ରାଗିଗଲେ ମନ୍ତ୍ରୀ ସୁରେଶ ପୂଜାରୀ | Minister Suresh Pujari Gets Angry While Answering At Odisha Assembly

Поделиться
HTML-код
  • Опубликовано: 8 янв 2025

Комментарии • 169

  • @gajendranathjena356
    @gajendranathjena356 Месяц назад +4

    ଧନ୍ୟବାଦ ନମସ୍କାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହୋଦୟ ନିଶ୍ଚିତ ଆଇନର ଧାରା ଜାରୀ ରଖିଛନ୍ତି🎉❤😮❤🎉

  • @kailashpanda8001
    @kailashpanda8001 Месяц назад +8

    ସୁରେଶ ବାବୁ . ଏକ ନମ୍ବର କଥା କହୁଛନ୍ତି
    ଆମର ସରକାର ସବୁବେଳେ ଆଡୁ ଦେଖୁବାକୁ ଆଉ ଜମି ଦେବା... 👍👌💕🙏

  • @trilochanpatnaik6321
    @trilochanpatnaik6321 Месяц назад +3

    ଏ ଛ ମାସ ଭିତରେ ମୋହନ ସରକାର ଯଦି କିଛି କରି ନାହାଁନ୍ତି ବିଜେଡି ଚବିଶ ବର୍ଷ ମଧ୍ୟରେ କଣ କଣ କରିଛନ୍ତି ଆଦିବାସୀ ମାନଙ୍କ ପାଇଁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଗ କହୁ ନାହାଁନ୍ତି କାହିଁକି।

  • @parvakarnayak645
    @parvakarnayak645 Месяц назад +9

    Perfect saying Dada jhakkas working

  • @nidhiramjena2398
    @nidhiramjena2398 Месяц назад +31

    ଡାରତ ମାତା କି ଜୟ l

  • @debeshkumarbiswal4509
    @debeshkumarbiswal4509 Месяц назад +4

    ସବୁବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ଆଦିବାସୀ କହିବା ଠିକ ନୁହେଁ, ଜାତି କାହିଁକି ଉଠୁଛି

    • @SukadevMohanta-k2m
      @SukadevMohanta-k2m Месяц назад

      ସବୁବେଳେ ଆଦିବାସୀ କଥା କାହିଁ ବିଧାନସଭାରେ ଉଠାଉଛନ୍ତି ।

  • @rushinayak5830
    @rushinayak5830 Месяц назад

    ସୁରେଶ ପୂଜାରୀ ଜଣେ ଭଦ୍ର ଓ ନମ୍ର ହୃଦୟବାନ ଲୋକ ଏବଂ ଦକ୍ଷ ଲୋକ

  • @NikhilAdhya-x7k
    @NikhilAdhya-x7k Месяц назад +4

    Very good

  • @SukmarMishra
    @SukmarMishra Месяц назад +1

    ବିଜେପି ହଟାଅ ଓଡିଶା ବଞ୍ଚାଓ

  • @tirthagaminaik8009
    @tirthagaminaik8009 Месяц назад +22

    ଏଇ ସରକାର ଖାଲି କହୁଛି, ତୁମେ କଣ କରୁଛ, ତୁମ ସମୟରେ ଏମିତି ହେଇଥିଲା, ତୁମ ପାଇଁ ଆଜି ଏମିତି, ତୁମ ପାଇଁ ସେମିତି କି କଥା ସବୁ ଛି ଛି, ଏମିତି କୌଣସି ବିଷୟ ନାହିଁ ଯେଉଁଠି ପୂର୍ବ ସରକାରଙ୍କ କଥା ଉଠାଇ ନାହାନ୍ତି କି କଥା ସବୁ ଛି ଛି। ଆରେ ତୁମ ସରକାର ରେ ତୁମେ ଭଲ କଣ କରିପାରିବ ସେୟା କର ଲୋକଙ୍କ ମନ କିଣ, ଖାଲି ରାଉ ରାଉ ହାଉଛ। ଜନତା ଦେଖୁଛି ତୁମେ କଣ ସବୁ କହିଥିଲ ଆଉ ଆଉ କଣ ସବୁ କରୁଛ।

