Konark - The Untold Story | Dharmapada A Little Brave Boy Story | Utkal Utsav 2023 | USSK

Поделиться
HTML-код

Комментарии • 44

  • @bsjhumar
    @bsjhumar Год назад

    ମଧୁ ଭାଇଙ୍କ ଅଭିନୟ ଅତ୍ୟନ୍ତ ସୁନ୍ଦର ଏବଂ ପରିବେଷଣ ବହୁତ ଭଲ ଭାବରେ ହେଇଥିଲା

  • @kamalakanta-d9w
    @kamalakanta-d9w Год назад +1

    କୋଣାର୍କ ମନ୍ଦିର ର ଇତିହାସ ମୁଁ ଛୋଟ ଥିଲା ବେଳେ ବହିରେ ପଢ଼ିଥିଲି ଆଜି ସେଇ ଘଟଣା ଟି ଅଭିନୟ ମାଧ୍ୟମରେ ଦେଖିଲି ବହୁତ ସୁନ୍ଦର ଲାଗିଲା. ସମସ୍ତ କଳାକାର ଓ technician ମାନଙ୍କୁ ମୋ ସ୍ୱାଦର ପ୍ରଣାମ ଏମିତି ଗୋଟିଏ ସୁନ୍ଦର ପଦକ୍ଷେପ ନେଇଥିବାରୁ 😊🙏ଜୟ ଜଗନ୍ନାଥ

