Aaare bhakua bishnu bhagawaan rama abatara re, e dhara prusta re kahinki janma heithile jaanichhu na nahi ??? Papi Rabana ku mariba pain Aau maa laxmi b sethipain sita rupare janma heithile..
Apanaka Video ra Utara :- Bhagaban krushna heuchanti bhagaban Vishnu kn avatara,tenu prabhu krushna maniska bhali karjya samapta kari baikuntha ku feri gale.Bhagaban ethi pain avatara neanti kahinki na manisha tanka thu sikhi agaku padhi paru thik kn bhul kn janiparu. Abe apankau prasna ? Prabhu jesu kauthi nijaku bhagana boli kahichanti...se nijaku bhagaban kn santana boli kahichanti bibel re ....tebe tanka bhagaban ba jau parameswara kahucha se kie ? Aei prasna ra utara re se heuchanti aei kalijuga ra MAHAPRABHU JAGANNATH 🖤🙏
Lord Jesus Christ is going to be praised through This Tapi Mishra. God has transformed Saul to Paul..... Exactly He is going to transform From Tapi to Popi... Just keep patience.... The Lord does Slowly in some cases.... But Definitely. Glory to be God.
ଖ୍ରୀଷ୍ଟାନ୍ ଭାଇ ଭଉଣୀ ସାର୍ ଭଲ ସିଖ୍ୟା ଦେଉଛନ୍ତି 👍 ସବୁ ଲାଇକ୍ କର ହାଲେଲୁୟା 🙏🙏
ବହୁତ ସୁନ୍ଦର ବୁଝେଇ ଛନ୍ତି ଭାଇ। ହେଲେ ଘୁଷୁରୀ ଆଗରେ ଯେତେ ସୁନା ପକେଇଲେବି କିଛି ଲାଭ ନାହିଁ।
Right
Absolutely right i like it... ♥
Exactly
ତପି ମିଶ୍ର ଶୁଣ।
ଏହି ଜଗତରେ ଆଜିପର୍ଯ୍ୟନ୍ତ କେହି ମଧ୍ୟ ମୃତ୍ୟୁ ବରଣ କରି ଥିବା ବ୍ୟକ୍ତି ପୁନରୁତ୍ଥାନ ହେଇ ନାହାଁନ୍ତି, କିନ୍ତୁ ଆମ୍ଭମାନଙ୍କ ର ଏକ ମାତ୍ର ସତ୍ୟ ଈଶ୍ୱର ଯେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ,ସେ ମୃତ୍ୟୁ ବରଣ କଲେ ପୁଣି ତିନି ଦିନ ଉତାରେ ମୃତ୍ୟୁ କୁ ଜୟକରି ଉଠିଲେ ,ସେ ଆଜି ପର୍ଯ୍ୟନ୍ତ ଜିବିତ୍ ପରମେଶ୍ଵର ଙ୍କ ଦକ୍ଷିଣ ପାସ୍ପରେ ଉପସ୍ଥିତ ଅଛନ୍ତି, (ସେ ହିଁ ଏକ ମାତ୍ର ସତ୍ୟ ଈଶ୍ୱର ତାହାଙ୍କ ଛଡ଼ା ଆଉ କେହି ନାହିଁ ଏହି ଜଗତରେ) Ameen 🙏🙏
ଠିକ କହିଲେ ଭାଇ 🙌❤️
Aeta sabu faltu kotha
@@jayaramkhillo8156କେମିତି ପାଲତୁ ହେଇଗଲା 🤣😂, ତୁମେ କଣ ଜାଣିଛ?
