New Video Of Kamiya Jani Discloses Secret. । Nirbhay Gumara Katha

Поделиться
HTML-код
  • Опубликовано: 24 дек 2023
  • New Video Of Kamiya Jani Discloses Secret. । Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: ruclips.net/channel/UC_Sk...
    Facebook: / nirbhayodia
    Twitter: / nirbhaytube
    Instagram: / ni

Комментарии • 552

  • @jchoudhury274
    @jchoudhury274 6 месяцев назад +137

    2024 ରେ ଯଦି ଓଡ଼ିଶା ବାସୀ ଭୁଲ୍ ନିଷ୍ପତି ନିଅନ୍ତି ଆମକୁ ବହୁତ୍ ପସ୍ତlଇ ବାକୁ ପଡ଼ିବ ଜୟ ଜଗନ୍ନାଥ

    • @baikunthabehera3971
      @baikunthabehera3971 6 месяцев назад +6

      AGUA PRATI PACHAYAT KU 50 LAKHY MADHA CHIKEN CHINGUDI RASUNHA KHATA LAGI PRADHAN KARAJAICHI.

    • @user-kh3dz3mu8r
      @user-kh3dz3mu8r 6 месяцев назад +3

      Right

    • @roguestriker6406
      @roguestriker6406 6 месяцев назад +3

      500 mada mausa hele bjd jitiba 😢

    • @igouttampatro6300
      @igouttampatro6300 6 месяцев назад +4

      କଣ କରିବା ନବୀନ ହିଁ ଆସିବ
      ଲୋକ ତ ମୂର୍ଖ କୋଢ଼ୀ ଆ
      ମାଗି ଖିଆ ହୋଇ ଗଲେଣି

    • @lalmohanpatra6529
      @lalmohanpatra6529 16 дней назад

      ❤, de 😅 25:27 by CT​@@baikunthabehera3971

  • @bhubanmohanty3853
    @bhubanmohanty3853 6 месяцев назад +61

    ଏଠି ଓଡ଼ିଆ ମାନଙ୍କର ସ୍ୱାଭିମାନର ଅଭାବ ନହେଲେ BJDର ନେତାମାନେ ଗୋଟେ ଅଣଓଡ଼ିଆର ପାଦ ଚାଟୁଛନ୍ତି

    • @bibhudattanayak1099
      @bibhudattanayak1099 6 месяцев назад +2

      Absolutely right

    • @sarbeswarmishra6695
      @sarbeswarmishra6695 6 месяцев назад +1

      Odissa. Bjd. Poltician. Are....,,. Napunsaka,,..... Nabin. Babu. Has. Not. Known. What. Is...,,,, swaviman,,,,,,. Of. Odissa

  • @pradiptakumarmahakhuda2377
    @pradiptakumarmahakhuda2377 6 месяцев назад +240

    ପାଣ୍ଡିଆନ ଭାବୁଛି ମୁଁ ଓଡିଶା ର ସର୍ବେସର୍ବା. ମୁଁ ଯାହା ଚାହିଁବି ତାହା କରିବି. ଧନ୍ୟ ଆମ ଓଡିଶା ର ଲୋକମାନେ. ପାଣ୍ଡିଆନ ଜଣେ ବିଧର୍ମୀ ମହିଳା କୁ ଜଗନ୍ନାଥ ମନ୍ଦିର କୁ ନେଇ ଓଡିଶା ର ଲୋକଙ୍କ ବିଶ୍ୱାସ ରେ ବିଷ ଦେଇଛି.

    • @DocTapan
      @DocTapan 6 месяцев назад +16

      ତଥାପି ଓଡ଼ିଆ ପାଦ ଚାଟିବା ଛାଡୁଛନ୍ତି କି.....

    • @piyushrajkumar15
      @piyushrajkumar15 6 месяцев назад

      ବିଜୁ ବାବୁ ସ୍ବପ୍ନ ଦେଖିଥିଲେ ଜଗନ୍ନାଥ ଙ୍କୁ ଓ ଓଡ଼ିଆ ମାନଙ୍କୁ ତାମିଲ କୁ ବିକ୍ରି କରିବେ ଯାହାକୁ ତାଙ୍କ ସୁପୁତ୍ର ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି.

    • @sarojdash1274
      @sarojdash1274 6 месяцев назад +9

      V k p is not responsible those are support him they are more responsible

    • @krushnakuna1341
      @krushnakuna1341 6 месяцев назад +7

      ସମ୍ପୂର୍ଣ୍ଣ ଠିକ୍ କଥା

    • @whatisthis1900
      @whatisthis1900 6 месяцев назад +9

      village voters 500 au nib/2ta beer😂😂 are responsible, what can u do!

