Are bhaii tame kie j ... Ama bapa maa nku ame kete bhala pauchu tmku prove dobu seta b like kariki ... E ki faltu katha E bhali post jou mane karanti bht raga lage . e bhali chota chota katha re maaa bapa nka katha kahucha njara bapa maa achanti ki nahanti ?
ଭାଇ ସୁଇଜରଲ୍ୟାଣ୍ଡ ଦେଶ କେବେ ଯାଉଛନ୍ତି Because Switzerland is one of the most beautiful nature of world . ଆପଣଙ୍କର heart touching ପ୍ରାକୃତିକ ସନ୍ଦର୍ଯ୍ୟ ଏବଂ ପରିବେଶ ସମ୍ବନ୍ଧୀୟ ଭିଡିଓ ଦେଖି ବହୁତ୍ ଭଲ ଲାଗେ। ଜୟ ଜଗନ୍ନାଥ ❤
Salaam Laba Bhai❤️ Tu hai Sabka Bhai....Laba Bhai kabhi jhukega Nehi saala...Love from Baripada... intentionally best luck from Sri Lanka whole Journey ❤
You are doing good, just ignore bad people, bad comments.. becz there are many people who admire your hard work, so keep it up bro❤❤❤ I experiences many things from your videos.. we are proud of you👍
Beautiful video bhai ❤❤❤ Super ❤❤❤ Chada bhai kaha katha tame sunani...tame kemiti ame janichuuu❤❤❤❤ Kahiba loka bahut kahibe,,,semanka kathaku dhyan hin diani... You r Great Great Great bhai.... 🙏🙏Jay Jagannath🙏🙏
ଦେଖିବା ହନୁମାନ ଙ୍କ ନାମ ରେ କେତେ ଲାଇକ ଆସୁଚି 🙏🏻 JAY HANUMAN 🙏🏻
Jay shree Ram 🙏
Jay shree Ram 🙏🙏🙏🙏🙏🙏🙏🙏
Jay shree ram
Jay sri ram❤
Jay shree ram
ମା ସିତା ଙ୍କ ପାଇ ଗୋଟୋ❤❤ଲାଇକ୍ ହେଉ
ବୋହୁଦିନରୁ ଇଚ୍ଛାଥିଲା ଶ୍ରେଲଙ୍କାରେ ସୀତାମାତା କୋଉଠିଥିଲେ, ହନୁମାନଙ୍କ ପାଦଚିହ୍ନ ଇତ୍ୟାଦି ଦେଖିବାକୁ ଆଜି ପୂରଣ ହେଲା ❤️❤️❤️ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ 🙏🙏🙏ଆପଣଙ୍କ ଇଚ୍ଛା ହନୁମାନ ପୂରଣ କରିବେ 🙏🙏
Right answer mote b ichha
ଆମେଏଉଛେ🎉ଉମରକଟ୍🎉ପରସଲା
,🙏🙏🙏🙏🙏 jay sri ram❤❤❤❤🙏🙏🙏🙏🙏
😊😊😊
Jay shree Ram 🙏
ମୁଁ ସାନ ଥିଲା ବେଳେ ସବୁ ବେଳେ ରାମାୟଣ କାହାଣୀ ଶୁଣୁଥିଲି ଏବେ ଏହି video ଦେଖି ବହୁତ୍ ଖୁସି ଲାଗୁଛି ଜୟ ଶ୍ରୀ ରାମ 🙏 ଧନ୍ୟବାଦ୍ ଲବ ଭାଇ 👍
