Regular posting impossible dear. Collecting raw materials,, video making, editing with voice and sound. Then posting its a long process. And also i have to do my regular duty. So as possible i am posting.
Thanks for your valuable comment. Yes bro less oil is good for health. But for good presentation more oil must be required. We can use as possible less oil in our daily life.
Dhanyabad bhauni. Recipe samastanka hatare alaga hin bane. Mu setiki patala dahi rakhe. Matamata pain anek anek dhanyabad bhauni. Emiti matamata deuthantu. Mo mistake ku mu agaku rectify kariparibi.
ଅତି ସୁନ୍ଦର ଦେଖାଯାଉଛି ଦହି ବାଇଗଣ 🍆 ର ରେସିପ
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭାଇ
ଅ ଆଇଈଉ ଉଇ
ମୋ ଅନୁରୋଧ ରକ୍ଷାକରୀ ଏହି ଖାଦ୍ୟ କରିଥିବାରୁ ଅନେକ ଅନେକ ଅସଂଖ୍ୟ ଧନ୍ୟବାଦ୍ 👏👏
ସ୍ୱାଗତମ
@@mtapaskumarfoodandfoodvloggaramarea chunk chada ja ki
❤❤❤@@mtapaskumarfoodandfoodvlog
Thanks
Very nice ରେସିପି ବହୁତ ଭଲ ଲାଗିଲା 👌👌👌
ଅନେକ ଅନେକ ଧନ୍ୟବାଦ ଭାଇ 🙏🙏🙏
WOW, VERY NICE 💯 DISS😊👍
Thank you verymuch
ସୁନ୍ଦର ଦହି ବାଇଗଣୀ ସାର 👍 11:42ମୋତେ ଭଲ ଲାଗିଲା
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
@@mtapaskumarfoodandfoodvlog😂2
14:12 so Li no
ବହୁତ୍ ସୁନ୍ଦର୍ ହେଇଛି ସାର୍ ଆପଣଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ତାରିଣୀ
ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ | ଅନ୍ୟ video ବି ଦେଖିବାକୁ ବିଶେଷ ଅନୁରୋଧ | ଜୟ ମା ତାରିଣୀ 🙏🙏🌹🌹❤️❤️❤️
Very nice bhai
Thank you so much for watching.
Ati sundar
Thanks
ଅତି ସୁନ୍ଦର। ଧନ୍ୟବାଦ ସାର୍।
ସ୍ୱାଗତମ
Atisundar
Thank you 🙏🙏🙏
Bahut badhia sir...
Thank you so much
Very tasty.good preparation
Thanks
Bahut Badhia Sir
ବହୁତ ବହୁତ ଧନ୍ୟବାଦ ଭାଇ
@@mtapaskumarfoodandfoodvlog 🙏
Very nice recipe
Nice nice very nice recipe.
Thank you mam
Very good teasty item
Thank you so much 🙏🙏🙏
very nice
Thank you so much 🙏🙏🙏❤️❤️❤️
Very nice... 👌👌😍😍
Thank you mam 🙏🙏🙏
Nice cook
Thank you
Vety nice
Thank u so much for watching
Undoubtedly Recipe is nice.I must say kitchen decoration is cool & awesome.
Thank you so much madam 🙏🙏🙏
Wow badhia suadia
Thanks 🙏🙏🙏
Very good.
Thank you so much
Very good
Thank you so much
Yummy recipe 🎉🎉🎉🎉😢😢😢
Thank you
bahut badhia sir
Dhanyabad bhai
My favourite,Thanks a lot for sharing
You are most welcome mam
Sir very very tasty and nice food .!
