Dear, sir Amara e barsha chasa karichu sethiru kete jhaunla heijauchi kn karibu blue copper aau planta mycine mulare delu duithara kintu aau kichhi bi result asilani
Sar namaskar pana fashalaku khara tapa matra tharu thanda rakhi bara kichi upya ba lata haladiya padi age sukhi jauchi plichi kichi haroman ba sar kuha ntu
Sir apananku bahuta bahuta dhanyabad ❤❤❤❤❤❤❤
ଅତିଶୁଦର୍
ସୁରୁଚି ବାଇଗଣ ଲଗୁଚ
Bahuta bhala
Bahut sundar lagila
Thank you
ସାରେ ଶୀତଦିନିଆ ବାଇଗଣ ଚାଷ ତଳି ଠାରୁ ଶେଷ ଯାଏ ଭିଡ଼ିଓ ଛାଡି ବାକୁ ଅନୁରୋଧ
Ok thanks
Sir grafting vnr212 chara kouthi miliba odishare
Sir summer seasan khakharu mu chhasa karibi kichhi process khuahantu new commer chasi benifit or loss bisayare khuhantu
Good evening 🙏🙏👍👍
Thank you so much 🇪🇬
Welcome
Sir namasthy Krupa Kari mushroom liquid calcher bisayare kichi kahile upakruta haiparantu.
Khara dine akshita phaliba ta
Dear, sir ame praya dasa barsha hela akshita variety karuchu kintu ehara kichhi guarantee nahi kou barsha jhaunla heijauchi
Dear, sir
Amara e barsha chasa karichu sethiru kete jhaunla heijauchi kn karibu blue copper aau planta mycine mulare delu duithara kintu aau kichhi bi result asilani
Jk8035 au akshita adhika phala kauta ashe
JK 8035 ରେ ଅଧିକ ଫଳ ଆସେ
Jk 8035
Sir baigan seeds re bhabistin bisadhan kale haba 10gm seeds pati kate GM lagiba
10gm ବିହନ ପ୍ରତି 2gm ରେ ବିଶୋଧନ କରନ୍ତୁ
Sir baigan gunta prati kete amal heba
Akshita
Brianjle ra organic process kuhantu..
Bhendi bAnka jadura, bivinna jau poka pratikara kuhantu.
Sir ahi baigan manji milipariba
ଵାଇଗଣ ଚାଷ ପାଇଁ ପରାମର୍ଶ ଦେଇଥିଲେ ବହୁତ ଖୁସି ଲାଗିଲା 😅
Thank you
ଭାଇନା ଆପଣଙ୍କ କଥା ଭଲ ଲାଗୁଛି
ମୁଁ ଧାନ ଫସଲରେ ଥୁଡ ଆସିଯାଇଛି
ଧାନଗଛ ହାଳିଅଛି କାକିଥୁଡ଼ ମଧ୍ୟ ଆସିଜାଇଛି
ମୁଁ ଥୁଡ଼ ବାବଦରେ କି ସାର ବ୍ୟବ ହାର କରିବି ମତେ କୁହନ୍ତି .
ଥୋଡ ସାର ହିସାବରେ Urea ଏକର ପ୍ରତି 20kg ଓ Potash 10kg ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Akshita bhal but roga poka adhika
Cukumbar beraite kan
Sir jk 8035 seeds kouthi miliba
Online ରେ ମଗାନ୍ତୁ
Ebe baaigana chaaraa padichhi medicin kuhantu
Sir mu axita baigan lageichhi gachha bdhuni poka laguchhanti
ଜୈବିକ ସାର BIOZYME ବା BIOVITA ଗୁଣ୍ଠ ପ୍ରତି 400gm ସହିତ Urea 2kg ମିଶାଇ ପ୍ରୟୋଗ କରନ୍ତୁ।
NPK 19:19:19 lit ପ୍ରତି 5gm ସହିତ JIVARAS lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କଲେ ଗଛ ବଢ଼ିଥାଏ।
ପୋକ ନିୟନ୍ତ୍ରଣ ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ
ଚିନାବାଦାମ ରେ potas spree କରିପାରିବା କି ଆଜ୍ଞା?
ହଁ ଫୁଲ ଆସିବା ପୂର୍ବରୁ ସ୍ପ୍ରେ କରନ୍ତୁ।
ଭାଇନାଭଲକଥା ଆପଣ ଜରିଆ ଆମେଜାଣିପାରୁଛୁ
👍👍👍
ଖରାଟିଆ ବାଏଗନ କିଷମ
Patr kana rogareheuchhi
Sir baigana gacha jhauli jauchhi ki medicine debu
ଝାଉଁଳା ରୋଗ ପାଇଁ Copper Oxychloride lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ଦ୍ରବଣ ପ୍ରସ୍ତୁତ କରି ଗଛ ମୂଳରେ 300ml ହିସାବରେ drenching କରନ୍ତୁ।7ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ।ଅଧିକ ଆକ୍ରାନ୍ତ ଗଛ ଓପାଡି ନଷ୍ଟ କରନ୍ତୁ।
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Sir baishakhi baigan gachha ra pholo pochi jauchi aau gachha ra patra haladia heijauchi
Kan kariba kuhantu
ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।ଫଳ ପଚା ପାଇଁ Azoxystrobin 23%SC lit ପ୍ରତି 1ml ବା
Custodia lit ପ୍ରତି 1ml ବା
Copper oxychloride 50%WP lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।
ଫସଲରେ ପତ୍ର ଡିଆଁ ପୋକ ଲାଗିଲେ ପତ୍ର ହଳଦିଆ ହୋଇଥାଏ। Diafenthiuron 50% lit ପ୍ରତି 2gm ବା
Movento lit ପ୍ରତି 1ml ସହିତ ନିମ୍ବ ତେଲ lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada ok sir...
