5,604 Crore Of Central Expenditure For 3 New Railway Projects In The District || Modi Guarantees

Поделиться
HTML-код
  • Опубликовано: 31 дек 2024

Комментарии • 265

  • @dhaneswardas548
    @dhaneswardas548 11 месяцев назад +34

    ଏହା ଫଳରେ ମୟୁରଭଞ୍ଜ ର ମାତ୍ର ଏକ ଚତୁର୍ଥାଂଶ ଲୋକ ଉପକୃତ ହେବେ। ବାରିପଦା ରୁ ଉଦଳା ଓ କପ୍ତିପଦା ଦେଇ ଭୂବନେଶ୍ବର ପର୍ଯ୍ୟନ୍ତ ଏକ ରେଳ ପଥ ହେଲେ ପ୍ରକୃତ ରେ ମୟୁରଭଞ୍ଜ ବାସୀ ସଠିକ୍ ଭାବେ ଉପକୃତ ହୋଇପାରିବେ।
    ଏବେ ରେଳ ମନ୍ତ୍ରୀ ଓଡିଶାର, ଏବେ ଚାହିଁ ଲେ କରିପାରିବେ.. ଏବେ ନୁହେଁ ତ କେବେ ନୁହେଁ

    • @purtystarofficial217
      @purtystarofficial217 11 месяцев назад

      ସେପଟେ ପରେ ହେବ ଅପେକ୍ଷା କର

    • @bhalapila3443
      @bhalapila3443 11 месяцев назад +1

      ଏଇଟା ବି ଭଲ ଅଛି

    • @manish9359
      @manish9359 11 месяцев назад

      Wait karo jibo sepote

    • @reallife5950
      @reallife5950 11 месяцев назад +1

      Pura right

    • @ashishhembram21
      @ashishhembram21 11 месяцев назад +2

      Udala - kedujhor , Udala- Nilagiri , Udala - Baripada

  • @motilaldash4645
    @motilaldash4645 11 месяцев назад +27

    କେବଳ ଆମ ପ୍ରୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ ସମ୍ଭବ ହେବା ପାଇଁ ଯାଉଛି

  • @sukantaswain6382
    @sukantaswain6382 11 месяцев назад +52

    ସବୁଜ ସୁନ୍ଦର ଆମ ମୟୂରଭଞ୍ଜ ଯଶିପୁର କୁ ଚାଲୁ

    • @himansubarik2912
      @himansubarik2912 11 месяцев назад +2

      Right 👍

    • @kabitaswain1832
      @kabitaswain1832 11 месяцев назад +1

      100%❤❤❤

    • @gourirani4338
      @gourirani4338 11 месяцев назад +1

      Right ❤

    • @Ritwik2025
      @Ritwik2025 11 месяцев назад +1

      Na karanjia ru challu

    • @sukantaswain6382
      @sukantaswain6382 11 месяцев назад +2

      @@Ritwik2025 ନିହାତି ଭାବରେ କରଞ୍ଜିଆ first' ku ଚାଲୁ ତାକୁ ଦେଇ ଯଶିପୁର ଯାଉ

  • @PanoHansdah-iy8br
    @PanoHansdah-iy8br 11 месяцев назад +9

    ଆମେ ମୟୂରଭଞ୍ଜ ଜିଲ୍ଲା ଭାସି ବୋଲି ଗର୍ବିତ ❤❤❤❤❤❤❤

    • @Rocky-f8m
      @Rocky-f8m 8 месяцев назад

      ଭାଇ tweet କରି ଏମିତି ପ୍ରସ୍ତାବ ଦେଲେ ବୋହୁତ ଭଲ ଲାଗିବ କାରଣ ମୟୂରଭଞ୍ଜ ର ସ୍ୱର ନାହିଁ ତେଣୁ କିଛି ହେଉନି । ଦୟାକରି tweet କରି ଏମିତି କୁହନ୍ତୁ । ଆମେ ସପୋର୍ଟ କରିବୁ ।

  • @jrrkbcreation1441
    @jrrkbcreation1441 4 месяца назад +2

    ଠାକୁରମୁଣ୍ଡା,ଶରତ, କପ୍ତିପଦା, ଉଦଳା, ନୀଳଗିରି ଦେଇ ବାଲେଶ୍ଵର ରୁ ଭୁବନେଶ୍ବର କୁ ଗୋଟେ ରେଳ ପ୍ରକଳ୍ପ ମଞ୍ଜୁର କଲେ ମୟୂରଭଞ୍ଜ ଲୋକ ମାନେ ବହୁତ ଉପକୃତ ହୋଇ ପାରିବେ

