ସାଲିଆ ସାହିରେ ବୁଲିଲା ବୁଲଡୋଜର | Breaks Illegal Country Liquor Production Units In Bhubaneswar

Поделиться
HTML-код
  • Опубликовано: 28 окт 2024

Комментарии • 295

  • @UpendraBehera-o1z
    @UpendraBehera-o1z 2 месяца назад +61

    ପୋଲିସ ଭାଇ ମାନଙ୍କୁ ଏଥିପାଇଁ ଧନ୍ୟବାଦ। ଅଘଟଣ‌ଘଟିବା ପୂର୍ବରୁ କିଛି ନିରିହ ଲୋକଙ୍କର ଜୀବନ ବଞ୍ଚିଗଲା ।

  • @SulekhaRout-t1c
    @SulekhaRout-t1c 2 месяца назад +70

    ଗୁଡ ଗଭର୍ନାନସ। ରିଫିୟୁଜ ମାନଙ୍କ ଆଡାସ୍ତଳ ଶାଲିଆଶାହି

    • @laxminarayanpanda1427
      @laxminarayanpanda1427 2 месяца назад +7

      Refugee ନୁହେଁ infiltrators. ଶରଣାର୍ଥୀ ନୁହେଁ ଅନୁପ୍ରବେଶକାରୀ କହନ୍ତୁ।

    • @special1203
      @special1203 2 месяца назад

      Anpadh(certificate with masters) without exam. poda(fired in ghasi/ chulhi/gas) sukhua khua (dry fish eater gandha laguchi na chutiya bhabuchi you chtuber public ku?.. kan tu same to them .

  • @KhadangaChinmaya5
    @KhadangaChinmaya5 2 месяца назад +136

    ଭୁବନେଶ୍ୱର ରେ ବହୁତ ପ୍ରକାର ଅପ୍ରିତିକର କାର୍ଯ୍ୟ ଚାଲୁଅଛି । ଏହାର ତନାଘନା କରାଯାଉ ।

    • @BharatiBeura
      @BharatiBeura 2 месяца назад +2

      Bbsr ହେଉଛି ୨ନମ୍ବର କାରବାର ଅଡା

    • @abinashtarai6067
      @abinashtarai6067 2 месяца назад

      ​@@BharatiBeuraKolkata au delhi thu Kam 😂

    • @anandamohakuda4943
      @anandamohakuda4943 Месяц назад

      Ago mada band kara, dekhiba kete dum achi 😅😅

  • @sadanandasahoo3707
    @sadanandasahoo3707 2 месяца назад +36

    ସାଲିଆ ସାହି କୁ ପୂରା ଉଚ୍ଛେଦ କରାଯାଉ।‌

    • @mobinkhan8852
      @mobinkhan8852 2 месяца назад

      ୦ିକ କହିଲ ଭାଇ

  • @rigi1734
    @rigi1734 2 месяца назад +8

    ନୂଆ ସରକାର ଙ୍କ ଏ ପଦକ୍ଷେପ ପାଇଁ ଧନ୍ୟବାଦ... ପୁରୁଣା ସରକାର ଏଇ ମାନଙ୍କୁ ସବୁ ଘର ବି ଦେଇଛି ଏଇ ଭୁବନେଶ୍ୱର ରେ ପୁଣି ଆପାର୍ଟମେଣ୍ଟ

  • @kailashmohanta6476
    @kailashmohanta6476 2 месяца назад +30

    ଧନ୍ୟବାଦ ମୋହନ ମାଝି ସରକାର

  • @laxminarayanpanda1427
    @laxminarayanpanda1427 2 месяца назад +32

    ବାଂଲାଦେଶୀ ଙ୍କ ବସ୍ତି ରେ ବୁଲ୍ ଡୋଜର କେବେ ଚାଲିବ ? ଦେଶ ଓ ଧର୍ମ ବଞ୍ଚିଲେ ଆମେ ସୁରକ୍ଷିତ ରହିବା ।

  • @sankarnathmaharana7859
    @sankarnathmaharana7859 2 месяца назад +58

    ହଇରେ ଗେଣ୍ଡାଦଳିଆ ନେତା କର୍ମୀ ଦେଖରେ କେମିତି ଚାଲିଥିଲା ମଦ ବ୍ୟବସାୟ

    • @gangadharmishra1403
      @gangadharmishra1403 2 месяца назад

      Genda dala tanka khai Avaya pradan karithile.Randhiba Bala o BJD ubhaye khus thile.

