ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେଦିନ ପୋଲିସ ବାବୁ ଅପମାନ କରିଥିଲେ, ଏବେ ପାଇଲେ ଏମିତି ଚିଠି

Поделиться
HTML-код
  • Опубликовано: 19 окт 2024

Комментарии • 257

  • @madhabdash985
    @madhabdash985 3 месяца назад +35

    ଭଲ ଲାଗିଲା ଏମିତି ଲୋକ ଯୋଗୁଁ ରାଜ୍ୟରେ ଅପମାନ ହେଉଛି

  • @sarojakumarmishra1563
    @sarojakumarmishra1563 3 месяца назад +23

    ଆପଣ ଭୃଲ ଲେଖୁଛନ୍ତି। ସେଦିନ ମୂଖ୍ୟ ମନ୍ତ୍ରୀଙ୍କୁ ନୁହଁ ବରଂ ବିଧାୟକଙ୍କୁ ଅପମାନ ଦେଇଥିଲେ ଥାନା ବାବୁ ।

    • @hariharapanigrahy
      @hariharapanigrahy 3 месяца назад

      ଭିଡିଓ ଦେଖୂଲେ ତ ଲାଗୁଛି ବିଧାୟକ ଥାନା ବାବୁ ଙ୍କୁ
      ଧମକାଉଛନ୍ତି

  • @RanjitKumarPatnaik
    @RanjitKumarPatnaik 3 месяца назад +1

    ରାଉରକେଲାର ଛେଣ୍ଡ ଥାନା ଲେଡୀ ଆଇଆଇସି ତାଙ୍କ ସହିତ କେତେକ ପୋଲିସ ବି ଜଡ଼ିତ ଆମ ମୂଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏମିତି ଭ୍ରଷ୍ଟାଚାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,🙏🌹😭

  • @basantasahu3719
    @basantasahu3719 3 месяца назад +1

    ରାଜଧାନୀରୁ ସବୁ ପୋଲିସ ଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଉ

  • @SaniaMajhi-wh5gw
    @SaniaMajhi-wh5gw 3 месяца назад +68

    ପୋଲିସ ମାନଙ୍କୁ ବିଶ୍ବାସ ନାହି ଲାଛୁଆ ପୋଲିସ

  • @Ajayakumarvlogs123
    @Ajayakumarvlogs123 3 месяца назад +28

    ଖାଲି ଖାକିବରର୍ଦି ପିଦ୍ଧୀଲେ ପୋଲିସ୍ ହେଇଯିବେନୀ ଜନତାଙ୍କୁ ସନନ୍ନମାନ ଦୀଅନ୍ତୁ

  • @rabindrarath9474
    @rabindrarath9474 3 месяца назад +19

    ଏମାନଙ୍କୁ ଉଚିତ ଶିକ୍ଷା ଦେବା ଦରକାର

  • @arjunnandi7778
    @arjunnandi7778 3 месяца назад +1

    ଜଣେ ବିଧାୟକଙ୍କୁ ଯଦି ଥାନାବାବୁ ଏମିତି ବ୍ୟବହାର କରି ପାରନ୍ତି ତେବେ ସାଧାରଣ ଜନତାଙ୍କୁ କି ବ୍ୟବହାର କରୁଥିବେ ।କଟକ ର ପୋଲିସ ବାବୁ ଙ୍କ କଥା ନ କହିବା ଭଲ । ଏମିତି ପୋଲିସ ବାବୁ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବା କଥା

  • @aswwinikumarsahoo9568
    @aswwinikumarsahoo9568 3 месяца назад +3

    ପକେଟରେ ହାତ ପୁରେଇ ଜଣେ ବିଧାୟକଙ୍କ ସହିତ କଥା ହେଉଛି। ତାର ଭାବଭଙ୍ଗୀ ସତେ ଯେପରି ସେ ଗୋଟିଏ ସ୍କୁଲର ହେଡ୍ ମାଷ୍ଟର ଆଉ ବିଧାୟକ ଜଣକ ତାର ଛାତ୍ର। ଭାବିଥିଲା ବିଜେଡ଼ି ପୁଣି ସରକାର କରିବ, ପୂର୍ବ ଭଳି ଦାଦାଗିରି ଚଳେଇବ ।