  • @bijaysahoo5544
    @bijaysahoo5544 6 месяцев назад +19

    ଏହାର ଜବାବ ଓଡ଼ିଶା ବାସୀ ନିଶ୍ଚିତ ଦେବେ।

    • @basantapattnaik7812
      @basantapattnaik7812 6 месяцев назад

      ଓଡିଶା ବାସି ନବୀନ ପ୍ରିୟ ବହୁତ ପରିମାଣରେ
      କାରଣ ଏମାନଙ୍କୁ ଟଙ୍କା ଏବଂ ମଦ ମିଳୁଛି ତେଣୁ ବିଜେଡି କୂ ଜିତେଇବେ ଲୋକ ଜଦି ସୁଧୀରିବେ ତାହାହେଲେ ବିଜେଡି ହାରିବ

  • @mishrabisudhananda3551
    @mishrabisudhananda3551 6 месяцев назад +44

    ଓଡ଼ିଶା ଆକାଶ ରେ ପାଣ୍ଡିଆନ ସ୍ୱରୂପ କଳା ବାଦଲ ଘୋଟି ଆସିଛି।ଯାହା ଓଡ଼ିଶାରେ ଚାଲିଛି,ଓଡ଼ିଆ ଲୋକଙ୍କ ଆତ୍ମ ସମ୍ମାନ ଭୁଲୁଣ୍ଠିତ।ଓଡ଼ିଶା ଲୋକ ମଧ୍ୟ ଲଜ୍ଜ୍ୟା ହିନ ଭାବେ ସବୁ ସହି ଯାଉଛନ୍ତି। ଏ ପ୍ରକାର ଓଡ଼ିଆ ଲୋକ ଙ୍କ ସ୍ଵଭାବ ସମଗ୍ର ଭାରତ ରେ ଭାରତ ର ଲୋକ ମାନେ ଛି ଛି କରିବେ ଓ କରୁଛନ୍ତି।

  • @ManoramaPatra-pi2lj
    @ManoramaPatra-pi2lj 6 месяцев назад +21

    ପାଣ୍ଡିଆନ, ଜାନୀକୁ ନେଇକି ଟିକେ ତିରୁପତି ମନ୍ଦିରକୁ ଯାଆନ୍ତୁ ଦେଖିବା ।

  • @prakashtarai896
    @prakashtarai896 6 месяцев назад +70

    ଜିଏ ସଚା ଓଡ଼ିଆ ହେଇଥବ ଆମ ପ୍ରଭୁଙ୍କ ପାଇଁ ଲଢ଼େଇ କରିବ, ଜିଏ ଦୋଗଲା ହେଇଥିବ ସିଏ ଏ ଦୋଗଲା ଅଣ ଓଡ଼ିଆକୁ ସମର୍ଥନ କରିବ, ଜୟ ଜଗନ୍ନାଥ ସ୍ବାମୀ🙏🙏🙏

  • @hrudanandapradhan6194
    @hrudanandapradhan6194 6 месяцев назад +35

    ପ୍ରଭୁ ଜଗନ୍ନାଥ ଙ୍କ ଦ୍ରୋହୀ ର ରକ୍ଷା ନାହିଁ... ଏହାର ପରିଣାମ ଅତୀବ ଭୟଙ୍କର!

  • @mishrabisudhananda3551
    @mishrabisudhananda3551 6 месяцев назад +35

    ପ୍ରଥମ ଭୁଲ ଓଡ଼ିଆ ଲୋକଙ୍କର କାରଣ ସେମାନେ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କଲେ।ଦ୍ଵିତୀୟ ଭୁଲ ନବୀନ ପଟ୍ଟନାୟକଙ୍କ ର କାରଣ ସେ ସେ ଘୋର ଓଡ଼ିଆ ବିରୋଧୀ ,ଓଡ଼ିଆ ପୂଜ୍ୟ ଜଗନ୍ନାଥ ଙ୍କ ବିରୋଧୀ କୁ ଅତ୍ୟଧିକ କ୍ଷମତା ଦେବା।

    • @priyacharandas653
      @priyacharandas653 6 месяцев назад +1

      ନବୀନ ପଟ୍ଟନାୟକ ଜଣେ ଖ୍ରୀଷ୍ଟିଆନ ଇଂରାଜୀ

    • @sriyanshupadhi6627
      @sriyanshupadhi6627 5 месяцев назад

      Hindu birodhi

    • @user-uw8hj3hb6w
      @user-uw8hj3hb6w 20 дней назад

      Loka nuhe basti au gaon loka

  • @geetaranisamal6638
    @geetaranisamal6638 6 месяцев назад +25

    ଜଗନ୍ନାଥ ଏମାନଙ୍କୁ ଉଚିତ୍ ଶିକ୍ଷା ଦେବେ

  • @BhubaneswarBehera-nr8ir
    @BhubaneswarBehera-nr8ir 6 месяцев назад +13

    ନବୀନବାବୁ ଜଣେ ଅଣଓଡ଼ିଆ ତେଣୁ ତାଙ୍କର ଓଡ଼ିଆ ମାନଙ୍କୁ ପସନ୍ଦନାହିଁ ସେଥିପାଇଁ ସବୁବାହାରୁ ଆଣୁଛନ୍ତି.2-ପାଣ୍ଡିଆନ ଆଜିର କଳାପାହାଡ଼ ଭାଙ୍ଗିସାରିଲାଣି ଲୁହାର ବାଡ଼ ଓଡିଶା ପରାଧୀନ ହବ, ଓଡ଼ିଆ ସଂକୃତି ଲୋପ ପାଇବ 🙏