    • @Viralvideos55238
      @Viralvideos55238 2 месяца назад

      Kai bjp sarakara kahi thilla mada band kari baku kana helaki banda kala ni kathare dam nahi khali vote pai kahu thila kama re fusu😂

    • @siteshnayak8604
      @siteshnayak8604 2 месяца назад

      Amara ethi BJP MLA ra wine factory aau desi mada bhaati achhi sabu gan re 😂🤣seita stop karile ame janibu sarkar kichhi karile boli loko pieki ebe 3 din hela jananka death hela aau se jaithile medical ku mada suppy kariki puni hospital jauchhanti dekhivaku 😂🤣

    • @anandamohakuda4943
      @anandamohakuda4943 Месяц назад

      Gendalia ta ghare thiba dekh .
      Cp

  • @djdhanu5763
    @djdhanu5763 2 месяца назад +32

    Very good action by Government❤❤❤

  • @manaromaswain9328
    @manaromaswain9328 2 месяца назад +37

    ରାମ ରାଜ୍ୟ ପ୍ରତିଷ୍ଠା ହେବ

  • @basantasahu3719
    @basantasahu3719 2 месяца назад +36

    ଏତେ ଦିନେ ପୋଲିସ ର ବାହାଦୁରି ଦେଖାଇଲା. ସ୍ୱାଗ ତ ଯୋଗ୍ୟ ପଦକ୍ଷପ

    • @tapanmishra1645
      @tapanmishra1645 2 месяца назад +3

      Police sabudin bahadur..
      Only political will power darkar

    • @anandamohakuda4943
      @anandamohakuda4943 Месяц назад

      Kichi nuha faltu Katha, lokonku bhua bulauchi, election istahar ra kama kahi

  • @NilaNiladas-lu4sq
    @NilaNiladas-lu4sq 2 месяца назад +9

    ଭାରତ ସରକାର ଓ ଓଡ଼ିଶା ସରକାର ଙ୍କୁ ମୋର ଏତିକି ନିବେଦନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସାଲିଆ ସାହି ବ ସ୍ତି କୁ ସୁନ୍ୟ କରାଯାଉ ପୁରା ବସ୍ତି ଭଙ୍ଗା ଯାଉ ଭୁବନେଶ୍ୱର ରେ ସାଲିଆ ସାହି ରେ ଅଧିକ କ୍ରାଇମ୍ ହୋଉଛି

  • @unionics
    @unionics 2 месяца назад +4

    ପୋଲିସ ଭାଇ ମାନଙ୍କୁ ଏଥିପାଇଁ ଧନ୍ୟବାଦ। Good Job

  • @Indianarmy143
    @Indianarmy143 2 месяца назад +107

    ବିଜେଡି 24 ବର୍ଷ ଶାସନ କାଳରେ ଗୋଟିଏ ଵି ମଦ ଦୋକାନ ଘର ଭାଙ୍ଗି ଥିଲେ କି

    • @pintukhuntiakattarhindurss3697
      @pintukhuntiakattarhindurss3697 2 месяца назад +7

