@@SR01995 Agree with you but , Se Jiniso Se Dui Jono Bujhibe, jemiti samparka bele kahaku kohi no thile Ebe Problem bele kahiki Duniya tension re rohibe. Tanko Problem Tanke Solf Karibe....
Handsome ଗୋରା ପୁଅ ଦେଖି ଭଲ ପାଇଲେ ଏମିତି ନାମ ନେବ , ପ୍ରାୟତଃ ସୁନ୍ଦର ଝିଅ ମାନେ କଳା ଅସୁନ୍ଦର ପୁଅ ମାନଙ୍କୁ ମନା କରି ଦିଅନ୍ତି ଆଉ ପଛରେ ଏମିତି Handsome ପୁଅ ମାନଙ୍କ ପାଖରେ ନିଜ ଇଯତ ସାରି ଧୋକା ଖାଆନ୍ତି A water bottle at the super markat is rs - ₹10 The same bottle at the hotel is rs - ₹30 The same bottle is at the Airport is rs - ₹50 So each place gives a different value to the same thing. ତେଣୁ ତମ କୁ ଯୋଉ ଅସୁନ୍ଦର ପୁଅ ଭଲ ପାଉଛି ତା ଜୀବନ ରେ ତମର ଯେତିକି Value ଅଛି , May be ଗୋଟେ Handsome ପୁଅ ଜୀବନ ରେ ତମର ସେତିକି Value ନ ଥାଇ ପାରେ
@@ashiqqueen7053 then will you love me ????🙋 mnu abasya kala nuhe but shamala colour , preparing for UPSC , professional youtuber and Share market export . please reply deba
@@smile5706 actually pua mane adhika haras hauchhanti jhianka tharu,hele society accept karunu boli chup Rahuchanti.kanhiki na ama society au law female supportive.
@@smile5706 aga comment dekha lekha heichi pua ijjat achi boli rasta re gote jhia dekhile comment mararanti ta bhitaru tama Bapa bi male bhai bi male comment marithibe na hele emiti kahithanta,🤣🤣🤣
Ame tanka lovi nuhan.saitan ku pujaa karithiba loka Munda re kbe buddhi asibani.hindu loka b Christian heichanti.ame Satya eswar nku janichu.saitan ku nae.ame paesa ku lova karunu.ame kahaku hinsa Kariba sikhinu.tama pari loka nka pain desa re asanti sruati heuchi.ame nija atma ku mrutyu ru bancheichu..srusti arambha re pravu parameswar nku manuthile.kichhi dina pare semane murti tiari kari Puja kale .se murti ra jibana nae.vedas re yajurbeda re lekha heichi ,jie parameswara nku Puja na kari se tiari karithiba jinisa ku Puja kare se narka ku jiba.prakruta re hindu Mane harami.au gunda.christian naa sunile vaya karanti.kahinki naa saitan pravu nka naa sunile thara Hara hue..tame kn amaku tanka lovi kahucha.peasa lova kari ame narka ku jibaku chahuni.tame hindu Mane subha labha lekhiki lokamana nku lutucha thakucha seita kn janiparuna.sarathi baba.....
@Sweet boy hindu dharma ra Veda padh au jie hindu ru Christian heichanti semananka katha sun .utube re bahut miliba .mu link b deb.channel b kahib.semane .kte beijat karichanti.mu ta kichhi kahini.au hindu ra meaning heuchi chor.sai boli kahaku Puja karucha se gote vikari.se mariki narka re thibe taku Puja Kariba loka narka ku jibeni ta kouthiki jibe.bujhina parile raga nischita lagiba.tk.kichhi kharap b mu word use karuni
@Sweet boy tame mote get lost kahibara adhikara tamaku diajaini.hindu loka nka vadrami janapaduchi.sweet.au hindu loka nka Vedas re bodhe get lost lekhaheichi .kichhi prove achhiki .?
I feel really ashamed to read the comment section. People have just one comment to make - Why did the girl enter into a live-in relationship? My point is live-in takes two people to stay together.. So, it was certainly not her decision alone to get into a live-in. It was their decision together.. I think we should come out of that idea where only girl should be blamed if the man cheats. Don't know who is right here but blaming the girl solely and and character assassination of a girl is not Odia Sanskriti either.
