Katha Sarita (Kumbhara Pila) || କୁମ୍ଭାର ପିଲା (କଥା ସରିତା) II Odia Play II Moral Story

Поделиться
HTML-код
  • Опубликовано: 21 ноя 2024

Комментарии • 339

  • @subashnayak4611
    @subashnayak4611 Год назад +80

    ଯାହା ହଉ ଭାଈ ପୁରୁଣା ଓଡ଼ିଆ seriel ତୁମରି ପାଈଁ ବଞ୍ଚି ରହିଛି। ମୋତେ ବୋହୁତ ଭଲ ଲାଗେ ଏଇ ଭଳି seriel। କଥା ସରିତା ର ପ୍ରଥମ tune ଟା ପୁରୁଣା ଅତୀତ କୁ ମନେ ପକେଇ ଦିଏ ❤❤😌😌

  • @BornForHelp
    @BornForHelp Год назад +74

    ଭାଇ ଓ ଭଉଣୀ ମାନେ କି ସୁନ୍ଦର ଥିଲା ସେ ପିଲା ଦିନ ତାହାର କଥା କହିଲେ ନ ସରେ । ସେଦିନର Blackend White TV ର ଖୁସି ଆଜିର LCD TV Wifi Connection ରେ ବି ନାହିଁ । ସମସ୍ତେ ୩ ଟା ହେଲେ ଟିଭି ଆଗରେ ବସିଯାନ୍ତି ପରିବାର ସହିତ । ବହୁତ ମନେ ପଡ଼ୁଚି ସେ ପିଲାଦିନ କଥା ।

  • @anilkumarbhoikumarbhoi7256
    @anilkumarbhoikumarbhoi7256 Год назад +32

    😢😢 ହେ ସମୟ ମୋ ପିଲା ଦିନ ମୋତେ ଫେରେଇ ଦିଅ 🙏🏻

  • @pradipkumarsahoo2112
    @pradipkumarsahoo2112 Год назад +31

    ଛୋଟବେ ସ୍କୁଲରୁ 4 ଟା ବେଳେ ଆସିଲା ବେଳକୁ କାହାଣୀଟି ଅଧା ହୋଇଯାଇଥାଏ ସେତେବେଳେ ଓ କି ଦୁଃଖ 😢😀😀😀🤭🤭

  • @sksantoshvlogs2797
    @sksantoshvlogs2797 Год назад +42

    ଆପଣଙ୍କୁ ଧନ୍ୟବାଦ ପୁରୁଣା ସୃତି ମନେ ପକେଇ ଥିବାରୁ 🙏🙏

  • @kishansahoo8529
    @kishansahoo8529 Год назад +36

    ପିଲାବେଳେ TV ଦେଖିବା ପାଇଁ କେତେ ମାଡ଼ ଖାଇଛି ସେକଥା ମନେ ପଡିଲେ ବହୁତ ଖୁସି ଲାଗୁଛି। ସତରେ ସେ ଜମାନା କଣ ଥିଲା

  • @sashibhushan4617
    @sashibhushan4617 Год назад +151

    ହେ ଭଗବାନ୍ ମୋର ଏତିକି ପ୍ରାର୍ଥନା କି ମତେ ମୋ ପିଲା ଦିନ ଫେରେଇ ଦିଅ

    • @VillageMastiAllVideo6947
      @VillageMastiAllVideo6947 Год назад

      ମୋର ବି ବହୁତ ଇଛା ହେଉଛି

    • @manasranjan7703
      @manasranjan7703 Год назад +2

      Tate bhagban 2month baby kari diantu

    • @desi_tokaa
      @desi_tokaa Год назад +6

      ଆରେ ଭାଇ ତମକୁ ପୁଣି ପାଠ ପଢ଼ିବାକୁ ପଡ଼ିବ
      ସାର୍ ଙ୍କ ଛାଟ ସବୁ ଖାଇଇବାକୁ ହବ
      ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ
      😀😀😀😀😀😀😀😀😀😀

