Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Bahut bahut dhanyabad sir
ନମସ୍କାର ଆଜ୍ଞା
श्रीଦେଶୀ ପାରିବା ଏବଂ ଧାନ ଷସ୍ୟ ପାଇଁ କିଛି ସୂଚନା ପ୍ରଦାନ କରନ୍ତୁ। ସମ୍ମାନ ର ସହିତश्री ଗୁରୁ ମାତା ପ୍ରକୃତୀ
ଶାଦର ପ୍ରଣାମ,ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ ଅର୍ପଣ କରୁଛୁ। ଆଗକୁ ନିଶ୍ଚୟ ଦେଖି ପାରିବେ।
Nice 👍 🙏
ଧନ୍ୟବାଦ ଆଜ୍ଞା ନମସ୍କାର
Sir satare kana saksham tomato ta June ru neiki October 5masha parjiynta phala utpadana deithae
ନମସ୍କାର ଆଜ୍ଞାଏହା ଆପଣଙ୍କ ଯତ୍ନ ଉପରେ ନିର୍ଭର କରେ
ଧନ୍ୟବାଦ ଆଜ୍ଞା ମୁଁ ଏବେ ଅଭିଳାଷ ଟମାଟୋ କରିଛି
@@Kurefultv ଆଜ୍ଞା ଟମାଟୋ ରେ ପାତ୍ର ପୋଡା ରୋଗ ହୋଇଛି କଣ କରିବି ତାର ଉପାୟ ବତାନ୍ତୁ
@@bishnumajhi455 medicine store ru fungicide aniki spary karo
Avilash phala utpadana kemiti hela
Thanks 👍
Bhl lagla bhai
ଧନ୍ୟବାଦ ଆଜ୍ଞା
Bahut janbar k paelu sir🙏🙏🙏
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
seminis ra abhilas ebe kale heba kini sir.
abhilash karle heba je
ନମସ୍କାର ଆଜ୍ଞା, ଏବେ କାହିଁକି ସଵୁ ଋତୁ ରେ କରି ପାରିବେ।
US 1508 best Tomato 🍅🍅🍅
Thanks
Syngenta tomato abhinav kisam manji kemiti paiparubu
ଦାଦା ଜୁହାର ଲହ ଟମାଟ ର ଟପ୍ ଭେରାଇଟି ର ଭିଦିଓ ଟିଏ
ଆଗକୁ ଦେଖି ପାରିବେ
Video ek number heaichey se gapa Bali bhabicha ni suna
Wow sir
Sir e due verity "Abhilas & Sakhayam" ra tomato kebe palha pakale heba je jun July re baharba
ନମସ୍କାର ଆଜ୍ଞା, ଆପଣ ମାର୍ଚ୍ଚ ମାସ ଶେଷ ରେ ପକାନ୍ତୁ, ଜୁନ୍ ସୁଦ୍ଧା ଅମଳ ସମୟ ହେବ।
Ok sir apanakar mobile number tike daun
sir ebe pallaha pakale bahut garam heba j khara re fulfal raheba ta
ନମସ୍କାର ଆଜ୍ଞା,ଖରା ସହି ପାରୁଥିବା କିସମ ଏଥିପାଇଁ ବ୍ୟବହାର କରିବା ଠିକ୍।
Syngenta tomato abhinav manji miliba
ନମସ୍କାର ଆଜ୍ଞାପ୍ରଥମେ ଆପଣ ପାଖ ଵଡ ବିହନ ଦୋକାନ ରେ ପାଇ ପାରିବେ, ନହେଲେ ଅନ୍ ଲାଇନ୍ ରେ ଯୋଗାଯୋଗ କରି ପାରିବେ। ଆପଣ କେଉଁ ଅଞ୍ଚଳର ଜାଣିଲେ, ଆମେ ଆପଣଙ୍କୁ ସାହାଯ୍ୟ କରି ପାରିଵୁ।
Acre prati kete manji abasyak
୧୫୦-୨୦୦ ଗ୍ରାମ ଏକର ଜମି
Tata company ra karle chalba kini sir ?
ନମସ୍କାର, କରି ପାରିବେ କୌଣସି ଅସୁବିଧା ନାହିଁ
December jagale Ken bhereti bhal
ଅଭିଲାଷ୍
Marchi chas vitre tike kahut agyan...
