No need to increase the salary of MLAs as Odisha people are very poor. More than one crore people are migrant labourers. Seventy percent people are Poor and are supplied free rice. Rampant unemployment in Odisha. MLAs should be with people.
Was a not necessary. Members of EPS'95 Scheme, though contributed more amount to Govt. Fund, are getting Rs. 1000.00 Rupees one thousand only minimum per month to maintain their family. This has been fixed in 1995 during the UPA Govt. Hence it is the question to my Govt. why more amount is required for the MLA and MP? Is it not the unnecessary expenditure?
m.l.a mane kahu kahi darama ghosana hei jau chi kintu teacher, kissan, doctor all services holder brasa barsa dhari khara barsa sita kakara re strike kale tara kichi samadhan heuni . namaskar.I am praud.of you.
Sadharana lokanka pai daradama brudhi houni kebala MLA nka pai daradam brudhi houchhi ...puni fund nhi fund nhi boli kahuchhanti but other govt. Employee mana Kara salary badheiba katha kebe chinta karichhanti ye gadi re jie asuchhi kebala nija party pai hiii kama karuchhi kehibi lokanka /janasadharana nka dukha bujhiba pai kehi b nhi..... Darty politics shame on you..
MLA Mane ka'n Mundi ki? Hele Kam Darama pauthiba Chakiriamane vendi ki? Emiti hele BJP lopa paiba thaya . Chalkiria pension paibe nahi . HeleMLa mame keu Bala ? Samanya Shikshya kete ?
Once thought, After retirement no pension is implemented till date. For the intrest of Government employees implement the old pension scheme in Odisha.
MLA ମାନଙ୍କୁ pm ଆବାସ ଓ ରାସନ କାର୍ଡ ଦିଆଯାଉ ବେଲାଜ୍ୟା
ନେତା ମନ୍ତ୍ରୀଙ୍କର ଦରମା ଚିନ୍ତା । ସାଧାରଣ ଜନତାଙ୍କର ରାତି ପାହିଲେ ଆଳୁ କିଣିବା ଚିନ୍ତା । ଧନ୍ୟରେ ଓଡ଼ିଶା ନେତା
ନେତା ମନ୍ତ୍ରୀଙ୍କର ଅନେକ ଆଶା , ଓଡିଶାର ଜନତା ଭଲରେ ରହିଲେ , ନେତା ମନ୍ତ୍ରୀଙ୍କୁ ଭଗବାନ ଭରସା, ଜୟ ଜଗନ୍ନାଥ.ପ୍ରଭୂ ପୁରଣ କର ସମସ୍ତଙ୍କର ଆଶା
ହେ ମୋର ପ୍ରିୟ ମୁଖ୍ୟମନ୍ତ୍ରୀ, ଆପଣମାନେ ଦେଶସେବା କରୁଛନ୍ତି ନ ଦେଶକୁ ଶୋଷଣ କରୁଛନ୍ତି l ଆପଣଙ୍କ ଦରମା ରାତା ରାତି ବଢିପାରୁଛି କିନ୍ତୁ ଜଣେ ପ୍ରାଥମିକ ଶିକ୍ଷକଙ୍କ ଦରମା ବଢ଼ାଇଲା ବେଳେ ପଛଘୁଞ୍ଚା ଦେଉଛନ୍ତି କାହିଁକି l
Absolutely correct
ସେମାନଙ୍କ ସ୍ୱାର୍ଥ ପାଇଁ ସେମାନେ ସମସ୍ତେ ମିଶୁଛନ୍ତି ଦରମା ବଢିବା ପାଇଁ, କିନ୍ତୁ ଓଡିଶା ର ସ୍ୱାର୍ଥ ପାଇଁ ନୁହଁ. ଗୋଟେ ସାଧାରଣ କର୍ମଚାରି ଟେ 10-15 ହଜାର ଟଙ୍କାରେ କେମିତି ପରିବାର ଚଳାଉଛନ୍ତି ବୁଝିଛନ୍ତି, ଦରମା ବଢୁ ବୋଲି ଚାହିଁଛନ୍ତି. ଖାଲି ରାଜନେତା ସରକାରୀ ବାବୁ ମାନଙ୍କର ହିଁ ଅସୁବିଧା ହଉଛି,ଏଜେନସି କର୍ମଚାରୀ କୁ କିଏ ପଚାରେ.