    • @sashibhushan4617
      @sashibhushan4617 Год назад

      @@manasranjan7703 😜😜

    • @sashibhushan4617
      @sashibhushan4617 Год назад

      @@desi_tokaa ହଁ ହେଲେ ହବ ମାଡ଼ ସିନା ଖାଇବି ହେଲେ ପିଲା ଦିନ ବଦମାସ୍ ତ ପାଇବି ଭାଇ

  • @Silentgirlmamata1999
    @Silentgirlmamata1999 Год назад +11

    Childhood memory ❤️ ❤️ miss u sehi pila Dina ra time 😔

  • @prasantkubehera6666
    @prasantkubehera6666 Год назад +70

    ମନେ ପଡ଼ିଗଲା ସେ ପିଲା ଦିନ କଥା black and white tv ଆଉ କଥା ସରିତା ସେ ଯୋଉ ମଜା ଆଉ କଣ ଫେରିବ କି

  • @rutupravapal9173
    @rutupravapal9173 Год назад +3

    Mate mo pila Dina jetebele mane pade mun Katha Sarita dekhe se Kan Dina thila 😥🥰🥰🥰🥰🥰🥰🥰🥰

  • @mahayogi811
    @mahayogi811 Год назад +9

    ଆଃ କି ମସ୍ତ୍ ଦିନ ଥିଲା ଟିଭି ରେ network ପାଉ ନ ଥିବ ଟିକିଏ anntena ହଲେଇ ଦେଇ ଆସିବି ଟିକେ ଚାଲିବ ପୁଣି ଝିଲ୍ ଝିଲ ପୁଣି ହଲେଇ ଆସିଲେ ପୁଣି ଚାଲିବ ପୁଣି ଏମିତି ଦିନ ଫେରି ଆସନ୍ତା କି

  • @manaskumarsenapati1025
    @manaskumarsenapati1025 Год назад +7

    ପିଲାଦିନ ସୁନ୍ଦର ଥିଲା

  • @dushmantsahoo9914
    @dushmantsahoo9914 Год назад +302

    କେତେ ଭଲ ଥିଲା ମୋ ପିଲାଦିନ | ଯେମିତି ଘଣ୍ଟା ରେ 3 ବାଜୁ ଥିଲା ମୁ ଘର ଲୋକ ଙ୍କ ସହ ବସିକି କଥା ସରିତା ଦେଖୁଥିଲି ଆଉ ଥରେ ମୋ ପିଲାଦିନ ଫେରି ଆସନ୍ତା କି ❤️🥰

  • @mklovestatus2611
    @mklovestatus2611 10 месяцев назад +7

    ମୋ ପିଲା ଦିନ ର ସବୁ ସ୍ମୃତି ଏହି କଥା ସରିଥା ଦେଖିଲା ବେଳକୁ ବହୁତ ମନେ ପଡୁଛି। Miss u my child life 😢😢😢

  • @odialifestyleinodisha4649
    @odialifestyleinodisha4649 Год назад +737

    ଛୋଟ ବେଳେ ଆମ ଘରେ ଟିଭି ନ ଥିଲା 😭ପଡିଶା ଘରେ କେତେ କଷ୍ଟରେ ଟିକେ ଟିଭି ଲଗାଉଥିଲେ 😭ଆମେ ଦେଖିବୁ ବୋଲି 😍କିନ୍ତୁ ଏବେ ଟିଭି ଅଛି ହେଲେ ଦେଖିବାକୁ ଆଉ ଇଚ୍ଛା ନାହିଁ 😭😭ଏବେ ଆଉ ସେମିତିକା ସେରିଆଲ ଗପ ଫିଲ୍ମ କାହିଁ 🤔🤔

    • @odiajhiagita6175
      @odiajhiagita6175 Год назад +50

      ସତ କହୁନ mobile ହେଇଗଲା ଦିନଠୁ tv ଆଉ କେହି ପଚାରୁ ନାହାନ୍ତି

    • @bbnayak2981
      @bbnayak2981 Год назад +5

      @@odiajhiagita6175 😄😄

    • @s2s717
      @s2s717 Год назад +22

      ମନ କଥା କହି ଦେଲ ଦିଦି❤.....