  • @mansingmurmu626
    @mansingmurmu626 11 месяцев назад +25

    ବାରିପଦା ରୁ ଉଦଳା, କପ୍ତିପଦା, ଶରତ ରେଳ road ମଧ୍ୟ ବହୁତ ଜରୁରୀ।

    • @Rocky-f8m
      @Rocky-f8m 8 месяцев назад

      ଭାଇ tweet କରି ଏମିତି ପ୍ରସ୍ତାବ ଦେଲେ ବୋହୁତ ଭଲ ଲାଗିବ କାରଣ ମୟୂରଭଞ୍ଜ ର ସ୍ୱର ନାହିଁ ତେଣୁ କିଛି ହେଉନି । ଦୟାକରି tweet କରି ଏମିତି କୁହନ୍ତୁ । ଆମେ ସପୋର୍ଟ କରିବୁ ।

    • @srikant9307
      @srikant9307 4 месяца назад

      Udala paai bi hoba darkar

    • @srikant9307
      @srikant9307 4 месяца назад

      Aamor kichhi lavo hauni vote deiki

  • @reallife5950
    @reallife5950 11 месяцев назад +3

    ଆମର ଦରକାର ମୋଦି ସରକାର ଆମର ଦରକାର କପ୍ତିପଦା ଉଦଳାକୁ ରେଳ ନହେଲେ ସବୁ ଭୋଟ ଦିଅ BJD କୁ ସେ ବି ଭଲ କାମ କରୁଛି ମୟୂରଭଞ୍ଜ ବାସୀ

  • @tusharkantamohanta9551
    @tusharkantamohanta9551 11 месяцев назад +3

    Good news ❤
    କିନ୍ତୁ ବାଦାମପାହାଡ - କେନ୍ଦୁଝର ପାଇଁ କିଲୋ ମିଟର ଟା ଭୁଲ ଉପସ୍ଥାପନା ହୋଇଛି

  • @jagabandhugiri6980
    @jagabandhugiri6980 11 месяцев назад +7

    Jay Hind Modi Jay Hind 🇮🇳🇮🇳🙏

  • @reallife5950
    @reallife5950 11 месяцев назад +5

    କିଛି କାହା କଥାରେ ପଡନ୍ତୁ ନାହିଁ ମୟୂରଭଞ୍ଜ ବାସୀ ମାନେ କପ୍ତିପଦା ଉଦଳା ପ୍ରତି BJP ସରକାରଙ୍କ ବୈମାତୃକ ମନଭାବ ଚଳିବ ନାହିଁ ବାରମ୍ବାର ଆମ ଅବହେଳା ଚଳିବ ନାହିଁ ଏଥର ଉଦଳା kaptipada ମଧ୍ୟ ଦିବା ସପ୍ନ ଦେଖାଇଲେ BJP ମୋଦି ସରକାର

    • @pratapsm6909
      @pratapsm6909 11 месяцев назад

      Tome BJD ku ରଖିଛ

  • @SUDAMHEMBRAM
    @SUDAMHEMBRAM 11 месяцев назад +4

    My 10 years dream Rourkela junction to Aunlajori junction memo train running completely successful our dream thank you Modi sir always god bless to you aadi aadi sarhaw ge.

  • @akashkumarrout674
    @akashkumarrout674 11 месяцев назад +4

    Welcome to Modi in odisha 🌷🌷🌷🌷

  • @kumarprahllada6197
    @kumarprahllada6197 11 месяцев назад +9

    Keonjhar ru Tatanagar direct conect 🎉🥳

  • @sardarsoren8920
    @sardarsoren8920 11 месяцев назад +3

    Ye are so happy for this railway project

  • @akhadajhumarcreation9934
    @akhadajhumarcreation9934 11 месяцев назад +4

    Jay shree ram🙏🙏2024 re Modi asibe Mayurbhanj

  • @jiten_crush_
    @jiten_crush_ 11 месяцев назад +1

    ସାର୍ ଆମ କନ୍ଧମାଳରେ କେବେ ରେଳ ଆସିବ । ୭୬ ବର୍ଷ ହେଲାଣି ଦେଶ ସ୍ୱାଧୀନ ହେଇକି 😢❤ ଅଣଦେଖା କରୁଛି ଆମ ଜିଲ୍ଲାକୁ ଓଡ଼ିଶା ସରକାର 😢

