Govt to begin ‘Swayam Yojana’; Each youth would be provided interest-free loan of Rs 1 lakh || KTV

Поделиться
HTML-код
  • Опубликовано: 4 фев 2025

Комментарии • 1,1 тыс.

  • @sidhantadalei541
    @sidhantadalei541 11 месяцев назад +270

    ଆରେ ଦେବ ଯଦି ନିଯୁକ୍ତି ଦିଅ ଆଉ ବାଳ ଯୋଜନା ବନ୍ଦ କର ଓଡ଼ିଶା ଯାକ ଲୋକ ସବୁ ଜାଣିସାରିଲେଣି

    • @crazyboy_ananta4273
      @crazyboy_ananta4273 11 месяцев назад +5

      Chakar hebara bahu ichha tora, paisa nei kichi neje karr aunije malika hei banje

    • @BantiJena415
      @BantiJena415 11 месяцев назад

      ​@@crazyboy_ananta4273 lakhe tanka re sabu olteipakeibu tu ketebele kna karichu na Khali dhaba badauchu😂😂

    • @satyabanrout2331
      @satyabanrout2331 11 месяцев назад +9

      100% ମୂର୍ଖ କଣ ବୁଝିବେ.. ତାମିଲି କୋଟି ପତି ହେଲାଣି

    • @dharmendradas9556
      @dharmendradas9556 11 месяцев назад +8

      ଭାଈ ପୁରା ଟିକ୍ କଥା କହିଲେ ତାଙ୍କ ପାଇଁ ଗୋଟେ like ହେଉ ❤

    • @Panda07-h8k
      @Panda07-h8k 11 месяцев назад

      1lakh Rey kichi habani​@@crazyboy_ananta4273

  • @abiramgamango-nv6hf
    @abiramgamango-nv6hf 11 месяцев назад +65

    ବର୍ଷା ଆସିଲେ ଛତା ଦରକାର ପଡ଼େ ଆଜ୍ଞା, ବର୍ଷା ନାହି ତ ଛତା ନାହି, ଜାଣିବା କଥା ଜନତା, ଜାଗୋ ଜନତା ଜାଗୋ

  • @jagannathswain6335
    @jagannathswain6335 11 месяцев назад +123

    ଆଗରୁ ସୋଇଥିଲ ଭୋଟ ନବାକୁ ଦଉଛ

  • @balaramraut485
    @balaramraut485 11 месяцев назад +31

    sir ଟଙ୍କା ଟା କିଏ ଦବ ଆଉ ସେଇଥି ପାଇଁ ଲାଞ୍ଚ ଲାଗିବନି ତ 😢😢

  • @avayakumarbarik2882
    @avayakumarbarik2882 11 месяцев назад +236

    କିଛି ମିଳିବନି ଖାଲି ଭୋଟ ପାଇଁ ଲୋକଙ୍କୁ ଭକୁଆ ବନେଇ ନିର୍ବାଚନ ଜିତିବା ଲକ୍ଷ।ଲକ୍ଷ୍ୟ ଟଙ୍କାରେ କିଛି ହେଇ ପାରିବନି।

    • @meherhendloom3088
      @meherhendloom3088 11 месяцев назад +8

      Jemiti Modi kahithile 1500000 prati aacaunt debi semiti

    • @starksuman
      @starksuman 11 месяцев назад

      ​@@meherhendloom3088phone karithile na MSG re kahithile😅😂

    • @Prasant_Kumar_Kishan
      @Prasant_Kumar_Kishan 11 месяцев назад +2

      Right 👍

    • @benudharanti5195
      @benudharanti5195 11 месяцев назад +2

      ନିଶ୍ଚୟ ମିଳିବ. ତୋ ଭିତରେ ଭୁତ ପଶି ଯାଇଛି...😂

    • @akashkumarbubu3815
      @akashkumarbubu3815 11 месяцев назад

      Right

  • @odiavlogmalaysia9001
    @odiavlogmalaysia9001 11 месяцев назад +63

    ଇଲେକ୍ସନ ପୂର୍ବ ରୁ ଦିଅ ନ୍ତୁ ନ ହେଲେ ଭୋଟ ମିଳିବନି 😂😂😂😂

  • @Shishir-z1i
    @Shishir-z1i 11 месяцев назад +32

    ଆରେ ଯଦି ଦେବାର ଅଛି ସମସ୍ତ ଙ୍କୁ ନିଯୁକ୍ତି ଦିଅ ଆପେ ଭୋଟ ମିଳିବ, ବେକାର ଯୋଜନା କରି କରି କିଛି ଲାଭ ନାହିଁ. ସକାଳ ହେଲେ ଲୋକେ କାମ ଖଣ୍ଡେ ପାଇଁ ବହୁତ ଖୋଜନ୍ତି ହେଲେ ସେ ଯୋଜନା ଏଠି ନାହିଁ.