  • @kalicharanabhatta2814
    @kalicharanabhatta2814 3 месяца назад +1

    Bahut badhiya heichi. Trinath sethi mariba seithi. 😂😂😂

  • @sanjauakumar8999
    @sanjauakumar8999 3 месяца назад +3

    ମାଲକାନଗିରି କୁ ବଦଳି କରାଯାଉ

  • @rakeshkumarpradhan9171
    @rakeshkumarpradhan9171 3 месяца назад +28

    ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାରା ସିଂ ସପକ୍ଷ ରେ ଆନ୍ଦୋଳନ କରିଥିଲେ

    • @dasarathisahu8329
      @dasarathisahu8329 3 месяца назад +2

      !!

    • @jjjbbl
      @jjjbbl 3 месяца назад

      ଦାରା ବଜରଙ୍ଗ ଦଳର ସଦସ୍ୟ ଥିଲା ତେଣୁ ଏହା ସ୍ୱାଭାବିକ । RSS . Bajrang dala. Biswa Hindu Parishada ଏ ସବୁ ମିଶିକି ବିଜେପି ସୃଷ୍ଟି ହେଇଥିଲା ।

    • @jeetudwivedy
      @jeetudwivedy 3 месяца назад +3

      Thik karithile

    • @kalingaveera3424
      @kalingaveera3424 3 месяца назад +3

      Asubidha kn helaa.....bhala ta karithile

    • @anilnayak3259
      @anilnayak3259 3 месяца назад

      That's was Criminals Activities

  • @ajaykumarbaral5946
    @ajaykumarbaral5946 3 месяца назад

    ବହୁତଭଲହେଇଛି

  • @pabitrabiswal9744
    @pabitrabiswal9744 3 месяца назад +2

  • @patitapabandharai3859
    @patitapabandharai3859 3 месяца назад +17

    ମାଇଗିହା ଥାନା ବାବୁ କେ ମାରି ଦିଅ

  • @baikunthnatharout1024
    @baikunthnatharout1024 3 месяца назад +1

    Very good 👍

  • @Bhagi-s7s
    @Bhagi-s7s 3 месяца назад +52

    ଥାନା ବାବୁଙ୍କୁ ବାହାର କରିଦିଅନ୍ତୁ

  • @AMITKUMAR-vx7bx
    @AMITKUMAR-vx7bx 3 месяца назад +8

    କର୍ମ ର ଫଲ କୁ ସମସ୍ତେ ଅପେଖ୍ୟା କରନ୍ତୁ

  • @deviprasadmishra6563
    @deviprasadmishra6563 3 месяца назад +2

    ତା ଉପରେ ତୀକ୍ଷଣ ନଜର ରହୁ, କାହିଁକିନା ଗଞ୍ଜେଇ ବେପାର କରିଦେବ ଗଜପତିରେ

  • @hrudanandaparamanik9416
    @hrudanandaparamanik9416 3 месяца назад +60

    ଢିଙ୍କି ସ୍ବର୍ଗ କୁ ଗଲେ ବି ଧାନ କୁଟିବ ।

    • @abhimanyurout1930
      @abhimanyurout1930 3 месяца назад +3

      Bjd gunda chora

    • @umakantsethi680
      @umakantsethi680 3 месяца назад +3

      Thik kahichha,ministry 5 years only,kintu gote sarkari chakiria 60 sall Tak,ei katha janiba darkar,police au majhi babu personal matter heithiba.

