କଥା ଦେଇଥିଲି / Rupa Pin2 Khushi

Поделиться
HTML-код
  • Опубликовано: 10 сен 2024

Комментарии • 1,6 тыс.

  • @hrudanandasankhua5824
    @hrudanandasankhua5824 8 месяцев назад +20

    Happy new year 🎉 Bhai Bhauja Khusimaa and all Family members ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା‌ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ମୋ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ମୋ ପିଣ୍ଟୁ ଭାଇ ମୋ ପାଇଁ ନୂଆ ବର୍ଷରେ ଗିଫ୍ଟ ଆଣିଛନ୍ତି ବହୁତୁ ସୁନ୍ଦର ହେଇଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପ୍ରୟାସ ଭାଇ ହାପି ଭାଇ ଗେହ୍ଲା ଭାଇ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘Love you Bhai Bhauja Khusimaa Prayash Bhai Happy Bhai Gelha Bhai and all Family members💞❤️❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 Good bless you 👍️

  • @biswalcreation6020
    @biswalcreation6020 8 месяцев назад +26

    ମଣିଷ ଦେଖିଛି ଏମିତି ମଣିଷ ଦେଖିନି ଗୋଟେ ପର ପିଲା ଓଠରେ ଟିକେ ହସ ଦେଖିବା ପାଇଁ କେତେ ଦୂରରୁ ଆସିଛ ମୁଁ ସବୁବେଳେ କୁହେଁ କି ମୁଁ ଭଗବାନ କୁ ଦେଖିନି କିନ୍ତୁ ତମ ରୂପରେ ଦେଖୁଛି ,,,,କଉ ବଡ଼ ସେଲିବ୍ରେଟ୍ରି ଙ୍କର ବି ଏତେ ବଡ ହୃଦୟ ନ ଥିବ ଯାହା ତମ ପାଖରେ ଅଛି I Really Love You❤ Bhai

  • @binodkumarnaik4165
    @binodkumarnaik4165 8 месяцев назад +88

    ଭାଇ ତମ ହୃଦୟ ବହୁତ ବଡ, ସେଥି ପାଇଁ ତ ତମେ ଏତେ ଲୋକଙ୍କର ମନ ରେ ଘର କରିଛ.. ♥️♥️♥️

    • @kabitadas2689
      @kabitadas2689 8 месяцев назад +1

      Right ❤️❤️🎉🌹❤️

  • @nirmalmallick1651
    @nirmalmallick1651 8 месяцев назад +11

    ପିଣ୍ଟୁ ଅତି ସୁନ୍ଦର ଚିନ୍ତା ଧାରା କରିଛ, ମୋ ହୃଦୟ ଜିତି ଦେଲ,god bless you Pintu

  • @motivational-k7h
    @motivational-k7h 8 месяцев назад +95

    ହୃଦାନନ୍ଦ ପ୍ରକୃତରେ ହୃଦୟ ଜିତିନେଲେ ଆମେବି ଦେଖିବାପାଇଁ ବହୁତ ଇଛା😀😀😀😀😍😍😍😍

  • @sudamrana753
    @sudamrana753 8 месяцев назад +18

    ସତରେ ତୁମ ପରି ମଣିଷ ଟିଏ ଏ ଦୁନିଆରେ ନାହିଁ ତମ ପରିବାରକୁ ଭଗବାନ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଭାଇ

  • @parsitudu118
    @parsitudu118 8 месяцев назад +282

    ବହୁତ ଭଲ ଲାଗିଲା । ଦେଇ ଥିବା କଥା ରଖିଲ। ସମସ୍ତଙ୍କୁ ଭଗବାନ ଭଲରେ ରଖିନ୍ତୁ love you all rupa pin2 khushi express family❤❤❤

  • @manojpatra9696
    @manojpatra9696 8 месяцев назад +3

    Pintu bhai rupa bhauja khusimaa sabu bele amiti khusire ruhontu moro thakuronko pakhare atiki parthana pintu bhai rupa bhauja aapono dijano gote serial karontu bohut bhalo lagibo

  • @rupalimalana8561
    @rupalimalana8561 8 месяцев назад +76

    So cute Khushi maa ❤️❤️❤️ ସବୁ ବେଳେ ଏମିତି ଖୁସି ରୁହ ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ ♥♥♥

