@@AmulyaParida-sj9bvmu hubsiguda re ruhe....first ତ କହିବି ମୁଁ ତୋ ପରିକା ନୁହେଁ....Now I am 28 years old... still I have no habit of gutkha, tobacco, bidi etc... .... ଆଉ ରହିଲା ଦର ଦାମ କଥା....Compared to Odisha and Telangana... the price is very high in Telangana,...gharaku tamara phone kariki pachari dio
@@abhishekswain9284 hele income ku neiki price decide kara hueni.... Central govt and state govt sabubele import export ku neiki decied karanti aau production ku neiki decied karanti
@@pintusahoo-informativebhai internation market re petrol diesel rate 14 re kn thila 24 re kn achi dekha tapare janipatiba petrol rate badhuchi na nahi
@@mj5kingsunited-ub7be Abe tu kana kahibu be to bhalia murkha padachata Nka gyana kete, News Paper padha jani paribu Odisha sthana kouthi jani paribu ,auu Haan jaa Tu Bjp baala nka ra chusu thibu 😂
10ବର୍ଷ ପୂର୍ବରୁ ବି ପିଆଜ କେଜି 80 ଟଙ୍କା ଥିଲା ସେତେବେଳେ ଓଡ଼ିଶାରେ କେଉଁ ସରକାର ଥିଲା
ସତ କଥା ଭାଇ ଏ ସଲେ BJD ଦଳ ଓଡ଼ିଶା କୁ ବିକି କୀ ଖାଇ ଗେଲ ଆଉ ଲାଜ ନାହିଯେ ଭାସନ ଦଉଚି ଛି ଛି ଶଳା ପାଣ୍ଡୁ ର ଚମ୍ ଚା 🤣🤣🤣😂😂😂
Right said sir
@@umeshchandrabiswal6147 Right
ତୁ ଶଳା ଟି କାହିଁକି ଗପୁଛୁ ଦର୍ ଦାମ୍ କମିଵା ଦରକାର
@@umeshchandrabiswal6147 ହଁ ଠିକ୍ ଏ ଶଳା ବିଜେଡି ହାରିଛି ତ ମୁଣ୍ଡ କାମ କରୁନି
ଆଉ ବାଜିବ ନାହିଁ ଶଂଖ ଯେତେ ଫୁକୁଂଛ ଫୁକଂ ନବିନି ର ବୟସ ନାହିଁ
bas thik katha kahila NAVEEN KU ETE DARA TUMARA THIK BARIHEUCHHI
@@pradeepkumarjena4162 ଭାଇ ନବୀନ ହାତ ଗୋଡ଼ ଏବେ ଥରୁନି ଦର ଦାମ ବିଦ୍ରୋହ କରିବାକୁ ଚାଲିଆସିଛି ଶଳା 24 ବର୍ଷ ପାଣ୍ଡୁ ଶାସନ କଲା ମାଲେ ପି ଶୋଇଲା ଏବେ ନିଦ ଭାଙ୍ଗିଛି ତାର
ପରୀ ହତ୍ୟାକାରୀ, ଛି, ଥୁ, ଲଜ୍ୟା
Bjp andhbhakt
ମୁଁ ହାଇଦ୍ରାବାଦ ରେ ଅଛି ...ଏଠି କଂଗ୍ରେସ ଅଛି.....ଦର ଦାମ ବୃଦ୍ଧି ରେ ତେଲେଙ୍ଗାନା ଠୁ ଓଡ଼ିଶା better position ରେ ଅଛି....ଡ୍ରାମା ବେଶୀ ହଉଚି ବିଜେଡି ର
ମୁଁ ଵୀ hydrebad ରେ ଗଂଜେଇ ଟାଣି କଣ କଥା କହୁଛୁ ଆରେ.... ଆମେ hitechcity ରେ ଅଛୁ ଆମର ତ କମ ଅଛି... ତୁ କଣ ଲଣ୍ଡନ ରେ ଅଛୁ ଆରେ
Hyderabad re income bi adhika
