Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସୁନ୍ଦର ପାଲା ।ସଚି ବାବୁ ଗୋଟିଏ ଅନୁରୋଧ ଜଙ୍ଗଲ ବର୍ଣ୍ଣନା ସମସ୍ତେ ସେଇ ଗୋଟିଏ ପଦ ଭାନୁ ଭାନୁ ଗାଉଛନ୍ତି ଆପଣ ଅନ୍ୟ ପାଲା ରେ କିଛି ନୂଆ କହିବେ ।
🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮
🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉❤🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
ସନାତନ ଦାସ ଙ୍କ ପାଲା ବହୁତ୍ ଉଚ୍ଚ କୋଟୀର ତାଙ୍କ ପାଲା ରେ ପୁରୁଣା କାଳିଆ ଢାଞ୍ଚା ଅଛି ।ଆଉ ମଝିରେ ମଝିରେ ଜଗନ୍ନାଥ ବେହେରା ଆଉ ପ୍ରହଲ୍ଲାଦ ସାହୁ ଙ୍କ ଆକ୍ସନ ବି ବହୁତ ଭଲ ଲାଗେ ।
super pala🙏🙏🙏🙏🌹🙏🌹🌷🌷🌷🌷
ସନାତନ ଦାସ ସାର ଙ୍କ ପାଲା ବହୁତ ସୁନ୍ଦର।
Sana tan dashnka pala ati sundar
ଅତି ସୁଂଦର ପରିବେଷଣ
🙏🙏🙏🙏🙏 ଜୟଶ୍ରୀରାମ 🙏🙏🙏🙏🙏
Both Gayak are very nice experience.... Jay Shree Jagannath.....🙏 ⭕‼️⭕
ବହୁତ୍ ସୁନ୍ଦର ପାଲା ପରିବେଷଣ ❤
Best sanatana dash
Both gayaka r best Jay Baba Satyanarayan Swami
ସନାତନ ଦାଶ ଙ୍କ ପାଲା ଉନ୍ନତ ମାନର
Jay Shri Ram 🙏🙏🙏🙏
No 1 Sanatan Dash
Jayjaganatha
ସନାତନ ଦାଶ ଙ୍କ ପାଲା ଢେର ଉଚ୍ଚ କୋଟିର, ତାଙ୍କର ଦଖଲ ବେଶ ଭଲ
ଉଭୟେ କାଲ୍ପ୍ରୋନିକ ପାଲା କରୁଛନ୍ତିଅହଙ୍କାର ପ୍ରଦର୍ଶିତ ହେଉଛି,ଆଗ ମୁଁ କୁ ଛାଡନ୍ତୁ
ସୁଂଦର ପରିବେଷଣ
Very nice.
ଗାୟକ ଆଜ୍ଞା , ରାମ ଲକ୍ଷ୍ମଣ ସୀତା ,ଜଗନ୍ନାଥ ବଳରାମ ସୁଭଦ୍ରା କି ? ଦୟାକରି କହିବାକୁ ଅନୁରୋଧ ,କବିଚଣ୍ଡୀଦାସ ।
ବହୁତ ସୁନ୍ଦର
ଅତି ସୁନ୍ଦର ପାଲା
Bahut sundar sir
ଶସିଭାଇ ନା ତୁମେ କଣ ଏମିତି ପାଲାପରି ବେସଣକରୁଛ
Sonatan das No 1
ଉଭୟ ଗାୟକ ଖୁବ୍ ସୁନ୍ଦର ପରିବେଷଣ କଲେ ଆନନ୍ଦ ମିଳିଲା।କିନ୍ତୁ ପ୍ରଥମ ଥାକରେ ଲଙ୍କାରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ସମୟରେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ ଏବଂ ହନୁମାନଙ୍କୁ ଖବର ଦେବାକୁ ପଠାଇଲେ। ରାମ ଠାକୁର ଏବଂ ମା ସୀତା ଠାକୁରାଣୀ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ କି ନାହିଁ ସନ୍ଦେହରେ ରହିଗଲା।
Sanatani Das is best gayak.
Bahuta vala
Sundar pala🙏🙏🙏
Very 👌👌👌👌👌
Sachi sir gyani tanku ki a hareaiba
Gayak ସଚ୍ଚି ବାବୁ ଙ୍କର ମାଳ ଯମକ ରେ " ବହଇ ନିର୍ଝର ଝର............ସ୍ବର ଆଦୌଁ ଠିକ ହେଲା ନାହିଁ l ସ୍ବର ସାଧନା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ l
ସନାତନ ଭାଇନା ଯାହା କହିଲ ଠିକ୍ କହିଛ। ଏହା ଏକ ପ୍ରହେଳିକା।
ସଚ୍ଚିଦାସ Sir ଙ୍କର ଫୋନ ନମ୍ବର ଟିକେ ଦିଅନ୍ତୁ
Bahut sihibara achhi
Sachi Babu tike pala sikhantu
ପଢନ୍ତୁ ଆଉ ବୁଝାନ୍ତୁ
Sita rukmini rupore janma neithila. Styabhama nuho gayak mohasya
❤❤❤❤❤❤❤
Better Sanatan Das
No milibo bhai
Tame tahele pala bujhuchha.
