ବବି-ମୋତେ ବାନ୍ଧ ମୋତେ ବାନ୍ଧ, ବିଜେପି-ବାନ୍ଧିବୁ | Odisha Reporter
HTML-код
- Опубликовано: 3 окт 2024
- ବିଜେଡି ପଦଯାତ୍ରା ସଭାରେ ବବି କହିଲେ ମତେ ବାନ୍ଧି ଦିଅ । ଯଦି ମୁଁ ଦୁର୍ନୀତି କରିଛି ତେବେ ମୋତେ ବାନ୍ଧି ଦିଅ, 4 ବର୍ଷ ଜେଲ ଯିବାକୁ ରେଡି । 4 ମାସ ହେଲାଣି ମୋତେ ବାନ୍ଧୁନ କାହିଁକି ? ଗୋଟେ 15 ବର୍ଷ କେସ ଆଉ ଗୋଟେ 20 ବର୍ଷ କେସ୍ କଥା କହୁଛ । ଗତକାଲି ଦଶରଥପୁରରେ ଆୟୋଜିତ ପଦଯାତ୍ରା ବେଳେ ସିଧା ବିଜେପିକୁ ନିଶାନା କଲେ ବବି । ସରୋଜ କହିଲେ ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚେ ବନ୍ଧା ହେବେ, ଆଇନଠୁ ଉପରେ କେହି ନାହିଁ । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #BabiDas #AttackOnBJP #Jajapur #DasarathPur #BJP #CM #MohanMajhi #OdishaPolitics
ରହି ଯା ସମୟ ଆସିଲେ ଜଣା ପଡ଼ିବ ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର
ବଂଧା ହେବ, ସମୟକୁ ଅପେକ୍ଷା କର ,
ସମୟକୁ ଅପେକ୍ଷା କର । ଜଣା ପଡ଼ିବ କ'ଣ ହେଉଛି।
ଆରେ ହେ, ପୁରା ଅଲଜ୍ୟା ଟା
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଖଣି ବିକିବାକୁ ଆସି ଥିଲୁ ଆମେ ଜାଣିଛୁ ତ ପାଇଁ ସିଜି ମାଳି ଲୋକ କୁ ଜେଲ୍ ପଠାଇ ଥିଲୁ ds କୁଟେ police ବାବୁ କୁ କହି ସେତେ ବେଳର ଦୁଃଖ କହି ହେବ ନାହିଁ ବିବି ଦାସ ଗୋଟେ ଖୋଣୀ ଚର ଆଉ ପଣ୍ଡିଆଁ a ମାନେ ଜେଲ୍ ଗୋଲେ ମୁ ରାୟଗଡ଼ା ଜିଲ୍ଲା ଖୁସି ହେବ
ବନ୍ଧା ହେବ , ସମୟକୁ ଅପେକ୍ଷା କର ,
ହଁ ଆମେ ବି ଅପେକ୍ଷା କରିଛୁ ତମ ଭାଉ କେତେ ଦେଖିବା ପାଇଁ
ଡକାୟତ କରି ଲୋଟି ବହୁତ ମାଲ ରଖିଛି, ଚୁର ମାନଙ୍କ ମୁହଁ ଟାଣ, ଧଜ୍ୟ ରଖ ବିଜେପି କଣ କରୁଛି ଦେଖ,
ଦୋଷୀ ସାବ୍ୟସ୍ତ ହେବା ପାଇଁ ତ ତମ ସରକାର ର ବଳ ନାହିଁ arrest କରିବାକୁ ଶଳା ଅପାରଗ ସରକାର
ଶଳା ମୁହଁ କୁ ଲଜ୍ୟା ନାହିଁ
Bjd party starting ru ashok das birodh kari thila, behia babi das 2014 re misila, lajya lajya
Wait kor.... Jail jibu
Right 👍 sir Jay shree Ram Jay Jagannath Swami Jay BJP odisha goment only bjp goment 🎉🎉🎉
ସାଧାରଣ ଲୋକଙ୍କୁ ଅନୁରୋଧ ରାଜନିତି ରୁ ଦୁରେଇ ରହନ୍ତୁ ତମକୁ କିଛି ମିଳିବନି ।
Saroj Padhi -- Bali chor katha hela....Naveen Pattanaik could have taken action against this corrupted MLA .
