Maa apana 100% correct katha kahichhanti, maa nka paada tale koti koti pranam👏👏👏 Jete bele "Anyaya,Adharma & Paapa" ra bhaara badhi jaye Swayam Bhagaban gopala bhai nka bhali rupa nei binasha karithanti. Jay Jagannath👏👏👏
Gapal das Sir jindabada gapal das Sir really Hindustan hero number one King 👑👑👑🙏🙏🙏🙏❤️❤️❤️ I love you too my love odisha police department jindabada 🙏🙏🙏👍👍👍👍👍👌👌👌👌👌🏅🏅🏅🏅🏆🏆🏆🏆🎖️🎖️🎖️🥇🥇🥇🏆🏆🏆🏆
ଆହେ ଦଲାଲ ନେତା ଗଣ... ଆଗକୁ ଆଉ ଅନ୍ୟାୟ କରନା ସୁଧୁରି ଯାଅ । ନ ହେଲେ କଳିଯୁଗରେ ଏମିତି ସଂହାର ହବ । ଜୟ ଜଗନ୍ନାଥ 🙏🙏🙏🙏
ପ୍ରକୃତରେ ଶ୍ରୀ କୃଷ୍ଣ କଳିଯୁଗରେ ରାବଣ ଙ୍କୁ ବଦ୍ଧ କରିଛନ୍ତି,ଜୟ ଜଗନ୍ନାଥ 🙏🙏🙏
ଆଉ 2 ଜଣ ମରିଗଲେ ଓଡ଼ିଶା ପୁରା ରାମ ରାଜ୍ୟ ହେଇଯିବ
Kie kie bhai
@@miniketanrana9844 to bhai
Are tu be pagal sele bjd wale
@@miniketanrana9844 Nabin and pandyan
ଗୋପାଳ କୁ କୋଟି କୋଟି ନମସ୍କାର 🙏🙏🙏🙏,,
@SET TO SUCCESS bala na
🙏🙏🙏
@Manjunath Dhaliwal right👍
@SET TO SUCCESS Hope you will feel same as this lady family and naba das's servant family feel...
@Manjunath Dhaliwal absolutely ryt
ଯିଏ ଯେମିତି କର୍ମ କରିବ ସିଏ ସେମିତି ଫଳ ପାଇବ ଏହା ସତ୍ୟ
Hmmm thik katha
Ek no
@@subhamnaik716 hmmmm
Right👍
କର୍ମ ର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ , ଏହି ସତ୍ୟବଚନ କୁ ସମସ୍ତେ ଜାଣି ମଧ୍ୟ ଭୂଲ୍ କରି ବସନ୍ତି । କିନ୍ତୁ କାଳ ହାତରୁ କେହି ନିସ୍ତାର ପାଆନ୍ତି ନାହିଁ ।
Hundred percent Correct
କଣ କହିବି ! ମୋତେ ଯୋଉଠି ଦେଖିବ ମୁଁ
ସେଇଠି ଥାଇ !
ଜୟ ଜଗନ୍ନାଥ 🙏
Jay gopal
Jai jagannath 🙏❣️
ପୂରା ଠିକ୍ କଥା କହୁଛନ୍ତି। ନବ ଦାସ ପକ୍କା ଚୁହାଡ। ମାତ୍ରାଧିକ କ୍ଷମତା, ଦାଦାଗିରି ଓ ଦୁଷ୍କର୍ମ ତା ମ୍ଋତ୍ଯୁର କାରଣ।
ଅଧର୍ମ ଧନ ବଢ଼େ ବହୁତ
ଗୋଲା ବେଳେ ଯାଏ ପ୍ରାଣ ସହିତ,
🙏ଜୟ ଶ୍ରୀ ରାମ ରାମ ରାମ🙏
ଅଧର୍ମ ହିତ ବଢେ ବହୁତ ଗଲା ବେଳେ ଯାଏ ନିଜ ଜୀବନ ସହିତ।ବହୁତ୍ ବହୁତ୍ ଧନ୍ୟବାଦ ମାଉସୀ 👍। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏 ।
Gopal Sir is our Hero
मैं❤️ दिल से सलूट करता हूं गोपाल सर को
Gopal Das is true God of odisha salute you 🙏🙏🙏🙏
@SET TO SUCCESS Hope you will lose same as this lady family dose..
@SET TO SUCCESS everyone has to lose everything
But not this way ..
