Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରାକୃତିକ ଜିନିଷ ବ୍ୟବହାର କରି ଉତ୍ପାଦନ କଲେ ଆମେ ସୁସ୍ଥ ରହିବା। ଆଜିକାଲି କୁତ୍ରିମ ପାଳ ଛତୁ ଶରୀର ପାଇଁ ହାନିକାରକ । ଧନ୍ୟବାଦ୍ ।
ଧନ୍ୟବାଦ, ଏହି ସହଜ ପ୍ରଣାଳୀ କୁ ଦେଖି ସମସ୍ତେ ପାଳ ଛତୁ ଉତ୍ପାଦନ କରି ନିଜେ ଖାଇବା ସହିତ ଭଲ ରୋଜଗାର କ୍ଷମ ବି ହୋଇ ପାରିବା। ଏପରି ସହଜ ପ୍ରଣାଳୀ କୁ ସୋସିଆଲ ମିଡିଆକୁ ଆଣି ଆମ୍ଭମାନଙ୍କୁ ଦେଖାଇ ପାରିଥିବାରୁ ବହୁତ ବହୁତ ଧନ୍ୟବାଦ।
"Xgoodprocess
@@hingulapadhan😂😂t yh
ବହୁତ ଭଲ ସୁନ୍ଦର ଭିଡିଓ ଶିଖିବା ପାଇଁ ମିଳିଲା
ବହୁତ ବହୁତ ଧନ୍ୟବାଦ । ପ୍ରାକୃତିକ ଉପାୟରେ ଛତୁ ଚାଷ ମୁଁ ଦେଖିଥୂଲି କିନ୍ତୁ ଉପାୟ ଜଣାନଥିଲା।
Dhanyavaad
Kon janilu
VDO ପାଇଁ ଧନ୍ୟବାଦ। ଏହି ପାଳ ଗଡାରେ ନିଶ୍ଚିତ ଭାବେ ପାଣି ସିଞ୍ଚନ କରିବାକୁ ପଡ଼ୁଥିବା। ଏ ସବୁ ବିଷୟରେ ଜଣାଇବା ଦରକାର । ପ୍ରଣାଳୀ ଟି ଅଧୁରା ରହି ଯାଇଛି।
Thanks for your advice
Palithine re heb ki
Khara re rahib ki chhai re
😢🎉🎉
😊
ବିନା ମଞ୍ଜିରେ ଛତୁଚାଷ କେମିତି ହୁଏ ,ଜାଣିକି ଖୁସି ଲାଗିଲା ।ଧନ୍ୟବାଦ ଭାଇ ।
ବହୁତ ସୁନ୍ଦର ପ୍ରାକୃତିକ ଉପାୟରେ ପାଳଛତୁ ଚାଷ, ଆପଣଙ୍କୁ ଧନ୍ୟବାଦ
ଭିଡିଓଟି ବହୁତ ଉଫାଦେୟ ଓ ଶିକ୍ଷଣୀୟ। ଧନ୍ୟବାଦ
ବହୁତ ସୁନ୍ଦର,,, କିନ୍ତୁ ଗୋଟିଏ ଗଦାରୁ କେତେ ଦିନ ପ୍ରଯ୍ୟନ୍ତ ଉତ୍ପାଦନ... ନଡା ଗଦା କେତେ ଦିନ ପରେ ବଦଳେଇବା ଦରକାର.
Nada kharap hela pare
😊@@mushroomguruindia
ଏହା କେବଳ ମାଟି ଉପରେ ନଡ଼ା ରେ ହେବ ନା ଯେ କୌଣସି ଜାଗାରେ କରିପାରିବ ,ଏ ଭାଇ ଯାହା ଦେଖାଇଲେ ତାହା ଏକ ବାହାର ଜାଗା ସାପର ଭୟ ରହୁଛି
ଧନ୍ୟବାଦ ପ୍ରାକୃତିକ ପ୍ରନଳୀରେ ଛତୁ ଚାଷ କରିଥିବାରୁ ।
ବହୁତ୍ ଭଲ ଲାଗିଲା
Good idea.. ଆମେ ବି ଚେଷ୍ଟା କରିବୁ ପ୍ରାକୃତିକ ଉପାୟରେ.. ଧନ୍ୟବାଦ୍ 🙏🙏🙏🙏🙏
Bhai bhala lagila. Video ti.
ସ୍ବାଗତଯୋଗ୍ୟ ପ୍ରାକୃତିକ ଛତୁ ଚାଷ
ଆଜ୍ଞା ଆପଣ ଯେଉଁ ସିଞ୍ଚନଟି ବ୍ୟବହାର ପାଇଁ କହିଲେ ତାହା ଥରେ ବ୍ୟବହାର କଲେ କେତେଥର ଉତ୍ପାଦନ ହୋଇଥାଏ l
Bahhhh👏👏👏👏👏👏
SUPER CHHatu cultivetion
ବହୁତ ବହୁତ ଧନ୍ୟବାଦ ଭାଇ ❤
Chattu chasha is best
Bahut badhia ....👏👏👏
Bahut sundar upaya.
Badhiya bhai super . God bless you with jobs
ଅତି ଉତ୍ତମ ବହୁତ ଧନ୍ୟବାଦ.
Congrats For 1M
ବହୁତ ଭଲ ଉପାୟ
Super lagila tathapi ame tanka bhalia try katibu
Video is very helpful to others
bahut badhia.barsa sara heba ki chata upare hebaki
Chhata upare try kariba.... Yeta matire bhala hue
Bahut badhia
Video bahuta Bhala lagila
ଖୁବ ସୁନ୍ଦର , ବହୁତ ବହୁତ ଧନ୍ୟବାଦ
Bht sundar
Very good idea.
