Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ମଦ ଦୋକାନ ଗୁଡିକର ବାସ୍ତୁ କିଏ ଦେଖିଥିଲା ଯେ ଯେଉଁ ଜାଗାରେ କଲେ ବି ଯୁଆଡେ ମୁହଁ କଲେ ବି ବେପାର ବଢିଆ ହୁଏ। ତେଣୁ ଘର ସିଡ଼ି,ରୋଷେଇ ଘର କାହାର ମଙ୍ଗଳ ଅମଙ୍ଗଳ କରେ ନାହିଁ। ସେ ସବୁ ଜଡ ପଦାର୍ଥ ଅଟନ୍ତି।ପ୍ରାୟ ସବୁ ଘରେ କଳି ଝଗଡା ହୁଏ,ବାତ ପିତ ଇତ୍ୟାଦି ରୋଗ ହୁଏ, ଧନ ଅଭାବ ଲାଗିରହେ। ଏହାର ଅର୍ଥ ଏଇଆ ନୁହେଁ ଯେ ଘରର ସିଡ଼ି,ଘରର ମୁହଁ ଏମାନେ ମିଶିକି ଚୋର କୁ କହି ଦିଅନ୍ତି ଯେ ଆ ତୁ ଚୋରୀ କରିବୁ, ରୋଗ କୁ କୁହନ୍ତି ଆସେ ଏ ଘର ଲୋକ ମାନଙ୍କୁ ଧରିବୁ।ଏସବୁ ଭଣ୍ଡାମି ସୋ ନକରି କିଛି ଧର୍ମ ଉପଦେଶ ଦେଲେ ଭଲ ହୁଅନ୍ତୁ।
ଏମାନେ ପରର ତୃଟିପୂର୍ଣ୍ଣ ଵାଟ ଦେଖାଇ ଟଙ୍କା ରୋଜଗାର କରିଥାନ୍ତି।
ମିଛ କଥା କହି ଲୋକଙ୍କୁ ଭ୍ରଣକାହାଣୀ ରେ ଭୟ ଭିତ କରୁଛନ୍ତି ଓ income କରୁଛନ୍ତି
ଆଜିକାଲି ପ୍ରାୟ ଲୋକଙ୍କର ଆଣ୍ଠୁ ଗଣ୍ଠି ରୋଗ ତୁ ତୁ ମେ ମେ ସବୁ ଘରେ ଯିଏ କୋଠା କରୁଛି ସେ ଭୋଗୁଛି ଯିଏ ମାଟି ଘର କରିଛି ସେ ବି କିଏ ଏମିତି ଅଛି ଦୁଃଖ ରେ ନାହିଁ ନା ସୁଖରେ ନାହିଁ ସୁଖ ପରେ ଦୁଃଖ ଲାଗିଛି ଏ ସଂସାରେ ଏ ସବୁ ଠିକ କରିଦେଲେ ମଣିଷ ର ରୋଗ , ଦୁଃଖ ଦୂର ହୋଇଯିବ ସବୁଦିନ
ବିଲକୁଲ ଏକାମ ଛାଡିଦିଅ, ଏ ସବୁ ଦଲାରୀ କାମ, ଚନ୍ଦ୍ର କୁ ଲୋକେ ଗଲେଣି ତମେ ଏ ଦଲାରୀ କରି ପେଟ ପୋଷିବା ବନ୍ଦ କରି ଠିକ ବାଟରେ ଚାଲନ୍ତୁ.
ଯାହା ହଉ ଏ ବି ଗୋଟେ ଭଲ ବିଜନେସ ବହୁତ ଭଲ,।,,, ସର୍ବଦା ମନେରଖିବା ଦରକାର ଈଶ୍ୱର ହଉଛନ୍ତି ଏକ🙏
ବହୁତ୍ ବଢିଆ ଲାଗିଲା ❤❤❤
ନିଜେ ଭ୍ରମରେ ରୁହନ୍ତୁ ନାହିଁ କି ଜନସାଧାରଣଙ୍କୁ ଭ୍ରମରେ ପକାନ୍ତୁ ନାହିଁ। ଯେଉଁ କଥାରେ ମଣିଷର ଦୁଃଖ ଦୂର ହେବ ସେଇ କଥାହିଁ ପ୍ରଚାର କରନ୍ତୁ ।🙏🙏🙏
Sir, Thanks for ur valuable suggestions regarding Thakur ghar and Bhakti bhaba.
