Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
First of all Praise to be Jesus Christ.Awesome Choir group. Super singing and music...May Our Lady of Partamaha pray for us!👌*#ଦିବ୍ୟ** ପ୍ରସାଦ ଗୀତ#* ପ୍ରିୟ ଯୀଶୁ ମୋରମୋ ଜୀବନ ଦୁଆରମୋ ଜୀବନ ସ୍ୱାମୀପ୍ରିୟ ଯୀଶୁ ମୋରମୋ ଜୀବନ ସାଗରମୋ ଅନ୍ତରଜ୍ୟାମିଆସ ମୋ ହୃଦେନୁଆଁ ଭରଷା ନେଇଁ-୨୧. ତୁମେ ଯେ ଅନାଦି ତୁମେ ଯେ ଅନନ୍ତତୁମେ ପ୍ରଭୁ କି ମହାନତୁମେ ପରା ସତ୍ୟତୁମେ ପରା ପଥତୁମେ ପ୍ରଭୁ ତେଜବନ୍ତତୁମେ ହିଁ ଆଲୋକ ମୋର ଚଲାପଥେଆଶାର ସେ ପ୍ରଦୀପ-୨ପ୍ରିୟ ଯୀଶୁ ମୋର....୨. ତୁମେ ମୃତ୍ୟୁମଜୟୀପ୍ରେମେ ଚିରସ୍ଥାୟୀତୁମେ ସତ୍ୟ ସନାତନତୁମେ ହିଁ ପାଳକତୁମେ ହିଁ ରକ୍ଷକତୁମେ ପତିତପାବନତୁମେ ହିଁ ପ୍ରେମିକ ପୀୟସୀ ପ୍ରାଣରତୁମେ ପବିତ୍ର ନିର୍ଝର-୨ପ୍ରିୟ ଯୀଶୁ ମୋର.....୩. ଏଇ ମନ ଝୁରେ, ଏଇ ପ୍ରାଣ ଝୁରେତୁମ ଦରଶନ ପାଇଁପ୍ରତି ମୁହୂର୍ତ୍ତରେ, ପ୍ରତି ସ୍ପନ୍ଦନରେ ତୁମ ପ୍ରେମ ସ୍ପର୍ଶ ପାଇଁଆସ ପ୍ରଭୁ ବାରେ ଏ ଦିବ୍ୟ ସଂସ୍କାରେସ୍ୱର୍ଗ ସୁଖ ଦେବା ପାଇଁ-୨ପ୍ରିୟ ଯୀଶୁ ମୋର....*Lyrics and Composition**ଗୀତ ରଚନା ଓ ସ୍ୱର ସଂଯୋଜନା*Fr. Sanjib Bishoyi, SVDତାରିଖ: ୨୨.୦୧.୨୦୨୨
Thank you 🙏May God bless all 🙌
Thanks for you
Thank you
Jaya Jesus
Hearttouching song ମନ କୁ ଛୁଇ ଯାଉଛି ଶୁଣି ଶୁଣି ଆଉ stop କରିବାକୁ ଇଛା ହେଉନି ବହୁତ୍ ବହୁତ୍ ଅତି ସୁନ୍ଦର ସୁନ୍ଦର ହେଇଛି ଗୀତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରଶଂସିତ ଗୌରବ ଯୁଗେ ଯୁଗେ ହେଉ❤❤❤❤❤❤❤❤❤❤❤❤❤❤❤❤❤❤❤GOD BLESS YOU MORE MORE MORE MORE MORE.......AND MORE.....❤❤❤❤❤🙏🏻🙏🏻🙏🏻🙏🏻🙏🏻🙏🏻
Amen 🙏
Very beautiful tone of this song,....sang beautifuly, God bless you all ❤️🌹👌👍💖
Praise the Lord 🙌
Beautiful composition ❤️🙏✝️
Thank you so much 🥰
Praise the Lord
Nice communion song brother
Realy this song is meaning full and heart touching
@@mkshinningstar thank you
❤ Bodhiya gito. Really heart touching and devotional too ❣️
Hemitika father kass amo Paris re thaitahanta na...bhaut sundar heitanta....dibyo jogya re ❤❤
Praise the lord 🙏🙏
Beautiful song
Bahut sundar heichi gita bhai
Thanks a ton bro 🥰
Wow excellent voice , beautiful, god bless you
Wow Amazing, super, mind-blowing God bless you all....
