Faceoff between traders, CMC enforcement squad sparks tension at Cuttack Chhatrabazar

Поделиться
HTML-код
  • Опубликовано: 3 ноя 2023
  • #୩୦ବର୍ଷ_ଶାସନ_କଲେଣି_ବୋଲି
    ‘ଅର୍ବାନ ହାଟ ବଦଳରେ ପାଣ୍ଡିଆନ ହାଟ କରିଥିଲେ ଭଲ ହୁଅନ୍ତା’
    #Chatrabazar #Cuttack #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 341

  • @sumanapradhanChiku1999
    @sumanapradhanChiku1999 9 месяцев назад +133

    ଏଥିରେ କହୁଛ ଆମେ କଟକିଆ ବହୁତ ଚାଲାକ
    ଛତ୍ରବଜାର କୁ ନା ବଦଳେଇ ଦେଲା
    ବିଜେଡିକୁ ଆହୁରି ଭୋଟ ଦିଅ ଏମିତି ବାହାର ଲୋକ ଶାସନ କରନ୍ତୁ

    • @pradipkumarsahoo2112
      @pradipkumarsahoo2112 9 месяцев назад +4

      😂😂😂

    • @surajo96
      @surajo96 9 месяцев назад

      Ame bjd ku vote deinu congress ku deichu so ama mla md.mokim ,,🤗

    • @debarajpradhan3450
      @debarajpradhan3450 8 месяцев назад

      Dhanyabad

    • @sambitkumardas3893
      @sambitkumardas3893 8 месяцев назад

      Bhai kn kahila ma

    • @KishorKumar-nv4ok
      @KishorKumar-nv4ok 2 месяца назад +1

      ​@@surajo96ହେଲେ କ'ଣ ହବ ଶାସନ କଳ ତ ପାଣ୍ଡୁ ହାତରେ

  • @PKPK-ik7vs
    @PKPK-ik7vs 9 месяцев назад +127

    ବହୁତ ଖୁସି ଲାଗିଲା ଦେଖିକି ।।।ମୋ ଓଡ଼ିଆ ଭାଇମାନେ ଏମିତି ମରେଇହେଉଛନ୍ତି 😂😂😂😂😂😂ପାଣ୍ଡିଆନ sir ଙ୍କୁ ଅନୁରୋଧ ଓଡ଼ିଶା ସାରା ଲୋକଙ୍କୁ ଏମିତି ବୁଲେଇ ବୁଲେଇ ଗାଣ୍ଡି ମାର ।।ସବୁ ବୁଦ୍ଧିଶିଖିବେ ।ଛତ୍ରବଜାର କୁ ବଦଳେଇ ସୁଜାତାକାର୍ତ୍ତିକେୟନ ବଜାର ନାମ ରଖାଯାଉ ଏବଂ ସେଠାରେ ଗୋଟେ couple statue ତିଆରିହେଉ ଯେମିତି ଓଡିଶା ବାସି ଯୋଗେ
    ଯୋଗେ ମନେ ରଖିବେ ଇଂରେଜ ମାନଙ୍କ ପରେ ଜଣେ ତାମିଲ ଆସିକି ଲୋଟିଥିଲା ,ଏବଂ ଆପଣ ଯେବେ ଯିବେ ଗଲା ପରେ ସେଇଦିନଟିକୁ ଓଡ଼ିଶାରେ ସ୍ୱାଧୀନତା ଦିବସ ପାଳନ କରିବେ ।।।

  • @ajayadas7142
    @ajayadas7142 9 месяцев назад +56

    ନାଆଁ, ଛତ୍ରବଜାର ରହିବ।

  • @santanudas5281
    @santanudas5281 9 месяцев назад +36

    ଆଗାମୀ ଦିନ ରେ ଭୋଟ ବେଳକୁ ଜବାବ ଦିଅନ୍ତୁ ବି. ଜେ. ଡି କୁ ଭୋଟ ଦିଅନାହିଁ

  • @sulaimanrahman8657
    @sulaimanrahman8657 9 месяцев назад +29

    ଶଳା କଟକକୁ ସର୍ବନାଶ କରିଦେଲା ଆଉ ନବୀନା ତଳକୁ catutha ବୋପା ଭୁବନେଶ୍ୱର କୁ ରାଜଧାନୀ କରିଲା ଆଉ ପୁଅ ଚାରକାର କରିଦେଲା

