ନିଡ଼କୁ ଫେରିଯିବେ ବୋଲି ଟେନସନରେ ନବୀନ ! || Naveen Patnaik || BJD Leaders || Odisha Reporter

Поделиться
HTML-код
  • Опубликовано: 6 ноя 2024

Комментарии • 162

  • @UpendraBehera-o1z
    @UpendraBehera-o1z Месяц назад +49

    24ବଷ‌ ଧର ନବୀନ ପଟ୍ଟନାୟକ କୁଆଡେ ଥିଲେ । କାଚ ଘରେ ବସି ନାଟକ ଦେଖୁଥିଲେ । ନବୀନ ଗେଟ୍ ମନା ଥଲା । ଏବେ ଖାଲି ବାହାନା ।

  • @jayhind6187
    @jayhind6187 Месяц назад +24

    ଓଡିଶା ପାଇଁ ଆଉ ଆଁଚ଼ଳିକ ଦଳର ଆବଶ୍ୟକ ନାହିଁ BJP vs Congress

  • @ajayabehera155
    @ajayabehera155 Месяц назад +39

    ନବୀନ ପଟ୍ଟନାୟକ ସାର୍ ଅତୀତରେ ବହୁ ନେତା ଙ୍କୁ ଲୋଭ ଦେଖାଇ ନିଜ ଦଳରେ ସାମିଲ କରି ଥିଲେ

  • @ashokkumarsahoo7372
    @ashokkumarsahoo7372 Месяц назад +14

    ଏମାନେ ବା ନିଜ ସ୍ଵାର୍ଥ ପାଇଁ ବିଜେଡି କୁ ଆସିଛନ୍ତି

  • @Official_Khusi1
    @Official_Khusi1 Месяц назад +33

    5ବର୍ଷ ଯାଙ୍କେ ଥିଲେ ସିନା ସରକାର ଗଢ଼ିବା କଥା ଭାବିବ 😂 ଆଉ ଥିବ ଯେ ସୁନୂପମ୍ପୁଡ଼ି ଖାଇବ😂😂

  • @chhabindramansingh73
    @chhabindramansingh73 Месяц назад +24

    ଡ଼ଙ୍ଗା ବୁଡି ବୁଡି ଜାଉଛି ଯାତ୍ରୀ କମିଯାଉଛନ୍ତି ବେପାର ନାଇଁ bjd ର, ନବିନା ଏକ ପିଟିମରା ଲୋକ ଖୋଜି ଦେଖ

  • @bibhutiparida4870
    @bibhutiparida4870 Месяц назад +11

    ସେତେବେଳେ କାହାକୁ ଦେଖା କରିବାକୁ ଦେଉ ନଥିଲେ , ଏବେ ଅକଳରେ ପଡ଼ି ନିଜେ ଦେଖା ଦେଉଚନ୍ତି। ସେତେବେଳେ ଅସୁସ୍ଥ ଥିଲେ , ଏବେ ପଦରୁ ଗଲାପରେ ସୁସ୍ଥ ଅଛନ୍ତି । ତେବେ ଏଇ ଭଳି ସୁସ୍ଥ ରୁହନ୍ତୁ ।

  • @sangramkishoredasdas2424
    @sangramkishoredasdas2424 Месяц назад +1

    ସବୁଠାରୁ ସୁବିଧାବାଦୀ ନେତା ହେଉଛନ୍ତି ନବୀନ ପଟନାୟକ ।

  • @sabyasachimahala7020
    @sabyasachimahala7020 Месяц назад +5

    ଆଗରୁ 24 ବର୍ଷ କୁଆଡେ ଥିଲେ, ଓଡିଶା r ଲୋକେ ବିଜୁ pattnaik ଙ୍କ ପୁଅ ହିସାବରେ ଭଲ ପାଇ ତାଂକୁ କ୍ଷମତା ଦେଇଥିଲେ, କିନ୍ତୁ ସେ ବେଇମାନି କରି ଓଡିଶା ଲୋକଙ୍କୁ, ଜଣେ ତାମିଲ କୁ କ୍ଷମତା ଦେଇ ଏକ ଛତ୍ର ଶାସନ କରୁ ଥିଲେ, ଓଡିଶା ଲୋକ ଠକି ଶିକ୍ଷା ଦେଇଛନ୍ତି, ବଞ୍ଚି ଥିବା ଅବସ୍ଥାରେ ମୋହନ ସରକାର କିପରି ଦକ୍ଷତା ର ସହ କାମ କରୁଛନ୍ତି, ତାହାରି ପ୍ରଭାବରେ ଏବେ nua🥲ନାଟକ ଆରମ୍ବ କରୁଛନ୍ତି, ମାତ୍ର ଓଡ଼ିଆ ଲୋକ ଆଉ କ୍ଷମା ଦେବେ ନାହିଁ, ଜୟ ଓଡିଶା

