C and I we aren't are aren't we all in the same place place in the world where we live and we can use to message to message to message you you want to be talk mine mine and and I will be z, you want me back v you I want you you you o me that v Fri end you will not
Sir, your teaching is very heart touching & simple.Althougj I am not a artiste, still I am watching your videos on Shree khol & harmonium. God bless you, sir. Thank you.
Namaskar Guruji, Excellent teaching in simplest way. I liked it the most. Since long I was looking for Harmonium lesson in my mother tongue. Today I got it. Felt very happy. Expecting more in future. Once again thanks guruji.
🙏 ଅତି ଉତ୍ତମ।
ଜୀବନ ସାରା ଖୋଜିବା ଜିନିଷ ମିଳିଗଲା।ଅପେକ୍ଷା ର ଫଳ ମିଠା ସ୍ବରୁପ
ବହୁତ୍ ସୁନ୍ଦର୍ 🙏
ଅତି ସୁନ୍ଦର ଗୁରୁଜୀ
ଜୟ ଜଗନ୍ନାଥ
Spank r bujhaiba method bahuta sunder👌🙏🙏🙏
ଭଲ ଭାବରେ ଵୁଝିହେଉଛି। ଅତି ସୁନ୍ଦର ଉପସ୍ଥାପନା ଶୈଳୀ।ବହୁତବହୁତ ଧନ୍ୟବାଦ।🌹🙏🌹
ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଲେ 🙏🙏🙏
Jay Jagannath ATI Uttam
ଜୟ ଜଗନ୍ନାଥ, ପ୍ରଣାମ ସାର୍,
Superhit master the
ବହୁତ ସରଳ ଉପାୟ ରେ ସାର ବୁଝାଉଛନ୍ତି ଧନ୍ୟ ବାଦ ସାର ଏମିତି ଆହୁରି ଶିଖାନ୍ତୁ
Bahut bhala sikh ucha
ସୁନ୍ଦର ଭାବେ ଶିକ୍ଷା ଦାନ ହୋଇଛି 🙏🙏🙏
ଜୟ ଜଗନ୍ନାଥ । ସର୍ବ ପ୍ରଥମେ ଆପଣଙ୍କୁ ମୋର ଅଶେଷ ଧନ୍ୟବାଦ । ଏମିତି ଏକ ଶିକ୍ଷା ସୋସିଆଲ୍ ମିଡିଆରେ ପୁଣି ନିଜ ମାତୃଭାଷାରେ ! ଆପଣଙ୍କ ପ୍ରୟାସ ସ୍ୱାଗତ ଯୋଗ୍ୟ ଏବଂ ଖୁବ୍ ସୁନ୍ଦର । ସବୁକିଛି ରହିଥିଲାବେଳେ,ଓଡିଶୀ ସଙ୍ଗୀତର ମୂର୍ଚ୍ଛନା ଧୀରେ ଧୀରେ , କାଳର କରାଳ ଗର୍ଭରେ ବିଲୀନ ହେବାରେ ଲାଗିଛି । ଯାହାହେଉ ଜଗନ୍ନାଥଙ୍କର ଅଶେଷ କୃପା । ଆପଣଙ୍କ ମାଧ୍ୟମରେ ଶିକ୍ଷା ଦେବାକୁ ଚାହୁଁଛନ୍ତି ।
ଜୟ ଜଗନ୍ନାଥ ସ୍ୱାମୀ............
Onek dhanyabad
Ppjckjh can
ବହୁତ ବଢ଼ିଆ, ସୁନ୍ଦର ଉପସ୍ଥାପନା👌 👏👏👏
ବହୁତ ବହୁତ ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଥିବାରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏
Bahut sundar
ଜୟ ଗୁରୁଦେବ ମୁଁ ବହୁତ୍ ଦିନରୁ ନେଟ୍ ବା youtube ରେ ଖୋଜୁଥିଲି ଗୁରୁଦେବ କେମିତି ଗୀତ ଶିଖିବି ଯାହା ହେଉ ଆପଣ ବହୁତ୍ ସୁନ୍ଦର ଭାବରେ ଶିଖାଉଛନ୍ତି ଧନ୍ୟବାଦ୍ ଗୁରୁଦେବ ଆଗକୁ ଜାରି ରଖନ୍ତୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ କଳ୍କୀ ରାମ୍
Onek dhanyabad
ଭଲ ଲାଗିଲା, ଦ୍ଵିତୀୟ ଟି କେବେ ପୁଣି ହେବା
Jay Guru dev🙏🙏🙏🙏🙏Ati Sundar🙏🙏🙏Aapananku Bahu bahut Dhanyabad🙏🙏🙏
Jay jagannath
ବହୁତ୍ ବଢିଆ ଧନ୍ୟବାଦ୍
Goodidea
ପ୍ରଣାମ ଗୁରୁଜୀ..... ବହୁତ ଉଚ୍ଚକୋଟିର ଶିକ୍ଷା ଲାଗୁଛି
Ati sundar Guruji, bahut bhalare bujhihela, Dhanyabad🙏🙏
Bahut sundar 🙏🏼 Sir'
ଖୁବ୍ ସୁନ୍ଦର ଗୁରୁଜୀ ପ୍ରଣାମ।🙏🙏🙏
ବହୁତ ଭଲ ଲାଗିଲା । "" ଜୟ ଜଗନ୍ନାଥ"".......