  • @odication
    @odication 11 месяцев назад +47

    ପଇସା ଅଭାବରୁ ମୋର 100 + idea ମରିଗଲାଣି।
    Govt ଦବ ତ...?

    • @as123ooh
      @as123ooh 11 месяцев назад

      😂😂😂

  • @sibanibhajansandhya
    @sibanibhajansandhya 11 месяцев назад +176

    କେବଳ advertisement କିଛି ମିଳିବନି ମୋ ଘର କୁଆଡେ ଗଲାଣି ଭୋଟ ଆସୁଛି ତ

    • @SunilKumar-jd2oe
      @SunilKumar-jd2oe 11 месяцев назад +1

      କଣ କହିଲ ମୋ 🕺🕺🕺

    • @krutibratanayak5768
      @krutibratanayak5768 11 месяцев назад +4

      Right bhai

    • @basistakanhar6667
      @basistakanhar6667 11 месяцев назад +7

      ଆମ ଓଡ଼ିଆ ମାନଙ୍କର ଏୟା ଚିନ୍ତାଧାରା କିଛି ଗୋଟେ ଯୋଜନା କଲେ ବି ସବୁ ଭୋଟ ପାଇଁ କହୁଛ ୟା ମାନେ ଯୋଜନା କଲେ ବି ଅସୁବିଧା କି ?

    • @AbrahamNag-k2c
      @AbrahamNag-k2c 11 месяцев назад +2

      Vote pain vote sorile kichi milibo nai

    • @krutibratanayak5768
      @krutibratanayak5768 11 месяцев назад +5

      Bhai amara mati ghara a parjyanta tk pata ra problem achi boli ama ghara a parjyanta heiparuni mo ghara b apply karithili seta b reject

  • @jitulifestyle6856
    @jitulifestyle6856 11 месяцев назад +41

    ଭୋଟ ନ ହେବା ପୂର୍ବୁରୁ ଦେବତ।

  • @pintubehera1276
    @pintubehera1276 11 месяцев назад +27

    ଏହା କେମିତି apply କରି ହେବ deatails ଜଣାନ୍ତୁ

  • @prasantamaharana6161
    @prasantamaharana6161 11 месяцев назад

    ଏଲେକ୍ସନ ଆସିଲେ ସବୁ ବେକାର ଯୁକଯୁବତୀଙ୍କ କଥା , ବୃଦ୍ଧା ମା ବାପା କଥା ମାନେ ପଡ଼ିବ।
    ସରକାରୀ ଗାଦି ରେ ବସି ସରକାରୀ ପଇସା ରେ ଦଳୀୟ ପ୍ରଚାର କରାଯାଉଛି କଣ ଇଲେକ୍ସନ କମିଶନ ଅଧ୍ୟକ୍ଷଙ୍କ ଆଖି କୁ ଦେଖା ଯାଉନି ? ଆଉ ଆମ ଜନତା ତା ତ ଜୟ ଜୟ କରିବାରେ ବ୍ୟସ୍ତ।

  • @sagarabehera7162
    @sagarabehera7162 11 месяцев назад +22

    ଭାଇରେ a ସବୁ ଯୋଜନା ମିଳିବନି ରେ , election ରେ ଯେଉଁ ଖର୍ଚ୍ଚ ହେବା ,ସେ ସବୁ ଅମିତି (- --) fund ରୁ bill ହେଇ ଆସିବ , ଯାହା ଓଡ଼ିଶା ବାସୀଙ୍କୁ show କରା ହେବା ,କି ଆମେ ଅମିତି a ଯୋଜନା ଆଣି ଖର୍ଚ୍ଚ କରିଛୁ