@@AmulyaParida-sj9bvmu hubsiguda re ruhe....first ତ କହିବି ମୁଁ ତୋ ପରିକା ନୁହେଁ....Now I am 28 years old... still I have no habit of gutkha, tobacco, bidi etc... .... ଆଉ ରହିଲା ଦର ଦାମ କଥା....Compared to Odisha and Telangana... the price is very high in Telangana,...gharaku tamara phone kariki pachari dio
@@abhishekswain9284 hele income ku neiki price decide kara hueni.... Central govt and state govt sabubele import export ku neiki decied karanti aau production ku neiki decied karanti
@@pintusahoo-informativebhai internation market re petrol diesel rate 14 re kn thila 24 re kn achi dekha tapare janipatiba petrol rate badhuchi na nahi
ବିଜେଡ଼ି ସରକାର ସମୟରେ ଆଳୁ କିଲୋ ଅଶିଟଙ୍କା ଥିଲା
tu mg sala bahuta khaitilu
ଧନ୍ୟବାଦ ଭଉଣୀ ।ତୁମ ପରି ସାମ୍ବାଦିକ ଦରକାର ।ଏପରି ପ୍ରଶ୍ନ ପଚାରିବା ଦରକାର ।ପାଟି ଖୋଲିଲାନି ତୁମ ପ୍ରଶ୍ନରେ ।
ଅରୁଣ ଚୋର କଥା ବୁଲାଇଦେଲା !
ତୁମ କୁ ଆସି ଯଦି କିଛି ବିଜେପି ବାଲା ମାରିବେ ସେ କଥା ଏମାନେ ପଚରିବେନି, କିନ୍ତୁ ବିଜେଡ଼ି ବାଲା ମାରିଲେ ଏମାନେ ହୋ ହଲା କରି ଉତ୍ପାତ ହେବେ କାହିଁ ନା ଏମାନେ godi ମିଡିଆ 😂
@sandeepsamal9084 ଆଗରୁ କୋଉ ମିଡିଆ ହୋଇ ଥିଲେ । ଭାଇ ଏ ଭଉଣୀର ପ୍ରଶ୍ନ ସମସ୍ତ ବୁଦ୍ଧିଜୀବୀଙ୍କର ନା କି ତାଙ୍କର ।ସରକାର ଯିଏ ହଉ ନା କାହିଁକି ।ଏ ଚାଷ ଦିଗରେ ଓ ଚାଷୀଙ୍କ ପାଇଁ କଣ କରିଛନ୍ତି ।ଆର ପ୍ରଶ୍ନର ଉତ୍ତର କା ପାଖରେ ନାହିଁ ।ବିରୋଧିଙ୍କ କାମ ଜନତାଙ୍କ ସ୍ଵର ଉତ୍ତୋଳନ କରିବା ଠିକ । ସବୁବେଳେ ପ୍ରହସନ ଠିକ ନୁହେଁ ।ଦରଦାମ କେହି ରୋକି ପାରିବେ ନାହିଁ ।କେବେ ସରକାରୀ ଚାକେରିଆ ଓ ନେତା ମହଙ୍ଗା ଭତା ଫେରାଇ ଦେଇଛନ୍ତି ଶୁଣିଛ ।ଗରିବ ଓ ମଧ୍ୟବିତ୍ତ ସବୁବେଳେ ହଇରାଣ ହରକତ ହଉଥିଲେ ଓ ହେବେ ମଧ୍ଯ ।ଏହା ହିଁ ସତ୍ଯ ।ବାକି ସବୁ ପ୍ରହସନ
ଏ ଶଳା ଲୋଭ ଦେଖେଇ 500 ଦେଇ କଲେଜ ଛୁଆଙ୍କୁ ଆଣିଛନ୍ତି
Right
Ea kukuar Sabu BJD thaila choarnk sarkar ea mangia
ପୁରା ଠିକ କହିଲେ
Right
Tama ghare alu piaja rasuna khaucha ki nai oil na khali sijakhaucha
କେତେ କଳ କାରଖାନା ତମ ବିଜେଡି ଦଳ ବନ୍ଦ୍ କରି ରଖିଛି କହିପାରିବ
24ବର୍ଷ ଶୋଷିଲା ପରେ ଏବେ ଫାଟୁଛି
୨୪ ବର୍ଷ ଯେତିକି ଓଡ଼ିଶା ପାଇଁ ହେଇଚି ସେତିକି ତମେ ୪୦ ବର୍ଷ ରହିଲେ ବି କରି ପାରିବନି 😂
@@sandeepsamal9084tu helu kupa manduka 25 rahila pre mone padila bus standa kariba pai 25 re kete ta cold store ??
