Let them fulfill their pledge: Pratap Deb | Nandighosha TV

Поделиться
HTML-код
  • Опубликовано: 2 окт 2024
  • #bhubaneswar #pratapdev #bjd #Bjp #odisha #politics #nandighoshatv
    Let them fulfill their pledge: Pratap Deb | Nandighosha TV
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    Hathw@y Channel No: 731
    NXT Digital Channel No: 16
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

Комментарии • 185

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 3 месяца назад +38

    ଓଡିଶାର ବି ଜେ ପି କୁ ଭୋଟ ଦେଇ ଏବେ ଅନୁତାପ କରୁଛନ୍ତି ,ଅରାଜଗତ ଶାସନ ଚାଲିବ ,ଆସୁ ଆସୁ ମୋବାଇଲ ରିଚାର୍ଜ ବଡିଲା ଏବେ ନାମ ନିଅନ୍ତୁ, ଜାହାଘରେ 6 ଟା ମୋବାଇଲ 50 ଟଙ୍କା ଅଧିକ ହିସାବରେ 300 ଅଧିକା ଦେବେ ମନ ଭିତରେ ଠିକ ପୋଢୁଥିବ, ଉପରେ କାନ୍ଦି ପାରିବେନି ତକିଆ ରେ ମୁହଁ ପୋତି କାନ୍ଦିବେ 😅😅😅

    • @rabindrakumarmohanty9415
      @rabindrakumarmohanty9415 3 месяца назад +2

      ତମ ଭଳିଆ ଲୋକ ତ ଅନୁତାପ କରିବେ କାରଣ ତମ ଵେପାର ବନ୍ଦ ହେଇଜିଵ,।

    • @barunbarik5963
      @barunbarik5963 3 месяца назад

      Bjp baheila ki...kichi janicha ki nai

  • @SanjayDas-kp2uj
    @SanjayDas-kp2uj 3 месяца назад +25

    Bjp କିଛି କରିବନାହିଁ ଜୟ bjd jay nabin

  • @rameshdas9755
    @rameshdas9755 3 месяца назад +55

    କିଛି ଦେବେ ନାହିଁ ଖାଲି ମିଥ୍ଯା କଥା କହି ବିଜେପି ଓଡ଼ିଶା ରେ ଭୋଟ୍ ନେଇଛନ୍ତି ଏବେ ଲୋକ ଭକୁଆ ହୋଇ ହୋଇଛନ୍ତି ଓଡ଼ିଶା ଲୋକ ୫ ବଷ ଅପେକ୍ଷା କର

    • @Maahi-mx3eu
      @Maahi-mx3eu 3 месяца назад +3

      ନ ଦେଉ କିଛି । 29 ରେ ପୁଣି ନୂଆ ସରକାର ହେବ।

    • @Akm.854
      @Akm.854 3 месяца назад +1

      Kn gote mas re ate byasta knn... Tm 24 barsa re kn karicha kete hisab deicha..😢 dharjya dhara barse na hl jani hbni kn hauchi.

    • @Akm.854
      @Akm.854 3 месяца назад

      Mukhyamantri kete sunuthile samaste janichanti.. kain se gapa sunaucha

    • @Adityakumar85228
      @Adityakumar85228 3 месяца назад +2

      Wait, bjd 25 borso re sobu lootila, bjp 5 year dekha jau

    • @RANJITSAHANI-v3e
      @RANJITSAHANI-v3e 3 месяца назад +1

      24 years re bala chindheicha
      1 month re emane anda futei chua udei debe

  • @DayanidhiSahoo-qk6wu
    @DayanidhiSahoo-qk6wu 3 месяца назад +14

    ପ୍ରତାପ ଦେବ ଏମ୍, ଏଲ୍, ଏ ସାର୍ ଗତ ୨୦୨୩ ମସିହାରେ ଓଡିଶା ବି ଜେ ପି ରାଜଭବନ ସାମନାରେ ପ୍ଲାକାର୍ଡ ଧରି ଦାବୀ କରି ଜଣାଇଥିଲା ଯେ, ବିଜେପି ସରକାର ଓଡିଶାରେ ଆସିଲେ କ୍ରୁଷକ ମାନଂକର ଋଣ ଛାଡ କରିବ, କିନ୍ତୁ ସେତେବେଳେ ଦେଇଥିବା ଆଶା କେବେ ଘୋଷଣା କରିବ ଓଡିଶା ବିଜେପି ଶାଶିତ ସରକାର।

    • @BeHappy-fn6qh
      @BeHappy-fn6qh 3 месяца назад +3

      To ghare electric connection nahin bodhe.