ଠିକ କହିଲ ଭାଇ ,ଆମେ strike କରିବା ଦରକାର
ସେମାନେ କଣ ଚାକିରୀ କରୁଛନ୍ତି କି?,ପାଞ୍ଚ ବର୍ଷ ପାଇଁ ଜନସାଧାରଣଙ୍କ ସେବା ପାଇଁ ନିର୍ବାଚିତ ହୋଇ ଆସୁଛନ୍ତି.ତାହା ହେଲେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ରଖାଯାଉ.ଜଣେ ପାଠ ପାଠପଢି ତିରିଶ ବର୍ଷ ଚାକିରୀ କରିବ ପେନସନ ପାଇବ ନାହିଁ. ଆଉ ଆପଣ ମାନେ...
ସେବା ପୁଣି ଦରମା ବଢିବ l କଣ ସେବା
ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାରଙ୍କ କର୍ମଚାରୀଙ୍କ ଦରମା କାହିଁକି କମ ରଖା ଯାଇଛି?କେନ୍ଦ୍ର ହାରରେ ଦରମା ଦିଆଯାଉ।
Write sir
ଯାହା କୁ ଇଛା ନାହିଁ ଏସ୍ତଫା ଦିଅ
ସବୁ ବିଧାୟକ ତ ଜନ ସାଧାରଣ ମାନଙ୍କର ସେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି ଦରମା କଣ୍ ହବ, ଭୋଟ ବେଳେ ଗୋଟେ କଥା ଭୋଟ ପାଇଲା ପରେ ଆଉ ଗୋଟେ କଥା, 😢
ରାଜ୍ୟ ଅଉ ଦେଶ କୁ ଶଳେ ବିକି ଦେବେ,
କିଛି ଦରକାର ନାହିଁ, ଦରମା ଵଢିଵା କାରଣ ଏମାନେ ଜନସେବା କରିବାକୁ ଆସିଛନ୍ତି ।ଯାହା ବି ପାଉଛନତି,ଵହୁତ ।ଅନେକ ଲୋକ ଭୋକରେ ତାଙ୍କ କଥା କିଏ ଵଝିଵ।ସାଧାରଣ ଲୋକ କଣ କର ଦେଇକି ମରିଵେ ।
Sir ଓଡ଼ିଶା ରେ ହଜାର ହଜାର ବ୍ଲକ୍ ଗ୍ରାଣ୍ଟ ହାଇ ସ୍କୁଲ ଅଛି ଆଜି ପର୍ଯ୍ୟନ୍ତ ଏକ ଟଙ୍କl ବି ପାଇନାହିଁ 20/25ବର୍ଷ ଚାକିରୀ କଲେଣି 😢
ଆଉ କାହା ଦରମା ଦରକାର କଥା ଚିନ୍ତା କର ନାହିଁ ଖାଲି ML ଙ୍କ ଦରମା କଥା ଚିନ୍ତା କର..
