Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସୋନପୁର ର ଚାଷୀ ଓ ମୋର ମସିୟା ର ସାମ୍ବାଦିକଙ୍କୁ ଧନ୍ୟବାଦ
ସବୁ ଜାଗା ରେ ଠିଆ ହେଇଛେ ମୋର ସମିୟା 🙏🏿🙏🏿
Mui 🙏karuchhe nibes dada k
ସମଗ୍ର ଓଡ଼ିଶାରେ ଆପଣମାନଙ୍କ ଭଳିଆ ସମୁହ ଚାଷୀ କଟନି ଛଟନିକୁ ବିରୋଧ କରିବା ଉଚିତ୍
ଜେ କିଷାନ।ଜେ କୋଶଲ୍ ଜେ ମାଁ ସମଲେଇ
ଧନ୍ୟବାଦ ଚାଷୀ ମାନଙ୍କୁ 🙏🙏🙏
Full support DAa ❤mor samiya jindabad
#ସୋନପୁର୍ ଆସି ଖବର୍ ପ୍ରସାର୍ କରବାର୍ ଲାଗି ହୃଦୟରୁ #ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Very Good job sir Bahut tq sir 👍👍👍Jay jawan Jay kishan
ବଲାଙ୍ଗୀର ବଡ଼ଟୀକା GP ରେ ବି 2.5kg କଟିଙ୍ଗ ଚାଲିଛେ ....ସବୁ PC କାରବାର ଚାଲିଛେ.... ବିଜେପି ବିଜେଡ଼ି ନୁ ଜିତିକରି ଅଛେ...!ଜୁହାର 🙏#Jai_Koshal
Kenta naithila ahede diya
ତମର ତ ଠିକ ଅଛେ 2Kg ଆମର ଆଡେ 7 ରୁ 8 KG କାଟୁଛନ୍😢
ଚାଷୀ ଭାଇ ଆଉ ସାମିଆ ଭାଇ କେ ବହୁତ୍ ଧନ୍ୟବାଦ୍❤❤❤
ଠନ୍ ଠନ୍ ବାଲା କେ ଡାକ ରୋଡ କେ
ବିଜେପି ସରକାର ମିଛୁଆ କିଛି କରିପାରିବେ ନାହଁ ଖାଲି ଫଟୋ ଉଠାଇବା କଥା ଚାଷୀ କଥା ବୁଝିବା ବାକୁ ସମୟ ନାହଁ
ସବୁଆଡେ ମୋର ସମୀୟା ଦାଦା 🙏🙏🙏ତୁମକୁ
ସବେ ଭାଗ ଖଉଛନ । ସଲାସୁତୁରା ଥି ସବୁ ଚାଲିଛେ ।
ବିଜେପି ପୁରା ହାରାମି କାମ କରୁଛେ,,, ମଣ୍ଡି ରେ କଟନି ଛଟନି ହେଉଛେ଼ 5kg କାଟୁଛନ୍।ହାରାମି BJP
Sabu khali natak ae.....