  • @natamanicomedy
    @natamanicomedy 8 месяцев назад +9

    ଭାଇ ମୁଁ ଗଙ୍ଗାଧର ପୁର ବୈଷ୍ଣବ ସାହି ନାଟୁ ତମର ହୃଦୟ ବହୁତ ବଡ ଭାଇ ମୋ ଆଖି ରୁ ଲୁହ ଆସିଗଲା ଭଗବାନ ଙ୍କୁ ମୋ ହୃଦୟ ରୁ ପ୍ରାର୍ଥନା କରୁଛି ଭାଇ ସବୁବେଳେ ସୁସ୍ଥ ରୁହ

  • @panchusahoo6712
    @panchusahoo6712 8 месяцев назад +50

    Apana Katha dei Katha rakhile ❤ aibhalia manisa jibanare dekhini❤ Love you Rupa bhauja and Pintu bhai❤❤ love you Kushi maa ❤

  • @pravasnayak6380
    @pravasnayak6380 8 месяцев назад +9

    ଭାଇ ଆଜିର ଏ ଦୃଶ୍ୟ ଟି ବହୁତ ଭଲ ଲାଗିଲା। ଭଗବାନ ତୁମର ପରିବାରକୁ ମଙ୍ଗଳ କରନ୍ତୁ।

  • @srinibasratha9657
    @srinibasratha9657 8 месяцев назад +99

    ସବୁବେଳେ ଏମିତି ଖୁସି ରେ ରହୁଥିବ ପ୍ରଭୁ ଜଗନ୍ନାଥ ତୁମକୁ ଖୁସି ରେ ରଖିଥାନ୍ତୁ

  • @subhendufamily1436
    @subhendufamily1436 8 месяцев назад +8

    ଭଗବାନ ଆପଣ କୁ ଭଲ ରେ ରଖୁ!ଏମିତି କାମ କରିଚାଲ!ବହୁତ ଭଲ ପିଟୁ ଭାଇ!❤️❤️❤️

  • @mathuramahakur5994
    @mathuramahakur5994 8 месяцев назад +29

    ସତରେ ଭାଇ ଆପଣଙ୍କ ହୃଦୟ ବହୁତ ବଡ଼ ଭଗବାନ ଆପଣଙ୍କୁ ଆହୁରି ଆହୁରି ଆଗକୁ ନିଅନ୍ତୁ ସବୁବେଳେ ଭଗବାନ ଙ୍କର ଆଶିର୍ବାଦ ରହିଥାଉ❤❤❤❤❤❤❤❤❤❤❤❤❤❤

  • @gitanjalientertainment1919
    @gitanjalientertainment1919 8 месяцев назад +1

    Sabu bele bhai vaujo emti khusi re ruhantu ❤aapono bahut volo ❤may god bless you always

  • @akhilasarangi3954
    @akhilasarangi3954 8 месяцев назад +63

    ପିଣ୍ଟୁ ବାବୁ ପ୍ରଭୁ ଜଗନ୍ନାଥ ତୁମର ପରିବାର ସବୁବେଳେ ଖୁସି ରଖିଥାନ୍ତୁ ❤❤ ତୁମର ଏହି ଭଳି ଜନ ସେବା ଏବଂ ଅସହାୟ ମାନଙ୍କ ର ସେବା କରୁଥାଏ , ତୁମର ପରିବାର ପ୍ରିୟ ଜନକୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ ❤❤ ଜଗନ୍ନାଥ ପାଖରେ ଏତିକି ପ୍ରାର୍ଥନା କରୁଛି ❤❤❤

  • @GitaLalu143
    @GitaLalu143 8 месяцев назад +3

    ସବୁବେଳେ ଏମିତି ଖୁସିରେ ରୁହ ଭଗବାନ ଭଲରେ ରଖିଥାନ୍ତୁ ଭାଇ ବହୁତ ଖୁସି ଲାଗୁଚି ଭିଡ଼ିଓ ଦେଖି so cute Khushi maa ❤❤❤❤❤❤

  • @keshabkeshab4004
    @keshabkeshab4004 8 месяцев назад +17

    ଭାଇ ଆପଣ ହିଁ ଦୁଃଖୀ କର ଦୁଃଖ ବୁଝିବେ love you Bhai ❤❤❤

  • @user-xu3yu9nh8z
    @user-xu3yu9nh8z 8 месяцев назад +2

    Pintu tame sata re mahan👍👍👍

  • @subaschandrasahoo7106
    @subaschandrasahoo7106 8 месяцев назад +55

    All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......