ଲବ ଭାଇ ସତରେ ଶ୍ରୀଲଙ୍କା ରେ ସବୁ ଦେଖାଇଲ ବହୁତ୍ ଧନ୍ୟବାଦ୍ । ଇଚ୍ଛା ହେଉଛି ତୁମ ସହ ବୁଲିବାକୁ!!!!!! ଜୟ ଶ୍ରୀରାମ
🛐🙇ଜୟ ଶ୍ରୀରାମ୍🙏🏻🙏🏻ସତରେ ଲବ ଭାଇ ବହୁତ୍ ଭଲ❤❤ ଯୋଉ ଭିଡିଓ ବି ଆଣୁଛନ୍ତି ବହୁତ୍ କିଛି ଶିଖିବାକୁ ମିଳୁଛି😊😊 କିଏ କିଏ ଲବ ଭାଇ ଙ୍କ ଭିଡ଼ିଓ ଦେଖିବାକୁ ଭଲ ପାଅ🥰ଲାଇକ୍ କର👍🏻👍🏻👍🏻
🎉
Hm au mote tame bi bhala laga
ସବୁବେଳେ😂@455sghsjsgs
@@das_nandu8924ଓ ହୋ ଆଛା ଆଚ୍ଛା 👏👏
Beautiful video ଲବ ଭାଇ 👍👍👍👍👍💯💯💯💯
2:21 ଗରିବ ହେଲେ ଲୋକେ ଅଣଦେଖା କରିବେ,ପରିଶ୍ରମ କଲେ ଲୋକେ ହସିବେ ଆଉ ସଫଳତା ପାଇଲେ ଲୋକେ ଜଳିବେ, ସେଥିପାଇଁ ଲୋକଙ୍କ କଥା ନ ଶୁଣି ନିଜ କାମ କରନ୍ତୁ❤❤
ଠିକ୍ କଥା ।
Right
ବାପା ମାଆଙ୍କୁ ଭଲ ପାଉଥିଲେ Dill ରୁ ❤👍 ଲାଇକ୍ ହେଉ ।।।।
Are bhaii tame kie j ... Ama bapa maa nku ame kete bhala pauchu tmku prove dobu seta b like kariki ... E ki faltu katha E bhali post jou mane karanti bht raga lage . e bhali chota chota katha re maaa bapa nka katha kahucha njara bapa maa achanti ki nahanti ?
@@Founder25"ବାପା ମାଆ" ଆମ ପାଇଁ ଭଗବାନ୍:ବେଳେ ବେଳେ ବାପା ମା ପାଇଁ ବି 👍 ହେବା ଦରକାର..
Bhai ❤sa love you bhai
@@Founder25Thik katha bhai
Tame mane bodhe like paile paisa miliba 🤣😂🤣
ଲବ ଭାଇ ବହୁତ ଭଲ ଏମିତି ଭିଡି ଅ ବନାଇ ଛାଲ ଦେଶ ଦେଖା ଇ ଛାଲ ବହୁତ ଧନ୍ୟବାଦ୍... ଜୟ ଜଗନ୍ନାଥ... thank you so so much...
GREAT PLACE OF SRILANKA JAY SHRIRAM JAY SHRI HANUMAN WITH ENJOY THE ENVIROMENT ND VERY GUD INFORMATION KEEP IT UP LABA BRO
ଅଶୋକ ବାଟିକା ଯାଗା ଟି ବହୁତ ସୁନ୍ଦର ଲାଗିଲା, ଭିଡିଓ ଟି ବହୁତ ଭଲ ଲାଗିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,
Jaya Sri Ram🥥🥥🙏🙏🙏🌹🌿 ,Jaya barangabali 🌺🌺🍎🥭🥭🍌🍌🍐🍐🍎🍎🌿🌿🌷🌷🌷🌹🌹🙏🌹🙏🙏
Jai Shree Ram
Jai Jagannath
Jai Hanuman
ହନୁମାନ ଙ୍କ ପରି ଉଡି ଉଡି ଆମମନକୁ ପୃଥିବି ଦେଖାଉଥନ୍ତୁ।❤love you brother.