  • @narendragond3963
    @narendragond3963 11 месяцев назад +13

    ପଇସା କେମିତି ପାଇବା ତାର process ଜଣାଇଲେ ଭଲ ହେଇଥାନ୍ତା

  • @sarasamajhi6525
    @sarasamajhi6525 11 месяцев назад +80

    ମୋ ଘର ଯୋଜନା ପରି ଏହି ଯୋଜନା ନାମକୁ ମାତ୍ର ନୁହଁ ତ

  • @santoshpradhan4520
    @santoshpradhan4520 11 месяцев назад +12

    ଓଡ଼ିଶା ସିଏଜି ରିପୋର୍ଟ ୨୦୨୨-୨୩ ଖର୍ଚ୍ଚ ହେଲାନି ୩୯,୫୯୬ କୋଟି, କିଛି ଯୋଜନା ଆଦୌ କାର୍ଯ୍ୟକାରୀ ହୋଇନାହିଁ।

  • @avpati2
    @avpati2 11 месяцев назад +7

    ରାଜ୍ୟ ସରକାର ବହୁତ୍ ଭଲ ଯୋଜନା ଆଣିଛନ୍ତି

  • @jitulifestyle6856
    @jitulifestyle6856 11 месяцев назад +10

    ଆଗରୁ କୋଉଠି ସୁଇଥିଲୋ ଆଜିକୁ ସବୁ ପିଲା ଉପରକୁ ଯାଇଛନ୍ତି।

  • @dillipjena5818
    @dillipjena5818 11 месяцев назад +7

    ବେକାରୀ ମାନଙ୍କୁ ୧୦,୦୦୦୦୦ଟଙ୍କା ବିନା ସୁଧରେ ଦିଆଯାଉ, ସେମାନେ ନିଜେ ଦୋକାନ ଖୋଲି ଗୁଜୁରାଣ ମେଣ୍ଟାଇ ପାରିବେ।

  • @ashokathegreat4292
    @ashokathegreat4292 11 месяцев назад +1

    କେନ୍ଦ୍ର ସରକାର ପରେ ହିଁ କାହିଁକି ରାଜ୍ୟ ସରକାର ବିନା ସୁଧ ଲକ୍ଷେ ଟଙ୍କା ଲୋନ dauchanti

  • @nksahoo4123
    @nksahoo4123 11 месяцев назад +5

    ଏହି ଯୋଜନା ଆଗରୁ କାହିଁକି ଆସୁନଥିଲା ? ଏବେ ଆସୁଛି ।

  • @fhirozdash7464
    @fhirozdash7464 11 месяцев назад +1

    BalramHarijan ❤❤❤❤❤❤❤❤❤❤❤❤❤

  • @rabindradalapati6893
    @rabindradalapati6893 11 месяцев назад +25

    ବାଳ ଯଜନ| ରାଜ୍ୟ ସରକାର କରୁଚି

  • @snvlog47.k24
    @snvlog47.k24 11 месяцев назад +1

    ପ୍ରଥମେ ଦିଆଯାଉ ତାପରେ ବିଶ୍ଵାସ କରିବୁ ଆଗରୁ ବି ଏମିତି କଥା ବହୁତ୍ ସୁଣିଚୁ କାମ କର

  • @prasantapattanaik862
    @prasantapattanaik862 11 месяцев назад +15

    ଵହୁତ୍ ଆଗରୁ କାହିଁକି ଦେଲେ ନାହିଁ? ନିର୍ବାଚନ ପୂର୍ବରୁ ଦେବେ କି? ଯଦି ନାହିଁ ତେବେ ଏହା ଲଲିପପ୍ ନ ଦେଇ କେବଳ ଦୂରରୁ କେବଳ ଦେଖେଇବା କଥା।

  • @namanbadaset
    @namanbadaset 11 месяцев назад +1

    God bless you sir all of you very nice

  • @suchismitabarik254
    @suchismitabarik254 11 месяцев назад +68

    Thank you our honourable cm
    Nabin Pattnaik 🙏

    • @TheNayak100
      @TheNayak100 11 месяцев назад +4

      Madam cm para vkp.

    • @sandipsahoo862
      @sandipsahoo862 11 месяцев назад +3

      1st milu ta tapare jaeiki tq u kahiba emane kuhanti gute karanti au gute

    • @hariharmuni
      @hariharmuni 11 месяцев назад +4

      ଏଥର ମୁଣ୍ଡ ପିଛା ଋଣ କେତେ ବଢିବ?