@@sandeepsamal9084 24 barsa re kana bjd baanda chusu thila😂😂..abe tankara dara daam badhi jauchi😂😂
@@mj5kingsunited-ub7be Abe tu kana kahibu be to bhalia murkha padachata Nka gyana kete, News Paper padha jani paribu Odisha sthana kouthi jani paribu ,auu Haan jaa Tu Bjp baala nka ra chusu thibu 😂
@@_mr___rajput Abe jaa be kupa manduka to gyana kete, ghare khaibaku pauna dardam ete badhi galani sethi phutani prabala 😂😂
ଅରୁଣ ବାବୁ ଆପଣକ ସରକାର ଥିବା ସମୟରେ ଆଳୁ କିଲୋ ଅଶି ଟଂକା ଥୀଲା ମନେ ପକାଅ
ଆଉ କିଛି ଅଛି ଯେ ବିଜେଡି କଣ କରିବେ....
ତାମିଲ ନାଡୁ ରେ ବି ଦର ଦାମ ବହୁତ ଅଛି ତୁଚ୍ଛତା ରେ ବିଜେଡି ପ୍ରହସନ କରୁଛି
are bhai tu quality ru jana paduchhi tu dadana jaechhu odisha katha kahunu tamilnadu katha kn kahuchhu
ଅରୁଣ ସାହୁ ଯଦି ମୂଖ୍ଯ ମନ୍ତ୍ରୀ ହେଇଥିଲେ ଆଳୁ ୨ ଟଙ୍କା ହେଇଥାଇତା
ଶଳା କାଳିଆ ପ୍ରଶ୍ନର ଉତ୍ତର ନଦେଇ ଇଆଡୁ ସିଆଡୁ କାହିଁକି କହୁଛି ।
Thik bhai ….biggest fraud eita….
ପରି ଝିଅର ଦାମ କେତେ କହହାରମି ଅରୁଣ
ଓଡିଶା ରେ ତ ଆଳୁ ଚାଷ କରୁ ନହାନ୍ତି,,,ଆଳୁ ବାଡ଼ିବ୍ ,,,,,,ଏଥିରେ,ଭାବି ବାରେ କଣ ଅଛି,,,,,ନବୀନ,ର ଆଳୁ ମିଶନ କୁଆଡେ ଗଲା,,,ଉତ୍ତର ଦିଅ
କାଇଁ ୬ ମାସ ହେଲାଣି କେତେଟା ଶୀତଳ ଭଣ୍ଡାର ହେଇଚି 😂
ପରି କଥା କଣ ହେଲା ଫାଷ୍ଟ କହ
ବଡ଼ ପାଗଳ
ଅନ୍ୟ ରାଜ୍ୟରେ ଛୋଟପିଲା ସୁରକ୍ଷିତ, କିନ୍ତୁ ଅରୁଣ ସାହୁ କହିବେ କି ପରୀପରିଛୋଟପିଲାମାନେକାହିକିଅସୁକ୍ଷିତ ଆମ ଓଡ଼ିଶାରେ
100 % Right
Bhak andhabhakta କିଛି ଜାଣିନୁ କମଣ୍ଟ କରନି 😂😂😂😂
ବିଜେଡ଼ି ସରକାରଙ୍କ ପାଇଁ ଏ ସବୁ ହେଇଚି ,6ମାସରେ କଣ କରିବ ,ବିଜେଡି ଖାଇକି ଶେଷ କରିଛନ୍ତି
ଚାଷିର କଣ ଟିକେ ବଢେଇ ଦେଲେ କହୁଛି ଯେ ଖନିମାରୁଚି ସଳା କୁ ଖରାପ ଲାଗୁଚି କହିବାକୁ 🥱🤣🤣🤣
ଧନ୍ଯବାଦ ସ୍ୱାତି ମାଡାମ