  • @manojmajhi7956
    @manojmajhi7956 8 месяцев назад +9

    ଭାଇ ସବୁ ବେଳେ ଏମିତି ସମସ୍ତ ଙ୍କୁ ସାହାଯ୍ୟ କରୁଥାଅ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି ଭାଇ ଭାଉଜ ଖୁସି ମା ଆଉ ପରିବାର ସମସ୍ତ ଙ୍କୁ ଖୁସିରେ ରଖନ୍ତୁ ❤❤

  • @user-mu1st1rx8j
    @user-mu1st1rx8j 8 месяцев назад +26

    ଭାଇ ଭାଉଜ ତୁମ କୁ ଭଗବାନ ବହୁତ ଭଲ ରେ ରଖିଥାନ୍ତୁ ଏତିକି ଭଗବାନ କନ ପାଖରେ ଏତିକି ପ୍ରଥାନ ❤❤🙏🙏🙏

  • @iswarpalei645
    @iswarpalei645 8 месяцев назад +4

    ବହୁତ୍ ଖୁସି ଲାଗିଲା ଏମିତି ସାହାଯ୍ୟ କରୁ ଥିବ ଭଗବାନ ତୁମର ମଙ୍ଗଳ କରିବେ ଆହୁରି ଆଗକୁ ବଢିବା 5m hei jiba

  • @bhanumatibehera2006
    @bhanumatibehera2006 8 месяцев назад +8

    So cute khusi maa ❤️❤️❤️❤️💋❤️❤️❤️❤️. God bless u and ur femily members. ହୃଦୟରୁ ପିଣ୍ଟୁ ଜଣେ ଭଲ ମଣିଷ ଆଉ ଭଲ ପୁଅବି. ଜୟ ଜଗନ୍ନାଥ 🙏🏻

  • @biswaranjandalai8569
    @biswaranjandalai8569 8 месяцев назад +2

    ଭାଇ ର ହୃଦୟ ବହୁତ୍ ବଡ଼ ,ଆଜି ଖୁସି ଲାଗିଲା ବହୁତ୍

  • @Lipsasvlogflavour
    @Lipsasvlogflavour 8 месяцев назад +14

    ମୋ ଆଖିରେ ଆଜି ଲୁହ ଭାଇ ଆପଣଙ୍କୁ ଆମେ ସମସ୍ତେ ବହୁତ ଭଲ ପାଉ ମୁଁ ସବୁ video ରେ ବହୁତ ହସେ ହେଲେ ଏମିତି କିଛି video ଆଉ ଭଲ ପାଇବା ଦେଖି ଦେଲେ ଲୁହ ଆସିଯାଏ 😭😭😭😭ମୁଁ ଆପଣଙ୍କ family ପାଇଁ ବହୁତ ଖୁସି jay Jagannath love you all😘❤️

  • @puspa_das_143
    @puspa_das_143 8 месяцев назад +2

    ଭାଇ ଆପଣ ଙ୍କୁ ଦିଲ୍ ସେ ସେଲୁଟ 🙏🏻😍❤️❤️👏🙌❤️❤️

  • @gyanaranjangiri1810
    @gyanaranjangiri1810 8 месяцев назад +7

    ଦେଖ ଯେଉଁମାନେ ଗାଳି କରୁଥିଲ ସେଇ ମେନ୍ ଙ୍କ ପାଇଁ ❤❤❤❤❤ God bless you all family members love you ❤❤❤❤❤❤

  • @AnimaAnima-yb3zk
    @AnimaAnima-yb3zk 8 месяцев назад +1

    Pintu Bhai Rupa didi khushi maa Tama bhawna Tama ku shabu bele khushi re rakhanu 🤗🤗❤️❤️❤️❤️🥰🥰🥰

  • @pralaya6013
    @pralaya6013 8 месяцев назад +7

    So cute Khushi maa❤❤❤❤ ସବୁ ବେଳେ ଏମିତି ଖୁସି ରୁହ ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତି ❤❤❤❤

