‘24 ବର୍ଷ ହେଲା କରିଲନି, ଏବେ ପାଠ ପଢ଼ାଉଛ’ || Naveen Patnaik || Minister Suresh Pujari || Odisha Reporter

Поделиться
HTML-код
  • Опубликовано: 19 сен 2024
  • ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ନ୍ୟାୟିକ ତଦନ୍ତ କଥା କହୁଛନ୍ତି, କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା। ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା, ରିପୋର୍ଟ କାହିଁ। ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା। ନବୀନ ଆଦର୍ଶ ଥାନା କରୁଥିଲେ, ଆମ ସରକାର ଆଦର୍ଶ ପୋଲିସ ପାଇଁ ଚେଷ୍ଟା କରିବ। ନବୀନ ଯଦି ତାଙ୍କ ସମୟରେ ବୁଝୁଥାନ୍ତେ, ନାରୀ ନିର୍ଯାତନା ହୋଇନଥାନ୍ତା। ନିଜେ ରାଜଧର୍ମ ପାଳନ କଲେନି, ଏବେ ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Bhubaneswar #SureshPujari #NaveenPatnaik #Bharatpurpolicestation

Комментарии • 49

  • @RanjanKumar-mx1ki
    @RanjanKumar-mx1ki 2 часа назад +10

    ଓଡ଼ିଶାର ସବୁ ବିଭାଗ କୁ surprise visit ର ଆବଶ୍ୟକତା ରହୁଛି ମନ୍ତ୍ରୀ ମାନଙ୍କ ଦ୍ୱାରା l ଆପଣ ରାଜସ୍ୱ ବିଷୟ ରେ କୁହନ୍ତୁ ଓ କାମ କରନ୍ତୁ ପୋଲିସ ପାଇଁ ମୋହନ sir ପଦକ୍ଷେପ ନିଅନ୍ତୁ

  • @sudarsannayak356
    @sudarsannayak356 2 часа назад +17

    ତମେ କର ଓଡିଶା ବାସୀ ଦେଖିଵେ, ଖାଲି ଭାଷଣ ଦରକାର ନାହିଁ

  • @swadhinkumar7425
    @swadhinkumar7425 2 часа назад +4

    Jay Jagannath

  • @jitendersahu8468
    @jitendersahu8468 2 часа назад +4

    ଆପଣଙ୍କ ସରକାର କଣ କରୁଚି

  • @ranjanjena6454
    @ranjanjena6454 2 часа назад +2

    Sir 100 R8 🙏🚩

  • @PramodSahu-vk2fg
    @PramodSahu-vk2fg 57 минут назад +1

    ୨୪ ବର୍ଷ ହେଲା ଶୋଇପଡିଥିଲେ ଏବେ ମୁତିଲା ପରେ ଚେଁ କଲା କୁ ଉଠି ପଡିଛନ୍ତି

  • @sudhakarsahu333
    @sudhakarsahu333 2 часа назад +3

    Guru-chhela koti koti tanka helicopter buli buli katun karuthile .

  • @dolamanidash3014
    @dolamanidash3014 48 минут назад

    Jay ho ...DadaNamaskar

  • @ythutrr4
    @ythutrr4 Час назад +4

    ଉଦାହରଣ ଦିହନାହିଁ କାମରେ କରିକୀ ଦେଖାଅ.....

  • @ARNMKP
    @ARNMKP 2 часа назад +4

    ଯାହା ହେଇଥିଲା ତାହା ଏବେ ସଜାଡ଼ ବେଶୀ ଭାଷଣ ଦିଅ ନାହିଁ।

  • @PradeepKumar19987
    @PradeepKumar19987 Час назад +1

    ଓଡ଼ିଶା ରେ ପୁଲିସ କମ୍ ଅଛନ୍ତି ସେଥି ପାଇଁ କ୍ରାଇମ୍ ହଉଛି police ku ଅଧିକ କାମ ଦିଆ ଯାଉଛି ସେଥି ପାଇଁ police ଲୋକଙ୍କୁ ସହଜୁଗକରୁନି night re

  • @ChandinidasTina
    @ChandinidasTina 2 часа назад +1

    Right bro

  • @AjitKumarSahu-i3h
    @AjitKumarSahu-i3h Час назад +1

    Arathara ku vote paiba.........