  • @973nayak
    @973nayak 8 месяцев назад +7

    ଚନ୍ଦକା ରେ ଯାଗା, କଟକ ରେ ଯାଗା, ଭୁବନେଶ୍ୱର କୋଣଅନୁକୋଣରେ ଯାଗା, ଯୁଆଡେ ଦେଖିବାକୁ ଗଲେ ସବୁଠି ଖାଲି ନିଜ ନାଁ ରେ ଯାଗା ଆଉ ଯାଗା 🙏🏻ଧନ୍ୟ ତୁମେ ସାର 🙏🏻

  • @itsmebiswajit91roul37
    @itsmebiswajit91roul37 9 месяцев назад +124

    ଛତ୍ର ବଜାର ନାମ କେବେ ବଦଳିବ ନାହିଁ

  • @kubernayak5737
    @kubernayak5737 8 месяцев назад +8

    ବିଜେଡି ର ଶାସନ ଓଡ଼ିଶାରେ ବଢ଼ି ଚାଲିଛି କିନ୍ତୁ ଆଗକୁ ସେ ଚଳିବନି

  • @user-ly7nq6yc1z
    @user-ly7nq6yc1z 9 месяцев назад +22

    2024 ରେ ପୁଣି ଆସିବ ଆବଶ୍ୟକ, ପୁଣି ଆସିଲେ ଓଡିଶା ଇଂଲଣ୍ଡ ମୋଡେଲ ହେଇଯିବ

  • @973nayak
    @973nayak 8 месяцев назад +9

    ମୋ ମତରେ ଯେତେକ ବାହାରର ଓଏସ, ଆଇଏସ, ବଡ଼ ବଡ଼ ପଦାଧିକାରୀ ଙ୍କୁ ଓଡ଼ିଶା ରୁ ବିଦା କରିଲେ ଓଡ଼ିଆ ଆଉ ଆମ ଓଡ଼ିଶା ଓ ସଂସ୍କୃତି ଆମର ଆଗଭଳିଆ ସଠିକ ରହିବ
    ସବୁ ଖାଇଗଲେଣି ଆଉ ଓଡ଼ିଶାରୁ ସବୁ ନେଇଗଲେଣି ! ବେଶୀ ପାପ କଲେଣି ଏମାନେ 😔🙏🏻

  • @hrudanandasahuofficial
    @hrudanandasahuofficial 9 месяцев назад +50

    ପାଣ୍ଡିଆନକୁ ମାଡଦରକାର

  • @bijayakumarnayak2113
    @bijayakumarnayak2113 9 месяцев назад +14

    ନାଂ ବଦଳିଲେ ଛତ୍ର ବଜାର ବନ୍ଦ କରିଦିଅ। ମାନ ରଖ । ହାତ ମିଳାଅ ନାହିଂ ।

  • @Dineshparida-sh1hb
    @Dineshparida-sh1hb 9 месяцев назад +33

    Odisha Nata change kari pandu Rajya karidia

  • @lovelyswain3147
    @lovelyswain3147 9 месяцев назад +15

    ପାଣ୍ଡିଆ ରାଜ ଚଳିବନି ଓଡ଼ିଶାରେ ଆଗକୁ ପୁରା ଓଡ଼ିଶାରେ ବିରୋଧ 2024 ପାଣ୍ଡିଆ ପାଇଁ ବିରୋଧ ଆଉ କାହା ପାଇଁ ନୁହେଁ

  • @jaysrirambulurakhal
    @jaysrirambulurakhal 8 месяцев назад +14

    ଭଲ ଖୁବ୍ ଭଲ ଖବର ଭଲ କଥା ଜୟଶ୍ରୀ ରାମକୃଷ୍ଣ ଗୋପାଳ ଜୟ 🙏💘🌹🥀🎉🇮🇳💯✨🎉👌

  • @dilipchanda442
    @dilipchanda442 8 месяцев назад +6

    ଅପେକ୍ଷା କର ଭାଇ, ଆଉ କିଛିଦିନ ଦେଖିବ । "ଭୁବନେଶ୍ବର --- ତାମିଲନାଡୁର ଦିତୀୟ ରାଜଧାନୀ " ଲେଖା ହେବ।

