କାିହଁକି ପଛରେ ସରକାରୀ ସ୍କୁଲ ? | Odisha Reporter

Поделиться
HTML-код
  • Опубликовано: 16 ноя 2024

Комментарии • 71

  • @dillipkumarsahu9003
    @dillipkumarsahu9003 2 года назад +3

    ଶିକ୍ଷକ ନିଯକ୍ତି ରେ ସଂର କ୍ଷ ନ ରଖା ନ ଯାଉ । ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଉ । ପଦବି ସଙ୍ଗେ ସଙ୍ଗେ ପୂରଣ କରାଯାଉ।

  • @j.behera7610
    @j.behera7610 2 года назад +11

    ପ୍ରାଥମିକ ବିଦ୍ୟାଳୟରେ ମାଳମାଳ ଶିକ୍ଷକ ପଦବୀ ଖାଲିପଡ଼ିଛି ତାକୁ ପୂରଣ କରିବା ଦିଗରେ କାହିଁକି ପଦକ୍ଷେପ ନିଆଯାଉ ନାହିଁ ?

  • @trilochanpatnaik6321
    @trilochanpatnaik6321 2 года назад +3

    ଶିକ୍ଷା ମନ୍ତ୍ରୀ କହିବେକି ତାଙ୍କ ଅଧିନରେ ଥିବା ଶିକ୍ଷ୍ୟା ଅଧିକାରୀ ଯିଏ field visit କରିବା କଥା ସେମାନେ ଠିକ୍ ଭାବରେ field visit କରୁଛନ୍ତି ତ। ଯଦି ନୁହଁ। ସେମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଇ ଛନ୍ତି।

  • @luluprofessionalchampua3827
    @luluprofessionalchampua3827 2 года назад +8

    ପ୍ରଥମେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କର

  • @tomatomatoma9832
    @tomatomatoma9832 2 года назад +7

    ପ୍ରାଥମିକ ଶିକ୍ଷା ବହୁତ୍ ଦୟନୀୟ ଦାୟୀ ଏ ବୋକାଚୁଦା ସରକାର, ୭ ବର୍ଷ ହେଲା ନିଯୁକ୍ତି ଦେଉନାହିଁ

  • @lopamudrabehera4468
    @lopamudrabehera4468 2 года назад +1

    ସମୀର ଦାସ ପରି ଲୋକ ଶିକ୍ଷା ବିଭାଗ ପାଇଲେ ଏଇଆ ହେବ

  • @Deepak_Panda
    @Deepak_Panda 2 года назад +7

    ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଏହିପରି ଅବ୍ୟବସ୍ଥା ଦେଖାଦେଇଛି।
    ଦୀର୍ଘ ୭ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷକ ନିଯୁକ୍ତ କରାଯାଇ ନାହିଁ।

  • @raghumaninayak9593
    @raghumaninayak9593 2 года назад +2

    ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଦେବାଳିଆ ନୀତି ।

  • @odiateachtech111
    @odiateachtech111 2 года назад +6

    ସମୀର ଦାସ ଆଉ ବୁଲି ଯାଇ ପାରିବ ନାହିଁ ତାଙ୍କୁ ଏମିତି ପିଲା ପ୍ରଶ୍ନ କରିବା ଦରକାର

  • @j.behera7610
    @j.behera7610 2 года назад +5

    ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୭ବର୍ଷ ହେଲା ଶିକ୍ଷକ ନିଯୁକ୍ତି ହୋଇନାହିଁ କି ଏବେ ମଧ୍ୟ କୌଣସି ପଦକ୍ଷପ ନିଆଯାଇନାହିଁ । ଏହା କେତେଦୂର ଯୁକ୍ତିଯୁକ୍ତ ଆପଣମାନେ ବିଚାର କରିବେ।