  • @pujaraninayak4368
    @pujaraninayak4368 8 месяцев назад +2

    ଭାଈ ତମ ପତି ଯେତିକି ଭଲ ପାଇବା ଥିଲା ଆଜି ଆଉହିରୀ ବଢ଼ିଗଲା ପିଣ୍ଟୁ ଭାଈ 🙏🙏🙏

  • @rinaraniswain4951
    @rinaraniswain4951 8 месяцев назад +35

    So cute khushi maa ❤️❤️❤❤❤❤❤❤❤

  • @Chandanpadhanxx
    @Chandanpadhanxx 8 месяцев назад +2

    Bahut, vala. Lagila. Vai. Vauja. Khusimaa.sabubele.valare.ruhantu

  • @dolivlogging5470
    @dolivlogging5470 8 месяцев назад +34

    ତୁମ ପରି ଭାଇ ଜଗତେ ନାହିଁ ❤❤ ସତରେ ତୁମେ କେତେ ଭଲ 😢😢😢 Jay jagannath 🙏🙏 happy new year ❤❤❤❤

    • @kabitadas2689
      @kabitadas2689 8 месяцев назад

      Love you bhai bhauja n khushi maa ❤❤❤❤

  • @princessmandakini9346
    @princessmandakini9346 8 месяцев назад +4

    ପିଣ୍ଟୁ ଭାଇ ସତରେ ତୁମ ହୃଦୟ ବହୁତ ବଡ 🙏ମୋ ପାଖରେ ଶବ୍ଦ ନାହିଁ କହିବାକୁ ଖାଲି ଏତିକି ପ୍ରାଥନା କରୁଛି ପ୍ରଭୁ ଜଗତର ନାଥ ଜଗନ୍ନାଥ ତୁମ ସହ ପରିବାରକୁ ଖୁସିରେ ରଖନ୍ତୁ ⭕‼️⭕ ଜୟ ଜଗନ୍ନାଥ 🙏❤️❤️❤️❤️❤️❤️❤️❤️❤️❤️❤️

  • @user-wx6sx4hg8d
    @user-wx6sx4hg8d 8 месяцев назад +10

    Bhagwan apanka family ku sabubele Amit khusi re rakhantu ❤❤

  • @rasmitaodiablogger5778
    @rasmitaodiablogger5778 Месяц назад +1

    So beautiful 😢god bless you bro❤bhal heijau😢goda😊au pintu bro TQ so much ❤katha deiki jaethil😊rakhila😊

  • @ranjulatadas8652
    @ranjulatadas8652 8 месяцев назад +16

    ଭାଇ ଭାଉଜ ତୁମ କୁ ଭଗବାନ ତମକୁ ଭଲରେ ରଖିଥାନ୍ତି ଜୟ ଜଗନ୍ନାଥ ଜୟ ଶ୍ରୀରାମ 🚩🚩🚩🚩

  • @bilasinipradhan4997
    @bilasinipradhan4997 8 месяцев назад +4

    ଉପହାର ଦେଖି ବହୁତ ଖୁସିଲାଗିଲା ପିଣ୍ଟୁ ଭାଇ ଜୟ ଜଗନ୍ନାଥ

  • @mrmitan7025
    @mrmitan7025 8 месяцев назад +31

    So cute Khushi maa 😊😊😊😊😊😊❤❤❤❤🥰🥰🙏

  • @gelhabatiswain7676
    @gelhabatiswain7676 8 месяцев назад +5

    ଭାଇ ତୁମ ହୃଦୟ ବହୁତ ବଡ ଓ ସୁନ୍ଦର ତୁମେ କଥା ଦେଇ କଥା ରଖିଲ ଜୟ ଜଗନ୍ନାଥ ଭାଇ ଭାଉଜ ସମସ୍ତ ପରିବାର ଓ ଖୁସି ମା ❤❤❤

  • @Alwaysbabul
    @Alwaysbabul 8 месяцев назад +57

    So cute Khusi maa ❤

  • @user-ud6hp9nk3r
    @user-ud6hp9nk3r 8 месяцев назад

    Katha deiki katha rakhile bhai bhut Khushi lagila 😊jagannath nka ashirbad sabu bele apan nka upare thau 😊🙏