  • @priyabratadas867
    @priyabratadas867 11 месяцев назад +2

    Jay jay modi ji

  • @DibakarPurty-yl2ib
    @DibakarPurty-yl2ib 11 месяцев назад

    Bohut bohut dhonyobad sorokaronku,bohut borsoro swopno puron heuchhi amoro

  • @omsahoo4370
    @omsahoo4370 11 месяцев назад +4

    Jai BJP❤❤

  • @patrasleyangi9193
    @patrasleyangi9193 11 месяцев назад +6

    Congratulations 🎉🎉🎉

  • @ashishhembram21
    @ashishhembram21 11 месяцев назад +2

    Baripada-Keonjhor 😊😊

  • @ajitkumarswain308
    @ajitkumarswain308 11 месяцев назад +1

    Congratulations Mayurbhanj Basi

  • @Sanskari_Pila143
    @Sanskari_Pila143 11 месяцев назад

    Very Good News, Thank You Modi jii❤❤❤

  • @nauruhembramnauruhembram6208
    @nauruhembramnauruhembram6208 11 месяцев назад +1

    Dekhiba wait jiye developement koriba taku support kora hobo no hle bhoga hebo👍🙏🙏🙏🙏

  • @madhuhembram9832
    @madhuhembram9832 11 месяцев назад +1

    joi myurbhanj

  • @gobindahansdahunofficialcr5560
    @gobindahansdahunofficialcr5560 11 месяцев назад +3

    Jay mayurbhanj

  • @pradeepmadhei7256
    @pradeepmadhei7256 11 месяцев назад +1

    ଉଦଳା ଦେଇ ଏକ ରେଳପଥ ହେଉ

    • @Rocky-f8m
      @Rocky-f8m 8 месяцев назад

      ଭାଇ tweet କରି ଏମିତି ପ୍ରସ୍ତାବ ଦେଲେ ବୋହୁତ ଭଲ ଲାଗିବ କାରଣ ମୟୂରଭଞ୍ଜ ର ସ୍ୱର ନାହିଁ ତେଣୁ କିଛି ହେଉନି । ଦୟାକରି tweet କରି ଏମିତି କୁହନ୍ତୁ । ଆମେ ସପୋର୍ଟ କରିବୁ ।

  • @shibasankar7485
    @shibasankar7485 11 месяцев назад +2

    It's too necessary for Mayurbhanj. It can be only happen by our president madam Srimati draupadi murmu and Modi government .
    We hope this project will be completed before 2029 election.

  • @BadBoy-ik4od
    @BadBoy-ik4od 11 месяцев назад +1

    Thank You Hon. Prime Minister & President Madam.

    • @Rocky-f8m
      @Rocky-f8m 8 месяцев назад

      ଭାଇ tweet କରି ଏମିତି ପ୍ରସ୍ତାବ ଦେଲେ ବୋହୁତ ଭଲ ଲାଗିବ କାରଣ ମୟୂରଭଞ୍ଜ ର ସ୍ୱର ନାହିଁ ତେଣୁ କିଛି ହେଉନି । ଦୟାକରି tweet କରି ଏମିତି କୁହନ୍ତୁ । ଆମେ ସପୋର୍ଟ କରିବୁ ।

  • @bhabanemallick1801
    @bhabanemallick1801 11 месяцев назад +1

    Thanks.

  • @RatnakarMohanta-t9q
    @RatnakarMohanta-t9q 11 месяцев назад +1

    ଭଲହେବ

  • @deepakkumartiriya6696
    @deepakkumartiriya6696 11 месяцев назад

    Very Good

  • @Srirammarndimarndi
    @Srirammarndimarndi 11 месяцев назад +1

    Very good news

  • @arunkumarjena4944
    @arunkumarjena4944 11 месяцев назад +1

    Mo Mayurbhanj .aamo Mayurbhanj

  • @biswadeepak1
    @biswadeepak1 11 месяцев назад +6

    It’s shameful that after 76 years we don’t have railway lines in our states. 😢😢😢😢