ସେ ସତ୍ୟ ଇଶ୍ୱର ବୋଲି ତ ମୃତ୍ୟୁରୁ ଜୟ ହେଲେ
@@jayaramkhillo8156 କିଛି ବାଟ ଦେଖା ନ ଗଲେ ଲୋକେ ଏମିତି କହନ୍ତି
@@jayaramkhillo8156murka ta tu kichi janinu
ବହୁତ୍ ବଢିଆ ଉତ୍ତର, ପ୍ରଭୂ ଆପଣଙ୍କୁ ଆଶୀର୍ବାଦ କରନ୍ତୁ
ଯୀଶୁଖ୍ରୀଷ୍ଟ ତିନୋଟି କଣ୍ଟାରେ Mari ଯାଇଛନ୍ତି ସତ କିନ୍ତୁ ତିନି ଦିନରେ ବଞ୍ଚିକି ଉଠିଛନ୍ତି।
କୁଆଡେଗଲେ ଏବେ
Good reply sir praise the lord
@sumantaraita5058 thankyou sir
Bhai jadi puni thare banchibara thila tahele se maruthile kahinki ???
Kan magic dekhauthile ki ? 😅😅😅
ମୂର୍ଖ ପରି କଥା କହୁଛ ଭାଇ. ସେ ଯଦି ମରି ନ ଥାନ୍ତେ ତେବେ ତୁମେ ଆଉ ମୁଁ ପରିତ୍ରାଣ ପାଇ ନଥାନ୍ତୁ. Ok. Bible ପଢ ଭାଇ ଜାଣି ପାରିବ ok.
ରାମ କେମିତି ମଲା ସେ ସନାତନୀ କୁ ଟିକେ ପଚାରନ୍ତୁ, କିନ୍ତୁ ଯୀଶୁ ତିନି ଦିନରେ ଜୀବନ ପ୍ରାପ୍ତ ହେଲେ,
Rama ta papara prayastchita karibaku se nadire budiki marichi se nije
@@sunillimma6475 RAM IS A SAITAN
Praise the LORD....❤❤❤ ବହୁତ ସୁନ୍ଦର ଏବଂ ଶକ୍ତିଶାଳୀ ସତ୍ୟତା କୁ ଜଣାଇ ଅଛ । ସଦା ପ୍ରଭୁ ସହାୟକ ହୁଅନ୍ତୁ....❤❤❤
ପୁନଃରୁଥାନ ହୋଇ ଥିବା ପ୍ରଭୁ ଯୀଶୁ ଙ୍କର ପୁନଃ ଆଗମନ ହେଉ ସାରା ଜଗତରେ ପ୍ରଭୁ ଯୀଶୁ ଙ୍କ ରାଜ୍ୟ ଆସୁ Amen
OK Brother, praise the Lord ❤❤ hallelujah 🙌 🎉🎉❤❤❤
ନିରାଟ ସତ୍ୟ ଘଟଣା ବିଷୟ କହିଲେ,, ଧନ୍ୟବାଦ ଆଜ୍ଞା
Praise the lord 🙏 Hallelujah 🙌 dhanyawad bhai
ସୀତା ଙ୍କୁ ଅପହରଣ ରାମ କାଇଁ ଜାଣିପାରିଲେ ନାହିଁ ସେ ଯଦି ଭଗବାନ ତାହାଲେ ତ ସେ ଜାଣିବା କଥା
Good question
ଆଗେ ରାମାୟଣ ପଢ଼ ପରେ ପ୍ରଶ୍ନ କରିବ l
Aaare bhakua bishnu bhagawaan rama abatara re, e dhara prusta re kahinki janma heithile jaanichhu na nahi ??? Papi Rabana ku mariba pain
Aau maa laxmi b sethipain sita rupare janma heithile..
ବିଲକୁଲ ରାଇଟ କହିଲ ଭାଇ
@@souravteachingclasses419ତୁ ଭଲରେ ପଢ଼....