    • @jullysamal6626
      @jullysamal6626 3 месяца назад +3

      ଚାକିରି ଯୋଉଠି କରିପାରିବ
      ବଟ ମାଝି ନିଜ ଅହଙ୍କାର କେତେ ଲୋକେ ବୁଝିଲେ
      ଶାସନରେ ରହି ପ୍ରତିଶୋଧ ଭଲ ନୁହେଁ

    • @SubashchandraSethy-e7m
      @SubashchandraSethy-e7m 3 месяца назад

      Gajapatire kutile chaliba.

    • @BhajaharidasDas-h6u
      @BhajaharidasDas-h6u 3 месяца назад

      ​@@umakantsethi680 5 yrs re ta galu maridaba 60 yrs nuha 1 yrs re ta nija tarafaru reji nation deidaba😂😂

  • @NIRANJANRout-bl6gk
    @NIRANJANRout-bl6gk 3 месяца назад +5

    ତ୍ରୀନାଥ ପୁଲିସି ନୁହଁ ଟାଉଟର ଟା

  • @ଲକ୍ଷ୍ମୀକାନ୍ତସେଲମା

    ଏମିତି ଦୃଶ୍ୟ ନନ୍ଦିଘୋଷ ଟିଭି କାହିଁକି ପ୍ରସାର କରୁନି। ଏହି ପୋଲିସ ବାବୁ କୁ ମାଲକାନଗିରି ଜିଲ୍ଲା କୁ ବଦଳି କରାଯିବା କଥା।

    • @durgasharma1502
      @durgasharma1502 3 месяца назад

      ​@@PjamesMartynbhala hoichi 😂😂😂

    • @Mp-nf8gp
      @Mp-nf8gp 3 месяца назад

      Kahin malkangiri ta odisha bahare ki

  • @nabinpatro8106
    @nabinpatro8106 3 месяца назад +1

    Thik nahi

  • @sanjaybiswal9242
    @sanjaybiswal9242 3 месяца назад

    ଗଲୁଆ ପୋଲିସ ବହୁତ ଖରାପ ଆଚରଣ ପ୍ରଦର୍ଶନ ❤

  • @arupbehera555
    @arupbehera555 3 месяца назад +1

    Right haichi

  • @KailashMohanty-nc4hb
    @KailashMohanty-nc4hb 3 месяца назад +1

    ଗଜପତି ବଦଳରେ ମାଲକାନଗିରି ଯାଇ ଥିଲେ ଭଲ ହୋଇଥାନ୍ତା।

  • @jharanamallick2782
    @jharanamallick2782 3 месяца назад

    Very good

  • @BijaylaxmiSamantray-t6b
    @BijaylaxmiSamantray-t6b 3 месяца назад +2

    Respect, sir it was very good news that you are a good honest person we glad to that you are our CM for odissa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏I am a student,sir...jay jagannath,sir!

  • @pramodkumarrout7641
    @pramodkumarrout7641 3 месяца назад +9

    Transfer is not a punishment.