    • @bhagabatamahanta1461
      @bhagabatamahanta1461 Год назад +6

      Good story in odisha

    • @somanathbehera880
      @somanathbehera880 Год назад +3

      Right

  • @SKSATAPATHHYBUTTERFLY
    @SKSATAPATHHYBUTTERFLY 11 месяцев назад +1

    ବହୁତ ଦିନ ପରେ ଦେଖିଲି ବହୁତ ଖୁସି ଲାଗିଲା...
    I love ଆଇ ମା କାହାଣୀ 🌹🌹❤️❤️❤️👍💘

  • @a2sweetmotivated362
    @a2sweetmotivated362 13 дней назад +1

    Only 80'90s kid feel this story..satohre se pila belara dino au feriboni..i am so happy ki mu se moment ku bahut enjoy karichi and am so luky😊😊❤.😊😂

  • @sidhantapradhan7957
    @sidhantapradhan7957 Год назад +15

    ପିଲା ଦିନର କଥା ସବୁ ମନେ ପଡିଗଲା 😊😊😊. ଅତି ସୁନ୍ଦର ଲାଗିଲା ପୁଣି ଏ ଗପ ସୁଣିକି ❤❤❤

  • @sunilsethi4472
    @sunilsethi4472 11 месяцев назад +2

    Old memories Mane padile Kanda laguchhi😅😅😅

  • @pallavi-creation
    @pallavi-creation Год назад +11

    ମୋ ପିଲା ଦିନ କଥା ମନେ ପଡିଗଲା😭😭😭😭

  • @deptimayeesahoo9039
    @deptimayeesahoo9039 Год назад +29

    ଦୟାକରି ଚତୁର ବିନୋଦର ସବୁ ଏପିସୋଡକୁ ଅପଲୋଡ କରନ୍ତୁ...

  • @Mrperfect12348
    @Mrperfect12348 Год назад +4

    ପିଲା ବେଳ ର କଥା ମନେ ପଡ଼ିଲା ବାସ୍ତବ ରେ । ସେଦିନ ର ଖୁସି ଥିଲା ଅଲଗା ପ୍ରକାରର ଆଜି ଏଇ ଇଣ୍ଟରନେଟ୍ ଦୁନିଆ ରେ ସେ ଖୁସି ନାହିଁ ଆଉ