Pari hatyakari arun
Eita bjp midia loka
Godi Media eta😂
ଅରୁଣ ବାବୁ , ତୁମ ପାଇଁ କଣ ନେତା ଓ କର୍ମୀ ନିଅଣ୍ଟ ହେଲେ ଯେ ? +2 ପିଲାମାନଙ୍କୁ ଆଣି ଆନ୍ଦୋଳନ କରୁଛ । ଏକଥା ନିଜେ ସେହି ପିଲାମାନେ କହୁଛନ୍ତି ଯେ ମୁ +2 ପଢୁଛି ବୋଲି .୧୬ ବର୍ଷ ହୋଇଛି ବୋଲି । ସବୁ ଦଳ ସାବାଳକ ମାନଙ୍କୁ ନେଇ ରାଜନୀତି କର ।
ଆରେ ତମେ ଏତେ ବଡ଼ ବଡ଼ କଥା ୨୫ବର୍ଷ ରେ କଣ କରିଛ ଲୋକେ ଜାଣିଛନ୍ତି ଆଉ ମିଡ଼ିଆ ଆଗରେ ନିଜକୁ ଦେଖେଇ ହେବା ଟିକେ ବନ୍ଦ କର😢😢😢😢
ବିଜେଡି ସରକାର ସମ୍ପୂର୍ଣ୍ଣ ଦାୟୀ 😅
ବିଜେଡି ଆଉ ଯେତେ ଯାହା କଲେ ମଧ୍ୟ କେହି ତାଙ୍କ କଥା ଶୁଣିବେନି
ଧନ୍ୟବାଦ୍ ବିଜେପି କୁ ପନ୍ଦର ବର୍ଷ ଦେଇଛ, ଅରୁଣ ସାହୁ ❤
ଅରୁଣ ବାବୁ 2019 ରୁ 2024 ଦରଦାମ ନୂଜ ଟିକେ ଦେଖ ମନେ ନାହିଁ କେମିତି ଉଠୁ ଥିଲା ପଡୁଥିଲା ଖାଦ୍ୟ ସାମଗ୍ରୀ ଦର .୪/୫ବର୍ଷ ତଳର ଖବର କାଗଜ ଟିକେ ଦେଖ ଜାଣିବ
Center ର 60%ଦାୟିତ୍ୱ ଦର ଦମ କମ କରିବାରେ ସରକାର ରେ ଯିଏ ରହିବ ସିଏ ମିଛ ପ୍ରତିଶୃତି ଦବ l ଭୋଟର ସବୁବେଳେ ଭକୁଆ
King 👑 always king 👑 mahan majhi sir 🙏🏻🙏🏻
ଏ ମାଧିଆ
ଦିନେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲା 😢😢
Pari katha tikea kuha
ଏମାନେ ସ୍ଵାଧୀନତା ଆନ୍ଦୋଳନ କରୁଛନ୍ତି ଯେ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି 😂😂😂😂
ଏହା ପୂର୍ବରୁ ଓଡ଼ିଶାରେ ବିଜେଡି ଦଳ ଶାସନ କରୁଥିଲା ଦରଦାମ କମାଇ ପାରିଲେ ନାହିଁ । ଲଜ୍ଜ୍ୟା ଲାଗିବା କଥା ।
ବିସ୍କୁଟ ମିଡ଼ିଆ
ଦରଦାମ୍ ନୁହେଁ ରେ ଶଳା ଅରୁଣ ବିଜେଡି ହରିଗଲା ବୁଲି ଭାରି ବଦ୍ଧୁଚି
BJD ସରକାର ଅପାରଗତା ଦରଦାମ ବୃଦ୍ଧି ର କାରଣ।
ରୋଗ ବିକଳ ରେ ତାଟିଆ କାମୁଡ଼ା ଭଳି,୨୪ ବର୍ଷ ରେ କେତେଟା କୋଲ ଷ୍ଟୋର ଖୋଲଛ ଅରୁଣ
ବିଜେଡି ମନୁଚି ସେମାନେ କରିନଥିଲେ ଆକୁ ଲଜ୍ଜ୍ୟା ନାହିଁ 😂😂😂
Tume 24 varsa sasanare sabu lokanku mada pia sikheila chasa Kariba kie.Tenu dardaam badhiva thaya.