ଏଇ ନେତା ମାନଙ୍କ ପାଇଁ ଦର୍ ଦାମ ବୃଦ୍ଧି ହେଇଛି ଚାକିରି କରୁଥିବା ଙ୍କ ପାଇଁ ଦର୍ ଦାମ ବୃଦ୍ଧି ହୋଇ ନାହିଁ ଦୁନିଆ ରେ ଯେଉଁ ଜିନିଷ ଖାଉ ଛନ୍ତି ଲୋକ ମାନେ ତାହା ବହୁତ୍ ଶସ୍ତା ଆଉ ନେତାମାନେ ଯେଉଁ ଜିନିଷ ଖାଉଛନ୍ତି ତାହା ବହୁତ୍ ମହଙ୍ଗା ଦରମା ବଢ଼ି ବା କଥା ନେତା ମାନେ ଯେଉଁ ଜିନିଷ ଖାଉଛନ୍ତି।ସେଇଟା
ହେଉଛି ଲୋକଙ୍କ ମଲ
ଦେଶ କୁ ଏ ନେତା ଖାଇ ଦେବେ।
ଗୋଟିଏ ପରିବାର ପାଇଁ କେତେ ଟଙ୍କା ମାସିକ ଦରକାର ବିଚାର କରହେଉ ତାପରେ ଦରମା ବଢା ହେଉ
Nice suggestion
ଲୋକମାନଙ୍କ ମତାମତ ନିଆ ଯାଉ
Excellent suggestion
ସାଧାରଣ ବାହ୍ୟଠିକା କର୍ମଚାରୀ 8ru10hajara ଦରମା ପାଉଛନ୍ତି କେମିତି ଚଳୁଛନ୍ତି ଥରେ ଚିନ୍ତା କରନ୍ତୁ
ଆମର ଓଡିଶା ର ଲୋକ ମାନଙ୍କର ରକତ ପିଅ ରେ ନେତା ମନେ
JTS regular karajau. Then MLA nka salary badhajau.
Right 👍
Don't run after government jobs Prepare for lucrative MLA Post.
No need to increase the salary of MLAs as Odisha people are very poor. More than one crore people are migrant labourers. Seventy percent people are Poor and are supplied free rice. Rampant unemployment in Odisha. MLAs should be with people.
ବିଧାୟକମାନଙ୍କୁ ସର୍ବ ନିମ୍ନ ମଜୁରୁ ଦେବା କଥା ?
୭୩ପ୍ରତିଶତ କୋଟିପତି ହେଲେଣି ତଥାପି ସେମାନଙ୍କୁ ଆଣ୍ଠୁ ନାହିଁ ।ଜଣେ ଶିଖିତ ପିଲା ୭୦୦୦,୧୦୦୦୦ ଟଙ୍କା ରେ ଚାକିରି କରୁଛି ।ସେମାନେ କିପରି ଚଲୁଥିବେ ।
Really , this is the most crucial issue that how a JTS can maintain himself and his family with a salary of Rs 9000 p/m
ଦର ଦାମ କେବଳ ଏମ ଏଲ ଏ ମାନଙ୍କ ପାଖରେ ବଢିଯାଉଛି, କିନ୍ତୁ ଶିକ୍ଷକ ମାନେ ବାହାରେ ଯାଇ ୯୦୦୦ ଟଙ୍କା ରେ କିପରି ଚଳିବେ ? ଏମ ଏଲ ଏ ମନ୍ତ୍ରୀ ମାନଙ୍କ ଜୀବନ ହେଉଛି ମଣିଷ ଜୀବନ, ଶିକ୍ଷକ ମାନଙ୍କ ଜୀବନ ଖଟା ପଖାଳ। ନୁହଁ, ଏଇ ହେଉଛି ଭାରତ ର ସମ୍ବିଧାନ।
ସବୁ ସ୍ୱାଥ ପର ଲୋକ ମାନ ଙ୍କ କଥା ଚିନ୍ତା କରିବେ ନାହିଁ
କିନ୍ତୁ ଜନ ସାଧାରଣ ଙ୍କ ଭର୍ତି ବଢିଲା ନାହିଁ ।
କାମ ଚୋର ନେତା ମନ୍ତ୍ରୀ ମାନଙ୍କ ଉପରକୁ କଥା ଆସିଲେ ସେମାନେ ସେଇ ଛୋଟ କର୍ମଚାରିକୁ ଢାଲ କରି ଖସି ଯାଉଛନ୍ତି. ଧନ୍ୟ ଗଣତନ୍ତ୍ର ଧନ୍ୟ. ସେଇ ଛୋଟ କର୍ମଚାରିଟିଏ ନଥିଲେ kou ଗୋଟେ ବି ସରକାରୀ ଦପ୍ତର କାମ ହେଇପାରିବନି. କାରଣ ନେତା ମନ୍ତ୍ରୀ ମନେ ପୁରା ଅପାଠୁଆ. ସେମାନଙ୍କୁ ବର୍ଣ୍ଣବୋଧ ଆସେନି math କଥା ଦୂର.