ଏମିତି କୋଉଠି ଗୋଟେ ଜାଗା ପୃଥିବୀରେ ଅଛି, ଯାହାର ମୋଡ ନଥିବ, ଅଶୁଭ ନଥିବ କି କାହା ଘରେ ଜନ୍ମ ମୃତ୍ୟୁ ହୋଇ ନଥିବ କି କାହା ଘରେ ଦୁଃଖ ନଥିବ । ଯେତେ ସମସ୍ୟା ଅଛି, ଟଙ୍କା ୧୦୦୦ ଦେଲେ ଗ୍ରହ ମୋଡ ବଦଳେଇ ଦେଇ ସଙ୍ଗାତ ହେଇଯିବ । ସବୁ ବେପାର 😂😂😂
ବହୁତ୍ ସୁନ୍ଦର ଉପସ୍ଥାପନା ଏଥିରୁ ବହୁତ୍ କିଛି ସିଖିବାକୁ ମିଳିଲା।ଜୟ ଜଗନ୍ନାଥ।
ଅତି ସୁନ୍ଦର ଭିଡିଓ
ଜୟ ଶ୍ରୀ ମା ଲକ୍ଷ୍ମୀନାରାୟଣ 🌹🌼🕉️🙏🙏🙏🕉️🪔🪔🪔🚩🚩🚩
ନମସ୍କାର ଆଜ୍ଞା, ସିଡ଼ି ଘର ତିଆରି ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଏମିତି ଭିଡିଓ ଦେଖିଲେ ଆପଣଙ୍କୁ ସବୁବେଳେ ମନରେ କେମିତି ଜମା ଠିକ୍ ଲାଗିବନି। କାଳେ ଏଇୟା କରିଛି.. ଅଶୁଭ ହେଲା କି ସେଇଟା କରିଛି.. କଣ ହେବ କି?ଏମିତି ସବୁବେଳେ ମନ ଘାଣ୍ଟି ହେଉଥାଏ।
ଅତି ସୁନ୍ଦର ବହୁତ କିଛି ଶିଖିବାକୁ ମିଳିଲା
Supura sir❤❤❤❤❤❤❤
Supura
ମୁଁ ଭିଡିଓ ଦେଖିନି କିନ୍ତୁ କଣ ୟେ ସବୁ ମଣିଷ ପଛକୁ ପଛକୁ ଚାଲିବାକୁ ଚେଷ୍ଟା କରୁଛି....ଭୟ ଅତ୍ୟନ୍ତ ମାରାତ୍ମକ
Right sir
Educate yourself with basic vastu knowledge.u will understand.
ବତ୍ତର୍ମାନ 10ଲକ୍ଷ ଟକାଂ ଖର୍ଚ ର ବ୍ୟବସ୍ଥା । completely psychologically emotionally blackmailing.
Apana Vastu janantu then kuhantu
Apanka kahiba saili bhaut bhaut bhaut bhaut sundar 👌👌👌🏼👌
Very good
ବହୁତ ସୁନ୍ଦର ପରାମର୍ଶ
Bahut bhala bastubid sir apanku koti pranam
ସାରେଆଫଣଙ୍କଠିକଣାଟିକେଦିଅନ୍ତୁ🙏 2:06
ଅଶୋକା ନା ଅଶୋକ 😱ବହୁତ ସୁନ୍ଦର
ଏଇ ସବୁ ବେକାର କଥା। ଯେତିକି ବାସ୍ତୁ ଦେଖିବ, ସେତିକି ପ୍ରକାର ମତ ଶୁଣିବ ଆଉ ସେତିକି ନିଜ ମନ ଖରାପ ହେଇ ଚାଲିଥିବ।
ଅତି ସୁନ୍ଦର... ଧନ୍ୟବାଦ 🙏🏻
Q
🙏🌹ସାର ଆପଣଙ୍କ ସହ କଥା ହେବାର ଅଛି ଆପଣଙ୍କ ଫୋନ ନମ୍ବର ଦରକାର କା ର 🙏
ଆପଣକୁ ଭି ଧନ୍ଯବାଦ୍ ସର
💯💯✔️ଆପଣ ଆମ ଅଞ୍ଚଳ ର ଜଣେ ଉଦୀୟମାନ ଓ ଉଦାହରଣ ମଧ୍ୟ, ଜୟ ବାଲୁଙ୍କେଶ୍ୱର, ଜୟ ଜଗନ୍ନାଥ, ଜୟ ଗୋପାଳଜୀ
Koutha tankara ghara ki
Kete tanka nianti
Jay Jagannath...... Jay 🏠 Shanti.....