Gopal is hero should be awarded
Full support to Gopal Das for saving people from a corrupted gunda
Yes
Yes
Only one and genuine Real Singham of Odisha Police
Mausi Bahut sundar 🙏🙂
Mausi bohuta bhala manisa tiye
Salute you gopal sir
He Narayan gopal Sri krushna
Respect Gopal Krishna! True legend.🙏🏻
Jay sri krisna
Jay sri krishna
I feel your pain 😭 maaa. Please respect to gopal das sir
ଯିଏ ଯୋଉ ପ୍ରକାରର କର୍ମ କରିବ ସେ ସେହି ପ୍ରକାରର ଫଳପାଇବ
ଆରେ ମିଡ଼ିଆ ବାଲା ଚକ୍କା ଆଖି ସବୁ ଦେଖୁଚି ଜୟ ଜଗନ୍ନାଥ
ମୁଁ ଯେତେ ଭିଡିଓ ଦେଖୁଛି କୌଣସି ଭିଡିଓ ରେ ଲୋକ ମନଦୁଃଖ କରିନାହାନ୍ତି। ମାଉସୀ ଙ୍କ ର ଖୁସି । ପୁରା ଅଲଗା ପ୍ରକାରର। ଗୋପାଳ ବାବୁ ଜିନ୍ଦାବାଦ 👍 ଜିନ୍ଦାବାଦ 👍👍👏👏।
ଯେମିତି କର୍ମ ସେମିତି ଫଳ ।
Very nice gopal sir
Thik marila Naba das ku
ଭଗବାନ ଜଗନ୍ନାଥ ଗୋପାଳ ଅବତାର ନେଲେ, ପାପୀ ମାନେ ସାବଧାନ , ଧୃତରାଷ୍ଟ୍ର କେବେ ମରିବ
2024ରେ ହାର୍ଟଆଟାକରେ !
ପ୍ରକୃତରେ ମା ତମେହି ସତ୍ୟ
କାହାରି କର୍ମ ଫଳ କେହି ନେବେନି
Hero no one for odisha
Great job done by gopal sir..Big salute need such political leaders clean in our country
ଖାଲି ତୁମ ପାଇଁ ନୁହେଁ ମାଉସୀ ସମସ୍ତକଙ୍କ ପାଇଁ ଭଗବାନ ଗୋପାଳ ସାର କୋଟି 🙏🙏🙏🙏🙏
ଜୟ ଜଗନ୍ନାଥ ଆହୁରି କିଏ ଏମିତିକା ଅଛନ୍ତି ତାର ନମ୍ବର ଲଗେଇ ଦେ ଜଗା।।
Thank you
ଗୋପାଳ ଠିକ 🙏🏼
ମା ଆପଣ ମିଡିଆ ସାମ୍ନାରେ ଦେଉଥିବା ବୟାନ ଜଦି ସତ ତେବେ ମୁଁ ତ କହିବି ଯେସାକୁ ତେସା ଜିଏ ଜେମିତି କର୍ମ କରିବ ତାକୁ ସେମିତି ଫଳ ହିଁ ମିଳିବ ଗୋପାଳ ଦାସ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି, ଆଇ ❤️ ଏସ୍ଏସ୍ ଆଇ ଗୋପାଳ ଦାସ
Gopal sir is the legend
Maa apana 100% correct katha kahichhanti, maa nka paada tale koti koti pranam👏👏👏
Jete bele "Anyaya,Adharma & Paapa" ra bhaara badhi jaye Swayam Bhagaban gopala bhai nka bhali rupa nei binasha karithanti.
Jay Jagannath👏👏👏
Jay jagannath
ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ
Gopal das mo frnd ro baba love you uncle
Berhanpure ra na tame mu tumaku jabichi
Ama collage ra tame..
Mu 2nd year re padhuchi
ଗୋପାଳ ବାବୁ ରିଅଲ ହିର 👏👏👏👏
ଯିଏ ମଣିଷ ମାରିବ ସେ ଭଗବାନ୍ ହେଇପାରେ ନା ମାଆ
କୃଷ୍ଣ ଙ୍କୁ ଜାରା ଶବର ଧନୁ ତୀର ଧରି ଜଗି ବସିଛି ।
JAYA JAGANNATH MAA
ଗୋପାଳ ଜଣେ ଭଗବାନ jemiti karni semiti varni.