  • @lijupradhan3037
    @lijupradhan3037 11 месяцев назад +3

    ମୋଦୀ ଅଛି ତୋ ସବୁ ସମ୍ଭବ

  • @reallife5950
    @reallife5950 11 месяцев назад +4

    ମନେ ରଖ ଯଦି ମୟୂରଭଞ୍ଜ ରେ BJP ଭୋଟ ପାଇବାକୁ ହେଲେ ମୟୂରଭଞ୍ଜର ଆଭ୍ୟନ୍ତରୀଣ ରେଳପଥ ଯଥା ବାରିପଦା ଉଦଳା କପ୍ତିପଦା ବାଲେଶ୍ଵର/ଭୁବନେଶ୍ୱର କୁ ରେଳ କେବେ କଣ ଆମେ ମଲା ପରେ ଯିଏ ଆମକୁ ରେଳ ଦେବ ସେ ଭୋଟ ପାଇବ ନହେଲେ ସିଧା ଅନ୍ୟ ଦଳକୁ ଦିଅ ମୟୂରଭଞ୍ଜ ବାସି kindly

    • @Rocky-f8m
      @Rocky-f8m 8 месяцев назад

      ଭାଇ ଏବେ ଭୋଟ ଦେବା ସମୟ ଆସିଛି ଆନ୍ଦୋଳନ କର ସବୁ ଠିକ ହେଇଯିବ ନହେଲେ ସିଧା ସିଧା ଭୋଟ ବର୍ଜନ କର

    • @Rocky-f8m
      @Rocky-f8m 8 месяцев назад

      Bhai tweet kariki emiti proposal dele bohut volo huonta mayurbhanj ro voice nahi so that mono echha karuchhonti so plz u tweet kara

  • @mohantaram9321
    @mohantaram9321 11 месяцев назад +4

    Welcome BJP odisha..❤

  • @gopalmarndi9205
    @gopalmarndi9205 11 месяцев назад +5

    ଖାଲି ସ୍ବପ୍ନ.... ଜନ ସାଧାରଣ ଙ୍କୁ ଭୂଆଁ ବୁଲେଇବା ଛଡ଼ା କିଛି ନାହିଁ....। ଇଲେକ୍ସନ ଆସୁଛି ତ, ଆଶା ଆଶ୍ଵାସନା ନ ଦେଖେଇଲେ କେମିତି ହେବ।

    • @FoodinCook
      @FoodinCook 11 месяцев назад +1

      Andha ta kire tu 🤬, Rice,Indira abas, Health card ,Metro,Water pipe,Gass, NH, Overbridge. Sabuta BJP karuchi. BJD kn karichi re puo kahilu ..😂

    • @FoodinCook
      @FoodinCook 11 месяцев назад +1

      Tamil hatate Odisha 😂😂

    • @Sanjaypingua-dg8ou
      @Sanjaypingua-dg8ou 11 месяцев назад +2

      ​Bjp aasile odisha kandiba dekha

    • @mstarhemant
      @mstarhemant 11 месяцев назад +1

      Khali sapna j. Kou govt. Tote kon dei6i tk kohilu

    • @BadBoy-ik4od
      @BadBoy-ik4od 11 месяцев назад

      Magiha aji jaen tu kete thar ei rly projects pain dabi karichhu kaho re mc

  • @jagabandhugiri6980
    @jagabandhugiri6980 11 месяцев назад +1

    Good evening odisha Jay Jagannath 🙏🙏🙏🙏🙏

  • @SanjitSahu-oq4xg
    @SanjitSahu-oq4xg 11 месяцев назад +2

    ରୂପସା ବାଙ୍ଗିରିପୋଷି ଦ୍ବିତୀୟ ରେଳପଥ କେବେ

    • @Rocky-f8m
      @Rocky-f8m 8 месяцев назад

      ଭାଇ tweet କରି ଏମିତି ପ୍ରସ୍ତାବ ଦେଲେ ବୋହୁତ ଭଲ ଲାଗିବ କାରଣ ମୟୂରଭଞ୍ଜ ର ସ୍ୱର ନାହିଁ ତେଣୁ କିଛି ହେଉନି । ଦୟାକରି tweet କରି ଏମିତି କୁହନ୍ତୁ । ଆମେ ସପୋର୍ଟ କରିବୁ ।