Pari khabara tk
ମୁଁ ମଧ୍ୟ ଆଜି ଭୁବନେଶ୍ୱର ରେ ଥିଲି, ବିଜେଡି ର ପ୍ରାୟୋଜିତ ଆନ୍ଦୋଳନ ଥିଲା,4,30 ବେଳକୁ ପୁରା ଜାଗା ଖାଲି। 2 ଘଣ୍ଟା ପାଇଁ ଚାଲିଥିଲା।
ମିଡିଆ myadam କୁ ବହୁତ୍ ବହୁତ୍ ଧନ୍ୟବାଦ୍
ମନେ ଅଛି ଅରୁଣ ସାହୁ ବିଧାନସଭା ରେ କହିଥିଲେ ଲେମ୍ବୁ ବହୁଳ ରାଜ୍ୟ ତାଙ୍କ ସମୟରେ ଲେମ୍ବୁ ଗୋଟା 10 ଟଙ୍କା ରୁ ଉର୍ଦ୍ଧରେ ବିକ୍ରି ହେଇଥିଲା । ଏ ବେହିଆ ଦଳ କଣ କହିବ ଏ ଅରୁଣ ସାହୁ ହତ୍ୟାକାରୀ କଣ କହିବ
Right
😂😂😂
ଅରୁଣ ବାହାର ରାଜ୍ୟକୁ ଯାଇନାହାନ୍ତି, କି ଦରଦାମ୍ ବୁଝି ନାହାଁନ୍ତି ବୋଧେ, ନ ହେଲେ ଏ କଥା କହନ୍ତେ ନାହିଁ 😅😅😅
Bjd ଚାଷୀ କୁ ରେଟ ଅହଂକାର କରୁଛି
ଚାଷୀ ତଳକୁ ଗଲେ ଖସି, bjd ଦେବ ହସି
ଭାଇ ମୁଁ ବେଙ୍ଗାଳୁରୁ ରେ ଅଛି ଏଠି ଆଳୁ ୪୦,ଡାଲି ୧୮୦ .ମୁଣ୍ଡ ଖରାପ ହେଇଗଲାଣି ଆମେ ଚଳିବୁ କେମିତି ଭାବୁଛୁ .ଆଉ ତମେ ଓଡ଼ିଶା ରେ ରାଜନୀତି କରୁଛ
ବାନ୍ଧା ହବୁ ଅପେକ୍ଷା ରେ
ଏ ହତ୍ୟାକାରୀ ର କଥା କିଏ ଶୁଣୁଛି
ତମ ସରକାର ଥିଲାବେଳେ ସବୁ ତାଡି ପକାଉଥିଲ
ଆପଣ 15 ବର୍ଷ ଭିତରେ ବିଜେପି ହେଇ ଥିବେ।
ପନିପରିବା ରେଟ କମିଲେ ସରକାରୀ କର୍ମଚାରୀ ଙ୍କ ମାସିକ ପଇସା ବି କମାଯାଉ
Bjd is responsible for all this. This party will never come to power again.