  • @bibhendrabehera1205
    @bibhendrabehera1205 3 месяца назад

    Right decision

  • @RajkishoreMahakuda-hz1rd
    @RajkishoreMahakuda-hz1rd 3 месяца назад +1

    Right

  • @gobindachandraswain3060
    @gobindachandraswain3060 3 месяца назад +26

    ତାକୁ ବଦଳି ନୁହେଁ ଦଣ୍ଡ ଦରକାର।

  • @rangaballavrout8226
    @rangaballavrout8226 3 месяца назад +1

    Thiki.heichi

  • @DeepakkumarLohar-l8b
    @DeepakkumarLohar-l8b 3 месяца назад +4

    ସୁସ୍ପେଣ୍ଟ କର ସେମିତି ଥାନା ବାବୁକୁ ସେ କିଏ ବେ ସୋଳା ପୋଲିସ

  • @SrikantaParida-z9k
    @SrikantaParida-z9k 3 месяца назад

    Good things mohan sir

  • @JayJagannath-hc7pn
    @JayJagannath-hc7pn 3 месяца назад +25

    ସବୁ iic ଏଇ ଭଳି

  • @brajasundarmahalik1783
    @brajasundarmahalik1783 3 месяца назад

    Ok Right

  • @puspanjalipadhihari1763
    @puspanjalipadhihari1763 3 месяца назад +2

    ଆରେ ଇଏ ହେଲେ ଦବଙ୍ଗ ପୋଲିସ

  • @jayantakumarbehera1456
    @jayantakumarbehera1456 3 месяца назад

    Jie khiyama karidie se khub sahasi sree Krishna bhagaban kahanti

  • @BhagrathiSethi-xs9im
    @BhagrathiSethi-xs9im 3 месяца назад

    ମୋହନ ମାଝୀ, କର୍ମବୀର ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କପରି ‌ହୋଇପାରିବେନାହି

  • @MUZIKEXPRESSODIA
    @MUZIKEXPRESSODIA 3 месяца назад +1

    Good

  • @badalswainilovemyindia
    @badalswainilovemyindia 3 месяца назад +1

    Respect the
    right

  • @jullysamal6626
    @jullysamal6626 3 месяца назад +6

    ଆରେ ମୋଦି ସପ୍ତମ ପଢ଼ିଛି ତା ଜଣେ ଆଦିବାସୀ murk ku nei ମୂର୍ଖ ମନ୍ତ୍ରୀ କରିଚି ବୋଲି କଣ ପୋଲିସ ଆଇନ ଉର୍ଦ୍ଧରେ ,ପ୍ରତିଶୋଧ କଣ ନେବ ମୂର୍ଖ
    ନିଜର କ୍ଷତି

    • @changeyourlife6224
      @changeyourlife6224 3 месяца назад

      ତୁ ଶଳା ପଣ୍ଡିତ,ତୋ ବାପା ବୋଉ କିଏ ବେ

    • @jullysamal6626
      @jullysamal6626 3 месяца назад +2

      @@changeyourlife6224 ତୋ bopa modi majhi ସlହା

    • @changeyourlife6224
      @changeyourlife6224 3 месяца назад

      @@jullysamal6626 ହ ରେ ଶଳା, Naveen to ବୋପl

    • @DareDev-q2q
      @DareDev-q2q 3 месяца назад

      ବୁଲକୁଲ ସତ କହିଲ

    • @DareDev-q2q
      @DareDev-q2q 3 месяца назад

      ​@@changeyourlife6224ବୁଦ୍ଧ ଙ୍କ dipi Rakhi ଏମିତି❤ କଥା କହୁଛ , ଜଣାପଡୁଛି ,,,,,,,,,,,,,,,,,,,,,,,ନୁହେ ଆଉ😂😂😂😂😂😂

  • @BabuliBehera-zs2ko
    @BabuliBehera-zs2ko 3 месяца назад +10

    କଣ ତାଜି ହେଇଗଲା ବଦଳି କରିପାରିବ ତମ ମୁଖମନ୍ତ୍ରୀର ଦମ ଅଛି ତା ଚାକିରି ନେଇଜିବ

  • @SrikantMajhi-i8z
    @SrikantMajhi-i8z 3 месяца назад

    🎉 very good sir cm sir

  • @UttamDas-lm6rk
    @UttamDas-lm6rk 3 месяца назад

    ପ୍ରତିହିଂସା ପରାୟଣ ର ରାଜନୀତି।

  • @sanatanpradhan9320
    @sanatanpradhan9320 3 месяца назад +3

    Thanks cm sir🙏🙏🙏

  • @jibankumar312
    @jibankumar312 3 месяца назад

    Niyamita prakriya

  • @sarojbehera6410
    @sarojbehera6410 3 месяца назад +5

    ଆପଣ ଭୁଲ news ପରିବେଷଣ କରୁଛନ୍ତି. ପୋଲିସ ଠିକ କରିଥିଲେ କାରଣ ସେତେବେଳେ code ଅଫ conduct ଲାଗୁ ହୋଉଥିଲା. ନେତା ମାନେ complain ପାଇଁ କୌଣସି ଅଫିସ ଯିବାର ନିୟମ ନାହିଁ. ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି. କିନ୍ତୁ ସେଦିନ mla ଥିଲେ. News ପରିବେଷଣ ରେ ଏକ ପାଖିଆ news ଠିକ ନୁହେଁ