ଏ ସରକାର ପୂର୍ବରୁ ମଧ୍ୟ କଟନୀ ହେଉଥିଲା
Bahut badhiya mor samiya
ସମସ୍ତ କୁ ଧନ୍ଯବାଦ ଭାଇ ମାନେ 🙏🇮🇳
ସବୁ ଚାଷୀ ଏକତା ହୋଇ କଟନି ଛଟନୀ କେ ବିରୋଧ କରିବା କଥା ମୋର ମତରେ
Mor Saumya news ke Johar murga ki Aashiqui news Bani Jo bahut bahut dhanyvad Dada
ସବୁ ମିଲ ରେ କଟନି ଚାଲି ଅଛେ । ମୋର ସମିୟା new channel great
ଓଟିଭି କେନ୍ କେ ଗଲା ଭାଇ ଟିକେ ଡାକ
Theek kahu cha dada
OTV khari 1 crore ra kera dekhachi dada
ଖାଲି ଘୋଷଣା କରବାର୍ ରେ ସରକାର ମାହିର
Thankyou da mor samiya 🙏🙏
ହେ ଡବଲ ଇଂଜିନ ସର୍କାର୍ ସୁଇଛ କେଁ ଉଠ ଦେଖ ଟିକେ ଚଷି କେ ଦେଖ 🙏
Mor samiya no 1
ବିଜେପି ସରକାର ଭାଷଣ ମରା ସରକାର ଆଉ ଧୀରେ ଧୀରେ ପ୍ରମାଣ କରୁଛେ
ଲୋକଙ୍କ ସରକାର ଏବେ ଲୋକ ଭୋଗୁଛନଏଟା ସବୁ ଆଡ଼େ ଇ ସମସ୍ୟା dhanyabad ନିବେଶ sir କେ
ଇ ସଲା ନିରଞ୍ଜନ ପୂଜାରୀ କେ ନିକର ନିଜର ସରକାର ନାଇଁନ ଯେ ନାଇଁ ଆସବା
Kalahandi Borda Mandi re7kg katni
Badkarle bale Sonepur district ke halei dele , kada andolan aae , atna hebar katha .., mor samiya news aasi thibar lagi bahut bahut dhanyabad 🙏🙏
Nibash dada you are right
Thanks to all farmers 🙏🙏🙏🙏
ଜୟ ଅନ୍ନ ଦାତା
200k congratualations nibesh panigrahi sir... 🙏🙏🙏
Bahut bhaut dhanyabad
Ek no1 mor samiya
ବଲାଙ୍ଗୀର ଜିଲ୍ଲା,ସଇଁନ୍ତଲା ବ୍ଲକ ଘୁନସର୍ ସମବାୟ ସମିତି ନେ ୫ କେଜି କାଟୁଛନ୍ ମୋର ଗାଁ ପାଖେ ।ଆସ ଦାଦା🙏
Amr lagi sarkar ki sarkar lagi chasi ଆଗାମୀ ଦିନ ରେ ଉଚିତ୍ ଜବାବ୍ ଦେବେ ❤
Tame fst BJP k vote deba,,,😂
ସବୁଆଡେ ଆନ୍ଦୋଳନ ଜାରି ରହିବ ସରକାର ର ନିଦ ଭାଙ୍ଗିବା ତକ୍
Very good morning sameya news
ଚାଷୀ ମାନଂକୁ ଏତେ ହଇରାଣ ଆଉ ଗୁଲଗୁଲା କଲେ ଧର୍ମ ନାଇଁ ସହେ । ଇତାର ନୁ ତ ଭଲ MSP ୨୫୦୦/- କରିକି ସେ ବୋନୋସ୍ ୧୦୦-୨୦୦ ଟଙ୍କା ଦେଇକି ୨୮୦୦/- ଟେ ଧାନ ନେଇ ଥିତେ , ବିନା cutting ରେ ❤।ଇଆଡ଼େ ବାହାଦୁରି କରବେ କି ୩୧୦୦/- ଦେଲୁ ଆଉ ଇଆଡ଼େ କଲେ କଲେ ଫେର କାଟନି କରବେ 😂 । ଚାଷୀ ଆଗର ଭଳିଆ ଆଉ ଭକୁଆ ନାଇଁ ନ ଯେ ଝାଳ ବୁହା ପରିଷ୍ରମ୍ କରିକି ଆସିକି ବିନା କିଛୁ question ରେ ଧାନ ଦେଇ ଦେବା । ସମୟ ଅଶୀଗଲା ନ , ଚାଷୀ ଆଜି ପ୍ରଶ୍ନ କରୁଛେ , ତାର ଉତ୍ତର ଦିଅ ପ୍ରଶାସନ ।
Mausam vibhag ke bahut bahut dhanyvad murga kya cigari bahut super
Double Engine sarkar pudi galana😮😮😮
Thank you so much for shoport 🙏
ହେ ଚାଷୀ ଭାଇ ମାନେ ଆମର ଲାଗି କେହି ନାଇନ ନେତା ମାନେ ମିଳର ମାନେ, ଦଳାଲ ମିସିକରି ଚାଷୀ କେ ଲୁଟୁଛନ। ମିଳର union ଅଛେ, ଦଲାଲ୍ union ଅଛେ, ଅଫିସର୍ union ଅଛେ ଯେବେ ଚାଷୀ unions ହେବା ତାର ପରେ ଧାନ ଭଲ ସେ ବିକି ପାରମା ।
1no
Nibes Bhai Congratulations 👏🎉 ❤ 200k Subscriber's Complete Jay Maa Samlei From kudasingha pothalpada
Jay kisan jay koshal ❤❤❤❤❤❤❤❤❤ I love mor samiya
ସୁପର ମିଛୁଆ ବିଜେପି ତ ଭାଷଣରେ ଚାଲୁଛି, ଜୋରଦାର ଲଢେଇ କର ।
Guruswami ❤❤❤..Chaimanankara hak paibar samaya . A sujag chhajile kehi pacharibe nanhi.Ramakant AP..