    • @rabindrakumarmohanty9415
      @rabindrakumarmohanty9415 3 месяца назад +1

      @@DayanidhiSahoo-qk6wu ଆରେ ଭାଇ ଟିକିଏ ଅପେକ୍ଷା କରନ୍ତୁ ମାସେ ହୋଇ ନାହିଁ ଏତେ ବାଡେଇ ଛାଟି କାହିଁକି ହେଉଛ।ଵିଜେପି ଯା‌ହା କହିଛି ସବୁ ପୁରଣ କରିବ।ପଚିଶ ବର୍ଷ ପାଟି ଫିଟିଲା ନାହିଁ ବିଜେପି ଆସୁ ଆସୁ ସଵୁ କରି ପକେଇଵ ।

  • @Zanil-kr7ll
    @Zanil-kr7ll 3 месяца назад +24

    Well done BJD 👍👍👍

  • @rabindrapanigrahyi194
    @rabindrapanigrahyi194 3 месяца назад +9

    କିଛି କରିବେନି ଏମାନେ କୁହଳିଆ ଯାକ

  • @chandrakantabehera6550
    @chandrakantabehera6550 3 месяца назад +6

    ଅନ୍ଧ ଭକ୍ତ ଓଡ଼ିଶା କୁ ବର୍ବାଦ କରି ଦେବେ

  • @SangharshOdisha-x9n
    @SangharshOdisha-x9n 3 месяца назад +13

    Our cm nabin babu ❤

  • @santoshsahoo1005
    @santoshsahoo1005 3 месяца назад +4

    କିଏ କଣ ଦଉଛି ନ ଦେଇଛି ସେ କଥା ଯେତିକି ଜରୁରୀ 25ବର୍ଷ ଶାସନ କରିବା ପାଈଁ ଆମେ ଯେବେବେଳେ ଭୋଟ ଦେଇଥିଲୁ ଆମେ ବି ଜାଣିବା ପାଈଁ ଚାହିଁବୁ ସେ ଶାସନ କେତେ ସ୍ୱଚ୍ଛ ଥିଲା

    • @uttambaba6800
      @uttambaba6800 3 месяца назад

      Be sola bjp jaha kohila age karu sethi pain to bjd hotila ebe bjp kahibo se kon karichhi bjd jaha bi karu emiti daha michha kebe kohini😅😢😂

    • @satyachayaentertanment1870
      @satyachayaentertanment1870 3 месяца назад +2

      Bjp chata ki tame

    • @abhimanyusahoo8462
      @abhimanyusahoo8462 3 месяца назад

      ବ୍ୟସ୍ତ ନାହିଁ ଆପଣ ବିଜେପି ର ଶାସନ ଉପଭୋଗ କରନ୍ତୁ 5ବର୍ଷ ମଧ୍ୟରେ ବିଜେଡି କଣ କରିଥିଲା ବୁଝିପାରିବେ.

  • @dilippatra7900
    @dilippatra7900 3 месяца назад +14

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @JayJagannath0307
    @JayJagannath0307 3 месяца назад +10

    Jay BJD 💚

  • @papu4pinky
    @papu4pinky 3 месяца назад +11

    Right 👍

  • @amarcreation0655
    @amarcreation0655 3 месяца назад +2

    କୁହା ମୁଣ୍ଡା କପିଳ ବିଜେପି 😄

  • @GirishSahu-w7c
    @GirishSahu-w7c 3 месяца назад +9

    Bjd

  • @kalpatarubhal8685
    @kalpatarubhal8685 3 месяца назад +1

    ବିଜେପି ଦେଥିବା ପ୍ରତିଶୃତି 100% ଭୁଲ ପମାଣିତ ହେବ l କାରଣ -300 ୟୁନିଟି ଫ୍ରି କରିବା ଅର୍ଥ ବିଜୁଳି ପ୍ରତି ଘରପିଛା 0 ଆସିବ l ବାକି ରହିଲା ସୋଲାର ଲଗାଇବା ଅସମ୍ଭବ l ଜୟ ଜଗନ୍ନାଥ 🙏🙏🙏