Poor MLA are suffering a lot so please increase thrice to the present salary.
Primary teacher mananku regular kara jaau
ଆଗିଆ।।। କୁହନତୁକେଊ।
ବିଧୀୟକ।। ରଘର।।।ଗାଡି।।। ପଈଷା।।। ନାହିଁ।। ସବୁ।। ତପିସି।।। ଖିଆ।।। ପିଷିନେବେନି।।
କିସବୁତ।।। ପିସି।।। ରେ।
ଲୁଟି।।
ଚାଲିଛନ୍😮😮😮
Wrong very bad decied
ମିଡିଆଙ୍କୁ କେତେ ଟଙ୍କା ମିଳିଛି?
ଅନ୍ୟାନ୍ୟ ସୁଵିଧା ସୁଯୋଗ ନ ଥାଇ ପ୍ରାଥମିକ ଶିକ୍ଷକ 9000 ଟଙ୍କା ରେ କେମିତି ଚଳୁଛନ୍ତି 😢😢😢😢😢
କୋଟି କୋଟି ନେଇକି ମଧ୍ୟ ete ନିଅଣ୍ଟ ସେଥିରେ ପୁଣି ଘର ଆଉ ଗାଡି. ସବୁ ପ୍ରକାର ସୁବିଧା ଯୋଗାଯାଇଥାଏ. ତଥାପି ବିଧାୟକ ମାନଙ୍କ ର ଦରମା ଚିନ୍ତା କିନ୍ତୁ ଏପଟେ କୋଡିଏ ହଜାର ଦରମା ପାଉଥିବା ଛୋଟ କର୍ମଚାରୀ ର ବେତନ କୁ କାଟିଦିଆଯାଉଛି.
ଏମାନେ ଦରମା ଲାଗି ମାଡ଼ଗଲ ଆଳୁ କଥା କିଏ ପଚାରେ ମିଡ଼ିଆ ଭାଇ ମାନେ ମଧ୍ୟ ଦରମା କଥା କୁ ପ୍ରଚାର କରୁଛନ୍ତି ଆଳୁ କଥା ପ୍ରଚାର କରିବା ଦେଖି ପାରୁନୁ ଯାହାକୁ କୁହାଯାଏ ଚତୁର୍ଥ ସ୍ଥମ୍ଭ ପୁରା ଆଶାହାୟ
Agriculture Department ra ATMA staff nku regular kara .Jahaki 2012 year ru khatuchhanti.Au lokanka seba karichhanti.
According to BJP
Sab ka sarbanash
MLAs ka bikash.
କୋଟିପତିଙ୍କ ଦରମା ବଢ଼ିବ । ପ୍ରାଥମିକ ଶିକ୍ଷକ କେମିତି ଚଳିବେ 9700 ରେ ।ସେମାନେ ତାଙ୍କ ଦରମା ବୃଦ୍ଧି କରିବେ ବୋଲି ଭୋଟ ଦେଇଛୁ ଆମେ
All MLAs must quit salary and perks to prove themselves patriot...if not, salary will be given at par with a construction labourer...
Was a not necessary. Members of EPS'95 Scheme, though contributed more amount to Govt. Fund, are getting Rs. 1000.00 Rupees one thousand only minimum per month to maintain their family. This has been fixed in 1995 during the UPA Govt. Hence it is the question to my Govt. why more amount is required for the MLA and MP? Is it not the unnecessary expenditure?