Very nice song.
Prabhu nka mahan nama dhanyawad heu 🎉🎉🎉🎉
Super beautiful soulful composition song please brother post the lyrics 🙏 ❤️
Check the comment section... Fr. Sanjeev Bishoyi has already sent the lyrics
Very nice
Please ଗୀତ ରୋ ଲେଖା post karantu please
God bless you all the time nice composition...... 🙏🙏
Thank you 😊
God bless you all
Its is very heart touching song...praise the Lord.
Thank you 🥰
Nice song, lyrics and music
👌👌👌👌👌👌
🥰🥰
Heart touching song😢😢😢 🙏🙏🙏
May God bless you 🙌
ଏଇ ମନ ଝୁରେ ଏଇ ପ୍ରାଣ ଝୁରେତୁମ ଦରଶନ ପାଇଁପ୍ରତି ମୁହୂର୍ତ୍ତରେପ୍ରତି ସ୍ପନ୍ଦନରେତୁମ ପ୍ରେମ ସ୍ପର୍ଶ ପାଇଁଆସ ପ୍ରଭୁ ବାରେଏ ଦିବ୍ୟ ସଂସ୍କାରେସ୍ୱର୍ଗ ସୁଖ ଦେବା ପାଇଁ.....ଏଇ ଶବ୍ଦ ଗୁଡ଼ିକ ବହୁତ ଭଲ ଲାଗେ।🎉
Yes fr. May God bless you 🙌That u write many more songs for the Lord 🙏
Awesome!!!
Very nice song 🙏🙏🙏🙏
Thank you 🙏
god bless you all choir team
Thank you 🥰May God bless you and all 🙌
Lots of love 🥰🥰
Bhai gito ro lyrics upload korontu
👌👌👌👌👌👌❤❤❤❤❤
🙏💐❤️
ଗୀତ ପୋଟାହ
ଭାଇ ଏ ଗୀତର lyrics send ofload କର
କିଛି କ୍ଲୀୟର ନାହି ,କଣ ଗାଇଛନ୍ତି ,ଭଲରେ ରେକୋଡ଼ିଂ କରନ୍ତୁ ଏବଂ ୟୁଟିବ ରେ ଛାଡ଼ନ୍ତୁ ।
Please 🙏 🙏 🙏 🙏 🙏 brother lyrics pothao
Ok
Original song kouthi paibaa?? Bhaiii
Please Gita ra lekha photos post karanu plz
Ehi Gita ra lyrics description re diantu plz 🙏🙏
Sure
ଏହା prayer ନା ମୋଜା କରୁଚ
Prayer
କ'ଣ ହେଲା କି?ଆପଣ ଜାଣି ପରୁ ନାହାନ୍ତି କି....
ଦିବ୍ୟ ଯଜ୍ଞ ଚାଲିଛି, ଆପଣ ଦେଖି ପାରୁ ନାହାନ୍ତି କି?
Mind before you ask something about Sacred..
Bro I want lyrics please send 🙏🙏🙏🙏
Sir plz I need lyric
Bhai ei gitara lyrics description re chhada please 🙏🏼
fr.sanjeev Bishoyi nka comment re ai song lyrics achhi ... comment section check karantu fr. Sanjeev Bishoyi nka ra please
Bhai ate loko kohuchhu bhai lyrics post koto please 🙏 ♥️ 😢
Ok bro
Lyrics upload Kara Bhai plz 🙏
ଗୀତ ଲେଖି ପୋଷ୍ଟ୍ କର
Comment section re fr. Sanjeeb bishoyi already post korichhonti....t k check koridiontu 🙏
Please bhai hi Geeta Ku Bhola re tike chhaid
Bujhi halani kn kahuchha
Priya jisu Mora mo jiban duara full original song please bhai
Bhai aponakar phone nomber diantu darkar
7749942910
Toma number dia Bhai
@@allroundmusicalband 7749942910
First of all Praise to be Jesus Christ.