Nice Sir 🙏🙏nice presetationBahut katha jani baku miluchhiSo thanks a lot 🌹🌹🌹🌹
ପ୍ରଣାମ 🙏 Sir
ଅତି ସୁନ୍ଦର ଦେଵୀ ଵାଵୁ । ହୃଦୟସ୍ପର୍ଶୀ ଉପସ୍ଥାପନା । ଆକର୍ଷଣୀୟ କାର୍ଯ୍ୟକ୍ରମ । ଅଶେଷ ଶୁଭକାମନା ।
ଦେବୀପ୍ରସାଦ ଭାଇ ବହୁତ୍ ଭଲ କବିତା ବି ଲେଖନ୍ତି ।
Mony income ra best process
Sir pranam🙏 sir ଆମ ଘରକୁ ଟିକେ ଆସନ୍ତୁ plz sir ଆମେ ଆପଣଙ୍କ ପ୍ରୋଗ୍ରାମ ସବୁ ବେଳେ ଦେଖୁ 🙏
Bahut vala katha sir samaste e bisaya re sachetan heba abasyaka
ATI Sundar advice sir 🙏🎉🌹
ଜଣେ ବାବାଜୀ କୃଷ୍ଣ....🙏🙏🙏
ok
ସାରଥୀ ବାବା ହୋଇ ଯାଇଛନ୍ତିSirଭଗବାନ ଭିତରେ ହି ଭେଦଭାବ create କରି ଚାଲିଛନ୍ତିଭଗବାନ ହି ବଡଵସ୍ତୁ ଶାସ୍ତ୍ର ଠୁ ଭିକରି karauchi ସେହିତା ବିନୁ ଅନ୍ୟଗତି ନାହିଁଏକ ଭଗବାନ କ ର ବିଭିନ୍ନ ରୂପ ଭିତରେ ଭେଦଭାବ କରନ୍ତୁ ନାହିଁ
ପୂର୍ବ ମୁହାଁ ଘର କୁ ଦକ୍ଷିଣ ପୂର୍ବ କଣରେ ମୁଖ୍ଯ ଦ୍ବାର ହେବ ନାହିଁ। କିନ୍ତୁ ଦକ୍ଷିଣ ମୁହାଁ ଘର ପାଇଁ ତ ଅସୁବିଧା ନାହିଁ।
Thenk you sir🙏🙏
Very very very very very very nice 🙏🙏🙏🙏🙏🙏🙏🙏🙏
ଇଶ୍ୱର ଏକ
Really HOME ASHANTI
Gotie shree maa Laxmi aau shree Laxmi Narayan rakhi hebo ki 🙏🙏🙏
Sir,Amara rasta south re thiba ru ama ghara south muha heichhi.step bi south east re heichhi.plz solution batantu
ଜୟ ଜଗନ୍ନାଥ 🙏🙏🙏🙏
ତମ ଜେଜେବାପା ଯେଉଁ ଘରକରିଥିଲେ ସେ ବାସ୍ତୁ କିଏ ଦେଇଥିଲେ ଦୟାକରି ନିଶ୍ଚୟ କହିବେ,
sir ମୋର ସିଡ଼ି ଘର ପଶ୍ଚିମ ରୁ ଆରମ୍ଭ ହୋଇ ଉତ୍ତର କୁ ଯାଇଛି ପୁଣି ଉତ୍ତର ରୁ ଦକ୍ଷିଣ କୁ ଯାଇଛି.କିଛି ଅସୁବିଧା ଅଛି କି ପ୍ଲିଜ଼ reply me 🙏🙏
Sabu jagannath nk upare chadantu, kaha ku daki emiti asubidha re padantu nahi
ଗୃହର ଉତ୍ତର ପୂର୍ବ କୋଣରେ ଚମ୍ପା ଗଛରେ ଲଗାଇ ହେବ କି? ଦୟାକରି ଲେଖିବେ.
Very good 🙏
ଜୟ ଜଗନ୍ନାଥ 🙏ଏବେ ଦେଖିଥିଲି ପ୍ରିୟପତ୍ର ର ସ୍ୱର୍ଣକ୍ଷେତ୍ର ଦିବସ ରେ
ଆଜ୍ଞା ମୁଖ୍ୟ ଦ୍ୱାର ବନ୍ଦ ପାଇଁ ଆଉ ବିକଳ୍ପ ନଥିଲେଆଉ ସିଡିର ସମାଧାନ na ଥିଲେ କଣ କିଛି ଉପାୟ nahin
Please reply 🙏
Sir apanka sahita joga joga kipar heba 2:19
ପୂର୍ବ ପଶ୍ଚିମ ଯେତେ ଘର ବାମକୁ ରଖିବେ ଦୁଆର, ଏହି କବିତା ଟି ଠିକ କି ନୁହଁ
🙏 Debiprasad Sir dakina purba kona re sidi kari dakina paschima kona re mukya duwara kale kona problem achi kuhontu.
God one nothing else...
ବହୁତ ଧନ୍ୟବାଦ ଆପତାକୁ
Sir.🙏🙏🙏 North.south 31, est.west.17 ,plz sir kuhantu kouti karibi sidi. 3 rom.front long baranda 4 ft wide, side jaga nahin
Thanks a lot sir🙏
Payentiparakjaunahanti❤
Sir sidi ghara bastu sastra video share karantu.