Dustaku dalana santhaku palan
You are genius ❤️❤️
ସତ୍ ରେ,ଯଦି ଏ, ସରକାର ଥିବା,ନବଦାସ,ର,କଳାଟଙ୍କା , କୁ,ଗରିବୀ ଯୋଜନା, ମାଧ୍ୟମରେ ଜନ ହୀତକର କାମରେ ଲଗାନ୍ତୁ, ଜନସାଧାରଣ ଉପକୃତ ହେବେ, ପୁଣି ବିଜେଡି ଜିତିବ, ନଚେତ୍ ଶନି ମହାରାଜା ନବଦାସ ପରି କରିବେ,,ଏହା ଭବିଷ୍ୟତ,,? ଜୟ ଜଗନ୍ନାଥ,!
ଲାଞ୍ଚୁଆ ଗୋପାଳ
Good gopal sir 💗
You are great maaa
Gopal real hero 🙏
Do'nt do any harm to Gopal& his family.
ଗୋପାଳକୁ କୋଟି ପ୍ରଣାମ🙏
Jai jagannath🙏🙏🙏🙏 maa tumaku koti koti naman
ଗୋପାଳ ଦାସ କଳିଯୁଗର ଶ୍ରୀକୃଷ୍ଣ 🙏🏾
Good mam
I respect gopal sir...
Very good
gooal bhai great kama karicha thankyu bhai great clear karicha thankyu bhai great information
Real hero gopal das ❤️
ସାରା ଓଡିଶା ଖୁସି. କେହି ଜଣେ ବି ଆହାଃ ପଦେ କହୁନାହାନ୍ତି.
Great hero 👍
ମା କୋଟି କୋଟି ପ୍ରଣାମ 🙏🙏🙏🌹
Very very good job gapal das Sir jindabada best officer Sir gapal das jindabada
ଗୋପାଳ. ଗୋପାଳ 👍🏻
Gopal great job 👍👍👍
ଏମିତି ଏକ ଲୋକ ମରିଲେ, ପୁଣି ସ୍ବାସ୍ଥ୍ୟ ମନ୍ତ୍ରୀ । ଲୋକ କାନ୍ଦିବା କଥା । ହେଲେ ଲୋକ ଖବର ପାଇ ହସିଲେ । ହତ୍ୟାକାରୀ କୁ ଭଗଵାନ ସଜାଇ ଦେଲେ । ସବୁ ଲୋକ କଣ ଭୁଲ ବିଚାର କରିବେ ନା । ଲୋକ ଙ୍କ ହସ ଜଣାଇ ଦଉଚି କି ସେ ଲମ୍ପଟ ମନ୍ତ୍ରୀ ର କର୍ମ । ମନ୍ତ୍ରୀ ସବୁ ସଜାଗ ହୁଅ । ତୁମ ଭିତରେ ଗୋପାଳ ଅଛନ୍ତି । ଧର୍ମ ଆଉ ଧର୍ମୀ ତୁମ ଉପରେ ଭାରି ପଡିବ । ଗୋପାଳ ଜି କି ଜୟ । ଜୟ ଜଗନ୍ନାଥ ।
Thik karichhi gopal 👍👍👍
ଗୋପାଳ ବାସ୍ତବରେ ପ୍ରକୃତ ସଞ୍ଜୟ ଦତ୍ତ ଫିଲ୍ମ କୁରୁକ୍ଷେତ୍ର .
ଯିଏ ଯେମିତି କାମ କରିବା ସେ ସେମିତି ଫଳ ପାଇବ
GOPAL 🙏
Naba das marigala bhala heichi.
