Its Centre's NHDM Vs State's BSKY Health Card In Odisha
HTML-код
- Опубликовано: 23 ноя 2024
- Its Centre's NHDM Vs State's BSKY Health Card In Odisha
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishat...
Android App: bit.ly/OTVAndr...
iOS App: bit.ly/OTViOSApp
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ସୁର ଭାଇଙ୍କ କଥା ଏକଦମ ଠିକ୍ ମେଡିକାଲ ଗଲେ ଏସବୁ କାର୍ଡଗୁଡ଼ିକ ର ମୂଲ୍ଯ କିଛି ନାହିଁ.......
ଭାଇ ମାନେ ଏସବୁ କେବଳ ପ୍ରହସନ ଜିଏ ଏହି ସବୁ ସ୍ୱାସ୍ଥ୍ୟ କାଠ ଉପରେ ଭରଷା କରି ମାଗଣା ଚିକିତ୍ସା ଆସାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଜିବେ ତାହେଲେ ସେବା ତ ପାଇବେ ଜାହା ତାହା ଆପଣହିଁ ଜାଣିବେ କିନ୍ତୁ ସେବାର ୧୦ଗୁଣା ହଟହଟା ହେବେ ସବୁ ମାୟାରେ ବାୟା ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ତ ସେଥିପାଇଁ ଏସବୁ ଡ୍ରାମା ଜା ପାଖରେ ଟଙ୍କା ଅଛି ସେ ଉତ୍ତମ ସେବା ପାଇବ ଆଉ ଜିଏ ସ୍ୱାସ୍ଥ୍ୟକାଡ ଧନ୍ଦାରେ ମାଜିବ ଯୋ ଜିତା ଅହି ସିକନ୍ଦର ହୋଇବ। ବାହାରିବ
Yes 💔🙏
ଭାଇ ଜାହାବି କହିଲ ସତ
ଲାସ୍ଟ୍ ଲାଇନ ଟା ଭୁଳ
ଜୋ ଜିତା ବହି ଚନ୍ଦ୍ର ଗୁପ୍ତ ମୋରୟା
ମୁଁ ଭାବିଥିଲି Health id ରେ ମାଗଣା ଚିକିତ୍ସା ହେବ ବୋଲି କିନ୍ତୁ ଏମାନେ ଟଙ୍କା କିଛି ଦେବେନି । ଏପଟେ ନବୀନ କାଡ଼ ରେ ଟଙ୍କା ନାହିଁ ତୁଚ୍ଛା atm । ସେପଟେ କଂଗ୍ରେସ ଲୋକ ଙ୍କ ତଣ୍ଡି ଚିପି ପୁଣି କେମିତି ରୋଜଗାର କରିବ ସେକଥା ଚିନ୍ତା କରୁଛି ।
Hm re vai pura thik point dharichu🤣
Sura Bhai U R Great 👍
କତେ ମିଛ ପ୍ରତିଶୃତି ଦେବେ ଆଉ ସରକାର ସୁଧୁରିଯାଅ ଜନତା ଏଥର ଆମରି ନିଷ୍ପତି ଭାଗ୍ୟକୁ ବଦଳାଇଦେବ 🙏
ବିଜୁ ସ୍ୱାସ୍ଥ୍ୟ କାର୍ଡ ପୁରା ଅଦରକାରୀ medical ରେ ତ କାମରେ ଆସୁନି ଆଉ କଣ ତାକୁ ଭାଜିକି ଖାଇବେ ଲୋକେ😠😠 ଯେତିକି ସବୁ ବେକାର card ସବୁ ଏଇ ନବୀନା ବୁଢାର l😠😠😠
Thik bhai
You are right brother
Right brother
କେଉଁ କାର୍ଡ଼ ଆଗ ହେଲା
ଆୟୁଷ୍ମାନ ଭାରତ ନା ବିଜୁ ସ୍ୱାସ୍ଥ୍ୟ ଯୋଜନା
ଆଗ କେନ୍ଦ୍ର ସରକାର କରିବେ ତାପରେ ରାଜ୍ଯ ସରକାର କରୁଛନ୍ତି
ବିଜୁ ସ୍ୱାସ୍ଥ୍ୟ ଯୋଜନାରେ କେତେ ଜଣ ସୁବିଧା ପାଇଲେଣି ଟିକେ କହିବେକି ରାଜ୍ଯ ସରକାର
Hnnn bhai thik katha
ବିଜୁ ସ୍ବାସ୍ଥ୍ଯ କାର୍ଡ ମୁଣ୍ଡ ତଳେଦେଇ ଶୋଇଲେ ବୋଧେ ରୋଗ ଭଲହୋଇଯିବ ! ମେଡିକାଲରେ ତ କାମରେ ଆସୁନାହିଁ . ବରଂ ଆରମ୍ଭରେ ' ଅଦରକାରୀ ' ଲଗାଯାଇ -
" ଅଦରକାରୀ ବିଜୁସ୍ବାସ୍ଥ୍ଯ କାର୍ଡ " କୁହାଯାଉ !