Sir kete dakhina nauchhanti apan .... Ama ghara Jajpur.. Mo baba maa nkr relationship not good... Pls apank no diantu.. dayakarantu mu chhot jhiate🙏🙏🙏
JAY JAGANNATH SIR 🙏🙏
Home maa Lakshmi Na🌷rayan homemade Lakshmi Narayan Om
Omm shanti
ଆପଣଙ୍କୁ ମୋର ସତ୍ ସତ୍ ପ୍ରଣାମ 🙏🙏🙏
ruclips.net/video/paBos_jYQO8/видео.html
ସାର୍ ନମସ୍କାର,ପଣ୍ଡିତ ଦେବିପ୍ରଶାଦ ସାରଙ୍କୁ ମୋର କିଛି ଜାଣିନଥିବା କଥା ମୁଁ ପଚାରି ବୁଝି ଜାଣିବା ପାଇଁ ଅନୁରୋଧ କରୁଛି ପ୍ଲିଜ.ମୋର ଜାଣିବାର କାରଣ ଏହିକିଜେ ସାର୍,ଆମେ ରହୁଥିବା ଗୃହର ଚତୁପାର୍ଶ୍ଵରେ ଥିବା ପାଚେରି ର ରହସ୍ୟ କଣ ?.କାରଣଟି ଜଦି ସାର୍ ମୁଁ ଜାଣିପାରନ୍ତି ତା ହେଲେ ମୁଁ ବହୁତ ଖୁସି ହେବି ସାର୍.
🙏🙏🙏🙏sir
Joy jagannath 💚💚💚
Good advice
Sir ଦକ୍ଷିଣ ଦିଗରେ ସେଢ଼ି ହେଇଛି କଣ ଏହାର କଣ ପ୍ରତିକାର ବ୍ୟବସ୍ଥା ରହିଛି
Andha biswasha
Sir plz tike kahibe paschima utara konare sidighara kale kichi asubidha achi ki plz sir tike kahibe
Sir, ଅଗ୍ନି କୋଣରେ ବେସିଙ୍ଗ ରହିଲେ ଅସୁବିଧା କଣ ?
Homa Santi bhai,jete ble bastu bisayare loka jani na thile, ghara karuthile, setebele kouasubidha hei thila ,Aapana homa bhai bastu dwra manisara Bhagya badalei paribe, a garenty apna homa bhai debe,
JAY JAGANNTH...
Sir, ghara ra ଶୌଚାଳୟ ta କେଉଁ ଦିଗରେ ହେବା ଉଚିତି?
Jay shree 🙏 radhe Krishna 🙏
sir namska...dhakin pata ku entrace au main gate paschim diga ku rahile kn heba tike sir janautu
ତତେ କିଏସେ କହିଥିଲା ଏ ଗୁଳି ଖଟି ଗପ କହିବାକୁ ଭୁଲରେ ଆଉଦିନେ ଏ ଗୁଳିଖଟି ଗପ କୁହନାହିଁ ଛି ତମେ ସାରଥୀ ମଥାକୁ ଯାଅ
ସାର୍ ଆପଣ ପାଖା ପକ୍ଷୀ ଆସୁଛନ୍ତି talcher ଆସନ୍ତୁ ଟିକେ
NORTH WEST direction .front of main door.Is it good?
Sir...Kete easy re kahuchhanti sir realy mind blowing
JAY JAGANNATH 🙏 🙏
Jay jagannath
Apana nka kahiba katha try karichi 100%sata
ଆଜ୍ଞା ନମସ୍କାର।ଆମ ଘରେ ବି ବସ୍ତୁ ସମସ୍ୟା ଅଛି ।ଉତ୍ତର ପୂର୍ବ ଦିଗରେ ସିଡି ହେଇଛି ।ତେଣୁ ଏହାର ସମାଧାନ କିପରି ହେଇପାରିବ ଦୟାକରି ମୋତେ ସାହାଯ୍ୟ କରିବେ ବୋଲି ଆଶା କରୁଛି।ଦକ୍ଷିଣ ଦିଗକୁ ରୋଷେଇ ଘର କରିବାର ଅଛି ,କରିପାରିବି କି,,?
ମୋ ବାସ ଗୃହ ବିରିବାଟି, କଟକ ରେ l ଏହି ଦୁଇ ବର୍ଷ ହେଲା ନୂଆ ଘର କରି ରହୁଛି l ଆପଣଙ୍କୁ ନିମନ୍ତ୍ରଣ ଓ ଏହାର ପରିଦର୍ଶନ ର ଦକ୍ଷିଣା ତଥା ଅନୁସଙ୍ଗିକ ପରାମର୍ଶ ଦେବେ l
Omm namaha shivaya, omm namaha shivaya, omm namaha shivaya.