      ​@@asit_mohanty🐕👈 posa pandiyan re....25 brasa & Biju 15 brasa kn karu thile

    • @Singh77359
      @Singh77359 2 месяца назад +12

      ନବିନ ପରା ନିଜେମଦୁଆ😂😂😂

    • @maminasingh2299
      @maminasingh2299 2 месяца назад +2

      Nabin a Mada piani pharen mal pia

    • @shivatudu461
      @shivatudu461 2 месяца назад

      bhanga hei thila.you tube re mari ki dekh

    • @Sayari_priyamyt01
      @Sayari_priyamyt01 2 месяца назад

      Bjp magiha Ko ame kana janinu BJP kete chuduchi

  • @chhabisamal6494
    @chhabisamal6494 2 месяца назад +3

    ସରକାରଙ୍କୁ ବୋହୁତ ବୋହୁତ ଧନ୍ୟବାଦ 🙏

  • @sonukhansonukhan8387
    @sonukhansonukhan8387 2 месяца назад +1

    Congratulations. DCP. Odisha. Police. Abakari. Bebhaga. Salut. KOTI. KOTI. Pranam

  • @UpendraBehera-o1z
    @UpendraBehera-o1z 2 месяца назад +29

    ସବୁ ପୂର୍ବ ସରକାର ଙ୍କ ଜଣାତ ରେ ଚାଲୁଥିଲା । 24 ବର୍ଷ ଧରି ସରକାର ଜାଣି ପାରିଲେ ନାହିଁ କିପରି । ରାଧେ ରାଧେ ତୋର ଅଧେକୁ ମୋର ଅଧେ ।

    • @UpendraBehera-o1z
      @UpendraBehera-o1z 2 месяца назад +1

      ଏଥିପାଇଁ ପୋଲିସ ଭାଇ ମାନଙ୍କୁ ଧନ୍ୟବାଦ ।

    • @gurucharanbarik7817
      @gurucharanbarik7817 2 месяца назад +1

      ପୁଲିସଙ୍କୁ ସିଗ୍ ନାଲ୍ ମିଳୁନଥିଲା 🧐🧐🤔🤔🤔

  • @SatyaPattanaik20
    @SatyaPattanaik20 2 месяца назад +22

    ବେଆଇନ ମଦ ଭାଟି ଭାଙ୍ଗିବା ସହିତ ଓଡ଼ିଶା କୁ ନିଶା ମୁକ୍ତ କରନ୍ତୁ ସରକାର।କାରଣ ଖାଲି ମଦ ନୁହେଁ ଅନେକ ପ୍ରକାରର ନିଶା ଦ୍ରବ୍ୟ ପାଇଁ ସାରା ଓଡ଼ିଶାରେ କ୍ରାଇମ୍ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ। ସାଧାରଣ ଜନତା ମୃତ୍ୟୁ ବରଣ କରୁଛନ୍ତି।

  • @PratapMangaraj-l8y
    @PratapMangaraj-l8y 2 месяца назад +8

    ବହୁତ୍ ଭଲ ନିଷ୍ପତ୍ତି

  • @ranjandas9540
    @ranjandas9540 2 месяца назад +6

    ଏମତି ସବୁ ଜିଲ୍ଲା ରେ ଚାଲିଛି।ପ୍ରଶାସନ ସବୁ ଜାଣିଛନ୍ତି

  • @natabaranaik5026
    @natabaranaik5026 2 месяца назад +13

    Very,good,decision,excise,department,take,action,sampurna,stop,heba,darkar.