    • @sulekhpradhan4688
      @sulekhpradhan4688 11 месяцев назад

      Kemiti apply kariba madam

    • @jsworld2075
      @jsworld2075 11 месяцев назад +2

      Navin khali jojona koribe election Purbo ru vote pain Au emiti Loko mane Tanku Sethi pain thank you joneibe kebe Gna ku jao Au goribo Loko nko obosta Dekho Aji jaen Amo Gna re rasta nahi pani nahi Gna Loko choliba pain kamo nahi sobu kamo pain odisha chaduchonti Jodi develop chanhucho to first Navin ku hotao 🙏🙏🙏

  • @ganeshcreation3290
    @ganeshcreation3290 11 месяцев назад

    ଡିଜେଡି ହଟେଇ ବେ ଓଡିଶା ବାସି 👍👍👍

  • @SnehaSony-ww2ms
    @SnehaSony-ww2ms 11 месяцев назад +12

    House wife pain kichhi yojana nahi ta...ame au vote dabuni😏😙😗😚

    • @short_viral24
      @short_viral24 11 месяцев назад

      Tamku mue jojana te demi go

  • @ChhabilaMunda
    @ChhabilaMunda 11 месяцев назад +1

    Good Morning 🎉❤🌤
    Jay Jagarnath 🙏
    जय श्री राम 🙏🚩🚩🚩
    କେମିତି କଲେ ମିଳିବ ଏକ ଲକ୍ଷ ଟଙ୍କା, ମୁ ଇଛା ପ୍ରକାଶ କରୁଛି ।

  • @deepakdora4989
    @deepakdora4989 11 месяцев назад +11

    Au OBC kon କରିବ

  • @JituDas-ou9nu
    @JituDas-ou9nu 11 месяцев назад

    କେଜାଣି ଏ କଥା ଶତକୀ ମିଛ ଜଗନ୍ନାଥ ଜାଣତୀ.🤗

  • @djdhanu5763
    @djdhanu5763 11 месяцев назад +12

    Ahi yojana ro kaunasi faida nahi. Bank loan deba nahi.

  • @SR_Santali_Creation
    @SR_Santali_Creation 11 месяцев назад +1

    2 ଲକ୍ଷ ହେଲେ ଭଲ ହେଇ ଥାନ୍ତା ଆଜି କାଲି 1 ଲକ୍ଷ୍ୟ ରେ କିଛି ହେଇ ପାରିବନି 😢

  • @aaishakishan4102
    @aaishakishan4102 11 месяцев назад +10

    Agricultural loans chhad kara

  • @chaitanyachaitanya8103
    @chaitanyachaitanya8103 11 месяцев назад

    ଆମେତ ଭୂମି ହିନ ଆମକୁ କଣ ମିଳିବ ହରେ କୃଷ୍ଣ ପ୍ରଭୁ

  • @yourself57885
    @yourself57885 11 месяцев назад +45

    Being a student of UG 3rd year commerce I had decided to "leave study and also try to suicide by itself" because of financial problems and when I heard about this scheme, I felt a distinct joy. Thank you so much odisha government ❤❤❤

    • @dineshkarofficial
      @dineshkarofficial 11 месяцев назад +14

      Paid comment 😂

    • @TodaysUpdateOdia
      @TodaysUpdateOdia 11 месяцев назад

      😂 o ...bhai....ki rule

    • @soubhagyaranjan1502
      @soubhagyaranjan1502 11 месяцев назад +2

      Study loan laughing in corner 🤣 bro got 500 for this comment

    • @suryakantdash3188
      @suryakantdash3188 11 месяцев назад +1

      You will be happy when you get that loan

    • @madanhota8393
      @madanhota8393 11 месяцев назад +2

      Bhai bhala marketing karucha..😂😂😂

  • @Rssurajsahu3292
    @Rssurajsahu3292 11 месяцев назад +1

    Wow nabin patnayak jindabad

  • @urbashisingh2015
    @urbashisingh2015 11 месяцев назад +3

    କେବେ aaply karibu

  • @bijayamalik2917
    @bijayamalik2917 11 месяцев назад +2

    ଧନ୍ୟବାଦ ଭଲ news

  • @prakashmallick5107
    @prakashmallick5107 11 месяцев назад +6

    Agaru kouthi thila Election asila sabu idea baharila.