ସୁର ଭାଇଙ୍କ କଥା ଟା ଠିକ ଖାଲି କାଡ଼ କରିଲେ କିଛି ଲାଭ ନାହିଁ କାମରେ କରିକି ଦେଖାଅ
ପ୍ରାଇଭେଟ ହସ୍ପିଟାଲ ଦ୍ୱାରା କାର୍ଡ ମାଧ୍ୟମରେ ପଇସା ଖାଇବାର ନୂଆ ଯୋଜନା
ନନ୍ ପଲିଟିକାଲର ଦଳ ଗଠନ କରି ସାଧାରଣ ଜନତାଙ୍କୁ ବୁଝାଇବାକୁ ହେବ। ଆୟୁଷ୍ମାନ କାର୍ଡ଼ ଲାଗୁ ପାଇଁ ଆନ୍ଦୋଳନ କରିବାକୁ ପଡିବ । ଲୋକେ ଜାଗ୍ରତ ହେବାର ସମୟ ଆସିଛି।
ଅଦରକାରି ବିଜୁ ସ୍ବାଥ୍ୟ କାର୍ଡ ଜୋଯନା😄😄😄😄😄😄
No bro
@@Its_only_Entertainment yes ..
I have benefited from this yoyona(BSKY) -around 4 lakh
Gote katha kahila bhai 😆
Sura bhai thik kahile
Samastnku 2 taaa jaaka card diyaa jau
ଏହା ଖାଲି ନାମକୁ ମାତ୍ର ।
Sura bhai jindabad
Sura bhai thik... ❤️
ଯାହା ହ ଉ ନ ହ ଉ କିନ୍ତୁ ବିଜେଡି ନିଶ୍ଚୟ ବାଜି ମାରିବ
Odisha re jab nahi..lekin..20year hela only playing..we are not supporting any political..
ଓଡ଼ିଶା ରେ ବିଜୁ ଶାସ୍ତ୍ରୀୟ କାଡେ ବା samte cade କିଛିବି କାମ କରୁନି କନ ପାଇଁ ଆଉ ବାହାର କରୁଛ ଗରିବ ଲୋକଙ୍କ ପାଇଁ ମନରେ ଆଶା ଦେଉଛ ଆଉ ଆଗ କୁ ନିର୍ବାଚନ ଅଛୁଚି ବଲି କଣ mr, ନବୀନ ପଟ୍ଟନାୟକ ଯାଉ ବାହାର କରିଛନ୍ତି ନୂଆ samte cade ଏହା ବି କାମ କରୁନି opla ମେଡିକାଲ ରେ ଜଣେ ଯୁବକ କ୍ୟାନ୍ସର ଅ ପରେରେଶ ପାଇଁ ଏହା କାଉ କମ ପାଇଁ ଆଉ mr Narendra Kumar Modi ଓଡ଼ିଶା ଜେବେଠୁ ଆସିଛନ୍ତି ପେଟୋଲ ଡ଼ିଜେଲ Gas ଦର ବୃଦ୍ଧି କରିଛନ୍ତି ଏବେ ସବୁ ଦର ବୃଦ୍ଧି କରା ଯାଇଛି ଚାଉଳ 1ଟକ। ରେ ଦଉଚୁ କହୁଛ ତମେ ତାହେଲେ ତମେ କଣ କରୁଛ ଗରିବ ଲୋକଙ୍କ ପାଇଁ ତମେ କଣ କରୁଛ ଗରିବ ଲୋକଙ୍କ ତମେ କରୁଛ ଆଉଛିନାହିଁ ଯେତେ ବେଳେ ନିର୍ବାଚନ ସରି ଗଲା ପରେ ଗଟେ ଗରିବ ଲୋକ bhata edira ଆବାସ ପାଇଁ ଗଲେ କହଛନ୍ତି ତମେ କିଏ ତା ମାନେ ଆମ ସରକାର କଣ କରୁଛି ନିର୍ବାଚନ ଆସିଲେ ଆମେ ସବୁ କରିଦେବୁ କଣ କରୁଛ ତମେ ଯଦି ମୋ ସହିତ ସମ୍ମତ ଏହା ବହୁତ୍ ମାତ୍ର sear କରନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Naveen Pattnaik fail
Modi government darkar
Modi aisle odisha ku bikidebo sola
Election asile esabu heba eitaa ame janichu🤣🤣
Yes bhai right
Right
😃😃😃
Helth id card rahile swasthya pura thik rahiba. Haspital devlope karo , id ru ba.. miliba
Sabu vote paiiin...sabu rajaniti
ସବୁ ଗରିବ ଲୋକଙ୍କ ମାନଙ୍କର ପାଖରୁ ଲୁଟି ଚାଲିଛନ୍ତି ଏ କାର୍ଡ ଖୋଲ ସେ କାର୍ଡ ଖୋଲ କିଛି ଲାଭ ନାହିଁ ଖାଲି କାର୍ଡ ଖୋଲ