❤❤❤ଲବ ଭାଇ ଯୁହାର 🎉🎉🎉 ବହୁତ ସୁନ୍ଦର ଭାବରେ ରାମାୟଣର ସୀତା ହରଣ ଅଶୋକ ବାଟିକା ରେ ରଖିବାରେ ସୀତା ର ଗାଧୋଇବା ଜାଗା ମାନ ଦେଖାଲ ବହୁତ ବହୁତ ଧନ୍ୟବାଦ ଭାଇ ଆଉ ସୀତା ମାତା ର ହରଣ ହେଇଥିବାର ଜାଗା କୋସ୍ବଷ୍କଷ୍ଟ
ଜୟ ଜୟ ଶ୍ରୀ ରାମ ଭାଇ ତମେ ଆଜି ଆମକୁ ଶ୍ରୀ ରାମ ମାତା ସୀତା ପ୍ରଭୁ ହନୁମାନ ବିଷୟରେ ଯାହାବି ଦେଖାଇଲେ ଏହା ଆମ ପାଇଁ ଗର୍ବ ଆଉ ଗୌରବ କାରଣ ଆମେ ଓଡ଼ିଆ
ଭାଇ ସୁଇଜରଲ୍ୟାଣ୍ଡ ଦେଶ କେବେ ଯାଉଛନ୍ତି Because Switzerland is one of the most beautiful nature of world . ଆପଣଙ୍କର heart touching ପ୍ରାକୃତିକ ସନ୍ଦର୍ଯ୍ୟ ଏବଂ ପରିବେଶ ସମ୍ବନ୍ଧୀୟ ଭିଡିଓ ଦେଖି ବହୁତ୍ ଭଲ ଲାଗେ। ଜୟ ଜଗନ୍ନାଥ ❤
ଲାଭ ଭାଇ ର 1M କରିଦିଅ ଗଣେଶ ପୂଜା ଆଗରୁ 🙏🙏🙏
heijiba 👍 don't worry🤩😅😅😅🤩
Labho nai lobo
Hn Hebo Sure
Q😂❤Qaa waaw 2aa@@Rajraj-bm9xl
Kiya tume
ବହୁତ୍ ବଢିଆ ଲାଗିଲା ଜାଗା ଦେଖି ଆପଣଙ୍କ ଯାତ୍ରା ମଙ୍ଗଳ ମୟ ହେଉ। ଜୟ ଶ୍ରୀ ରାମ 🙏🙏 ଜୟ ବାବା ହନୁମାନ୍ 🙏🙏
ଆଜି ବୁଝି ହେଲା ଶ୍ରୀଲଙ୍କା ଦେଖିଲା ପରେ ଧନ୍ୟ ବାଦ ଲବଭାଇ ବହୁତ ଖୁସିଲାଗୁଛି ଜାଗାଦେଖି❤❤❤❤
ଭାଇ ସବୁଠାରୁ fantastic vdo ଥିଲା ଆଜିର vdo ଯାହେଉ ଆମେ India re ଥାଇ ଶ୍ରୀଲଙ୍କା ରେ ଅଶୋକ ବାଟିକା ବୁଲି ପାରିଲୁ ବା ଦେଖିପାରିଲୁ so TQ bro. God bless u 🙏🙏🙏 ଜୟ ଶ୍ରୀରାମ .
Salaam Laba Bhai❤️ Tu hai Sabka Bhai....Laba Bhai kabhi jhukega Nehi saala...Love from Baripada... intentionally best luck from Sri Lanka whole Journey ❤
ଭାଇ ଛାଡ କିଛି ଲୋକଙ୍କ ପ୍ରକୃତି କଙ୍କଡା ସଦୃଶ, ନିଜେ ଉପରକୁ ଉଠିବେନି କି କାହାକୁ ଉଠିବାକୁ ଦେବେନି। ମନ ଦୁଃଖ ନ କରି ଆଗକୁ ମାଡ଼ିଚାଲ।।😊
ଜୟ ହନୁମାନ 🚩
ଲବ ଦାଦା ତମେ ନିଜର କମ କର ବଜେ ଲୋକ କଥା ଶୁଣିକି ନି ଯ କୁ ରାଗ ରେ ନ ରଖ... ଆଉ ଜଳୁ ଥିବା ଲୋକ ତୋ ଜଳିବେ ତାଙ୍କର କି କମ...! Love from Sambalpur Jay jagannat labh da ❤️
Laba bhai No1 odisha bloger❤ ଭଗବାନ ତମର ମଙ୍ଗଳ କରନ୍ତୁ ଭାଇ🙏
ଲବ ଭାଇ ଜୟ ଶ୍ରୀରାମ
ଏମିତି ଜାଗା ବହୁତ୍ ସୁନ୍ଦର ଲାଗୁଚି
ଲବ ଭାଇ ଙ୍କ ପାଇଁ ହୃଦୟରୁ like ଗୋଟେ ହଉ❤
❤
Keonjhar Ranjan bhalo Lage la
ଭାଇ ଭିମକୁଣ୍ଡ ଗଲା ବେଳେ ଠାକୁରମୁଣ୍ଡା ରେ ଭେଟ ହେଇଥିଲା ଆଉ 🤳 ବି ନେଇଥିଲୁ ...thank u ଲବ ଦାଦା
ପୁରୀ ରୁ କିଏ କିଏ ସବୁ ଲବ ଭାଇ ଙ୍କ ଭିଡ଼ିଓ ଦେଖୁଛ👀ଲାଇକ୍ କର👍👍👍
Like from puri😅😊