  • @purnachandrabiswal1159
    @purnachandrabiswal1159 11 месяцев назад +1

    Job ନାହିଁ. ଖାଲି ଟଙ୍କା ଦିଅ ଭୋଟ ନିଅ.

  • @harekrushnapujari.7337
    @harekrushnapujari.7337 11 месяцев назад +8

    ଯଦି ନବୀନ ମରିଯିବ ତା ପରେ 😅😅😅😅

  • @SushantMalik-nh1sr
    @SushantMalik-nh1sr 10 месяцев назад +1

    ଭୁନୀ ଗିୟା ତଳେ ବି ଦେଇଚ

  • @shuvamparida
    @shuvamparida 11 месяцев назад +5

    Au obc general kn karibe

  • @dibakarpradhan8931
    @dibakarpradhan8931 11 месяцев назад

    ଇଲେକ୍ସନ ପାଖେଇ ଆସିଲେ ଏଇ ଯୋଜନା ଆସୁଛି ଆଗରେ କୁଆଡେ ଥିଲା ପଇସା ଦେଇକି ଭଟ ନେବା ଯୋଜନା

  • @SR_Santali_Creation
    @SR_Santali_Creation 11 месяцев назад +4

    ବହୁତ ଭଲ ❤

  • @surathsahoontpc8890
    @surathsahoontpc8890 11 месяцев назад

    ସୁନ୍ଦର ପଦକ୍ଷେପ 👌👌

  • @S.Krushnaprasad
    @S.Krushnaprasad 11 месяцев назад +8

    Mo ghara loan ta kete applied loka nku mililani?😂

  • @JugeswarPodha-f9t
    @JugeswarPodha-f9t 11 месяцев назад

    Thank you manyabar nabin patnayak sir

  • @prasantapradhan9595
    @prasantapradhan9595 11 месяцев назад +4

    Good

  • @santoshminyaka137
    @santoshminyaka137 10 месяцев назад

    ସବୁ ରାଜନୀତି ମାନେ କିଛି ସତ କହିବେ ନାହିଁ ସବୁ ମିଛ କଥା କହିଦେଉଛନ୍ତି କୁହନ୍ତୁ ଆପଣଙ୍କୁ କିଭଳି ଭାବରେ ଗ୍ରହଣ କରି ବୁ

  • @djdhanu5763
    @djdhanu5763 11 месяцев назад +9

    Election asile sabu yojana padaku asithai.

  • @beherayoutuber7398
    @beherayoutuber7398 11 месяцев назад +1

    କଥାରେ କହିଦେବ ସରକାର,କୌଣସି ବ୍ୟାଙ୍କ ଦବନାହିଁ

  • @avpati2
    @avpati2 11 месяцев назад +5

    କେନ୍ଦ୍ର ସରକାରଙ୍କୁ ଓଡ଼ିଶା ରାଜ୍ୟ ସରକାର ଠାରୁ ଶିଖିବା କଥା

  • @pabitra_mkisan105
    @pabitra_mkisan105 11 месяцев назад

    Very good Naveen Patnaik ji🎉

  • @routsasmita2913
    @routsasmita2913 11 месяцев назад +6

    I am eagerly waiting for such an opportunity

  • @anil_v18
    @anil_v18 11 месяцев назад +2

    ମୁଁ ପ୍ରଥମେ iPhone 15 କିନିବି
    ନବୀନ ପଟ୍ଟନାୟକଙ୍କ ମୋ wish ପୁରା କରିଦେଲେ 😂

  • @mindfresh1227
    @mindfresh1227 11 месяцев назад +3

    Mo ghara jajona e parjyanta kahaku loan mili nahi ..khali jojana...jajona kichi miliba nahi ..lokoku vakua bana houchi

