Vastu bichara re overhead pani tanki ||ପାଣି ଟାଙ୍କି||bastu bichara in odia

Поделиться
HTML-код
  • Опубликовано: 30 сен 2024
  • Vastu bichara re overhead pani tanki ||ପାଣି ଟାଙ୍କି||bastu bichara in odia @gurukrupayoutubechannel
    #vastutipsforhome
    #panitanki
    #thakuraghara
    #vastusastraodia
    #vastutips
    #bastubichara
    #odiavastutips
    #mahimavastuseva
    #apartimaharana
    Join this channel to get access to perks:
    / @mahimavastuseva

Комментарии • 23

  • @jayantiswain1732
    @jayantiswain1732 2 месяца назад +1

    ଅପରତି ବାବା କେବଳ ଅସୁବିଧା କଥା ଗୁଡା଼ ଜାଣନ୍ତି। କଣ ଜାଣନ୍ତି ନାହିଁ। ଏହିଥିରୁ ଜଣା ପଡୁଛି ତାଙ୍କର ବାସ୍ତୁ ଜ୍ଞାନ। ଘରର ଛାତ ଉପରେ ସବୁଆଡ଼େ ଓ ସବୁ ଦିଗରେ ପାଣିଟାଙ୍କି ରଖିବା ଯଦି ଠିକ ନୁହେଁ ତେବେ କଣ ଗଛ ଉପରେ ରଖାଯିବ?

    • @mahimavastuseva
      @mahimavastuseva  2 месяца назад

      ଭଲ ଭାବରେ ନ ଶୁଣିଲେ ଆପଣ କଣ ଜାଣିବେ ପାଣି ଟା ଙ୍କି ଛାତ ଉପରେ ରହିବ ବାସ୍ତୁ ଶାସ୍ତ୍ର ଏକା ମୁ ଜାଣିନାହିଁ ଏହା ଏକ ଶାସ୍ତ୍ର ଏଥିରେ ଅଲଗା କିଛି ଲେଖା ନ ଥାଏ।ମୋର ବିଶ୍ବାସ ମୂଳରୁ ଶେଷ ଶୁଣନ୍ତୁ ଓ ଏହି ଅନୁଯାୟୀ ପାଣି tanki ରଖନ୍ତୁ ମଙ୍ଗଳ ହେବ

  • @sidhisplanet5921
    @sidhisplanet5921 4 месяца назад +2

    taha hele kou digare kariba tanki
    sabu digare ta problem kahuchanti

    • @mahimavastuseva
      @mahimavastuseva  4 месяца назад

      ଶେଷ ପର୍ଯ୍ୟନ୍ତ ଶୁଣି ନାହାନ୍ତି ।
      ପଶ୍ଚିମ ଦିଗରେ ଉପର ଟାଙ୍କି
      ଐଶାନ୍ୟ କୋଣର ଉତ୍ତର ପାଖକୁ ତଳ ଟାଙ୍କି

    • @b.kishoresahoo6343
      @b.kishoresahoo6343 3 месяца назад

      🙏କୋଉ ଦିଗରେ କରିବା

  • @AminKhatua
    @AminKhatua 5 месяцев назад +1

    Faltu vasan

  • @apartimoharana2763
    @apartimoharana2763 5 месяцев назад +2

    ମହିମା ଅଲେଖ ଶରଣ 🙏🙏🙏

  • @santoshnayak1040
    @santoshnayak1040 День назад +1

    Au kouthi tanki thoibi sir bhabuchi Ghar chhatare au tanki rakhibini ama padosi ghare nei thoi debi

    • @mahimavastuseva
      @mahimavastuseva  День назад

      ଶେଷ ପର୍ଯ୍ୟନ୍ତ ଶୁଣି ନାହାନ୍ତି

  • @santoshnayak1040
    @santoshnayak1040 День назад +1

    Padosi jadi mana karanti apana nka pakhare nei thoi debi

    • @mahimavastuseva
      @mahimavastuseva  День назад

      ଆପଣଙ୍କ ର ଭୂମି ଆପଣଙ୍କ ପୃଥିବୀ. ଆପଣ ପଶ୍ଚିମ ଦିଗରେ ରଖିବେ.

  • @kunupanda768
    @kunupanda768 Месяц назад +1

    🙏🙏ଅଲେଖ ମହିମା ଶରଣ🙏🙏

    • @mahimavastuseva
      @mahimavastuseva  Месяц назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @nalinikanatmalik3004
    @nalinikanatmalik3004 5 месяцев назад +1

    ମହିମା ଅଲେଖ ଶରଣ ବାବା 🙏🙏🙏🙏❤️❤️❤️❤️🌹🌹

  • @sandipaninanda7188
    @sandipaninanda7188 3 месяца назад +1

    Sir nairuta kona re pani tanki haba na nahi?

    • @mahimavastuseva
      @mahimavastuseva  3 месяца назад

      ହୋଇ ପାରିବ କିନ୍ତୁ ପଶ୍ଚିମ ପାଖକୁ

    • @sandipaninanda7188
      @sandipaninanda7188 3 месяца назад +1

      @@mahimavastuseva dhanyavaad sir. Sir jota stand ghara ra kouthi rahiba ebam ghara ra kothari sankhya kete haba uchit?

    • @mahimavastuseva
      @mahimavastuseva  3 месяца назад

      ଆପଣ ଦେଖୁଥାନ୍ତୁ ପରେ ଦିଆଯିବ

  • @SUNYABIHARICHANDANDAS
    @SUNYABIHARICHANDANDAS 5 месяцев назад +1

    ମହିମା ଅଲେଖ

  • @debikamishra9032
    @debikamishra9032 4 месяца назад +1

    Koudigare kale thik heba jananatu