From puri❤
@@Subha46889 from puri🥳😊
I am from puri
ପୁରୀ ରୁ କିଏ ସବୁ ଲବ... ଭାଇ ଙ୍କ.. ବିଡିଓ.. ଦେଖୁଚ.. ଲାଇକ ଦିଅ
ଜୟ ଜଗନ୍ନାଥ ⭕❗⭕....... 👍🏾
ସତରେ ଲବ ଭାଇ ଏହି video ଦେଖିକି ବହୁତ କିଛି ସିଖି ବାକୁ ମିଳୁଚି ❤❤
Tome bahut bhola Bhai toma video sabu dekhu ame nua nua jaha kie dekhi paruchi gharu basiki thank you so much
ଅନୁଗୋଳ ଭାଇ ଭଉଣୀ ମାନେ ଲାଇକ କର 🙏ଜୟ ଶ୍ରୀ ସୀତାରାମ 🙏
ଶ୍ରୀରାମ ପୁତ୍ର ଲବ କୁଶ ମଧ୍ୟରୁ ତମେ ଜଣେ.... ❤️👍💯
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ବହୁତ ଭଲ ଲାଗିଲା । ଏମିତି ନୂଆ ନୂଆ ଭିଡିଓ ଆଣିବା ପାଇଁ ଅନୁରୋଧ କରୁଅଛୁ । ଜଯୂ ଜଗନ୍ନାଥ ।
Bahut bahut dhanyabad laba bhai sabu bele sunu thili aji dekhideli jay shree ram🙏🙏
Bahut sundar vlog thila sir 😊😊♥️♥️♥️
ଭାଇ ଆପଣ ସଂଗ୍ରାମ ମାନିବାକୁ ପଢିଲା ଓଡିଶା ବାଶୀଙ୍କୁ। ତୁମେ ବହୁତ ମହାନ । ଜୟ ସୀତା ରାମ 🙏
ନାଇଁ ଭାଇ ତମ khaitee ଯାଇତେ ଶୁଣିବାକୁ ଭଲଲାଗେ।ଆପଣ ଓଡ଼ିଆ ଅସ୍ମିତାକୁ ବଜାୟ ରଖିଛନ୍ତି ।ହନୁମାନଙ୍କ୍ ପାଦ ଯେକି ପ୍ରଭୁ ଭକ୍ତ ଦେକାଇଥିବରୁ ଧନ୍ୟବାଦ।vedio ଟି ଭାରି ସୂଚନାଦୟକ।❤
ଲବ ଭାଇ ତମେ ସତରେ great । Drone ହଜିବା ପରେ ବି ଦୁଃଖ ଓ ଉଦଶିତା କୁ ମନ ଭିତରେ ଚାପି ରଖି ଲୋକଙ୍କ ପାଇଁ ବିନା କୌଣସି add promotion କରି ଦିଲ ସେ ଭିଡିଓ ବନଉଚ
thank you laba.bhai.khusilagila.dekhiki.thank.you.❤❤❤❤❤❤❤❤❤❤
Sita maank ra Asok vatika bahut bhala lagila Thank you mo tarafaru bahut bahut dhanyabada
One of the best RUclipsrs in India. We hope you can make history for Odisha and also India. Lv u bro❤❤❤
ମୟୁରଭଞ୍ଜରୁ କିଏ କିଏ ଦେଖୁଛନ୍ତି ଲାଇକ୍ ହୋଉ
ବହୁତ ସୁନ୍ଦର ଭାଇ ..next
Mo super hero honuman nka pado darsan hei gala thanks bhai🥰❤❤
Jai Shree Ram 🙏 ati sundar lababhai
ଲବ ଭାଇ ଜୟ ଶ୍ରୀ ରାମ ,ମୁ , ପଦ୍ମପୁର, ରୁ ପଶ୍ଚିମ ଓଡ଼ିଶା
ଭାଇ ସବୁ ଠାରୁ ଆଉ ସମାସ୍ତ ଙ୍କ ଠାରୁ ତମ ବ୍ଲଗ୍ ଭଲ ଲାଗୁଛି।
ବରଗଡ଼ ଜିଲ୍ଲା କେନ୍ କେନ୍ ଦାଦା ଭାଇ ଦେଖୁ ଛ like କର ଜୟ କୋଶଳ ❤❤❤❤❤
ଆପଣ ବର୍ତ୍ତମାନ ଯୋଉ ଅଶୋକ ବାଟିକାର vedeo ଦେଖଉଛନ୍ତି ଆମେ ଏ ସବୁ ଜାଗା ବୁଲିସାରିଛୁ🙏 ଆପଣଙ୍କ video ରେ ଦେଖିକି ବହୁତ ଖୁସି ଲାଗିଲା thank you🙏🙏