  • @user-gd8gj3tw3g
    @user-gd8gj3tw3g 9 месяцев назад +33

    ପାଣ୍ଡିଆକଣ‌।ଓଡିଶାରବାଳମୁଣ୍ଡି

  • @chhabindramansingh73
    @chhabindramansingh73 9 месяцев назад +48

    ଭାଇ ମାନଙ୍କୁ ଅନୁରୋଧ, ଜେତେ bjd ଵାଲା, ପାଣ୍ଡୁଆ, ନବିନା କୁ ବାଡା ତଡ଼ିକି

  • @prasanta600
    @prasanta600 9 месяцев назад +29

    ନବୀନା ହଟାଅ ଓଡ଼ିଶାର ଇଜତ ବଂଚାଅ

  • @ratikantajenarn2209
    @ratikantajenarn2209 8 месяцев назад +3

    Good job odisha 🙏

  • @rabindrasai6334
    @rabindrasai6334 9 месяцев назад +19

    ଛତ୍ର ବଜାର ନାମ ରହିବ ମୁଁ କହୁଛି ସେନାଁ ବୁଡିବ ନାହିଁ

  • @Cartoonist814
    @Cartoonist814 9 месяцев назад +20

    ଫାୟାରି କରିଦିଅ

  • @basictechnology5859
    @basictechnology5859 9 месяцев назад +14

    ନବୀନ ବାବୁ ଆପଣ ଖୁସି ତ। କିନ୍ତୁ ପାଣ୍ଡିଆ ଖୁସି, ଯାହା ହେଉ

  • @rjsoy4432
    @rjsoy4432 9 месяцев назад +29

    ଆରେ କୋଟକିଆ ଏବେ ନାମ ନିୟ ତମ ଘର ଭଙ୍ଗା ଅନୁଭବ କୁ କହୁ ନ 😅😅😅😅

    • @pritiranjanatta9047
      @pritiranjanatta9047 9 месяцев назад +5

      Tu salati kichi janinu Kain comment karuchu.😂

    • @surajo96
      @surajo96 9 месяцев назад +1

      Don't know anything chatra bazar re problm hele anubhav kn kari;Ba😂

    • @ARMY-we8jj
      @ARMY-we8jj 9 месяцев назад

      Tama Anubhab sansad para

    • @surajo96
      @surajo96 9 месяцев назад +1

      @@ARMY-we8jj are pagal anubhav kendrapada ra sansad not cuttack

    • @rajeshrana7015
      @rajeshrana7015 9 месяцев назад

      Pagal ta kire Bokachoda bhlia Katha kahuchu😂😂😂😂😂

  • @gaganbiharipalai4416
    @gaganbiharipalai4416 9 месяцев назад +5

    Badhia haechi ...Ahuri vote dia ..se sala Mayor Subas songh kuhalia kuade gala ...taku pita 1st...

  • @mr.mathurihansdah
    @mr.mathurihansdah 8 месяцев назад +4

    ବିଜେଡି ହଟାଅ ଓଡ଼ିଶା ବଂଚାଅ।🙏🙏🙏🙏

  • @Prasant-v2we
    @Prasant-v2we 9 месяцев назад +15

    ମୋର ନବୀନ ବାବୁ ଙ୍କୁ ଅନୁରୋଧ ଓଡ଼ିଶା ର ନାମ ପରିବର୍ତ୍ତନ କରିକି " ପାଣ୍ଡୁଆ " ରଖାଯାଉ

  • @omsahoo4370
    @omsahoo4370 9 месяцев назад +14

    Mla powerless hele jaha hue, MLA ra kama loka ku nei ki market shift kariba. Loka ku jemiti subidha haba au bepari ku bhi.
    15 lakh dela bala officer wala decide karibe au kana haba

  • @Mr.Bijaykumar.23
    @Mr.Bijaykumar.23 9 месяцев назад +3

    ଆଉ କିଛି ଦିନ ରୁହ ତୁମ ଆଧାର କାଡରେ ତୁମ ବାପା ଙ୍କ ନାମ କାଟିକି ସେଠାରେ ପାଣ୍ଡିଆନ ନାମ ଲେଖାଯିବ ଶଳା ବେଳ ଥାଉ ଥାଉ ସୁଧୁରି ଯାଅ