  • @laxaniasing6354
    @laxaniasing6354 2 года назад

    ସରକାରୀ ସ୍କୁଲ ବନ୍ଦ ହେଇଯାଉ, କେବଳ ବେସରକାରୀ ସ୍କୁଲ ରେ ପିଲା ପଢନ୍ତୁ।

  • @nilakanthasahoo8101
    @nilakanthasahoo8101 2 года назад

    You are right

  • @abtechnical5639
    @abtechnical5639 2 года назад +1

    ଆଗ ଶିକ୍ଷକ ମାନେ ନିଜ ଚରିତ୍ର ପରିବର୍ତ୍ତନ କରନ୍ତୁ| ସ୍ଵଚଟ ଏବଂ କର୍ତ୍ତବ୍ୟବୋଧ ହୁଅନ୍ତୁ|

  • @sibasankarasabara164
    @sibasankarasabara164 2 года назад

    ଶିକ୍ଷା ର ଉନ୍ନତି ହେବ ଏହିପରି l (1)ସମାନ କାମକୁ ସମାନ ଦରମା ଦିଆ ଯାଉ, ସମାନ କାମକୁ ସମାନ ଦରମା ନ ଦେଲେ ଶିକ୍ଷକ ମାନେ ରାଜ ରାସ୍ତାରେ ଓଲ୍ଲା ଇବେ ପାଠ ପଡ଼ାରେ ବ୍ୟାଘାତ ସୃଷ୍ଟି ହେବ (2)ଯେତେ ଶ୍ରେଣୀ ସେତେ ଶ୍ରେଣୀ କକ୍ଷ (3)ଯେତୋଟି ଶ୍ରେଣୀ କୁ ସେତଟି ଶିକ୍ଷକ ରହିବା ଦରକାର (4)ଶିକ୍ଷକ ଙ୍କୁ ଅନ୍ୟ କାର୍ଯ୍ୟରେ ଲିପ୍ତ କରା ନ ଯାଉ l ଶିକ୍ଷକ ମାନେ ସମାନ କାମକୁ ସମାନ ଦରମା ନ ମିଳିଲେ ମାନସିକ ଚାପରେ ରହିବେ, ଜଣେ ପାଇବ 6000/-ଅନ୍ୟ ଜଣେ 70000/-ପାଇବ l 6000/-ପାଇବା ଶିକ୍ଷକ ପିଲାମାନଙ୍କୁ ପାଠ ପଡ଼ାଇବାକୁ ଆଗ୍ରହ ଦେଖାଇବ କି? ପାଠ ପଡ଼ାରେ ବ୍ୟାଘାତ ହେବ ନାହିଁକି? ସରକାର ମଧ୍ୟ ଜାଣିବା ଉଚିତ l

  • @sarnasantal528
    @sarnasantal528 2 года назад +2

    25 Barsa helani teacher obhaba purana heiparuni... Govt.re jete chakiri karuchhonti...tankor pila govt .padhantu..or rajneta ..mantri mankor pila bi govt..school re padhiba dorkar..dekhiba..govt school unoti heuchhina nai dekhiba

  • @kumarsisir8793
    @kumarsisir8793 2 года назад

    ଗଧ ସମୀର ଦାସ, ଗଧ ସରକାର

  • @sopanabadek5696
    @sopanabadek5696 2 года назад +1

    ଯାହାର କାମ ଯାହା ସେୟା କରୁ ।ଆଉ ଜବରଦସ୍ତ ଅନ୍ୟ କାମ ଦେଇ ଚାପରେ ପକାଇ ନିଜର କାମରେ ସମୟ ନ ପାଇ ପଛେଇ ଗଲେ କାମ କରୁନି କହି ବିଭିନ୍ନ ପ୍ରକାରର ହଇରାଣରେ ଉଚ୍ଚ ପଦାଧିକାରୀ ପକାଇଲେ ସେ କର୍ମଚାରୀ କ'ଣ କରିବ ।ଶେସରେ ସେ କର୍ମଚାରୀଟି କଉଣସି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିବନି । ଏଣୁ ପ୍ରତ୍ୟେକ ବିଭାଗକୁ ସୁଧାରିବା କଥା।

  • @jyotiprakashdas7786
    @jyotiprakashdas7786 2 года назад +3

    Primary teacher requirement diajau

  • @nilakanthasahu2808
    @nilakanthasahu2808 2 года назад +5

    Qualified and good candidates should be employed in education department through proper entrance without corruption .It depends on the present govt .