  • @HrudanandaSahu-ey8vt
    @HrudanandaSahu-ey8vt 3 месяца назад +5

    Thank you BJD...sabubele janatanka katha utheiba pai

  • @shashikantabehera6903
    @shashikantabehera6903 3 месяца назад +1

    ମୋଦି ଙ୍କ ଗ୍ୟାରେଣ୍ଟି ରେ ୱରେଣ୍ଟି ନାହିଁ

  • @abhimanyusahoo8462
    @abhimanyusahoo8462 3 месяца назад +1

    ଜୟ ବିଜେଡି ଜୟ ନବୀନ ବାବୁ ❤️❤️❤️❤️

  • @dukhishyampradhandukhishya3024
    @dukhishyampradhandukhishya3024 3 месяца назад +4

    BJP gotie Mahamichhua,dhokabaj au Bhrastachari party.Tenu se 300 unit bijuli free debe nanhi.Nabin sarakar nkar Yojana chalaei baku takat ki budhi nanhi.Aparag Panjabi au Gujurati bolakara au chatukari Odisha BJP.Jay Jagannath bande utkal janani.

  • @samirnayak3768
    @samirnayak3768 3 месяца назад

    Brother ମାଗଣା ଦେବା ନ ଦେବା କଥା ପଡିନି, ମାଗଣା ଜିନିଷ ଗୋଟିଏ ଭଲ କ୍ରାନ୍ତି ଓ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆଣିପାରେନା, ପ୍ରତିମୁଖତାବଢ଼ିଯାଏ, ତେଣୁ ମୌଳିକ ଭିତ୍ତିଭୂମି ଆବଶ୍ୟକ

  • @samirnayak3768
    @samirnayak3768 3 месяца назад

    Brother ମାଗଣା ଦେବା ନ ଦେବା କଥା ପଡିନି, ମାଗଣା ଜିନିଷ ଗୋଟିଏ ଭଲ କ୍ରାନ୍ତି ଓ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆଣିପାରେନା, ପ୍ରତିମୁଖତାବଢ଼ିଯାଏ, ତେଣୁ ମୌଳିକ ଭିତ୍ତିଭୂମି ଆବଶ୍ୟକ

  • @haradhanbehera9681
    @haradhanbehera9681 3 месяца назад

    କିଛି ଦେବେନି 300 ୟୁନିଟ ନା -----,
    25 ବର୍ଷ ହେଲା ଭକିଲା ଅଛନ୍ତି ଏବେ ------ମାରି ଖାଇବେ 😁

  • @HemantBehera-ve7mu
    @HemantBehera-ve7mu 3 месяца назад

    ବିଜେଡି ତ ୨୫ବର୍ଷରେ ସବୁ କରି ଦେଇଚି ପୁଣି ବିଜେପି କଣ କରିବ।ଓଡ଼ିଶା ଜଗନାଥ ଙ୍କ ର ନବୀନ ର ନୁହେଁ।ନବୀନ ଗୋଟେ MLA.ମାତ୍ର।ଓଡ଼ିଶା ତାଙ୍କ ପୈତୃକ ସଂପତ୍ତି ନୁହେଁ

  • @funnysilu1993
    @funnysilu1993 3 месяца назад +3

    Sabu consumer ku diajau 300 unite current free

  • @HemantBehera-ve7mu
    @HemantBehera-ve7mu 3 месяца назад

    ବିଜେଡି ୨୫ବର୍ଷରେ ପିଲାଙ୍କୁ ମୂର୍ଖ କରିସାରିଛି ,ଲୋକଙ୍କୁ ବେକାର କରିଛି,ଭିକାରୀ ଭଳି ଲୋକଙ୍କୁ ଦୟା କରିଛି ଆମର ଦୟା ଦରକାର ନାହିଁ ଆମେ ସ୍ବାବଲମ୍ବୀ ହୋଇ ଚାଲିବାକୁ ଚାହୁଁ।