Sar ama gharara cidi sehidigare bhagiparibuni kana pratikar kuhantu, 🙏
ଵଂଧୁକ ୨ ଟା ଭଲ ହୋଇଛି
ଉତ୍ତର ପୂର୍ବ ପଶ୍ଚିମ ମଧ୍ୟରେ ସିଡ଼ି ଘରେ ହେଲେ, ଏହାର ଫଳ କଣ ହୋଇଥାଏ?
Kipari bastu Anusara ghara kale se ghare kahaku roga heba nanhi
ଆମଘର କରିଛୁ ଖରାହୋଉଛି ?
Sir aam gharku aasine kan Kariba pai padiba
Sir, purba mukha, pashchim mukha, uttar mukha and dakshin mukha ghruhara shidi kipari heba and Chaturdiga ra mukhya dyara kipari rahiba please answer me.
Sir namaskar west ku main entrance habaki nahi sidhi gharara kaun kanare rahiba
Ukraine jete ghara karithile bastu sastra wala nku pachari ki karinathile bodhe
gd😢😢
କେଉଁ ମାସରେ ଘର କଲେ ଶୁଭ ଫଳ ମିଳେ
Dhanyabad. Jay Jagannath. 🙏
ମଦ ଦୋକାନ ଗୁଡିକର ବାସ୍ତୁ କିଏ ଦେଖିଥିଲା ଯେ ଯେଉଁ ଜାଗାରେ କଲେ ବି ଯୁଆଡେ ମୁହଁ କଲେ ବି ବେପାର ବଢିଆ ହୁଏ।
ତେଣୁ ଘର ସିଡ଼ି,ରୋଷେଇ ଘର କାହାର ମଙ୍ଗଳ ଅମଙ୍ଗଳ କରେ ନାହିଁ। ସେ ସବୁ ଜଡ ପଦାର୍ଥ ଅଟନ୍ତି।
ପ୍ରାୟ ସବୁ ଘରେ କଳି ଝଗଡା ହୁଏ,ବାତ ପିତ ଇତ୍ୟାଦି ରୋଗ ହୁଏ, ଧନ ଅଭାବ ଲାଗିରହେ।
ଏହାର ଅର୍ଥ ଏଇଆ ନୁହେଁ ଯେ ଘରର ସିଡ଼ି,ଘରର ମୁହଁ ଏମାନେ ମିଶିକି ଚୋର କୁ କହି ଦିଅନ୍ତି ଯେ ଆ ତୁ ଚୋରୀ କରିବୁ, ରୋଗ କୁ କୁହନ୍ତି ଆସେ ଏ ଘର ଲୋକ ମାନଙ୍କୁ ଧରିବୁ।
ଏସବୁ ଭଣ୍ଡାମି ସୋ ନକରି କିଛି ଧର୍ମ ଉପଦେଶ ଦେଲେ ଭଲ ହୁଅନ୍ତୁ।
ଏମାନେ ପରର ତୃଟିପୂର୍ଣ୍ଣ ଵାଟ ଦେଖାଇ ଟଙ୍କା ରୋଜଗାର କରିଥାନ୍ତି।
ମିଛ କଥା କହି ଲୋକଙ୍କୁ ଭ୍ରଣକାହାଣୀ ରେ ଭୟ ଭିତ କରୁଛନ୍ତି ଓ income କରୁଛନ୍ତି
ଆଜିକାଲି ପ୍ରାୟ ଲୋକଙ୍କର ଆଣ୍ଠୁ ଗଣ୍ଠି ରୋଗ ତୁ ତୁ ମେ ମେ ସବୁ ଘରେ ଯିଏ କୋଠା କରୁଛି ସେ ଭୋଗୁଛି ଯିଏ ମାଟି ଘର କରିଛି ସେ ବି କିଏ ଏମିତି ଅଛି ଦୁଃଖ ରେ ନାହିଁ ନା ସୁଖରେ ନାହିଁ ସୁଖ ପରେ ଦୁଃଖ ଲାଗିଛି ଏ ସଂସାରେ ଏ ସବୁ ଠିକ କରିଦେଲେ ମଣିଷ ର ରୋଗ , ଦୁଃଖ ଦୂର ହୋଇଯିବ ସବୁଦିନ
ବିଲକୁଲ ଏକାମ ଛାଡିଦିଅ, ଏ ସବୁ ଦଲାରୀ କାମ, ଚନ୍ଦ୍ର କୁ ଲୋକେ ଗଲେଣି ତମେ ଏ ଦଲାରୀ କରି ପେଟ ପୋଷିବା ବନ୍ଦ କରି ଠିକ ବାଟରେ ଚାଲନ୍ତୁ.