    • @_mr___rajput
      @_mr___rajput Месяц назад +1

      Adibasi aji mukhya mantri & rastapati , adibasi pila scl ku jiba pai hata kharcha new govt deichhi aji pati adibasi munda re chhata dauchhi ,

    • @SPINFOTAINMENT
      @SPINFOTAINMENT Месяц назад +1

      @@_mr___rajput ଓହୋ ନବୀନ ବାବୁ କଣ କରିଥିଲେ କି ସବୁ ତ ତମ ମୋହନ ସାରେ ଆସି ଛୋଡ଼ି ପକେଇଲେ ଆଉ ଆଦିବାସୀଙ୍କୁ ପାଦରେ ଚଲଉ ନାହାନ୍ତି ବା ଆଉ ସମସ୍ତଙ୍କୁ ଗୋଟେ ଗୋଟେ ଘୋଡା ଗଦୁ ଦେଇଛନ୍ତି ବା ତୁ ପାଇଛୁ ନା ପାଇବା ଅପେକ୍ଷାରେ ଅଛୁ ଟିକେ କହିଲୁ

    • @_mr___rajput
      @_mr___rajput Месяц назад +2

      @SPINFOTAINMENT kire murkha naa naveen babu dele mo ghare chaluthila na new cm dele ghara chaliba mo paribara free rasan khaiki chaleni re 2nd kala bhasa mote bhi kahi asichhi kintu ghara ra sanskara amara emiti nuha naveen babu adabasi nka jami chori kariba pai jau new law anithile ame bhala re janichhu 25yr re adabasi prabana dist Keonjhar ,Koraput , kandhamal , Malkangiri re naveen babu kn ***** karichhanti ame janichhu ta ra expl- jajpur nagada

    • @pallabibemal5152
      @pallabibemal5152 Месяц назад

      Primary teacher ku 4200 grade pay dei na paruthiba BJP sarkar wait karantu 2029 re Congress sarkar primary teacher ku 4600 grade pay deba

  • @naikbabu5533
    @naikbabu5533 Месяц назад +1

    ଆଦାନୀ କଣ ଗୋଟିଏ ଦିନରେ ଆସିଗଲା ଏହାକୁ Bjd ସରକାର ଆଣିଛି ସମସ୍ତେ ଜାଣିଛନ୍ତି

  • @minisabar5123
    @minisabar5123 Месяц назад +2

    Love you sir Suresh sir

  • @RANJANKUMAR-jb1xw
    @RANJANKUMAR-jb1xw Месяц назад +4

    ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର

  • @subashbhoi7075
    @subashbhoi7075 Месяц назад +3

    Jay ho pujhari ji.

  • @sureshchandradash6900
    @sureshchandradash6900 Месяц назад +2

    ମନ୍ତ୍ରୀ ମହୋଦୟମାନେ 24 ବର୍ଷର ଗାଲୁଆଙ୍କ କଥା ନଶୁଣି ଆଗକୁ ମାଡି ଚାଲନ୍ତୁ

    • @SPINFOTAINMENT
      @SPINFOTAINMENT Месяц назад

      24 ବର୍ଷ ରେ ଗାଲୁଆ ଥିଲେ ଆଉ ଏବେ 6 ମାସରେ mg ମାନେ ବାହାରିଲେଣି

  • @GajendraBisi-po4bv
    @GajendraBisi-po4bv Месяц назад +1

    ସୁରେଶ ବାବୁ ମୁଖ୍ୟମନ୍ତ୍ରୀ ହେବାର କଥା

  • @debendrasatapathy8512
    @debendrasatapathy8512 Месяц назад +2

    Honble Minister Revenue & DM is really hero for the common people from his student carreer. Salute to him

  • @RanjitKumarSethiRanjitKumarSet
    @RanjitKumarSethiRanjitKumarSet Месяц назад +2

    Good 👍👍

  • @suryanshucrazyindia
    @suryanshucrazyindia Месяц назад +1

    ଜୟ ନବୀନ

  • @chandrapanda7222
    @chandrapanda7222 Месяц назад +9

    2006 ଠାରୁ 2024= 18 ବର୍ଷ ଆପଣ ଆଦିବାସୀମାନ ଙ୍କ ପାଇଁ କଣ କଲେ,,

  • @AshokPanda-qt4qn
    @AshokPanda-qt4qn Месяц назад +1

    Suresh Babu 👍✌️💐🤝

  • @padmacharanbaral1872
    @padmacharanbaral1872 Месяц назад +40

    ଭାରତ ଲେଖି ପାରୁନଥିବା ମନ୍ତ୍ରୀ

    • @tophanjena1293
      @tophanjena1293 Месяц назад +13

      English kahiki kn chhodi pakeila😂 25 yr re

    • @s..r..statusvideo8358
      @s..r..statusvideo8358 Месяц назад

      Dekho jai ki 5t school au graama panchayat au bsky card au aneka karichanti modi bhakta nku dekha jibani se sabu 😂😂​@@tophanjena1293

    • @SPINFOTAINMENT
      @SPINFOTAINMENT Месяц назад +2

      ​@@tophanjena1293କଣ ଟା ଛୋଡିନାହାନ୍ତି ଟିକେ କହୁନୁ ତୁ କେତେ ଛୋଡ଼ିଲା ବାଲା

    • @tophanjena1293
      @tophanjena1293 Месяц назад

      @SPINFOTAINMENT mu chhodilabala nuha je beipua ..tu tike kohunu kn chhodichanti mg . Na kahibaku nahi.

    • @amarbag5933
      @amarbag5933 Месяц назад

      Bjd ସରକାର କିଛି ବର୍ଷ ଆଗରେ କହିଥିଲେ
      ଚଣ୍ଡିଖୋଲ କୁ ଚଡି ଖୋଲ ବସି

  • @SubhendukumarSahani
    @SubhendukumarSahani Месяц назад +1

    ଜୟ ଶ୍ରୀ ରାମ

  • @rajanisingh8493
    @rajanisingh8493 Месяц назад +1

    Most welcome speech of revenue minister.

  • @NiranjanSethi-e3i
    @NiranjanSethi-e3i Месяц назад

    Good

  • @satyabratanayak314
    @satyabratanayak314 Месяц назад +1

    Good minister

  • @sureshchandradash6900
    @sureshchandradash6900 Месяц назад +1

    ରାଜା ବାବୁ ପ୍ରଥମେ କୁହନ୍ତୁ 24 ବର୍ଷରେ କଣ କରିଛ, CM ଯଦି ଆଦିବାସୀ ତୁମେ କଣ, all are human, ଆଦିବାସୀ କହିବା ଠିକ ନୁହେଁ, Mohan babu is the CM of Odisha

  • @pabitrakumarjadab8089
    @pabitrakumarjadab8089 Месяц назад

    Right

  • @amohapatra123
    @amohapatra123 Месяц назад

  • @NakulNayak-v6x
    @NakulNayak-v6x 29 дней назад

    କଥାରେ କଥାରେ 4ବର୍ଷ ପଳେଇବ ଠିକଅଛି କିନ୍ତୁ ଆଳୁ ତେଲ ଓ ଖଣି ପଇସା ଯାଉଛି କୁଆଡେ....ମନ୍ଦିର ଓ ରୋଡ଼ କାମ ସବୁ ସରିଯାଇଛି

  • @r.screationsodisha9256
    @r.screationsodisha9256 Месяц назад +10

    BJP ଖାଲି ବଡ଼ ପାଟି କରି ଗର୍ଜନ କରିବା ଜାଣିଚି କିନ୍ତୁ କାମ ଶୂନ୍ୟ,୬ମାସ ଭିତରେ ପଞ୍ଚାୟତ ର କଣ କରିଛନ୍ତି ଓ କେତେ ଅନୁଦାନ ପ୍ରଦାନ କରିଛନ୍ତି କୁହନ୍ତୁ,ସରକାରୀ କର୍ମଚାରୀ ଙ୍କୁ ଦରମା ଦେଇ ପାରୁନାହାନ୍ତି,ଖାଲି ଭାଷଣ ପ୍ରବଳ

    • @_mr___rajput
      @_mr___rajput Месяц назад +7

      25yr gaa ku rasta nahi , pani nanhi electric current nanhi , scl re teacher nathile kintu tame 6 month govt ku question karuchha satare hasyaspada 😅😅

    • @kalicharansoy5373
      @kalicharansoy5373 Месяц назад

      Bjd samayre kangl karichi

    • @LalitakumarHembram
      @LalitakumarHembram Месяц назад +2

      6 ମାସର ସରକାରକୁ ତମେ କଉ ମୁହଁରେ ପ୍ରଶ୍ନ କରୁଛ, ଲଜ୍ୟା ଲାଗୁନି l

  • @anupamSamal-q6e
    @anupamSamal-q6e Месяц назад

    Great

  • @PankajSwain-n3m
    @PankajSwain-n3m Месяц назад

    Raja Swain is a proud man

  • @krushnasahu7514
    @krushnasahu7514 Месяц назад

    ଗତ 24 ବର୍ଷ ବିଜେଡି ଶାସନ କଲା ଏବେ ବିଜେପି ଶାସନ କରୁଛି. ଦୁଃଖର ସହ କହିବାକୁ ପଡୁଛି ଯାଜପୁର ଜିଲ୍ଲାର କଳିଙ୍ଗନଗର ରେ କାରଖାନା ମାନେ ମନ ଇଛା ଧୂଆଁ ଛାଡ଼ୁଛନ୍ତି ଏବଂ ରାସ୍ତା ଧୂଳି ଉଡି ଲୋକେ ଦୁନିଆ ରୋଗରେ ପଡୁଛନ୍ତି. ଏହା ଉପରେ ଧ୍ୟାନ କେବେ ଦେବେ.

  • @RajeshParida-tl1kn
    @RajeshParida-tl1kn Месяц назад

    ସୁରେଶ ବାବୁ କହିଲେ ବିଜେପି କଣ କରି। କଣ କରିଚ ଆଗକୁ କଣ କରିବ କାଲି ଭାଷାଣ ରେ କାମରେ ନୁହେଁ ଆମ ଓଡ଼ିଶାର ହିର ନମୃର ଆମ ନବୀନ ବାବୁ! ସାର୍ ଖାଲି ଭାଷଣ କିଛି କାମ ନୁହେଁ କାମ କର ଓଡ଼ିଶାର ନାମ ହଵ ଜୟ ଜଗନ୍ନାଥ,🙏🚩🙏🚩🙏🚩🔨🚩🙏🚩🙏🚩🙏🚩🙏🚩🙏🚩🚩🙏🚩🙏🚩🙏🚩🔨🚩🙏🏾🙏🏾🚩🙏🏾🙏🏾🙏🏾🙏🙏🚩🚩🙏🏾🙏🏾

  • @golockchandrasahoo8357
    @golockchandrasahoo8357 Месяц назад

    MAY I REQUEST PUJARI SIR TO TAKE SOME ACTION ON THE ARBITRARY CANCELLATION OF LEASE PLOTS AT BHUBANESWAR..PEOPLE SHOULD BE GIVEN RELIEF ON THE ONESIDE DECISION OF PREVIOUS GOVERNMENT.

  • @pallimadhuriodiafolksong2771
    @pallimadhuriodiafolksong2771 Месяц назад

    ବିଜେଡି କହିକହି 25 ବର୍ଷ | ବିଜେପି ଏତେ ନୀରବତା କାହିଁକି

  • @sony1569
    @sony1569 Месяц назад +6

    Odia asmita...ahhhha....

  • @santanunaik8016
    @santanunaik8016 Месяц назад +1

    Tume junior teacher schemastick ku regular kara ...
    Khali bhasan maile kan heba ...

  • @debeshkumarbiswal4509
    @debeshkumarbiswal4509 Месяц назад

    ସମସ୍ତେ କହୁଛନ୍ତି ଆଦିବାସୀ ମୁଖ୍ୟମନ୍ତ୍ରୀ
    ଆଗରୁ କେବେ କେହି କହିନାହାନ୍ତି ଆମ ମୁଖ୍ୟମନ୍ତ୍ରୀ କରଣ କିମ୍ବା ବ୍ରାହ୍ମଣ

  • @krishnakhandagiri9887
    @krishnakhandagiri9887 Месяц назад

    Ur right right ✅️
    Raja babu
    Jia ଭାରତ ମାତା ଲେଖି ପାରୁନାହିଁ ୟାକୁ kia ମନ୍ତ୍ରୀ କଲା ବେ

  • @sudarshand112
    @sudarshand112 Месяц назад

    Jay BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD

  • @trinathswain6726
    @trinathswain6726 Месяц назад

    ୮୮ ମାସ ଆଉ ସହିତ ୬ମାସ କୁ ତୁଳନା କରିବା...
    ନଇନଦେଖି ଲୁଗା ଫୋବାଡିବା ସହିତ ସମାନ 😢

  • @sushantakumarpradhan2434
    @sushantakumarpradhan2434 Месяц назад

    Sures pujari is hero

  • @SuklalBanchhor
    @SuklalBanchhor Месяц назад +1

    Tume brajraj nagar pain kaen karichha. Tame misijaichha bjd sange mui dekhami pramaan

  • @sharatchandrapradhan2009
    @sharatchandrapradhan2009 Месяц назад +1

    Raise Creamy Layer for OBC

  • @villagecookingshortmovieen5403
    @villagecookingshortmovieen5403 Месяц назад +1

    Are bhai nabin Sarkar thila bele emiti dara dama badhinathila tame bjp sakar asila pare jemiti badhei chalichha

  • @NabkishorBarik
    @NabkishorBarik Месяц назад

    Appropriate answer to BJD MLA (leaders), Thanks to honorable minister Mr Suresh Pujari

  • @MantuBhai-m6u
    @MantuBhai-m6u Месяц назад

    ପ୍ରତାପ ଭାଇ ଏବେ କଣ ଆଦାନୀ ଆସିଲା ନା ତୁମ ସରକାରରେ ଥିଲା

  • @kuidinakhabara7110
    @kuidinakhabara7110 Месяц назад

    ତୁମେ ତ କିଛି କରିନ ଥିଲ ।ଏବେ ପ୍ରଶ୍ନ ମଧ୍ୟ ପଚାରି ପାରୁନ ।କହୁଛ କଣ ନା 1 ନ ସରକାର ।

  • @hemantasahoo4867
    @hemantasahoo4867 23 дня назад

    Suresh pujari jindabad

  • @kishorechandrapradhan8875
    @kishorechandrapradhan8875 Месяц назад

    Suresh pujari ki Jai

  • @mantupanda1770
    @mantupanda1770 Месяц назад

    Minister right kahuchhanti

  • @NiranjanSethi-e3i
    @NiranjanSethi-e3i Месяц назад

    ବିଜେଡି ସରକାର ପୂର୍ଵ ରୁ କଣ କରୁଥିଲି 24ବର୍ଷ ରେ

  • @sishirrout9026
    @sishirrout9026 Месяц назад

    S pujari perfect loka

  • @manoranjan647
    @manoranjan647 Месяц назад +2

    Sures is very telent mantri good

  • @PramodaSubudhi
    @PramodaSubudhi Месяц назад +3

    Apana khali Ragibe kama kichhi nai

  • @satyanarayanparida9196
    @satyanarayanparida9196 27 дней назад

    ଆଦିବାସୀଙ୍କ ଜମି କଣ ଏଇ 6 ମାସରେ ହଡପ ହେଲା? ଆଗରୁ କିଛି ହେଇ ନ ଥିଲା? ଲାଜ ସରମ ବୋଧେ ପୃଥିବୀରୁ ଉଠି ଗଲା 😂

  • @KunujaniKunujani
    @KunujaniKunujani Месяц назад

    ମନ୍ତ୍ରୀ ରାଗିଲେ ଏସ୍ତପା ଦିଅନ୍ତୁ, ଆରେଷ୍ଟ କର,।

  • @skbehera4247
    @skbehera4247 Месяц назад

    A loka ta khali ଆଦିବାସି ଆଦିବାସି କହୁଚି
    ଆଲୋକର ଆଦିବାସି ପ୍ରତୀ ନିଚ ଭାବ ଅଛି

  • @GangadharSingh-e8n
    @GangadharSingh-e8n Месяц назад +1

    Koshal nara thi jiticha bjpneta kebeassmbley re prassanga uthaba

  • @narayanbehera5648
    @narayanbehera5648 Месяц назад

    Outsourcing Employee regular karantu sir bahut pila kastare chaluchanti please karantu dukha bujhantu

    • @bikashsahu4503
      @bikashsahu4503 Месяц назад

      A govt vote paiba pain agaru sabu kari debi kahuthila,,,ebe aau kichi Kariba ni,,
      ଜିତିବା ପାଇଁ ଲୋଭ ଦେଖାଉଥିଲେ ,,😄

  • @dhirendranathsingha9299
    @dhirendranathsingha9299 Месяц назад

    ଏଟା ବହୁତ୍ ଭାଷଣ ମାରୁଛି ଆଦିବାସୀ ମାନଙ୍କୁ BJD ଦଳର ମୁଖିଆ ବେଶୀ ହନ୍ତ ସନ୍ତ କରିଛି, ସେ କଣ ପୁରୁଣା କଥା ଭୂଳିଯାଉଛି ।

  • @kailashswain4735
    @kailashswain4735 Месяц назад

    Minister heba pain experience thiba drakaar

  • @HarishankarDandasena
    @HarishankarDandasena Месяц назад

    Raja babu sat kaha asat kahibar e dasa

  • @abhijakisika1645
    @abhijakisika1645 Месяц назад +1

    Gariba tanka kaitiba mantri

  • @manojtripathy8392
    @manojtripathy8392 Месяц назад

    Suresh sir nku corona heithila ki??
    Corona affected loka emiti chidichida huanti

  • @RasmitaMohapatra-k6s
    @RasmitaMohapatra-k6s Месяц назад +2

    Jay bjd

  • @DushmantaPatra-d5h
    @DushmantaPatra-d5h Месяц назад +1

    Jay bjp 1:06

  • @subratmeher3658
    @subratmeher3658 Месяц назад

    BJD ସବୁ ଲୁଟି ଖାଇଗଲା ଓଡ଼ିଶା ର ଲୋକ ଦେଖି ରହିଗଲେ

  • @basudevmandal7177
    @basudevmandal7177 Месяц назад +3

    Jagannath 's GOLD chory ra Plane of DG meeting & Navy Trening ?

  • @DusasanDwari
    @DusasanDwari Месяц назад

    ଇଏ ଗୋଟେ ପାଗଳ ମତ୍ରୀ

  • @radhenag1567
    @radhenag1567 Месяц назад

    BJP Jindaba

  • @manojnaik1347
    @manojnaik1347 Месяц назад

    Adibasi adibasi kn kahuchu be behya... Sola

  • @HarishankarDandasena
    @HarishankarDandasena Месяц назад

    Sabu neta bahut jaldi sarbe adani sabu jami odisa ra neijiba

  • @subheshchander1672
    @subheshchander1672 Месяц назад

    Odisha re jati jangana hau

  • @manmathswain6346
    @manmathswain6346 Месяц назад

    Sir ama Sahara paisa Kan Pani deuna

  • @NARESHSAHOO-h3o
    @NARESHSAHOO-h3o Месяц назад

    I think this minister has health problem....

