ଏ ତ କଳିକାଳ ରୀତି ବଡ ବିପରୀତ ନୀତି ll Premananda ll Prananti Mohanty ll ଓଡ଼ିଆ ଲୋକକଥା ll Bhakti Upasana

Поделиться
HTML-код
  • Опубликовано: 29 сен 2024
  • Bhakti Upasana ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ଭଜନ "ଏ ତ କଳିକାଳ ରୀତି ବଡ ବିପରୀତ ନୀତି" । ଏହି ଭଜନଟିକୁ ଗାଇଛନ୍ତି ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣତି ମହାନ୍ତି, ଗୀତ ରଚନା କରିଛନ୍ତି ତ୍ୟାଗୀ ତିରୁପତି ଏବଂ ସଂଗୀତରେ ସଜେଇଛନ୍ତି ପ୍ରେମାନନ୍ଦ, ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Bhakti Upasana.
    ► Video Credits
    ♫ Song Name: ଏ ତ କଳିକାଳ ରୀତି ବଡ ବିପରୀତ ନୀତି
    ♫ Singer: Pranati Mohanty
    ♫ Lyrics: Tyagi Tirupati
    ♫ Music Director: Premanand
    ♫ Production House: Bhakti Upasana
    ♫ Produced By: Srikant Gautam
    #KalikalaRiti #AloBaramasi #PranatiMohanty #TyagiTirupati #Pramanand #OdiaLokaKatha #BhaktiUpasana #SunHits #SunMusicHits
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Комментарии • 16

  • @gopinathbhoi4705
    @gopinathbhoi4705 Год назад +2

    Bhala lagasi ho mate gita

  • @narayannayak1036
    @narayannayak1036 Год назад +4

    Hudayaku chhuila gitati,😊

  • @anguliasumanofficial......1654
    @anguliasumanofficial......1654 2 года назад +2

    Thank you bahut kichi sikhibaku mililaa

  • @ashitdas2416
    @ashitdas2416 Год назад +2

    ଏ ଗୀତରେ ,ଗୋଟେ ହେଲେ ଝିଅର କମେଣ୍ଟ ମିଳିବନି,,,ଆଜି କାଲି ଝିଅ ଏ ଗୀତ ଶୁଣିବାକୁ ଟାଇମ୍ ନାହିଁ,,,,,, କାଲା ଆଗରେ ମୂଳା ଚୋବେଇବା ଜାହା ,, ଏ ଗୀତ ଝିଅ ମାନଙ୍କ ପାଇଁ ସେଇଆ

  • @sureshchandrasahoo8353
    @sureshchandrasahoo8353 Год назад +2

    ଆଜିର ଝିଅ ଙ୍କୁ ଚାରି ଖୁନ ମାଫି ।ଏ ପ୍ରବଚନର କିଛି ମୂଲ୍ଯ ନାହିଁ, ଆଜି କାଲି ଝିଅ ମାନଙ୍କ ନିକଟରେ ।ଏହି ଚରିତ୍ର ରେ ଅଭିନୟ କରୁଥିବା କଳାକାର ଝିଅ ମାନେ ମଧ୍ୟ ।

  • @sudambehera6338
    @sudambehera6338 Год назад +3

    Song is very niece

  • @nityanandabhoi-qt7tz
    @nityanandabhoi-qt7tz Год назад +2

    Nice song

  • @tapanplambar
    @tapanplambar Год назад +2

    🌑💧🌑 ଜୟ ଜଗନ୍ନାଥ 🙏
    ଚକା ଆଖି ସବୁ ଦେଖୁଛି

  • @abakashachhatar9342
    @abakashachhatar9342 Год назад +2

    Nice vedio

  • @pushpitamohanty5546
    @pushpitamohanty5546 Год назад +2

    Rahit

  • @madansundarmarei9689
    @madansundarmarei9689 Год назад +2

  • @litumohanty3211
    @litumohanty3211 Год назад +2

    Beautiful song

  • @SureshChandraSahoo-k8f
    @SureshChandraSahoo-k8f 10 месяцев назад

    ଏ କେବଳ ଅଭିନୟ, ଆଜି ର ଝିଅ ମାନଙ୍କ ପାଇଁ ଏ ସବୁ ମୂଲ୍ୟ ହୀନ l ବହୁତ boring ଗାଉଁଲି ଚାଳନା ପ୍ର ଥା I

  • @tanujbarik4686
    @tanujbarik4686 2 года назад +2

    ବହୁତ୍ ସୁନ୍ଦର୍ ଗୀତ👏👏

  • @rinkukarna1858
    @rinkukarna1858 2 года назад +2

    Very nice🙏🙏👌🙏🙏