Awesome Choir group. Super singing and music...
May Our Lady of Partamaha pray for us!👌
*#ଦିବ୍ୟ** ପ୍ରସାଦ ଗୀତ#*
ପ୍ରିୟ ଯୀଶୁ ମୋର
ମୋ ଜୀବନ ଦୁଆର
ମୋ ଜୀବନ ସ୍ୱାମୀ
ପ୍ରିୟ ଯୀଶୁ ମୋର
ମୋ ଜୀବନ ସାଗର
ମୋ ଅନ୍ତରଜ୍ୟାମି
ଆସ ମୋ ହୃଦେ
ନୁଆଁ ଭରଷା ନେଇଁ-୨
୧. ତୁମେ ଯେ ଅନାଦି ତୁମେ ଯେ ଅନନ୍ତ
ତୁମେ ପ୍ରଭୁ କି ମହାନ
ତୁମେ ପରା ସତ୍ୟ
ତୁମେ ପରା ପଥ
ତୁମେ ପ୍ରଭୁ ତେଜବନ୍ତ
ତୁମେ ହିଁ ଆଲୋକ ମୋର ଚଲାପଥେ
ଆଶାର ସେ ପ୍ରଦୀପ-୨
ପ୍ରିୟ ଯୀଶୁ ମୋର....
୨. ତୁମେ ମୃତ୍ୟୁମଜୟୀ
ପ୍ରେମେ ଚିରସ୍ଥାୟୀ
ତୁମେ ସତ୍ୟ ସନାତନ
ତୁମେ ହିଁ ପାଳକ
ତୁମେ ହିଁ ରକ୍ଷକ
ତୁମେ ପତିତପାବନ
ତୁମେ ହିଁ ପ୍ରେମିକ ପୀୟସୀ ପ୍ରାଣର
ତୁମେ ପବିତ୍ର ନିର୍ଝର-୨
ପ୍ରିୟ ଯୀଶୁ ମୋର.....
୩. ଏଇ ମନ ଝୁରେ, ଏଇ ପ୍ରାଣ ଝୁରେ
ତୁମ ଦରଶନ ପାଇଁ
ପ୍ରତି ମୁହୂର୍ତ୍ତରେ, ପ୍ରତି ସ୍ପନ୍ଦନରେ
ତୁମ ପ୍ରେମ ସ୍ପର୍ଶ ପାଇଁ
ଆସ ପ୍ରଭୁ ବାରେ
ଏ ଦିବ୍ୟ ସଂସ୍କାରେ
ସ୍ୱର୍ଗ ସୁଖ ଦେବା ପାଇଁ-୨
ପ୍ରିୟ ଯୀଶୁ ମୋର....