ଦୁଇଟି card ଅଲଗା ଅଲଗା BSKY CARD PAYMENT ଦେବ
Health id CARD health ର Data ରଖିବ
All Health Card.. Not Benifit Not Facility all is Wrong Card...... Agaku Election Asuchi sethi pain lokanu Bakra Baneiba..Tankara Pesa
Sura Bhai jinda bad
କାଳିଆ ଯୋଜନା 5 ହଜାର ଦେଲନି ।ଲକ୍ଷ ଲକ୍ଷ କଣ ସାହାଯ୍ୟ କରିବ ।ଲୋକ ଙ୍କୁ ଭୂଆଁ ବୁଲାଉଛ
Congress comment absolutely right
ମେଡ଼ିକାଲ ରେ ଡାକ୍ତର ଅଭାବ ଅଛି, ଆମକୁ ଡାକ୍ତର ଆବଶ୍ୟକ କାର୍ଡ ଆବଶ୍ୟକ ନାହିଁ ,
Odisha re kichi subidha milibani khali card miliba😂😂
😁😆😁😆
Khali card dei dele hebani....card kamo kariba v darkar....😀
Thank you
ଖବର ଦେଖି ମୁଁ ଚିନ୍ତା କରେ ବହୁତ ବେଳେ ବେଳେ ବହୁତ ଖରାପ ବି ଲାଗେ ମତେ ରାଜନୈତିକ ରୋଗ ହୋଇଥାଇ ପାରେ ମୋର ID ଦରକାର ଟ୍ରିଟମେଣ୍ଟ ପାଇଁ
ସୁର ଭାଇ ଠିକ୍ କହିଛନ୍ତି 👍👍👍
📌only kejariwal asile sabu bhala heijiba 🙏 AMM admi party jindabad 🙏 kejariwal gao pare next odisha aasa aau odisha ku sudhari dia 🙏 kejariwal god 🙏
Private hospital ku gale gate pakharu tadidauchanti. Government hospital re kna situation , we all know. Khali Card dhari photo uthao aau buluthao
You are right sura bhai
Sura bhai jindabad✊
Right sura babu
Sura vai nka katha always right 😂😂😂
Jai JAGANNATH Jai Hind 🙏🙏🙏😊
Sura bhai thik kahile 🙈🤗
କେନ୍ଦ୍ର ଶଳା ସବୁ କପି କରି ପାସ ହବାକୁ ଚେଷ୍ଟା 🤣🤣🤣🤣
ମନେ ରଖନ୍ତୁ ଓଡ଼ିଶା କୁ ଅତି ନିଜର ବୋଲି ଭାବନ୍ତୁ ନାହିଁ । ସବୁ ଦେଶରେ ଆୟୁଶୂମାନ id ଆଗ ଆରମ୍ବ ଏହିଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ତିଆରି କରିଲେ ତା ପରେ ପ୍ରଧାନମନ୍ତ୍ରୀ କରିଥିବା କାର୍ଡ ଦେଖିକି ଓଡିଶା ସରକାର ଏହାକୁ କପି କରି ଅନ୍ୟ ନାମ ରେ ବାହାରି କରିଛନ୍ତି। ନିଜ ନିଜକୁ ଓଡିଶା ଉପରକୁ ନେବାକୁ ଏମିତି ମଥ ଦିଅନ୍ତୁ ନାହିଁ।
Ayushman Bharat Yojana Ku OdisaGovt kanaPai approved deuni
Sura bhai is Right .....
Naveen Patnaik jadi Odianku vala re rakhiba ku Chahanti.... Ta AYUSHMAN lagu kan pain karun nahanti... Kan patiara kami jiba boli... Odia loka aga na patiara aga....Athi loka nije decision niantu...