  • @KshirodBhokta
    @KshirodBhokta 3 месяца назад

    ହେବ କି ନ ହେବ ଟିକେ ଆପଣ ଅପେକ୍ଷା କଲେ ଭଲ ହୁଅନ୍ତା ୨୫ବର୍ଷ ରେ ଆପଣ ୧୦୦ ୟୁନିଟ ଦେଲେନି ଖାଲି ଭୋଟ ପୂର୍ବରୁ ଘୋଷଣା କରିଥିଲେ ଲାଜଳଗୁନି

  • @rabindrakumarmohanty9415
    @rabindrakumarmohanty9415 3 месяца назад

    ତମେ ସଵୁ ଓଲଟେଇ ପକେଇଲ ଚଵିଶ ବର୍ଷ ରେ ମାସେ ହୋଇନାହିଁ ଭକୁଆ ଵୟାନ ଵାଜି ଆରମ୍ଭ ହୋଇଗଲା।ମୋଦୀ ଓଡ଼ିଶା କୁ ଯେତିକି ପ‌ଇସା ଦେଇଛନ୍ତି ତାର ହିସାଵ ଦେଵାକୁ ପଡ଼ିବ ନ ହେଲେ,ଅନ୍ଦର ସେ କୋଇ ଵାହାର ନା ଆ ସକେ। ରତ୍ନ ଭଣ୍ଡାର ଖୋଲୁ ନ ଥିଲ କାହିଁକି କାରଣ କଣ କୁହ ଚାବି ହଜିଛ କହି ସମୟ କାହିଁକି ଗଡ‌ଉ ଥିଲ କମିଟି ଗଠନ୍ କରି ତାଲା ଭାଙ୍ଗି ଦେଲନି।ଏଵେ ପୁଣି କେମିତି ଖୋଲା ହେବ ସବୁ ରହସ୍ୟ ପଦାକୁ ଆସିବ ଜଗା ସଵୁ ଦେଖୁଛି ସମସ୍ତ ଙ୍କୁ ଫାଙ୍କି ଦେଵ ତାକୁ ଫାଙ୍କିବା ପାଇଁ ମର୍ତ୍ତ୍ୟଲୋକ ରେ କେହି ଜନ୍ମ ହୋଇ ନାହାନ୍ତି।ଜୟ ଜଗନ୍ନାଥ।

  • @LwReality
    @LwReality 3 месяца назад

    ବିଜେପି କିଛି କରିବ ନାହିଁ.. କିଛି ଆଶା ନ କରି ଓଡିଶା ବାସୀ ରୁହନ୍ତୁ.. ଭୋଟ ଦେଇଛନ୍ତି ଜାଣନ୍ତୁ କଣ କଲୁ

  • @pradeepkumarjena4162
    @pradeepkumarjena4162 3 месяца назад

    ବିଜେଡି ସରକାର ୨୫ ବଷ ଶାସନ ନରେ ରହିଲେ ଏବେ ୨୫ ଦିନ ହୋଇ ନାହିଁ ତାକୁ
    ତୁମେ କଣକହିବେ ଅପେକ୍ଷା କର

  • @KarunakarDhani-eo2sl
    @KarunakarDhani-eo2sl 3 месяца назад

    ବହୁତ ଭଲ ମତାମତ।ଆତ୍ମ ନିର୍ଭରଶୀଳ କରାଇବା ଉଚିତ୍।

  • @dinabandubehera7343
    @dinabandubehera7343 3 месяца назад +5

    300 unit kabe deba BJP se katha kahu

    • @rabindrakumarmohanty9415
      @rabindrakumarmohanty9415 3 месяца назад

      ପଚିଶ ବର୍ଷ ରେ ଦେଈ ପାରିଲେ ନାହିଁ ମାସେ ହୋଇନାହିଁ ବାଡ଼େଇ ଛାଟି କଣ ପାଇଁ ହେଉଛ ଲଜ୍ଜା ଲାଗୁନି।

