Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଜୟ କିଷାନ୍ ଭହୁତ ସୁନ୍ଦର ଲାଗିଲା ❤❤❤
Thank you
Supriyo rice 🌾🌾🌾, BARGARH re ebe bahut chasa hauchu ,e babad re video upload karantu sir
ଖୁବୁ ସୁନ୍ଦର 🙏🙏🙏🙏
Super video ❤❤❤ bhai
ବହୁତ୍ ଭଲ
Bahut bhala lagila .
ପୂଜାରାନି ଧାନ କିପରି ଲାଭ ହେଉଛି ଆଜ୍ଞା 🙏
Sanskar, kala champa seeds. Sir tike pakhala khaiba pain top veriety kisam tike kuha
Hello sir ଏଇ ବର୍ଷ ଆମ୍ ଖେତ ରେ ଯମୁନା ଧାନ ଚାଷ କରୀମୁ😊
Dhanyawad agyan
ଧନ୍ୟବାଦ
Sir namaskar nuzibedu kanak dhana bisayare kahibe ki
Nice
Sir S131 Dhana kete Dinare Amala Deithe
Sir, srikar company ro ss. Sona dhano t kete dinia
Sir gata varsa kala champa karithili gaccha soipadila kan karajiba tike kahibe. Aau kau kisama hoi pariba tike comment re kahibe🙏🙏
Thank you sir
Welcome
Sir angul dist mahima dhana keuthu paebu
Sir red 11 dhana rea kichi kuhantu
Kalachampa
Sir please Np 7075 bisayare details janantu
Jamuna
Obama no1
Mahima bhan keonthare miliba
Sir ଖାଲ ଜମି ପାଇଁ ଧାନ ତଳି ପକା ଭିଡ଼ିଓ କରନ୍ତୁ ପ୍ଲିଜ଼ sir
ନିଶ୍ଚିନ୍ତ video କରାଯିବ
@@krushisampadaBLS 1129 kenta heba sir
Sir mayco dhano kemiti kn ?
Sir S1208 paddy variety ra duration and amala kete heba
Sir amara Balasore soro re E bihan miluni kemiti magei haba
Bhulaxmi , mangalmurti,Agraza and Nuziveedu company ra Top verity Bisara re gote video banantu😊😊Pls sir 🙏
Company କହିବା ଅନୁସାରେ ତାଙ୍କର ସବୁ କିସମ ଧାନ Top ଧାନ।ପ୍ରତ୍ୟେକ କିସମ ବିହନ ର ଅଲଗା ଅଲଗା ଭଲ ଗୁଣ ରହିଛି।
Sir mu sethi lagi kohuchi ki apan gote full video banantu top high yielding paddy seeds upare , 15+ variety upare Etiki Anuroda amar
Thanks🙏
Rabi fasala re kenu dhana chasa kala adhika fala miliba
Sir ଧାନ ବିହୁଡା ପରେ ଆମ ନୂଆପଡା ଭାସାରେ ସୋବନା ବୋଲି ଘାଷ ବାହାରିଥାଏ ଓ ସେଶ ପ୍ରଯ୍ୟନ୍ତ ରହିଥାଏ କେମିତି ଘାଷକୁ ନଷ୍ଟକରିହେବ ।
Sir cr1009 sub1 peddy seeds kaouti milib
LAMPS ବା Society ରେ ମିଳି ପାରିବ
Bantita paddy kemiti achhi
1001 dana kemiti logajahe
Sir luni matipani kau bihan vala heba
ruclips.net/video/4Zf-OaKUi_4/видео.html
Sir dhala champa, Ganga Kemit heba
ଭଲ ଧାନ କିସମ।
Acar prati kete bihana abasyaka?
