Naveen Patnaik Biography | ଚୁପ୍-ଚାପ୍ ରେକର୍ଡ କଲେ ନବୀନ ? 2nd Longest Serving CM Naveen | Odia News
HTML-код
- Опубликовано: 21 июл 2023
- Naveen Patnaik Biography | ଚୁପ୍-ଚାପ୍ ରେକର୍ଡ କଲେ ନବୀନ ? 2nd Longest Serving CM Naveen | Odia News
Chief Minister of Odisha and Biju Janata Dal (BJD) president Naveen Patnaik has achieved another milestone in his political journey today. Setting aside West Bengal’s former Chief Minister Jyoti Basu’s record, Patnaik has become the second such Chief Minister who has completed the highest number of terms as serving chief minister of a state. #naveenpatnaik #odishacm #naveenpatnaiknews #jyotibasu #bijujantadal #bijujanatadal #bjd #bjdnews #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm
ନବୀନ ଜଣେ ଶାନ୍ତ ସରଳ ଚାଲାକ୍ ମୁଖ୍ୟମନ୍ତ୍ରୀ ଏକଥା ରେ ଦ୍ୱିମତ ନାହିଁ ।
ପୁରୁଖା ରାଜନେତାଙ୍କ ଠାରୁ ସୂତ୍ର ,କୈ।ଶଳ
କ୍ରମେ କ୍ରମେ ଶିକ୍ଷା କରି ସେ ଅଭିଜ୍ଞତା ହାସଲ କରି ଶାସନ କାର୍ଯ୍ୟ ଏ ପର୍ଯ୍ୟନ୍ତ
ନିର୍ବିଶେଷରେ ଚଲାଇ ଆସିଛନ୍ତି ।ଲୋକେ
ତାଙ୍କୁ ନଂ୧ ବୋଲି ମଧ୍ୟ କହନ୍ତି ।
ନବୀନ ଶାସନ ଭଲ ଓ ମନ୍ଦ ଉଭୟର ସମିଶ୍ରଣ । ରାଜ୍ୟ ଉନ୍ନତି ବି କରିଛି।ଅବନ୍ନତି
ମଧ୍ୟ କମ୍ ନୁହେଁ ।ଆମେ ସେ ଆଡ଼କୁ ଯିବା ନାହିଁ ।କାରଣ ତାଙ୍କର ବିକଳ୍ପ ନାହିଁ।
ନାହିଁ ମାମୁଠାରୁ କଣା ମାମୁଁ କ'ଣ ଭଲ ନୁହେଁ କି ??🎉🎉🎉
Hero of Disaster Management ODRAF in the state after that Govt. of India NDRF born our country. Women's power Missan Sakti another achievement of NP Govt. Mining Corruption I3MS first state implementation. After that our growth double and surplus states in our Country.
😢
Nkñk😮
ଜୟ ନବିନ୍ ଜୟ ଓଡିଶା, ଆମେ ବହୁତ ଗର୍ବ ଯେକି ଆମର ମୁଖ୍ୟ ମନ୍ତ୍ରୀ ନବିନ୍ ପଟନାୟକ।
ନବିନ୍ ବାବୁ ସୁପର ଫାଷ୍ଟ ସରକାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏❤❤❤❤❤❤❤❤
ନବୀନ ବାବୁ 🐚🐚🐚🐚💚💚💚💚💚💚💚 ନମ୍ବର -1
ଜୟ ଜଗନ୍ନାଥ ଆମ ଓଡ଼ିଶା ର ଭଗବାନ ସେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤❤
Bahoot Bhala Kathati Kahile.
Han han au jagarna tanka sebaka nuhan vagban ra artha Jana na Amiti kahi daucha😡😡😡😡😡😡
One only cm naveen sarkar odisha ro saan
ଜୟ ଜଗନ୍ନାଥ
୨୪ ରେ ସବୁ ରେକର୍ଡ ଭାଙ୍ଗିବ ନବୀନ ପଟ୍ଟନାୟକ
Record vangiba kintu Navin na thiba thiba pandian
BJD କଦଳୀ କରିବ
Naveen Babu aapana Dabata❤🙏
ବାଳ ନା.....