ସଲା 24 ବର୍ଷ ସାଶନ କଲ ଗୋଟେ ବି ଶୀତଳଭଣ୍ଡାର କଲନୀ ଲାଜ ଲାଗିବା କଥା
ଏବେ ତ
ଆଳୁ kg-25
ପିଆଜ ଦେଢ଼ kg- 50
ଫୁଲ କୋବି-25
ଟମାଟୋ -25
ଆଉ କେତେ ଦର କମିବ..... Free ରେ ଆଣ କୃଷକ ଠୁ 🤦
6 ମାସ ତଳେ ପା ପେଟ୍ରୋଲ, ଡିଜେଲ 50 ଟଙ୍କା ଥିଲା .ଏ ସବୁ ପରିବା ନବୀନ ବାବୁ free ରେ ପରିବା ଦେଇଥିଲେ ଖାଇଥିଲି 😄😄 କି କଥା ଲଜ୍ୟା ଲଜ୍ୟା
Ki galua ta kire jetiki dar dam lekhichu seta kou barsa katha kahuchu 😂
@sandeepsamal9084 a barsara rate apana galua asuna neiki jiba berhmpur re
@@tunagmvlogsare galua bhai ethi tama area katha kahile kana kahucha sabu kn berhampur jibe anibaku ame jie sabu bhubaneswar re rahu puri re rahu
ଏବେ ର ଦର ସେ ଲେଖିଛନ୍ତି,ଓଡ଼ିଆ ପଢ଼ି ପାରୁନାହିଁ ବୋଧହୁଏ।
@sandeepsamal9084 ama area katha kahili ame jetiki ratere anuchu kahili Pariba chasa kale ta.. Berhampur re prabala pariba...
Thanks for ripotor mam
ତୁମେ ଦଳ ବେଳେ କୁ ଡାଲି kg 200 ଥିଲା ବାବୁ
You are right sir,
Jay Bjp
Yes
Oh ki kotha
BJD chora dala 👍
Arun haru haru alpake bartichhi
ଜୟ ନବୀନ
ଭାଗ୍ୟ ଭଲ ଅଳ୍ପକେ ବର୍ତ୍ତି ଯାଇଛ ଅରୁଣ ସାର୍, ନଚେତ୍ ବିଧାନସଭା ବନ୍ଦ ହେଇଯାଇଥାନ୍ତା। ଆପଣଙ୍କ ର ବହୁତ କାର୍ ନାମା ଅଛି,ଆଉ ବେଶୀ କହନ୍ତୁନି।
BJD 24 barsa re keteta dam, jala jogana pani keteta canal. Karichhanti . Keteta coldstore, karichhanti tike aga kuhantu.
Respected CM sir do something for this melodious person.
Yes 👍
ଅରୁଣ ଆଗରୁ ଏମିତି କରୁଥିଲେ ସତ ଟା ଏବେ କହୁଛନ୍ତି ।, ତୁ ମ ସମାଧିରେ ଲଢେ଼ଇ କଲେ ଆମେ ବାଲ୍ଟା ମିଳିବ
What shall u give time to BJP?? First tell.. What u were doing during 24 years ??
ମୂୂଲିଆ ମଜୁରିଆ ସମସ୍ତଙ୍କର ମଜୁରୀ ଢେର ବଢିଛି. ବ୍ଯବସାୟୀ ଭଲ ଦି ପଇସା ପାଉଛି.