  • @sangramjena3517
    @sangramjena3517 2 месяца назад +18

    Ati sundar

  • @skmoharaj4984
    @skmoharaj4984 2 месяца назад +13

    ଆଜ୍ଞା ଘରଭଙ୍ଗା ମେଟେରିଆଲ୍ବ୍ ବ୍ୟବହାର କର ରାସ୍ତା କୁ ଠିକ୍ କରାଯାଉ।

  • @debendrabehera3
    @debendrabehera3 2 месяца назад +30

    ପଦ୍ମଫୁଲମା ଲକ୍ଷ୍ମୀଙ୍କର ମା ଆସିଲେ ଅଳିଆ ହଟିବ ଜୟ ମାଲକ୍ଷ୍ମୀ✊🙏🇮🇳👍

  • @PrakashNayak-d7r
    @PrakashNayak-d7r 2 месяца назад +1

    Right action after24yrs well done mohan sarkar

  • @BijaykumarSahoo-mx5tc
    @BijaykumarSahoo-mx5tc 2 месяца назад +19

    ପୋଲିସ ଆୟକର ବିଭାଗ ଭିଜିଲାନ୍ସ ସିବିଆଇ ଗୁଇନ୍ଦା ବିଭାଗ ସତର୍କ ରହିବାକୁ କହୁଛି ମୋର ଗବେଷଣାତ୍ମକ ଅଭିଜ୍ଞତାରୁ ଏହି ବିଭାଗ ଗୁଡିକ ନେତାମାନଙ୍କୁ ବଡ଼ ବଡ଼ ଓକିଲ ଜଜ୍ ଅଧିକାରୀ ମାନଙ୍କର ଘରେ ଚଢ଼ାଉ କରି ଦେଖନ୍ତୁ ଆତଂକବାଦୀ ମିଳିବ

  • @satyabratasethi444
    @satyabratasethi444 2 месяца назад +13

    ଓଡ଼ିଶାରେ bulldozer rule darkar strictly

  • @NahedaPr-fr8ni
    @NahedaPr-fr8ni Месяц назад +1

    Khub sundar odisha re dusta sakti chora mada au chaliba nahi odia ra asmita sajaga helani mohan sarkar nku anek anek suveccha bhagaban antarjaami mangala karantu thanks 🙏 uttam nath

  • @nibasmohanty3794
    @nibasmohanty3794 2 месяца назад +3

    Really, a good step for better govt.

  • @socialworkerajay8658
    @socialworkerajay8658 2 месяца назад +33

    Thanks BJP government

  • @mynameisnew3783
    @mynameisnew3783 2 месяца назад +38

    Thanks BJP sarkar

  • @allworldshorts6156
    @allworldshorts6156 2 месяца назад +1

    Beautiful ♥️ 🙏 jay jagannath ♥️ 🙏

  • @malayapradhan8400
    @malayapradhan8400 2 месяца назад +5

    ପୁରୁଣା ଘର ଭାଙ୍ଗି ମିଛରେ ମଦ ନା ଦେଇଛ
    ପୋଲିସ ଟା ଆଗରୁ ଜାଣି ନଥିଲେ। ଆହୁରି ମଦ ବିକିବା ପାଇଁ ଏଟା ଗୋଟେ ଅଭିନୟ

  • @Yediwqtydete
    @Yediwqtydete 2 месяца назад +4

    Very good decision....emiti hin darkar.....

  • @kanchannayak8349
    @kanchannayak8349 2 месяца назад +6

    Very good mohan sarkar .

  • @a.r.sgamer4051
    @a.r.sgamer4051 2 месяца назад +2

    ଜୟ ଭାରତ ମାତା କି ଜୟ

  • @swarnamohanty3121
    @swarnamohanty3121 2 месяца назад +1

    Jai Mohan sir .

  • @manassahoo8620
    @manassahoo8620 2 месяца назад +2

    ଦେଶୀ ସହିତ ବିଦେଶୀ ବନ୍ଦ କରାଯାଉ

  • @mynameisnew3783
    @mynameisnew3783 2 месяца назад +18

    Ooo beautiful job BJP

  • @littlequeenrakhi
    @littlequeenrakhi 2 месяца назад

    Very good disistion thanks 👍👍👍👍 ଆହୁରି କଠୋର ହୁଅ ନଚେତ୍ ମଣିଷଅମଣିଷ ହେଇ ଯାଉଛି

  • @debaduttapatanaik453
    @debaduttapatanaik453 2 месяца назад +1

    ସେ 6 ଲେନ ରାସ୍ତା କୁ ଏକାମ୍ରକାନନ ପଛରେ ଅଟକି ରହିଛି କାହିଁକି। ଘର ଭାଙ୍ଗି ରାସ୍ତା ଖୋଲା ଯାଉ

  • @mynameisnew3783
    @mynameisnew3783 2 месяца назад +25

    Very good job BJP sarkar

  • @Chagala43
    @Chagala43 2 месяца назад +4

    Good good 👍👍👍👍👌👌👌👌

  • @Smrutiranjan8220ST
    @Smrutiranjan8220ST 2 месяца назад +5

    Very good

  • @drsudhansusenglishacademy9246
    @drsudhansusenglishacademy9246 2 месяца назад +5

