Hn bhai emiti puruna video dekhile laguchhi jemiti ame amara haji jaithiba dina ku feri paile bodhe ,,,,, Emiti bohut gapa ra puruna smruti ama hrudaya re luchi rahichhi ,,,, 😭😭😭
Plz sir upload suna kalasa and maa and all type of serial plz plz😭😭😭😭i want to return my childhood .I watching this and my father came and beat me and say go to for study ,really miss this day
କଉମାନେ 2024 ରେ ଦେଖୁଛ ଲାଇକ କର 😊
ମୋ ପରିବାର ସମେତ ଖୁଡି ଶାଶୁ ମା ବି ଦେଖିବାକୁ ଭଲ ପାଉଛନ୍ତି ଆପଣଙ୍କ ଉପରେ। ଖୁସି ଅଛନ୍ତି
@@PrinceTushar-i6q3k mu kau nai mu bhaakura
କିଏ କିଏ ଛୋଟବେଳେ ଏହି ଗପ ଦେଖିଛନ୍ତି ଲାଇକ କର ଛୋଟବେଳେ ଭାରି ଦେଖେ କଥା ସରିତା thank you DD national 🙏
The
Hii
Mu dekhichi Bhai ...mor mo chhota. Bela Katha bahut mane paduchi
Thank you DD national
ସତରେ ଏ ଇଣ୍ଟରନେଟ ପାଇଁ ହିଁ ଆମ ପିଲା ଦିନର କଥା ସବୁକୁ ପାଇ ପାରୁଛନ୍ତି ❤
ସତକଥା କହୁଛି ମୁଁ ଶୁଣିକି ବହୁତ ଖୁସି ହେଲି ଖୁସିରେ ଆଖିରେ ଦି ଟପା ଲୁହ ବାହାରିଲା ?
ମୁଁ ମୋର ପିଲାଦିନକୁ ଫେରି ଯାଇଥିଲି
ମୁଁ ବହୁତ ଖୁସି
Hmmm😢😢😢kuade Gola se pila dino
Mor b bahut mane paduchi vai
@@subodhanandarout6015 ଅତିତର କଥା ଭାବିଲେ ମନକୁ ଯେତିକି ଭଲଲାଗେ ସେତିକି କଷ୍ଟ ମଧ୍ଯ ହୁଏ
Hn bhai emiti puruna video dekhile laguchhi jemiti ame amara haji jaithiba dina ku feri paile bodhe ,,,,, Emiti bohut gapa ra puruna smruti ama hrudaya re luchi rahichhi ,,,, 😭😭😭
LLĻ@@subodhanandarout6015 🥰
ସତରେ ପୁରୁଣା ହେଲେ ମଧ୍ୟ ସଦାବେଳେ ନୂଆ, ଏହି ସବୁ କାହାଣୀ ରୂ ବହୁତ ଆନନ୍ଦ ମିଳୁଥିଲା, ଏଥିରେ କିଛି ଶୀଖିବାର ମଧ୍ୟ ଥିଲା 👍
ବହୁତ ଖୁସି ଲାଗୁଚି ଆମ ପିଲାଦୀନ କୁ ଏବେ ଆମ ପାଖରେ ପାଇ। କେତେ ସୁନ୍ଦର ଥିଲା ସେ ପୁରୁଣା ଦୀନ....