  • @suryakantamahunta653
    @suryakantamahunta653 Месяц назад +6

    ଆଗରୁ ତ କାଇଁ କାହାକୁ ଦେଖା ଦେଉ ନ ଥିଲେ ଓହୋ ପାଣ୍ଡିଆନ୍ କୁ ଡରିକି। ଏବେ ବୁଧି ଦିଶିଲା। 😂

  • @chaturamahanta013
    @chaturamahanta013 Месяц назад +4

    ନବୀନ ସରକାର ର କଳା କାରନାମା ଅଧିକ ହେବା ପରେ ନେତୃବର୍ଗ ନିଜ ଭବିଷ୍ଯତ ପାଇଁ ଦଳ ଛାଡି ଚାଲି ଯାଉଛନ୍ତି। ଏହା କୌଣସି ଖରାପ କଥା ନୁେହଁ। ଏପରି ନିୟମ ରହଛି।

  • @SankarsanSahoo-b4b
    @SankarsanSahoo-b4b Месяц назад +2

    ଚାଟୁ କାରିତା ବନ୍ଦ କର ତମ ମାଲିକର କଳା ସାମ୍ରାଜ୍ୟ ଏବେ ସୁରକ୍ଷିତ ଅଛି

  • @lokanathjena1868
    @lokanathjena1868 Месяц назад +1

    ଟେଣ୍ଟ୍ ବାନ୍ଧି, ଲୋକଙ୍କୁ ପାଣ୍ଡିଆ ପାଖରେ ପହଞ୍ଚାଇବାକୁ, ତଳେ ବସି ତାଳି ମାରିବା କେତେ ଖୁସି,ଆଉ କଣ ଫେରିବ ।

  • @PratapMajhi-y5b
    @PratapMajhi-y5b Месяц назад +2

    ସିନ୍ଦୂର ଠପା ଛୋଟିଆ ହେଉଛି କାରଣ

  • @brajakishorepadhi4022
    @brajakishorepadhi4022 Месяц назад +3

    ବିଷଧର ସର୍ପ କୁ ବିଶ୍ବାସ କରାଯାଇ ପାରେ କିନ୍ତୁ ନବୀନ ପଟ୍ଟନାୟକ କୁ ନୁହେଁ। ନବୀନ ପଟ୍ଟନାୟକ ଯଣେ ଛଳନା ଯୁକ୍ତ କ୍ଷମତାଲିପସୁ ବୁଢା। ନବୀନ ନିବାସ ନୁହେଁ ନବୀନ ବିଳ। ନବୀନ କୁ ଦେଖୀ କଲେ କଣ ବାଳ ମିଳିବ। ନବୀନ ଟାଉଟର ନେତା ତିଆରି କରୀଚି। ସୁବିଧାବାଦୀ ଏକ ନଂବର କୁକୁର ନବୀନ ବୁଢା।