10-12 kg ବିହନ ଏକର ପ୍ରତି ଆବଶ୍ୟକ
ସାର୍ ପୂର୍ଣ୍ଣିମା ଧାନ ଥୋଡ ସମୟ ହେଲାଣି ପତ୍ର ହଳଦିଆ ହେଇଯାଉଚି କଣ କରିବା କୁ ପଡ଼ିବ
Silki dhana aame karuchu sar
ଓବାମା gold ଟା ହେଉଛି କଳାଚମ୍ପା ଧାନ
BLS1129 kenta heba
135-140 ଦିନରେ ଅମଳ ହୋଇଥାଏ।ଭଲ କିସମ।25-27 qtl ପର୍ଯ୍ୟନ୍ତ ଅମଳ ହୋଇଥାଏ
@@krushisampadathanks you sir
BLS 1129 ବାତ୍ୟା ସମୟରେ ବାହାରିଲା ଏବର୍ଷ ବେଶୀ ଅଗାଡ଼ି ଗଲା
Mahima
1 acrr re 1 tractor kukuda khata deidia au dekha kemiti dhana hauchi sara alpa lagiba pila 15 ru 20 haba
sir barsha kebe heba
17ତାରିଖ ରୁ ଆରମ୍ଭ ହେବ
Desi kulakara paddyseeds
Sar 🙏,,Bsl 1129 kemiti.
BLS 1129 ଧାନ 135-140 ଦିନରେ ଅମଳ ହୋଇଥାଏ। ଗଛ 110-115 cm ଉଚ୍ଚ।ରୋଗ ସହଣୀ ଶକ୍ତି ରହିଛି।ଏକର ପ୍ରତି 25-27 qtl ଅମଳ ଆସିଥାଏ।
Thank you sar
Sir, ju potash କୁ ଆମେ spray ନ କରି direct land ରେ use କରି ହେବ
ନା ଏହାକୁ କେବଳ ସ୍ପ୍ରେ କରନ୍ତୁ
1061 dhana r duration kete amal heuchi 1 acar parti
MTU 1061 ଯାହାକି 150-155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 20-25 qtl ଅମଳ ଆସିଥାଏ
Sir ନମସ୍କାର । Sir Mali-4 ଧାନ ର ଅମଳ କେମିତି ଓ ସହଜରେ ପଡିବନି ତ, ଟିକେ କହିବେ sir
ଭାଇ ମାଲି-୪ ବିହନ ମିଳିବ କି ୨୪କେଜି/୪ ପ୍ୟାକେଟ
Sir namaskar. ଧାଡି ରୁଆ ରେ distance କେତେ ରହିବା ଦରକାର.
ଧାଡ଼ି କୁ ଧାଡ଼ି 20 cm ଓ ବୁଦା କୁ ବୁଦା 15cm ଦୂରତା ରଖନ୍ତୁ।
@@krushisampada Thank you Sir.
ନିଜୁଭେଡୁ ର -7075
Sir dhipa jami pain NATH 20/20 thik na bhul janeine
ଏହା 115-120ଦିନରେ ଅମଳ ହୋଇଥାଏ।ଢିପ ଜମିରେ ହୋଇପାରିବ।
Sir khala bila pain mota dhana jaha padibani
ଖାଲ
@@krushisampada agyan
Paramberj
Bhulaxmi ra pawan କେମିତି
135-140 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 22-25qtl ଅମଳ ଆସିଥାଏ
@@krushisampada ଲକ୍ଷ୍ମୀ gold kete heba
100 - 120 dino vitore Volo research dhana kouta kole Volo hobo ?
ruclips.net/video/uC_Gxpl_OBc/видео.html
@@krushisampada tq sir
Sir Mali-4 seeds khala jamipain Kemiti haha sir.
ହଁ ଖାଲ ଜମି ଓ ପାଣି ଜମୁ ଥିବା ଜମିରେ ଚାଷ କରନ୍ତୁ।
@@krushisampada Dhanyabaad sir
Sir pujarini bihana kouthi miliba
Online ରେ ମଗାଇ ଦିଅନ୍ତୁ
Online ra website diantu
ବାହାଲ ଜମିରେ ଏ ଧାନ ଭଲ ହେବକି ? ଟ୍ରମ ଧାନ କେମିତି ହୁଏ ଆଉ ଧାନ ପଡ଼ିଥାଏ କି ନାହିଁ ?
Janhi kasi sabu sukhi jibara karana knnn kn pai sukhi jauchi..?
ଜହ୍ନି କଷି ନ ଝାଡ଼ିବା ପାଇଁ ସାର, ଅଣୁସାର ପରିଚାଳନା କରିବା ସହିତ ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ ମିଳିତ ଅଣୁସାର Magic spray lit ପ୍ରତି 3gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ। 1ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada thanks for your advice.