    • @skshitish
      @skshitish 3 месяца назад

      ​@@rabindrakumarmohanty9415
      Kahiba artha election thiba mase deba

    • @skshitish
      @skshitish 3 месяца назад

      ​@@rabindrakumarmohanty9415election mase thiba deba

    • @pradipkumarsaha61
      @pradipkumarsaha61 3 месяца назад

      Laja kn pain madiba jetebele kahuthile jie kahuthila taku laguni , jie suniki vote dela tumaku laja laguni ebe kn pain laja laguchhi

  • @bibhumusictv691
    @bibhumusictv691 3 месяца назад +6

    Jay Jagannath jay Jagannath

  • @HemantBehera-ve7mu
    @HemantBehera-ve7mu 3 месяца назад

    ଓଡ଼ିଶା ବାସୀ ଉଚିତ୍ ଜବାବ ଦେଇ ସାରିଛନ୍ତି ।

  • @MrSwarajdas
    @MrSwarajdas 3 месяца назад +5

    Correct

  • @KarunakarDhani-eo2sl
    @KarunakarDhani-eo2sl 3 месяца назад

    ନାଲିବତୀ ଗାଡି ପାଇଁ ବାହୁଳା ହେଉଛି।

  • @KarunakarDhani-eo2sl
    @KarunakarDhani-eo2sl 3 месяца назад

    ପଚିଶ ବର୍ଷ ଚଢିଲ ଏବେ ଆଉ କେହି ଚଢନ୍ତୁ ।

  • @s.kbehera2828
    @s.kbehera2828 3 месяца назад

    ଏ ବିଜେଡି ବାଲାଙ୍କ ପାଇଁ।
    ନନ୍ଦିଘୋଷ ଚାନେଲ ବେୟାନ
    ଘୋଷଣା କରାଯାଇଥିଲା।
    ଏ ଚାନେଲ ଟି ବିଜେଡିର ସପକ୍ଷ ଭାବେ କାମ କରୁଛି ।
    ଏଇଟା ବିଜେଡିର ନିଜସ୍ବ ଚାନେଲ ।

    • @smstudycircle5061
      @smstudycircle5061 3 месяца назад

      OTV ,argus ଏବଂ kanak କେବଳ bjp ପ୍ରାୟୋଜିତ channel

  • @balaramsahoo3750
    @balaramsahoo3750 3 месяца назад +2

    BJD jordar pratibada karau aaga me dinare

  • @SarojVlogsIndia
    @SarojVlogsIndia 3 месяца назад +3

    Bhata 3000 kebe

  • @saraswatisahoo5171
    @saraswatisahoo5171 3 месяца назад

    ପ୍ରତିସୂତି ପାଳନ ନ କଲେ ତିନି ପାଞିରୁଜିବ ବିଜେପି

  • @kishorkumarsahoo6705
    @kishorkumarsahoo6705 3 месяца назад +1

    Apana 25 barsha menufesto and kama karthibara hisab compair karantu

  • @reemamaohapatra9821
    @reemamaohapatra9821 3 месяца назад +2

    Nabin patnayak jindabad

  • @pradhanbauribandhu1705
    @pradhanbauribandhu1705 3 месяца назад +1

    Sir bjp chara party michuya mane Bada michuya modi saha a sabu Odisha re Chata chara michuya bjp balo mane only drama not Odia asmita

  • @samirnayak3768
    @samirnayak3768 3 месяца назад

    ପ୍ରତାପ ଦେବ ନିଜ କଥା କୁହ ଅନ୍ୟ କଥାରେ ଏତେ ଚିନ୍ତା, ଆଉ କିଛି ମାଗଣାଖିଆ ଅଛନ୍ତି ଯେ ସବୁବେଳେ ମାଗଣାମିଳନ୍ତା, ଖାଆନ୍ତେ. ରାଜ୍ୟ କୁ ଲୁଟନ୍ତେ

    • @dipeshmohanty8428
      @dipeshmohanty8428 3 месяца назад

      BJP kan kichi magana debeni.magana na dele loka au BJP ku b aneibeni.