  • @sureshchandradas88
    @sureshchandradas88 3 месяца назад +8

    That IIC should be dismissed for his alleged misbehaviour to a sitting MLA in the police station

  • @bhaktimarga853
    @bhaktimarga853 3 месяца назад

    ଥାନା ବାବୁ କଅଣ ହେଲେ ପଦବୀ ବଦଳି ଗଲକି?
    1:37

  • @saradabehera8862
    @saradabehera8862 3 месяца назад +2

    Mukhya mantri hela pare pratisodha neichanti eita Kan thik nuhe pratisodha

  • @balubehera4155
    @balubehera4155 3 месяца назад

    Super

  • @sitaramsahu3883
    @sitaramsahu3883 3 месяца назад

    ସରକାରଙ୍କ ବଳରେ ବଳିୟାନ ହୋଇ ଅନ୍ୟଙ୍କୁ ଏ ପ୍ରକାରର ବ୍ୟବହାର କରିଥାନ୍ତି।

  • @DareDev-q2q
    @DareDev-q2q 3 месяца назад

    ମୋହନ ବାବୁ ebe odisha ra CM , kathare achhi ଢ଼ିଙ୍କି ସ୍ୱର୍ଗ କୁ ଗଲେ ବି ଧାନ ହିଁ କୁଟୀବ, ତେଣୁ , ପୋଲିସ ବାବୁ ଆମର ଯୋଉଠି ଥିଲେ ସେଇଠି ରଖି ଯଦି ଶାସନ କରିଥାନ୍ତେ ତେବେ ଭଲ ଲାଗିଥାନ୍ତା , ଏବେ ସତ୍ତା କୁ ଆସିଲାପରେ ଏପରି ଏକାଛତ୍ରବାଦ ଶାସନ ଠିକ ଲାଗୁନି, ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ଓଡିଶା ର ତେଣୁ ପୋଲିସ ବାବୁ ଆମର ଗଜପତି ରେ ବି ସେପରି କାମ ହୁଏତ କରିପାରନ୍ତି ,

  • @nityanandadehury5416
    @nityanandadehury5416 3 месяца назад

    ଠିକ୍ ହେଇଛି

  • @villageviral4540
    @villageviral4540 3 месяца назад

    👍

  • @prasantpatra9753
    @prasantpatra9753 3 месяца назад

    Good decision

  • @rakeshmohapatra1459
    @rakeshmohapatra1459 3 месяца назад

    ଜଗପତି transfer ନକରି ମାଲକାନଗିରି transfer କରିବା କଥା ।

  • @jullysamal6626
    @jullysamal6626 3 месяца назад +3

    Ea ta cm ମାଝି ର ଦବଙ୍ଗ ଗିରି ଦେଖ ଭଲ ଭାବେ
    ଶାସନ ରେ ରହି ପ୍ରତିଶୋଧ ନେବା ଅନୁଚିତ୍ ,ସଭିଙ୍କୁ ଆଦର କରିବା ଶିଖିଲେ cm ଭଲ

  • @gurucharanmohapatra4508
    @gurucharanmohapatra4508 3 месяца назад +14

    Mohan Babu was a MLA, should not expect demanding honour. The police babu was right then during the course of action..

    • @suoli6421
      @suoli6421 3 месяца назад +2

      Isn't it misusing the power ??

