Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
very nice sir,,
Marjjn particular kete chhadiba
@@JyotshnamayeeNayak-j1d ଆଗ କଟିଙ୍ଗ ପାଇଁ 1.5 ହିଁ ଛଡ଼ାଯିବ କାରଣ shoulder ରେ ଭି ପଟି ରେଡି ଓ ଜଏଣ୍ଟ ରେ ସିଲେଇ ପାଇଁ
Bhai 32 ra frant cotting ki
ହଁ
Vai valse bujhi hei jauchi mu adha sikhi galini but video tike clear asuni sethi pain tike try karantu vdo jemiti clear asiba
@@Mamunsoulmate ହୋଉ ନିଶ୍ଚୟ କରିବି
Bhai 32 na. 34 bujhau chanti bujhe hauni bhaiKuhantu
Sir bughi hela nahi
Sabu blouse pai setar paint kemiti bahariba
ସବୁ ବ୍ଲାଉଜ ପାଇଁ ଛାତି ର 4 ଭାଗ ରୁ ଏକ ଭାଗ ହେବ ସେଣ୍ଟର ପଏଣ୍ଟ
@@Maheshtutorial dhanyabad sir
Sir fast part
ଭିଡ଼ିଓ କୁ ଭଲଭାବରେ 2,3ଥର ଦେଖିଲେ ବୁଝିପାରିବେ
ମୁଁ ଶିଖିବା ପାଇଁ ଚାହୁଁଚି
Sir app Bhubaneswar re sikhouchanty ki please kuhantu
ମୋ ଘର ଯାଜପୁର
ମୁଁ ବୁଝିଗଲିସାର୍
ବୋହୋତ ଭଲ ଆଗକୁ ଆହୁରି କଟିଙ୍ଗ ଭିଡ଼ିଓ ଉପଲୋଡ଼ କରିବି ଦେଖି ଶିଖିଵ.
Disa Jauni Bhai kemera tike pakaku kara
ଆସନ୍ତା କାଲି ଭିଡ଼ିଓ ଆପଣ ମାନଙ୍କ ପାଇଁ ବହୁତ ଦରକାରି ତେଣୁ ଆପଣଙ୍କୁ ଅନୁରୋଧ ଆପଣ ନିଶ୍ଚିତ ଦେଖିବେ. କାରଣ ବ୍ଲାଉଜ କଟିଙ୍ଗ କରିବାର ସହଜ ଓ ସରଳ ଉପାୟ କହିବି.
@@MaheshtutorialOK
Sar kete time re class karucha sms kara
Sar sirial calls karuchanti ki
Mate bahuta echaa hauchi
Mundare kichi pasun sir😂
ଏହି ଭିଡ଼ିଓ କୁ 2,3 ଥର ଦେଖିଲେ ବୁଝିପାରିବେ
@@MaheshtutorialThik kahile sir
Sir gote question chest 38rahiba length ready 15rahiba ta, v pati Kete neba front deep Kete nebi please kahibe
38"size blouse cutting ପାଇଁ v ପଟି ପାଇଁ 3.5"ନେବ. 6.5"front deep ନେଲେ ବ୍ଲାଉଜ ଭଲ ଫିଟିଙ୍ଗ ହବ.
Shoulder 14 15ଥିଲେ କେତେ ନେବା
Shoulder 14 ଥିଲେ 14/2=7-1.5=5.5 ଏହି ସୂତ୍ର କୁ କେବଳ ଡବଲ କଟୋରି ବ୍ଲାଉଜ ପାଇଁ ବେଭାହାର କରି ବ୍ଲାଉଜ କାଟିପାରିବ. କିନ୍ତ princess cut blouse ପାଇଁ କାନ୍ଧ 14,15 ଥିଲେ ତାକୁ 14/2=7,15/2=7.5 ଏହି ପରି ମାପରେ ବ୍ଲାଉଜ କଟାଯିବ.
@@MaheshtutorialDeep neck thile Prince Cut blouse re kan 7inch rahiba ki
ସାର କେତେ ବେଳେ ଶିଖାଉଛନ୍ତି।ଜଣାଇବେ
ମୁଁ କେବଳ ofline class କରୁଛି କିନ୍ତୁ ସବୁ ଭିଡ଼ିଓ କୁ ମୋ ଚାନେଲ ରେ ଉପଲୋଡ଼ କରୁଛି, ଆପଣ ସେଇ ଭିଡ଼ିଓ ରୁ ଦେଖି ଲେ ସବୁ ଶିଖି ପାରିବେ. ଯାହା ନବୁଝି ପାରିବେ ମୋତେ call କରନ୍ତୁ -9658690246 ରେ.
@@MaheshtutorialThank you
30 saij ra coting cotory saijkete haba sir
5"ହେବ
@@Maheshtutorial ok sir
very nice sir,,
Marjjn particular kete chhadiba
@@JyotshnamayeeNayak-j1d ଆଗ କଟିଙ୍ଗ ପାଇଁ 1.5 ହିଁ ଛଡ଼ାଯିବ କାରଣ shoulder ରେ ଭି ପଟି ରେଡି ଓ ଜଏଣ୍ଟ ରେ ସିଲେଇ ପାଇଁ
Bhai 32 ra frant cotting ki
ହଁ
Vai valse bujhi hei jauchi mu adha sikhi galini but video tike clear asuni sethi pain tike try karantu vdo jemiti clear asiba
@@Mamunsoulmate ହୋଉ ନିଶ୍ଚୟ କରିବି
Bhai 32 na. 34 bujhau chanti bujhe hauni bhai
Kuhantu