Thank you so much for your nice comment 🙏
Bahoot badhia thank u bhai
You are most welcome
ଧନ୍ୟବାଦ ସାର୍ 🙏
ସୁ ସ୍ୱାଗତମ
Nice sir❤❤❤❤
Thanks a lot 👍👍
My favourite 😋😋😋
Thanks
Very nice 👌
Thanks
Rasun badal re ada(ginger) hoithile dahi ra taste mast hoithanta
Gira rice, lemon rice, curd rice, fried rice, tomato rice etc etc.... Mukhya upadana rice kintu taste different. Semiti rasuna misantu ki ada swada alaga asiba. Jouta bhala lagiba seita kahaiba bhai.
Very nice 😊 Thank you sir
You are most welcome 🙏🙏
Awesome.🎉
Thanks a lot
Very nice
Thanks rabi
🤪ଧନ୍ୟବାଦ 🎉
ଆପଣଙ୍କୁ ବି
Naic🎉
Thank you
ଅନୁରୋଧକାରୀ ଙ୍କ ଦୟା ରୁ ଦେଖି ଶିଖି ପାରିଲୁ।🎉🎉🎉
ହେଲେ ଭାଇ, ଅନୁରୋଧ କୁ ଦୟା କାହିଁକି ଭାବିବା? ଅନୁରୋଧ ଏକପ୍ରକାର ଅଧିକାର ଅଟେ ମୋ ଭାବନା ରେ.
So beautiful so elegant just looking like a wow ❤🎉😊
Wah wah. .... Wah wah..... Many many thanks
youtube.com/@Kahani-M-Tapas-Kumar?si=BSwW-r0wK4hRy7ଜ଼ସ
Very nice thanks
Welcome
Very nice & tasty, sir please chingudi ghanta bhoji style dekhantu
Ok. Sure
ଭାଇ ମୋର ଅନୁରୋଧ ତଡକା ରେସିପି ଗୋଟେ ବନେଇଲେ ମୁଁ ବହୁତ ଖୁସି ମନେ କରନ୍ତି ଜୟ ଜଗନ୍ନାଥ 🙏🙏🙏
ପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ. ନିଶ୍ଚୟ ଅନୁରୋଧ ର ରେସିପି ପୋଷ୍ଟ କରିବି. ହେଲେ କେଉଁ ତଡକା କହିବେ. ସାଧା ନା ଅଣ୍ଡା ତଡକା?
ପୁରା ନାମ ଏବଂ ଠିକଣା କହିବାକୁ ଭୁଲିବେନି. Sprcial thanks ଜଣାଇବା ପାଇଁ.
Vaja jira Lanka gunda dele taste ahuri bhala lagiba sir.
ହଁ. ହେଲେ ଏଇଟା simple ରେସିପି ଥିଲା
ଦହି ବାଇଗଣ ଖାଇବାକୁ ଭଲ ଲାଗେ ମତେ sir
ହଁ ଭଲ ଜିନିଷ ବା. ଭଲ ତ ଲାଗିବ ଖାଇବାକୁ
Thank you very.nice
You are welcome
Please send regular vdo
Regular posting impossible dear. Collecting raw materials,, video making, editing with voice and sound. Then posting its a long process. And also i have to do my regular duty. So as possible i am posting.
👌👌👌
🙏🙏🙏🙏
ପାଟିରୁ ଲାଳ ବାହାରି ଆସିଲା ଏହା ଦେଖି
ହଉ. ତମ ଅନୁରୋଧ ରେ ପୋଷ୍ଟ କରିଛି. ବନେଇକି ଖାଇଦେବ.
ଆଜ୍ଞା ଏହା ମୋତେ ବହୁତ ଉତ୍ତମ ଲାଗେ ଏମିତି କି ଖାଲି ପାଟିରେ ବି ଖାଇ ଦିଏ
@@achyutanandabehera2281 ହଉ ବନେଇକି ଖାଇବ
👍👍👍👍👍
❤️👍👍👍
New sascriber
Thanks for subscribe and most welcome to my channel.
Wow, khaibaku ichha helani😂
Tebe deri kahniki? Fatafat banantu aai enjoy karantu.
Machha ra kichhi bhala and simple haha gaon re miluthiba recipe dekhantu
Hau. Nischaya try karibi.