Patrakuchamuchamedicine,kuhantu
Kharadena rate kaam
Sir baigan bahut pokada heuchhi kemiti kn karibaku padiba
ବାଇଗଣ ଫସଲରେ ଫଳ ବିନ୍ଧା ପୋକ ଲାଗୁଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ଫଳ କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଏକର ପ୍ରତି 2ଟି ଆଲୋକ ଯନ୍ତା ଓ 8ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ।
Cartap hydrochloride 75%SG lit ପ୍ରତି 1gm ବା
Chlorontraniliprole 18.5% SC drum ପ୍ରତି 6-7ml ବା
Flubendiamide 20%WG drum ପ୍ରତି 6gm ବା
Novaluron 5.2%+Indoxacarb 4.5%SC lit ପ୍ରତି 1.75ml ବା
Pyriproxifen 5%+Fenpropathrin 15%EC lit ପ୍ରତି 2ml ବା
Spinosad 45%SC drum ପ୍ରତି 5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ।
Muga. R hybrid bihan kemiti milib
Online ରେ ମଗାଇ ଦିଅନ୍ତୁ।
Jk 8031
ସାର ନମସ୍କାର କଖାରୁ ଚାଷ ପାଇଁ ମୂଳସାର ଓ କେଉଁ ସାର କେଵେ କେଵେ ଦେବି କୁହନ୍ତୁ
DambaruNaik
Sir 6 barsha hela kakhru lguchi jama phala heunahi, kn karibi
ଭଲ କିସମ ବିହନ ବ୍ୟବହାର କରନ୍ତୁ
0.52.34 boron kete dina re repeat kariba
ଫଳ ପୋକରା ହଉଛି କଣ ମେଡିସିନ ଦବା
15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
କେଉଁ ଫଳ ପୋକରା ହେଉଛି
Sar namaskar pana fashalaku khara tapa matra tharu thanda rakhi bara kichi upya ba lata haladiya padi age sukhi jauchi plichi kichi haroman ba sar kuha ntu
ଖରା ରୁ ରକ୍ଷା ପାଇବା ପାଇଁ ସେମିତି କିଛି ଉପାୟ ନାହିଁ।NPK :0:0:50 କୁ lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir Kharatia kau kakudi lageila bhala heba au Tara video kale bhala heba
Ok thank you
Utkalbaiganakaruchivideorekhuntu
କାକୁଡି top v କଣ
Sir askhita baigana jhaunla besi hauchi ,bhala veraiety nuhen
Ok
ଆଳୁ ରେ planofix spry କରାଯାଏ କି ନାହିଁ
ନା ଆଳୁ ରେ Planofix କୁ ସ୍ପ୍ରେ କରନ୍ତୁ ନାହିଁ।ଆଳୁ ର ଅମଳ ବଢ଼ାଇବା ପାଇଁ Hormone Cultar କୁ ଫସଲ ର 45-50ଦିନରେ ବା ଆଳୁ ଆରମ୍ଭ ହେବା ସମୟର drum ପ୍ରତି 4ml ହିସାବରେ ସ୍ପ୍ରେ କରନ୍ତୁ।
Dambaru Naik
ଭାଇ ବାଇଗଣ ଆଣ୍ଟହେଇଯାଇଛି କହଁଳ କିପରି ହେବ 😢😢😢
ବାଇଗଣ re ପ୍ରଚୁର ପୋକ ଲାଗିଛନ୍ତି ଶାହେକିଲୋ ରେ 75kg ପକୋ ଏହାର ଉପଚାର ବିଷୟରେ ଟିକେ କୁହନ୍ତୁ
ବାଇଗଣ ଫସଲ ରେ ଫଳ ବିନ୍ଧା ପୋକ ଲାଗୁଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରି ଦିଅନ୍ତୁ ।ଜମି ରୁ ଘାସ ସଫା କରନ୍ତୁ
Chlorontraniliprole 18.5%SC (Cover )drum ପ୍ରତି 6ml ବା
Cartap hydrochloride 75%SG (Mortar) lit ପ୍ରତି 1gm ବା
Flubendiamide 20%WG (Takumi )drum ପ୍ରତି 6gm ବା
Novaluron 5.2%+Indoxacarb 4.5%SC (Plethora )lit ପ୍ରତି 1.75ml ବା
Pyriproxifen 5%+Fenpropathrin 15%EC (Sumiprempt ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 1 ଟି ଓ ସଙ୍ଗଆକର୍ଷକ ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।
vayego, movento with lancergold spray karun
2 nd dose coragen
Bhai ahi baigana manji milipariba
ଭେଣ୍ଡି ଏବଂ କଲରା ରେ କଣ spry କଲେ ଭଲ ଗଛ, ଫୁଲ ଏବଂ ଫଳ ହେବ। (କେତେଥର spry କରିବା )
ଫୁଲ ଆସିବା ପୂର୍ବରୁ ବା ସମୟ ରେ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus Lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
Potala ra vitamin or kitnasak
Sir ନମସ୍କାର
ନମସ୍କାର
Sir apononko number diontu
କଳାର ଚାଷ ରେ ଅଣ୍ଡିରା ଫୁଲ ଅଧିକ ଆସୁଛି ଫଳ ଆସୁନି କଣ କଲେ ଫଲ ଆସିବା
Urea ସାର ପ୍ରୟୋଗ ବନ୍ଦ କରନ୍ତୁ।NPK 0:52:34 lit ପ୍ରତି 5gm ହିସାବରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir dhanzyme gold use kaley heba ki @@krushisampada
Phone number skin upper dia
Phone number sir
Jk sed .ghn