Bhai tame thik kahich....
@@RameshKumar-jp5mt Dhanyavad Bhai
Kichi ta lava nahin se Card re Hospital re dekhu bi nahanti........ ODISHA bahare bi kama karibani ama TAX tanka ku micha tare barbad karucha....
Sura bhai you are great 👍
ନବିନାର ସବୁ ଗାଣ୍ଡି ମରା ଯୋଜନା, ମୋ କୁଡିଆ, ବିଜୁ ପକ୍କାଘର ବୋଲି କିଛି ନାହିଁ ସବୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏମିତି ବି ଗୋଟେ p. G scholarship ର ନାମ change କରି ଦେଇଛି। ମୁଁ ଦୁଇଟା ପାଇବା ଆସାରେ ପକଉଥିଲି କେନ୍ଦ୍ର ଟା ହେଲା ରାଜ୍ଯ ଟା ହେଲାନି ଲେଖିଲା already Registated. Odisha govt ର ଯେତେସବୁ ୧୦୦ ଟଙ୍କା ଭିତରେ medicine ମିଲିଯିବ 500ଉପରକୁ doctor ଟିକ୍ ମାରିଦବ କହିବ ଆମ ଷ୍ଟୋର ରେ ନାହଁ ବାହାରୁ ନେଇଆସ । 😁😁😁😁😁
Bjd Ayusman Yojana ku odisha re Lagu nakariba ru sethipain modi health card kale
Sura bhai always right
Sura jaha kahile ame ekamata, karana jaiba darakar what is Iam talking to peoples it's a govt.income in this period because in every market have growth of goods price ,not constration this matters
ଏହି ସବୁ ବେକାରୀ କଥା କାହିଁକି କହୁଛୋ
Sura bhai right
Jay ho sur
Right sare
Great sura sir🙏🙏
Right
Sura bhaina Pura thik
Online kemiti karibe
ନଵିନ ଓଡିଶା କୁ ଖୋଲ କରିଦେଲାଣି
Sura rout taking good
Sura bhai thhike kahile
ବାଳ କାର୍ଡ ହଉଚି କିଛି ତ ଲାଭ ନାହିଁ
Are vote asigola sethi pai agaru ki6i nathila jete sabu😂😂😂
Bachelor pilanku mililani but amu marrage balanku miluni kan karuchhanti sarkaar kemiti veryfay karuchhanti
ଠକ ସରକାର
Ok bro
ମୋ ବାଳ କାର୍ଡ ଯୋଜନା ବହରେଛ 😡😡
Biju heth card kaama dauni bjd khali vote neba
Insurance company ku faida pai
agaru kauthi thila marujaithila ki
Always delhi top pr hi rahega,kiu jante hai delhi har tarah ka facilities pe top hai. education,health, transport, etc..ur kya kahe other state ka har koi rajniti hi karenge..
Khali card ta miliba, au kichhi milibani
Jay Jay Modi ji
Suro Bhai faida uthao
Sobu jinso copy by odisa state government khali naa biju jojona acha dhanda hai bhai 😂😂😂😂😂😂 COPY 🐈
Naveen Patnaik 2 hell katakuri volcanic origin lekin Jara Gaurav Thakur Gaurav Thakur Tabu hajaro na na Jatta
☺☺
Ab mustard oil prise 300 hoga loka manku marideb ab hoga eastindia company
Hai chalu
Sura is the right
🌹🌹
Dr is r8 diction ..All human are equality so card benefits har kisi ko chahiaa ya equality banayega....
Naveen patnaik sar jhuka Kar courier sandhi sarkari hospital covid-19
First petrol kamantu
Sur sir ur ri8
Cade dekhile gharaye medical godauchanti
Charge NC
Ate ate health card bt kama belaku bala..kichhi nahi medical re dekheile kahib habani ya pakhaku jao ta pakhaku jao..loka rogi treatmnet karibe na tuma katha re apata sepata hebe
Sabu sarkar g mara kebala gariba lok ku thakibe
Kama paile aame tamara ,kama sarile aame kiye tamara , bala loka
Jou card hauchi hau loka mananka roga bhala heba darkar
Loka dekha Dana dei... data bolaichhi... Tora Dana paai kahe... muhin arajichhi.....eeita dunia aau kn
Modi sarkar zindabad
Smart Card kamadeuni
Ki6 nei working karbar sabu fac news & modi health id ki6 nei working karbar
Odisha ra health card ki6i nei karbar