  • @saratsahu4354
    @saratsahu4354 6 месяцев назад +51

    ସାର ବହୁତ ଭଲ କହୁଛନ୍ତି, ଆପଣ ଙ୍କୁ କୋଟି କୋଟି ନମସ୍କାର 🙏🙏🙏

  • @roshnimohapatra2797
    @roshnimohapatra2797 6 месяцев назад +18

    ଜୟ ଶ୍ରୀ ଜଗନ୍ନାଥ 🙏
    ଆମ ପରମ୍ପରା ଆମ ସଂସ୍କୃତି ର ଅନନ୍ୟ ପ୍ରସାର ପ୍ରଚାର ପାଇଁ ବିଶେଷ ଭାବରେ ସନାତନ ଧର୍ମି ଉକ୍ଲଳୀୟ ପ୍ରାଣର କଥା କୁହା ଦାରୁ ଦେବତା ପ୍ରଭୁ ଜଗନ୍ନାଥଙ୍କ ର ମନ୍ଦିର ହେଉ ଅବା ମହାପ୍ରସାଦ ହେଉ କୌଣସି ଟିର ପ୍ରସାର ପ୍ରଚାର ନିମନ୍ତେ ଗୋମାଂସ ଭକ୍ଷି ମହିଳା ଙ୍କର ସୁପାରିସ ଆବଶ୍ୟକ ନାହିଁ କାରଣ ପ୍ରଭୁ ଜଗନ୍ନାଥ ସାରା ବିଶ୍ଵ ବିଦିତ ଅନନ୍ତ କୋଟି ବ୍ରହ୍ମାଣ୍ଡର ଆଦିମୂଳ ମହାନାୟକ ଙ୍କୁ ଆବାଳ ବୃଦ୍ଧ ବନିତା ଜାଣିଛନ୍ତି। ଅମେ ଆମ ପରମ୍ପରା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ବଞ୍ଚି ଜାଣିଛୁ ତେଣୁ ଏହା ଏକ ଜଘଣ୍ୟ ଅପରାଧ ଏଥିପାଇଁ ଦୋଷୀ ଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯିବା ଉଚିତ୍............

  • @subhabratamishra4465
    @subhabratamishra4465 6 месяцев назад +5

    ଜୟ୍ ଜଗନ୍ନାଥ୍‌ ଆଜ୍ଞା, 'ନିର୍ଭୟ' ର ସେବା ପାଉଥିବା ସଦସ୍ୟ ସଂଖ୍ୟା ୨ଲକ୍ଷ ହୋଇଥିବା ଜାଣି ବହୁତ୍ ଖୁସି ଲାଗିଲା । ଆମେ ଚାହୁଁଛୁ କି ଏହି ସଂଖ୍ୟା ୨ ନିୟୁତ କୁ ବୃଦ୍ଧି ପାଉ ଏବଂ 'ନିର୍ଭୟ୍' କୁ ଇଂରାଜୀ ନୂତନ୍‌ ବର୍ଷ‌ର‌ ଶୁଭାଭିନନ୍ଦନ୍।

  • @debasishamallick8751
    @debasishamallick8751 6 месяцев назад +12

    ସର୍ବ ଶେଷରେ ମୁଁ ଏତିକି କହିବି ମରଣ କାଳେ ବିପରୀତ ବୁଦ୍ଧି

  • @leenamishra9044
    @leenamishra9044 6 месяцев назад +19

    Even Indira Gandhi was not permitted to Srimandir. Therefore every Odia in Odisha shoul take a step to give a right reply to the Naveen Govt

  • @purunachandrabehera2373
    @purunachandrabehera2373 6 месяцев назад +5

    ବହୁତ ବହୁତ ଧନ୍ୟବାଦ।

  • @user-vm5xp5io9i
    @user-vm5xp5io9i 6 месяцев назад +5

    Jay jagannath

  • @d49100
    @d49100 6 месяцев назад +9

    ପ୍ରତୈକ ଆରମ୍ଭର ଶେଷ ଥାଏ , ଏଇଟା ଶେଷ ହେବାର ସୂଚନା

  • @upendrakumarbiswal4682
    @upendrakumarbiswal4682 6 месяцев назад +3

    ଅପଣଂକର ଖବର ବ୍ୟାଖ୍ୟା ବିସ୍ଲେଷଣ ଅତି ସୁନ୍ଦର,ଆତ୍ମଘାତି ବିସ୍ପୋରଣ ମାଧମରେ ବିଜେଡି ର ଛବି ମଳିନ ନିଶ୍ଚିନ୍ତ ପଡିବ

  • @kishorechandrasekharmishra2658
    @kishorechandrasekharmishra2658 6 месяцев назад +18

    କଳାପାହାଡ଼ ଓ କାମିଆ ଜାନୀ
    ଖାଇଲେ ଅବଢା ମିଶି
    ଜଗା ଅଭିଶାପ ପଡିବ ରହିଥା
    ପାଖେଇ ଆସିଲା ଚବିଶି

    • @rajadash9390
      @rajadash9390 6 месяцев назад +1

      ତୋ ଗାଣ୍ଡିରେ ପଶିଲା ଘୁଷୁରୀ ବାଣ୍ଡ
      ନବୀନା ଦାସ ଗାଣ୍ଡିରେ ପଶିବ କୁକୁର ବାଣ୍ଡ
      ଦୁଇ ଜଣ ଯାକ ଘିଆଁ ଘିଁ ହୁଅ
      ତୁମ ମାଇକିନା ହେବେ ରାଣ୍ଡ

    • @samratkeshariojha2169
      @samratkeshariojha2169 6 месяцев назад

      Kalijuga sesahev

  • @santoshakumarsantoshakumar4962
    @santoshakumarsantoshakumar4962 6 месяцев назад +5

    ଏପରି ଅପମାନ କୁ ସହି ନ ପାରି ସାରଥୀ ବାବା ର ସାମ୍ରାଜ୍ୟ କୁ ଧ୍ୱଂସ କଲେ .. ସେମିତି ଅବସ୍ଥା ବୋଧେ ଆସିଲା ବିଜେଡି ସରକାର .. ଜୟ ଜଗନ୍ନାଥ