ତପୁ ମିଶ୍ର ଭାଇ, ଜାଣିଛ କି ଏହି ପ୍ରଶ୍ନ ପଚାରିଥିଲେ ଜଣେ ଚର, ଯେଉ ଚର କି ଯୀଶୁଙ୍କ ଡାହାଣ ହାତ ପେଟ ଗଟେ କୃଶ କାଠରେ ଝୁଲୁଥିଲେ, ସେ ମଧ୍ୟ ଠିକ୍ ଆପଣଙ୍କ ଭଳି ପ୍ରଶ୍ନ ପୋଚାରିଲେ ଆଉ ସିଧା ସଳଖ ନର୍କ କୁ ଗଲେ । ଜାଗ୍ରତ ଭାଇ, ଆପଣ ଯଦି ଯିବାର ଇଚ୍ଛା ତେବେ ଏହି ପ୍ରଶ୍ନ ଧରି ରୁହନ୍ତୁ ।
ବହୁତ ଭଲ ଉତ୍ତର ଦେଉଛନ୍ତି ଆପଣ ଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ❤🎉🎉🎉🎉🎉
Amen 🙏 Hallelujah praise the Lord
Praise the lord amen ❤❤❤❤Sanam kage jisu marang ❤❤❤❤❤❤❤❤❤❤
Praise the lord Good message sir
କେଉଁ ଭଗବାନ ମଲା ପରେ 3 ଦିନରେ ପୁନରୁଥିତ ହୋଇଛନ୍ତି କହିଲ ... କେବଳ କେବଳ ଯୀଶୁ ଖ୍ରୀଷ୍ଟ ହିଁ ପୁନରୁଥିତ ହୋଇଛନ୍ତି Amen ✝️ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,”
ଯୋହନ 11:25
ଯୀଶୁଖ୍ରୀଷ୍ଟ ତିନଟି କଣ୍ଟାରେ ମୃତ୍ୟୁ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ
ପ୍ରଭୁ ଯୀଶୁ ୩ ଦିନ ପରେ କେମିତି ସମାଧି ରୁ ଉଟେଲେ ସେ ବିଷୟରେ ପ୍ରାୟତଃ ଲକ ଜାଣିନାହାନ୍ତି ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ଏକ ମାତ୍ର ଉପାୟ ବାଇବଲ ଅଧ୍ୟୟନ କରିବା ❤❤❤
ହଲେଲୁୟା 🙏
ଜୟ ଯୀଶୁ
ଜୟ ଯୀଶୁରାଜା 🙏
Really. Hero. Jisu
ଓଡ଼ିଶା ରେ ବହୁତ ଭଲ ଭଲ ଫିଲ୍ମ ବାହାରୁ ଛି। ହେଲେ ସେ ଭାଇ କାହିଁକି ଏପ୍ରକାର ଫିଲ୍ମ ବାହାର କରୁଛନ୍ତି ଯେଉଁ ଫିଲ୍ମ ରେ ଓଡ଼ିଶା ର ନାମ ବଦନାମ ହଉଛି।
Thank you sir 🙏 amen 🙏👍👍👍👌👌👌
Thank you sir amen
ଭଲ କଥା କହିଛନ୍ତି ସାର୍
Praise the lord🙏🙏👍👍👍
Thank you Sir praise the Lord.Amen
ସେଥି ପାଇଁ ତପି ନାରେ ଘରେ ଘରେ କୁକୁର ପାଲୁଛନ୍ତି ଲୋକେ 😂😂😂😂😂😂😂
Bahut bhala message sir .....