  • @rajasubrat4680
    @rajasubrat4680 8 месяцев назад +10

    ଜା ହୋଇ ପିଣ୍ଟୁ ଭାଇ କଥା ଦେଇଥିଲି କଥା ରଖୀଲ ବହୁତ ଖୁସି ଲାଗୁଛି 😢😊

  • @biswajitbiswal1994
    @biswajitbiswal1994 8 месяцев назад +2

    ବହୁତ ଭଲ ଲାଗିଲା ପିଣ୍ଟୁ ଭାଇ ଆଜିର ଏଇ ଭିଡିଓଟି।। ହୃଦାନନ୍ଦ ଭାଇଙ୍କ ଉପରେ ଆପଣଙ୍କ ଭଲପାଇବା ସଦାସର୍ବଦା ଏମିତି ଥାଉ।। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଆପଣଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ।। ଜୟ ଜଗନ୍ନାଥ।। ❤🤗🥳🙏

  • @swatismitasatapathy3763
    @swatismitasatapathy3763 8 месяцев назад +4

    Always my favorite😍😍😍 pintu bhai, Rupa bhauja, khushi maa❤❤❤❤....

  • @ManasNayak-uk3re
    @ManasNayak-uk3re 8 месяцев назад +1

    God bless you Jai jagannath Pintu Bhai Rupa bhauja Khushi maa ku bahut bhalare rakha and all' family members

  • @manjusmita
    @manjusmita 8 месяцев назад +7

    You are really a great humanbeing.
    May God bless you.

  • @ManishSingh-eh4zy
    @ManishSingh-eh4zy 8 месяцев назад

    Sata re bhai se bhai ku dekhi ki akhiru luha padigala..pintu Bhai tume bahut bhala ...🎉❤

  • @user-uq4lb6kg1i
    @user-uq4lb6kg1i 8 месяцев назад +9

    Pintu Bhauja Rupa Bhauja khusii Maa And All the Family members nku Happy New Year Prabhu jaganath samastanku Susta Au Khusire Rakhantu

  • @banditarout6683
    @banditarout6683 8 месяцев назад +1

    Mu bhagwan nka pakhare prathana karuchii pintu bhai nku khusire rakha ❤❤

  • @archanabiswal649
    @archanabiswal649 8 месяцев назад +11

    God bless you Bhai and Bhauja ♥️♥️♥️ love you too much Khushi maa and Bhauja ♥️♥️

  • @cutegirlsantosivlog
    @cutegirlsantosivlog 8 месяцев назад

    ସତରେ ଭାଇ ଆଜିର ଭିଡ଼ିଓ ବହୁତ ଭଲ ଲାଗିଲା Love you pintu bhai and rupa didi khushi maa love you❤️

  • @simanayak7093
    @simanayak7093 8 месяцев назад +12

    So cute khushi maa ❤️❤️

  • @URNewsOdia
    @URNewsOdia 8 месяцев назад +1

    ବହୁତ ଭଲ ଲାଗିଲା ଭାଇ। ନବବର୍ଷ ର ନୂଆ ପଦକ୍ଷେପ। ଭଗବାନ୍ ତମକୁ ଆଉ ତମ family ର ସମସ୍ତଙ୍କୁ ଏମିତି ହସଖୁସି ରେ ରଖିଥାନ୍ତୁ,ତମର ସବୁ ଇଚ୍ଛା ଆଶା କୁ ପୂରଣ କରନ୍ତୁ.... ଏତିକି ବାଗବନ ଙ୍କ ପାଖରେ ମୋର ପର୍ଥାନା।ଜୟ ଜଗନ୍ନାଥ। Happy New year ❤