  • @dushmantsahoo9914
    @dushmantsahoo9914 Год назад +16

    ଏ ଭିଡ଼ିଓ ଦେଖିଲା ପରେ ମୋର ସେ ପିଲାଦିନ କଥା ମନେ ପଡି ଗଲା 🥰🤩🥰

  • @Shubhasmita12
    @Shubhasmita12 Год назад +41

    ବହୁତ୍ ବଢିଆ ଗପ ❤️

  • @mumud123
    @mumud123 Год назад +2

    Pila dina bahutu bhala thila miss you 😭😭😭😭😭

  • @laxmidehuri7601
    @laxmidehuri7601 Год назад +4

    ମୋର ଅତି ପ୍ରିୟ ଗପ ddodia ରେ 🥰🥰😘😘

  • @PratimaBehera-z3t
    @PratimaBehera-z3t 5 месяцев назад +28

    2024 ରେ କିଏ କିଏ ଦେଖୁଛ 🥰👌👌👌

  • @itsurbriten8994
    @itsurbriten8994 Год назад +1

    Bapa nka too gali suniki bi luchi luchi ki dekhuthilu 😭❤❤😂

  • @sagardas4098
    @sagardas4098 Год назад +2

    My best serial and top one seriel of odisha

  • @suryamanisenapatiprachi2991
    @suryamanisenapatiprachi2991 Год назад +2

    My favourite katha sarita

  • @jayashreesahoo1764
    @jayashreesahoo1764 Год назад +1

    Jay jagannath jay pitamata ati sundar

  • @mrperfect-1587
    @mrperfect-1587 Год назад +3

    E story ku jete thara dekhile bi nua laguchi

  • @susilakandagari2246
    @susilakandagari2246 3 месяца назад +2

    Thank you so much
    very nice 😍 story video ❤

  • @DeepakIndianprank
    @DeepakIndianprank Год назад +1

    Very nice ଗପ

  • @sibasiba7588
    @sibasiba7588 Год назад +5

    ମୁଁ ପିଲା ଦିନେ ଏଇ ଗପ ଶୁଣି ଶୁଣି ସୋଇ ପଡ଼ୁଥିଲି ସତରେ ସେ ଦିନ ଭଳି ଏବେ ଆଉ ସେ ସମୟ ନାହିଁ

  • @SandhyraniDanga
    @SandhyraniDanga Год назад +4

    ସେପିଲାଦିନକିଏଭୁଲିବ, ସେକଳାଧଳାଟିଭିକୁ।ମା,ଙ୍କଗାଳି।

  • @payalpradhan5977
    @payalpradhan5977 Год назад +3

    Wow❤

  • @MaasamaleiMaasamalei
    @MaasamaleiMaasamalei Год назад +1

    ମତେ ଭାରି ପସନ୍ଦ ଲାଗିଲା ଜେଜେମା

  • @PrakashJani-wc3vk
    @PrakashJani-wc3vk 11 месяцев назад +2

    Very very nice 👍👍👍👍❤❤❤❤❤

  • @rajumohapatra3221
    @rajumohapatra3221 Год назад +1

    Sata katha mam

  • @prasantacreations
    @prasantacreations Год назад +3

    ଅତି ସୁନ୍ଦର କାହାଣୀ।

  • @SrijayaJena-du5nc
    @SrijayaJena-du5nc Год назад +1

    Really khatasarita mo pila Dina katha mane padeee❤️❤️❤️❤️❤️

  • @kadambinimohanta9959
    @kadambinimohanta9959 10 месяцев назад +1

    I miss this episode

  • @tankadharyadav5477
    @tankadharyadav5477 Год назад +2

    Miss you the children moment

  • @odiajhiagita6175
    @odiajhiagita6175 Год назад +8

    ମୁଁ ପାଞ୍ଚ ବର୍ଷ ହେଇଥାଏ ମୋର just ଟିକେ ଟିକେ ମନେ ପଡୁଛି love u ପିଲା ବେଳ

  • @jugglingmastee1894
    @jugglingmastee1894 Год назад +3

    best chanel in india.. ❤❤

  • @ankitmohanty8190
    @ankitmohanty8190 Год назад +5

    My favourite katha sarita.thanks for upload this video.