@@krushisampada boran marile haba ?
Bls 1129 bhala habaki
ହଁ ଭଲ ଧାନ
@@krushisampada thank you sir
Kala champa dhana
Good evening Sir, Sir I need scented paddy, where I can buy it. Please
Online ରେ ମାଗନ୍ତୁ।
Sir ଯମୁନା np 7075, ଏହି ଧାନ ରୁଆ ପାଇଁ କେତେ ବିହନ ଲାଗିବ
ଧାଡ଼ିରେ ଧାନ ରୋଇଲେ ଏକର ପ୍ରତି 10-12 kg ବିହନ ଦରକାର ହୋଇଥାଏ।
Bhu11.kalachapma
115 ru 125 dina bisayare tk kuhantu
Sir.କଳାଚମ୍ପା ପାଚିଲା ସମୟରେ ଅଳ୍ପ ପବନରେ ପଡିଯାଉଛି ।
POTASH ସାର କୁ ମୂଳ ସାର ଓ ଥୋଡ ସାର ରେ ବ୍ୟବହାର କରନ୍ତୁ।
Bls 1129 kemtika dhana ,Bhulaxmi company ra ପବନ kete ଅମଳ ଦେଇପାରିବ
BLS 1129 ଯାହାକି 135-140 ଦିନରେ ଅମଳ ହୋଇଥାଏ।ଗଛ 110-115 cm ଉଚ୍ଚ।ଏକର ପ୍ରତି 25-27qtl ଅମଳ।ପବନ 140-145 ଦିନିଆ ଧାନ ।ଏକର ପ୍ରତି 25-28 qtl ଅମଳ
@@krushisampada Thank You 😊
ସାର୍ ମଝି କାଣ୍ଡିଆ ଜମି ପାଇଁ ୧୫୦/୧୫୫ ଦିନଆ ଉତ୍ତମ ବିହନ କ'ଣ
150-155 ଦିନିଆ ଧାନ କିସମ ମଧ୍ୟରେ 1. Nuziveedu seed company ର Purnima ଯାହାକି 150-155 ଦିନରେ ଅମଳ ହୋଇଥାଏ।ଧାନ ପଡ଼ି ନଥାଏ ଓ ଝଡି ନଥାଏ।ଏକର ପ୍ରତି 25-27qtl ଅମଳ ଆସିଥାଏ।2. Agraza seeds company ର Black Diamond ଯାହାକି 155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25-26qtl ଅମଳ ହୋଇଥାଏ।3. Basanta Agro ର Sakti ଯାହାକି 155-160ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25-27qtl ଅମଳ ହୋଇଥାଏ।4. Mali seeds ର Mali 4 ଗଛ ଡେଙ୍ଗା ହୋଇଥାଏ କିନ୍ତୁ ପଦେ ନାହିଁ।ଏକର ପ୍ରତି 25-27 qtl ଅମଳ ଆସିଥାଏ।5. Ulka 4 ଯାହାକି 155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 27qtl ଅମଳ ହୋଇଥାଏ।CR ଧାନ 507 ବା ପ୍ରଶାନ୍ତ ଯାହାକି 160 ଦିନରେ ଅମଳ ହୋଇଥାଏ।CR 1017 ବା ଧରିତ୍ରୀ ଯାହାକି 150-155 ଦିନରେ ଅମଳ ହୋଇଥାଏ।ଗଛ 120-125cm ଉଚ୍ଚ ହୋଇଥାଏ। ଧାନ ଛୋଟ ଓ ମୋଟା।ଏକର ପ୍ରତି 22-24 qtl ଅମଳ ହୋଇଥାଏ।ଖାଲ ଜମିରେ ଚାଷ କରନ୍ତୁ।ରୋଗ ପୋକ ପାଇଁ ମଧ୍ୟମ ସହନଶୀଳତା ରହିଛି।CR 1018 ବା ଗାୟତ୍ରୀ ଯାହାକି 150-155 ଦିନରେ ଅମଳ ହୋଇଥାଏ।ଗଛ 120-125 cm ଉଚ୍ଚ ହୋଇଥାଏ।ଧାନ ଛୋଟ ଓ ମୋଟା ।ଏକର ପ୍ରତି 22-24 qtl ଅମଳ ହୋଇଥାଏ।ଏହି କିସମ ଧାନ ଖାଲ ଜମିରେ ଚାଷ କରନ୍ତୁ।ଅଧିକ ପିଲ ଦେଇଥାଏ।ରୋଗ ପୋକ ପାଇଁ ମଧ୍ୟମ ସହନଶୀଳତା ରହିଛି।Kalachampa 150-155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 30qtl ଅମଳ ହୋଇଥାଏ।
