କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ହତ୍ୟା ଧମକ । ୫୦ଥର ଫୋନ୍ କରି ୫୦ ଲକ୍ଷ ମାଗିଲା || SamajaLive
HTML-код
- Опубликовано: 11 фев 2025
- କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ ଏବେ ଟାର୍ଗେଟରେ କଂଗ୍ରେସ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଜଣା ନମ୍ବରରୁ ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଧମକ । ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୁତ୍ତ । କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା । ମୁଖ୍ୟମନ୍ତ୍ରୀଙ୍କୁ ବି ମେଲ୍ କରିଛନ୍ତି । ରାଜ୍ୟରେ ଆଇନଶୁଙ୍ଖଳ ସ୍ଥିତି ସମ୍ପୂର୍ଣ ଭୁଶୁଡି ପଡ଼ିଥିବା ଅଭିଯୋଗ କଲେ ଜୟଦେବ ।ଧମକ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଜୟଦେବ ଜେନା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ।
Former Congress PCC President Jayadeva Jena received threats from an unknown number. The miscreant threatened to kill him if he did not give him Rs 50 lakh. Jayadeva Jena has filed a complaint at the Capital Police Station. He has also sent an email to the Chief Minister. Jayadeva alleged that the law and order situation in the state has completely collapsed.
#jaydebjena #congressleader #congress #threats #phonecall #mohanmajhi #odishapolice #odianews #odishakhabar #odisha #samajalive #latestnews
www.samajalive.in (News Portal)
The Samaja’, the synonym of newspapers in Odisha - a mass circulated and widely read Odia daily has completed ‘Hundred One‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.
Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States - Odisha, Andhra Pradesh and West Bengal.
Visit Our Website www.samajalive...
Android App: play.google.co...
RUclips: / @samajalive
Facebook: / samajalive
Twitter: / samajalive
Instagram: / thesamaja
ଭଲ ହେଇଚି। ଚୋର ଡକାୟତ ଖୁନୀ ମାନକୁଂ ଧମକ ଶୁଣି ଖୁସି ଲାଗୁଚି। ବହୁତ ଭଲ। ବିଲକୁଲ ୟେ ଗୁଡାକୁଂ ସୁରକ୍ଷା ଦିଅ ନାହିଁ। ତଳସ୍ରର ରୁ ଆସି ବାଳ ଓପାଡି ଚୁ।
ଏଗୁଡ଼ାକ ସବୁ ଗାଲୁଆ
ଆମେ କଗ୍ରେସ ଲୋକ କାହ| କୁଡ଼ରୁନା
ଏମାନେ କେଜରିୱାଲ ଭଳିଆ ହେଉଛନ୍ତି ଓ ମିଛ କଥା କହି ବିଜେପି ବିରୁଦ୍ଧରେ କହୁଛନ୍ତି ।
ଲୋକଙ୍କ ଟଙ୍କା ଲୁଟିଥିବ ସେଥିପାଇଁ ସେ ଡରୁଛୁ
Ye ta bada phua ta kahathu paisa kahithiba jemiti kahuthila pcc sabhapati dipabali pare heba
Lutera neta mananku Sabad karia uchit
ପୁଲିସ ଅପାର ଗତା
Bjp and rss ra kama
Micha gapa.
Se Kan maribani. Tu age marija.