Jay ho BJD Jay ho Naveen 🌹🌹🌹
ଆଉରି କେତେ, ଗୁଡିଏ, ବାକି,ରହିଲା, ଆଗେ ପ୍ରଥମ ଥର ପାଇଁ, ସରକାରୀ କର୍ମଚାରୀ ମାନଙ୍କର, ଦରମା,କମାଇ,ଦିଆଯାଉ, କାରଣ ସେମାନେ ସବୁ ଆମ ଗରିବ ଲୋକଙ୍କ ପେଟରେ ନାତ ମାରୁଛନ୍ତି ସେଥିପାଇଁ ଚୋର ବ୍ଲକର ରେ ଚୋର ଆଗେ ପ୍ରଥମ ଧରିବା ଦରକାର, ଏବଂ ସରକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ କର୍ମଚାରୀ ମାନେ ଚୋର ଡକାୟତ ଅଛନ୍ତି ଯେଉଁମାନେ ଦିନ ମଜୁରୀଆ ଭାବେ କାମ କରୁଥିବା ଲୋକ ମାନଙ୍କ ଲୁହରେ ଭସାଇ ଦେଲ ତେଣୁ, ଆଗେ ସରକାର କର୍ମଚାରୀ ମାନଙ୍କର, ଦରମା, କମାଇବା ପାଇଁ, ନିହାତି ଜରୁରୀ ଆଖିଦୃଶିଆ କାମ, ଏହାକୁ ଏକ ଲାଭକାରୀ, ଗରିବ ଲୋକଙ୍କ ଠାରୁ ହଡ଼ପ କରୁଅଛି ବୋଧହୁଏ,ଏହା,ରାମବାଣ, ଭାବେ କାମ,କରିବ
World No one cm pm Naveen pattinik sir 🙏
I shail console my 💜 heart . Take care of your self.is it your heart 💜 or mine ❤❤❤❤❤............. I miss...
ମୋକ୍ଷ ମନ୍ତ୍ରୀ ହେଲେ ପୁଣି ଥରେ ନବୀନ ବାବୁ. ବହୁତ. ଭଲ ହେବ. ବଲାଙ୍ଗୀର. ସର୍ଗୁଲ.. ଶ୍ରୀ କୃଷ୍ଣ ଚନ୍ଦ୍ର ଭାନୁ. ହାତୀ ଖୁଜିଆ
ଆଜି ପ୍ରମାଣ କରିଦେଲୁ ଆମେ କଳି ଯୁଗ ର ମଣିଷ,,, ନହେଲେ କଣ ଭଲ କୁ ଭୁଲ୍ ବୁଝି ଥାଆନ୍ତୁ? କିଛି ଧୋକେବାଜ୍ ଲୋକ ଙ୍କ ପାଇଁ ସବୁ ଓଲଟି ଗଲା 😢
Great cm Naveen pattanayak
JAY nabin ok 👍🏿 ଜିତିବା ଲକ୍ଷ୍ୟରେ ସବୁବେଳେ ଆଗ୍ରହ ଲୋକଙ୍କୁ
ଜୟ ନବିନ ❤❤❤❤❤❤🎉🎉🎉🎉
Jay nabin sir
କଦଳୀ ସାର୍
Naveen Babu jindabad❤❤❤
ଆଉଥରେ ମୁଖ୍ୟ ମନ୍ତ୍ରୀ ଭାବରେ ଦେଖିବାକୁ ଚାଁହୁଛୁ 🙏
Naveen sir 🙏Jagannath apanku dirghayu karantu💚
Jay Jagannath,Jay nabeen odissa
ନବୀନ ପଟ୍ଟନାୟକ ନମ୍ବର 1 ମୁଖ୍ୟ ମନ୍ତ୍ରୀ
Jay nabin sir , you are a great man in odisha in or all worlds great sir ,,god bless you sir ,,, Jay Jagannath
Jay Naveen ❤
Thanks you sir apana Naveen NK bishayare alachana karithibaru
Jay jagarnath
Naveen babu ame tama fan 🙏
Jai Jagnnathha 💐💐🙏🙏
Jay jagannath jay bjd
❤❤❤ନବିନ ବାବୁ ❤❤❤
Respect for Mr Naveen 🫡
Nabin patnayak jindabad
Ame Naveen Babu Nku Respect Karu... Bt Tanka Chamcha Nku Nuha...
Nabeen Sir is our best 👍👍💯💯 chief minister💕💕. God bless❤❤ you. Always keep smiling😊😊
👍👍👍
Joyguru NOBINBABU
ନବିନ Sar number one❤
ନବୀନ ଜଣେ ସରଳ ଲୋକଟିଏ ତାଙ୍କ ଭଳି ମୁଖ୍ୟମନ୍ତ୍ରୀ ଓଡିଶା ରେ ମିଳିବେନି 🇮🇳💯💯🇮🇳🇮🇳
ନବିନଜୟ
Jay Naveen...
Supper Hiro
Great cm Nabin sir ♥️
Amara CM Odisha ra second prabhu shree jagannath kahile chale 🙏🙏🙏😃
ଜୟ ଜଗନ୍ନାଥ ଜୟ ବିଜେଡି
Our cm our hero
Navin Babu nkar padaku koti koti pranam estapa delebi tankar a jaga kehi neipari eni Odisha। ବାସୀଙ୍କର। Hhudayre ସବୁଦିନ ପାଇଁ ଅଛନ୍ତି Jay Jagannath
No 1cm
Thanks Naveen jee, Cm Odisha, i want sixth time Cm
Great man
Naveen Patnaik best hero. ❤❤❤❤❤ 🙏🏼🙏🏼🙏🏼🙏🏼🙏🏼
Great personality 🙏🙏🙏🙏🙏
No 1 CM Naveen
Jay Navin Sarkar
Our CM our hero 🙏
Naveen sir zindabad
❤❤❤❤❤❤
We miss you Naveen sir ❤❤❤❤❤
Nabin sata sata🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹❤❤❤❤❤
🙏
Jay Jagannath
Thank
❤
Naveen sir good 👍👍👍
Life ending odisha cm naveen
Ok
Manyabar Nanibn patnaik..... Always Hero.....