    • @uttambaba6800
      @uttambaba6800 3 месяца назад

      Tebe kohiba kon darkar thila daha michho kohile kichhi nanhi Magona khaile kharap kon ta kharap kaho amoro dhak seita Magona nunhe sobu amo tax money 😅😢😂

  • @sujaysen1033
    @sujaysen1033 3 месяца назад +1

    Chabi ta hajila kouthi

  • @kishorkumarsahoo6705
    @kishorkumarsahoo6705 3 месяца назад +1

    Kete jana sadharana lokanka katha sunuthile

  • @patitpabanmohanty512
    @patitpabanmohanty512 3 месяца назад +1

    Tanka nei ticket Banta sarigalana.Ethar chup basa.

  • @DolamaniBagarty-dc3bw
    @DolamaniBagarty-dc3bw 3 месяца назад

    ବିଜେପି ଚୁଛାଟା

  • @ramakantamishra4178
    @ramakantamishra4178 3 месяца назад

    ତୁଚୋରଘରକୁପଳା

  • @jinaswain8379
    @jinaswain8379 3 месяца назад +3

    Right

  • @anatanayak5275
    @anatanayak5275 3 месяца назад +1

    ନବୀନ ସରକାର 25 ବର୍ଷ ଶାସନ ରେ ରହି ଓଡଷା ବାସୀଙ୍କୁ ଭିକାରୀ ବନାଇ ଦେଲେ ଗରିବରୁ ଗରିବ ବନାଇ ଦେଲେ ।କେବଳ ମାଗିବ ଶିଖାଇଲା । ଦୁର୍ନୀତିର ଶୀର୍ଷରେ ନବୀନ ସରକାର ।ଆଉ ସ୍ବଚ୍ଛତା ଦେଖାଇନି ଥାଉ ଅଲାଜୁକ ବହୁତ କହେ ।

  • @ManashMohapatra-g4p
    @ManashMohapatra-g4p 3 месяца назад +1

    Bjd mla mane odisa re staric karantuu bjp birudharee

  • @sunilpattnaik3291
    @sunilpattnaik3291 3 месяца назад +1

    SIR khyama karibe,
    Apana pacharithiba question ta bhul heigala, question ta eha habara thila je solar rooftop lageibaku kete subsidy debe??
    Aau kou sanstha ae sabu solar rooftop lageiba??

  • @dhirenburma8143
    @dhirenburma8143 3 месяца назад

    It's only reminder to bjp.. Nothing will be by BJP....If any sesco or nesco employees come for electricity bill... don't pay him..

  • @JREDDY143
    @JREDDY143 3 месяца назад +2

    Super👍

  • @ManjariManjari-p6f
    @ManjariManjari-p6f 3 месяца назад

    Tume 25 barsa govt property khaila ,se 5 barsa khanti tumar asubidha kana

  • @JREDDY143
    @JREDDY143 3 месяца назад +1

    Recharge very high rate please any solutions

  • @sucharitapanigrahy1790
    @sucharitapanigrahy1790 3 месяца назад +2

    Right sir

  • @MalayaBarik-uk8tc
    @MalayaBarik-uk8tc 3 месяца назад +2

    Very good

  • @swadhinmaharana5989
    @swadhinmaharana5989 3 месяца назад

    Sir tike bole bole bisayare tatya rakhileni au babi babunka bisayare au kusuma bisayare jouta dekhahouchi anya channels gudakare tara answer rakhuna bhadra neta ji biswash hina neta.
    Sabu sunuthila jia jaha ghare thaiki na kana....

  • @prafullakumarbehera2054
    @prafullakumarbehera2054 3 месяца назад +1

    You are raising the right things.thanks for your information.

  • @dhirendranathamohanty6367
    @dhirendranathamohanty6367 3 месяца назад

    Kan ratarati sabbu heijiba .Tame evali kadhua. Kama kala bala thila na.

  • @karunakarpera197
    @karunakarpera197 3 месяца назад +1

    Bjp pratisruti palana kariba darkar 300 unit free corrent

  • @GaganSamantaray-kl2cp
    @GaganSamantaray-kl2cp 3 месяца назад

    BJD doesn't have moral courage to say against BJP.

  • @debendrakumarbadhai5193
    @debendrakumarbadhai5193 3 месяца назад

    Chora sarkar, apana Kahi thile
    School ru block- grand withdraw hela, hela ki. Khali
    Balle Balle kala.