ପ୍ରଥମେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ଦିଆଯିବା ଦରକାର
outscoring ki regular karunhanti but M.L.A mananka salary badhuchhi
Junior teacher schematic ku regular karajau
ପେନସନର ମାନଙ୍କ ମଧ୍ୟ ଦରମା ବଢୁ , ଖାଲି ନେତା ମନ୍ତ୍ରୀ ଙ୍କ ଦରମା ବଢ଼ାଇବା ଠିକ୍ ନୁହେଁ ।
ସାଧାରଣ ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି ବୋଲି ସେମାନଙ୍କୁ ରୋଗ ହେଉଛି ତଥାପି ବୁଝିପାରୁ ନାହାନ୍ତି | ତେଣୁ ସେମାନଙ୍କୁ ରୋଗ ହେବନି କଣ ଭଗବାନଙ୍କୁ ରୋଗ ହେବ
MLA ମାନଙ୍କର ଯଦି ଦରମା ବଢିଲେ...... Jt ମାନଙ୍କ regular କରାଯାଉ ଅନ୍ୟ ରାଜ୍ୟ ରେ ଯେମିତି କର୍ମଚାରୀ ମାନଙ୍କୁ ଯେମିତି ଦରମା ଦିଆହେଉଛି ଠିକ ସେମିତି ଓଡ଼ିଶାର କର୍ମଚାରୀ ମାନଙ୍କୁ ଠିକ ସେମିତି ଦରମା ଦେବା ନିହାତି ଜରୁରୀ... ଯଦି ଅ ସବୁ ନହେଲେ ସରକାରୀ କର୍ମଚାରୀ, ଚାଷୀ ଭାଇ ଓ ଭଉଣୀ ମାନେ ସବୁ ଏକ ହୋଇକି ରାଜ ରାସ୍ତାରେ ଓଲ୍ହେଇବେ. ଏଇଟା ବି ଆମ ମାନଙ୍କର ଦାବି.
ଏଠି ଶିକ୍ଷକ ପାଇବ 10,000/ ଆଉ ବିଧାୟକ ପାଇବ 😭😭😭
ସେବକ ଚାକର ର ଦ୍ୱାହିଦେଇ ସେମାନେ ସାଧାରଣ ଲୋକଠୁ ଖସିଯିବାକୁ ସକ୍ଷମ ହେଉଛନ୍ତି.
ସାଧାରଣ ସର୍ମୀକ ମାନଂକର ମଜୁରୀ ଵଢାଜାଉ
UB
ସେମିତି ହେଲେ ଗୋଟିଏ ବି କର୍ମ ଚାରି ରଖନ୍ତୁ ନାହିଁ l ସବୁ ଦର୍ମା ବିଧାୟକ ମାନେ ହିଁ ନେଇଯାନ୍ତୁ l ଆଉ ଆମ ଦେଶ ଭଲରେ ରଖିବେ l ଆଉ ଜମ୍ମୁ କାଶ୍ମୀର ରେ ଆପଣ ରାତିରେ ସିତ କାକର ରେ ବlଡ଼ ଭଳି ଠିଆ ହୁଅନ୍ତୁ l ମେଡିକାଲ୍ କଲେଜ ସ୍କୁଲ ରେ ଛୁଆକୁ ପାଠ ପୋଢେଇବେ l
Neta mankara darama badhiba kintu gov employee mananka darama badhiba ni, Dhanya re sarkar,jts darama bahut badheu dele aame bahut khusi, e sarakar ku aau thare vote dei jitaiba....
ଯେଉଁ MLA ମିପ ମାନଙ୍କୁ ପୁସଉ ନାହିଁ ହାଣ୍ଡିଆ ମହୁଲି ପାଉଚ ବିକ ସେଥିରେ ବହୁତ ପଇସା ଅଛି.