  • @newshorts3166
    @newshorts3166 Год назад +2

    Bahuta dina pare dekhu bahuta khusi lagila: thanx to dd odia

  • @purnaxchandra
    @purnaxchandra Год назад +1

    Thank u bro for uploading

  • @dipibhoi9984
    @dipibhoi9984 Год назад +1

    Childhood memories sabu Mane padigala🤩🤩🤩

  • @abhipsaswain2697
    @abhipsaswain2697 Год назад +2

    Plz.. auu thare.eii.. Katha Sarita ku start karantu😊

    • @-Jena_jena
      @-Jena_jena Год назад

      Mana katha tiea kahile🙏

  • @sweta_lifestyle
    @sweta_lifestyle Год назад +9

    Mo jeje maa katha mane padigala😭😭😭😭😭❤

  • @BarshaKisan-ip9yf
    @BarshaKisan-ip9yf 10 месяцев назад +1

    Tome sumoti ki semiti dekha jauji😮😮😮😮

  • @Aseel_odisha
    @Aseel_odisha Год назад +5

    Old is gold ❤❤
    Hajigala sabu puruna dina😢😢😢

  • @ranjitabehera3860
    @ranjitabehera3860 Год назад +2

    E story bahut bhala lage mu pila bele dekhithili

  • @BickyJena-o6v
    @BickyJena-o6v 7 месяцев назад +1

    ପିଲାବେଳେ ଟିଭି ଦେଖିବାକୁ ଇଚ୍ଛା ହେଉଥିଲା ଏବେ ଆଉ ଇଚ୍ଛା ଲାଗୁନି ଟିଭି ଦେଖିବାକୁ

  • @BikasMalik-eg4hs
    @BikasMalik-eg4hs 9 месяцев назад +2

    ସତରେ ଆଗେ ଯେତେବେଳେ ଧଳା କଳା ଟିଭି ଥିଲା କେତେ ମଜା ଲାଗୁଥିଲା ଏବେ ଘରେ ଟିଭି ଥାଇ ବି ମଜା ଲାଗୁନି ସବୁ youtube chanel ଦେଖିଲେ ସତେ ଆଗଭଳି ନାହିଁ ଯୁଗ ଦିନକୁ ଦିନ ଚେଁଚ ହେଉଛି ଗପ ଟି ସତ ହେଲା ପରି ଲାଗିଲା ଗୋଟେ ଗରିବ ପୁଅ ରାଜା ହେଲା ଆଗେ ସେତେବେଳେ ହେଉଥିଲା ଗରିବ ପୁଅ ଧନୀ ଝିଅକୁ ବାହା ହେଉଥିଲା ଆଉ ଗରିବ ଝିଅ ଧନୀ ପୁଅ ବାହା ହେଉଥିଲା ଧନ ସୁନ୍ଦର ଦେଖୁ ନଥିଲେ ଖାଲି ଦେଖୁ ଥିଲେ ହୂରଦ୍ୱୟ ଆଉ ମନ ଏମିତି ବାହା ହେଉଥିଲେ ଆଉ ଏବେ କାର ଝିଅ ଯେଉ ପୁଅ ସୁନ୍ଦର ଆଉ ପଇସା ଵାଲା ତାକୁ ହିଁ ଭଲ ପାଉଛନ୍ତି ଗରିବ ପୁଅକୁ କେହି ପଚାରୁନାହାନ୍ତି କିନ୍ତୁ ସେ ଝିଅ ବୁଝି ପାରେନା ଧନ କେବେବି ରହେନା ଆଜି ଅଛି କାଲି ଭିକାରି ଆଜି ସୁନ୍ଦର ଅଛି କାଲି ଅଶୁନ୍ଦର ହେଇଯିବ ସେମିତି କରନି ଭାଇ ଭଉଣୀ ମାନେ ଧନ ସୁନ୍ଦର ଚେହେରା ରହିବ ନାହିଁ ତୁମେ ଯଦି କାହାକୁ ଭଲ ପାଉଛ ଗୋଟେ ହୂରଦ୍ୱୟ ପରି ପୁଅ ଟିଏ କୁ ଭଲ ପା ଏ ଯେମିତି ତୁମକୁ ସାରା ଜୀବନ ଖୁସିରେ ରଖିବ ଆଉ ଭଲ ମଧ୍ୟ୍ୟ ପାଉଥିବ ତା ରୂପ ସିନା ଅଶୁନ୍ଦର କିନ୍ତୁ ତା ମନ ସୁନ୍ଦର ତା ହୂରଦ୍ୱୟ ସୁନ୍ଦର ଯେମିତି ତା ନିଜ ଜୀବନ ଠାରୁ ତୁମକୁ ଭଲ ପାଉଥିବ ତା ଠାରୁ ସୁନ୍ଦର କିଏ ଅଛି ଜୟ ମା ସର୍ବ ମଙ୍ଗଳା🌺🙏

  • @mailtosamir
    @mailtosamir Год назад +8

    ଓଡ଼ିଆ ପ୍ରତି ଧ୍ୟାନ ଦିଅନ୍ତୁ, ଡିଡି ଓଡ଼ିଆର କତୃପକ୍ଷ...
    କୁମ୍ଵାର ନୁହେଁ ସେଇଟା "କୁମ୍ଭାର"

  • @entertainmentbysunali6863
    @entertainmentbysunali6863 Год назад +4

    ଛୋଟ ବେଳ କଥା ବହୁତ୍ ମନେ ପଡୁଛି😢😢

  • @nareshchouhan5862
    @nareshchouhan5862 Год назад +4

    👌👌👌👌

  • @Abinash_Nayak
    @Abinash_Nayak Год назад +5

    Wow 😊😊

  • @astiknarayanmoharana6574
    @astiknarayanmoharana6574 Год назад +2

    ପିଲାବେଳେ ସଦାବେଳେ ଏ ସେରିଆଲ୍ ଦେଖେ 🥺

  • @DayanidhiSahoo-xf7tw
    @DayanidhiSahoo-xf7tw Год назад

    Manepadigale ବହୁତ୍ ଦୁଃଖ ଲାଗେ

  • @samarmajhi5189
    @samarmajhi5189 Год назад +3

    Beautiful Story

  • @maachandimata.nuagaon3583
    @maachandimata.nuagaon3583 Год назад +7

    ବହୁତ୍ ସୁନ୍ଦର

  • @anupama860
    @anupama860 Год назад +3

    Very interesting story I like it 👌

  • @mkmanasi2326
    @mkmanasi2326 Год назад +2

    Bahut sunder

  • @ranjitmastiofficial2079
    @ranjitmastiofficial2079 Год назад

    Old is gold ଛୋଟ ସମୟରେ ଦେଖୁ ଥିଲୁ

  • @raghunathpera583
    @raghunathpera583 Год назад +1

    Mu bi chata bele dekhuthili mate bahuta maja laguthila kintu se samaya au nahi 😢😢😢😢😢😢😢😢