ଯାହା ହଉ ଏ ବି ଗୋଟେ ଭଲ ବିଜନେସ ବହୁତ ଭଲ,।,,, ସର୍ବଦା ମନେରଖିବା ଦରକାର ଈଶ୍ୱର ହଉଛନ୍ତି ଏକ🙏
ବହୁତ୍ ବଢିଆ ଲାଗିଲା ❤❤❤
ନିଜେ ଭ୍ରମରେ ରୁହନ୍ତୁ ନାହିଁ କି ଜନସାଧାରଣଙ୍କୁ ଭ୍ରମରେ ପକାନ୍ତୁ ନାହିଁ। ଯେଉଁ କଥାରେ ମଣିଷର ଦୁଃଖ ଦୂର ହେବ ସେଇ କଥାହିଁ ପ୍ରଚାର କରନ୍ତୁ ।🙏🙏🙏
Sir, Thanks for ur valuable suggestions regarding Thakur ghar and Bhakti bhaba.
ଏମିତି କୋଉଠି ଗୋଟେ ଜାଗା ପୃଥିବୀରେ ଅଛି, ଯାହାର ମୋଡ ନଥିବ, ଅଶୁଭ ନଥିବ କି କାହା ଘରେ ଜନ୍ମ ମୃତ୍ୟୁ ହୋଇ ନଥିବ କି କାହା ଘରେ ଦୁଃଖ ନଥିବ । ଯେତେ ସମସ୍ୟା ଅଛି, ଟଙ୍କା ୧୦୦୦ ଦେଲେ ଗ୍ରହ ମୋଡ ବଦଳେଇ ଦେଇ ସଙ୍ଗାତ ହେଇଯିବ । ସବୁ ବେପାର 😂😂😂
ବହୁତ୍ ସୁନ୍ଦର ଉପସ୍ଥାପନା ଏଥିରୁ ବହୁତ୍ କିଛି ସିଖିବାକୁ ମିଳିଲା।ଜୟ ଜଗନ୍ନାଥ।
ଅତି ସୁନ୍ଦର ଭିଡିଓ
ଜୟ ଶ୍ରୀ ମା ଲକ୍ଷ୍ମୀନାରାୟଣ 🌹🌼🕉️🙏🙏🙏🕉️🪔🪔🪔🚩🚩🚩
ନମସ୍କାର ଆଜ୍ଞା, ସିଡ଼ି ଘର ତିଆରି ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଏମିତି ଭିଡିଓ ଦେଖିଲେ ଆପଣଙ୍କୁ ସବୁବେଳେ ମନରେ କେମିତି ଜମା ଠିକ୍ ଲାଗିବନି। କାଳେ ଏଇୟା କରିଛି.. ଅଶୁଭ ହେଲା କି ସେଇଟା କରିଛି.. କଣ ହେବ କି?ଏମିତି ସବୁବେଳେ ମନ ଘାଣ୍ଟି ହେଉଥାଏ।
ଅତି ସୁନ୍ଦର ବହୁତ କିଛି ଶିଖିବାକୁ ମିଳିଲା
Supura sir❤❤❤❤❤❤❤
Supura
ମୁଁ ଭିଡିଓ ଦେଖିନି କିନ୍ତୁ କଣ ୟେ ସବୁ ମଣିଷ ପଛକୁ ପଛକୁ ଚାଲିବାକୁ ଚେଷ୍ଟା କରୁଛି....ଭୟ ଅତ୍ୟନ୍ତ ମାରାତ୍ମକ
Right sir
Educate yourself with basic vastu knowledge.u will understand.
ବତ୍ତର୍ମାନ 10ଲକ୍ଷ ଟକାଂ ଖର୍ଚ ର ବ୍ୟବସ୍ଥା । completely psychologically emotionally blackmailing.
Educate yourself with basic vastu knowledge.u will understand.
Apana Vastu janantu then kuhantu
Apanka kahiba saili bhaut bhaut bhaut bhaut sundar 👌👌👌🏼👌
Very good
ବହୁତ ସୁନ୍ଦର ପରାମର୍ଶ
Bahut bhala bastubid sir apanku koti pranam
ସାରେଆଫଣଙ୍କଠିକଣାଟିକେଦିଅନ୍ତୁ🙏 2:06
ଅଶୋକା ନା ଅଶୋକ 😱ବହୁତ ସୁନ୍ଦର
ଏଇ ସବୁ ବେକାର କଥା। ଯେତିକି ବାସ୍ତୁ ଦେଖିବ, ସେତିକି ପ୍ରକାର ମତ ଶୁଣିବ ଆଉ ସେତିକି ନିଜ ମନ ଖରାପ ହେଇ ଚାଲିଥିବ।
ଅତି ସୁନ୍ଦର... ଧନ୍ୟବାଦ 🙏🏻
Q
🙏🌹ସାର ଆପଣଙ୍କ ସହ କଥା ହେବାର ଅଛି ଆପଣଙ୍କ ଫୋନ ନମ୍ବର ଦରକାର କା ର
🙏
ଆପଣକୁ ଭି ଧନ୍ଯବାଦ୍ ସର
💯💯✔️ଆପଣ ଆମ ଅଞ୍ଚଳ ର ଜଣେ ଉଦୀୟମାନ ଓ ଉଦାହରଣ ମଧ୍ୟ, ଜୟ ବାଲୁଙ୍କେଶ୍ୱର, ଜୟ ଜଗନ୍ନାଥ, ଜୟ ଗୋପାଳଜୀ
Koutha tankara ghara ki
Kete tanka nianti
Jay Jagannath...... Jay 🏠 Shanti.....