ଭାଇ ମୂଲିଆ ମଜୁରିଆ ଙ୍କ ମଜୁରି କେତେ ବଢ଼ିଛି ଟିକେ କହିବେ କି😂
Super 💯 😢 what you have done . Jay Jagannath Jay BJP jay Narendra Modi ji jay jay Mohan Majhi 🎉
ପରୀ କଥା କ'ଣ କହିବେକୀ ଅରୁଣ ସାହୁ ❤
ଏଇ ଅରୁଣ ସାହୁ
ଯା ହେଉ ଝିଅଟିଏ ବି ଅରୁଣ ସାହୁଙ୍କୁ ପାଣି ପେଇ ଦେଲା 😢
Jay congress ❤❤❤❤
ଖାଇବା ଲୋକଅଧିକ . ଚାଷ କମ୍. ତେଣୁ ଦରଦାମ୍ ବଢୁଛି
Right sir
5 ରୁ 10 ରେ ସରକାର ବଦଳାନ୍ତୁ ସାଧାରଣ ଲୋକେ ସୁବିଧା ଆଉ ଦେଶ ର ଉର୍ନତି 100%
Right
ଜୟନବିନୀ ସାର
Report didi is great
ଧନ୍ୟବାଦ ଅରୁଣ ସାହୁ ବିଧାୟକ ଭାଇ
Thank you mam for your counter to veteran BJD leader Arun Sahoo.
ଦେଖିବାକୁ ଗଲେ ଦରଦାମ୍ କିଛି ବଢିନି. ଚାକିରିଆ ଓ ପେନସନ୍ ଧାରୀ ବର୍ଷକୁ ୨ ଥର DA ପାଉଛନ୍ତି. Increment ପାଉଛନ୍ତି.
ଏ ଶଳା ମାନଙ୍କ ଯୋଗୁଁ ସବୁ ରେଟ ବଢୁଛି ଭାଇ ଏ ଶଳା ମାନଙ୍କ ପାଖକୁ ମାଗଣା ରେ ପଇସା ଯାଉଛି କାମ ନାଇଁ ଧନ୍ଦା ନାଇଁ ବସିକି ପାଉଛନ୍ତି government ତ କାହା ପାଖରୁ ଲୁଟି କି ଆଣିଲେ ସିନା ଏ ଶଳା ମାନଙ୍କୁ ପଇସା ଦେବେ
Arun Babu pl clarify about Pari case. During BJD government price hike was also noticed.
ବିଜୁ ଜନତାଦଳ ସମୟରେ ଦରବୃଦ୍ଧି ଥୀଲା କି ନାହିଁ ଅରୁଣ ଭାଇ
Right bhai
ଗାଲୁ ମାରୁଛି ଅରୁଣ ବାବୁ
କି କୁମ୍ଭୀର କାନ୍ଦଣା 😂😂😂
30 ଟି state କେବେ ହେଲା ଅରୁଣ ବାବୁ,ଯାହା ଆସୁଚି କହି ଚାଲିଛ
ଭଲ ହଉ କି ଖରାପ ବିରୋଧୀ ଦଳ ଜିତିବା ଜରୁରୀ ଅଛି
Chasa Kara bhai jay kisan
Aruna, ED / IT / CBI Will Meet U Soon.
ଏହି ବିକୃତ ଚିନ୍ତାଧାରା ବେହିଆ ଅରୁଣ ସାହୁକୁ
କାହିଁକି ପଚାରୁଛନ୍ତି ...??
Arun sahoo good speaker
Jay bjd Jay nabin sir🙏🙏🙏
Good 👍 arun sir
ଅରୁଣ ସାହୁ ତୁମେ କେତେକଚ୍ଛୟକରୀଛ ତମେଶବୁଠୁଵଡ ଟାଉଟର
Gote katha achhi karm always back seita aji sata heichhi ame bi dine emiti strike karuthilu sete bele tama seat basithila aji olata 😂😂😂
ସଲେ ଚାଷ କରି ଖାଉନ ତମକୁ ଯଦି ବାଧୁଛି
ତମର ଦରମା ବଢିବ ଆଉ ଦର ଦାମ କଣ ହେଇଗଲା ଶଳା ଚର ସଲେ