    • @santoshakumarsantoshakumar4962
      @santoshakumarsantoshakumar4962 6 месяцев назад +1

      ଏପରି ଅପମାନ କୁ ସହି ନ ପାରି ସାରଥୀ ବାବା ର ସାମ୍ରାଜ୍ୟ କୁ ଧ୍ୱଂସ କଲେ .. ସେମିତି ଅବସ୍ଥା ବୋଧେ ଆସିଲା ବିଜେଡି ସରକାର .. ଜୟ ଜଗନ୍ନାଥ

  • @Katak_Dk
    @Katak_Dk 6 месяцев назад +17

    ଆପଣଙ୍କ ଚାନେଲ 2କୋଟି ରେ ପହଞ୍ଚୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା 🙏

  • @gajendranathjena356
    @gajendranathjena356 9 дней назад +1

    କାମିଆ ଜାନି ବବୀ ଦାସ କୋଠରିରେ ସବୁକାମ କରନ୍ତି ଶ୍ରଦ୍ଧା ସହିତ ନବିନ ଭାବ ଅର୍ଜନା

  • @motilaldash4645
    @motilaldash4645 6 месяцев назад +7

    ଆମେ ଓଡ଼ିଆ ମେଣ୍ଢା ଆମେ ଓଡ଼ିଆ ତେଲୁଆ

  • @prasantasing771
    @prasantasing771 6 месяцев назад +7

    ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରଚାର ପ୍ରସାର କଣ ଦରକାର ସେ ପରା ଜଗତ ର ନାଥ

  • @basantapattnaik7812
    @basantapattnaik7812 6 месяцев назад +7

    ସାର ପ୍ରଣାମ 🙏🌹

  • @whatisthis1900
    @whatisthis1900 6 месяцев назад +1

    Suvecha ,
    ebong dhanyabad.

  • @pramodkumarbhoiasiofpolice4360
    @pramodkumarbhoiasiofpolice4360 6 месяцев назад +7

    Sir, ନମସ୍କାର
    ଆଜି ଏତେ ବିଳମ୍ବରେ ଦେଲେ?

  • @subalmeher5774
    @subalmeher5774 6 месяцев назад +3

    ସମୟ ଘନେଇ ଅସୁଛି ଆଜ୍ଞା ପାପି ମାନଙ୍କର ସଂଘାର ହେବ ,ଜେ ଜଗନ୍ନାଥ ଜେ ମା ସମଲେଇ

  • @rakeshkumarbehera4947
    @rakeshkumarbehera4947 6 месяцев назад +32

    Sad to see such a humiliation of Odia thought and Jagannath Hope Odia people will understand this in 2024.

  • @trilochanpatnaik6321
    @trilochanpatnaik6321 6 месяцев назад +5

    ଏ ସମସ୍ତ ବିଭ୍ରାଟ ର ସୁତ୍ରଧର mr. Vkp ଆମ acting ମୁଖ୍ୟମନ୍ତ୍ରୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କମ୍ ଦୋଷୀ ନୁହଁନ୍ତି। କାରଣ ସେ ହିଁ kamia Jani ନାଟକ ର producer ଓ vkp ଡାଇରେକ୍ଟର। ଏ କ୍ଷେତ୍ରରେ କ୍ଷମା ମାଗିବା ବଡ କଥା ନୁହଁ। All should be punished. Else mahaprabhu will take action.

  • @tunanayak6185
    @tunanayak6185 6 месяцев назад +2

    ସବୁ ଜଗନ୍ନାଥ ଙ୍କ ଲୀଳା
    ସାମାନ୍ୟ ମନୁଷ୍ୟ କିଛି ବୁଝିପାରିବେନି.
    ଜୟ ଜଗନ୍ନାଥ.

  • @bulusethy9220
    @bulusethy9220 6 месяцев назад +5

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    1st view

  • @debendradhal5935
    @debendradhal5935 10 дней назад

    ସୁନ୍ଦର ଉପସ୍ଥାପନା

  • @manjupravamishra8000
    @manjupravamishra8000 6 месяцев назад +6

    ଜୟ ଶ୍ରୀ ଜଗନ୍ନାଥ 🙏।

  • @premanandajena6209
    @premanandajena6209 6 месяцев назад +6

    Jay shree Jagannath

  • @arjunpradhan5615
    @arjunpradhan5615 6 месяцев назад +1

    କାମୀୟା ଜାନୀ ପିନ୍ଧିଥିବା ଡ୍ରେସ କି ସଂଙ୍କେତ ଡେଉଁଛି।

  • @MadhabKhatua-ub2nw
    @MadhabKhatua-ub2nw 6 месяцев назад +8

    ପାନ୍ଡିଆନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

  • @user-co8kp4tj6c
    @user-co8kp4tj6c 6 месяцев назад +4

    ଆପଣ ଯେଉଁ ନେତାମାନଙ୍କ ନାଆ ନେଲେ, ସେମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପଦୁଟିଏ କହିନାହାନ୍ତି, ଜଗନ୍ନାଥ ମହାପ୍ରଭୁ ଆସନ୍ତା ନିର୍ବାଚନରେ ନିଶ୍ଚୟ ବିଚାର କରିବେ।

  • @dambarudharsisa6231
    @dambarudharsisa6231 16 дней назад

    We are always with you sir.After a long time I specially got this channel on the social platform.I have always been watching the analysis of Sudhir Chaudhary for more than seven years.And after watching some news analysis of you on you tube channel you became my favourite Odia news analyst.Keep it up sir.May lord Jagannath bless you ever.❤

  • @kalucharanpatra5767
    @kalucharanpatra5767 6 месяцев назад +2

    ଠିକ୍ କହିଛନ୍ତି, ସାର୍ 👍

  • @kamalakantamaharana7911
    @kamalakantamaharana7911 17 дней назад

    Many many thanks sir

  • @drdnnayak5594
    @drdnnayak5594 13 дней назад

    Excellent

  • @hemantkumarsingh1387
    @hemantkumarsingh1387 6 месяцев назад +27

    Pandian is the root of Kamiajani episode.People of odisha should think about this and reject Mr. Pandian in 2024.