Bayer dhani DT
Kaushik miluchi
Private seed ଦୋକାନ ରୁ ପାଇ ପାରିବେ
1001
7075
VNR--Bheem 115 ଭଲ ନା ଖରାପେ
VNR BHEEM 115ଦିନରେ ଅମଳ ହୋଇଥାଏ।ଏହାକୁ ଢିପ ଜମିରେ ଚାଷ କରନ୍ତୁ।ଏକର ପ୍ରତି 20-22 qtl ଅମଳ ଦେଇଥାଏ।ଭଲ ବିହନ।
Sir 18 ଗୁଣ୍ଟ ଜମି ରେ ପୂଣ୍ଣିମା ଧାନ ବିହନ 10 kg ଆଣିଛି sir hb ନା ଆଉ ଆଣିବା ପ୍ଲିଜ଼ ଟିକେ kuntu
ତଳି ବଳିବ
ଧାଡ଼ି ରେ ଲଗାଇଲେ ହେବ
From where we can get the seeds
9437508983
Please give shop name where I can find these seeds
@@krushisampada thank you
ସାର୍ ନମସ୍କାର,୧୨୦ ଦିନିଆ ଧାନ ବିହନ ର ନାମ କୁହନ୍ତୁ ଯେ - ରୋଗ ପ୍ରତିରୋଧକ ସହଣି ସହିତ ଧାନ ପଡୁନଥିଵା ଦୟାକରି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ
115-120 ଦିନିଆ ଧାନ କିସମ ମଧ୍ୟରେ Bhulaxmi seeds ର ପଦ୍ମଜ। ଯାହାକି 115-120ଦିନରେ ଅମଳ ହୋଇଥାଏ।ଏକର ପ୍ରତି 22-25 qtl ଅମଳ ଆସିଥାଏ।PAN SEEDS company ର PAN 807 ଯାହାକି 115-120 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 22-25 qtl ଅମଳ ହୋଇଥାଏ।Crystal Crop ର Deepika 2222 ଯାହାକି 125ଦିନରେ ଅମଳ ହୋଇଥାଏ ଏବଂ ଏକର ପ୍ରତି 22-25 qtl ଅମଳ ହୋଇଥାଏ।ସେହିପରି hybrid କିସମ ମଧ୍ୟରେ Kaveri 468 ଯାହାକି 120-125 ଦିନରେ ଅମଳ ହୋଇଥାଏ।PAN 2423 ଯାହାକି 120 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 23-25 qtl ଅମଳ ଆସିଥାଏ।Telengana Sona ଯାହାକି 120-125 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25 qtl ଅମଳ ହୋଇଥାଏ।
Puja
ଧାନ ସହ DAP ସାର୍ ମିଶାଇ ବୁଣିଲେ ହେବକି
୧୫ ରୁ ୨୦ ଦିନ ପରେ ଦେଲେ ଭଲ ରେଜଲ୍ଟ ଦିଏ
ନା ପ୍ରଥମେ ମୂଳ ସାର ପ୍ରୟୋଗ କରନ୍ତୁ ତା ପରେ ଧାନ ବୁନାନ୍ତୁ କିମ୍ବା ଧାନ ବୁଣିବା ପରେ 12-15 ଦିନରେ ପ୍ରୟୋଗ କରନ୍ତୁ।
Thank you Sir
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@@krushisampada thank u sir
Sir mali 4 au ulka 4 bhitaru kou ta adhika amala
ଜୟ କିଷାନ୍ ଭହୁତ ସୁନ୍ଦର ଲାଗିଲା ❤❤❤
Thank you
Supriyo rice 🌾🌾🌾, BARGARH re ebe bahut chasa hauchu ,e babad re video upload karantu sir
ଖୁବୁ ସୁନ୍ଦର 🙏🙏🙏🙏
Thank you
Super video ❤❤❤ bhai
Thank you
ବହୁତ୍ ଭଲ
Thank you
Bahut bhala lagila .