*Lyrics and Composition*
*ଗୀତ ରଚନା ଓ ସ୍ୱର ସଂଯୋଜନା*
Fr. Sanjib Bishoyi, SVD
ତାରିଖ: ୨୨.୦୧.୨୦୨୨
Thank you 🙏
May God bless all 🙌
Thanks for you
Thank you
Jaya Jesus
Hearttouching song
ମନ କୁ ଛୁଇ ଯାଉଛି ଶୁଣି ଶୁଣି ଆଉ stop କରିବାକୁ ଇଛା ହେଉନି ବହୁତ୍ ବହୁତ୍ ଅତି ସୁନ୍ଦର ସୁନ୍ଦର ହେଇଛି ଗୀତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରଶଂସିତ ଗୌରବ ଯୁଗେ ଯୁଗେ ହେଉ❤❤❤❤❤❤❤❤❤❤❤❤❤❤❤❤❤❤❤GOD BLESS YOU MORE MORE MORE MORE MORE.......AND MORE.....❤❤❤❤❤🙏🏻🙏🏻🙏🏻🙏🏻🙏🏻🙏🏻
Amen 🙏
Very beautiful tone of this song,....sang beautifuly, God bless you all ❤️🌹👌👍💖
Praise the Lord 🙌
Beautiful composition ❤️🙏✝️
Thank you so much 🥰
Praise the Lord
Nice communion song brother
Realy this song is meaning full and heart touching
@@mkshinningstar thank you
❤ Bodhiya gito. Really heart touching and devotional too ❣️
Hemitika father kass amo Paris re thaitahanta na...bhaut sundar heitanta....dibyo jogya re ❤❤
Praise the lord 🙏🙏
Beautiful song
Bahut sundar heichi gita bhai
Thanks a ton bro 🥰
Wow excellent voice , beautiful, god bless you
Wow Amazing, super, mind-blowing God bless you all....
Very nice song.
Prabhu nka mahan nama dhanyawad heu 🎉🎉🎉🎉
Super beautiful soulful composition song please brother post the lyrics 🙏 ❤️
Check the comment section... Fr. Sanjeev Bishoyi has already sent the lyrics
Very nice
Please ଗୀତ ରୋ ଲେଖା post karantu please
God bless you all the time nice composition...... 🙏🙏
Thank you 😊
God bless you all
Its is very heart touching song...praise the Lord.
Thank you 🥰
Nice song, lyrics and music
Thank you
👌👌👌👌👌👌
🥰🥰
Heart touching song😢😢😢 🙏🙏🙏
May God bless you 🙌
ଏଇ ମନ ଝୁରେ
ଏଇ ପ୍ରାଣ ଝୁରେ
ତୁମ ଦରଶନ ପାଇଁ
ପ୍ରତି ମୁହୂର୍ତ୍ତରେ
ପ୍ରତି ସ୍ପନ୍ଦନରେ
ତୁମ ପ୍ରେମ ସ୍ପର୍ଶ ପାଇଁ
ଆସ ପ୍ରଭୁ ବାରେ
ଏ ଦିବ୍ୟ ସଂସ୍କାରେ
ସ୍ୱର୍ଗ ସୁଖ ଦେବା ପାଇଁ
.....ଏଇ ଶବ୍ଦ ଗୁଡ଼ିକ ବହୁତ ଭଲ ଲାଗେ।🎉
Yes fr. May God bless you 🙌
That u write many more songs for the Lord 🙏
Awesome!!!
Thank you
Very nice song 🙏🙏🙏🙏
Thank you 🙏
god bless you all choir team
Thank you 🥰
May God bless you and all 🙌
Lots of love 🥰🥰
Thank you so much 🥰
Bhai gito ro lyrics upload korontu
👌👌👌👌👌👌❤❤❤❤❤
🙏💐❤️
ଗୀତ ପୋଟାହ
ଭାଇ ଏ ଗୀତର lyrics send ofload କର
କିଛି କ୍ଲୀୟର ନାହି ,କଣ ଗାଇଛନ୍ତି ,ଭଲରେ ରେକୋଡ଼ିଂ କରନ୍ତୁ ଏବଂ ୟୁଟିବ ରେ ଛାଡ଼ନ୍ତୁ ।
Please 🙏 🙏 🙏 🙏 🙏 brother lyrics pothao
Ok
Original song kouthi paibaa?? Bhaiii
Please Gita ra lekha photos post karanu plz
Ok
Ehi Gita ra lyrics description re diantu plz 🙏🙏
Sure
ଏହା prayer ନା ମୋଜା କରୁଚ
Prayer
କ'ଣ ହେଲା କି?
ଆପଣ ଜାଣି ପରୁ ନାହାନ୍ତି କି....