    • @kishorechandrasekharmishra2658
      @kishorechandrasekharmishra2658 6 месяцев назад

      ପ୍ରତ୍ୟେକ କଥାରେ ପାଣ୍ଡିଆନ କହନ୍ତି ଯେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ବା ଅନୁମତିରେ କାର୍ଯ୍ୟ କରନ୍ତି ବୋଲି। ତେଣୁ ଏ କାମରେ ମଧ୍ୟ ମୂଖ୍ୟମନ୍ତ୍ରୀଙ୍କ ସହମତି/ଅନୁମତି ନିଶ୍ଚିତ ଥିବ। ମୌନେନ ସମ୍ମତି ଲକ୍ଷଣମ୍ ନୀତିରେ ମୂଖ୍ୟମନ୍ତ୍ରୀ ଚୁପ୍। ଯାହା ଜଣାପଡୁଛି ଏ ଘଟଣାଟିକୁ ମୂଖ୍ୟମନ୍ତ୍ରୀ ଅତି ହାଲୁକା ଭାବେ ଗ୍ରହଣ କରିଛନ୍ତି(ଯଦି ଜାଣିଥାଆନ୍ତି)। ତେଣୁ ଖାଲି ପାଣ୍ଡିଆନଙ୍କୁ ଦାୟୀ କଲେ କ'ଣ ହେବ ?

  • @healthylifeforever.6813
    @healthylifeforever.6813 6 месяцев назад +5

    VERY GOOD for understanding....please go for change.....as it is said by our scripture- GITA change is the way of development with new life in future.

  • @hemantakumarmohanty849
    @hemantakumarmohanty849 13 дней назад

    ନିର୍ଭୟ ନିୟୁଜ ଦାସ ବାବୁ ଙ୍କୁ ଅଭିନନ୍ଦନ

  • @sukumarrana9091
    @sukumarrana9091 6 месяцев назад +3

    Absolutely correct analysis. Thanks a lot.

  • @manojbabu6690
    @manojbabu6690 6 месяцев назад +3

    👍

  • @viewsgodlevel5557
    @viewsgodlevel5557 5 месяцев назад +1

    ରାବଣର ବଂଶଧରଙ୍କ ଠାରୁ ଅଲଗା କିଛି ଆଶା କରାଯିବା ବୃଥା।ପାଣ୍ଡିଆନ ଙ୍କୁ କୋଉ ମନ୍ଦିରରେ ପୁରେଇ ନ ଦେବା କଥା

  • @bishnupriyaacharya1927
    @bishnupriyaacharya1927 5 месяцев назад

    Thik sir🙏🙏🙏

  • @laxmidharnayak4191
    @laxmidharnayak4191 6 месяцев назад +27

    Congratulations for your episode, We all Odias should know the Kalapahadas who are directly and indirectly attacking Jagannath culture, It's very sorrowful some opposition leaders are silent and coward to utter the name, How self-interest is prevelling, we are proud odias! Jai jagannath swami 🙏🙏🙏

    • @sasmitapattnaik6286
      @sasmitapattnaik6286 6 месяцев назад

      पांडियानर माढ खआईबआरसमय आसिगलाणी

  • @kailashchandramohanty4776
    @kailashchandramohanty4776 6 месяцев назад +6

    ଅତୀତର ଉତ୍କଳ ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳ ର ପ୍ରଭେଦ ରହିଛି l ସେହି କ୍ରମରେ ବର୍ତ୍ତମାନର ଓଡ଼ିଶା ର ଜନସାଧାରଣ ଙ୍କ ମାନସିକତା ପରିବର୍ତ୍ତନ ହୋଇଛି l ନହୋଇ ଥିଲେ କାମିଆ ଜାନି ଓ ତାଙ୍କୁ ଏଠାକୁ ତାଙ୍କୁ ଡାକି ଥିବା ବ୍ୟକ୍ତି ଏତବେଲକୁ କୁଆଡେ ହଜି ଜାଇ ଥାନ୍ତେ l