  • @SunliPradhan-fv5ko
    @SunliPradhan-fv5ko 3 месяца назад

    B.j.p....bhandeidellare.odisha.basinku.semaghiakichhidebenahin

  • @sameerjena931
    @sameerjena931 3 месяца назад +1

    bjp bala jabab duantu😂

  • @jitubisoyi2029
    @jitubisoyi2029 3 месяца назад

    Bjp.ku.varasa.nahe.khale.katha.kuhalea.nabin.babu🙏

  • @DigitalSashtra
    @DigitalSashtra 3 месяца назад +2

    Perfect opposition 🎉❤

  • @SnShine-ul7uc
    @SnShine-ul7uc 3 месяца назад

    Bjp ra odia asimit ku bhut dhanyavad laja laguni bjp ku ama odisha re kn sachan sachiba pai kehi jagaya nahanti bharu ani chief secretary karajuchi jeu mane odia asimit ku nei bhut garvita heuthele ebe kuade gale

  • @biswabhusannayak5807
    @biswabhusannayak5807 3 месяца назад

    Na na August ru 300 unit miliba modi guaranteeeeeeeeeer

  • @sudarsanpani2771
    @sudarsanpani2771 3 месяца назад +1

    Jay BJD

  • @priyadarshanrout2740
    @priyadarshanrout2740 3 месяца назад

    25 ବର୍ଷ ଯୋଉ ଭଳି ଭାବରେ ଅନ୍ୟାୟ ଅତ୍ୟାଚାର ମର୍ଡ଼ର ଗୁଣ୍ଡାଗାର୍ଦୀ କରିଛ ସେଥିପାଇଁ ଧର୍ମ ସୋଇଲେନି ତମର ଶାସନ ଧନ୍ସ ହେଲା ପତନ ହେଲା ଗର୍ବ ଅହଂକାର ଭାଙ୍ଗିଲା... ଇଛା ଥିଲା ଆଉ ସରକାର କରିକି ସବୁକିଛି ପଇସା ଗଡ଼ି ମାଟି ବାଲି ଖଣି ପଇସା ଖାଇଥାନ୍ତ ଇଛା ପୂର୍ଣ୍ଣ ହେଲାନି... ଚର ଟାଉଟର ମାଫିଆ ରାଜ ହଟିଲା ତାମିଲି ଶାସନ ପାଣ୍ଡୁ ରାଜନୀତି କ୍ରୀତଦାସ ଯୁଗ ଶେଷ

    • @TheGentleMan_Once
      @TheGentleMan_Once 3 месяца назад

      Hau, aau 25 barsa BJP Aku dei dekha ..odisha aauu bharat map re nathiba

    • @priyadarshanrout2740
      @priyadarshanrout2740 3 месяца назад

      @@TheGentleMan_Once ଓଡିଶା କଥା କୁହ ବିଜେଡି ସରକାର ନିଜର ଉର୍ନତି କଲା ନେତା ମନ୍ତ୍ରୀ ବଡ଼ଲକେ ହେଲେ.. ପାଣ୍ଡୁର ଗଡ଼ ଚାଟିଲେ କୁଜିନେତା ଅଣ ଓଡ଼ିଆ ଶାସନ କଲା ରଙ୍ଗଶାଳ ମାତିଲେ ଚର ଟାଉଟର ମାଫିଆ ଗର୍ବ ଅହଂକାର ପାଇଁ ଆଜି ଗଡ଼ ପତନ ଧନ୍ସ ନିପାତ ହେଲା

  • @soumyalizacreations8967
    @soumyalizacreations8967 3 месяца назад

    Tume kichhi kariparila nahi, chup basa dekha kan hauchi

  • @ranjitadas4927
    @ranjitadas4927 3 месяца назад

    Aare 25brasa khaila sie khantu tor kn khaila

  • @bibhumusictv691
    @bibhumusictv691 3 месяца назад +2

    Subscribe😢

  • @BalaNag-o2p
    @BalaNag-o2p 3 месяца назад +1

    3000 tanku bhataa tanka
    Khade galaa

  • @ajaymohanty6368
    @ajaymohanty6368 2 месяца назад

    Tame chora dala 25 barsahela kana tadipakaicha odisha pai ? Semane 1 masa hela sarkar ku asi prathame bjd chora gudaka Alia safakaribaku paduchi tapare Agaku dekha se kan karibe ki na karibe ? Abe tharu Ate chhania haucha kan pai ?