  • @meghabahansamal7697
    @meghabahansamal7697 Год назад +4

    Tq bhau❤

  • @saipriya8279
    @saipriya8279 Год назад +4

  • @jitendradancer5871
    @jitendradancer5871 Год назад +3

    Nice6😊

  • @SSeducation44
    @SSeducation44 Год назад +2

    ❤❤❤❤

  • @youtubeganesh8510
    @youtubeganesh8510 Год назад +2

    This channel is so imotion for my child hood

  • @sncratestatuse1548
    @sncratestatuse1548 Год назад +1

    ଛୋଟ ବେଳ କଥା ମନେ ପଡି ଗଲା

  • @sanjibkumarodiavlog3359
    @sanjibkumarodiavlog3359 Год назад +2

    ଧନ୍ୟବାଦ ଏହି ଭିଡ଼ିଓ upload କରିଥିବାରୁ

  • @AjitKumar-xo8ul
    @AjitKumar-xo8ul Год назад +2

    Nice story

  • @chumansahu8960
    @chumansahu8960 Год назад +4

    Super Kathani ❤❤❤❤❤❤❤❤

  • @meenu_933
    @meenu_933 Год назад +5

    Rakhi apa voice...🥰🥰

  • @swagatikasahu8776
    @swagatikasahu8776 Год назад +2

    Ati sundar story 💐

  • @sangyasenirout4119
    @sangyasenirout4119 Год назад +1

    ପିଲାଦିନର କଥା ମନେପଡ଼ିଲା ।କଥା ସରିତା ର ସବୁ ଗପ ମୁ ଦେଖେ।

  • @royalpapu1781
    @royalpapu1781 Год назад +2

    ♥️🥰❤️♥️

  • @swadhinkumar2479
    @swadhinkumar2479 Год назад +2

    Wow

  • @sumanmohanty7376
    @sumanmohanty7376 Год назад +2

    Bahut sundar❤

  • @monajakumarsahu3208
    @monajakumarsahu3208 Год назад +1

    😢😢😢

  • @prajnaparamitamohanty9257
    @prajnaparamitamohanty9257 Год назад +2

    Old is gold 💞💞💞

  • @priyadarshinimahapatra2406
    @priyadarshinimahapatra2406 Год назад +3

    Miss my childhood memories 😘🥺

  • @arusmrutipandab7122
    @arusmrutipandab7122 Год назад +5

    Bahut Mane paduchi chota bela ra katha

  • @BikashDas-cn6tz
    @BikashDas-cn6tz Год назад

    Nice

  • @sibasisnath9858
    @sibasisnath9858 Год назад

    Video editting ପାଇଁ background music ବଢିଆ ବଢିଆ ଅଛି ଏଥିରେ 😊

  • @baralswagatika
    @baralswagatika Год назад +3

    Pila Dina ra smurti 🥰🥰🥰🥰🥰😭

  • @rihanapermin91
    @rihanapermin91 Год назад +1

    aa re piladina😭😭😭

  • @indiandeshbhakt4065
    @indiandeshbhakt4065 Год назад +1

    Nostalgic

  • @souravmishra6365
    @souravmishra6365 Год назад +4

    ThanQ DD Odia!!! You really brought our childhood memory back

  • @tf_aryan_v4
    @tf_aryan_v4 Год назад +1

    I miss you 😢😢😢

  • @antaryamimoharanavlog
    @antaryamimoharanavlog Год назад +9

    ଆଉ ଗୋଟିଏ ନୁଆ ଗପ upload କରନ୍ତୁ, ଏ ଗପ ବହୁତ କୌତିକ ଲାଗିଲା 🥰🥰

  • @srmotivation284
    @srmotivation284 4 месяца назад

    ଧନ୍ୟବାଦ୍ ଭାଇ ତମ ପାଇଁ ଆଜି ମୁଁ ଏଭଳି "କଥା ସରିତା" ଆଉ ଥରେ ଦେଖି ବାକୁ ପାଇ ଲି 😢❤

  • @tikinasahootikena197
    @tikinasahootikena197 Год назад +4

    ସେପିଲା ଦିନ କଥା ମନେ ପଡୁଚି

  • @tapankumarz4615
    @tapankumarz4615 Год назад +2

    Kuade gala se dina au ki feriba se dina😢❤

  • @khushisree2379
    @khushisree2379 Год назад +1

    Mu chhota bele dekhi thili