  • @adityasahu4758
    @adityasahu4758 6 месяцев назад +22

    ଜାଗ ଓଡ଼ିଶା ବାସୀ ଜାଗ, ନତୁବା ଓଡ଼ିଶା ତାମିଲ ଶାସନ ଓଡ଼ିଶା ରେ ଲାଗୁ ହେବ

  • @mnsirmathematics269
    @mnsirmathematics269 6 месяцев назад +2

    ଜଗନ୍ନାଥ ଏ ପାପୀମାନଙ୍କୁ ଦଣ୍ଡ ଦିଅନ୍ତୁ।। ଆପଣ ପୂର୍ବ ସପ୍ତାହ େର ଯାହା ଆଲୋଚନା କରୁଥିଲେ, ମୋଦୀ ବର୍ଷା କରାଇବେ,, ବିଜେପି ତଳ ସ୍ଥର ର ସଂଗଠନ ବିଜେଡି ଭଳି ସୁଦ୍ରୁଢ ନୁହେଁ।, ଓଡ଼ିଶା ର ବିଜେପି ନେତା ମାନେ ଅଳସୁଆ, ଭୂବନେଶ୍ୱର ରେ ବସି ଦିବା ସପନ ଦେଖନ୍ତି, ଅତିକମରେ ଏହି ନେତା ମାନେ ଦିଲ୍ଲୀ ଯାଇଥିଲା ବେଳେ, ମୋଦୀ କେତେ ପରିଶ୍ରମୀ ତାହା ଶିକ୍ଷା କରିବା କଥା।, ତାହା ହେଲେ ବିଜେପି ଏ ଜନ ଅଷନ୍ତୋଷର ଫାଇଦା ପାଇପାରନ୍ତା, ଜୟ ଜଗନ୍ନାଥ

  • @Save_Odisha_from_looters
    @Save_Odisha_from_looters 6 месяцев назад +4

    ପାଣ୍ତିଆନ ଜଣେ ଧଳା ସାଟ୍ ପିଦ୍ଧା କଳାପାହାଡ.... । ତାକୁ କଣ ତାମିଲନାଡୁର ଉର୍ନ୍ନତି କରିବାକୁ କାମ ମିଳିଲାନି ସେ ଆମ ମହାପ୍ରଭୁକୁଂ ଉଦ୍ଧାରିବାକୁ ଆସିଛି..! ସବୁ ଧ୍ବସଂ କରିଦେବ । ନାରୀ ମାନେ, ଯୁବକ ଭାଇ ମାନେ , ବିଷେଶ କରି ପୁରୀ ବାସୀ ଜାଗ୍ରତ ହୁଅ । ରାଜ ରାସ୍ତାରେ ଆନ୍ଦୋଳନ କର । ନଚେଚ ଏ ତାମିଲ ବାବୁ ପୁରୀ ବାସିକୁଂ ଦିନରେ ଲଣ୍ଠନ ଦେଖେଇ ଶ୍ରୀ ମନ୍ଦିରକୁ ଲୁଣ୍ଠନ କରିନେବ । ଏହା ସତ୍ୟ । ଜାଗ ଓଡିଆ ଜାଗ ।

  • @budhadebpatra8879
    @budhadebpatra8879 6 месяцев назад

    ବହୁତ ସୁନ୍ଦର, ବିଲକୁଲ ଠିକ, ମୁ ଏକମତ

  • @brajakishorepadhi4022
    @brajakishorepadhi4022 6 месяцев назад +1

    Jaha ku dekhi bu dekh.... Sabu maagiha ek.... Naveen das sir apanku salute...

  • @khatramanimaharana136
    @khatramanimaharana136 15 дней назад

    Sir nirvaya pain so many thanks

  • @priyabrataadhya9072
    @priyabrataadhya9072 6 месяцев назад

    Right 👍 right

  • @Save_Odisha_from_looters
    @Save_Odisha_from_looters 6 месяцев назад +3

    ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି
    ଚୋର ଦଲାଲ କୁ ଆଗ ଓଡ଼ିଶାରୁ ବାହାର କର ଆମ ଓଡ଼ିଆର ପ୍ରାଣ ପ୍ରତିଷ୍ଠାତା ପ୍ରଭୁ ଜଗନ୍ନାଥଙ୍କ ପାଖକୁ କଣ ପାଇଁ ଗୋମାଂସ ଭକ୍ଷଣ କରୁଥିବା ଜଣେ ପାପିନିକୁ ପ୍ରବେଶ କରିଛନ୍ତି

  • @prashantpalei361
    @prashantpalei361 6 месяцев назад +1

    ସବୁ ଦୋଷ ସେଇ କାଳିଆ ର ସେ ହିଁ ସବୁ କରାଉଚି

  • @deepakkumarsahoo5544
    @deepakkumarsahoo5544 6 месяцев назад +2

    Why do the Government promote Lord Jagannath by calling social media influence paying money?

  • @lingarajrath2935
    @lingarajrath2935 6 месяцев назад +1

    Your views are absolutely right.

  • @samarmohapatra2718
    @samarmohapatra2718 6 месяцев назад +9

    କଣ ଆପଣ ନକହିଲେ,100%ଠିକ.ଏଇଥି ପାଇଁ ଓଡିଶା ର ଲୋକମାନେ ବିଜେପି କୁ ଭରସା କରୁନାହାନ୍ତି, ମଉକା ଅଛି କିନ୍ତୁ ଛକା ମାରି ଜାଣନ୍ତି ନାହିଁ.

  • @swarnapravaadhikari8706
    @swarnapravaadhikari8706 6 месяцев назад

    Thanks🙏 sir

  • @satyabhau69
    @satyabhau69 6 месяцев назад +2

    ପାଣ୍ଡୁ ତାକୁ ଶୋଇବା ପାଇଁ ନେଇକି ଆସିଥିଲା 😂😮

  • @Abhimanyu97762
    @Abhimanyu97762 6 месяцев назад +1

    ଏହି ଘଟଣା କେବଳ ରାଜା ଆଉ ଜଗତ ଗୁରୁ ଙ୍କ ପଦେ କଥାରେ ସବୁ ଠିକ ହେଇଯିବ

  • @krishnatripathy47
    @krishnatripathy47 6 месяцев назад +1

    Well analysed Sir 😊🙏

  • @avimanyupatri4365
    @avimanyupatri4365 6 месяцев назад

    ବିରୋଧୀ କୁମ୍ଭକର୍ଣ୍ଣ ନିଦ୍ରାରେ ସୁପ୍ତ. ରାତ ଗୟୀ, ବାତ ଗୟୀ. ମିଳିମିଶି ଖାଉଛନ୍ତି, ସମସ୍ତେ ନୀରବ.