Jesus is king of kings and Lord of lords, every knee should bow down and every mouth will confess Jesus Christ is true God,Holy Hod
Amen ❤❤❤
Bohot bhola kohilo sar probhu Asir badkoribe amen amen amen
Yeshu hi mohan haa our kohi bi nahi hai haleluya haleluya haleluya haleluya haleluya 🙏✝️🙏
Badamas converted Christian missionary charity funding karuchi
✝️✝️✝️👍👍👍👍👍
ତପି ମିଶ୍ର ସାର ସବୁକିଛି ଜାଣିଛି ହେଲେ ସତ୍ୟ ସନାତନ କିଏ ଗୋଟେ ପାପ ବେକ୍ତି ପାପରୁ କେମିତି ଉଦାର କରିବ ଶ୍ରୀ ରାମ ତ ଆମପରି ପାପକରିସନ୍ତି ପ୍ରଭୁ ଯୀଶୁ ର ପାପଦେକାହ ସେତିପାଇଁ ପ୍ରଭୁ ଯୀଶୁ ସତ୍ୟ ସନାତନ ସଦାପ୍ରଭୁ ଅଟନ୍ତି
Praise the lord 🙏
କୃଷ୍ଣ ଙ୍କ ମୃତ୍ୟୁ ଜାରା ଶବର ର ତୀର ରେ ମଲେ,ହେଲେ ମଲା ସମୟରେ କୃଷ୍ଣ ଙ୍କୁ ଜାରା ଶବର କହିଥିଲେ ହେ କୃଷ୍ଣ ମୋତେ ତ୍ରାହି କର ତ୍ରାହି କର, ସେତେବେଳେ ଶ୍ରୀକୃଷ୍ତ୍ର କହିଲେ,ନିଜ ରକ୍ଷ୍ୟଣେ ଅସମ୍ଭବ ପରକୁ କାହୁଁ ରକ୍ଷ୍ୟା କରିବ, ଯେଉଁ କୃଷ୍ଣ ନିଜକୁ ରକ୍ଷ୍ୟା କରି ପାରିଲେ ନାହିଁ ଅନ୍ୟ କାହାକୁ ରକ୍ଷ୍ୟା କରିବେ, ଟିକେ ଗିତା ପଡ଼ିକି କୁହ,ପାଗଳ ଭଳି କହିଦେଲେ କଣ୍ ହେବ,
Praise the lord❤hallelujah❤amen amen
ekmatra satya iswaro Jesu crista Jay jay yeshu moshi ki ❤❤❤❤
Praise the lord 👍
ବଢିଆ meessage
Hallelujah praise the lord✝️✝️✝️
Ameen halleluya praise the lord halleluya ameen sothik uthoro bodhiya answer ameen God bless you
ତୁମର ଯଦି ଶାନ୍ତି କହୁଛ ତେବେ ଗାଇ ଗରୁ ମାନେ ଆମକୁ ବିଲ ଚାଷରେ ବଞ୍ଚାଉଥାଏ ତାଙ୍କୁ କେମିତି ଦୟା ନ କରି ମାରି ଖାଉଛ ଛି, ହିଂସା ଧର୍ମ!
Apanaka Video ra Utara :-
Bhagaban krushna heuchanti bhagaban Vishnu kn avatara,tenu prabhu krushna maniska bhali karjya samapta kari baikuntha ku feri gale.Bhagaban ethi pain avatara neanti kahinki na manisha tanka thu sikhi agaku padhi paru thik kn bhul kn janiparu.
Abe apankau prasna ?
Prabhu jesu kauthi nijaku bhagana boli kahichanti...se nijaku bhagaban kn santana boli kahichanti bibel re ....tebe tanka bhagaban ba jau parameswara kahucha se kie ?
Aei prasna ra utara re se heuchanti aei kalijuga ra MAHAPRABHU JAGANNATH 🖤🙏
Without knowledge don't comment
@@Aryan_kumarrr kain Tama pakhare gyana nahi ki ? By throwing this type of grammatical errors sentence you can't ignore 🤪🤣
@@sujitgarnaik1345 where is the fault gute comma daenhi
Amen Hallelujah 🛐❤️❤️
Thank you sir amen❤❤❤
ୟେ ନୀରାଟ ଶତ୍ୟ ସନାତନ
ଧର୍ମ କୋଉ କାଳରୁ ଅଛି କିୟେ ଜାଣିନାହାନ୍ତି। କିନ୍ତୁ
ବାକି ଧର୍ମ ଜେବଠୁ ପ୍ରାରମ୍ଭ ହୋଇଛି ଶ୍ଵଷ୍ଟତା ମିଳୁଛି। ଏଠୁ ବୁଝିବା ଆବଶ୍ୟକ ସର୍ବ ପ୍ରଥମ
ଧର୍ମ ସନାତନ ଏବଂ ଇଶ୍ଵରଙ୍କ ଗଢିଥିବାର ୟେ ସଂଙ୍କେତ ମିଳେ ।
ବୁଝିବେନିଗୁରୁ 🌹🌹ଯେତେ ବୁଜେଇଲେବି 🌹ଜୟ ଯୀଶୁ
Hallelujah hallelujah Chorus Cristian Amen 🙏❤❤ bhai ku prabhu ashiribadha karantu
ତିନୋଟି କଣ୍ଟା ମରିଥିଲା ଅନ୍ୟ ମାନଙ୍କ ପାପ କ୍ଷେମା ନିମନ୍ତେ ମଲେ ତିନି ଦିନରେ ଜିବିବି ଉଟିଛନ୍ତି ଏହିଟା ପୁରାପୁରି ସତ୍ୟ ହିନ୍ଦୁ ଧର୍ମ କଥା କହୁନାହିଁ ଆଉ ଯେତିକି ଦେବତା ଅଛନ୍ତି ଅନ୍ୟ ମାନଙ୍କ ପାଇଁ ଜୀବନ ଦେଇଛନ୍ତି କି ତୁମ ଧର୍ମ ରେ ତୁମ ରହିବ ଅନ୍ୟ କୁ ବିରଦ୍ କରୁଛି କାହିଁକି
Bhai jadi puni thare banchibara thila tahele se maruthile kahinki ???