  • @bilasinipradhan4997
    @bilasinipradhan4997 11 месяцев назад

    ଏକ ଲକ୍ଷ ଟଙ୍କା ଦେଲେ କଣ ହେବ ଆମ ଓଡିଶା ବାସୀଙ୍କୁ ଚାକିରୀ ଦରକାର ଅଠର ବର୍ଷ ରୁ ପତ୍ରିଶ ବର୍ଷ ଭିତରେ ଆମେ ପାଠ ପଡୁଥିବୁ ଏକ ଲକ୍ଷ ଟଙ୍କା ସୁଜିବୁ କେମିତି ମୁଖ୍ୟ ମନ୍ତ୍ରୀ ଆସି ଗାଁ ଗହଳି ବୋଲି ଯାଆନ୍ତୁ ଯେ ଲୋକ ମାନେ କେତେ ଗରିବ ରେ ଅଛନ୍ତି ଖାଇବା ପାଇଁ ପାଉନାହାନ୍ତି ଭୁବନେଶ୍ୱର ରେ ଥାଇ କହିଲେ ହେବ ନାହିଁ ଏକ ଲକ୍ଷ ମାଗଣା ଦେବି କହିବେ ନାହିଁ ସରକାର ବେକାର ସରକାର

  • @IndraniMishra-q9e
    @IndraniMishra-q9e 11 месяцев назад +3

    Thank you our honourable chief minister Mr nabin Pattnaik ❤🙏

  • @Userkapileswardhamkatana
    @Userkapileswardhamkatana 11 месяцев назад

    ଯେଉଁ ମାଗିଆ ବୁଝି ସୁଝି ପାରୁନଥିବ ଏହାକୁ ଦେଖୁଥିବ

  • @sanapalalakshmipathi
    @sanapalalakshmipathi 11 месяцев назад +6

    *So the government will pay an interest of 57,000 rupees to the bank if the interest on education loan is 12%, without considering processing fees and insurance charges on loan, instead they can pay 40,000 directly to those who are studying as fees reimbursement*

  • @mihirsuna6072
    @mihirsuna6072 11 месяцев назад

    Vote for BJP👍👍

  • @deepakdora4989
    @deepakdora4989 11 месяцев назад +4

    ବାଳ ନା

  • @susantkumarsahoo7226
    @susantkumarsahoo7226 11 месяцев назад +2

    Election ପୂର୍ବରୁ jaldi dia ନହେଲେ ଭୋଟ ମିଳିବନି...

  • @GANGADHARBADANAYAK
    @GANGADHARBADANAYAK 11 месяцев назад +7

    Micha sabu

  • @MRBHAGIRATHISWAIN-vb3sq
    @MRBHAGIRATHISWAIN-vb3sq 11 месяцев назад

    ବହୁତ ଭଲ ଲାଗିଲା

  • @Odiamusic21
    @Odiamusic21 11 месяцев назад

    ଭାଇମାନେ ସବୁ ମିଛ କଥା କହୁଛନ୍ତି , ଇଏ ମୋ ଘର ଯୋଜନା ଭୋଲି 😂😂😂😆😆😁😁

  • @Rssurajsahu3292
    @Rssurajsahu3292 11 месяцев назад +1

    Yes sir🎉🎉🎉🎉

  • @ranjeetdhaimati3233
    @ranjeetdhaimati3233 11 месяцев назад

    କେଉଁ ମାନଙ୍କୁ ଦେବେ ପ୍ରଥମେ କୁହନ୍ତୁ ନବୀନ ବାବୁ

  • @SaiKumar-w6j
    @SaiKumar-w6j 11 месяцев назад

    ସରକାର ଲୋନ ଦେଉଛି ଆଗ ଗରିବ ଲୋକ କୁ ମାରିବା ପାଇଁ

  • @IndianLocalPoints
    @IndianLocalPoints 11 месяцев назад

    ଭାଇ ଓ ମୋର ଭଉଣୀ ମାନେ, ମା ଆଉ ମୋର ମାଉସୀ ମାନେ ସଜାଗ ହେଇ ଯାଅ, ଏହା କେବଳ Election ପାଇଁ ପ୍ରଲୋଭନ ଦେଖାଉ ଛନ୍ତି, ଯଦି ତମେ ମାନେ ଏମାନଙ୍କ ପ୍ରଲୋଭନ ରେ ପଡ଼ିଗଲ, ସେମାନେ ପୁନର୍ବାର ରାଜୁତି କରିବେ, ତା ପରେ ତମେ ମାନେ 5 ବର୍ଷ ଭକୁଆ ହେଇ ଅନେଇବ କିଛି ନଥିବ, ଓଡିଶା ର ସବୁ ଥାଇ ଲୋକ ମାନେ ବେ ରୋଜଗାର ରେ ବୁଲୁଛନ୍ତି, କେବଳ ଏମାନଙ୍କ ପାଇଁ, ଏକଛତ୍ରବାଦ ଶାସନ ଚାଲି ଲାଣି, ଜା ଗୋ ଓଡିଶା ଜାଗୋ