Nice Sir 🙏🙏nice presetation
Bahut katha jani baku miluchhi
So thanks a lot 🌹🌹🌹🌹
ପ୍ରଣାମ 🙏 Sir
ଅତି ସୁନ୍ଦର ଦେଵୀ ଵାଵୁ । ହୃଦୟସ୍ପର୍ଶୀ ଉପସ୍ଥାପନା । ଆକର୍ଷଣୀୟ କାର୍ଯ୍ୟକ୍ରମ । ଅଶେଷ ଶୁଭକାମନା ।
ଦେବୀପ୍ରସାଦ ଭାଇ ବହୁତ୍ ଭଲ କବିତା ବି ଲେଖନ୍ତି ।
Mony income ra best process
Sir pranam🙏 sir ଆମ ଘରକୁ ଟିକେ ଆସନ୍ତୁ plz sir ଆମେ ଆପଣଙ୍କ ପ୍ରୋଗ୍ରାମ ସବୁ ବେଳେ ଦେଖୁ 🙏
Bahut vala katha sir samaste e bisaya re sachetan heba abasyaka
ATI Sundar advice sir 🙏🎉🌹
ଜଣେ ବାବାଜୀ କୃଷ୍ଣ....🙏🙏🙏
ok
ସାରଥୀ ବାବା ହୋଇ ଯାଇଛନ୍ତି
Sir
ଭଗବାନ ଭିତରେ ହି ଭେଦଭାବ create କରି ଚାଲିଛନ୍ତି
ଭଗବାନ ହି ବଡ
ଵସ୍ତୁ ଶାସ୍ତ୍ର ଠୁ ଭି
କରି karauchi ସେହି
ତା ବିନୁ ଅନ୍ୟଗତି ନାହିଁ
ଏକ ଭଗବାନ କ ର ବିଭିନ୍ନ ରୂପ ଭିତରେ ଭେଦଭାବ କରନ୍ତୁ ନାହିଁ
ପୂର୍ବ ମୁହାଁ ଘର କୁ ଦକ୍ଷିଣ ପୂର୍ବ କଣରେ ମୁଖ୍ଯ ଦ୍ବାର ହେବ ନାହିଁ। କିନ୍ତୁ ଦକ୍ଷିଣ ମୁହାଁ ଘର ପାଇଁ ତ ଅସୁବିଧା ନାହିଁ।
Thenk you sir🙏🙏
Very very very very very very nice 🙏🙏🙏🙏🙏🙏🙏🙏🙏
ଇଶ୍ୱର ଏକ
Really HOME ASHANTI
Gotie shree maa Laxmi aau shree Laxmi Narayan rakhi hebo ki 🙏🙏🙏
Sir,Amara rasta south re thiba ru ama ghara south muha heichhi.step bi south east re heichhi.plz solution batantu
ଜୟ ଜଗନ୍ନାଥ 🙏🙏🙏🙏
ତମ ଜେଜେବାପା ଯେଉଁ ଘରକରିଥିଲେ ସେ ବାସ୍ତୁ କିଏ ଦେଇଥିଲେ ଦୟାକରି ନିଶ୍ଚୟ କହିବେ,
sir ମୋର ସିଡ଼ି ଘର ପଶ୍ଚିମ ରୁ ଆରମ୍ଭ ହୋଇ ଉତ୍ତର କୁ ଯାଇଛି ପୁଣି ଉତ୍ତର ରୁ ଦକ୍ଷିଣ କୁ ଯାଇଛି.
କିଛି ଅସୁବିଧା ଅଛି କି ପ୍ଲିଜ଼ reply me 🙏🙏
Sabu jagannath nk upare chadantu, kaha ku daki emiti asubidha re padantu nahi
ଗୃହର ଉତ୍ତର ପୂର୍ବ କୋଣରେ ଚମ୍ପା ଗଛରେ ଲଗାଇ ହେବ କି? ଦୟାକରି ଲେଖିବେ.