Kan magic dekhauthile ki ? 😅😅😅
ନିଜକୁ ବୃଦ୍ଧାବସ୍ଥାରେ ଜଳରେ ବୁଡି ଆତ୍ମା ହତ୍ୟା କରିଥିବା ଶ୍ରୀରାମ କେମିତି ଭଗବାନ ହେଲେ କୃଷ୍ଣ ତ କେବଳ ଗୋଟିଏ ତୀରରେ ମରିଛନ୍ତି ତମ ଅନୁସାରେ ଯୀଶୁ ତିନିଟା କଣ୍ଟାରେ ମଲେ ଭାଇ ଅପେକ୍ଷା କର ତମେ ସାଉଲରୁ ଦିନେ ପାଉଲ ହେବାକୁ ଯାଉଛ । ଯୀଶୁ ଆପଣଙ୍କର ହୃଦୟରେ ଅତି ଶିଘ୍ର ବାସ କରନ୍ତୁ।ଆମେନ୍
ଆରେ ଶଳା ତୁ ତ ନିଜେ ଜାଣିପାରୁନ ନିଜଗୋଡରେ ନିଜେ କୁରାଢି ମାରୁଛ ! ନିଜ ବାପାକୁ ବାପା ନ କହି ପର ଲୋକକୁ ବାପା କହିବା ମୂର୍ଖ ଲୋକମାନେ ତୁମେ , ଆମେ ହେଉଛୁ ଭାରତୀୟ ଭାରତର ରୀତି ,ନୀତି , ନିୟମ ଆମେ ମାନୁଛୁ ,ତୁମ ବିବେକକୁ ପଚାର ଟିକେ ତୁ ଭାରତରେ ରହୁଛୁ ,ଖାଇ ଛୁ ,କିନ୍ତୁ ଅନ୍ୟ ଧର୍ମକୁ ଆପଣେଛ ମୂର୍ଖ କେଉଁଠିକାର
ରାମ କେମିତି ମଲେ ତାହା ମଧ୍ୟ୍ୟ ପଛାରନ୍ତୁ
ସାର୍, ସବୁ କଥା ଜାଣିଲେ ସନାତନୀ ର
ମୁହଁ ପୁତୀହେଵ.