  • @premkumarmahantalyricist3522
    @premkumarmahantalyricist3522 Год назад

    ବହୁତ ସୁନ୍ଦର ଅଭିନୟ ସାର୍ ପୁରା କନ୍ଦେଇଦେଲେ👌👌👌👌🙏🙏🙏🙏

  • @swadhinmohanta3158
    @swadhinmohanta3158 Год назад

    Wow Wow Wow I am speechless😢😢
    ଜୀବନ୍ତ ଅଭିନୟ ❤😗🙏

  • @durgacharanmohanta435
    @durgacharanmohanta435 Год назад

    ଖୁବସୁନ୍ଦର ନାଟକ, ଜୀବନ୍ତ ଅଭିନୟ ସାର 🙏

  • @tapaspanda9472
    @tapaspanda9472 Год назад +1

    Incredible acting by all, well done

  • @KIRANMOHANTAJHUMARSONG
    @KIRANMOHANTAJHUMARSONG Год назад

    Heart tourching performance 👌👌🙏🙏🙏

  • @anupmusicentertainment
    @anupmusicentertainment Год назад +1

    Really heart touching performance, thanks to all 🙏🙏🙏🙏

    • @sudhirmohanta5356
      @sudhirmohanta5356 Год назад +1

      Excellent music by you dear Anup Babu, thanks alot

  • @jituproduction8994
    @jituproduction8994 Год назад

    Very nice 👌👌👌👌
    Bahut sunder abhinay dada 🙏🙏

  • @sanjibkumarmohanta909
    @sanjibkumarmohanta909 Год назад

    Unexpected acting bhai ❤❤

  • @jkmusicentertainment4348
    @jkmusicentertainment4348 Год назад +1

    ଡ୍ରାମା ଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଲି, ଅଭିନୟ ଭିତରେ ହଜିଗଲି ଯେ କେତେବେଳେ ସରିଲା ଜାଣି ପାରିଲିନି,ପ୍ରକୁତରେ ସମସ୍ତଙ୍କ ଅଭିନୟ ପୁରା ହୃଦୟକୁ ଛୁଇଁଲା ପରି ହୋଇଥିଲା, ସତରେ ଏ ହିଁ ସେଇ ଧରମା , ସେହିଁ ତାଙ୍କ ବାପା,ସେହିଁ ରାଜା,ପୁରା ସମସ୍ତଙ୍କ ଅଭିନୟ ନେଚୁରାଲ ଥିଲା, music ପୁରା ସୋପଟ ଥିଲା ,ପୁରା fantastic ଥିଲା, ଅନୁପ କପିଲ ଯୋଡ଼ି ମାନେ କିଛି କହିବାର ନାହିଁ,କିନ୍ତୁ ଶେଷରେ ଏକ ମିନିଟ କିମ୍ବା ଦୁଇ ମିନିଟ ଭିତରେ ଛୋଟ ଟାଇଟଲ ଗୀତ ଟି ହୋଇ ଥିଲେ ବୋଧେ ଭଲ ଯେତିକି ହୋଇଛି ଆଉଟିକେ ହୁଅନ୍ତା ବୋଲି ମୁଁ ଭାବୁଛି, କିନ୍ତୁ ଯେତିକି ହୋଇଛି ବହୁତ୍ ଉଚ୍ଚ କୋଟୀର ହୋଇଛି , ବମ୍ବେ ରେ ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ମହାନ୍ ବ୍ୟକ୍ତି ମାନଙ୍କୁ ଓଡ଼ିଶା ବାସି ଏବଂ jk music and entertainment channel ତରଫରୁ selut କରୁଛି, ସାଧୁବାଦ୍ ଜଣାଉଛି, ଏବଂ ଅଭିନନ୍ଦନ ଜଣାଉଛି ,all the best , ଜୟ ଜଗନ୍ନାଥ ଜୟ କଳା

  • @kanhucharanmohanty4810
    @kanhucharanmohanty4810 Год назад

    😢ସମସ୍ତଙ୍କ ଅଭିନୟ ବହୁତ ସୁନ୍ଦର ଅଭିନୟ ହୋଇଛି। ସୁଦାମ, ସ୍ମିତା ଓ ମଧୂ😊😊👍👍👍

  • @PomiMohanta
    @PomiMohanta Год назад

    Heart touching presentation....❤❤❤

  • @manojyotimusic4333
    @manojyotimusic4333 Год назад

    Very very nice heart touching performance 👌👌👌👌🙏🙏🙏

  • @RAMACHANDRABINDHANIRCB510
    @RAMACHANDRABINDHANIRCB510 Год назад

    କୋଣାର୍କ- ଧର୍ମା -ଚନ୍ଦ୍ରଭାଗା-ବିଶୁ ମହାରଣା
    ମୋ ପିଲାଦିନ କଥା ମନେ ପଡିଗଲା 😢😢😢
    ଏ ବିଷୟରେ ଯଦି ଫିଲ୍ମ କରାଯାଇଥାନ୍ତା ବହୁତ ସୁନ୍ଦର ହୋଈଥାନ୍ତା , ଯେମିତି "ଦମନ" ବାସ୍ତବ ଘଟଣା ଉପରେ ହୋଇଛି ! ବହୁତ ସୁନ୍ଦର ହେବ ଯଦି ଏହିସବୁ ନେଇ ଫିଲ୍ମ କରାଯାଏ

  • @niharranjanmohanta
    @niharranjanmohanta Год назад

    Superb performance Bhai👌👌👌❤❤❤Ketebele sarigala Jana podilani..💐

  • @gsjhumarmusic3559
    @gsjhumarmusic3559 Год назад

    Excellent performance 🙏🙏

  • @SHUBHAMSMINIPROJECTS
    @SHUBHAMSMINIPROJECTS Год назад

    Excellent performance

  • @preetisudha514
    @preetisudha514 Год назад

    Very heart touching performance😢😢😢

  • @bijaykumarmohanta9071
    @bijaykumarmohanta9071 Год назад

    Appreciable presentation. Outstanding performance by everyone. Madhu babu👌👍❤️

  • @kshetramohanmohanta6582
    @kshetramohanmohanta6582 Год назад

    🙏🙏

  • @umeshprasadsahu5684
    @umeshprasadsahu5684 Год назад

    Awesome acting , direction and dialogue execution....Welldone USSK guys..Keep it up...

  • @gamingworld4816
    @gamingworld4816 7 месяцев назад

    ଟିକେ କହିବେ କି ବିଶୁ ମହାରଣା ଙ୍କ ଘର କେଉଁଠି