Thank you
ପୂଜାରାନି ଧାନ କିପରି ଲାଭ ହେଉଛି ଆଜ୍ଞା 🙏
Sanskar, kala champa seeds. Sir tike pakhala khaiba pain top veriety kisam tike kuha
Hello sir
ଏଇ ବର୍ଷ ଆମ୍ ଖେତ ରେ ଯମୁନା ଧାନ ଚାଷ କରୀମୁ😊
Thank you
Dhanyawad agyan
ଧନ୍ୟବାଦ
Sir namaskar nuzibedu kanak dhana bisayare kahibe ki
Nice
Thank you
Sir S131 Dhana kete Dinare Amala Deithe
Sir, srikar company ro ss. Sona dhano t kete dinia
Sir gata varsa kala champa karithili gaccha soipadila kan karajiba tike kahibe. Aau kau kisama hoi pariba tike comment re kahibe🙏🙏
Thank you sir
Welcome
Sir angul dist mahima dhana keuthu paebu
Sir red 11 dhana rea kichi kuhantu
Kalachampa
Sir please Np 7075 bisayare details janantu
Jamuna
Obama no1
Thank you
Mahima bhan keonthare miliba
Sir ଖାଲ ଜମି ପାଇଁ ଧାନ ତଳି ପକା ଭିଡ଼ିଓ କରନ୍ତୁ ପ୍ଲିଜ଼ sir
ନିଶ୍ଚିନ୍ତ video କରାଯିବ
@@krushisampadaBLS 1129 kenta heba sir
Sir mayco dhano kemiti kn ?
Sir S1208 paddy variety ra duration and amala kete heba
Sir amara Balasore soro re E bihan miluni kemiti magei haba
Bhulaxmi , mangalmurti,Agraza and Nuziveedu company ra Top verity Bisara re gote video banantu😊😊
Pls sir 🙏
Company କହିବା ଅନୁସାରେ ତାଙ୍କର ସବୁ କିସମ ଧାନ Top ଧାନ।ପ୍ରତ୍ୟେକ କିସମ ବିହନ ର ଅଲଗା ଅଲଗା ଭଲ ଗୁଣ ରହିଛି।
Sir mu sethi lagi kohuchi ki apan gote full video banantu top high yielding paddy seeds upare , 15+ variety upare
Etiki Anuroda amar
Thanks🙏
Welcome
Rabi fasala re kenu dhana chasa kala adhika fala miliba
Sir ଧାନ ବିହୁଡା ପରେ ଆମ ନୂଆପଡା ଭାସାରେ ସୋବନା ବୋଲି ଘାଷ ବାହାରିଥାଏ ଓ ସେଶ ପ୍ରଯ୍ୟନ୍ତ ରହିଥାଏ କେମିତି ଘାଷକୁ ନଷ୍ଟକରିହେବ ।
Sir cr1009 sub1 peddy seeds kaouti milib
LAMPS ବା Society ରେ ମିଳି ପାରିବ
Bantita paddy kemiti achhi
1001 dana kemiti logajahe
Sir luni matipani kau bihan vala heba
ruclips.net/video/4Zf-OaKUi_4/видео.html
Sir dhala champa, Ganga Kemit heba
ଭଲ ଧାନ କିସମ।
Acar prati kete bihana abasyaka?
10-12 kg ବିହନ ଏକର ପ୍ରତି ଆବଶ୍ୟକ
ସାର୍ ପୂର୍ଣ୍ଣିମା ଧାନ ଥୋଡ ସମୟ ହେଲାଣି ପତ୍ର ହଳଦିଆ ହେଇଯାଉଚି କଣ କରିବା କୁ ପଡ଼ିବ
Silki dhana aame karuchu sar
Thank you
ଓବାମା gold ଟା ହେଉଛି କଳାଚମ୍ପା ଧାନ
BLS1129 kenta heba
135-140 ଦିନରେ ଅମଳ ହୋଇଥାଏ।ଭଲ କିସମ।25-27 qtl ପର୍ଯ୍ୟନ୍ତ ଅମଳ ହୋଇଥାଏ
@@krushisampadathanks you sir
BLS 1129 ବାତ୍ୟା ସମୟରେ ବାହାରିଲା ଏବର୍ଷ ବେଶୀ ଅଗାଡ଼ି ଗଲା
Mahima
Thank you
1 acrr re 1 tractor kukuda khata deidia au dekha kemiti dhana hauchi sara alpa lagiba pila 15 ru 20 haba
sir barsha kebe heba
17ତାରିଖ ରୁ ଆରମ୍ଭ ହେବ
Desi kulakara paddyseeds
Sar 🙏,,Bsl 1129 kemiti.