  • @SorenGanaCreation
    @SorenGanaCreation 4 месяца назад

    Dream ପୂରଣ ହେବ ବୋଲି ଆଶା ହେଉଛି

  • @Bikash.mohanta
    @Bikash.mohanta 11 месяцев назад +8

    Karanjia ku railway connection swapna swapna re rahi gola

    • @bapunmohantabm
      @bapunmohantabm 11 месяцев назад

      Karanjia 😢kichhi nhi

    • @manojmohanta5949
      @manojmohanta5949 11 месяцев назад

      karanjia paii kichi nahi 😅😅😅😅

    • @BadBoy-ik4od
      @BadBoy-ik4od 11 месяцев назад

      Bhai Future re JASHIPUR ru Karanjia-Ghatagaon-Anandpur deiki JAJPUR parjyanta nua Rly Line Bi tiari hebo.

  • @talamurmu3300
    @talamurmu3300 11 месяцев назад +1

    ତୃତୀୟ ପ୍ରକଳ୍ପଟି ବୁଝିହେଲାନି ଆଠ ହଜାର ଦୁଇଶହ ଛଅ କିଲୋମିଟର 😂😂😂😂😂

  • @pratapchandramohanta53
    @pratapchandramohanta53 11 месяцев назад

    I proud of mayurbhanjia

  • @jagabandhugiri6980
    @jagabandhugiri6980 11 месяцев назад +2

    Jay Hind India 🇮🇳🙏🙏

  • @pranakrushnbehera1172
    @pranakrushnbehera1172 11 месяцев назад

    ❤❤❤ good job ❤❤❤

  • @bhagabanbaskey2455
    @bhagabanbaskey2455 11 месяцев назад +2

    ଅପେକ୍ଷା ରେ ଆମେ

  • @rabikisanhembram7553
    @rabikisanhembram7553 11 месяцев назад +2

    2.30 minute 😅😅😅
    Badampahad - keunjhar 8000 km 😢😅😅😅😅😅

  • @BAREHIPANI143
    @BAREHIPANI143 11 месяцев назад

    Very good 👍👍

  • @subratakumarsaha5290
    @subratakumarsaha5290 11 месяцев назад +1

    Thanks to govt.

  • @bholanathmarndi7264
    @bholanathmarndi7264 11 месяцев назад

    ହିସାବ ଭୁଲ ଅଛିକି
    ଆଠ ହଜାର ଦୁଇ ଶହ ଛ କିଲୋମିଟର
    ବାଦାମପାହାଡ--କେନ୍ଦୁଝରର..... ଏମିତି ଭୁଲ ତଥ୍ୟ ପ୍ରଦାନ କରନ୍ତୁ ନାହିଁ

  • @harischandrasagaria
    @harischandrasagaria 11 месяцев назад +2

    BJP thare declare karideu odisha ra JUNIOR TEACHER SCHEMATIC outsourcing job ANM asha au Anganwadi regular karajiba mu 110% gurantee dei kahuchhi BJD ku samaste miseiki dhulire miseidebe

  • @durgasoren2136
    @durgasoren2136 11 месяцев назад

    Very good project

  • @jagabandhugiri6980
    @jagabandhugiri6980 11 месяцев назад +1

    Good evening sir 🇮🇳🇮🇳🙏

  • @Odiaboy-Dev
    @Odiaboy-Dev 4 месяца назад

    Keonjhar - Karanjia - Jashipur - Rairangpur-Tata

  • @ajaysamal1195
    @ajaysamal1195 11 месяцев назад +2

    Jay shri ram ram ram jay modi ji🙏🙏🙏🙏🙏

  • @biswajitsethi7008
    @biswajitsethi7008 11 месяцев назад +1

    Very nice 👍🙂

  • @ManashRanjanPratinga
    @ManashRanjanPratinga 7 месяцев назад

    Post -JARAPA JARAPA JARAPA JARAPA 😭
    Block -Chandrapur Chandrapur Chandrapur Chandrapur😢
    Block -gunupur😢
    Dist-Rayagada 😊
    Okay 👍

  • @chandankumar2289
    @chandankumar2289 11 месяцев назад +2

    Jay modi

  • @sarbeswardas5487
    @sarbeswardas5487 11 месяцев назад

    ମାଲକାନଗିରି ରେ ପ୍ରଥମେ କରାଯାଉ

  • @deepakkumarmahanta493
    @deepakkumarmahanta493 11 месяцев назад

    Super ❤️❤️❤️

  • @jagabandhugiri6980
    @jagabandhugiri6980 11 месяцев назад +1

    Jay Hind 🇮🇳🇮🇳🙏🙏🔥🔥🔥

  • @bapidhal2281
    @bapidhal2281 8 месяцев назад

    Love from Rairangpur

  • @MilanMarandi-bm8fv
    @MilanMarandi-bm8fv 11 месяцев назад

    Good good very nice.