ନମସ୍କାର ଆଜ୍ଞାଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Jhaulia rogara nirakaran kharadhinia tamato
ନମସ୍କାର ଆଜ୍ଞା, ପ୍ରଥମ 2ଟି କୁ ଆପଣ ନେଇ ପାରିବେ।
All season seed kenta
ନମସ୍କାର ଆଜ୍ଞା,ଅଭିଲାଶ ସଵୁ ସିଜନ୍ ରେ କରିବା ଭଲ
Syngenta sahu 3251desembar 15 re nasari pakaele kenta heba
ନମସ୍କାର ଆଜ୍ଞାଯଦି ଖରା ମଝିରେ ଫଳ ଆସିବା କୁ ଚାହୁଁଥିଲେ, ପକାନ୍ତୁ, ନହେଲେ ଖରା ଶେଷ ପାଇଁ ୧୫ ଦିନ ଵିଲମ୍ଵ କରି ପାରିବେ।
Syngenta hardrock
ନମସ୍କାର ଆଜ୍ଞା ଧନ୍ୟବାଦ
Barsha dinia tomato tk kahebe
ନମସ୍କାର ଆଜ୍ଞା, ଆଗକୁ ଦେଖି ପାରିବେ
Hm pakka
Khara dine ken bihan tomato kariba katha
ଦୟାକରି ଭିଡିଓ ଦେଖିବାକୁ ଅନୁରୋଧ
ବର୍ଷା ଦିନିଆ ଟମାଟୋ କେନ୍ ଭେରାଇଟି ଚାଷ କଲେ ଲାଭ ମିଲବା?
ନମସ୍କାର, ଏହା ଉପରେ ଆଧାରିତ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Chhelichash bisayare video gute kara sir
ଧନ୍ୟବାଦ, ନିଶ୍ଚୟ ଆଗକୁ ଦେଖି ପାରିବେ
Mate aponk help darkar achi
ନମସ୍କାର ଆଜ୍ଞାଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
.
ଇ କିସ୍ ମର ବିହନ କେନ୍ ଠାନେ ମିଳୁଛେ
ନମସ୍କାର ଆଜ୍ଞା,ପାଖ ବଡ଼ ବିହନ ଦୋକାନ, ନହେଲେ ଅନଲାଇନ୍ ରେ ମଧ୍ୟ ପାଇ ପାରିବେ।
ଭାଇ ଖାଲି ଗପ କହିଲା ପରି ଲାଗୁଛି ଭିଡିଓ ଛୋଟ କର
ଧନ୍ୟବାଦ ଆଜ୍ଞା ନମସ୍କାରଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ
Sahoo ଏବେ ତଳି ପକାଇଲେ ହେବ
ନମସ୍କାର ଆଜ୍ଞା, କାହିଁକି ହେବ ନାହିଁ, ଆରମ୍ଭ କରନ୍ତୁ
Seed ମିଲୁନି ଲୋକାଲ ମାର୍କେଟ re
ଖରା ଦିନିଆ ଟମାଟର ଗଛେ କେତେ ଦିନେ ଥରେ ପାଣି ଦେବାର ଆବଶ୍ୟକତା ଆଏ।
ପ୍ରତି ସପ୍ତାହରେ
Nomar send karta
ଭିଡିଓ ରେ ଦିଆଯାଇଛି
sir, kharatiya cauliflower ra variety kete ta kahun
ନମସ୍କାର ଆଜ୍ଞା,ପୁଷ୍ପା ସ୍ନୋଵଲ୍,ସି ଓ 1,ପୁଷା ଦିପାଳୀ ଏସବୁ ବ୍ୟବହାର କରି ପାରିବେ।
Bahut bahut dhanyabad sir
ନମସ୍କାର ଆଜ୍ଞା
श्री
ଦେଶୀ ପାରିବା ଏବଂ ଧାନ ଷସ୍ୟ ପାଇଁ କିଛି ସୂଚନା ପ୍ରଦାନ କରନ୍ତୁ।
ସମ୍ମାନ ର ସହିତ
श्री ଗୁରୁ ମାତା ପ୍ରକୃତୀ
ଶାଦର ପ୍ରଣାମ,
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ ଅର୍ପଣ କରୁଛୁ। ଆଗକୁ ନିଶ୍ଚୟ ଦେଖି ପାରିବେ।
Nice 👍 🙏
ଧନ୍ୟବାଦ ଆଜ୍ଞା ନମସ୍କାର
Sir satare kana saksham tomato ta June ru neiki October 5masha parjiynta phala utpadana deithae
ନମସ୍କାର ଆଜ୍ଞା
ଏହା ଆପଣଙ୍କ ଯତ୍ନ ଉପରେ ନିର୍ଭର କରେ
ଧନ୍ୟବାଦ ଆଜ୍ଞା ମୁଁ ଏବେ ଅଭିଳାଷ ଟମାଟୋ କରିଛି
ଧନ୍ୟବାଦ ଆଜ୍ଞା ନମସ୍କାର
@@Kurefultv ଆଜ୍ଞା ଟମାଟୋ ରେ ପାତ୍ର ପୋଡା ରୋଗ ହୋଇଛି କଣ କରିବି ତାର ଉପାୟ ବତାନ୍ତୁ
@@bishnumajhi455 medicine store ru fungicide aniki spary karo
Avilash phala utpadana kemiti hela
Thanks 👍
ନମସ୍କାର ଆଜ୍ଞା
Bhl lagla bhai
ଧନ୍ୟବାଦ ଆଜ୍ଞା
Bahut janbar k paelu sir🙏🙏🙏
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
seminis ra abhilas ebe kale heba kini sir.