    ଏଇଟା ତ ଆଜିର କଥା ନୁହେଁ। ଅନେକ ବର୍ଷ ପୁର୍ବରୁ ଏହା ଚାଲୁଥିଲା।ତାହେଲେ ବିଗତ ୨୪ ବର୍ଷର ସରକାର କରୁଥିଲା କ'ଣ? ଏମାନେ ବାଂଲାଦେଶୀ ରୋହିଙ୍ଗୟା ନିଶ୍ଚୟ ହୋଇଥିବେ ଯେଉଁମାନେ ଭୋଟ ପାଇଁ ପୂର୍ବ ସରକାର ର ଛତ୍ରଛାୟାରେ ବଢୁଥିଲେ। ଏହାର ତଦନ୍ତ କରାଯାଉ।

  • @hareshchandranaik8065
    @hareshchandranaik8065 2 месяца назад +7

    Very very good action ,Thanks to Bjp governments

  • @HariharaMohapatra-n8y
    @HariharaMohapatra-n8y 2 месяца назад +6

    Eita nuhe Athagsrh area re jou jagare mada tiari hauchi samaste koti pati.

  • @avimanyupatri4365
    @avimanyupatri4365 2 месяца назад +1

    ସମ୍ପୂର୍ଣ୍ଣ ବେଆଇନ ବସ୍ତି ଉଚ୍ଛେଦ କରାଯିବା ଆବଶ୍ୟକ. ତତସହିତ ବିସ୍ଥାପିତ ମାନଙ୍କ ଉଦେଶ୍ୟରେ ହୋଇଥିବା ଗୃହ ମାନଙ୍କରେ ଯେଉଁମାନେ ରହୁଛନ୍ତି ସେମାନେ ପ୍ରକୃତ ଉପଭୋକ୍ତା କି ନୁହେଁ ତାହାର ମଧ୍ୟ ତଦନ୍ତ ହେବା ନିତାନ୍ତ ଆବଶ୍ୟକ.

  • @kishorchandra2531
    @kishorchandra2531 2 месяца назад +6

    ଏତେ ଦିନ ପର୍ଯ୍ୟନ୍ତ ପୋଲିସ କିପରି ଜାଣୁ ନଥିଲା?କିନ୍ତୁ ବର୍ତ୍ତମାନ ଏ ସରକାର ଆସିବା ପରେ ଭୁବନେଶ୍ୱର ସହରର ଛାତିରେ ବଡ ବଡ ପିସି ଖିଆ ବାବୁ ଓ ଦେଶୀ ମଦ କାରଖାନା ଧରାପଡୁଛି।

  • @hrushikeshjagat328
    @hrushikeshjagat328 2 месяца назад +2

    Right 👍👍👍

  • @PramodBehera-u9k
    @PramodBehera-u9k 2 месяца назад +3

    Electric disconnect କର,ଆଉ ଗାଡ଼ି ସବୁ seize କର

  • @jaganmansingh1516
    @jaganmansingh1516 Месяц назад +1

    Excellent move by CM Mohan Majhi.. Keep moving. odisha needed this since long but Navin govt.and his team was just indulged in heavy corruptions. Must look into all govt. depts for huge bribery and corruptions.

