ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିବ ଛାତ୍ର କଂଗ୍ରେସ | ASPN News

Поделиться
HTML-код
  • Опубликовано: 7 июл 2024
  • କୁଆଡେ ଗଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ , ରାଜ୍ୟ ସାରା ବୁଲିକି ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହି ବାହାଦୁରି ମାରୁଛନ୍ତି କିନ୍ତୁ ଏପଟେ କେନ୍ଦ୍ରପଡା ଅଶାନ୍ତ ହୋଇପଡିଲାଣି | ଯଦି ଆଗକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରପଡାରେ କୌଣସି ଆକ୍ସନ ନନିଅନ୍ତି ତେବେ ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିବ ଏବଂ କେନ୍ଦ୍ରପଡା ଜିଲ୍ଲାରେ ବିଜେପି ଏବଂ ବିଜେଡି ର କୌଣସି ବିଧାୟକ ମନ୍ତ୍ରୀଙ୍କୁ ପୁରେଇ ଦିଆଯିବ ନାହିଁ ଏବଂ ପରବର୍ତ୍ତୀ ସମୟରେ ଯଦି କୌଣସି ଲ ଏବଂ ଅର୍ଡର ହୁଏ ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ମହୋଦୟ ଦାୟୀ ରହିବେ |
    #aspnnews #kendrapara #odishacongress #mohanmajhi

Комментарии • 1