  • @ChandanNaik-fi7qw
    @ChandanNaik-fi7qw 11 месяцев назад

    କେବେଠୁ ଲାଗୁ ହେବ ଲୋନ ଆରମ୍ଭ

  • @subhadarshinidas6178
    @subhadarshinidas6178 11 месяцев назад +1

    Nabeen Babu paruchanti jadi aeita ghosana karantu...... Election pain 2 phase exam daba ku haba ..gote preliminary jauthire written test rahiba ... next mains jauthire loka mane selection karibe ...but one condition exam before 1 month notification bahara karibe ...Dekhiba khali chakiri pain ame ajogya na ama odisha ra balista neta mane 🤣🤣🤣

  • @DontMindDost
    @DontMindDost 11 месяцев назад +1

    Very nice..... This is call to Govt...😮😮😮

  • @brundabansingh9319
    @brundabansingh9319 11 месяцев назад +1

    ସାର ...ମାଡାମ କେବେ ଠାରୁ ଦିଆଯିବ କାହା ସହ ଜଗା ଜଗ କରିବାକୁ ପଡିବ

  • @smartcollection..3098
    @smartcollection..3098 11 месяцев назад +1

    ଆଗରୁ କୋଉଠି ଥିଲେ ଇଲେକ୍ସନ ପହେଇ ଆସିଲା ସବୁ ଯୋଜନା ହବ 🤣🤣🤣

  • @bibekanandaparida6279
    @bibekanandaparida6279 11 месяцев назад

    ନା ଏସବୁ ଭୋଟ ପାଇଁ ସବୁ ମିଛ ଗରିବ ଲୋକମାନଙ୍କୁ ଘର ନାହିଁ ଆଉ କହିଲେ।

  • @user-jv9rz9rv9n
    @user-jv9rz9rv9n 11 месяцев назад

    ହଁ ଏୟା କର ସମସ୍ତଙ୍କୁ ଅପାହିଜ଼ କରିଦିଅ . ଯଦି ପାରୁଛ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ରୋଜଗାର ଦେବା ନିମନ୍ତେ କିଛି ଭଲ ଯୋଜନା ବାହାର କରିବା ଉଚିତ. ନବୀନ ସରକାର ଆମ ପିଲାମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଖରାପ କରିସାରିଲେଣି ଯଦି ଆମ୍ଭେମାନେ ସଚେତନ ନହେବା ଆଗକୁ ଆମ ପିଲାମାନେ ଆଉ ମଣିଷ ହେଈ ରହିବେ ନାହିଁ.

  • @narendramallick5949
    @narendramallick5949 11 месяцев назад

    Thank you nabini pattaiyani

  • @pratapalbumlife7153
    @pratapalbumlife7153 11 месяцев назад

    Thankyou rajib sir

  • @SanuNath-2000
    @SanuNath-2000 11 месяцев назад

    ❤no1 scheem.

  • @Rajesh14375
    @Rajesh14375 11 месяцев назад

    ବିଜେଡି ସରକାର ଇ ଯାହା କହିଛି ଯାହାବି ଯୋଜନା କରିଛି ମିଳିଛି. ବିଜେପି ଚର ସରକାରନୁହେଁ ଯେ ଯାହାକହିବ କରିବନି ଖାଲି କାଜିବ ଭାଇ ଏକବାର ପାଞ୍ଚ ସଲ ମୁଝେ ଭରଷା କର ମେନ ସବକାର୍ଦୁଙ୍ଗା. ମନ୍ଦିର ନାମରେ ଭୋଟ ମାଗୁଛି ଚାଷୀ ପାଁଇ କିଛି ନାହିଁ. ଗରିବଳକାମନାକ ପାଁଇ କିଛି ନାହିଁ ସବୁଠି gst ଲଗାଉଛି ତମାଇକିନାକୁ ଛାଡି ଦେଇଛି ତମାଇକିନାକୁ ଆଉକିଏପେଲୁଛି 😂😂ଇ ବିଜେପି ମୋଦି ତକୁ ଜଉମାନେ ଶିଖିତର ମୃଖ ହଇଯାଉଛନ୍ତି ସେଇମାନେ ଭୋଟ ଦେବେ କିନ୍ତୁ ଜିତିବ bjd