Respect to NaveenJi
Odisa pahni amiti loka hi Dara kar sarakaar heba ku sir 👍
Jay jagannatha naveen odisha
Se ama hrudayare sabubale rahichhanti
Bala haba.
,ମରିବେ ଓଡ଼ିଶା ବାସୀ, କେମିତି ହରେଇଲ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଜବାବ୍ ଦିଅ ଓଡ଼ିଶା ବାସୀ,ତମ କୁ ଜବାବ୍ ଦବାକୁ ପଡିବ,ଆମ ହିରୋ କୁ ହରେଇଲ,
Leaders should have minimum food shelter clothes like that of Nabin Pattabaik.Leader should mot worry r family but for state nation like that of neglecting own brother in BPL least.There is not any option for Nabin to be listed in BPL.But his brother had penssion.
Nanithare Bhai ae 23 barsha odisha ra gote kalankita adyaya strusti karichhi
Mahan byakti ama Naveen babu 🙏🙏💯
A news publish pain BJD ru kete neichi news odia
Tu neunu kia manakaruchhi
Super out standing mind blowing cam World 🌎 famous ❤❤
Nabin sir jay
naveen babu always nuva special niradombor ❤❤❤ hatsof
❤❤❤❤❤
Jay nabin jay0disha
Jay nabin sir 🙏🙏🙏💚💚
❤ naveen
I love nabin sir I love odisha
I❤Nabin 🙏
🙏🙏🙏🙏🙏 Jay bjd Jay Navin sir 🙏🙏🙏
Dhanya ama odisha basiku tama family manka 4khura ku mora sakhyat naman🙏 manibaku padiba
News 18ତମେଶଳେ ପଇସା ଖାଇ ଦାମିକିଆ cm ନବିନା ଚାମଚା ଗୁଣ ଗାଉଛ ଶଳେ ରାଜ୍ୟ ଅବସ୍ଥା ଦେଖାଯାଉନି ନବିନା ଚୁପ ରହିବାରେ ଏକ କାରଣ ସେ ରାଜ୍ୟ ବିଷୟରେ କିଛି ଜାଣିନି ଓଡ଼ିଆ ଙ୍କୁ ଘୃଣା କରେ ବିଜୁପୁଅ ହୋଇ ଓଡ଼ିଆ ଜାଣେନି ଭାଗ୍ୟରେ ଥିଲାମଦୁ ଆ ଭୋଗ କରୁଚି ମେଣ୍ଢା vote ଦଉଛନ୍ତି ତମେ ଶଳେ ଚାଟୁକାର ବାଳ କହିବ
Are shebhali gote loka dekhai deba ki bharat?
🌍🙏🌍
Naveen.sarakar..Again..darakar.jay.jagannath
Sata katha Naveen sir Jane bohut talented person.
Great C M our Odisha Navin sir
Koti koti pranaam Nabini babu❤dirghau huantu
ଆମକୁ ଏ କଥା ରେ କଣ ମିଳିବ, ଆମେ ଦାଦନ ଯାଉଛୁ, ତାଙ୍କ ଶାସନ କାଳରେ,,, ନୂଆଯୁଗ ନୁହେଁ ବରଂ କୁହ ଓଡିଶା କାଙ୍ଗାଳ ହେଵାକୁଲାଗିଲା
I miss you nabin sir my god nabin sir my odisha ka number one cm nabin sir please sir come back youer cm city my heart 😢😢😢😢😢❤❤❤❤
ବିଜୁ ବାବୁ ପାଇଁ ନବିନ୍ ବାବୁ ଫେମସ୍🙏
ଅତିତ କୁ ଛାଡ ଏବର କଥା କୁହ ତୁମର ତାକତ୍ ଅଛିତ। 😆😆😆
Naveen Pattnaik CM ❤❤❤
ମୁଖ୍ୟମନ୍ତ୍ରୀ ର ପଦ ମର୍ଯ୍ୟାଦା ର ମୋହ ସବୁକିଛି ତୁଚ୍ଛ ଏକଥା ଭଲ ଭାବରେ ଜାଣି ପାରିଲେ ତାପରେ ତାଙ୍କ ର hobby lobby ସବୁକିଛି ରାଜନୀତି ରେ ଲଗେଇ ଦେଇଛନ୍ତି। ଚେର କାଟିବା ରେ ମାହିର।
Navin sir best cm