  • @umakantaswain8290
    @umakantaswain8290 6 месяцев назад +2

    କମିୟା ଯାନୀ କଣ ଜଗନ୍ନାଥ ଙ୍କ ଠାରୁ ଏତେ ପରିଚିତ ଯାହା ମାଧ୍ୟମରେ ଜଗନ୍ନାଥ ଙ୍କୁ ପରିଚିତ କରିବାକୁ ପଡୁଛି. ଧନ୍ୟ....

  • @dhamirona8662
    @dhamirona8662 6 месяцев назад +3

    କରି କରାଉ ଥାଏ ମୁହିଁ......ଓଡ଼ିଶାର ଅଶି ଭାଗ ଲୋକ ଚାହୁଁଥିଲେ ଏ ପାପିଷ୍ଟ ଶ୍ରୀମନ୍ଦିର ବିକୃତକାରୀ ସରକାର କେମିତି ଯିବ କିନ୍ତୁ ଟଙ୍କା ମଦ ମାଂସ ଦେଇ କିଛି ସ୍ଥାନ ରେ ଧାର୍ମିକ ଭାବାବେଗ କୁ ଧରି ମନ୍ଦିର ଗୁଡିକୁ ଟଙ୍କା ଦେଇ ,ମହିଳା ମାନଙ୍କୁ ରୁଣ ଗ୍ରସ୍ତ କରି ବିଜେଡି (ପି) ହାରିବା ଅବସ୍ତା ରେ ନଥିଲା। ସେଥିପାଇଁ ଆମେ ଓଡ଼ିଆ ଶ୍ରୀ ଜଗନ୍ନାଥ ଙ୍କୁ ତ୍ରାହି ତ୍ରାହି ଚିତ୍କାର କରୁଥିଲୁ। ଭଗବାନ ସ୍ବୟଂ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କୁ ଓଡ଼ିଆ ଲୋକ ଙ୍କ ସାମନା ରେ ଠିଆ କରାଇଛନ୍ତି। ବର୍ତ୍ତମାନ ଜଣା ପଡିବ ଓଡ଼ିଆ ଶ୍ରୀ ଜଗନ୍ନାଥ ଙ୍କ ର କେତେବଡ ଭକ୍ତ। ନିଜ ଆରଧ୍ୟ ଦେବତା ଙ୍କ ଅପମାନ ର କଣ ପ୍ରତିଶୋଧ ନେଇ ପାରୁଛନ୍ତି। ଆଉ ରହିଲା ବିଜେପି ଏ ଇଶ୍ୟୁ କୁ ଗାଆଁ ଗାଆଁ କୁ ନେଇ ସରକାର କୁ ବରଖାସ୍ତ କରି ପାରୁଛି କି ନାହିଁ। ଯଦି ସଲାସୁତୁରା ହୋଇ ଚୁପ୍ ରହିବେ ସେ କଂଗ୍ରେସ ହେଉ ଏପରିକି କଳିଙ୍ଗ ସେନା ଭଳି ଦଳ ମଧ୍ଯ ଯଦି ଏ ଅପରାଧ କୁ ଗାଁ ଗାଁ ରେ ପହଞ୍ଚାଇ ଲୋକ ଙ୍କ ହୃଦୟ ରେ ଶ୍ରୀଜଗନ୍ନାଥ ଙ୍କ ବାର୍ତ୍ତା ପହଞ୍ଚାଇ ପାରିବ ସେ ଅନାୟସ ରେ ଆସନ୍ତା ସରକାର ଗଠନ କରି ପାରିବ। ବିଜୟ ମହାପାତ୍ର, ଦୀଲିପ ରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ବୌଜନ୍ତ ପଣ୍ଡା, ଭର୍ତୃହରି ମହତାବ, ପ୍ରଦୀପ ପାଣିଗ୍ରାହୀ ମିଳିତ ହୋଇ କର ବା ମର ବା ଜେଲ୍ ରେ ଶଢ କୌଣସି କଥାକୁ ଭୃକ୍ଷେପ ନକରି ଦୂର୍ବାର ଆନ୍ଦୋଳନ କଲେ ଓଡ଼ିଶାରେ ସରକାର ଗଠନ କରି ଶ୍ରୀ ଜଗନ୍ନାଥ ଙ୍କ ମାନ ରକ୍ଷା କରି ପାରିବେ। 🙏

  • @pradipsamal7075
    @pradipsamal7075 6 месяцев назад

    good katha

  • @laxmidharapatra5964
    @laxmidharapatra5964 6 месяцев назад +1

    ମହାପ୍ରଭୁ କଂ ଇଛା ରେ ସବୁ କିଛି ହୁଏ। ଆପଣ ମାନେ କଣ ତାଙ୍କଠାରୁ ଅଧିକ ଶକ୍ତିଶାଳୀ।

  • @beautygyanplus6688
    @beautygyanplus6688 6 месяцев назад

    🙏🙏🙏 right sir

  • @abhirambehera-el7zn
    @abhirambehera-el7zn 6 месяцев назад +3

    ସାର ପ୍ରଣାମ

  • @user-ik3or4mm5b
    @user-ik3or4mm5b 6 месяцев назад +5

    Kie dakila and kain dakila
    It should be clarify

  • @user-pp5ni6ek7p
    @user-pp5ni6ek7p 5 месяцев назад

    Jay jagannatha

  • @sanjibkar7495
    @sanjibkar7495 6 месяцев назад +10

    Money makes anyone glamour & unique.NABIN (MANYABARA) & PANDIAN show themselves as his supremacy like king or emperor.So Odisha people should be beware about BJD'S prejudices of political implications on near & future.People have only one chance, coming election-24 .