ରେ ଛୋଡ଼ି ପୁଅ ତମେ ସବୁ ମାଆ କୁ ହେଇ ବାପା ମୁଣ୍ଡ ରେ ହାତ ଦେଇ ଦବ ରେ
ଧନ୍ୟବାଦ ସାରା ଭଲଭାବରେ ଭୁଜାଊଛତି
Praise the lord Amen 🙌🙏🙏🙏
Praise the lord our God
ସାର୍ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ବଳିଦାନ ର ଅର୍ଥ ସେଇପରି ଲୋକମାନେ ବୁଝି ବେନି
ଭାଇ ଆପଣ କୁ ପ୍ରଭୁ ଆଶୀର୍ବାଦ କରନ୍ତୁ 🙏🙏🙏🙏❤️
Praise the lord❤❤❤❤❤❤❤❤❤
Very good sir
ଭଲ କଥା କହିଛନ୍ତି sir best super duper ହୋଇଛି sir
ସାର ଯୀଶୁକ୍ରିଷ୍ଟ କିଏ ମାରିଛି କେଉଁ ଧର୍ମର ଲୋକମାନେ ମାରିଛନ୍ତି କୁହନ୍ତୁ
God bless u sir bhlo sikha dele amen
Yes praise God hallelujah
ଯେଉଁ ମାନେ ଧର୍ମ କୁ ନେଇ ପ୍ରଶ୍ନ ଉଠୁଛ ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ ଲୋକ ତୁମମାନଙ୍କୁ ଲାଜଲାଗିବା କଥା ଜୟ ଜଗନ୍ନାଥ
Praise lord
ଜୟ ଯୀଶୁ (Praise the Lord)
ଜୟ ଯୀଶୁ 👍👍👌
ହାଲେଲୁୟା 🙏
Ameen🙏🏻🙏🏻🙏🏻
Lord Jesus Christ is going to be praised through This Tapi Mishra.
God has transformed Saul to Paul..... Exactly He is going to transform From Tapi to Popi...
Just keep patience.... The Lord does Slowly in some cases.... But Definitely.
Glory to be God.
Jesus is only one God
Haleluya...amen❤❤❤❤❤❤❤
Praise the loard 🙏
Thanks for this msg to Topu Mishra.
Thanks sir piers the lord amen
ଯୀଶୁ କେବଳ ଗୋଟିଏ ଦେଶକୁ ବଞ୍ଚାନ୍ତି ନାହିଁ ସମସ୍ତ ଜଗତକୁ ସେ ବଞ୍ଚାନ୍ତି ଯୀଶୁ ହେଲେ ସତ୍ୟ ଈଶ୍ୱର ଅଟନ୍ତି ତାହାଙ୍କ ଠାରେ ସତ୍ୟତା ଅଛି
Jesus is only one living God. Majority people of the world are acknowledged him as a God.
Jesus is a risen again from dead . But no one
Jaya jisu ❤❤❤
ଗତ ୨୦୦୦ ବର୍ଷ ମଧ୍ୟରେ ପୃଥିବୀରେ କେଉଁ ପାପ ପ୍ରଚଳିତ ଥିଲା ଯାହାରୁ ଯୀଶୁ ଆମକୁ ରକ୍ଷା କରିବାକୁ ଆସିଥିଲେ?
Love you Jesus ❤️❤️❤️❤️❤️❤️
Very good sir, prease the Lord
✝️ Praise the Lord Jesus Christ ❤ the best answer ever. 😂❤👍
Jesus my God my lord❤
Thank you sir god bless you
Very correct
ଧନିୟବାଦ୍ |
Praise the Lord, and God Bless You Sir.
Amen...
Love u Jesus ❤
Samsan sir god with you god bless you.
Jay Jagannath
ତୋର ରାମ, ଓ କୃଷ୍ଣ କେମିତି ମିଳେ
Hallelujah
Thank-you sir alleluya
ମୋତେ ତୀର ବାଜିବାର ଅଭିଶାପ ର referenceଦେଲେ ବହୁତ help ହୋଇଥାନ୍ତା
Praise the lord
You are right massage sir Amen ✝️✝️🙏🙏❤️❤️❤️
ଏଟା,ଗୋଟି,ପାଗଳ, ପରି, କଥା, ହେଉଛନ୍ତି, ତପି, ମିଶ୍ର, ସାର୍, ଗୋଟିଏ, ଏକ, ନମ୍ବର, ପାଗଳ,, ମରିବା, ସମୟ, ଆସୁଛି, ତପି, ମିଶ୍ର, ପାଗଳ, ସାର୍,ଆପଣଙ୍କ ର,ଭଗବାନ ଶ୍ରୀକୃଷ୍ଣ, ଗୋଟିଏ, ତୀରରେ, ସେକେମିତି,ମଲେ,ସେକେମିତି, ଭଗବାନ ଶ୍ରୀକୃଷ୍ଣ