😭😔😭
ସତ ରେ ସେ ଦିନ ଵି କେତେ ଆନନ୍ଦ ର ଦିନ ଥିଲା
ମୁଁ ସବୁ ବେଳେ ଦେଖେ ସେ ଦିନ ଆଉ ଆସିବ ନାହିଁ 😞😞
ସତରେ ଆଉ ଖୋଜିଲେ ଆସିବ ନାହିଁ ସେ ଦିନ 😞😞
😢😢😢
ସତରେ,,ମନ ଭରି ଯାଉଛି ଏହି ପିଲାଦିନର କାହାଣୀ ଦେଖି..। ଏଭଳି କାହାଣୀ ଆଗରେ ଏବେର ଓଡ଼ିଆ ଦମନ ଫିଲ୍ମ ବି ଫିକା ପଡ଼ିଯିବ..🙂
He nice joke
ସତରେ କଥାଟା ପୁରା ହାଡ଼ ହେଇଗଲା 😂😂😂😂😂😂😄😄😄😄
😀😀😀
Tk Pani misantu sir
Kou Bala damana movie kn heichhi ki emiti movie re
School ru feriki dekhuthili....miss u
Miss u my childhood kia miss karuchha nijara childhood ku
Mu bahut miss karuchi 😭😭
@@ganeshprasadparidabubu4515 so sad
@@suchismitasamal930 yaaa 😭
@@ganeshprasadparidabubu4515 ok
Mu bi miss karuchi
ହେ ସମୟ, ମୋ ପିଲା dina ମୋତେ pherei dia 😭😭😭
Thik kahila bhai
ନା ଫେରେଇବିନି 😂😂😂😂😂
ମନଟା ମନଟା ଯେମିତି ହାଲକା ହେଇ ଗଲା.
ପିଲାଦିନର ସ୍ମୃତି ଅଭୁଲା.
ଧନ୍ୟବାଦ dd Odia.
Dhanybad old memories pain thanks again
Old story always amazing
2024 re kie kie dekhuchi like karo ❤
The 1st 5 second music ❤️
All about childhood memories
ପୁରୁଣା ଓଡ଼ିଆ ସିରୀ ଅଲ୍ କହୁଥିଲେ ସରିବାନି ଅପ ଲୋଡ କରିଲେ ଭଲ ହୁଅନ୍ତା।
ମୋ ପିଲାବେଳ କଣ ପୁଣି ଫେରି ଆସିବନି ? ମୁଁ ଜାଣେ ଆସିବନି 😭😭 Thank you DD ODIA
2021 କୋଉ ମାନେ ଦେଖୁଛ ଏଭଳି ଗପ ଲାଇକ କର🏤
2022
bhala
@@ipsitakhetiipsitakheti300 kgddkhakgkahdgkjsgsjhjgfjkfjfhksjskh kk kkskkhjs kk gjh
2024 kie ଦେଖୁଚ
Mun@@jiteshdalei
Nice to meet you odisha sanskriti bhartiya sanskriti sanatan Dharma
Ohh I remember my past children time
How wandered was that but now I missing it...🙄
ବହୁତ ଖୁସି ଲାଗୁଚି ଆମ ପିଲାଦୀନ କୁ ଏବେ ଆମ ପାଖରେ ପାଇ। କେତେ ସୁନ୍ଦର ଥିଲା ସେ ପୁରୁଣା ଦୀନ....
No1 channel mo pani bahuta bhala
ହାଏ ରେ ମୋ ପିଲା ଦିନ
ଏମିତିକା ଭିଡ଼ିଓ ଦେଖିଲା ବେଳକୁ ମୋ ପିଲା ବେଳ କଥା ମନେ ପଡ଼ି ଯାଉଛି
Mor b
@@subodhanandarout6015 Really 🙄
Totally agreed broo
Mmmmmmmm
@@Sairamsahoo-555 🤔
ବହୁତ ଖୁସି ଲାଗୁଚି ❤❤❤❤
ସତରେ ମୋର ବହୁତ ପସନ୍ଦ ଏ କାହାଣୀ ଗୁଡ଼ିକ ❤
Old is Gold 💝
Satare kete sunder thila se dina ... jetebele mo jejema emite gapa kuhe.... Thanks this channel.....❤
କିଛି ସେ ଅଭୁଲା ସ୍ମୂର୍ତ୍ତ. .........