  • @mamatapatra3774
    @mamatapatra3774 Месяц назад +2

    ନବି ନିଆଉ ବଚ଼ିବନି ୫ବରସ

  • @rameswar3765
    @rameswar3765 Месяц назад +1

    ମୁଁ ଅହଙ୍କାର ଟା ଅତି ରୁ ଇତି ହବ ।

  • @manasbehera90
    @manasbehera90 Месяц назад +2

    ଯେ ପଞ୍ଚେ ପରର ମନ୍ଦ ତାପାଇଁ ଅଛନ୍ତି ଓଡିଶା ଲୋକ 🙏

  • @Amaodishanabinodisha-y5r
    @Amaodishanabinodisha-y5r Месяц назад +1

    ନବିନ ଠିକ୍ କହିଛନ୍ତି ଅପେକ୍ଷା କର କିଏ କାହା କତିକି ଜିବ ଗୋଦି ମିଡିଆ ଜାଣି ପାରିବେ

  • @trilochanpradhan2212
    @trilochanpradhan2212 Месяц назад +8

    2029 Bela ku pura budi jaithiba

  • @sanjaykumarkar6564
    @sanjaykumarkar6564 Месяц назад +4

    ଆଉ ଦୁଇ ଦିନ ବଞ୍ଚିବ ସେ କହୁଛି ମୋ ଦୁଆର ସବୁ ବେଳେ ଖୋଲା

    • @anuanushka2003
      @anuanushka2003 Месяц назад

      @@sanjaykumarkar6564 samaadhi heijaithhiba

  • @duryodhanmahanta7766
    @duryodhanmahanta7766 Месяц назад +3

    ବିଜେଡି ବୁଡି ବୁଡି ଆସୁଛି।

    • @userskmohanty87
      @userskmohanty87 Месяц назад

      ସମୟ କୁ ଅପେକ୍ଷା କର

  • @hrusikeshmahapatra6735
    @hrusikeshmahapatra6735 28 дней назад

    ସାରଦା ବାବୁ ଓଡ଼ିଆ ଜାତିକୁ ଜଣାନ୍ତୁ ନବୀନ ପଟ୍ଟନାୟକ କଣ ସୁବିଧା ନେତା ନହୁନ୍ତି କି

  • @bibhuprasadjena2346
    @bibhuprasadjena2346 Месяц назад

    ଜୟ ନବୀନ ଜୟ 🙏🏻🙏🏻💚💚💚

  • @SumantaKumarPradhan-dm1tk
    @SumantaKumarPradhan-dm1tk Месяц назад +2

    ଆଗେ କୁହ ନବୀନଙ୍କ ଉତ୍ତରାଧିକାରୀ କିଏ.?😂

  • @biranchi2229
    @biranchi2229 Месяц назад +3

    ସମ୍ଭବ ନୁହେଁ

  • @sagarnaik5508
    @sagarnaik5508 Месяц назад +2

    BJD has gone, not will return,

  • @fakiradikhit848
    @fakiradikhit848 Месяц назад +7

    Nabeen pandian ku guli kara.

  • @bijayswain4460
    @bijayswain4460 Месяц назад +2

    2029 re au BJD rahile hela.

  • @MrTdas-d6b
    @MrTdas-d6b Месяц назад

    ନିଜ ଦାୟିତ୍ୱ ତୁଲାନ୍ତୁ ବିଧାନସଭା ଆସ ନିଜ ଅଞ୍ଚଳର ସମସ୍ୟା କୁ ନେଇ ବିଧାନସଭା ରେ ଉପସ୍ଥାପନା କର ଓଡିଶା ବୁଲିବା ଦରକାର ନାହିଁ ଯେତେବେଳେ ସରକାର ଥିଲେ ବୁଲୁନଥିଲେ ଏବେ କଣ ହେବ

  • @srustidhardey5817
    @srustidhardey5817 Месяц назад +1

    Only BJP leader best

  • @satyapriyaswain8110
    @satyapriyaswain8110 Месяц назад +3

    Na rahiba bausa na bajiba baisi
    BJD Dala ra samaya sari sari asuchi

  • @abhimanyurout4574
    @abhimanyurout4574 Месяц назад

    ଓଡ଼ିଶାରେ, ନବୀନ ବାବୁଙ୍କ ଠାରୁ,ବେଶି ଖରାପ,କେ୍ହିନାହାନ୍ତି

  • @rabikumarmohanty912
    @rabikumarmohanty912 Месяц назад +1

    ଆଉ ବାଳ ଅଛି

  • @swadhikarbetaj3768
    @swadhikarbetaj3768 Месяц назад

    ଏଣିକି ନବୀନ ପଛରେ କୀଳାଟା ଭଲଭାବେ ପସିଛି।

  • @userskmohanty87
    @userskmohanty87 Месяц назад

    ଯଉ ମାନେ ବି ଜେ ପି କୁ ଯାଇଛନ୍ତି ସେମାନେ ବହୁତ ପସେତିଛନ୍ତି

  • @iloveodisha6003
    @iloveodisha6003 Месяц назад +1

    ଇରାନୀ ରାୟ, ଭୃଗୁ ବକ୍ସ ପାତ୍ର, ଲେଖାଶ୍ରୀ ମ୍ୟାଡ଼ାମ ବିଜେପି କୁ ଫେରିଆସନ୍ତୁ ଆପଣ ମୂଳ ବିଜେପି ଲୋକ