BLS 1129 ଧାନ 135-140 ଦିନରେ ଅମଳ ହୋଇଥାଏ। ଗଛ 110-115 cm ଉଚ୍ଚ।ରୋଗ ସହଣୀ ଶକ୍ତି ରହିଛି।ଏକର ପ୍ରତି 25-27 qtl ଅମଳ ଆସିଥାଏ।
Thank you sar
Sir, ju potash କୁ ଆମେ spray ନ କରି direct land ରେ use କରି ହେବ
ନା ଏହାକୁ କେବଳ ସ୍ପ୍ରେ କରନ୍ତୁ
1061 dhana r duration kete amal heuchi 1 acar parti
MTU 1061 ଯାହାକି 150-155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 20-25 qtl ଅମଳ ଆସିଥାଏ
Sir ନମସ୍କାର । Sir Mali-4 ଧାନ ର ଅମଳ କେମିତି ଓ ସହଜରେ ପଡିବନି ତ, ଟିକେ କହିବେ sir
ଭାଇ ମାଲି-୪ ବିହନ ମିଳିବ କି ୨୪କେଜି/୪ ପ୍ୟାକେଟ
Sir namaskar. ଧାଡି ରୁଆ ରେ distance କେତେ ରହିବା ଦରକାର.
ଧାଡ଼ି କୁ ଧାଡ଼ି 20 cm ଓ ବୁଦା କୁ ବୁଦା 15cm ଦୂରତା ରଖନ୍ତୁ।
@@krushisampada Thank you Sir.
ନିଜୁଭେଡୁ ର -7075
Sir dhipa jami pain NATH 20/20 thik na bhul janeine
ଏହା 115-120ଦିନରେ ଅମଳ ହୋଇଥାଏ।ଢିପ ଜମିରେ ହୋଇପାରିବ।
Sir khala bila pain mota dhana jaha padibani
ଖାଲ
@@krushisampada agyan
Paramberj
Bhulaxmi ra pawan କେମିତି
135-140 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 22-25qtl ଅମଳ ଆସିଥାଏ
@@krushisampada ଲକ୍ଷ୍ମୀ gold kete heba
100 - 120 dino vitore Volo research dhana kouta kole Volo hobo ?
ruclips.net/video/uC_Gxpl_OBc/видео.html
@@krushisampada tq sir
Sir Mali-4 seeds khala jamipain Kemiti haha sir.
ହଁ ଖାଲ ଜମି ଓ ପାଣି ଜମୁ ଥିବା ଜମିରେ ଚାଷ କରନ୍ତୁ।
@@krushisampada Dhanyabaad sir
Sir pujarini bihana kouthi miliba
Online ରେ ମଗାଇ ଦିଅନ୍ତୁ
Online ra website diantu
ବାହାଲ ଜମିରେ ଏ ଧାନ ଭଲ ହେବକି ? ଟ୍ରମ ଧାନ କେମିତି ହୁଏ ଆଉ ଧାନ ପଡ଼ିଥାଏ କି ନାହିଁ ?
Janhi kasi sabu sukhi jibara karana knnn kn pai sukhi jauchi..?
ଜହ୍ନି କଷି ନ ଝାଡ଼ିବା ପାଇଁ
ସାର, ଅଣୁସାର ପରିଚାଳନା କରିବା ସହିତ ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
NPK 0:52:34 lit ପ୍ରତି 5gm ସହିତ ମିଳିତ ଅଣୁସାର Magic spray lit ପ୍ରତି 3gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ। 1ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada thanks for your advice.
@@krushisampada boran marile haba ?