ରାମ ଲକ୍ଷ୍ମଣ ସୀତା ଯିଏ ଜଗନ୍ନାଥ ବଳରାମ ସୁଭଦ୍ରା ସିଏ ଏକଥାଟି ପ୍ରାସଙ୍ଗୀକା ଲାଗିଲାନାହିଁ , ଦୟାକରି କହିବାକୁ ଅନୁରୋଧ ,କବିଚଣ୍ଡୀଦାସ ।
Radha kie krushna kie. Apankar katha bhula.radha krushna bhai bhauni. Bhagabat re radha nka namanahi ahi katha kuhantu 2 gayak.
ଗାୟକ ଆଜ୍ଞା ଲଙ୍କାପୁରୀ ଟା ରାବଣ କରିଥିଲା ନା ଆଉକିଏ କରିଥିଲ କହିବାକୁ ନିବେଦନ ,
Sala B aya
Sanatana Babu please phone no diantu
Sachibabu apana apari pala kahinki karuchhanti
Best Sanatan das
ସୁନ୍ଦର ପାଲା ।ସଚି ବାବୁ ଗୋଟିଏ ଅନୁରୋଧ ଜଙ୍ଗଲ ବର୍ଣ୍ଣନା ସମସ୍ତେ ସେଇ ଗୋଟିଏ ପଦ ଭାନୁ ଭାନୁ ଗାଉଛନ୍ତି ଆପଣ ଅନ୍ୟ ପାଲା ରେ କିଛି ନୂଆ କହିବେ ।
🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮
🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉❤🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
ସନାତନ ଦାସ ଙ୍କ ପାଲା ବହୁତ୍ ଉଚ୍ଚ କୋଟୀର ତାଙ୍କ ପାଲା ରେ ପୁରୁଣା କାଳିଆ ଢାଞ୍ଚା ଅଛି ।ଆଉ ମଝିରେ ମଝିରେ ଜଗନ୍ନାଥ ବେହେରା ଆଉ ପ୍ରହଲ୍ଲାଦ ସାହୁ ଙ୍କ ଆକ୍ସନ ବି ବହୁତ ଭଲ ଲାଗେ ।
super pala🙏🙏🙏🙏🌹🙏🌹🌷🌷🌷🌷
ସନାତନ ଦାସ ସାର ଙ୍କ ପାଲା ବହୁତ ସୁନ୍ଦର।
Sana tan dashnka pala ati sundar
ଅତି ସୁଂଦର ପରିବେଷଣ
🙏🙏🙏🙏🙏 ଜୟଶ୍ରୀରାମ 🙏🙏🙏🙏🙏
Both Gayak are very nice experience.... Jay Shree Jagannath.....🙏 ⭕‼️⭕
ବହୁତ୍ ସୁନ୍ଦର ପାଲା ପରିବେଷଣ ❤
Best sanatana dash
Both gayaka r best Jay Baba Satyanarayan Swami
ସନାତନ ଦାଶ ଙ୍କ ପାଲା ଉନ୍ନତ ମାନର
Jay Shri Ram 🙏🙏🙏🙏
No 1 Sanatan Dash
Jayjaganatha
ସନାତନ ଦାଶ ଙ୍କ ପାଲା ଢେର ଉଚ୍ଚ କୋଟିର, ତାଙ୍କର ଦଖଲ ବେଶ ଭଲ
ଉଭୟେ କାଲ୍ପ୍ରୋନିକ ପାଲା କରୁଛନ୍ତି
ଅହଙ୍କାର ପ୍ରଦର୍ଶିତ ହେଉଛି,
ଆଗ ମୁଁ କୁ ଛାଡନ୍ତୁ
ସୁଂଦର ପରିବେଷଣ
Very nice.
ଗାୟକ ଆଜ୍ଞା , ରାମ ଲକ୍ଷ୍ମଣ ସୀତା ,ଜଗନ୍ନାଥ ବଳରାମ ସୁଭଦ୍ରା କି ? ଦୟାକରି କହିବାକୁ ଅନୁରୋଧ ,କବିଚଣ୍ଡୀଦାସ ।
ବହୁତ ସୁନ୍ଦର
ଅତି ସୁନ୍ଦର ପାଲା
Bahut sundar sir
ଶସିଭାଇ ନା ତୁମେ କଣ ଏମିତି ପାଲାପରି ବେସଣକରୁଛ
Sonatan das No 1
ଉଭୟ ଗାୟକ ଖୁବ୍ ସୁନ୍ଦର ପରିବେଷଣ କଲେ ଆନନ୍ଦ ମିଳିଲା।କିନ୍ତୁ ପ୍ରଥମ ଥାକରେ ଲଙ୍କାରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ସମୟରେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ ଏବଂ ହନୁମାନଙ୍କୁ ଖବର ଦେବାକୁ ପଠାଇଲେ। ରାମ ଠାକୁର ଏବଂ ମା ସୀତା ଠାକୁରାଣୀ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ କି ନାହିଁ ସନ୍ଦେହରେ ରହିଗଲା।
Sanatani Das is best gayak.
Bahuta vala
Sundar pala🙏🙏🙏
Very 👌👌👌👌👌
Sachi sir gyani tanku ki a hareaiba
Gayak ସଚ୍ଚି ବାବୁ ଙ୍କର ମାଳ ଯମକ ରେ
" ବହଇ ନିର୍ଝର ଝର............
ସ୍ବର ଆଦୌଁ ଠିକ ହେଲା ନାହିଁ l ସ୍ବର ସାଧନା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ l