ଲଢ଼େଇ ପାଲା ପ୍ରଭାସ ଯଜ୍ଞ (ସମ୍ପୂର୍ଣ୍ଣ ଭାଗ) || Ladhei Pala By Gayak Dattakrushna Panda || Full Part

Поделиться
HTML-код
  • Опубликовано: 16 янв 2025

Комментарии • 30

  • @biswajitbaral4056
    @biswajitbaral4056 3 месяца назад +1

    ତୁମ ପାଲା ଦେଖିବାକୁ ମୋ ପରିବାର ପାଗଳ

  • @JJPA2019
    @JJPA2019 9 месяцев назад +20

    ଆପଣ ଜଣେ ସୁନାମ ଧନ୍ୟ ଗାୟକ ଆପଣଙ୍କ ପରିବେଷଣ ଅନନ୍ୟ। ହେଲେ ଖ୍ରୀଷ୍ଟିୟାନ ଧର୍ମ ବିଷୟରେ ଆପଣଙ୍କ ମତାମତ ସହ ମୁଁ ସମ୍ମତ ନୁହେଁ ଖ୍ରୀଷ୍ଟିୟାନ ଧର୍ମରେ ଏପରି ଅଛି ଯଦି କେହି ଆପଣଙ୍କ ଗୋଏ ଗାଲରେ ମାରୁଛନ୍ତି ତେବେ ଅନ୍ୟ ଗାଲ ଦେଖାଇଦେବାକୁ ନିର୍ଦେଶ ଅଛି ଏଣୁ ଭାରତରେ ଖ୍ରୀଷ୍ଟିୟାନ ମାନେ ଏତେ ନିର୍ଯ୍ୟାତନାର ଶିକାର ହେଲେ ମଧ୍ୟ ଶାନ୍ତିର ବାତାବରଣ ମଧ୍ୟରେ ସମାଧାନ କରିଛନ୍ତି। ଆପଣଙ୍କ ମତାମତ ବ୍ୟକ୍ତିଗତ ଭାବରେ ଦୁଃଖିତ।

  • @brahmanadabehera2396
    @brahmanadabehera2396 9 месяцев назад +3

    ବହୁତ୍ ବଢିଆ ❤

  • @manimishra6139
    @manimishra6139 2 месяца назад +2

    ମୋର ପୁଜ୍ୟ ଗାୟକ..🙏🌹🙏

  • @rabinarayansahoo2608
    @rabinarayansahoo2608 9 дней назад

    Supar hit pala

  • @rubykitchen1289
    @rubykitchen1289 3 месяца назад +1

    Apana nka Vali pala gayaka milibeni . nice pala ♥️🙏 bahut badhiya pala ♥️♥️🥰🥰🙏

  • @gautamswain9183
    @gautamswain9183 7 месяцев назад +3

    Dattokusan koti koti nam nam

  • @anantasamal5654
    @anantasamal5654 8 месяцев назад +3

    ❤❤❤❤❤❤❤❤❤❤super duper mind blowing❤❤❤❤❤❤❤❤❤बहुत बहुत बहुत❤❤❤❤❤❤❤❤❤pala❤❤❤❤❤❤❤❤❤❤❤

  • @KapileswarNayak-z5v
    @KapileswarNayak-z5v Месяц назад

    ଜୟ ଜଗନ୍ନାଥ ସ୍ବାମୀ

  • @malikbasu4795
    @malikbasu4795 9 месяцев назад +1

    ଉଚ୍ଚ କୋଟିର ପରିବେଷଣ ହେତୁ ଗାୟକ ମହାଶୟ ମହୋଦୟ ତାଙ୍କ ସହପାଠୀ ଙ୍କୁ ସାଧୁବାଦ ଏବଂ ବାୟକ ବିଜୟ ଭାଇ ଙ୍କୁ ଧନ୍ୟବାଦ ହରେକୃଷ୍ଣ ହରିବୋଲ

    • @pitambrarout8724
      @pitambrarout8724 9 месяцев назад

      ଧର୍ମ ସମ୍ବନ୍ଧୀୟ ଅବତାରଣା ଅସତ୍ୟ ,ଦୋଷ ଦୁଷ୍ଟ ଓ ଆପତ୍ତି ଜନକ ।ଦୟାକରି ଏପରି ଭୁଲ କଥା କୁହନ୍ତୁ ନାହିଁ ।

  • @Pujarani-f3j
    @Pujarani-f3j 8 месяцев назад +3

    Pala sanchai Kari rakha kalajai rahithiba dasha

    • @MahendrakumarNayak-ee2px
      @MahendrakumarNayak-ee2px 21 день назад

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @hariharamania4614
    @hariharamania4614 9 месяцев назад +2

    ଆଜ୍ଞା ନମସ୍କାର ଅମୂଲ୍ୟ ପାଲା ଏ ଭଳି ପୁଅ ଏ ଓଡ଼ିଶା ମାଟିରେ ଜନ୍ମ ହେବନାହିଁ

  • @KanhuCharanDasKanhuChara-ot1bf
    @KanhuCharanDasKanhuChara-ot1bf 7 месяцев назад +1

    Biju babu 🙏🙏🙏

  • @rabindrakumar3344
    @rabindrakumar3344 6 месяцев назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାପ୍ରଭୁ

  • @KirstenYoup
    @KirstenYoup 2 месяца назад +1

    ଅକର୍ମଦାୟକ ପରା ବୋଲ।ନ୍ତି। କର୍ମେ ନାହିଁ ଥିଲେ ଯାଚି ଦିଅନ୍ତି।

  • @mantuunayak7104
    @mantuunayak7104 9 месяцев назад

    Sundar Pala apn gyane

  • @NirmalaSashimi
    @NirmalaSashimi 8 месяцев назад +1

    🙏🙏🙏🙏😭😭😭😭

  • @pradipsahoo4000
    @pradipsahoo4000 6 месяцев назад

    Jaajaganatha

  • @Dahaganjia_Biswanath
    @Dahaganjia_Biswanath 3 месяца назад +2

    ପାଲା ‌ଜଗତର ପିତାମହ କୋଟି କୋଟି ପ୍ରଣାମ। କିନ୍ତୁ ବାୟକ ମହାଶୟପାଲା ପରିବେଷଣ କରିବା ସମୟରେ ନିଷ ରଖି ବା ଯଥାର୍ଥ ନୁହେଁ।

  • @itishreeSahoo-r3g
    @itishreeSahoo-r3g 9 месяцев назад +3

    Datta panda nka pari gayak birala

  • @bijaymishra6797
    @bijaymishra6797 3 месяца назад +1

    Super very Very nice beautiful presentation thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🕉 🙏 subscribe done

  • @AshokSingh-sn9bl
    @AshokSingh-sn9bl 8 месяцев назад +1

    ASHOK KUMAR SINGH

  • @pradipsahoo4000
    @pradipsahoo4000 7 месяцев назад

    !ahutasundara