  • @lalit98193
    @lalit98193 11 месяцев назад

    G ମାରୁଚି Naveen କେହି ଜାଣି ପାରୁନାହାନ୍ତି

  • @SabitaRani-ef7ow
    @SabitaRani-ef7ow 11 месяцев назад

    ଥରେ ଭୋଟ ଇଲେକ୍ସନ ସରିଲା ପରେ ଆଉ ଏ ସବୁ ମନେ ଥିବନି

  • @Shibamarkam
    @Shibamarkam 11 месяцев назад

    Bahut bahut dhanyawad sir aama bhali lokank ku kete kamare aasiba

  • @ramakantarout2211
    @ramakantarout2211 11 месяцев назад +1

    ଋଣ ନା ବାଳ ମିଳିବ

  • @Rajk353
    @Rajk353 11 месяцев назад

    ଏକ ଲକ୍ଷ୍ଯ ମୀଲିଲା ଭୋଟ ଵି ମିଲି ଜୀବ ଜେ ନଵିନ ବାବୁ

  • @AnnoyedNeuron-uj5zs
    @AnnoyedNeuron-uj5zs 11 месяцев назад +1

    Jay jaganntha

  • @gourisankarpadhy1972
    @gourisankarpadhy1972 11 месяцев назад

    ଇଲେକ୍ସନ ପରେ ଲକ୍ଷେ ଟଙ୍କାରେ ସ୍ୱାବଲମ୍ବୀ ହେବା ପାଇଁ ମାନ୍ୟବର ନିଜେ demo ଦେଲା ଭଳି ଜଣାପଡୁଛି ...

  • @SantunuDehuri-xw8wb
    @SantunuDehuri-xw8wb 11 месяцев назад

    ଲୋକ ପାଇଲେ ଯାଇ ଏହା ଶତ
    ନହେଲେ ଯଜନରେ ହିଁ ରହିବ
    ସବୁ ଜାଲି ହେଉଛି

  • @prasantakumarpadhan7981
    @prasantakumarpadhan7981 11 месяцев назад +1

    Very Good Step.. thank sir

  • @saratkumar7096
    @saratkumar7096 11 месяцев назад

    ସବୁ ମିଛ
    ଧନୀ ଯୁବକ କୁ ମିଳିବ ,

  • @tourwithanur5107
    @tourwithanur5107 11 месяцев назад +1

    # 2024 BJD HATAO ODISHA BANCHAO

  • @DeepakMunda-y2e
    @DeepakMunda-y2e 11 месяцев назад

    ଭାଇ ନିର୍ବାଚନ ସମୟରେ ଆମ କଥା ମନେ ପଡ଼ିଲା 😂😂😂😂😢😢😢

  • @prsanjitdas2062
    @prsanjitdas2062 11 месяцев назад +1

    ଯେତେ ଯୋଜନା କଲେ ବି ଭୋଟ ନାହିଁ

  • @KITCHENKACOOK
    @KITCHENKACOOK 11 месяцев назад

    ମୋ ଘର ଯୋଜନା କଲ ଦୁନିଆ document ମାଗୁଛନ୍ତି ସବୁ full ଫିଲ୍ଲ କଲେ bi ବ୍ୟାଙ୍କ ରେ ପେଣ୍ଡିଙ୍ଗ haiki ପଡିଛି ପୁଣି ଏ ଗୋଟେ ଯୋଜନା କିଛି ମିଳିବନି ଖାଲି ଇଲେକ୍ସନ ପାଇଁ ନାଟକ

  • @biranchi2229
    @biranchi2229 11 месяцев назад

    କଂଗ୍ରେସ ଯେମିତି ତେଲେଙ୍ଗାନା ରେ ଲେଡିସ ପାଇଁ ବସ ଫ୍ରି କଲା ପୁଅଙ୍କ ପାଇଁ 10 ଜାଗାରେ 15 ଟଙ୍କା ନଉଛି ଭାଇ ଏଇପଟେ ଦେବେ ଅଲଗା ନେବେ ଲୁଟି

  • @tulupradhan2359
    @tulupradhan2359 11 месяцев назад

    ତମ ସୂୟଂ ଯୋଜନା ତମେ ହିଁ ରଖ