Brundabane Banshi Ke Bajaila - Bhakti Sangam | Manasi Patra,Debasis Mishra | Sidharth Bhakti
HTML-код
- Опубликовано: 7 фев 2025
- “Sidharth Bhakti” ଚ୍ୟାନେଲ୍ ର ନୂଆ କାର୍ଯ୍ୟକ୍ରମ ଭକ୍ତି ସଙ୍ଗମ ହେଉଚି ସାହିତ୍ୟ ଓ ସଙ୍ଗୀତ ର ଯୁଗଳବନ୍ଦୀ | ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଗୀତ ଗାନ କରାଯିବା ସହ ଆଲୋଚକ ଗୀତ ପଛରେ ଥିବା ଅନେକ ତତ୍ତ୍ଵପୂର୍ଣ କଥା ଦର୍ଶକଙ୍କୁ ଜଣାଇଥାଆନ୍ତି | “ଭକ୍ତି ସଙ୍ଗମ” କାର୍ଯ୍ୟକ୍ରମ ଆପଣ Television ପରଦାରେ ମଧ୍ୟ ଦେଖି ପାରିବେ ପ୍ରତ୍ୟେକ ଦିନ ସକାଳ ୮ଟା, ସନ୍ଧ୍ୟା ୬ଟା ୩୦ ଓ ରାତି ୧୦ଟା ୩୦ରେ I ୧୯ଟି ନୂଆ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇସାରିଚି ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ନୂଆ TV ଚ୍ୟାନେଲ୍ “Sidharth Bhakti” I
ଗୀତ : ବୃନ୍ଦାବନେ ବଂଶୀ କେ ବଜାଇଲା !
ରଚନା: ସାଲବେଗ
କଣ୍ଠଶିଳ୍ପୀ : ମାନସୀ ପାତ୍ର
ବ୍ୟାଖ୍ୟାକାର : ଜ୍ଞାନୀ ଦେବାଶିଷ ମିଶ୍ର
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth Bhakti” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth TV” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
“Sidharth Bhakti” ଚ୍ୟାନେଲ୍ ର ଅନ୍ୟାନ୍ୟ ନୂଆ କାର୍ଯ୍ୟକ୍ରମ...
1. ନମିତା ଅଗ୍ରୱାଲଙ୍କ ଅତି ଲୋକପ୍ରିୟ ଭାବସ୍ପର୍ଶୀ ଭଜନ ଓ ଜଣାଣ - ଭଜନ ଗଙ୍ଗା
2. ପ୍ରଥମ ଥର ପାଇଁ TV ପରଦାରେ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ- ଭକ୍ତି ସଙ୍ଗମ
3. ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନିର୍ଭୁଲ ଭବିଷ୍ୟବାଣୀ - ଜାଇଫୁଲ ମାଳିକା
4. ପ୍ରତ୍ୟେକ ଦିନ ଦୁଇ ପାଲା ଦଳଙ୍କ ମଧ୍ୟରେ ଦମଦାର ଲଢେଇ - ଲଢେଇ ପାଲା
5. ଓଡ଼ିଆଙ୍କ ରକ୍ତରେ ରହିଥିବା ସ୍ୱର ସହ ବାଖ୍ୟା କୁ ନେଇ ପ୍ରଭୁ ଶ୍ରୀରାମଙ୍କ କଥା - ବିଚିତ୍ର ରାମାୟଣ
6. ଦ୍ଵନ୍ଦାତ୍ମକ ପୌରାଣିକ ବିଷୟବସ୍ତୁକୁ ନେଇ ଘମାଘୋଟ ବିତର୍କ - ଧର୍ମଯୁଦ୍ଧ
7. ପ୍ରତ୍ୟେକ ଦିନ ନୂଆ ନୂଆ ଶବ୍ଦର ସୃଷ୍ଟି, ରହସ୍ୟ ଏବଂ ତା ପଛରେ ଥିବା ପୌରାଣିକ କାହାଣୀ- ଶବ୍ଦବ୍ରହ୍ମ
8. ଅନେକ ପୌରାଣିକ କଥାବସ୍ତୁର ସନ୍ଦେହ ମୋଚନ - ପୁରାଣ ଗଣ୍ଠି
9. ପୌରାଣିକ କାହାଣୀର ସାଙ୍ଗୀତିକ ଓ ନାଟକୀୟ ଉପସ୍ଥାପନା - ଭକ୍ତିର କାହାଣୀ
Subscribe us on RUclips to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal
ବହୁତ ସୁନ୍ଦର ବ୍ୟାଖ୍ୟା ଓ ସୁନ୍ଦର ସଙ୍ଗୀତ ପରିବେଷଣ।
ଏ ଭଜନକୁ ତୁଳନା କରିବା ମୁସ୍କିଳିଲି ।❤❤❤❤❤❤❤❤❤
Bahut sunder ❤❤
Evergreen song, and magnetic sleep, really love this magnetic word
Sundar,Sundar.
Bahut sunder.
ସୁନ୍ଦର ଭାବ ପୂଣ୍ଣ ଭଜନ ।।।
JAY JAGANNATH🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
🌷🌷🌷🌈🌈🌈🌈 🥰🥰🥰
ଜୟ ଜଗନ୍ନାଥ 🙏🙏🙏🙏🙏
ei show ku.. saranarabinda host karithile bhala heithanta
Madam,
Gaiba anek shunichhi,
Hele tuma gaiba mote bhala lage,
Tenu apan emiti sunder sunder kari gai chalantu..
Barnana nisprayojana. Sangita ra madakata bhrasta hoi pratibandhaka sajuchhi.