ଧନ୍ୟବାଦ୍ ଭାଇ ସମ୍ପୂର୍ଣ୍ଣ ଉପାୟ କୁହନ୍ତୁ
❤ dhanyabad sir mu v emiti chhatu chasa karibi
Gomutra adhika Dinara hele asubidha ki
ସାର, ଆମ କୋରାପୁଟ ଜିଲ୍ଲା ପଲ୍ଲୀ ଆନ୍ଚଳରେ ପାହାଡ ପର୍ବତ ସବୁଠାରେ ଏହିଭଳି ପାଳଛତୁ ବର୍ଷା ଦିନରେ ପ୍ରଷ୍ପୁଟିତ ହୋଇଥାଏ।କଳାର ଗଗୁଡିକରେ ଗଦାହୋଇଥିବା ପାଳରୁ ମଧ୍ୟ ବର୍ଷା ଦିନେ ବହୁତ ଗୁଡାଏ ଛତୁ ବାହାରି ଥାଏ। କିନ୍ତୁ ଲୋକମାନେ ବାୟାଛତୁ ବୋଲି କେହି ଖାଇବାକୁ ମନା କରନ୍ତି।ତେଣୁ ଉକ୍ତ ଅନ୍ଚଳରେ ଗୁଡାଏ ଛତୁ ନଷ୍ଟ ହୋଇଥାଏ।
Mote watsapp karantu... 8096775950
Bahut badhia mu b kariki dekhibi
Prakrutik upayaru chhati chasa Kari thibaru bahut dhanya bad Bhai samaste dekhikari karibaku chesta karibe chasa
Beautiful 👌👌 process
Very nice great post 🙏🏻
Jayhind,somanythankstoyoufordemostationregardingfungicultivation.
Very nice idea sir. In which month I have to done? How many days it gives chhatu?
Bahut badia tecnic
ଭିଡିଓ ଟି ପାଇଁ ଧନ୍ୟବାଦ। କିନ୍ତୁ ମୋର ପଚାରିବାର ଅଛି କି ଏଇ ବେଡ୍ ରେ ଆମେ କେତେଦିନ ପର୍ଯ୍ୟନ୍ତ ଛତୁ ବାହାର କରିପାରିବ ।ନା ବର୍ଷ ସାରା ଏଥିରୁ ଛତୁ production ହେଇପାରିବ। ସେ ବିଷୟରେ ଭିଡିଓ ଟିରେ କୌଣସି ସୂଚନା ନାହିଁ।
ବହୁତ ବହୁତ ଧନ୍ଯବାଦ
Very nice idea ..God bless him
Bahut badiya sir Bina mangire chatu casha
ମତେ ଟିକେ କହୀବ ❤❤
Very very thank you sir very good process
ବହୁତ ଧନ୍ୟବାଦ 👍
Bahut bhala bhai😇😇😇
Very good attempt by Prasanta babu,it may help the rural youth to make them self sufficient. Thank you
May I have your call number?
Very good 👍 sir ji namshakar ji
Drabya gudika ra parimana prastuti samaya re janantu, gobr, gomutra, besan Guda, etc.
ଜୟ କିସାନ🇮🇳🇮🇳🇮🇳🇮🇳
Verry good
Besan and curd nice
Thank you good idea
Ati sundar mu aasanta kali try karibi bhai
July - November bhitare try kara.... Barsha dine
good knowledge..
Very good process l like it very much
Bahut bhala achhi.kete Dina parya t o ketr parimanara chhatu bahariba?byabasayika drustiru kipari labha heuchhi?
ବହୁତ ଭଲ
Returns is less, but it's nice to see the method, without seeds
Thanks bro
Bahut sundar thanks bhai
Very good process
Very nice video sir
Great bhai
ଗୋଟିଏ ଜାଗାରେ କେତେ ଥର ମିଶ୍ରଣ ପାଣି ସ୍ପ୍ରେ କରି ପାରିବେ ?
Amazing
It is a good idea
Super sir
Bahut sundar 👍👍
Very good technique
❤❤❤❤❤❤❤❤❤❤❤❤❤
Nice chatu
Khub badhia .thare chhatu bahari sarile puni au thare se mishrana ku debaku heba ki?.
Yes...
Best bahut khoob sundor achalaga you really nice
बहुत बढिया।
Thanks for information
really its outstanding... . its very interesting if Mr. Prashant share how he get this formula... its again prove that , skill and knowlege is more powerfull than the degree like biochem and biotech . its a greate video
Btq
1
Hlo bhai bahuta bhala kam
Bhala lagila
Very good
Good post
Hi...
ଧନ୍ୟବାଦ..
Gotiathara spray karile ketedina chatu amalaheba&sa nadare punikebe spryheba& ketetharaheba,
Good process
Bahut Bahut Dhanyawad you 👌,
Thank you prasanta bhai
Just awesome👍👍.
Good idia bro
Bahut vala
Bahut bahut dhanyavaad
Nice plan
very nice mushroom farmer
Sabu samyare kariheba ya kichi special month re haba
Very nice
thikre all materials ratio khaunahanti 5kg ketoti palgadaru miluchhi 15 liter pani re ketoti gada bhijeibe...
ଛତୁ ଗଦା ଉପରେ ହଉନି,ଖାଲି ଗଦା ତଳେ (ଷାଇଟ୍) ରେ ହଉଛି । ସ୍ପ୍ରେ ହେଇଥିଲା ଗୋଦା ର ସବୁ ଯାଗାର କିନ୍ତୁ ଗୋଦା ର ତଳେ ହଉଛି କିନ୍ତୁ ଉପରେ ହଉନି,କାରଣ କ'ଣ କହିବ ।
Watsapp karantu.. 8096775940
Very good.
I am very happy

Congrats
For 1M