ମୌଳିକ ସଂଖ୍ୟା ll ୧ ରୁ ୧୦୦ ମଧ୍ୟରେ ମୌଳିକ ସଂଖ୍ୟା ll Moulika Sankhya in Odia ll

Поделиться
HTML-код
  • Опубликовано: 20 май 2022
  • ଏହି ଭିଡିଓରେ ୧ ରୁ ୧୦୦ ମଧ୍ୟରେ ମୌଳିକ ସଂଖ୍ୟା ଶିଖିବେ
    ପିତା ମାତା ଅଭିଭାବକ ସମସ୍ତଙ୍କୁ ମୋର ନମସ୍କାର 🙏🙏🙏ଏହି ଚାନେଲ ପ୍ରସ୍ତୁତ କରାଯାଇଛି କୁନି କୁନି ଶିଶୁଙ୍କ ଶିକ୍ଷାକୁ ଆକର୍ଷଣ ରୂପେ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ l ଏହି ପରି ଛୋଟ ଛୋଟ ଶିକ୍ଷା ଆଗ୍ରହ ଆଣିବା ସହ ଶିକ୍ଷାର ମୂଳଦୁଆକୁ ମଜ୍ ବୁତ୍ କରିବ l ଏଥିରେ ମୁଖ୍ୟତଃ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ, ଇଂରାଜୀ ଏବଂ ସାହିତ୍ୟ ର ମୂଳଦୁଆ କୁ ମଜ୍ ଵୁତ୍ କରିବାକୁ ପ୍ରୟାସ କରାଯାଇଛି l ସମସ୍ତ ବାପା ମା ଭାଇ ଭଉଣୀ ମାନଙ୍କୁ ଏହା ମୋର ଅନୁରୋଧ ପିଲାଙ୍କୁ ଗୁଣାତ୍ମକ ଶିକ୍ଷଦାନରେ ସହଯୋଗ କରିବେ l ଏହି Channel ଟି ଆଗକୁ ବଢ଼ିବ କେବଳ ଆପଣ ମାନଙ୍କର ସାହାଯ୍ୟରେ l ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗେ ତେବେ ଲାଇକ୍ କରିବେ ସାଙ୍ଗମାନଙ୍କୁ ଶେୟର କରିବେ, ଯଦି ଆମ Channel କୁ ପ୍ରଥମ ଥର Visit କରିଛନ୍ତି ତେବେ Channel ଟିକୁ Subscribe କରିଦେବେ l ଆମ Channel କୁ visit କରି ଥିବା ପାଇଁ ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ଆପଣଙ୍କ ସେବାରେ......

Комментарии •