Plz plz plZ plz 😭😭😭😭all videos upload karantu plz plZ plz 🙏🏽🙏🏽🙏🏽🙏🏽😭😭😭😭
My childhood memories 🥺🥺🥺🥰
ମନେପଡିଗଲା ସେଇ ପିଲା ଦିନ
ଏ ଫୋନେରେ ମୋ ପିଲା ଦିନ ର କାହାଣୀ ଦେଖି ମୁଁ ବହୁତ ଖୁସି..
ଦୀର୍ଘ 20ବର୍ଷ ହେଇଗଲା ଦେଖି ନଥିଲି..
ଆଜି ଦିନ ଟି 09.08.24
ଶନିବାର.... 🤗
କାହାକୁୁ ଭଲ ଲାଗିଲା ଲାଇକ୍ କରନ୍ତୁ
Sundar kahani👌👌👌
ସେ ଦିନ ବି କାଣା ଦିନ ଥିଲା ❤
Thank you dd national ❤️❤️😍😍
School ru asiki dekhiba really miss this time
Nice
Q
U
@@ashokbehera6392 ujjjhnj j j j jo kb i onion lip l lion ohio jb kb pb pb inka kb milna mn mn kb kb b bn hv kisi know nnnn
Kain au kahuchha Bhai se muhurta Katha..mane padile kanda laguchi
I remember those days my didi and jeje maa used to say me this story and i went back to sleep 😌
Very very nice 😊😊
ପିଲା ଦିନେ ଆମେ ସବୁ ଦେଖୁଥିଲୁ ବୋହୁତ ଭଲଲଗୁଥିଲ ରେ 😭😭😭 କୁଆଡେ ଗଲା ସେ ସମୟ
My favorite show 😍
Good video Neil
Really i miss this childhood time.😭😭😭
Yess
Miss my child time beautiful time
କିଏ ଫେରେଇ ଦିଅ ମୋ ପିଲାଦିନ 😢😢 ଆଜି ମୋତେ ବହୁତ୍ ଖୁସି ଲାଗୁଛି।❤
କୁଆଡେ ଗଲା ସେ ପିଲା ଦିନ 😢😢😢
ଏ ହେଉଛି ପୁରୁଣା ଦିନର ଅଭୁଲା ସ୍ମୃତି 😌😌
Always i like back ground music in this vdo👌👌👌
Bahut bhal laguchi
Kindly upload bhagnansha serial all episodes
ସେଇ ମୋ ପିଲା ଦିନ।ସେଇ ମୋ କାହାଣୀ ।ମୋ ସେଇ ଦୀନ କୁ ମନେ ପକାଇ ଦେଇଥିବାରୁ ଦୂରଦର୍ଶନ କୁ ଅଶେଷ ଧନ୍ୟବାଦ୍।ସାତ କହିବି ଏସବୁ ଦେଖିଲା ପରଠୁ ଆଖିରୁ ଲୁହ ବାହାରି ଆସୁଛି ।
I miss child time and tv seriels
20 kids only understand 😘😘
Tq you so much
.
ଏହି ଭଳି ସୁ ଲାଳିତ୍ୟପୁର୍ଣ୍ଣ ବର୍ଣ୍ଣନା ଏବଂ ଶିକ୍ଷଣୀୟ କଥା ବସ୍ତୁ । ପିଲାମାନଙ୍କ ପାଇଁ ଆନନ୍ଦ ଦାୟକ, ଶୃତିମଧୁର ଏବଂ ଶିକ୍ଷଣୀୟ ତତ୍ତ୍ଵ କଥା
ହୋଇଥାଏ।ପିଲାମାନେ ଏହିଭଳି ଗଳ୍ପ ମାଧ୍ୟମରେ
ନିଜକୁ ସଂସ୍କାରିତ କରିପାରିବାର ସହିତ ନିଜର ମାତୃଭାଷା କୁ ପ୍ରେମ , ଭଲପାଇବା ଏବଂ ଶ୍ରଦ୍ଧା ଯୋଗାଇଥାନ୍ତି। ଧନ୍ୟ ବାଦ ସହିତ ପ୍ରଣାମ ମଧ୍ୟ ଜଣାଉଛି ସେହି ଗାଳ୍ପିକ , ଗଳ୍ପ ନିର୍ଦେଶକ ଏବଂ ଟେଲିଭିଜନ ମାଧ୍ୟମରେ ଦେଖାଉଥିବା ଲୋକ ମାନଙ୍କୁ।❤❤❤❤😊
Sir katha sarita ra sabu episode post karantu please 🙏🙏🙏🙏🙏
Love this my childhood..