  • @Radhageetanjali143
    @Radhageetanjali143 9 месяцев назад +9

    Right Chhatra bajar Chhatra bajar rahiba

  • @SmashEnough
    @SmashEnough 9 месяцев назад +5

    ପାଟଣାଗଡ଼ ରେ ପର୍ଶୁରାମ ଛକ୍କୁ ବିଜୁ ପଟ୍ଟନାୟକ ଛକ କଲା ଛାତ୍ରବଜାର pandian ଛକ ଏସବୁ କେବେ ନବୀନ ପଟ୍ଟନାୟକ ଜାଣିଛନ୍ତି କି ନାହିଁ

  • @hrudanandasahuofficial
    @hrudanandasahuofficial 9 месяцев назад +7

    right

  • @manojsahoo5667
    @manojsahoo5667 8 месяцев назад +1

    ବିଜେଡି ହଟାଅ ରାଜ୍ୟ ବଞ୍ଚାଅ। ବହୁତ୍ ହେଇଗଲା ମନମୁଖୀ ଶାସନ ଆଉ ଚଳିବନି ଏଠି ତାମିଲ ଶାସନ।

  • @getmesomeone1058
    @getmesomeone1058 8 месяцев назад +2

    Right 👍

  • @khirodhota1440
    @khirodhota1440 9 месяцев назад +64

    ଗୋଡେଇ pita ପାଣ୍ଡୁ ନବୀନ କୁ।

    • @existftw1512
      @existftw1512 9 месяцев назад +2

      Kie pitiba A1 security tanka pakhare

    • @ramakantapanda6476
      @ramakantapanda6476 9 месяцев назад +1

      Right

    • @lituharichandan9218
      @lituharichandan9218 9 месяцев назад +2

      @@existftw1512 Jadi ame nija ODISA Ra gauraba ku rakhya karibara achi Teba Balidan deba ku padiba..Nahela Kala Engraja mane rakta sosineba 🤔🤔

    • @omsahoo4370
      @omsahoo4370 9 месяцев назад +1

      ​@@existftw1512Ground re thiba odia loka ku CM kara.
      Jahar rakta odia thiba.
      Navina, pandiya sabu corruption karichanti. Jail jibe

    • @debarajpradhan3450
      @debarajpradhan3450 8 месяцев назад

      ଥାହେଲ୍ ଗୋପାଳ ଦାସ ହୋବାକୁ ପଡ଼ିବ😊

  • @kanhaentertainment68
    @kanhaentertainment68 9 месяцев назад +5

    ଆପଣ ମାନେ ଖୁସି ତ

  • @biswanathmohapatra1836
    @biswanathmohapatra1836 8 месяцев назад +7

    Its True ...when u are for 30 years ..u become ruler not elected person 😢

  • @iswarnayak1383
    @iswarnayak1383 9 месяцев назад +4

    Thik katha bhaina kahichhanti ,chhatra Bazar na rahiba ,

  • @bhagabatabehera332
    @bhagabatabehera332 9 месяцев назад +40

    Pandu Odia nku thik gandi maruchhi.

    • @SkynetCyber
      @SkynetCyber 9 месяцев назад +3

      PANDU ku jadi vote debo odisha ku Pandusha or, tamilnadu 2 karideba

    • @nagisoy15
      @nagisoy15 9 месяцев назад +2

      Odisha loko bhogiba aau

    • @sambitkumardas3893
      @sambitkumardas3893 8 месяцев назад

      Bujhila loka bujhibe

  • @user-vm4jx5th8u
    @user-vm4jx5th8u 9 месяцев назад +2

    Very nice

  • @ajayamuduli2562
    @ajayamuduli2562 9 месяцев назад +1

    Right

  • @ratikantajenarn2209
    @ratikantajenarn2209 8 месяцев назад +1

    Good job sir 🙏

  • @starmohapatra
    @starmohapatra 8 месяцев назад +2

    ଏଥିପାଇଁ ପାଣ୍ଡିଆନ ସମସ୍ତଙ୍କୁ ସାଙ୍ଘାତିକ ଭାବେ ପିଟିବ।

  • @munabdm4081
    @munabdm4081 9 месяцев назад +3

    ଭୋଟ ଦିଅ ଆଉ ବହୁତ, ସୁବିଧା ପାଇବ

  • @bishnuprasadsundara1641
    @bishnuprasadsundara1641 8 месяцев назад +1

    Righty

  • @Cricketopediax
    @Cricketopediax 9 месяцев назад +3

    Good job chatra bazar name kebe change habani...