Good 👍 nibesh da 🙏
ଚାଷୀରଧାନ ଦୁଇକେଜିକାଟିଲେ ଆଉବେପାରୀଧାନ ମିଳରେ ଧାନଏଣ୍ଟ୍ରିହେଲେ ଧାନ ଏଫେକ୍ଯୁହଉଛେ
ବିଜେପି ର ମାଗିହେ ମଲେ କେଁ
ମୋର ସମୀୟା ସାମ୍ବାଦିକ ନିବେଶ ପାଣିଗ୍ରାହୀ ସାର ଙ୍କୁ ଜୁହାର 🙏
Very good
I love mor samiya
Thank you bhai
Long Live Farmers organisation
200k Complete ✅💯 Congratulations Nibesh Daa ଆଜି ତୁମର ସାଙ୍ଗେ ଦେଖା ହେଲା । ଆଉ ଦିଲ ଖୁସ ହେଇଗଲା । ପାଟଣାଗଡ଼ ପାଖେ ଦଳଦଳି ର କ୍ରିକେଟ ପଡ଼ିଆ କେ ଆସିଥିଲ ଅରୁ ମୋର୍ ଜୁହାର ଛିନି ଥିଲ ❤ ।
ଚାଷୀ ଏକତା ଜିନ୍ଦାବାଦ
ଇ ସରକାର ଏକା ଜୁମଲା ସରକାର, ଆଉ ରହେଲା ମିଲର୍ସ ର କଥା ସେମାନେ ହେଲେ କାଣା କରବେ ନେତାମାନେ ତ ଦଶ ଲାଖ ଟଙ୍କା ନେଇ କରି ତାଙ୍କର ପକେଟ ଗରମ କରି ସାରିଛନ, ମିଲର୍ସ ବୁପରା କାଏଁଟା କରବା ସେ ବିଚରା ଦୁଇ ପଇସା ନାଇଁ ପାଏଲେ ହେଲେ ନେବା କାଏଁ, ଇ ମଧୁ ଚନ୍ଦ୍ରିକା ଥି ଆମେ ଚାଷୀମାନେ ଚେପେଇ ହେଇ କରି ରହି ଯାଉଛୁଁ
କଥା ଟା ଠିକ୍ ବୁଝିଲ ଭାଇ ଲୋକେ ଇଟା ଜାନବର୍ କଥା
Satkata da
100% correct
ଚାଷୀ ମାନେ ସଚେତନ ହ, ବିଜେଡ଼ିର ପଛ୍ଲା ଧର୍ବାର୍ଟା ଛାଡ,ନେହେଲେ କନ୍ଦା ଖାଏବ
Jay Jagannath
ଆଉ news bale ମରିଗଲେ ke
Thank dada
Love you mor samiya 🎉
Sonepur dist tarbha block re b bhuta samsya only one solution wle come mor somiya🙏🙏🙏
Bjp k vote🗳️ dela pare Pashchim odisha 😢😢
Very good 👍👍👍
Sath katha. Than than dhan
Jai Jaban jai kisan Amr Chasi Bhai Mnke Besi Hairan Karu chaan Government Mane
Sonepur collecter aru mla e sabu lagi dayi lanch khauchan
Real Hero Nibesh Bhai
BJP odisha k 5 year re ବରବାଦ କରିଦେବା
B jd nai Kari bhel
@KanhaMajhi-z5f mui bjd ra ki congress ra bi supporter neise re bhai
@@KanhaMajhi-z5f bjd karithila j bjp b karba k
Ek no dada
Love from ❤ Dunguripali
Congratulations dada 🎉 for 200k family
Mor samiya 🙏🙏🙏🙏🙏ww🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Right 👌👌👌