  • @surendrakumarsahu3910
    @surendrakumarsahu3910 2 месяца назад

    Ati uttama dhanyabad odisha sarkar o odisha police department ko

  • @PrakashNayak-d7r
    @PrakashNayak-d7r 2 месяца назад

    Tq vy much odisha wil grow

  • @prasanna6478
    @prasanna6478 2 месяца назад +7

    ବିଜେଡି ସରକାର ଦାୟୀ

    • @prasanna6478
      @prasanna6478 2 месяца назад +1

      ଯେଉଁ ମଦଭାଟି ଘର ତିଆରି ହୋଇଛି ଦଶବର୍ଷ ପୁରୁଣା ଘର ବିଜେଡି ନେତା ମନ୍ତ୍ରୀ କଣାରୁ ଥିଲେ

  • @diptimayeepanda3795
    @diptimayeepanda3795 2 месяца назад

    Bahut bahut dhanyawad 🙏🏻

  • @LokanathBehera-ip3ll
    @LokanathBehera-ip3ll 2 месяца назад +2

    ଯାହା। ହେଉଛି ଭଲ ହେଉଛି। ଭଲ। ଭାବରେ। ହେଉ। ଏବଂ। ଏମିତି। ଯେତେ। ଜାଗାରେ ଅପରାଧିକ। କାମ। ଏବଂ ବସ୍ତି। ଅଛି। ସବୁ। ଉପରେ। Step। ନିଆଯାଉ। Thank

  • @sanabhai9460
    @sanabhai9460 2 месяца назад +4

    Good

  • @funnytourwithyummyfoods4353
    @funnytourwithyummyfoods4353 2 месяца назад +5

    ସାଲିଆ ସାହି କ୍ରାଇମ୍ ର ପେଣ୍ଠ ସ୍ଥଳି

  • @girishpanda7652
    @girishpanda7652 2 месяца назад

    Great work by Odisha police.

  • @sanjayabehera5625
    @sanjayabehera5625 2 месяца назад +4

    Odisha people wants Yogi ji action model in odisha on mafia / gunda with illegal property without care any political party reactions.

  • @sudhansusekharpattanayak3246
    @sudhansusekharpattanayak3246 2 месяца назад +1

    Not only in Salia sahi but also everywhere in Odisha. Will the new Government take some major steps to stop this?

  • @AmarKumar-km1ze
    @AmarKumar-km1ze 2 месяца назад

    Best reporting

  • @SatyaSwarup-y6e
    @SatyaSwarup-y6e 2 месяца назад

    Tq police sir ji

  • @BiswanathPanda-d6n
    @BiswanathPanda-d6n 2 месяца назад +2

    ବହୁତ ଆଗରୁ ହବାର ଥିଲା !

  • @mita_rabi
    @mita_rabi 2 месяца назад +1

    ସମ୍ପୂର୍ଣ ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି କୁ ବସ୍ତି ମୁକ୍ତ କରାଯାଉ

  • @NimaiCharanpanda-n4h
    @NimaiCharanpanda-n4h 2 месяца назад +1

    ଅବକାରୀ ବିଭାଗ ପକ୍ଷରୁ ଯଦି ଆମ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଚଢ଼ାଉ କରି ଥିଲେ ବହୁତ ଭଲ ହୁଅନ୍ତା

  • @bapunupatra361
    @bapunupatra361 2 месяца назад

    Dhanyabad

  • @sonukhansonukhan8387
    @sonukhansonukhan8387 2 месяца назад +1

    Welcome. Kanaka. Newus. Mula. Pochideantu. Salut

  • @sureshchandrabej9588
    @sureshchandrabej9588 2 месяца назад

    Very good. During previous govt all those things had been promoted.

  • @kichakeswarifilms
    @kichakeswarifilms 2 месяца назад +3

    salut police

  • @kalandimurmu3303
    @kalandimurmu3303 2 месяца назад

    Good action, MOHAN jindabad

  • @TikiJena-h9d
    @TikiJena-h9d 2 месяца назад

    Bahot bhala hici good work

  • @sanjuktamohanty9668
    @sanjuktamohanty9668 2 месяца назад +1

    It's very good 👍 👌

  • @BiswajitsahaniBisu-kd3mf
    @BiswajitsahaniBisu-kd3mf 2 месяца назад

    Right

  • @BayijantiPingua-rf8sk
    @BayijantiPingua-rf8sk 2 месяца назад

    Bahut khushi laguchhi mularu mada jadi Banda heba bahut khushi lagila Jai maa laxmi 🙏🙏sahaja hua