Old memories 😭😭😭❤️
Satare pila dina katha mane padile echha houchhi pu ni chhota pila hoijiba pain
Hmmmm.....
ମୁଁ ଏସବୁ ପିଲା ବେଳେ ଦେଖୁଥିଲି
All time my favorite 💛
Mo chuabela katha mane padigala
Tun tuni episode ta upload karantu
Tamara mane achhi vai
@@subodhanandarout6015 hmm
School ru asi n khai e gapa dekhuthilu... Hehe kete badali galani duniya bhgwan... Kete sundar se samya se kala r lokank katha
Miss You pila Dino
😢😢
R8
Yes right
Mor bahuta bhal gapa mu bahuta pila dine dekhichi mote bahuta bhal lage
Childhood memories ♥🥰🥺😭
Desa bahare thai bi mora pila bela katha manepadijauchi 😭
Apana kn karanti sethi
Kn karanti
@@sahoohrushikesh5067 apana kara kou cast miarred na on miarred
Editing level: ULTRA PRO MAX
Plz sir upload suna kalasa and maa and all type of serial plz plz😭😭😭😭i want to return my childhood .I watching this and my father came and beat me and say go to for study ,really miss this day
ପିଲାଦିନେ ଏଇ ଗପକୁ black&white ଟିଭି ରେ ଦେଖୁଥିଲୁ 😍😍😍😍😭😭
I miss you child 😭 time
Expression was mind-blowing 👌👌
Hii
Behera mam
Abe apan a episode dekhi le bodhe
Please upload some more story
Very interesting
Childhood memories 🥺🥺😢😭
Like my childhood memories ❤️
ସେଦିନ କଥା ମନେ ହେଉଛି ଫେରି ଆସନ୍ତା କି ଆଉ ସେହି ସମୟ
DD odia thanks 🙏
🙏
Tq so much to DD ODIA
Ai gapa dekhiba pain pura pagala hauthilu ,bahut bahut sundarlage ,kintu ama goan re matra 4 ta tv thila ame sabu pila pura jagiki basithibu gapa dekhiba pain ....miss my childhood
Old days is golden life
Who's are watching in 2024
Nice 👍🙂
I love this music
Childhood memories flash back...😇thanks to dd channel. School ru asiki mu katha sarita dekhiki khee..😁😁
Mu b vai
Wrong bro its telicast 3.pm
ମନେ ପକେଇ ଦେଲା ସେ ପୁରୁଣା ଦିନ 🥺🥺🥺
❤️❤️❤️🙏🏻🙏🏻🙏🏻💐💐
Miss you my childhood memories
😭😭😭😭miss my childhood
My favourite child memory
Hat lif 💔💔💔💔
Thanks this channel...
No VFX No Epic Music Only Pure Odia Content
😘😘😘😘😘 my febret
Old memories 😍😍😍
Mood freshedd by watching our childhood story's 💗💗💗💗
+555
love
ହରିଚଦନନଚା
Harichandan,Naga
Se samaya au aaji ra samaya bhitare akash patala farak.. Pila dina katha mane padigala.. Kash se puruna dina sabu feri asanta... 😢
Thik katha
Miss u my child hood 😭
I feel like a child......🎉🙏
ଗପଟି ବହୁତ ମଜା ଲାଗିଲା
Tq for remembering my childhood 😍😍😍
I need to all episode