ସଂଯୋଜନା ତା ସାଙ୍ଗକୁ ଶୈଳଭାମାଙ୍କ କଣ୍ଠ ପ୍ରଦାନ
Excellent🎉
Bahut bhala
👍👍👍👍❤️❤️❤️❤️
♥️♥️♥️♥️♥️
Ok, I think something something thanks 👌👍🌹
Very very sweet and romantic 💋
Very nice singing mam ji 🙏
❤❤ଵହୁତ ଵଢିଆ😢🎉🎉🎉