ଜଣଙ୍କ ଦୁଃଖଦ ସମୟରେ ଜଣେ ବୟସ୍କ ମହିଳା ହୋଇ ଏମିତି କଦର୍ଯ୍ୟ କଥାବାର୍ତ୍ତା କରିବା ଉଚିତ୍ ନୁହେଁ
Budhi Naa re case haba jdli budha samaya re ghanti haba budhi 🙏🙏🙏
ଚନ୍ଦ୍ର ଛୋଡ଼ି
To maa. Bhauni ku gehile kemiti lagiba re magiha bedha chua
ଜୟ ଜଗନ୍ନାଥ ଜୟ 🙏🙏🙏🙏🙏🙏🙏
ଜେପାଞ୍ଚେ ପର ମନ୍ଦ ତା ପାଞ୍ଚ ତିଗୋବିନ୍ଦ ଜୟ ଜଗନ୍ନାଥ
ବହୁତ୍ ଭଲ କରିଛି ଗୋପାଲ
Tit for tat jaha hoichhi bhal hoichhi A great salute to Gopal respected sir
Gopala sir 👍🙏
କର୍ମ ହିଁ ଭଗବାନ୍
ଗୋପାଳ ଦାସକୁ ନମସ୍କାର ଆଗକୁ ବହୁତ ଖୁସି ରହିବ ସବୁବେଳେ ପରଷ୍ପର ସତ କଥା କହିଥିବାରୁ ଏବଂ ମିନତି ମାଁ କୁ ଭଳି କେହି ମିଳି ପାରିବ ନାହିଁ, 👍💯💯💯💯
Jai jagannatha
Good
ତାଙ୍କ ନାଁ ରେ ଫିଲ୍ମ କରାଯାଉ ଗୋପାଳ କୃଷ୍ଣ
Perfect wording 🙏
Gopal Das Sir koti koti namaskar
ତ୍ରେତୟାରେ ରାମ ରାବଣକୁ ମାରିଲେ । ଦ୍ଵାପରରେ କୃଷ୍ଣ କଂସକୁ ମାରିଲେ । କଳିରେ ଗୋପାଳ ଆସି ନବ ପାପିକୁ ମାରିଲେ। ଏଥିରେ ସମସ୍ତ ଓଡିଶାବାସୀ ଖୁସ୍ । Well done Gopal Sir । May God bless you.
ସମୋଗ୍ର ଓଡ଼ିଶାର 104 କୋଟି ଜନତା ଭିତରେ ମୋହାଶୟା ମିନତି ବହିଦାର ଜଣେ ଅନ୍ୟତମ ତାଙ୍କର
ହୃଦୟ ବାନ୍ ବ୍ୟକ୍ତି ତ କୁ ମୋର ପ୍ରୋଥମେ ପ୍ରଣାମ , ମହିଳା ସମାଜ ରେ ଜଣେ ତ୍ୟାଗୀ ନିର୍ଭୀକ ସଚଟ ମଣିଷ ପୋଣିଆ ବର୍ତ୍ତମାନ ସମୟରେ ଦେଖିବାକୁ ବିରଳ,
ଜୟ ଜଗନ୍ନାଥ,
So Great News Grand Mother 🙏🙏🙏
ମାଉସୀ ଏମିତି ମିଡ଼ିଆ ଆଗରେ କହିବା ଠିକି ନୁହଁ ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ ଭଗବାନ କରନ୍ତୁ ଆପଣଙ୍କର କିଛି ନଅ ହଉ 🙏🙏🙏🙏🙏🙏🙏🙏
ମାଉସୀ ଆଉ କେତେଦିନ ବଂଚିବେ , ଡରିବେ କାହିଁକି
ଯଦି ଭାଗବାନ କାହିଁକି କହୁଛି ମତେ ନେଇଯାଅ ନହେଲେ ମତେ ମାରିଦେବେ
ଗୋପାଳ ବାବୁଙ୍କୁ ଧନ୍ୟବାଦ
Right🙏🙏🙏🙏🙏
ଆପଣା କଲା କର୍ମ ମାନ... ବେଳୁ ହୋଇବ ସାବଧାନ (ଶ୍ରୀ ଜଗନ୍ନାଥ ଦାସ 🙏)
Gopal Das 👍🏻👍🏻👍🏻👍🏻 Ok
ଭାଇ ମାନେ ଗୋପାଳ ର କିଛି ଯଦି ହୁଏ ତାହେଲେ ଆମେ ମାନେ Protest Kariba 😲
Ur right kahile maa🙏🙏🙏
Gapal das Sir jindabada gapal das Sir really Hindustan hero number one King 👑👑👑🙏🙏🙏🙏❤️❤️❤️ I love you too my love odisha police department jindabada 🙏🙏🙏👍👍👍👍👍👌👌👌👌👌🏅🏅🏅🏅🏆🏆🏆🏆🎖️🎖️🎖️🥇🥇🥇🏆🏆🏆🏆
Good job GOpal sir
ଆପଣ ଠିକ୍ କହିଛନ୍ତି
ସତ୍ୟ ସାମ୍ନାକୁ ଆଣି ଥିବାରୁ ଧନ୍ୟବାଦ l
ଧର୍ମ ର ହୋଇଛି ଜୟ।
ଜୟ ଜଗନ୍ନାଥ।