    • @jullysamal6626
      @jullysamal6626 3 месяца назад +1

      Mohan majhi ra dabang ଗିରି
      ଦେଖ ଭଲସେ

  • @sauravkumarpuhan
    @sauravkumarpuhan 3 месяца назад

    Jay cm❤❤❤❤

  • @bipinpradhan5514
    @bipinpradhan5514 3 месяца назад +1

    Taku.homegard.ku.posting.kara

  • @ArajunPujari-hc8kt
    @ArajunPujari-hc8kt 3 месяца назад +1

    ମାଲକାନଗିରି ଜ଼ିଲ୍ଲା କୁ ପଟା ଯାଉ

  • @ranjandas2309
    @ranjandas2309 3 месяца назад +1

    😅😅😅😅😅🎉

  • @kps0011
    @kps0011 3 месяца назад

    ଏଇଟା କଣ ନୂଆ କଥା ଘଟିଥିଲା କି ସବୁ ଥାନା ରେ ଏଇଭଳି ବ୍ୟବହାର କରାଯାଉଛି, ପୋଲିସ ଚାକିରି ଖଣ୍ଡେ ମିଳିଗଲେ ହେଲା.....

  • @rajkishorpradhan8491
    @rajkishorpradhan8491 3 месяца назад

    Mohan majhi sir immediately suspended IIC

  • @rkbiswal621
    @rkbiswal621 3 месяца назад +1

    ତ୍ରୀନାଥ ଧୋବା ଜଣେ ପ୍ରକୃତତରେ ଧୋବା,

  • @rajkishorbehera5808
    @rajkishorbehera5808 3 месяца назад

    Tame odisha Bhaskar ahi ghatantaku khali ghantucha...maintain the quality

  • @nabinchandranaik4240
    @nabinchandranaik4240 3 месяца назад +2

    ମାଲକାନଗିରି ଏବେ ଶାନ୍ତ । ସେ ପୁଲିସ୍ କୁ ମୁଖ୍ୟମନ୍ତ୍ରୀ ଙ୍କ ଅଡରଲୀ ପଦରେ ରଖିଲେ ଉପଯୁକ୍ତ ଡଊଟଇ ହୁଅନ୍ତା।

  • @subashbehera9104
    @subashbehera9104 3 месяца назад

    ନକ୍ସଲ ମାନ ଙ୍କୁ ନାଲି ଆଁଖି ଦେଖାଇ ବେ ଥାନାବାବୁ😂

  • @SubashchandraSethy-e7m
    @SubashchandraSethy-e7m 3 месяца назад

    Bahut swagat jogya action.

  • @AjitRaut-i1d
    @AjitRaut-i1d 3 месяца назад +2

    Trinath sethi ku dismiss kara

  • @ajayajena319
    @ajayajena319 3 месяца назад +4

    ଶଳା କୁକୁର ପୋଲିସକୁ ଉଚିତ୍ ଦଣ୍ଡ ଦେବା ଉଚିତ୍।ମୋତେ ବି ପୋଲିସ ଥରେ ଥାନାରେ ବହୁତ ଅସଭ୍ୟ ଭାଷାରେ ଗାଳି ଦେଲା।କିଛି ଦିନ ତଳେ ସେହି ପୋଲିସ ମୋତେ lift ମାଗିଲା। ଶଳା ପୋଲିସକୁ ଏମିତି ଚକା sleep କରି ପକେଇଲି ତା'ର କହୁଣୀ ଛିଡିଗଲା।😂 ମୋର ଆଣ୍ଠୁ ଛିଡିଗଲା। ତଥାପି ମୋ ମନ ଦୁଃଖ ନ ଥିଲା।😊😊

  • @sadashivpradhan6686
    @sadashivpradhan6686 3 месяца назад

    ଖବର ଯଦି ସତ ତାହେଲେ ଉଦାହରଣ

  • @RajkishorBhuyan-iw5lh
    @RajkishorBhuyan-iw5lh 3 месяца назад

    ଗଜପତି କୁ ଗିଳିଦେବନି ତ ?