  • @laxmansahoo4681
    @laxmansahoo4681 8 месяцев назад +3

    ମଦ ପିଉଛ, ମାନିବାକୁ ବାଧ୍ୟ,

  • @ramakantasahoo4971
    @ramakantasahoo4971 8 месяцев назад +1

    Right 🎉

  • @shiba6738
    @shiba6738 8 месяцев назад +1

    Right ✅️ bhai

  • @sanjauakumar8999
    @sanjauakumar8999 8 месяцев назад +1

    very good

  • @biplabideabucket296
    @biplabideabucket296 8 месяцев назад +1

    ପଣ୍ଡିଆନ କିଏ?
    ଜଣେ ପ୍ରଶାସକ ବିଭାଗ ର ଉଚ୍ଛ ପଡବି କ୍ରମଚାରୀ, ଜନେ ମଣିଷ ଆଜି ନହେଲେ କାଲି ମରିବ।
    ଆଉ ନା ନଥିଲା କି ଉତ୍କଳ ଦେଲେନି, ଜଗନ୍ନାଥ ଦେଲେନି ଆହୁରି ମଧ୍ୟ ନାମ ଅଛି।
    ଏହା ଶ୍ରୀ ପଣ୍ଡିଆନ୍ ଭୁଲ ନୁହେଁ ତାଙ୍କୁ ଭଲ ଦେଖାଇ ହେବା ପାଇଁ କିଛି ଚାମଚା ଙ୍କ କାଣ୍ଡ।

  • @sidd5547
    @sidd5547 2 месяца назад +1

    ବିଜେଡି ନହଟିଲା ଯାଏଁ ଏମିତି ଅରାଜକତା ଚାଲିବ। ପାଣ୍ଡ କିଏ ଛତ୍ର ବଜାର ଭାଙ୍ଗିବାକୁ ?? ଏ ଡକାୟତ ସରକାର କୁ ଭାଙ୍ଗ

  • @padamabatibehera5506
    @padamabatibehera5506 2 месяца назад +1

    🙏🙏🙏🙏

  • @ratiranjanrout1546
    @ratiranjanrout1546 9 месяцев назад +1

    Cuttack bhai mananku anurodh , kebe b cuttack name change karani , Cuttack hela odisha ra brand

  • @chandanjhingan4153
    @chandanjhingan4153 9 месяцев назад +1

    2:40

  • @RameshKumar-bv6yd
    @RameshKumar-bv6yd 2 месяца назад +1

    Right
    Mausa

  • @narendrakumarpradhan3719
    @narendrakumarpradhan3719 9 месяцев назад +1

    ତମ ହାତରେ ପାଓ୴ାର ତମେ କାମରେ ଲଗାଅ

  • @krushnachmohanty4845
    @krushnachmohanty4845 2 месяца назад

    🙏👌👍

  • @Odishavideo-ku7hf
    @Odishavideo-ku7hf 8 месяцев назад +1

    ଦେଖିଲି ଏହି ଝାବଡ ନିଉଜ୍...ଯାଉଚି ଏଵେ ବାସନ ମାଜିବାକୁ

  • @bimbadharkhilarbalaram2879
    @bimbadharkhilarbalaram2879 9 месяцев назад +3

    Odisha re kana maa khira piunahanti sabu packet piuchanti pandia Khali pandia odisha kana murabi sunya

  • @user-ke6dk6bv7l
    @user-ke6dk6bv7l 9 месяцев назад +2

    ଛତ୍ର ବଜାର ରହିବ

  • @dulamanimeher610
    @dulamanimeher610 8 месяцев назад +1

    ସରକାର ପରିବତ୍ତନ ଦରକାର

  • @user-ol9vt7ut2b
    @user-ol9vt7ut2b 9 месяцев назад +1

    ଏ ସେହି ପୁରୁଣା କାଳିଆ ଲୋକ
    ମାଟି ଚାଳ ଘର ଥିଲେ ଖୁସି
    ନାଲି ପାଣି ଚା କୁ ଆଉ ଗୋଟିଏ ପାନ
    ଆଉ ବିଡି ଗୋଟେ କଟା
    ବୁଢାକୁ ଟିକେ ଗଞ୍ଜେଇ ଦିଅ