  • @Tikilifestyle
    @Tikilifestyle 8 месяцев назад +30

    Jai maa tarini 🙏🙏🙏happy new year 🎉🎉🎉🎉

  • @user-qk7xu7sy2o
    @user-qk7xu7sy2o 8 месяцев назад +4

    Golden heart
    Pintu bhai❤

  • @subashsahu1114
    @subashsahu1114 8 месяцев назад +1

    Bhai Bahut Bahut Khusi lagila. I ❤you. Bhai

  • @tofanbhatt5684
    @tofanbhatt5684 8 месяцев назад +30

    ସବୁ ବେଳେ ଏମିତି ଖୁସି ରେ ରଖନ୍ତୁ ପ୍ରଭୁ ଜଗନ୍ନାଥ 🙏🙏🙏

  • @user-px6np9tk2t
    @user-px6np9tk2t 8 месяцев назад +8

    ବହୁତ ସୁନ୍ଦର ହୋଇଛି ଭାଇ ❤ କଥା ଦେଇ କଥା ରଖିଲେ ଭଗବାନ ତମକୁ ବହୁତ କୋଟିକୋଟି ଆଶୀର୍ବାଦ ଦିଅନ୍ତୁ ଭଗବାନ ଭାଇ ଭାଉଜ ❤❤❤

  • @jayashreesethi1380
    @jayashreesethi1380 8 месяцев назад +17

    Wishing you and all your family members a very happy new year 🥳

  • @bishnupriyapradhan5248
    @bishnupriyapradhan5248 7 месяцев назад

    So sweet Khushi maa 👌 best jodi 👌👌♥️❤ you Bhai and bhauja

  • @rintuswain8192
    @rintuswain8192 8 месяцев назад +4

    Khushi maa & dhana ku bhagaban sabubele amiti khusire rakhantu 🙏🙏🙏 jay Gagannatha

  • @dipunmama9616
    @dipunmama9616 8 месяцев назад +5

    ଭାଇଙ୍କର ହୃଦୟ ବହୁତ ବଡ ଜିଏ ଜାହା ମାଗିଲେ ମନାଙ୍କରନ୍ତିନି ଜୟ ଜଗନ୍ନାଥ ଭାଇ 🙏❤❤❤ଖୁସି ମା ❤💕💞❤💕💞

  • @Smileykingsuren
    @Smileykingsuren 8 месяцев назад +17

    ମା 🙏ସବୁବେଳେ ଘର ପରିବାର ସମସ୍ତଙ୍କୁ ମଙ୍ଗଳ❤️ କରି ଥାଆନ୍ତୁ

  • @trinathnaik9433
    @trinathnaik9433 8 месяцев назад +1

    Bahut bhola lagila Bhai tume katha dei thilo rakhilo Jagannath tumaku au tuma paribaraku bahut khusire rakhuntu Bhai au bhauja mu tumaku dekhiba paine relyre dekhiba paine bahut ichha

  • @user-ml3lv1ur3w
    @user-ml3lv1ur3w 8 месяцев назад +2

    Happy new year ଭାଈ ଭାଉଜ all family ସମସ୍ତଙ୍କୁ ନୂଆ ବର୍ଷର ଅଶେଷ ଅଶେଷ ଅଭିନନ୍ଦନ ଜୟ ଜଗନ୍ନାଥ

  • @sangramcreation8827
    @sangramcreation8827 8 месяцев назад +10

    ପୁଣି ଥରେ ନୂତନ ବର୍ଷ ର ଅଭିନନ୍ଦନ ଭାଇ ।ଯାହା ହୋଉ ବର୍ଷ ଆରମ୍ଭ ରୁ ଗୋଟେ ଭଲ କାମରେ ଆରମ୍ଭ ହୋଇଛି ମାନେ ବର୍ଷ ସାରା ସବୁ ଭଲ କାମ ହି ହବ।ପ୍ରଭୁ ଜଗନ୍ନାଥ🙏🙏🙏ତୁମକୁ ସବୁବେଳେ ଭଲରେ ରଖନ୍ତୁ, ତୁମେ ଏମିତି ସବୁବେଳେ ଭଲ କାମ କରିଚାଲ ଜୟ ଜଗନ୍ନାଥ🙏🙏🙏🙏

  • @MitaliSaina
    @MitaliSaina 8 месяцев назад

    Bhala katha new year re new kama thie karicha sai baba sabu bele ghanta ghodei rakhithantu tamku au tama sabu pariwar manaku
    So cute❤❤❤

  • @Liza_Pradhan1234
    @Liza_Pradhan1234 8 месяцев назад +9

    Beautiful family members Miss u all ❤😊

  • @95Kanhu95
    @95Kanhu95 8 месяцев назад +2

    ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଏମିତି ଖୁସି ରେ ରଖିଥାନ୍ତୁ love you bhai❤❤❤

  • @savitrinaik9205
    @savitrinaik9205 8 месяцев назад +5

    Happy New year 2024
    to Rupa Pintu Khusi
    Very nice vlog

  • @vickyskitchen5558
    @vickyskitchen5558 8 месяцев назад

    Ebbe jaae kebe comments kari na thili.
    You are my sweetest family.
    Bhai moh job chhadigala.
    Bahut tension re rahuchi.
    Hele tama video dekhile moh tension kami Jaye.
    Mora confirm toma video dekhiba.
    I am proud of you pintu.
    God bless your family
    True love from Rourkela.