BJP sarkar ମିଛୁଆ ହାଏ
Dhaniya baad nibes dada
🎉🎉🎉
ସତ କଥା
ନବରଙ୍ଗପୁର ଜିଲ୍ଲାରେ ରେ କଟନିଛଟନି କୁ ନେଇ ସରକାର ଙ୍କୁ ଦିଆଯାଇଥାଏ 4। କେଜି
Amar Sonepur Jilla asithila daa bahut bahut dhanyawad
ଇଟା ସବୁ ମିଲର ମାନଙ୍କର ଭୂରକୁଟି ସବୁ ଜଣା ପଡୁଚେ। ମିଳର ମାନେ ବହୁତ୍ ଟାଉଟର ଚାଷୀ ଙ୍କୁ ହଇରାଣ କରୁଛନ।
ମିଲ୍ ବାଲ ଙ୍କ ରନୁ ଅପିସରମାନେ ନେତା ମାନେ ଟଙ୍କା ନେ ନେଇଥିଲେ ଇସବୁ ନେହେତା
Right 👍🏻 dada mane
ଗଲୁଆ ସରକାର ଖାଲି ଭାସନ୍ ମାରୁଛନ ଆଉ କାମ ରେ କିଛି ନାଇ କାରବାର
🙏🙏🙏🙏🙏🙏🙏🙏🙏🙏
Kalahandi Lanjigarh ne 7 ru 8 kg kata hauchhe...
Jay kissan
BJP LOKMANKU LOOTBAR RE MAHIR NOT ONLY IN ODISHA but also ALL OVER INDIA
କୋରାପୁଟ ବି 3କେଜି କାଟି ଚନ
Pratek district farmers association ek heba k padba
Mundapadar mandi re 4 kg cut hau6e compulsory nai hele nai nau kahi6an
200k congratulations dada
Jai kishan Jai koshal 🎉🎉🎉🎉
❤❤❤❤,
Love from Badkarley ❤️ Dada
ଚାଷୀ ତଣ୍ଟି ଚିପା ସର୍କାର ଆଏ ଇଟା
ସେ ଠନ୍ ଠନ୍ ବାଲା କୁକୁର କାହିଁ ଗଲା ।
Bakinews bale kahin gale mor samiya pari hua na rakha garibar lagi। jaya mor samiya
ସୋନପୁର ର ଚାଷୀ ଓ ମୋର ମସିୟା ର ସାମ୍ବାଦିକଙ୍କୁ ଧନ୍ୟବାଦ
ସବୁ ଜାଗା ରେ ଠିଆ ହେଇଛେ ମୋର ସମିୟା 🙏🏿🙏🏿
Mui 🙏karuchhe nibes dada k
ସମଗ୍ର ଓଡ଼ିଶାରେ ଆପଣମାନଙ୍କ ଭଳିଆ ସମୁହ ଚାଷୀ କଟନି ଛଟନିକୁ ବିରୋଧ କରିବା ଉଚିତ୍
ଜେ କିଷାନ।ଜେ କୋଶଲ୍ ଜେ ମାଁ ସମଲେଇ
ଧନ୍ୟବାଦ ଚାଷୀ ମାନଙ୍କୁ 🙏🙏🙏
Full support DAa ❤mor samiya jindabad
#ସୋନପୁର୍ ଆସି ଖବର୍ ପ୍ରସାର୍ କରବାର୍ ଲାଗି ହୃଦୟରୁ #ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Very Good job sir Bahut tq sir 👍👍👍Jay jawan Jay kishan
ବଲାଙ୍ଗୀର ବଡ଼ଟୀକା GP ରେ ବି 2.5kg କଟିଙ୍ଗ ଚାଲିଛେ ....ସବୁ PC କାରବାର ଚାଲିଛେ.... ବିଜେପି ବିଜେଡ଼ି ନୁ ଜିତିକରି ଅଛେ...!