    • @asitpadhiary7285
      @asitpadhiary7285 2 года назад

      Govt ro private school ru bholo income heuchhi

  • @bankanidhimishra943
    @bankanidhimishra943 2 года назад +1

    Where is our No.1 Odisha ? Where is no teacher to teach in school .it is very shame for education department.our children make foolish.

  • @akshayvlogs6662
    @akshayvlogs6662 2 года назад +2

    Murkha gana sikshya mantri.A andha.muka.badhira.sarkar achhi

  • @sbvideobhue4693
    @sbvideobhue4693 2 года назад +4

    High school teacher requirement 3 thara baharilani thathapi fulfill heiparuni, kintu primary re 7yrs heigalani teacher requirement ra dekha nahi.... Prathame primary school ku important diajau.. karana primary school ru hi sishu tita sikshya arambha hei thae...

  • @itzsatya9028
    @itzsatya9028 2 года назад +2

    Rip Samir Das 🙏

  • @jhillisahoo71
    @jhillisahoo71 2 года назад +1

    Bass 11000 sikshak joga debe j apana ବିଭାଗୀକରଣ କରିଥିବା କୁ ଶିକ୍ଷକ ଙ୍କୁ ନିଯୁକ୍ତି ଦେବେ ତାହାକୁ ମଧ୍ୟ ସ୍ପଷ୍ଟ କରନ୍ତୁ ଅଜ୍ଞା

  • @bulbulpradhan9647
    @bulbulpradhan9647 2 года назад

    reading karilya ba nakarilya payment melichi ta kan darkar

  • @nalinibag1349
    @nalinibag1349 2 года назад

    Power of nabin babu aapana mane khusi ta

  • @sasmitarani3453
    @sasmitarani3453 2 года назад +1

    Sir says absolutely right.

  • @bulbulpradhan9647
    @bulbulpradhan9647 2 года назад

    akha bikri and eggs kiniba madhan bhojan headmaster prafit achi

  • @kamallochannayak9660
    @kamallochannayak9660 2 года назад

    Dhik Education Minister

  • @sangramkeshari9099
    @sangramkeshari9099 2 года назад +1

    Jadi 5 class achhi ta 5 teacher darkar kintu jadi 60 pila achhanti ta 2 teacher recruitment diagale kan 5 class syllabus complete hoi pariba ki

  • @anupstudycircle5735
    @anupstudycircle5735 2 года назад +1

    Primery school re hauni kn pain pacharuchanti

  • @jyotiprakashdas7786
    @jyotiprakashdas7786 2 года назад

    Please Emphasis primary education

  • @deepakkumarnayak8978
    @deepakkumarnayak8978 2 года назад

    Khali teacher fillup kale habani puni special teacher darkar sabu school re ,sei pila pari kete students achhanti but tanka pai kn subidha achhi satare govt blind

  • @bmfdineshkumar5101
    @bmfdineshkumar5101 2 года назад +1

    Primary age na high school age samir das tu janichhu na nai age janisar ta pare mantri hebu.

  • @Kuna599
    @Kuna599 2 года назад +5

    ସ୍କୁଲ କଥା କହିବା ଭୁଲ. ପ୍ରାଥମିକ ସ୍କୁଲ କଥା କାହିଁକି କୁହା ଯାଉନି? ସ୍କୁଲ ତିନି ପ୍ରକାରର ଆଜ୍ଞା - primary, upper primary and high school. ପ୍ରାଥମିକ ସ୍କୁଲ ହିଁ ଅବ୍ୟବସ୍ଥା ଭିତରେ ଅଛି. ପ୍ରାଥମିକ ସ୍କୁଲ ରେ teacher ନାହାନ୍ତି. ସବୁ ଗଣମାଧ୍ୟମ ସ୍କୁଲ କଥା କହୁଛନ୍ତି ତେଣୁ ମନ୍ତ୍ରୀ ହାଇସ୍କୁଲ ରେ ନିଯୁକ୍ତି ଦବା କଥା କହି ଖସି ଯାଉଛନ୍ତି.
    ସବୁ problem ପ୍ରାଥମିକ ସ୍କୁଲ ରେ କିନ୍ତୁ, ଶିକ୍ଷକ ନିଯୁକ୍ତି ହଉଚି ହାଇସ୍କୁଲ ରେ 😭😭😭😭.