  • @BharatSabar-if2xj
    @BharatSabar-if2xj Месяц назад +1

    Mukhyamantri nuhe purbatan cm kaha

  • @abhimanyurout1930
    @abhimanyurout1930 Месяц назад +1

    Aue kichi habani tamr

  • @GourahariSamantaray-cj6ln
    @GourahariSamantaray-cj6ln Месяц назад +2

    ସୁବିଧା ବାଦି ନେତା ଙ୍କୁ ସୁବିଧା ବାଦି କଥା କହିଲେ

    • @prakashnayak5902
      @prakashnayak5902 Месяц назад

      ବାଃ ବାଃ ଭାଇ କି ଲେଖିଛ , ଚମତ୍କାର ,

  • @brajakiahordalai599
    @brajakiahordalai599 Месяц назад

    ଆରେ ତମେ ଭୋଟ ପାଇ ଯିତିଛ ନା ଜାଲିଆତି କରି
    ନବୀନ ନବୀନ ହୋଇ କଣ ତମ ପ୍ରାଣ ବାୟୁ ଉଡ଼ିଯିବକି

  • @gudubadajenagudu8750
    @gudubadajenagudu8750 Месяц назад +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @muralidharbiswal7409
    @muralidharbiswal7409 Месяц назад

    ସୁନ୍ଦର କଥା.

  • @bshomedia8204
    @bshomedia8204 Месяц назад +5

    Madam agaru kete thara veta karithila

  • @SuriyaMurmu-p4p
    @SuriyaMurmu-p4p Месяц назад +1

    Odisha. Bjd. Vote. For. No. Chans. That. Kriminal. Biju. Janta. Dal

  • @prasantapanda1703
    @prasantapanda1703 Месяц назад +6

    ଆଉ ବାଳ ଅଛି ଯେ ସୁନୁପାମ୍ପଡି ଖାଇବ, ଓଡିଶାକୁ ଖାଇ ଖାଇ ପୁରା ଖୋଳ କରି ଦେଇଛ ପୁଣି ଆହୁରି ଲୋଭ ଅଛି, ଭଲ କାମ କରିଥିଲେ ତମେ ପୁଣି ସରକାରକୁ ଫେରିଥାନ୍ତ କିନ୍ତୁ ଯେତେ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ନାରୀ ନିର୍ଯାତନା ଗୁଣ୍ଡାଗିରି ଆଇନ ଅମାନ୍ୟ ହିନ୍ଦୁବିରୋଧୀ କାମ କରିଛ ତମ ଦଳ ହିଁ ଆଉ ରହିବ ନାହିଁ

  • @SMILAN_143
    @SMILAN_143 Месяц назад

    ଏମିତି ଚାଲେ ରାଜନୀତିରେ ଏଥିରେ ଅଧିକା କଣ କହିଲ 😂😂😂

  • @anitadas7277
    @anitadas7277 Месяц назад

    Thank many many thnxx Sarada Vai..

  • @chaitanmurmu8410
    @chaitanmurmu8410 Месяц назад

    ମାଡାମ କାଲି ତମେ ବି ଛାଡି ବେ ବିଜେଡି ଦଳ

  • @thanadisari9173
    @thanadisari9173 Месяц назад

    ଏବେ ଆଉ କିଛି କରିପାରିବେ ନାହିଁ କିଛି ନେତା କରିନାହାନ୍ତି ନବିନ ବବି ଓ ପାଣ୍ଡୁ ଙ୍କୁ ନେତା କରିଥିଲେ ଏ ହାକୁ ଛାଡ଼ bjp ରେ ଚାଲ ଜୟ sri ରାମ

  • @birakishoresahoo3080
    @birakishoresahoo3080 Месяц назад +1

    NabinPattnaik kebe bhabinathile epari abastha tankar heba?.