  • @pinkibhuyan2831
    @pinkibhuyan2831 8 месяцев назад +8

    Happy new year bhai 👌👍👍 Jay Jagannath 🙏🏾🙏🏾🙏🏾🙏🏾 sabudina khushi re ruha samastyanku khushi re rakha love you bhai and bhauja ❤❤❤❤❤❤

  • @BrajakishoreJena-qv3sf
    @BrajakishoreJena-qv3sf 8 месяцев назад

    Satare kahibaku gale pintu Bhai actually bahut Sundar manisa tie sabu bele emiti khusire ruha🙏

  • @debendrasethy7087
    @debendrasethy7087 8 месяцев назад +6

    Sai Baba kn pakhare atiki pethana tama parebara ku khushi re rakhatu 🙏🙏❤️❤️

  • @sibanibehera-zh9ff
    @sibanibehera-zh9ff 8 месяцев назад

    Bhai apana nka a bhali loka nka prati bhala paeba dakhiki bohuta khusi lagila bhagwan apana nku au apana nka paribar ku sobu bala amiti khusi ra rakhantu bhai mo jibana ra mu jabathu apana nk vlog dakhichi saba thu mora gota icha apana 3 jana nk saha mu kaba dakha kariparibi mo jibana ra sobu thu sasa icha ❤❤❤❤ love you both of you ❤❤❤❤

  • @biswobalaswain7221
    @biswobalaswain7221 8 месяцев назад +11

    Jay Jagannath 🙏🙏🙏🙏 love you khusi maa ♥️👌❤

  • @-pradeepBhai
    @-pradeepBhai 8 месяцев назад

    ଆପଣଙ୍କ ଭିଡିଓ ଦେଖୀଲେ ବହୁତ ଭଲ ଲାଗିଲା ଭାଇ love you rupa&pin2& Khushi express family ❤❤❤

  • @jyoshnavillagelifestylevlo1958
    @jyoshnavillagelifestylevlo1958 8 месяцев назад +5

    So cute khusi Maa 😘 dhana 🤗🥰🥰 happy new year 💐💐❤️❤️Jay jagannath 🙏🙏

  • @nirupamakhatua9719
    @nirupamakhatua9719 8 месяцев назад

    Pintu bahut khusi lagila aji kaha muha re hasa anidei parila 😊 God bless you 🙏❤️

  • @khushbugupta9975
    @khushbugupta9975 8 месяцев назад +7

    So cute ❤khushi maa ❤so happy family members❤ happy new❤❤ year Jay jagannath 🙏🙏🙏🙏

  • @subhadraodiavlog7124
    @subhadraodiavlog7124 7 месяцев назад

    ଭଗବାନ ତୁମ ପରିବାରକୁ,ଭାଇ ତୁମକୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ଏମିତି ସବୁେବେଳ ଭଲ କାମକର ଭାଇ ଜୟ ଜଗନ୍ନାଥ ତୁମର ଗୋଟିଏ ଭଊଣୀ🙏🙏🙏🙏🛕🛕🛕🛕❤️❤️❤️👍👍

  • @santoshkumarsamantaray5389
    @santoshkumarsamantaray5389 8 месяцев назад +4

    ଆଜି ଏ ସକାଳ🌄 କେତେ କୋମଳ❤️ କେତେ ଯେ ପବିତ୍ର କେତେ ଯେ ନିର୍ମଳ💫 ଏଇ ସକାଳ ପରି ପବିତ୍ର ରହୁ ତୁମରି ମନ💌ହସ ଖୁସିରେ ରହୁ ପ୍ରତ୍ୟେକ ଦିନ💞 ଚଲା ପଥେ ତୁମ ଫୁଟି ଯାଉ ଫୁଲ 🌹ସେ ଫୁଲର ମହକରେ🌺 ତୁମ ଜୀବନ ସୁଖମୟ ହେଉ💥ଜୟ ଜଗନ୍ନାଥ ଭରସା🙏Dute king Santosh ❤️❤️❤️ Puri toka ❤️❤️❤️ Happy New Year2024 22:38 All Family members ❤❤❤Jay Jagannatha 🙏 🙏 🙏 ❤️❤️❤️🙏🙏🙏❤️❤️❤️🙏🙏🙏