  • @diptibhoi8590
    @diptibhoi8590 Год назад

    Mue bina salary re padaedemi sir mate chance dele kahiki childrens are future of our nation.

  • @readingwithafriend2800
    @readingwithafriend2800 2 года назад

    Sir kaahinki pachhare sarakari school jaani naahaanti taahele tk jaanantu Master ra chhuaa padhile praivet schoolre dhani chhuaa padhile praivet schoolre kebala gariba chhuaa padhibe govt schoolre tahanku pachare kie

  • @sasmitasingh6285
    @sasmitasingh6285 2 года назад

    Bahut primeri teacher post phanka rahichi ,Taku aga Purana Kara .tapare sabuthick heijiba.

  • @manojbehera5563
    @manojbehera5563 2 года назад

    Kejriwal Ku Dekha Delhi Ku ja.jay hind

  • @banbassamal9836
    @banbassamal9836 2 года назад

    Master maneta 11.15re school asuchha .nija chhua ku ta private school re chhadi govt school ku padhai jaiparuchha .

  • @ajitabeja2642
    @ajitabeja2642 2 года назад

    Aanda chaula hisab Karu Karu Dina jauchhi patha kete bele padhai be
    That is totally responsible of administration...

  • @facetoface2156
    @facetoface2156 2 года назад

    Haere pashu tate primary school teacher ra posting ra katha kahele high school ra teacher katha kahu6u j... Gaja murkha.

  • @kntechnicalsupport6776
    @kntechnicalsupport6776 2 года назад

    Kalia yojana,pitha yojana, Banda Kari sikhya bebasta thik karajau

  • @kntechnicalsupport6776
    @kntechnicalsupport6776 2 года назад

    1st class ru 7th class parjyanta sikhya jahaki muladuha hela 0

  • @sricharanmunda6927
    @sricharanmunda6927 2 года назад +2

    Primery school re jeun teacher achhanti, semananka school re pahanchiba let o study bahut low level ra:-one subject teach karanti /day re. Smartphone teacher mananku disturbed karuchhi.

    • @Kuna599
      @Kuna599 2 года назад +2

      ତମେ ସବୁ ଜାଣିଛ 😄😄😄😄. Primary ସ୍କୁଲ ରେ ଛୋଟ ଛୁଆଙ୍କୁ ଆସିକି ପଢ଼େଇକି ଦେଖିଲ. ତମ ପାରିବା ପଣିଆ ଜଣା ପଡ଼ିଯିବ. ହାଇସ୍କୁଲ ରେ ଆମକୁ ବି 100 ପିଲାଙ୍କୁ ପଢେଇବାକୁ ବହୁତ ଭଲ ଲାଗୁଚି କିନ୍ତୁ ଗୋଟେ ଛୋଟ ପିଲାକୁ ପଢେଇବାକୁ ଭାରୀ କଷ୍ଟ ଲାଗୁଚି ରେ ଭାଈ. ଛୋଟ ପିଲାଙ୍କୁ ସମ୍ଭାଳିବା ତ କଷ୍ଟ ପାଠ କଥା ଛାଡ. ସେଥିରେ ପୁଣି MDM ଅଛି 😭.
      Both primary and upper primary ରେ ମୁଁ ଯାଇ ପଢ଼ାଏ କିନ୍ତୁ ମୋତେ ହାଇସ୍କୁଲ ରେ ପଢେଇବାକୁ କଷ୍ଟ ଲାଗୁନି , but primary ପିଲାଙ୍କୁ ପଢେଇବାକୁ ବହୁତ କଷ୍ଟ ଲାଗୁଚି.
      ମୋ ମତରେ ହାଇସ୍କୁଲ ଅପେକ୍ଷା Primary ସ୍କୁଲ ରେ ଅଧିକ ଶିକ୍ଷକ ଦେବା ଉଚିତ.