  • @hrudanandasahuofficial
    @hrudanandasahuofficial 2 месяца назад

    VERY GOOD MOHAN SARAKAR 👍

  • @upendraparida2450
    @upendraparida2450 2 месяца назад

    Right action 👍🙏👌

  • @ChandanPradhan-k7f
    @ChandanPradhan-k7f 2 месяца назад

    Very good sabu bagiba darkhar

  • @shankarshanasahoo9331
    @shankarshanasahoo9331 2 месяца назад

    ଏଇଟା ଆମକୁ ଖୁସି ଲାଗୁଛି

  • @pramodkumarbarik1552
    @pramodkumarbarik1552 2 месяца назад

    Good 👍

  • @ajaykumardash9999
    @ajaykumardash9999 2 месяца назад

    Right sir

  • @amarswain3324
    @amarswain3324 2 месяца назад

    Good ❤

  • @ajayasamantaray307
    @ajayasamantaray307 2 месяца назад

    Ok very good

  • @Viralvideos55238
    @Viralvideos55238 2 месяца назад

    Vala haechhi

  • @pratimapanda682
    @pratimapanda682 2 месяца назад

    Thanks

  • @RabindraSahu-lt2sz
    @RabindraSahu-lt2sz 2 месяца назад

    Vary good

  • @pradeepkumarsinha803
    @pradeepkumarsinha803 2 месяца назад +3

    ଏ ସବୁ କିଛି ନୁହେଁ। CORRUPTED ନେତା ମନ୍ତ୍ରୀମାନଙ୍କ ଘରେ କେବେ Boldezor ଚାଲିବ ଦେଖିବାର ବାକି ଅଛି। MENIFESTO ରେ ନିର୍ବାଚନ ପୁର୍ବରୁ ଥିବା ଗୋଟିଏ ଗୋଟିଏ ଶବ୍ଦକୁ ନଜର ରଖିଛୁ ଏବଂ ଦେଖୁଛୁ।

  • @tm_rm_mm_meher43
    @tm_rm_mm_meher43 2 месяца назад

    👍👍👍

  • @srikantaSethi-s7v
    @srikantaSethi-s7v 2 месяца назад

    Very nice ❤❤❤🎉🎉🎉

  • @mayureshkumar6169
    @mayureshkumar6169 2 месяца назад +1

    Utkal hospital Road damage till infocity Sai mandir... Seguda dekha jauni... Election purbaru kemti road thila semti khandia heiki achi... Accidental zone pura utkal hospital road ru up to infocity Sai mandir...
    Seguda bi dekha jau... Khali di ta tin ta bhangiki name frame kale kichi labha nahi...
    Urban development and BMC akhi re kanta bada heichi...

  • @hindustaniser709
    @hindustaniser709 2 месяца назад

    👍

  • @sonu7284
    @sonu7284 2 месяца назад +2

    Jagannath khusi hebe!!

  • @shantanukumar7502
    @shantanukumar7502 2 месяца назад

    very nice

  • @nature4112
    @nature4112 2 месяца назад +3

    Yogi part 2👏🏽👏🏽👏🏽👏🏽👏🏽

  • @kcdasfishcatcher
    @kcdasfishcatcher 2 месяца назад +3

    ଠିକ୍ ହେଲା ଭଲ ହେଲା
    ଓଡ଼ିଶାରେ କେବେ ବନ୍ଦ ହେବ ମଦ ?

  • @dalumahakud2723
    @dalumahakud2723 2 месяца назад

    Great job 🙏🙏🙏

  • @niranjan.padhiharypadhihar737
    @niranjan.padhiharypadhihar737 2 месяца назад +2

    ଦି ଜେ ଡି ସରକାର ଥିଲା ଵେଳୁମଦ ଦୈପାର ଚାଲିଛି ଓ ତିଆରି ଚାଲିଛି

  • @kumudachandra4662
    @kumudachandra4662 2 месяца назад

    Good decision

  • @SamitSamantary-ji8co
    @SamitSamantary-ji8co 2 месяца назад

    Very Very good step, Jai Sri ram 🙏