  • @jagabandhu121ukk6
    @jagabandhu121ukk6 8 месяцев назад

    Bhagawan rupore achonti bhai..... bahaut bhala laguchi tama videos deki ki dhukho re thile madhya bahaut kushi laguchi...

  • @rajasmitadas9203
    @rajasmitadas9203 8 месяцев назад +8

    Good job in your life with lots of love and happiness ❤❤

  • @babinaik4504
    @babinaik4504 8 месяцев назад +1

    Bahut bhala lagila Pintu Bhai tume tuma khatha rakhila prabhu Jagannath tuma ku sabu bele khusi re rakhantu Jay Jagannath

  • @user-tk5cp1ey6r
    @user-tk5cp1ey6r 8 месяцев назад +8

    So cute khushi mama❤❤❤❤❤❤

  • @gudukhusi3934
    @gudukhusi3934 8 месяцев назад

    Aaji ra video bahut vala lagila dekhiki, Jagannath apna nku aau apna nka family members nku Sabu bele bhala re rakhantu,❤❤❤ etiki nua barsa re Jagannath nka pakhare prathana karuchi🥰🥰🥰🙏🙏🙏

  • @ashokbehera9184
    @ashokbehera9184 8 месяцев назад +7

    Beautiful family 👌👌👌👌 so cute khushi ❤❤❤❤❤❤❤❤❤❤

  • @pradhanprakash1279
    @pradhanprakash1279 8 месяцев назад +1

    Gariba mananku katha deirakhuthibaru danyabada

  • @prativaranisahoo4437
    @prativaranisahoo4437 8 месяцев назад +10

    Always stay happy with your family and friends❤❤❤❤

  • @sibanisahoo7472
    @sibanisahoo7472 8 месяцев назад +1

    I salute for you 🙏🙏pintu bhai bahut hi bhala kama karile kaha munha re hasa dei dele ❤❤🎉🎉 Jay Jaganath 🙏 omm Sai Ram 👏🌹

  • @user-re3dn6mq9z
    @user-re3dn6mq9z 8 месяцев назад +13

    So beautiful family and cute Khushi maa ❤️ ❤️

  • @subhacreation.7552
    @subhacreation.7552 8 месяцев назад +1

    ଆଜି ର ଭିଡିଓ ଏତେ ଭଲ ଲାଗିଲା କିଛି ଭାଷା ନାହିଁ ଭାଇ ଙ୍କୁ ଧନ୍ୟବାଦ ଦେବାକୁ.. ଆଖିରେ ଲୁହ ଆସିଗଲା 😢🙏🏻ମୋ ସାନଭାଇ ର ହୃଦୟ ଟା ବହୁତ ସୁନ୍ଦର💖ଗରିବ ଙ୍କ ବନ୍ଧୁ ସେ...ମହାପ୍ରଭୁ ଙ୍କ କୃପା ସର୍ବଦା ତମ ଉପରେ ରହିଥାଉ 🙏🏻💖

  • @user-db1tf6zi5j
    @user-db1tf6zi5j 8 месяцев назад +6

    ଭାଇ ତମ ପରିବାର ଙ୍କୁ ପ୍ରଭୁଜଗନ୍ନାଥ ସାହା ହୁଅତୁ 🙏🙏🙏

  • @biswaranjansahoo7495
    @biswaranjansahoo7495 8 месяцев назад

    Beautiful vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa ❤❤❤

  • @SureshKhatua-y7v
    @SureshKhatua-y7v 8 месяцев назад +12

    So beautiful family and so cute khushi maa❤❤❤💖💖💖

  • @laxmipriyaswain7953
    @laxmipriyaswain7953 8 месяцев назад +1

    Pintu vai jaganannata pravu tumaku valapre rakhantu