Thanks so much sir
ବହୁତଭଲ ଆମ ମାନଙ୍କୁ ହାରମୁନିୟମ ଶିକ୍ଷାଦେଉଥିବାରୁ ଆମକୁଖୁସିଲାଗିଲା ବହୁତବଢିଆ ନମସ୍କାର
ପ୍ରାଞ୍ଜଳ ଭାବରେ ବୁଝାଇଲେ ସାର୍ ।
Very good learning system
Ajira video dekhantu
Very simple teaching.ThanQ.
Thank you for nice information ❤️👍
ଜୟ ହୋ ମଣିମାଙ୍କର ଅତି ସୁନ୍ଦର ହୃଦୟସ୍ପର୍ଶୀ ଆଜ୍ଞା👌🏻👌🏻👌🏻👌🏻👌🏻👌🏻🌼🌼🌼🌼🌼🙏🏾🙏🏾🙏🏾🙏🏾🙏🏾
Jay Jagannath prabhuji
Thanks sir🙏 Jay Jagannath aapnakara mangala karantu🙏
ବହୁତ ଭଲ
ବଳାଲଗିଲ
Pranam guruji.. Bohut bhalase bujheile😇❣️
ଜୟ ଗୁରୁ ଦେବ 🙏🙏🙏🙏
Bhalalagila sir jay Jagannath 🙏🙏🙏🙏🙏🙏
Very good learing system
Please watch today harmonium lesson 3
ବହୁତ ସୁନ୍ଦର ଲାଗିଲା ଏବଂ ବୁଝିହେଲା Dhanyabad☺🙏🙏🙏
Hm
Thanks 🙏
ପ୍ରଭୁ ହରେ କ୍ରିଷ୍ଣା
ଅତି ସୁନ୍ଦର 🙏🙏🙏
Very nice 🙏🙏🙏🙏🙏🙏
Thanks
ବହୁତ।ସୁନ୍ଦର ଭାବରେ ପାଠଟି କୁ ବଙଝାଉଛନ୍ତି
Onek dhanyabad
ପ୍ରଣାମ ଜୟ ଜଗନ୍ନାଥ, ଆପଣ ଙ୍କର ଶିକ୍ଷା ଦାନ ଶୈଳୀ ଖୁବ୍ ଭଲ। ନମସ୍କାର।
Bahut khusi lagila aemiti eka programe dekhi ,,jay jagnatha 🙏🙏🙏,jay maa
Very nice
ଗୁରୁଜୀ ପ୍ରଣାମ, perfect ଟିଚିଙ୍ଗ about harmonium.
Thanks
ବହୁତ ଭଲ ବୁଝିହେଲା🙏🙏🙏🙏
Bahutu bhala patha bujhi hauchi
@@santoshdehury9415 autare chickie deantu sar
🙏👍
Guruji aapanaka contact mobile number toke diantu.
Bahut sundar bujheidele apana...
Bhala bhabare bujhiheuchi..
Bahut dhanyawad apananku...
Jay Jagannath, very nice teaching and thanks for nice understanding.
Jay jagannath
Good suggestion, Thank you Guruji
ଜୟ ଜଗନ୍ନାଥ 🙏
👌👌👌👌👌
Thanks sir...Casio music re vedio upload korontu Sir...
Thank you Guruji
Bht bhala lagila
Fundamental clear heigala
Thank you 🙏
Ashesha ashesha Dhanyabad sir bahut bhalare bujhethiba jogun...Jay Jagannath 🙏🙏🙏.
Onek dhanyabad Ajira harmonium lessons dekhantu
Guru ji 🙏🙏🙏
ଜୟ ଜଗନ୍ନାଥ ପ୍ରଣାମ କରୁଛି ଗୁରୁଜୀ ଙ୍କୁ, ବହୁତ ଭଲ ହୋଇଛି, ଧନ୍ୟବାଦ,
Jay jagannath
Bahut badhiya se bujhi hela sir🙏🙏
Thanks guruji 🙏🙏🙏bahut vala lagila 💐💐💐
Tq so much sir🙏
ଜୟ ଜଗନ୍ନାଥ 🙏ଆପଣଙ୍କ ର ପ୍ରଥମ ଅଳଙ୍କାର ର ଭିଡିଓ ସମ୍ପୁର୍ଣ୍ଣ ଦେଖି ବହୁତ ଭଲ ଲାଗିଛି , ଏହାପରେ ପରବର୍ତ୍ତୀ ଭିଡିଓ ଦେଖି ମୋର ମନ୍ତବ୍ଯ ଜଣାଇବି ।🙏ଜୟଗୁରୁ 🙏
👍👍👍👍👍
ବହୁତ ସୁନ୍ଦର ବୁଝେଇବା ତରିକା.ଜୟ ଜଗନ୍ନାଥ 🙏🙏
Bahut Sundar sir🙏🙏🙏
Your teaching is very heart touching & simple..