Mohan majhi government boli governor son gote ASO ku marila ta upare kichi action neleni na ae mohan majhi government heuchi galua
40 barsa jal jibu
ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଦଳୀୟ ପାଣ୍ଠି ଓ ନିଜ ସମ୍ପତ୍ତି ପାଇଁ ପିସି କାରବାର କଥାକୁ କଉ ନେତା କୁଜିନେତା ଚାମଚା ଜାଣନ୍ତିନି କହିଲେ.. ଧରାପଡିଲେ ସରକାରୀ କର୍ମଚାରୀ ହେବେ ଦୋଷୀ ଆଉ ଦୁର୍ନୀତିର ମୂଳମଞ୍ଜି ନେତାମନ୍ତ୍ରୀ ହେବେ ନିର୍ଦ୍ଦୋଷ.. ଦମ୍ ଅଛି ଯଦି ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ନିଜକୁ ଦୁର୍ନୀତିମୁକ୍ତ ଘୋଷଣା କର, ଆମେ ଜାଣିବୁ କେତେ ସଚ୍ଚୋଟ..
ଟିକେ ଥୟ ଧର୍...
Panchayat election time Re arrest heba kritadas Ta
Mohan. Majhi kana tume karuchha. Tuma ku open challenge dau chhi. Tuma ku kharap laguni. Maichia kouthi kar
ତମେ ଆଗ ନଜ କଥା କୁହ ଭାଇ
Dilhe cm nku bandhiki jailre puraaeidele tame keiki tame kauna aainira urdhate
why bjp is not taking any action against all culprits
BJP ବହୁତ୍ ଡରି ଗଲାଣି ଏତେ ଭୟ କାହିଁକି ବବି ଙ୍କୁ
କେଜାଣି କିଛି ତା କେଳେଙ୍କାରୀ ଥିବ ନହେଲେ ଏତେ open challenge ପରେ ବି bjp ଚୁପ୍ କାହିଁକି ।
Jya Naveen pattanayak sir
Chor kn kuhe mu chori karichi
Lakhe deya katha nuha
Chora munha tan
BJP govt re bi PC karibara heuchhi....
Misa act au corruption bhitare pharak achi
Saroj Sir tame aga bandha habara thila bali mafia nku tame bati maguthila bhuli galani
Kritadas ki bahapa kire... Kirea pandu bhai ku tu daruchu kanhiki... Etea jadi to bahapa 😂😂😂😂... Raha jibu tk dharya dhar
Kritadas nischay bandha heba
Kritadas wait kar 😂😂😂😂
Pagala gaya he babua, ruko jara itni jaldi vi kya he
Jajpuria chor anya jilare kahi bahar thik
Saroj boti bala to nilojo
ବବି ନୁହେଁ bjp ସରକାର ଯିବ ଗୁଜରାଟ
ପାଣ୍ଡୁ ଓଡିଶାରେ ଖେଳ କରିବ 🤦♂️
Eaa bhadra bhakti para ebe kahaku paisa maguthile, khub viral hele.
E mg Padhi ta peleipua nije ebe viral heithila e chhodipua kn kahiba
Jay navee
Andha bhakta paichha Kan ....
Bjp kan karu chi
4 barsa kn pai, kai au adhika jail re rahibaku kn stamina nai ki . Na 4 barsa pare election achhi boli 4 barsa rahiba ta pare asiki election ladhiba boli bhabiki kahucha
Aie mg bali chora kana kahiba
Chora muhan besides tana
🐚💚💚🙏
Khanitanka sarigalaki
Tu ta nije Bali Mafia
Wait and watch
100 day halani bhai kichi ta action kn pai nouparu naha nti
Eita mg news channel
🤣🤣🤣
Budha tauter babi
Babi das bjp ra jaynkaly sabu
Maphaba😂😂