Good job bro ... yummy...but if you can use Lil bit less oil while preparing that ll b just awesome
Thanks for your valuable comment. Yes bro less oil is good for health. But for good presentation more oil must be required. We can use as possible less oil in our daily life.
13:35
,👌👌
👍👍
Sir,dahi tike bahalia rakhithante, perfect banithanta.tike patala heigala.but bhal lagila
Dhanyabad bhauni. Recipe samastanka hatare alaga hin bane. Mu setiki patala dahi rakhe. Matamata pain anek anek dhanyabad bhauni. Emiti matamata deuthantu. Mo mistake ku mu agaku rectify kariparibi.
Heavy oil
Thanks for your comment. Yes for good presentation little bit more oil required. You can use less oil sir.
ଦହିରେ ଏକ ଛୋଟ ଚାମଚ ଭଜା ଜିରା ଗୁଣ୍ଡ ମିଶାନ୍ତୁ, ସ୍ବାଦ ଆହୁରି ବଢି ଯିବ ।
ହଁ. Next ମସଲା ଦହି ବାଇଗଣ ରେସିପି ରେ ସେସବୁ ମିଶାଇ ରେସିପି ପୋଷ୍ଟ କରିବି. ଏଇଟା ସାଧା ଦହି ବାଇଗଣ ରେସିପି ଥିଲା ତ ସେଥିପାଇଁ ଗୁଣ୍ଡ ମସଲା ମିଶାଇ ନାହିଁ.
ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ.
National award
Seriously waiting for that. Ok i have to do more
Sir panasa ru gote bhala recipe te karantu please
ହଉ ନିଶ୍ଚୟ କରିବି. ଏମିତିରେ ଆଗରୁ ବି କିଛି ପଣସ ର ରେସିପି ଅଛି channel ରେ.
ruclips.net/video/OD5Tl2GYhAA/видео.html
କେଉଁଠୁ କହୁଥିଲ ନିଶ୍ଚୟ ଜଣାଇବା. Thanks କହିବ ପାଇଁ
ruclips.net/video/ICZkpISFpf8/видео.html
ସାମାନ୍ୟ ଦହି ବାଇଗଣ ତିଆରି କରିବାକୁ ଯଦି ଏତେ ସମୟ ନୋଊ ଛନ୍ତି ଏଥିରୁ ଜଣା ପଡୁଛି ଆପଣ କେତେ ବଡ଼ ରଷେୟା
@@AkshayKumar-q4u ଏତେ ସୁନ୍ଦର ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ. ସବୁ ରୋଷେଇ ସାମାନ୍ୟ ହିଁ ହୋଇଥାଏ ବନ୍ଧୁ. କରି ଜାଣିବା ଦରକାର. ହୁଏତ ଆପଣଙ୍କ ହାତରେ ରୋଷେଇ ଜଲଦି ହେଉଥିବ. ପନିପରିବା ସବୁ ଜଲଦି ଶିଝି ଯାଉଥିବ. କିନ୍ତୁ ସେମିତି skill ମୋ ପାଖରେ ନାହିଁ. କଣ କରିବି?