  • @radheshyamkechhu5134
    @radheshyamkechhu5134 11 месяцев назад +1

    Only modi ji❤❤❤

  • @akashkumarrout674
    @akashkumarrout674 11 месяцев назад +2

    Bjp welcome in 2024 🌷🌷🌷🌷🌷🌷🌷

  • @reelmirror29
    @reelmirror29 11 месяцев назад +2

    ସାବଧାନ ଆଗକୁ election ଅଛି 😅

    • @s.p.gaming6742
      @s.p.gaming6742 11 месяцев назад

      Tara gandi kain fatuchi re magia

  • @mundariamjolacreativity5818
    @mundariamjolacreativity5818 11 месяцев назад +2

    Udala, kaptipada re nahi 🤔🤔

  • @jagabandhugiri6980
    @jagabandhugiri6980 11 месяцев назад +1

    Jay Hind 🇮🇳🇮🇳🙏🙏

  • @prahladgiri4820
    @prahladgiri4820 2 месяца назад

    Very good

  • @puspanjalipuspam774
    @puspanjalipuspam774 11 месяцев назад +2

    Jay bjp 👍👍👍👍👍

  • @ajaysing6065
    @ajaysing6065 11 месяцев назад

    Thank you pm sir

  • @gopiofficial2087
    @gopiofficial2087 11 месяцев назад +1

    BJ P Amar rahe ❤

  • @LaxmanTudu-qm5pk
    @LaxmanTudu-qm5pk 8 месяцев назад

    ସବୁ ତାମିଲ୍ ସୂରାଠ ପଳେଇ ଵେ

  • @BikashkumarDhir
    @BikashkumarDhir 11 месяцев назад

    Modi ji udala ,,kaptipada,,baripada,,Sarat,, thakur munda,,bhubaneswar,, connect karanti,,,samasta mayurbhanj basi khusi haba

  • @kameswarYouTubeExpress
    @kameswarYouTubeExpress 11 месяцев назад +3

    Welcome to Odisha new Daspalla Railway station 📍🚩🎉🙏🥰 Jay mahaveer 🙏🥰🎉 Jay shree Ram 🙏🥰 Jay Jagannath After upcoming son Brhampur to sambalpur via Hinjicatu - Aska - Bhanjngar - Phulabani new railway line project start for 2024_25 yr 🛣️🚉🛫📍🥰🚩🎉

  • @rameshrao6605
    @rameshrao6605 11 месяцев назад +3

    Bhai mane BJP asile bhla hba odisha rastra pati achnti drmendar pradhan achnti aswini achnti jade ame sport karile smstnka bhagya kholiba❤❤

  • @MGL_Creation
    @MGL_Creation 11 месяцев назад +2

    In the route of #Bhubaneswar #bangriposi railway line the station between #kuchai and #budamara there is big distance
    So we need one more station between that in the village #Panijia #kuliana
    There is well road connectivity with Eastern side and western side from the railway line
    #Indianrailway
    #Ashwinibaisnob

    • @Rocky-f8m
      @Rocky-f8m 8 месяцев назад

      ଭାଇ tweet କରି ଏମିତି ପ୍ରସ୍ତାବ ଦେଲେ ବୋହୁତ ଭଲ ଲାଗିବ କାରଣ ମୟୂରଭଞ୍ଜ ର ସ୍ୱର ନାହିଁ ତେଣୁ କିଛି ହେଉନି । ଦୟାକରି tweet କରି ଏମିତି କୁହନ୍ତୁ । ଆମେ ସପୋର୍ଟ କରିବୁ ।