Thanks
Jai Jagannath Sar ji
Jayguru 🙏
Jay guru
Jay guru
ଅତି ସରଳ ଓ ପ୍ରାଂଜଳ ଜ୍ଞାନ ଦେଇଥିବାରୁ ଅଶେଷ ଧନ୍ଯବାଦ🙏
ଜୟ ଜଗନ୍ନାଥ ସ୍ୱାମୀ ଏମିତି ଆଗକୁ ଶିଖେଇ ଚାଲନ୍ତୁ
C and I we aren't are aren't we all in the same place place in the world where we live and we can use to message to message to message you you want to be talk mine mine and and I will be z, you want me back v you I want you you you o me that v Fri end you will not
Very very nice line Jay Jagannath
Sir, your teaching is very heart touching & simple.Althougj I am not a artiste, still I am watching your videos on Shree khol & harmonium. God bless you, sir. Thank you.
Thanks for your lovely support 😘
Jay shree jagannath swami very nice
From Laxman CRPF
Gurudev Namaskaram
Green standard teaching and very very nice. Waiting for your second lesson.
I already uploaded harmonium lesson 1 to harmonium Lesson 7 you can watch it and learn it
ଆପଣଙ୍କର ଉପସ୍ଥାପନା ଶୈଳୀ ଅତି ସୁନ୍ଦର। ବୁଝିବା ଅତି ସହଜ ହୋଇ ପାରୁଛି।🙏🙏🙏
Jay jagannath
ସାର ଆଗକୁ ଭିଡ଼ିଓ କରିଚାଲନ୍ତୁ ଜଣେ ଛାତ୍ର ଯେପରି ହାରମୋନିୟଂ ରେ ସବୁ ଗୀତ ବଜାଇ ପାରିବ । ପ୍ରଣାମ ।
Ok
ବହୁତ ସୁନ୍ଦର ଲାଗିଲା ଗୁରୁଦେବ 🙏🙏🙏
Radhe Radhe 🙏🏿🙏🏿🙏🏿🙏🏿
supper
Jay Jagannath sir Superb
Nabar 2 chhdantu
Guruji pranam.
video ti bahut bhala lagila. Bhala bujheichhanti.
ବଂଶୀ ଟି ବି ଶିଖେଇଲେ ଭଲ ହୁଅନ୍ତା
Ok
Nive
Namaskar Guruji,
Excellent teaching in simplest way. I liked it the most. Since long I was looking for Harmonium lesson in my mother tongue. Today I got it. Felt very happy. Expecting more in future.
Once again thanks guruji.
Thanks
Jay jagannath
ଧନ୍ୟବାଦ ବହୁତ ଭଲ ଲାଗିଲା
Mo
Wow bahut badhia vdo thank you sir
Guruji very nice teaching ,Thank you.
very nice thanks
Thanks
🙏🙏🙏🙏 Guruji bahut bhal bujhi hela👍👍👍👍 bahut bhala lagila👌👌👌👌 heartly thank you so much
Jay jagannath
Jay jagannatha thanks mu bahut badhia bujhili
Jay Jagannath video ti vala achi
Onek dhonyobad
Guruji pranama
Apananka sikshya bahut sarala o sahajyakari
ବହୁତ ବହୁତ ସୁନ୍ଦର ଭାବରେ ଶିକ୍ଷା ଦେଲେ ଗୁରୁଦେବ।
ପ୍ରଣାମ ଜଣାଉଛି।
ପ୍ରଫୁଲ୍ଲ କୁମାର ତ୍ରିପାଠୀ
ଗୀତିକାର
ଆକାଶବାଣୀ, କଟକ
ପ୍ରଣାମ ସାର୍ 🙏
ବହୁତ୍ ଭଲବର୍ଣ୍ଣନା
Onek dhanyabad
ଉତ୍ତମ ଗୁରୁ ଦେବ ଜୟ ଜଗନ୍ନାଥ
Harekrushna pravuji
Sir 🙏🙏🙏 , nice teaching sir , bahut sarala bhaba re bujheidele ,
Onek dhanyabad
ହରେ କୃଷ୍ଣ ପ୍ରଭୁ
Bahut bhala lagila😊
ଭଲ ଲାଗିଲା। ଧନ୍ୟବାଦ୍।