Mutton curry banantu sir
ହଉ madam ବନେଇବି ନିଶ୍ଚୟ. Plane ମଟନ କରି ନା ଚମ୍ପାରନ? ଆଉ ହଁ madam କୋଉଠୁ କହୁଥିଲେ ନିଶ୍ଚୟ କହିବେ. ଧନ୍ୟବାଦ ଜଣାଇବା ପାଇଁ
ଭାଇ ଛତୁ ରେସିପି ଉପରେ ଗୋଟେ ଭିଡିଓ ବନାନ୍ତୁ କିଛି ଶିଖିବାକୁ ମିଳିବ
ହଉ. ଏମିତିରେ ଆଗରୁ ବି କିଛି ଛତୁ recipe ପୋଷ୍ଟ କରିଛି. ନୂଆ ବି ପୋଷ୍ଟ କରିବି ନିଶ୍ଚୟ
11:06 11:06 11:06 11:06
Bhai dahi baingan re rasuna chhunka diaajaa ani
Madam ଶାସ୍ତ୍ର ଅନୁଶାରେ ଆମିଷ ଆଉ ଗୋରସ ଏକା ସାଙ୍ଗରେ ଖିଆ ଯାଏଁ ନାହିଁ. କିନ୍ତୁ ଆଜିକାଲି ଦହି ବିନା ମାଛ ମାଂସ ଅଣ୍ଡା କିଛି ବି ହେଉନି. ତେଣୁ ସ୍ୱାଦ ପରିବର୍ତନ ନିହାତି ଦରକାର. ଆପଣ ଥରେ ରସୁଣ ଦହି ବାଇଗଣ ରେ ଛୁଙ୍କ ଦେଇ ଦେଖନ୍ତୁ. ଭଲ ନ ଲାଗିଲେ କହିବେ.
Ame jete try kale bi mushroom curry restaurant style ghare Kari parunu jama.....tame kichi recipe share Kariba ki......then paneer curry..... chicken curry..... mutton curry..... chicken biryani......veg biryani.....aa sabu recipe try karantu please
ନିଶ୍ଚୟ share କରିବି ଭାଇ. ହେଲେ ଟିକେ time ଲାଗିବ. ଅଫିସ କାମ ସାରି ରେସିପି କରିବା ପାଇଁ ଟିକେ ଅସୁବିଧା ହଉଚି. ତଥାପି ମାନେ ରଖିଲି. ତମ ପାଇଁ ଏ ସବୁ ରେସିପି ଖୁବ ଜଲଦି ପୋଷ୍ଟ କରିବି.
@@mtapaskumarfoodandfoodvlog bhai jete time laguchi lagu.....but tame recipe kara.....mate tama video bahut bhala laguchi
Ok. ନିଶ୍ଚୟ କରିବି
youtube.com/@Kahani-M-Tapas-Kumar?si=BSwW-r0wK4hRy7Zs
ଏଇଟା ମୋର କାହାଣୀ channel
Subscribe କରି ଗପ ଶୁଣିବ
ruclips.net/video/PtMSGkqBpTQ/видео.htmlsi=lSfk1TiNBgaHWsOg
Thank you ❤❤❤
Welcome
ପନିରୀ କୁତୁକୁତୁ
ନା ମ. ଓଉ ରାଇତା
Ama patiru lala bhaharilani
Bahut sahaja recipe bhai. Jaldi banantu. Lala bohiba band hoijiba.
Jira Lanka Gunda dele ahuri bhala lagiba sir
ହଁ ମାଡାମ. ଭିଡ଼ିଓ ରେ କହିଛି ପରା, ଏଇଟା ସବୁଠାରୁ ସହଜ ରେସିପି. ପୁଣିଥରେ କେବେ ମସଲା ଦହି ବାଇଗଣ ଭିଡ଼ିଓ ପୋଷ୍ଟ କରିବି,
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭିଡ଼ିଓ ଟି ଦେଖିଥିବାରୁ.
Video ku short kara.
Hau chesta karibi
Chicken kema banantu sir please
Hau. Chiken kima ra keun recipe dekhibaku chahan?
Aau keuthu kahucha nischsya janaiba
@@mtapaskumarfoodandfoodvlog CUTTACK ru
@@mtapaskumarfoodandfoodvlog chicken roll kima sir
Ok i will prepair for u. Tike aoekhya kariba pls
Thank you
Welcome mam
Mnu bhabuthili Prabhu dekheil
Hay hay prabhu 🙏🙏🙏 dandabata
Dahi re rasuna? Ghara keuthi?😂
Rasuna pakeiba mana ki? Jani nathili ta. Kana mo gharaku asiba ki?
😂 sugar add
If you dont like then please skip sugar. In other hand sugar is not good. It is only for enhance taste.
Very nice
Thanks