  • @janakinayak6576
    @janakinayak6576 2 часа назад +1

    👍👍👍👍👍👍🙏

  • @DhadubandhuLenka
    @DhadubandhuLenka 37 минут назад

    ଡାରତ ମାତା କି ଏଇ ମନ୍ତି କ ହୀଥୀଲେ ଦେସଜାହାଉନତିହବ ଙ୍ଗଙ୍ଗିଇକୁ ଜଣା

  • @deepakkumarrout8007
    @deepakkumarrout8007 2 часа назад +1

    What happened with Governor's son ????? Why police is silent ?

  • @mamatamohapatra8559
    @mamatamohapatra8559 2 часа назад +3

    Right right right

  • @jagatmurmu1403
    @jagatmurmu1403 2 часа назад +3

    Tome koro

  • @motivationalprabina
    @motivationalprabina 5 минут назад

    ନିଜେ ଚଲୁନି ହୋଇ ଛୁଞ୍ଚି କୁ କୁହ ନାହିଁ ।
    ତୁମେ କଣ କରି ପାରିବେ କର ।
    ସେ ବା ପାରିଲେନି ବୋଲି ତୁମକୁ ଲୋକ ବଚିଲେ
    ତୁମ ପୁଣି ନବୀନ ବାବୁ 🙏 ଙ୍କୁ ବାଚୁଚ ।
    ଲଜ୍ଜ୍ୟା ଲାଗୁନି ତୁମକୁ ।
    ଛି , ଥୁ ।

  • @akhaykumarsahoo4390
    @akhaykumarsahoo4390 Час назад

    💯 thik

  • @BikaskumarSwain-jf3em
    @BikaskumarSwain-jf3em 2 часа назад +2

    Hmm Governor pua case kn hela loke dekhichanti sabu ....

  • @udaykumardas248
    @udaykumardas248 Час назад +1

    Time sabu Kari deba

  • @sasmitadas8887
    @sasmitadas8887 Час назад

    Thik katha kahuchhanti sir

  • @scdas01
    @scdas01 2 часа назад +1

    Sri Pujari is doing politics even in this matter. In place of giving any soution to it, he is throwing the blame on to the previous govt. In last one week what has happened in BBSR has never happened earlier. Pujhari-ji be practical, law & order situation is going out of hand. It is not the time for blame game. By counting others failures you cannot mend your failings. And it is not the time. It is not prudent to support police.Our state & it's govt. is in dicussion nationally & internationally for wrong reasons. It's a black spot on our governance. No more dialouge bazi.Admit it. And give a solution if you have or don't appear before media just be seen. ZERO TOLERANCE : it should reflect in action.

  • @rabindrasingh6807
    @rabindrasingh6807 2 часа назад +1

    Katha kuhalia

  • @pabi94
    @pabi94 10 минут назад

    Show your power No more speech mr Minister.

  • @samuelsanjibdrummer9771
    @samuelsanjibdrummer9771 Час назад +1

    Kama Kara history bakhaniki labha nahi

  • @subhabratapanigrahi7809
    @subhabratapanigrahi7809 Час назад +1

    Kahinki gapuchha
    Tumaku lajya lagiba katha power re asiki bi blame karuchha.
    Power re ta BJP achhi kahaku wait karichhi. Jadi bjd MLA past murder re involve then case reopen karuna.
    Khali dahara gapa.
    Totally gote failed govt odisha re chalichhi.
    A govt ra 10 ta kuki neta
    Kehi kahaku sunantini