No pensan
This is our mato of our MLA to day
2005 later MLA nMp must not get pension like the civil servants.they may be paid EPF
MLA Mane rajakosa khalikaridia.garibmane marantu
Please new Government give job for all.
MLA Mane istafa deidiantu bahut loka achhanti MLA hebaku bina salary re
m.l.a mane kahu kahi darama ghosana hei jau chi kintu teacher, kissan, doctor all services holder brasa barsa dhari khara barsa sita kakara re strike kale tara kichi samadhan heuni . namaskar.I am praud.of you.
Primary teacher mankar darama badha jao
Odisha Loot kete
Pramila Malik Odisha Jakora Dali Chori Ki Khaila Puni Darama Beshi Darkar Dhik .
Sir pari.pihu case re akatanahi.
Darama badhaela belaku akta.dany Odisha MLA dany
Neta odisha faltu
Odisha ku MLA sunya karajau
ଯଦି ବିଧାୟକ ଚାକିରୀରେ ଦରମା କମ, ତେବେ ତମର ଗଲୁ କାହିଁକି ହେଉଛି ବିଧାୟକ ହେବାକୁ, ଅଲଗା ଧନ୍ଦା କର,
ବିଧାୟକମାନେ ଯେତେବେଳେ ଚାହିଁବେ ଦରମା ବଢିଯିବ. କିନ୍ତୁ ଶିକ୍ଷକପାଇଁ ପେନସନ୍ ନାହିଁ
ଏବେ ୩ ଦଳର ବିଧାୟକ ଏକାଠି ହୋଇ ଦରମା ବଢେଇ ନେଇଯିବେ. ଭାଇଭାଇ ଏକାଠି ହେବେ଼
ଅର୍ଥ ଅଭାବରୁ HRA ଦେଇ ପାରୁନାହାନ୍ତି ଓଡ଼ିଶା ସରକାର କହୁଛନ୍ତି, ଅର୍ଥାତ୍ ଏସବୁ ଦୁଃଖର ବିଷୟ !
ଲୁଟି ଚାଲ
Koti pati hele b ahuri 2 lobha peta fatiba parjynta Tanka nei swarga ku jibe Benu mausa bhali huantu Bhagaban asirbad karibe
Kalijugara ravana😅
ସମସ୍ତ ନେତା ମାନେ ସ୍ବାର୍ଥ ବାଦି କାରଣ ଦରମା ବୃଦ୍ଧି କଲାବେଳେ ନିଜ ନିଜ ଦଳକୁ ଭୁଲିଯାଇ ଏକ ଏବଂ ଅଭିନ୍ନ ହୋଇ ଯାଆନ୍ତି ଆଉ ଯେତେ ବେଳେ ଆଇନ ପାସ୍ କରନ୍ତି ସେମାନେ କିଛି ନ ବୁଝି କେବଳ ବୀରୋଧ କରନ୍ତିଏହି ସ୍ବାର୍ଥପର ମାନଙ୍କ ପରିଭାଷା ଓ ଉଦ୍ଧେଶ୍ୟ।
Pramila MLA ra beshi abhaba taku au dia amar patato kinibaku Paisa nathau ba bah odisha neta
Assembly କୁ ଯିବା ପୂର୍ବରୁ ଦରମା କଥା ନ ବୁଝି କାହିଁକି ସେଠାକୁ ଏତେ struggle kari ଯାଉଥିଲ ,ଯଦି ଦରମା ପୋଷାଉନି ଛାଡ଼ି ଦିଅ ,ଯଦି ଦରମା ବଢ଼ାଉଛ ତା ହେଲେ qualification ଅନୁସାରେ ଦିଆଯାଉ
Prmila malik kar dali tanka sarigalani ki
Bhatta kebe?