    • @Rocky-f8m
      @Rocky-f8m 8 месяцев назад

      ଭାଇ ଦୟାକରି tweet କରନ୍ତୁ ମୁଁ ଆପଣ ଙ୍କ ସହ ଅଛି

  • @Odifitness99
    @Odifitness99 11 месяцев назад +1

    #EVM#mehmoodpracha

  • @bibhudatta9109
    @bibhudatta9109 11 месяцев назад +1

    କେନ୍ଦ୍ରାପଡ଼ା ଜିଲ୍ଲାରେ କେବେ ହେଉ ଛି
    ରେଳ ପ୍ରକଳ୍ପ

  • @KamaljeetMohanty
    @KamaljeetMohanty 8 месяцев назад

    Miss you my home town rairangpur

  • @jKM355
    @jKM355 11 месяцев назад +1

    Welcome 2024

  • @adisripriyadarshini8092
    @adisripriyadarshini8092 5 месяцев назад

    ଲୋକଙ୍କ ପାଇଁ ନୁହେଁ ମୟୁରଭଞ୍ଜ କୁ ଲୁଟିବାକୁ ମୋଦୀ ବ୍ୟବସ୍ଥା କରୁଛନ୍ତି

    • @RajuNaik-m3t
      @RajuNaik-m3t 4 месяца назад

      😂😂😂😂😂😂😂

  • @sarojbehera8108
    @sarojbehera8108 11 месяцев назад +1

    Jay Hind

  • @DayanidhiNahakNahakdayanidhi
    @DayanidhiNahakNahakdayanidhi 11 месяцев назад

    Welcome Jay Sriram bjp Modiji namaste 🙏

  • @jagabandhugiri6980
    @jagabandhugiri6980 11 месяцев назад +1

    Happy New year 2024 Jay Hind 🇮🇳🇮🇳🙏🙏

  • @Beinghuman-w4k
    @Beinghuman-w4k 11 месяцев назад +2

    Bjp❤

  • @krishnakumarvlogevideo5049
    @krishnakumarvlogevideo5049 11 месяцев назад +1

    Amo purunapani re bi chali bo re❤❤❤😂😊

  • @Sauna_Tudu_Official
    @Sauna_Tudu_Official 11 месяцев назад +1

    ❤❤❤❤❤

  • @pratapsm6909
    @pratapsm6909 11 месяцев назад

    ଆଠ ହଜାର ଦୁଇଶହ ଛଅ km କୁଆଡୁ କୁଆଡୁ ବୁଲି ବୁଲି ଆସିବ keonjhar to badampahar

  • @bhalapila3443
    @bhalapila3443 11 месяцев назад +1

    ଦେଖା ଯାଉ 5 ବର୍ଷ ରେ କଣ ହଉଛି

  • @balgopalmaharana7024
    @balgopalmaharana7024 10 месяцев назад

    BJP WIN👍 BJD OUT 👐 THIS YEAR BJP ODISHA JAI SHREE RAM ❤❤

  • @maheswarsingh8355
    @maheswarsingh8355 4 месяца назад

    ଉଦଳା, କପ୍ତିପଦା କୁ କେବେ ରେଳ ସଂଯୋଗ ହେବ ।

  • @chitrasennaik2546
    @chitrasennaik2546 11 месяцев назад +2

    Kaptipada, udala, baripada ku connet karanau

    • @garu.suman321
      @garu.suman321 11 месяцев назад

      Udala, Kaptipada Baripada Line re nuhe
      Balasore- Nilgiri- Kendujhar Line re rahiba

    • @sibanhembram1564
      @sibanhembram1564 11 месяцев назад

      ​@@garu.suman321kaptipada , udala , khunta , DUKURA BARIPADA connect koru

  • @jagabandhugiri6980
    @jagabandhugiri6980 11 месяцев назад

    Jay Hind Modi Jay Hind 🇮🇳🇮🇳🙏🔥🔥🔥

  • @HemrajMajhi-cu4nq
    @HemrajMajhi-cu4nq 11 месяцев назад +1

    ହେଲେ ଆମ ନବରଙ୍ଗପୁର ରେ କେବେହେଲେ ଚାଲିବନି ଟ୍ରେନ

  • @aroxsantali5374
    @aroxsantali5374 11 месяцев назад +2

    Patura nuhe " Patpur"

  • @srikantapandit
    @srikantapandit 4 месяца назад

    Congratulations 👏 BJP government... fulfilled Mayurbhanj district peoples demands..

  • @antumurmu5892
    @antumurmu5892 11 месяцев назад +6

    Jie anchoring karuchhi godei godei gehiba darkar 😮😮😮

    • @BadBoy-ik4od
      @BadBoy-ik4od 11 месяцев назад

      Ki pain re magiha ????