ଜୁହାର 🙏#Jai_Koshal
Kenta naithila ahede diya
ତମର ତ ଠିକ ଅଛେ 2Kg ଆମର ଆଡେ 7 ରୁ 8 KG କାଟୁଛନ୍😢
ଚାଷୀ ଭାଇ ଆଉ ସାମିଆ ଭାଇ କେ ବହୁତ୍ ଧନ୍ୟବାଦ୍❤❤❤
ଠନ୍ ଠନ୍ ବାଲା କେ ଡାକ ରୋଡ କେ
ବିଜେପି ସରକାର ମିଛୁଆ କିଛି କରିପାରିବେ ନାହଁ ଖାଲି ଫଟୋ ଉଠାଇବା କଥା ଚାଷୀ କଥା ବୁଝିବା ବାକୁ ସମୟ ନାହଁ
ସବୁଆଡେ ମୋର ସମୀୟା ଦାଦା 🙏🙏🙏ତୁମକୁ
ସବେ ଭାଗ ଖଉଛନ । ସଲାସୁତୁରା ଥି ସବୁ ଚାଲିଛେ ।
ବିଜେପି ପୁରା ହାରାମି କାମ କରୁଛେ,,, ମଣ୍ଡି ରେ କଟନି ଛଟନି ହେଉଛେ଼ 5kg କାଟୁଛନ୍।ହାରାମି BJP
Sabu khali natak ae.....
ଏ ସରକାର ପୂର୍ବରୁ ମଧ୍ୟ କଟନୀ ହେଉଥିଲା
Bahut badhiya mor samiya
ସମସ୍ତ କୁ ଧନ୍ଯବାଦ ଭାଇ ମାନେ 🙏🇮🇳
ସବୁ ଚାଷୀ ଏକତା ହୋଇ କଟନି ଛଟନୀ କେ ବିରୋଧ କରିବା କଥା ମୋର ମତରେ
Mor Saumya news ke Johar murga ki Aashiqui news Bani Jo bahut bahut dhanyvad Dada
ସବୁ ମିଲ ରେ କଟନି ଚାଲି ଅଛେ । ମୋର ସମିୟା new channel great
ଓଟିଭି କେନ୍ କେ ଗଲା ଭାଇ ଟିକେ ଡାକ
Theek kahu cha dada
OTV khari 1 crore ra kera dekhachi dada
ଖାଲି ଘୋଷଣା କରବାର୍ ରେ ସରକାର ମାହିର
Thankyou da mor samiya 🙏🙏
ହେ ଡବଲ ଇଂଜିନ ସର୍କାର୍ ସୁଇଛ କେଁ ଉଠ ଦେଖ ଟିକେ ଚଷି କେ ଦେଖ 🙏
Mor samiya no 1
ବିଜେପି ସରକାର ଭାଷଣ ମରା ସରକାର ଆଉ ଧୀରେ ଧୀରେ ପ୍ରମାଣ କରୁଛେ
ଲୋକଙ୍କ ସରକାର ଏବେ ଲୋକ ଭୋଗୁଛନ
ଏଟା ସବୁ ଆଡ଼େ ଇ ସମସ୍ୟା dhanyabad ନିବେଶ sir କେ
ଇ ସଲା ନିରଞ୍ଜନ ପୂଜାରୀ କେ ନିକର ନିଜର ସରକାର ନାଇଁନ ଯେ ନାଇଁ ଆସବା
Kalahandi Borda Mandi re
7kg katni
Badkarle bale Sonepur district ke halei dele , kada andolan aae , atna hebar katha .., mor samiya news aasi thibar lagi bahut bahut dhanyabad 🙏🙏
Nibash dada you are right
Thanks to all farmers 🙏🙏🙏🙏
ଜୟ ଅନ୍ନ ଦାତା