ଏଶଳା କୁଁ ଟଙ୍କା ଟିଏ ବଡା ନଯାଉ। ଏହି ରାଜ୍ୟର ବିଜୁପଟ୍ଟନାୟକ ରିକ୍ସା ରେ ବିଧାନସଭା କୁ ଯାଉଥିଲେ। ଟଙ୍କା ଟିଏ ଦରମା ନେଉ ଥିଲେ।ଏଶଳା ଇସ୍ତଫା ଦେଇ ଦିଅନ୍ତୁ।
ଜନ ସାଧାରଣ ତ ନିହାଲ. ବହୁତ କାମ କରୁଛନ୍ତି ବିଧାୟକ. ଲଜ୍ୟା ନାହିଁ.
Kendriya hara re primary teacher ku salary dia jua
Pramila mam bhikari Tankar darama badhao.tame MLA mane kaha tanka darama neb.
Sadharana loka pahi dara dam nahi kintu mla manankar a darama darkar
Dina majuri 600 diajau
Dinamajuri 800 karajau
😂😂😂😂sabu chati nai ..
Hata panthi nuhe seta peta panthi
Neta aamo India ku aagei agei nebe😄😄😄😄😄😄😄😄
Tume neta tuma darama nije badhei deba ...Teacher mane marigale bi badheibani ...kete lutiba aau
Seba. Karuchanti. Na. Darama. Pain. Election. Re. Thia. Heuchanti.
Sadharana lokanka pai daradama brudhi houni kebala MLA nka pai daradam brudhi houchhi ...puni fund nhi fund nhi boli kahuchhanti but other govt. Employee mana Kara salary badheiba katha kebe chinta karichhanti ye gadi re jie asuchhi kebala nija party pai hiii kama karuchhi kehibi lokanka /janasadharana nka dukha bujhiba pai kehi b nhi..... Darty politics shame on you..
Salary ବି ବଢାନ୍ତୁ
ପ୍ରଥମେ ପ୍ରମିଳା ମାଲିକ ରେସନ କାର୍ଡ ଆଉ ଆବାସ ଘର ଦିଆଯାଉ l ବେଲଜ୍ୟା mal ମାନେ ମୁହଁରେ ଲାଜ୍ଜ ନାହିଁ l
😢😂😂 hi re sorokar. Public kotha bujhontu pratham
Ganatantra means development of leaders
Sarbanimana majuri 30.000hajara kara jau CM sir modi babu Odisha re sighra sarbanimana majuri badajau odisha ra sarmika Mane kanduchanti 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭 Odisha re sighra sarbanimana majuri badajau Jay jagannath Jay jagannath Jay jagannath 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 😅
MLA Mane ka'n Mundi ki? Hele Kam Darama pauthiba Chakiriamane vendi ki? Emiti hele BJP lopa paiba thaya . Chalkiria pension paibe nahi . HeleMLa mame keu Bala ? Samanya Shikshya kete ?
ଜନସେଵା ପାଇଁ ପାଞ୍ଚବର୍ଷ ରେ କି ଦରମା ଗୁରୁ ଅନାୟ
Bidhayak kama chura badhaa ni
ଦରମା କିଛି ବୃଦ୍ଧି ନହଉ
Once thought, After retirement no pension is implemented till
date. For the intrest of Government employees implement the old pension scheme in Odisha.
ସବୁବେଳେ ଜନତା ଶୋଷିତ ହେଉଛି..ମାଗଣା ଦିଅନାହିଁ କି ଦରଦାମ ବୃଦ୍ଧି ନ ହେଉ., କି ଦରମା ବୃଦ୍ଧି ନହେଉ... ସବୁ ଜନସାଧାରଣଙ୍କ ମତାମତ ନିଆଯାଉ..ସରକାର କିଛି ଦେଉନାହାନ୍ତି. ସବୁ ଜନସାଧାରଣଙ୍କ ଟଙ୍କା.. ବିଚାର ଜନସାଧାରଣଙ୍କ ଉପରେ ଛାଡି ଦିଆଯାଉ. 🙆🏼♂️🙆🏼♂️🙆🏼♂️
Right .only free goods is responsible for price hike