abhilash karle heba je
ନମସ୍କାର ଆଜ୍ଞା, ଏବେ କାହିଁକି ସଵୁ ଋତୁ ରେ କରି ପାରିବେ।
US 1508 best Tomato 🍅🍅🍅
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Thanks
ଧନ୍ୟବାଦ ଆଜ୍ଞା
Syngenta tomato abhinav kisam manji kemiti paiparubu
ଦାଦା ଜୁହାର ଲହ ଟମାଟ ର ଟପ୍ ଭେରାଇଟି ର ଭିଦିଓ ଟିଏ
ଆଗକୁ ଦେଖି ପାରିବେ
Video ek number heaichey se gapa Bali bhabicha ni suna
ଧନ୍ୟବାଦ ଆଜ୍ଞା ନମସ୍କାର
Wow sir
Sir e due verity "Abhilas & Sakhayam" ra tomato kebe palha pakale heba je jun July re baharba
ନମସ୍କାର ଆଜ୍ଞା, ଆପଣ ମାର୍ଚ୍ଚ ମାସ ଶେଷ ରେ ପକାନ୍ତୁ, ଜୁନ୍ ସୁଦ୍ଧା ଅମଳ ସମୟ ହେବ।
Ok sir apanakar mobile number tike daun
sir ebe pallaha pakale bahut garam heba j khara re fulfal raheba ta
ନମସ୍କାର ଆଜ୍ଞା,ଖରା ସହି ପାରୁଥିବା କିସମ ଏଥିପାଇଁ ବ୍ୟବହାର କରିବା ଠିକ୍।
Syngenta tomato abhinav manji miliba
ନମସ୍କାର ଆଜ୍ଞା
ପ୍ରଥମେ ଆପଣ ପାଖ ଵଡ ବିହନ ଦୋକାନ ରେ ପାଇ ପାରିବେ, ନହେଲେ ଅନ୍ ଲାଇନ୍ ରେ ଯୋଗାଯୋଗ କରି ପାରିବେ। ଆପଣ କେଉଁ ଅଞ୍ଚଳର ଜାଣିଲେ, ଆମେ ଆପଣଙ୍କୁ ସାହାଯ୍ୟ କରି ପାରିଵୁ।
Acre prati kete manji abasyak
୧୫୦-୨୦୦ ଗ୍ରାମ ଏକର ଜମି
Tata company ra karle chalba kini sir ?
ନମସ୍କାର, କରି ପାରିବେ କୌଣସି ଅସୁବିଧା ନାହିଁ
December jagale Ken bhereti bhal
ଅଭିଲାଷ୍
Marchi chas vitre tike kahut agyan...
ନମସ୍କାର ଆଜ୍ଞା
ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Jhaulia rogara nirakaran kharadhinia tamato
ନମସ୍କାର ଆଜ୍ଞା, ପ୍ରଥମ 2ଟି କୁ ଆପଣ ନେଇ ପାରିବେ।
All season seed kenta
ନମସ୍କାର ଆଜ୍ଞା,ଅଭିଲାଶ ସଵୁ ସିଜନ୍ ରେ କରିବା ଭଲ
Syngenta sahu 3251desembar 15 re nasari pakaele kenta heba
ନମସ୍କାର ଆଜ୍ଞା
ଯଦି ଖରା ମଝିରେ ଫଳ ଆସିବା କୁ ଚାହୁଁଥିଲେ, ପକାନ୍ତୁ, ନହେଲେ ଖରା ଶେଷ ପାଇଁ ୧୫ ଦିନ ଵିଲମ୍ଵ କରି ପାରିବେ।
Syngenta hardrock
ନମସ୍କାର ଆଜ୍ଞା ଧନ୍ୟବାଦ
Barsha dinia tomato tk kahebe
ନମସ୍କାର ଆଜ୍ଞା, ଆଗକୁ ଦେଖି ପାରିବେ
Hm pakka
Khara dine ken bihan tomato kariba katha
ଦୟାକରି ଭିଡିଓ ଦେଖିବାକୁ ଅନୁରୋଧ
ବର୍ଷା ଦିନିଆ ଟମାଟୋ କେନ୍ ଭେରାଇଟି ଚାଷ କଲେ ଲାଭ ମିଲବା?
ନମସ୍କାର, ଏହା ଉପରେ ଆଧାରିତ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Chhelichash bisayare video gute kara sir
ଧନ୍ୟବାଦ, ନିଶ୍ଚୟ ଆଗକୁ ଦେଖି ପାରିବେ
Mate aponk help darkar achi
ନମସ୍କାର ଆଜ୍ଞା
ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
.
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
ଇ କିସ୍ ମର ବିହନ କେନ୍ ଠାନେ ମିଳୁଛେ
ନମସ୍କାର ଆଜ୍ଞା,ପାଖ ବଡ଼ ବିହନ ଦୋକାନ, ନହେଲେ ଅନଲାଇନ୍ ରେ ମଧ୍ୟ ପାଇ ପାରିବେ।
ଭାଇ ଖାଲି ଗପ କହିଲା ପରି ଲାଗୁଛି ଭିଡିଓ ଛୋଟ କର
ଧନ୍ୟବାଦ ଆଜ୍ଞା ନମସ୍କାର
ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