200k congratualations nibesh panigrahi sir... 🙏🙏🙏
Bahut bhaut dhanyabad
Ek no1 mor samiya
ବଲାଙ୍ଗୀର ଜିଲ୍ଲା,ସଇଁନ୍ତଲା ବ୍ଲକ ଘୁନସର୍ ସମବାୟ ସମିତି ନେ ୫ କେଜି କାଟୁଛନ୍ ମୋର ଗାଁ ପାଖେ ।ଆସ ଦାଦା🙏
Amr lagi sarkar ki sarkar lagi chasi ଆଗାମୀ ଦିନ ରେ ଉଚିତ୍ ଜବାବ୍ ଦେବେ ❤
Tame fst BJP k vote deba,,,😂
ସବୁଆଡେ ଆନ୍ଦୋଳନ ଜାରି ରହିବ ସରକାର ର ନିଦ ଭାଙ୍ଗିବା ତକ୍
Very good morning sameya news
ଚାଷୀ ମାନଂକୁ ଏତେ ହଇରାଣ ଆଉ ଗୁଲଗୁଲା କଲେ ଧର୍ମ ନାଇଁ ସହେ ।
ଇତାର ନୁ ତ ଭଲ MSP ୨୫୦୦/- କରିକି ସେ ବୋନୋସ୍ ୧୦୦-୨୦୦ ଟଙ୍କା ଦେଇକି ୨୮୦୦/- ଟେ ଧାନ ନେଇ ଥିତେ , ବିନା cutting ରେ ❤।
ଇଆଡ଼େ ବାହାଦୁରି କରବେ କି ୩୧୦୦/- ଦେଲୁ ଆଉ ଇଆଡ଼େ କଲେ କଲେ ଫେର କାଟନି କରବେ 😂 ।
ଚାଷୀ ଆଗର ଭଳିଆ ଆଉ ଭକୁଆ ନାଇଁ ନ ଯେ ଝାଳ ବୁହା ପରିଷ୍ରମ୍ କରିକି ଆସିକି ବିନା କିଛୁ question ରେ ଧାନ ଦେଇ ଦେବା । ସମୟ ଅଶୀଗଲା ନ , ଚାଷୀ ଆଜି ପ୍ରଶ୍ନ କରୁଛେ , ତାର ଉତ୍ତର ଦିଅ ପ୍ରଶାସନ ।
Mausam vibhag ke bahut bahut dhanyvad murga kya cigari bahut super
Double Engine sarkar pudi galana😮😮😮
Thank you so much for shoport 🙏
ହେ ଚାଷୀ ଭାଇ ମାନେ ଆମର ଲାଗି କେହି ନାଇନ ନେତା ମାନେ ମିଳର ମାନେ, ଦଳାଲ ମିସିକରି ଚାଷୀ କେ ଲୁଟୁଛନ। ମିଳର union ଅଛେ, ଦଲାଲ୍ union ଅଛେ, ଅଫିସର୍ union ଅଛେ ଯେବେ ଚାଷୀ unions ହେବା ତାର ପରେ ଧାନ ଭଲ ସେ ବିକି ପାରମା ।
1no
Nibes Bhai Congratulations 👏🎉 ❤ 200k Subscriber's Complete Jay Maa Samlei From kudasingha pothalpada
Jay kisan jay koshal ❤❤❤❤❤❤❤❤❤ I love mor samiya
ସୁପର ମିଛୁଆ ବିଜେପି ତ ଭାଷଣରେ ଚାଲୁଛି, ଜୋରଦାର ଲଢେଇ କର ।
Guruswami ❤❤❤..
Chaimanankara hak paibar samaya . A sujag chhajile kehi pacharibe nanhi.
Ramakant AP..