  • @rajendrabiswal7515
    @rajendrabiswal7515 Месяц назад

    Jay Naveen 🙏

  • @SubhasisaSahu
    @SubhasisaSahu Месяц назад +1

    Lekhasree Nani kuade gale

  • @RojaliniJena-gc8gy
    @RojaliniJena-gc8gy Месяц назад

    Naveen jitiba

  • @prafullamohantakumar8941
    @prafullamohantakumar8941 Месяц назад

    ଦଳ ଭାଙ୍ଗି ଗଲାଣି

  • @umeshKumar-008
    @umeshKumar-008 Месяц назад

    ତମ ଦଳ ଶେଷ ଅବସ୍ଥା ତାକୁ ଭରସା ନାହିଁ

  • @କଳ୍କୀ
    @କଳ୍କୀ Месяц назад +1

    BJP ହଟେଇବା ପାଇଁ କିଏ କିଏ ଷଡ଼ଯନ୍ତ୍ର କଲେଣି ଗୋଧୀ ମିଡ଼ିଆ କଣ ଖବର ପାଇନି

  • @aksahoo346
    @aksahoo346 Месяц назад +2

    Mariba parjyanta jitithante. Seita helanahi. Subidhabadi neta aamara thile nabin babu odisa basi nku durnitira upaharadeichanti matha mandira ku vangi chanti. Ahipari aneka katha kahile bahi hoijiba. Vul karichanti bolii anuvaba karantu

  • @anuanushka2003
    @anuanushka2003 Месяц назад +2

    Aau swopna dinare dekhani nabina babunkara 5year belaku akha chaka huguli jaaethhiba

  • @dasharathiroutray7176
    @dasharathiroutray7176 Месяц назад +2

    Power hungry ????

  • @haraprasadmahanta4657
    @haraprasadmahanta4657 Месяц назад

    ସବୁ ନେତା ଚୋର ଟାଉଟର ଦଲାଲ ବାହାରୁଛନ୍ତି

  • @tapankumarsahoo9302
    @tapankumarsahoo9302 Месяц назад

    Good 👍

  • @sibasankarsamal3514
    @sibasankarsamal3514 Месяц назад +1

    😂😂25 barsa hela door kn pain close thila😂😂

    • @prakashnayak5902
      @prakashnayak5902 Месяц назад

      ପଣ୍ଡିଆନ ଲକ୍ ପକାଇ ଥିଲା , ଏବେ ସେ ଯାଉନୁ ତାଲା ଭଙ୍ଗା ଯାଇ door open କରାଯାଇଛି,

  • @krushnachandrasahoo8647
    @krushnachandrasahoo8647 Месяц назад

    ଅଭଡ଼ା ପାଣୀଦିଅ

  • @sumantabehera7642
    @sumantabehera7642 Месяц назад

    Jay nabin Babu

  • @Rudransh4949
    @Rudransh4949 Месяц назад

    ତୁମେ ମାନେ ସବୁ ଭାରି ଭଦ୍ର ନେତା
    ତୁମେ ମାନେ ତ ପୁଣି ଗୋଟିଏ ଦଳ ରୁ ଆଉ ଗୋଟେ ଦଳ କୁ ଆସିବ

  • @aratiparida2736
    @aratiparida2736 Месяц назад

    Just wait 5 year.....❤❤❤❤❤

  • @Rajashek-d6u
    @Rajashek-d6u Месяц назад

    Bjd..jinda.bad.jay.nabin..

  • @arabindabiswal7609
    @arabindabiswal7609 Месяц назад

    ତୁମେ ସବୁ ଲୁଟେରା ଗୁଡାକ ଆଉ କଣ କରିବ ❤

  • @TapankumarPattanayak
    @TapankumarPattanayak Месяц назад

    ଲାଜ ନାହିଁ ତୁମକୁ

  • @sunilrauto5923
    @sunilrauto5923 Месяц назад

    Nabin 2024 ପୂର୍ବରୁ କଣ ପାଇଁ ଦେଖା କରୁ ନ ଥିଲେ ହାରିବା ରୁ ବୁଦ୍ଧି ଆସିଲା କି,, ଆଉ ପାଣ୍ଡୁ କୁଆଡେ ଗଲେ