  • @RakeshSarangi-z8z
    @RakeshSarangi-z8z Месяц назад

    Don't.mixschief both.kadua fopodafopodi huantuni.beforeeday.vai.vai.thila.odissa lokamanankakatha bujha.nachet bjd parika hair khaijiba

  • @SumihoSumiho-s2k
    @SumihoSumiho-s2k Месяц назад +1

    ବିଜେପି

  • @PruthipalSa
    @PruthipalSa Месяц назад

    Suresh pujhari jawab diya ho flyash ra Paisa khauchha khali

  • @jitendrakumarbhoi4138
    @jitendrakumarbhoi4138 Месяц назад

    Sabub swartha para nija darama pain aga chinta karuchanti

  • @smrutiranjanmishra3204
    @smrutiranjanmishra3204 Месяц назад

    5 barsa ta khali bodhe " 24 barsa" re kan kri thila au bjd kan karichi kahi kahi beeti jiba 😂😂😂

  • @coolmuna143
    @coolmuna143 Месяц назад

    Power of bjp

  • @biswambarsamal2850
    @biswambarsamal2850 Месяц назад +1

    Bjp sabu bele katha kua kapila

  • @Lipunbabuofficial
    @Lipunbabuofficial Месяц назад

    BJP BJD Congress sabu adivasi birodhi,adivasi jomi ku ona adivasi ku teki dauchanti jauthipain BJD bhogila 2024 election....we want Mayurbhanj state and Adivasi country and CNT

  • @Overthinker-z3g
    @Overthinker-z3g Месяц назад

    Ranendra tu Raha next tym au ae sit re nathibu

  • @sadanandmohanty3537
    @sadanandmohanty3537 Месяц назад

    Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad 🙏🙏🙏🙏💐💐💐💐💐💐💐💐

  • @subham.56bgh
    @subham.56bgh Месяц назад

    Suresh Babu 9 barash tume b thila bjd sange tumku tk laj lagbar katha he 24,thi 9 baras tumar b share achhe

  • @Lipsa_art
    @Lipsa_art Месяц назад

    BJD jaha karithila tamemane kara j 2029 re au govt karibani.okk....

  • @ajayapradhan7108
    @ajayapradhan7108 Месяц назад

    Kede tinga Suresh pujari,

  • @balarampradhan9961
    @balarampradhan9961 Месяц назад

    Kathakuha kapila . Odia lekhiparunahanti puni bada bada katha .

  • @sanjibsethi4568
    @sanjibsethi4568 Месяц назад

    Jana paduchi tume 1999 batya bele odisha re nathila ebe bi odishare rahuna tenu galuami karucha.....😂😂😂

  • @ManojMohanty-e8o
    @ManojMohanty-e8o Месяц назад

    Sureh babu. Kahink raguchanti. Khali pabana katha.

  • @HarishankarDandasena
    @HarishankarDandasena Месяц назад

    Nabin babu odisa ke sari delete reja bau chasi ke thikadari kam karbar lagi chans deun sar kar

  • @sitaramkumarpradhan842
    @sitaramkumarpradhan842 Месяц назад

    Suresh babu tom ku kn pai ellect karile khali bhasan baji natak karucha 6 month hela kn karilo odissa pai

  • @BiswamberBhutia
    @BiswamberBhutia Месяц назад

    Alu 20 re de ,bjd 20 re dauthile

  • @tarasankarsinha6844
    @tarasankarsinha6844 Месяц назад

    Se chora Divya Sankar ku kan pai pabitra bidhansabha re kan pai rakhicha. Kichi papi rahigale se pabitra gruhare. Jagannath hi bharasa

  • @prakashkumarmallik4655
    @prakashkumarmallik4655 Месяц назад

    Ete gapi lee kn heba Aapana jete. neta achha samsthe kn Maharashtra ra jana nayak Bala Saheb Thakre vhali hei pari ba see jana Naya kounasi pada re na tha bee gote dakara re sara desa hali jau thila Sehi vheli neta hoi ki dekha aa

  • @subhendumaharana4819
    @subhendumaharana4819 Месяц назад

    Khali Katha chikkna kama 0