  • @SabitaSwain-dy6cc
    @SabitaSwain-dy6cc 3 месяца назад

    Jeau sarkar heauna kahiki bijuli paniru autupadan heaucchi manmani kari matby deaucchnti

  • @subashbishi3049
    @subashbishi3049 3 месяца назад +1

    BJP Sabu Jojana panir gar

  • @manasroutray5987
    @manasroutray5987 3 месяца назад

    Mg read carefully the manifesto

  • @tushardash1507
    @tushardash1507 3 месяца назад

    Correct pratisruti palana karajau.

  • @anantanayak6894
    @anantanayak6894 3 месяца назад

    Midia re photo sarkar highlight kriba kama kma photo besi

  • @binotbabu37
    @binotbabu37 3 месяца назад

    Chada sabu chdhiba tamara kana hauchee tama chadhila
    Sa chaduntu ata kahinki haucha

  • @ghanashyamdash4439
    @ghanashyamdash4439 3 месяца назад

    Traffic personal of Mr. Pandia ? Sand Mafia ?

  • @PrafullaBehera-pc1sg
    @PrafullaBehera-pc1sg 3 месяца назад

    Bhata 3000 kaba miliba Buda budhi upakurta Haba

  • @sumantasahoo6846
    @sumantasahoo6846 3 месяца назад

    Bjp jindabad jindabad jindabad 🎉🎉🎉🎉

  • @prasantabehera422
    @prasantabehera422 3 месяца назад

    Pratap sir, naveen sir and bjd is voice of odisha. We request you to keep the voice of odisha at the forefront and the strength of bjd alive and powerful. Only then our state will be heard at various levels. Naveen sir has come to such a leve that it's unbelievable. Still we are in pain after our most favorite leader Naveen sir losing his cm seat. And I request you to take stock of the situation and make bjd bounce back again with full force and vigour. We don't want any political party to rule us and wreak havoc on the ideals of great late Biju babu and his son Naveen babu which they had cherished for our state and its people. Come what may Bjd's and Naveen's power must remain intact. It's our whole- hreated wish. I hope you, all the bjd members, will consider it and not let the followers like us down. Thank you. And thank you Nandighosh tv

    • @prasantabehera422
      @prasantabehera422 3 месяца назад

      And again bjd members are required to come clean and have positive contact with the entire population of odisha so that people will repose their lost faith in bjd.

  • @KunaJena-y7x
    @KunaJena-y7x 3 месяца назад

    Au kebe bi odisha re bjd asbani bhala ki Mane rakha

  • @PradeepKumarBehera-or9ee
    @PradeepKumarBehera-or9ee 3 месяца назад

    Jay Naveen pattnayak Jay Bjd ❤❤❤

  • @debendraswain3780
    @debendraswain3780 3 месяца назад

    Bhai bijuli na bala daba bjp

  • @nigamroutray7306
    @nigamroutray7306 3 месяца назад

    300 unit free jumla

  • @PratapBhai-tw1mu
    @PratapBhai-tw1mu 3 месяца назад

    Super michhua pati BJP jatra Pati

  • @benudharparida1996
    @benudharparida1996 3 месяца назад

    Jay ନବୀନ 🐚🐚🐚

  • @murildhar2463
    @murildhar2463 3 месяца назад

    NandiGhosh tv ku kebala BJD ra enterievw neuchi kichi BJP ki Congress ra tike nia

  • @pramodkumardas4277
    @pramodkumardas4277 3 месяца назад

    Bjd kete katha rakhichi tike kahibaki

  • @responsiblecityzen2438
    @responsiblecityzen2438 3 месяца назад

    Pandian eve bhi achi tama dalare vote kebe bi loka tamaku debeni

  • @pradiptamishra1441
    @pradiptamishra1441 3 месяца назад

    Jai BJD Jai Naveen babu ❤️ 🙏

  • @bikyghana9064
    @bikyghana9064 3 месяца назад

    Super Michhua BJP

  • @manasranjandas8080
    @manasranjandas8080 3 месяца назад

    bjd sabu Kari daichi