Bls 1129 bhala habaki
ହଁ ଭଲ ଧାନ
@@krushisampada thank you sir
Kala champa dhana
Thank you
Good evening Sir, Sir I need scented paddy, where I can buy it. Please
Online ରେ ମାଗନ୍ତୁ।
Sir ଯମୁନା np 7075, ଏହି ଧାନ ରୁଆ ପାଇଁ କେତେ ବିହନ ଲାଗିବ
ଧାଡ଼ିରେ ଧାନ ରୋଇଲେ ଏକର ପ୍ରତି 10-12 kg ବିହନ ଦରକାର ହୋଇଥାଏ।
Bhu11.kalachapma
115 ru 125 dina bisayare tk kuhantu
Sir.କଳାଚମ୍ପା ପାଚିଲା ସମୟରେ ଅଳ୍ପ ପବନରେ ପଡିଯାଉଛି ।
POTASH ସାର କୁ ମୂଳ ସାର ଓ ଥୋଡ ସାର ରେ ବ୍ୟବହାର କରନ୍ତୁ।
Bls 1129 kemtika dhana ,
Bhulaxmi company ra ପବନ kete ଅମଳ ଦେଇପାରିବ
BLS 1129 ଯାହାକି 135-140 ଦିନରେ ଅମଳ ହୋଇଥାଏ।ଗଛ 110-115 cm ଉଚ୍ଚ।ଏକର ପ୍ରତି 25-27qtl ଅମଳ।
ପବନ 140-145 ଦିନିଆ ଧାନ ।ଏକର ପ୍ରତି 25-28 qtl ଅମଳ
@@krushisampada Thank You 😊
ସାର୍ ମଝି କାଣ୍ଡିଆ ଜମି ପାଇଁ ୧୫୦/୧୫୫ ଦିନଆ ଉତ୍ତମ ବିହନ କ'ଣ
150-155 ଦିନିଆ ଧାନ କିସମ ମଧ୍ୟରେ
1. Nuziveedu seed company ର Purnima ଯାହାକି 150-155 ଦିନରେ ଅମଳ ହୋଇଥାଏ।ଧାନ ପଡ଼ି ନଥାଏ ଓ ଝଡି ନଥାଏ।ଏକର ପ୍ରତି 25-27qtl ଅମଳ ଆସିଥାଏ।
2. Agraza seeds company ର Black Diamond ଯାହାକି 155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25-26qtl ଅମଳ ହୋଇଥାଏ।
3. Basanta Agro ର Sakti ଯାହାକି 155-160ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25-27qtl ଅମଳ ହୋଇଥାଏ।
4. Mali seeds ର Mali 4 ଗଛ ଡେଙ୍ଗା ହୋଇଥାଏ କିନ୍ତୁ ପଦେ ନାହିଁ।ଏକର ପ୍ରତି 25-27 qtl ଅମଳ ଆସିଥାଏ।
5. Ulka 4 ଯାହାକି 155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 27qtl ଅମଳ ହୋଇଥାଏ।CR ଧାନ 507 ବା ପ୍ରଶାନ୍ତ ଯାହାକି 160 ଦିନରେ ଅମଳ ହୋଇଥାଏ।
CR 1017 ବା ଧରିତ୍ରୀ ଯାହାକି 150-155 ଦିନରେ ଅମଳ ହୋଇଥାଏ।
ଗଛ 120-125cm ଉଚ୍ଚ ହୋଇଥାଏ। ଧାନ ଛୋଟ ଓ ମୋଟା।ଏକର ପ୍ରତି 22-24 qtl ଅମଳ ହୋଇଥାଏ।ଖାଲ ଜମିରେ ଚାଷ କରନ୍ତୁ।ରୋଗ ପୋକ ପାଇଁ ମଧ୍ୟମ ସହନଶୀଳତା ରହିଛି।
CR 1018 ବା ଗାୟତ୍ରୀ ଯାହାକି 150-155 ଦିନରେ ଅମଳ ହୋଇଥାଏ।ଗଛ 120-125 cm ଉଚ୍ଚ ହୋଇଥାଏ।
ଧାନ ଛୋଟ ଓ ମୋଟା ।ଏକର ପ୍ରତି 22-24 qtl ଅମଳ ହୋଇଥାଏ।ଏହି କିସମ ଧାନ ଖାଲ ଜମିରେ ଚାଷ କରନ୍ତୁ।ଅଧିକ ପିଲ ଦେଇଥାଏ।ରୋଗ ପୋକ ପାଇଁ ମଧ୍ୟମ ସହନଶୀଳତା ରହିଛି।