    • @roll09
      @roll09 2 года назад +1

      ​@@Kuna599 ତମେ ଠିକ୍ କହୁଛ ଅଧିକ ଶିକ୍ଷକ ଦେବା କଥା । କିନ୍ତୁ ମୁଣ୍ଡା ବାବୁ ଯାହା କହିଲେ ସେ ବି ସତ।
      ଭାଇ ରାଗିଲେ କିଛି ହବ ନି

    • @Kuna599
      @Kuna599 2 года назад +1

      @@roll09ମୁଁ ଯଦି କୁହେ ହାଇସ୍କୁଲ ରେ ବି ପାଠ ପଢା ହଉନି.
      ଯେଉଁ area ରେ tution ଯେତେ strong ସେ area ରେ ଭଲ result ହଉଚି. ଯେଉଁଠି tution ନାହିଁ ସେଠି ମାଳ ମାଳ ସ୍କୁଲ teacher ଥାଇକି ବି result zero କଣ ପାଇଁ ଉତ୍ତର ଦେବେ କି?

    • @sricharanmunda6927
      @sricharanmunda6927 2 года назад

      @@Kuna599 apananku jetiki possible heba padheiba pahin, try kale bahut kichhi study bhala heba. But apan segudaku ignore karuchhanti. Ama keonjhar zilla joda block re 90% teacher mananka ei pari abyabastha chalichhi. Praye eitha all odisha re same pari laguchhi.

    • @rakeshkumarsahoo418
      @rakeshkumarsahoo418 2 года назад

      @@Kuna599 bhai mor bi same situation tapore office kamo MDM, SCHOLARSHIP, DISE+, E-MIS SABU KAMO ACHHI gharu prepare heiki gala beloku first office kamo kar tapore class ku jibe

  • @bankanidhimishra943
    @bankanidhimishra943 2 года назад

    We the people of Odisha for responsible for the shame activities.

  • @Diptimayeepandavloge
    @Diptimayeepandavloge 2 года назад

    Kebala manamota heba

  • @santoshkumarjena4060
    @santoshkumarjena4060 2 года назад

    Pandian visit Kariba derkar

  • @prakashchandrapattnaik9214
    @prakashchandrapattnaik9214 2 года назад

    Ama. Odisha. Basi nka. Sakase

  • @ramanathnanda5995
    @ramanathnanda5995 2 года назад

    Eden is in very miserable condition.so every minister and IAS officers look in to the matter and think how to solve this major problem.edn dept can not solve it.teachers are business man.teachers are contracter.teachers are surveyor.teachers are sack seller..no no every work handed over to shg.teachers are only responsible for discipline all over the school and teaching.

  • @gangadharmishra1403
    @gangadharmishra1403 2 года назад

    Full scale salary dei competent teacher dele pathapadha b think chaliba.Teachernka update akrosh manobhab sarakar tyaga karantu.

  • @rameshchandrasahu4800
    @rameshchandrasahu4800 2 года назад

    How many Election of Odisha are clear in difficult for all of Department

  • @jyotish-samal-odisha-
    @jyotish-samal-odisha- 2 года назад

    Jtc nijukti dia jau

  • @chakradhar2615
    @chakradhar2615 2 года назад

    Thank you gana madhiyam

  • @bijaykumarsahoo5626
    @bijaykumarsahoo5626 2 года назад

    I request all conscious citizens of India except political representatives and officers. We may give vote BJD and BJP but after vote we the common people should be united because elected representatives kill their conscience. Please be united for real development of our area and fight against injustice done by officers with green signal of political leaders. We should inform local MLA .If he/she is silent then you don't sit silently. But don't play political game .

  • @bidyadhardas8737
    @bidyadhardas8737 2 года назад

    School rupataran kebala kuji karmi manaku posiba pai

  • @rashmiranjan286
    @rashmiranjan286 2 года назад

    Hm j ye drusti badhak pila ku general school re lekhiba o padheiba sikhouchhati ta ! Jou drusti badhak pila pain sikhyak milile sei pilaku tk kam patha sikhya mili pare , Sethi visual brailly teacher dia jaichi na nahin ?

  • @biranchinarayanpradhan7854
    @biranchinarayanpradhan7854 Год назад

    Sala bhakua...pilanku pathapadha homeworknahni

  • @readingwithafriend2800
    @readingwithafriend2800 2 года назад

    Sir master chhuaanku padhale b daramaa paaibe na padhale b daramaa sarakara thoi dei chhanti semaane kana paain tensan nebe

  • @prasantkumarmaharana683
    @prasantkumarmaharana683 2 года назад

    Goverment school ku Private tender deajau .