ଖୁବ୍ ସୁନ୍ଦର ଭାବରେ ରହିଛି ଜୟ ଶ୍ରୀ ରାମ 🚩ଧନ୍ୟବାଦ୍ ଜଣାଉଛୁ ଭାଇ 🙏🙏
ଜୟ ଶ୍ରୀ ରାମ 🚩
Odisha ra best vloger is laba❤bhai
ଜୟ ହନୁମାନ 🚩🚩🚩🚩🚩
ଜୟ ହନୁମାନ ସୀତା ମାତା ମନ୍ଦିର ବହୁତ୍ ସୁନ୍ଦର ❤❤❤
Laba bhai ❤❤💯💯💯👍👍bohuto bhala lagila
Ekno vdo laba bhai madi chala laba bhai uper wala sangare achi Jai maa samalei jai jagannath
ଜୟ ଶ୍ରୀରାମ ଲବଭାଇ ସତରେ ରିଏଲି ଦେକିଲା ପରି ଲାଗୁଛି ଧନ୍ୟବାଦ ଭାଇ
ଲବ ଭାଇ ପାଇଁ ଗୋଟେ ❤ ହେଇ ଯାଉ
Love from khordha , odisha bhai Love u
Lava bhai bahut badhia laguchi apana emiti sabujaga dekhauchanty ki jau jaga ku ame kebe jaiparibuni ta ame sabu jaga apananka pain dekhiparuchu. God bless u. Kiye kan kahuchi taku nasuni agaku madichala ame apananka sahita achhu.
Very good I am pure mayurbhanjia I support your M.Language.
Tuma ra description amiti laga ama mana jamiti sa jaga ku bulibaku jaichu God bless you my child
ଖୋର୍ଦ୍ଧା ଜିଲ୍ଲା ପିଲା like kara💗💗💗💗❤❤❤❤
Kan pain
Ame Rayagada pila😂😂😂😂
You are doing good, just ignore bad people, bad comments.. becz there are many people who admire your hard work, so keep it up bro❤❤❤ I experiences many things from your videos.. we are proud of you👍
bahut bahut dhanyabad laba Bhai ete sara dekhei thibaru
🙏🌹ଜୟ ଜଗନ୍ନାଥ 🙏ଭିଡ଼ିଓ ଦେଖି ବହୁତ ବହୁତ khusi🌹ଲାଗିଲା 🙏
ନିହାତି ହବ 1m ଲବ ଭାଇ ବହୁତ ପରିଶ୍ରମ କରୁଛନ୍ତି ଜୟ ଶ୍ରୀ ରାମ 😍🙏🚩
Ok.laba.bhai
Jai jagannath odisha mayurbhanj badasahi dukura
Congratulations🎉🎉🎉🎉🎉🎉🎉 for 1MILLION BHAI
ADVANCE❤❤❤❤❤
Best RUclips channel 😊😊
ଲବ ଭାଇ 1 million subscribers ହେଇଗୋଲେ Cake କାଟିବେ ନିହାତି। ଏବଂ ତା ଉପରେ Video କରିବେ ନିହାତି ଭାଇ 🎉🎉🎉❤❤❤
ଲବ ଭାଇ ଆପଣଙ୍କ ମାଧ୍ୟମରେ ଆମକୁ ସୁନ୍ଦର ଜାଗା ଦେଖିବାକୁ ମିଳୁଛି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Angul ru kiye kiye dekhuchha bhai mane laba bhai nka pain kichhi like heu pls🙏🙏❤❤❤🎉🎉🎉jay shree raam Jay odisha Jay bharat....