  • @rrsgamer5810
    @rrsgamer5810 6 месяцев назад +4

    Mg Pandian Odisha ku khaidela. Madua Odisha basi khus

  • @Abhimanyu97762
    @Abhimanyu97762 6 месяцев назад +1

    ଆମେ ଏଇଠି ପଚାରିବାକୁ ଚାହୁଁଚୁ ସେଇ ମନ୍ଦିର ପଣ୍ଡା ଏପରିଜନ୍ତ କଣ ମୁକ ସେଇ ଶ୍ରୀ ଜଗତ ଗୁରୁ ଏପରିଜନ୍ତ କଣ ପାଇଁ ମୁକ ସେଇ ଶ୍ରୀ ତେଜପ୍ରତାପ ମହାରାଜ କଣ ପାଇଁ ମୁକ

  • @Swap3331
    @Swap3331 6 месяцев назад +1

    ଓଡ଼ିଆ ଲୋକ ଠିକ ଥିଲେ ପଣ୍ଡିଆଁନ କାହାର ବାଳ ବି ବଙ୍କା କରିପାରିବନି!

  • @laxmikantabahinipati881
    @laxmikantabahinipati881 6 месяцев назад +1

    ଜଣେ ସାଧାରଣ ଗୋମାଂସ ଭୋଜନ କାରୀ ଲୋକ ଯଦି ମନ୍ଦିର ପ୍ରବେଶ କାହା ମାଧ୍ୟମ ରେ ପ୍ରବେଶ କରି ଥାନ୍ତା ତାକୁ ଆଜି ବହୁତ୍ ଦଣ୍ଡ ମିଳି ସାରି ଥାଆନ୍ତା,କିନ୍ତୁ ଆମର ଦୁର୍ଭାଗ୍ୟ ----

  • @rameshsethi1280
    @rameshsethi1280 6 месяцев назад +9

    ସିଏ କୀଏ,କୀ, ଜଗନ୍ନାଥ ମହାପ୍ରଭୁ ଙ୍କ ମହାପ୍ରସାଦ ପ୍ରଚାର, ପ୍ରସାର କରିବାକୁ, ଜଗନ୍ନାଥ ଜଗତ ର ପ୍ରସାର ନିଜେ କରନ୍ତି

  • @bijaykumarbeheragoodmornin1637
    @bijaykumarbeheragoodmornin1637 6 месяцев назад +1

    Sir pranaam

  • @ashokkumarmohapatra561
    @ashokkumarmohapatra561 6 месяцев назад

    Very nice

  • @khirodhota1440
    @khirodhota1440 6 месяцев назад +1

    ଧର୍ମେନ୍ଦ୍ର ନବୀନ bachaskar.

  • @sagarpandit7029
    @sagarpandit7029 6 месяцев назад

    ଜୟ ଜଗନ୍ନାଥ

  • @ramachsahoo1775
    @ramachsahoo1775 6 месяцев назад

    ଏବେ ଯାହା ହବ ଭଲ ହବ।

  • @subashmishra5616
    @subashmishra5616 6 месяцев назад

    କାଳିଆ ସବୁ ଦେଖୁଛି କାହାକୁ ଛାଡ଼ିବନି ଜୟ ଜଗନ୍ନାଥ

  • @jagabandhusatapqthy7692
    @jagabandhusatapqthy7692 6 месяцев назад

    Jay Jagannath

  • @minipattnaik9746
    @minipattnaik9746 6 месяцев назад

    Mu 1st time NIRVAYA blog dekhili , Namaskar sir, excellent news presention, keep it up 👍

  • @khirodhota1440
    @khirodhota1440 6 месяцев назад +1

    ଦୋଷ ନବୀନ ବାବୁ ବିଶ୍ଵ ବିଖ୍ୟାତ ମାନ୍ୟବର ଙ୍କର।

  • @kumari02-m3n
    @kumari02-m3n 6 месяцев назад +1

    ଜୟ ମା ଭଗବତୀ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @binodsatapathy2606
    @binodsatapathy2606 6 месяцев назад +2

    ଓଡ଼ିଶା ରସବୁ ମାଇପ ବି ତାର

  • @bltzkrgr
    @bltzkrgr 6 месяцев назад

    Sir pura thik ..

  • @kishoretripathy5479
    @kishoretripathy5479 6 месяцев назад +3

    Naveen sir, was prof Ganeshi Lal so bad a governor? Difficult to agree with you in this matter.

  • @manojkumarsaint7803
    @manojkumarsaint7803 6 месяцев назад +1

    Jay Shree Jagannath

  • @dibyaranjanjyotishray9052
    @dibyaranjanjyotishray9052 6 месяцев назад +1

    ଏ ମହାପାପୀ ମାନଙ୍କୁ ପ୍ରଭୁ ଜଗନ୍ନାଥ କେବେ ବି କ୍ଷମା ଦେବେନି

  • @SurendraKumar-gs3vd
    @SurendraKumar-gs3vd 6 месяцев назад

    Jai jagannath jai