Very good 🙏
ଜୟ ଜଗନ୍ନାଥ 🙏
ଏବେ ଦେଖିଥିଲି ପ୍ରିୟପତ୍ର ର ସ୍ୱର୍ଣକ୍ଷେତ୍ର ଦିବସ ରେ
ଆଜ୍ଞା ମୁଖ୍ୟ ଦ୍ୱାର ବନ୍ଦ ପାଇଁ ଆଉ ବିକଳ୍ପ ନଥିଲେ
ଆଉ ସିଡିର ସମାଧାନ na ଥିଲେ କଣ କିଛି ଉପାୟ nahin
Please reply 🙏
Sir apanka sahita joga joga kipar heba 2:19
ପୂର୍ବ ପଶ୍ଚିମ ଯେତେ ଘର ବାମକୁ ରଖିବେ ଦୁଆର, ଏହି କବିତା ଟି ଠିକ କି ନୁହଁ
🙏 Debiprasad Sir dakina purba kona re sidi kari dakina paschima kona re mukya duwara kale kona problem achi kuhontu.
God one nothing else...
ବହୁତ ଧନ୍ୟବାଦ ଆପତାକୁ
Sir.🙏🙏🙏 North.south 31, est.west.17 ,plz sir kuhantu kouti karibi sidi. 3 rom.front long baranda 4 ft wide, side jaga nahin
Thanks a lot sir🙏
Payentiparakjaunahanti❤
Sir sidi ghara bastu sastra video share karantu.
Sir kete dakhina nauchhanti apan .... Ama ghara Jajpur.. Mo baba maa nkr relationship not good... Pls apank no diantu.. dayakarantu mu chhot jhiate🙏🙏🙏
JAY JAGANNATH SIR 🙏🙏
Home maa Lakshmi Na🌷rayan homemade Lakshmi Narayan Om
Omm shanti
ଆପଣଙ୍କୁ ମୋର ସତ୍ ସତ୍ ପ୍ରଣାମ 🙏🙏🙏
ruclips.net/video/paBos_jYQO8/видео.html
ସାର୍ ନମସ୍କାର,ପଣ୍ଡିତ ଦେବିପ୍ରଶାଦ ସାରଙ୍କୁ ମୋର କିଛି ଜାଣିନଥିବା କଥା ମୁଁ ପଚାରି ବୁଝି ଜାଣିବା ପାଇଁ ଅନୁରୋଧ କରୁଛି ପ୍ଲିଜ.ମୋର ଜାଣିବାର କାରଣ ଏହିକିଜେ ସାର୍,ଆମେ ରହୁଥିବା ଗୃହର ଚତୁପାର୍ଶ୍ଵରେ ଥିବା ପାଚେରି ର ରହସ୍ୟ କଣ ?.କାରଣଟି ଜଦି ସାର୍ ମୁଁ ଜାଣିପାରନ୍ତି ତା ହେଲେ ମୁଁ ବହୁତ ଖୁସି ହେବି ସାର୍.
🙏🙏🙏🙏sir
Joy jagannath 💚💚💚
Good advice
Sir ଦକ୍ଷିଣ ଦିଗରେ ସେଢ଼ି ହେଇଛି କଣ ଏହାର କଣ ପ୍ରତିକାର ବ୍ୟବସ୍ଥା ରହିଛି
Andha biswasha
Educate yourself with basic vastu knowledge.u will understand.
Sir plz tike kahibe paschima utara konare sidighara kale kichi asubidha achi ki plz sir tike kahibe
Sir, ଅଗ୍ନି କୋଣରେ ବେସିଙ୍ଗ ରହିଲେ ଅସୁବିଧା କଣ ?
Homa Santi bhai,jete ble bastu bisayare loka jani na thile, ghara karuthile, setebele kouasubidha hei thila ,
Aapana homa bhai bastu dwra manisara Bhagya badalei paribe, a garenty apna homa bhai debe,
JAY JAGANNTH...
Sir, ghara ra ଶୌଚାଳୟ ta କେଉଁ ଦିଗରେ ହେବା ଉଚିତି?
Jay shree 🙏 radhe Krishna 🙏
ruclips.net/video/paBos_jYQO8/видео.html
sir namska...dhakin pata ku entrace au main gate paschim diga ku rahile kn heba tike sir janautu
ତତେ କିଏସେ କହିଥିଲା ଏ ଗୁଳି ଖଟି ଗପ କହିବାକୁ ଭୁଲରେ ଆଉଦିନେ ଏ ଗୁଳିଖଟି ଗପ କୁହନାହିଁ ଛି ତମେ ସାରଥୀ ମଥାକୁ ଯାଅ
ସାର୍ ଆପଣ ପାଖା ପକ୍ଷୀ ଆସୁଛନ୍ତି talcher ଆସନ୍ତୁ ଟିକେ
NORTH WEST direction .front of main door.
Is it good?