  • @anandnarayanrath8322
    @anandnarayanrath8322 8 месяцев назад

    ସେ ଅଫିସର ଟା କ'ଣ କୋର୍ଟ ଓ ବିଧାନ ସଭା ଉପରେ??????????? ପିଣ୍ଡା ଓଲୁଅ ପରିବାର ବାଦ ଶାସନ ର ପିଠି କୁଣ୍ଡା ସାରୁ ଭିତର ମାରୁ ଅଫିସରି ରାଜ୍। ସବୁ ଆଏଏସ ଅଫିସର ମାନେ 'ମାଇଁ ଓ୍ବର୍ଡ଼ ଇଜ୍ ଲ' ଫରମୂଲା ରେ ରାଜ୍ୟ କୁ ଶାସନ କରି ମୋଟା ଅଙ୍କର ଦରମା ସହ ଏରିଅର ଲୁଟୁଛନ୍ତି। ଏମାନଙ୍କ ଠାରୁ ପରିବା ବିକାଳି ଚାଷୀ ଭାଇ ମାନେ କଠିନ ପରିଶ୍ରମ କରି କଷ୍ଟ ରେ ଚଳୁଛନ୍ତି। କିନ୍ତୁ ଅଫିସର ମାନେ ଛି ଛି କେବଳ ଅହଂକାରୀ।
    ଧିକ ସେହି ସଂସାର ସବଳର ଯହିଁ ସବୁ କଥାରେ ସୁଯୋଗ, ଦୁର୍ବଳ ର ଖାଲି କପାଳ ଲିଖନ ନିରବେ ଲାଞ୍ଛନା ଭୋଗ।

  • @rabeyakhatun1328
    @rabeyakhatun1328 9 месяцев назад +4

    Apana Mane nabina ku vot kahiki deucha tame Mane hela sabu to bad ma's gotey sar kar ku 5years ru adhika sasan Kari Baku n diya jau jemiti dei cha semeti pa

  • @gangadharsahoo6000
    @gangadharsahoo6000 9 месяцев назад

    Bhala

  • @srikanta671
    @srikanta671 9 месяцев назад +8

    ଓଡ଼ିଶା ଦୁଇ ଭାଗ ହେଉ ଜୟ ଜଗନ୍ନାଥ

  • @sukantamallick4230
    @sukantamallick4230 8 месяцев назад

    Ebe sujoga asichhi. Jagrata huantu ?

  • @bhagabanrana4898
    @bhagabanrana4898 Месяц назад

    ତାମିଲୁ ଚପଲ ମାଳ ପିନ୍ଧାଇ ତାମିଲନାଡୁ ବିଦାୟ କର🙏🙏🙏

  • @ambikaprasad8477
    @ambikaprasad8477 9 месяцев назад +5

    ଛତ୍ରବଜାର ଗୋଟେ ବ୍ରାଣ୍ତ

  • @lituharichandan9218
    @lituharichandan9218 9 месяцев назад +3

    ODia mane Kali ra vabisyat pain aji ladhibaku padiba na hela Sabu khaijiba MG mane ⚔️⚔️⚔️⚔️⚔️

  • @sanjaykumarsamal-bt2kf
    @sanjaykumarsamal-bt2kf 9 месяцев назад

    Athar govt change karidia ,nahele agaku mahila mane mangal sutra badalare pandia ra icard bekare pakei bulibe

  • @sanatanmaharana4727
    @sanatanmaharana4727 9 месяцев назад +1

    Puruna aitihaki bhulanahi

  • @sudarsandasdassudarsan2949
    @sudarsandasdassudarsan2949 9 месяцев назад +2

    ମା ଗି ମନକୁ ଶସନରୁ ହଟାଅ

  • @binaynayak1510
    @binaynayak1510 8 месяцев назад

    Finally Odisha loko bujhiba start karileni

  • @dillipnayak8169
    @dillipnayak8169 9 месяцев назад

    Are Bhai sarakara change kara.sabu thik heijiba.

  • @sunakarbeja7409
    @sunakarbeja7409 9 месяцев назад +3

    Jago odia jago. Pandu raja hele jaiki duryadhan mariba.