  • @odiakatha2283
    @odiakatha2283 2 часа назад +3

    ହଁ ହଁ ନବୀନ ପଟନାୟକକୁ ଦୋଷ ଦେବା ଆଗ ବନ୍ଦ କର ସରକାର 100 ଦିନ ହେଇଗଲାଣି ନା ରାଜ୍ୟପାଳ aso ପୀଡିତଙ୍କୁ ନ୍ୟାୟ ଦେଲା, ନ ବଳଭଦ୍ର ରଥରୁ ପଡିବା ତାର କିଛି କଲ , ନା ଏତେ ବଡ ବଡ ଦୁର୍ନୀତି କରିଥିବା ପାଣ୍ଡିଆନ ବିରୁଦ୍ଧରେ କଣ କରୁଛ ଖାଲି ଜିରୋ ଟୋଳେରେନ୍ସ ଗୋଟିୟେ ଗପ ୟେ ବିଜେପି ବାଲାଙ୍କ

  • @user-rh5zt3tz9u
    @user-rh5zt3tz9u Час назад

    ତମେ 4 ମାସ ରେ ଗୋଟେ ବି କିଛି କରିପାରୁନା 100 ଦିନ 100 ଦିନ କହୁଛ ବାଳକୁ ଜାଣୁନା କିଛି ଖାଲି ଆ ଠାରୁ ତା ଠାରୁ ଶୁଣି କହୁଛ ଶଳା 4 ମାସ 8 ଦିନ ହେଲାଣି କଣ କରିଛ କୁହ ଖାଲି ବ୍ଲକ ଜଗୁଛ, ରଙ୍ଗ ଲିଭଉଛ ବାଳ ଟା କଣ କରିଛ

  • @surajitjana7671
    @surajitjana7671 Час назад

    ସବୁ ଏ BJD ର ଦୋଷ

  • @debaranjanmoharana9782
    @debaranjanmoharana9782 Час назад +1

    Ebe tume Kara 100 dina helani para

  • @tusharkantaparida2472
    @tusharkantaparida2472 13 минут назад

    Abe bi seia bhai

  • @jyotisahoo6958
    @jyotisahoo6958 46 секунд назад

    What are you doing sir?Only speech

  • @manascreation8901
    @manascreation8901 2 часа назад +1

    Ebe sasnare tame acha Kan karucha dekhiba ni

  • @RajendraBehera-u5l
    @RajendraBehera-u5l Час назад

    Nabin Amalre sabu thik chalithila ki, Nabin uttar diantu ?

  • @RabindraMandal-h5y
    @RabindraMandal-h5y Час назад

    Ys

  • @surendramoharana6643
    @surendramoharana6643 5 минут назад

    Suresh babu 3month allredy gone bjd agnest re vote dai bjp ku govt karibara sujoga dia jaichi nijey kana karipariba karidekha. Bjd ku dosadaba chhadantu.action nai kamakari dekhantu.

  • @suryakanta4385
    @suryakanta4385 39 минут назад

    Dubble Engine

  • @sudhansu0507
    @sudhansu0507 Час назад

    Egura nabeen Sarkar ra kukarna

  • @sarojpanigrahi3574
    @sarojpanigrahi3574 Час назад

    Bjp duty is blaming others

  • @DhaneshwarMajhi-s3e
    @DhaneshwarMajhi-s3e Час назад

    ସାଧାରଣ ଲୋକଙ୍କ ସହିତ ମିସି ବାକୁ ଚବିଶି ବର୍ଷ ପରେ ମନ ପଡ଼ିଛି।

  • @brahmanandabiswal5036
    @brahmanandabiswal5036 Час назад +1

    24yr.nabina.chora.kukura.ruti.chitifund.tanka.ta.bapara.jayajaganatha.

  • @surendramoharana6643
    @surendramoharana6643 6 минут назад

    Suresh babu 3month allredy gone bjd agnest re vote dai bjp ku govt karibara sujoga dia jaichi nijey kana karipariba karidekha. Bjd ku dosadaba chhadantu.action nai kamakari dekhanti.