Good 👍 nibesh da 🙏
ଚାଷୀରଧାନ ଦୁଇକେଜିକାଟିଲେ ଆଉବେପାରୀଧାନ ମିଳରେ ଧାନଏଣ୍ଟ୍ରିହେଲେ ଧାନ ଏଫେକ୍ଯୁହଉଛେ
ବିଜେପି ର ମାଗିହେ ମଲେ କେଁ
ମୋର ସମୀୟା ସାମ୍ବାଦିକ ନିବେଶ ପାଣିଗ୍ରାହୀ ସାର ଙ୍କୁ ଜୁହାର 🙏
Very good
I love mor samiya
Thank you bhai
Long Live Farmers organisation
200k Complete ✅💯 Congratulations Nibesh Daa
ଆଜି ତୁମର ସାଙ୍ଗେ ଦେଖା ହେଲା । ଆଉ ଦିଲ ଖୁସ ହେଇଗଲା । ପାଟଣାଗଡ଼ ପାଖେ ଦଳଦଳି ର କ୍ରିକେଟ ପଡ଼ିଆ କେ ଆସିଥିଲ ଅରୁ ମୋର୍ ଜୁହାର ଛିନି ଥିଲ ❤ ।
ଚାଷୀ ଏକତା ଜିନ୍ଦାବାଦ
ଇ ସରକାର ଏକା ଜୁମଲା ସରକାର, ଆଉ ରହେଲା ମିଲର୍ସ ର କଥା ସେମାନେ ହେଲେ କାଣା କରବେ ନେତାମାନେ ତ ଦଶ ଲାଖ ଟଙ୍କା ନେଇ କରି ତାଙ୍କର ପକେଟ ଗରମ କରି ସାରିଛନ, ମିଲର୍ସ ବୁପରା କାଏଁଟା କରବା ସେ ବିଚରା ଦୁଇ ପଇସା ନାଇଁ ପାଏଲେ ହେଲେ ନେବା କାଏଁ, ଇ ମଧୁ ଚନ୍ଦ୍ରିକା ଥି ଆମେ ଚାଷୀମାନେ ଚେପେଇ ହେଇ କରି ରହି ଯାଉଛୁଁ
କଥା ଟା ଠିକ୍ ବୁଝିଲ ଭାଇ ଲୋକେ ଇଟା ଜାନବର୍ କଥା
Satkata da
100% correct
ଚାଷୀ ମାନେ ସଚେତନ ହ, ବିଜେଡ଼ିର ପଛ୍ଲା ଧର୍ବାର୍ଟା ଛାଡ,ନେହେଲେ କନ୍ଦା ଖାଏବ
Jay Jagannath
ଆଉ news bale ମରିଗଲେ ke
Thank dada
Love you mor samiya 🎉
Sonepur dist tarbha block re b bhuta samsya only one solution wle come mor somiya🙏🙏🙏
Bjp k vote🗳️ dela pare
Pashchim odisha 😢😢
Very good 👍👍👍
Sath katha. Than than dhan
Jai Jaban jai kisan Amr Chasi Bhai Mnke Besi Hairan Karu chaan Government Mane
Sonepur collecter aru mla e sabu lagi dayi lanch khauchan
Real Hero Nibesh Bhai
BJP odisha k 5 year re ବରବାଦ କରିଦେବା
B jd nai Kari bhel
@KanhaMajhi-z5f mui bjd ra ki congress ra bi supporter neise re bhai
@@KanhaMajhi-z5f bjd karithila j bjp b karba k
Ek no dada
Love from ❤ Dunguripali
Congratulations dada 🎉 for 200k family
Mor samiya 🙏🙏🙏🙏🙏ww🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Right 👌👌👌
BJP sarkar ମିଛୁଆ ହାଏ
Dhaniya baad nibes dada
🎉🎉🎉
ସତ କଥା
ନବରଙ୍ଗପୁର ଜିଲ୍ଲାରେ ରେ କଟନିଛଟନି କୁ
ନେଇ ସରକାର ଙ୍କୁ ଦିଆଯାଇଥାଏ 4। କେଜି