  • @narendrabehera2186
    @narendrabehera2186 3 месяца назад

    Pura perfect chhatra bazer is our garba and gourava..............

  • @banamalibarik1704
    @banamalibarik1704 2 месяца назад +1

    JAI.SREE.RAM

  • @bibhukrupapujanusthan4935
    @bibhukrupapujanusthan4935 9 месяцев назад +2

    ସରକାର ହଟାଅ ରାଜ୍ୟ ବଞ୍ଚାଅ

  • @papublore
    @papublore 9 месяцев назад

    Odisha ra history ku libheibara prayas hauchi. Nua bustand ku 'New Badambadi' rakhi thile kana atyukti hei thanta?

  • @mamuni839
    @mamuni839 9 месяцев назад +1

    Pablic kability nuhna.

  • @sayshivahommtr8845
    @sayshivahommtr8845 8 месяцев назад

    Thik thik... Athi poor people manoko saho atyachar heuchi

  • @pradiptabehera9640
    @pradiptabehera9640 9 месяцев назад +5

    Plz dont change the Name

  • @SushilKumarVlogs-bb6yx
    @SushilKumarVlogs-bb6yx 8 месяцев назад

    Ahuri bahut kichhi face kariba.... Ye total PC government. ... Kichhi bi new katha nuhe. ... Mana ichha sabu se mane kari paribe. ....jai jagannath. ..

  • @TAPANKUMARMOHANTY-kq4sz
    @TAPANKUMARMOHANTY-kq4sz 2 месяца назад

    Comred subas Singh kuade Gale?

  • @MM-gl9by
    @MM-gl9by 9 месяцев назад +2

    We love our chhatrabazar,we all,cuttack people are missing our old muddy bazaar.we dont like these sleek pindi.

    • @santoshbarik
      @santoshbarik 9 месяцев назад

      Development must be appreciated.

  • @Upcomingvideoworld
    @Upcomingvideoworld 2 месяца назад

    Nabin Patnaik world record CM ✅

  • @prafullamohanty5557
    @prafullamohanty5557 Месяц назад

    ଆଜି ବି କିଛି ଦୁର୍ନୀତି ଖୋର ଲୋକ BJD ସପକ୍ଷ ରେ ଅଛନ୍ତି

  • @prakashtarai896
    @prakashtarai896 9 месяцев назад +4

    ମାଡ଼ି ଚାଲ

  • @Gangasagunproduction9302
    @Gangasagunproduction9302 8 месяцев назад

    ନିଜେ କଥା ନିଜେ ସମ୍ଭାଳ 😂

  • @kumarnitu4203
    @kumarnitu4203 9 месяцев назад

    Agaku orissa hatijiba.....pandian orissa heba...chhi..orissa re jaha chalichhi

  • @jayantasahoo1404
    @jayantasahoo1404 9 месяцев назад +2

    Bhala ki BJD ku vote dia re .Semiti nama nia. Jay Jagannath 🙏🙏🙏

  • @sudambisoi4315
    @sudambisoi4315 9 месяцев назад

    Chatrabazzar name rahiba uchiti eha cuttack ra parampara budibaku diyani cuttack basi

  • @bhubancreation
    @bhubancreation 9 месяцев назад +3

    Jai କୋଶଲ ପଚିମ୍ ଓଡିଶା ସପୋର୍ଟ

  • @LB-xs3bn
    @LB-xs3bn 8 месяцев назад

    Katki baazaar re katkia hi market Kari pariba ania kehi Kari paribe nahin lekhi dia )(aibe aame aamar bazar ke sambalpuria bazar rakhi demu

  • @kahnupallei8064
    @kahnupallei8064 9 месяцев назад

    Change govt

  • @pritam_rout
    @pritam_rout 9 месяцев назад

    Dadana khatibaku ready hei jantu au kichi dina rahila joudina pandri babu ticket paiba odisha basi nka ticket katiba

  • @tapanswain1812
    @tapanswain1812 8 месяцев назад

    😄ଆଉ କିଛି ଦିନ b j d କୁ ଭୋଟ ଦିଅ କଟକ ନା ଚେଞ୍ଚ ହେବ

  • @user-kw5ui1rr6t
    @user-kw5ui1rr6t 9 месяцев назад

    Ba ki jamana re ba rajaniti Pani kila 750 taka bhaina