Kalachampa 150-155 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 30qtl ଅମଳ ହୋଇଥାଏ।
Bayer dhani DT
Thank you
Kaushik miluchi
Private seed ଦୋକାନ ରୁ ପାଇ ପାରିବେ
1001
Thank you
7075
Thank you
VNR--Bheem 115 ଭଲ ନା ଖରାପେ
VNR BHEEM 115ଦିନରେ ଅମଳ ହୋଇଥାଏ।ଏହାକୁ ଢିପ ଜମିରେ ଚାଷ କରନ୍ତୁ।ଏକର ପ୍ରତି 20-22 qtl ଅମଳ ଦେଇଥାଏ।ଭଲ ବିହନ।
Sir 18 ଗୁଣ୍ଟ ଜମି ରେ ପୂଣ୍ଣିମା ଧାନ ବିହନ 10 kg ଆଣିଛି sir hb ନା ଆଉ ଆଣିବା ପ୍ଲିଜ଼ ଟିକେ kuntu
ତଳି ବଳିବ
ଧାଡ଼ି ରେ ଲଗାଇଲେ ହେବ
From where we can get the seeds
9437508983
Please give shop name where I can find these seeds
9437508983
@@krushisampada thank you
ସାର୍ ନମସ୍କାର,୧୨୦ ଦିନିଆ ଧାନ ବିହନ ର ନାମ କୁହନ୍ତୁ ଯେ - ରୋଗ ପ୍ରତିରୋଧକ ସହଣି ସହିତ ଧାନ ପଡୁନଥିଵା ଦୟାକରି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ
115-120 ଦିନିଆ ଧାନ କିସମ ମଧ୍ୟରେ Bhulaxmi seeds ର ପଦ୍ମଜ। ଯାହାକି 115-120ଦିନରେ ଅମଳ ହୋଇଥାଏ।ଏକର ପ୍ରତି 22-25 qtl ଅମଳ ଆସିଥାଏ।
PAN SEEDS company ର PAN 807 ଯାହାକି 115-120 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 22-25 qtl ଅମଳ ହୋଇଥାଏ।
Crystal Crop ର Deepika 2222 ଯାହାକି 125ଦିନରେ ଅମଳ ହୋଇଥାଏ ଏବଂ ଏକର ପ୍ରତି 22-25 qtl ଅମଳ ହୋଇଥାଏ।
ସେହିପରି hybrid କିସମ ମଧ୍ୟରେ Kaveri 468 ଯାହାକି 120-125 ଦିନରେ ଅମଳ ହୋଇଥାଏ।
PAN 2423 ଯାହାକି 120 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 23-25 qtl ଅମଳ ଆସିଥାଏ।
Telengana Sona ଯାହାକି 120-125 ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25 qtl ଅମଳ ହୋଇଥାଏ।
Puja
Thank you
ଧାନ ସହ DAP ସାର୍ ମିଶାଇ ବୁଣିଲେ ହେବକି
୧୫ ରୁ ୨୦ ଦିନ ପରେ ଦେଲେ ଭଲ ରେଜଲ୍ଟ ଦିଏ
ନା ପ୍ରଥମେ ମୂଳ ସାର ପ୍ରୟୋଗ କରନ୍ତୁ ତା ପରେ ଧାନ ବୁନାନ୍ତୁ କିମ୍ବା ଧାନ ବୁଣିବା ପରେ 12-15 ଦିନରେ ପ୍ରୟୋଗ କରନ୍ତୁ।
Thank you Sir
Welcome
Kalachampa
Paramberj
ସାର୍ ପୂର୍ଣ୍ଣିମା ଧାନ ଥୋଡ ସମୟ ହେଲାଣି ପତ୍ର ହଳଦିଆ ହେଇଯାଉଚି କଣ କରିବା କୁ ପଡ଼ିବ
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@@krushisampada thank u sir
7075
Sir mali 4 au ulka 4 bhitaru kou ta adhika amala
7075