  • @adityasahoo3285
    @adityasahoo3285 Месяц назад

    Bjd, nahin, kama, dbani

  • @SANATANMALLICK-jm7qe
    @SANATANMALLICK-jm7qe Месяц назад

    Bjd budijiba

  • @aratiparida2736
    @aratiparida2736 Месяц назад

    Just wait

  • @Rajanibiswal2024
    @Rajanibiswal2024 Месяц назад

    147_51 ମନ୍ତ୍ରୀ ହୋଇ ସାରିଛନ୍ତି ଆଉ ବାକି ରହିଲା ଯାହା ଏମାନଙ୍କୁ ମନ୍ତ୍ରୀ ପଦ ବାଣ୍ଟି ଦେଲେ କାମ ଶେଷ

    • @prakashnayak5902
      @prakashnayak5902 Месяц назад

      ବାଃ !, ରଜନୀ ଭାଇ ବାଃ, ! ଚମତ୍କାର

  • @kamallochannayak9660
    @kamallochannayak9660 Месяц назад

    Agare Nobin DwarKhola Nothila Kahinki ?Jago BJD Jago .

  • @jawaharsahoo6307
    @jawaharsahoo6307 Месяц назад

    MohantaNamahantabedhei

  • @chandrasekharachary8838
    @chandrasekharachary8838 Месяц назад

    ସେତେ ବେଳେ ପାଣ୍ଡୁ ଥୀଲା

  • @DhirendraParida-y2d
    @DhirendraParida-y2d Месяц назад

    Nabina asha chiradinapai ashare rahijiba.

  • @bharatbhusansahoo5413
    @bharatbhusansahoo5413 Месяц назад

    Sunu papadi khaiba

  • @PrinceRaju-v1y
    @PrinceRaju-v1y Месяц назад

    Bjd aau feribani
    Hajijiba

  • @DasD-c8h
    @DasD-c8h Месяц назад

    Au feribani

  • @gudubadajenagudu8750
    @gudubadajenagudu8750 Месяц назад

    Naveen Patnaik 🙏

  • @yogeswarpradhan2689
    @yogeswarpradhan2689 Месяц назад

    Nije kichhi bujhibeni ...... Sabybele kehi janka karhare chalibe... Jetebele pura Odisha kahuthila Pandianku bahara kara setebele kouthi thile Naveen Patnaik

  • @sanatandas5160
    @sanatandas5160 Месяц назад

    Sir age will permit you?

  • @dasharathiroutray7176
    @dasharathiroutray7176 Месяц назад +2

    Bad deeds has been rejected by public. People will decide who are better choice

  • @AnkitKumarBehera-t5g
    @AnkitKumarBehera-t5g Месяц назад

    Agoku kana Heuchhi Dekhiba

  • @shreedharsahu9774
    @shreedharsahu9774 Месяц назад

    Odisha reporter shock 😂

  • @birabhadrabehera1476
    @birabhadrabehera1476 Месяц назад

    Did you meet Nabin Babu before 24 election.

  • @sarojmishra7932
    @sarojmishra7932 Месяц назад

    Hanu sata kahibaku chesta karichhi.

  • @arunkumarbehera9271
    @arunkumarbehera9271 Месяц назад

    Atadino. Jay. Kuadathilo. BJD. Jibo

  • @SubratKumarLenka-cn3bl
    @SubratKumarLenka-cn3bl Месяц назад

    29 ku au nathibaaaa

  • @PrabirDas-u8p
    @PrabirDas-u8p Месяц назад +1

    Bjd ebe mula kha,

  • @bijaykumarrout4161
    @bijaykumarrout4161 Месяц назад

    Pandian comedy nabina farce.lajya

  • @pradipkumarpattanaik7182
    @pradipkumarpattanaik7182 Месяц назад

    Nabin babu agaru pandia gharethile Abe baharaku aseole

  • @DebenderMadhual
    @DebenderMadhual Месяц назад

    Naveen Pattnaik no-1 leader. Bjp aao otv sala chora sabu

  • @damodarmishra1006
    @damodarmishra1006 Месяц назад +1

    Pasa palat raha he .

  • @kailashchandrajena8405
    @kailashchandrajena8405 Месяц назад

    Bjd ahuri. talaku tal jib...odisha loke janilgaleni tumar sampurna Charita...lokanku bahut Thakil....Puni lokanka pakhaku Keun munhare jib...lajyahin.

  • @BuluDalai-zx2un
    @BuluDalai-zx2un Месяц назад

    Nabina babu nka gote bapa gote dala

  • @DasD-c8h
    @DasD-c8h Месяц назад

    Agaru soithila