Bahut Bahut Sundar,Ahuri Agaku Agaku Jao,✋✋
ଆମେ TV ରେ ରାମାୟଣ ସେରିୟଲ ଦେଖିବା ରାମ ସୀତା ଓ ରାବଣ ବିଷୟରେ ଜାଣିଛୁ ହେଲେ ଆଜି ତମ ଦ୍ୱାରା ଦେଖିବାକୁ ପାଇଲୁ very ଇଣ୍ଟେରଷ୍ଟିଙ୍ଗ, thanks Naba Hansda
କୋଉ ମାନେ ଚାହୁଁଛନ୍ତି ଲବ ଭାଇ ଙ୍କ ସହ ଦେଖା କରିବାପାଇଁ😅👍 ପ୍ରଭୁ ଜଗନ୍ନାଥ ଲବ ଭାଇ ଙ୍କୁ ସବୁବେଳେ ଭଲରେ ରୁହନ୍ତୁ ଜୟ ଜଗନ୍ନାଥ🙏🙌
ରାଇଘର ଉମରକୋଟ ନବରଙ୍ଗପୁର ଜିଲ୍ଲାରୁ କିଏ କିଏ ଦେକୁଚ ବାଇ ମାନେ ,ଜୟ ଶ୍ରୀରାମ ସତରେ ଲବ ଭାଇ ବହୁତ ବଳ ଲାଗୁଚ ❤❤❤ I love you odisha 😂 ଜୟ ଶ୍ରୀ ଜଗନ୍ନାଥ
Jaldi bhainka 1m heijau 🙏🙏🙏
It is one of the very nice video by Laba Babu.Thanks a lot.May God bless you always
କୋରାପୁୁଟ ରୁ କିଏ କିଏ ଦେଖୁ ଛନ୍ତି❤❤❤❤❤❤❤❤❤ like
Jay shree ram Ji ❤
Jay shree Hanuman Ji ❤
ନବରଂଗପୁର ଜିଲ୍ଲା ରୁ ଦେଖୁଛ କି,,, ଜୟ ଶ୍ରୀ ରାମ
Me jeypore
ଜୟ ହନୁମାନ ଜୟ ଶ୍ରୀ ରାମ🙏🙏🙏
Bhai bahut Sundar video, ଜୟ ଶ୍ରୀ ରାମ 🙏❤️
Jaldi 1m heijiba Bhai 🎉
Kia Kia dhenkanal ru dekhucha like kara
ଜୟ ଶ୍ରୀହନୁମାନ
ବାଲେଶ୍ୱରରୁ କିଏ ଦେଖୁଛନ୍ତି coment କରନ୍ତୁ
Bando and biya
😊
Mu dekhuchi jai baleswar 🔥❤
Ha mu bhai
Yes
Bahut badhiya Bhai ❤ thanks 👍
Bhohut Bhohut Dhanyawad Laba Bhai (Joy Sriram)(Tamara jatra mangala hahu)
ଖୋର୍ଦ୍ଧା ରୁ କେଉଁ ମାନେ ଦେଖୁଛନ୍ତି ଲାଇକ କରନ୍ତୁ
ଅନୁଗୁଳ ଜିଲ୍ଲାରୁ କିଏ କିଏ ଲବ ଭାଇ ର ଭିଡିଓ ଦେଖୁଚ?
ଜୟ ଶ୍ରୀ ହନୁମାନ 🙏🙏🙏
Beautiful video bhai ❤❤❤
Super ❤❤❤
Chada bhai kaha katha tame sunani...tame kemiti ame janichuuu❤❤❤❤
Kahiba loka bahut kahibe,,,semanka kathaku dhyan hin diani...
You r Great Great Great bhai....
🙏🙏Jay Jagannath🙏🙏
Sambalpuri re album laba bhai ra a6i bahut sundar song love u sambalpuri language ❤ sambalpuri song 160 million jau6ee proud ra katha ❤❤❤
ଭିଡିଓ ତୋ ଦେଖିବା ତା ଆଗୋରୁ ଲାଇକ କରିଦେବା, ଖୁବ୍ ସୁନ୍ଦର ଭିଡିଓ ❤
❤❤❤
ଜୟ ଶ୍ରୀ ରାମ 🙏🤗🚩
Big fan bhai
ଗଞ୍ଜାମ ରୁ କିଏ କିଏ ଦେଖୁଛନ୍ତି like କର
Thank you laba babu Sita mata o Ashok batika dekhe thibaru