  • @DenserWorld
    @DenserWorld 3 месяца назад

    ଥାନା ବାବୁ ର moye moye ହେଇଗଲା 😂😂

  • @sangrammisra9399
    @sangrammisra9399 3 месяца назад

    It became old don't repeat it

  • @KrushnaMuduli-yu6nv
    @KrushnaMuduli-yu6nv 3 месяца назад +1

    Ebebi.bjd.iic.sabu.thanre.acchhanti

  • @raghunathchandan5840
    @raghunathchandan5840 3 месяца назад

    ପୋଲିସ ହଉଚି ବାଘ ଏମାନେ ସବୁ ପାଟିରେ ଆଇଁସିଆ ଗନ୍ଧ ନ ହେଲେ ଚାଲିବେନି

  • @pradiptabiswal9247
    @pradiptabiswal9247 3 месяца назад

    ନିୟମିତ ପ୍ରକ୍ରିୟା ସରକାର ର

  • @brajakishorepadhi4022
    @brajakishorepadhi4022 3 месяца назад +16

    ଦଣ୍ଡ ବହିଷ୍କୃତ। ବଦଳି କେବେ ହୋଇନପାରେ।

  • @Beero_explores
    @Beero_explores 3 месяца назад

    ଆଇଆଇସି ର ଚାକିରି ରହିଗଲା

  • @nareshpatro7986
    @nareshpatro7986 3 месяца назад

    He must be published
    Ye kichi nuhe

  • @rukb86
    @rukb86 3 месяца назад

    Phala kan paile .. transfer ta hele ..Auu adhika phala kan

  • @ManasaPradhan-de8ps
    @ManasaPradhan-de8ps 3 месяца назад

    God bless you cheapminister

  • @sbmahapatra
    @sbmahapatra 3 месяца назад

    Next to suspension.

  • @sachidanadrout9852
    @sachidanadrout9852 3 месяца назад

    24x7 continue

  • @balubehera4155
    @balubehera4155 3 месяца назад

    Taku pane diantu sir

  • @kuleswarnaik5154
    @kuleswarnaik5154 3 месяца назад

    Malkangiri ହେବା କଥା ବଦଳି

  • @sanjauakumar8999
    @sanjauakumar8999 3 месяца назад

    ଅଭଦ୍ର ଶଳା ପୋଲିସ

  • @kalandischoo1007
    @kalandischoo1007 3 месяца назад

    News bala karuchhu

  • @bijoyasamal5008
    @bijoyasamal5008 3 месяца назад

    Like UP, made him a Constable.

  • @ranjitkumarsbr5759
    @ranjitkumarsbr5759 3 месяца назад +5

    Mgya amo Gajapati ku transfer hei asilaki

  • @rameshmohanty1211
    @rameshmohanty1211 3 месяца назад

    ତାକୁ କୋରାପୁଟ, ମାଲକାନଗିରି ପଠାଇବାର ଥିଲା ।ଗଜପତି ଟିକେ ପାଖ ହେଇ ଯାଉଛି

  • @narayansahoo7952
    @narayansahoo7952 3 месяца назад

    J&K ପଠାନ୍ତୁ

  • @BKnetwork-d9c
    @BKnetwork-d9c 3 месяца назад +5

    Taaku malkangiri transfer kara jaau

  • @DactorKing-ez5uh
    @DactorKing-ez5uh 3 месяца назад

    ଆରେ ଭାଇ କେହି ତ କୁହ ଏ ଦୁହେଁ କଣ ପାଈଁ ଝଗଡା ହୋଇଥିଲେ

  • @sangramdasdas
    @sangramdasdas 3 месяца назад

    Taku habildar karidia

  • @krishnabehera2975
    @krishnabehera2975 3 месяца назад +2

    Thik karichhi IIC