It has been a common things .There is no love in our modern society. Here love means only temporary attraction.. And attraction never take the place of love. Love is always pure. Live-in-relationship is highly unacceptable in our culture. I am sorry but I feel that girl is saying little bit lie because Parents can't give the permission to a girl to do this...i am not saying against that girl.. but we also should listen the matter from Milan's side then we can decide who is wrong.. Actually wrong is done by both.. May be one of them is more... 🙏
Kn bhai jhia boli jaha kahiba believe karinaba 90% ye case fake .......jou jae police investigation kariki kichi prove na paichi se jae kichi bi kuhani please emiti bohut pua fasuchanti fake case kahili na society au law jhia nku besi facility douchi jaha pai inocent pua black mail houchanti
The man who offers you to being physical thinks that he never loves you from his heart because love is not based on any amorous intention so every girl should understand this..
Hn Sala police mg Sala Soumya case re kichkalani se pua bole ate prmana thaiki be ea jhia bole arrest mu se sai Ku sapoort karini Khali sata Kan kahuchi
You are a educated girl, why doing this type of job?. First love, then marriage , at least court marriage. After all then physical relation. In this case both boys and girls are culprit. Laja laguchi esabu news dekhibapaain.
ଯଦି ଆପଣ ଆଜି ଏ ଜାଗାରେ ପହଂଚିଛନ୍ତି....
କେବଳ ଆପଣଙ୍କ ପରିଶ୍ରମ ପାଇଁ...
ଆପଣ ଯୋଉ ଦିନ ପ୍ରଥମେ ଗୋଟେ ଘରେ ଏକାଠି ଶୋଇଲେ, କଣ ଘରେ ଜଣେଇ ଶୋଇଥିଲେ ଆଉ ଆପଣଙ୍କ family permission ଦେଇଦେଲେ..!!
ନିଜର ବଚନ ଆଉ ଯୌବନ ନିଜ ଆୟତରେ ରଖିଲେ ହିଁ ସବୁ ଠିକ୍...
😂😀😁😀
ଅତି ସୁନ୍ଦର କଥା କହିଛନ୍ତି ଆପଣ ସେତେବେଳେ କଣ ମିଡିଆ ବାଲାଙ୍କୁ ନା ପୁଲିସ ନା ଘର ଲୋକଙ୍କୁ ନା ସାରା ଓଡ଼ିଶା ବାସୀ ଙ୍କୁ କହିଥିଲେ କି ଏବେ କଣ ପାଇଁ ଆସି କହୁଛନ୍ତି ଏ ସବୁ ହେଉଛି ଦେହର ଭୋକ ପାଇଁ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଏବେ ତ ପରିଣାମ ଭୋଗିବାକୁ ପଡ଼ିବ ଜୟ ଜଗନ୍ନାଥ ❤️🙏
Thk kahicha bhai
@@smaranikamohanty1128 ଜୟ ଜଗନ୍ନାଥ 🙏
Right
ରମ୍ପା ରମ୍ପି ହେଲା ବେଳେ କାହାକୁ କହି ଥିଲ। ଏ ବାଳ ପ୍ରହସନ କର ନ ନିଜ କଣା ନିଜେ ବନ୍ଦ କର । ଏତେ ଚାଲାକ ଝିଅ କର୍ଟ ମାରେଜ ନ କରୁଣୁ କେମିତି ତା ବେଡ ପର୍ଯ୍ୟନ୍ତ ଯାଇ ରାମ୍ପା ରମ୍ଫି ହେଲ ବାଳ ନାଟ ନା ଆଉ । ମିଡିଆ ଭାଇ କୀ ଅନୁରୋଧ ଓଡ଼ିଶା ରେ ବହୁତ୍ ଦୁଃଖ ଆଉ ଦରିଦ୍ର ବଡ଼ି ଚାଲିଛି ସେଇଟା କେମିତି ଠିକ୍ ହେବ । ସେହି ବିଶୋୟ କୁ ଧ୍ୟାନ ଦିଅନ୍ତୁ । ଏ ସବୁ ବେକାର
Rampa rampi ku chhadila pare b commitment b gote jinisa achhi.
Seta matter kare
@@SR01995 Agree with you but , Se Jiniso Se Dui Jono Bujhibe, jemiti samparka bele kahaku kohi no thile Ebe Problem bele kahiki Duniya tension re rohibe. Tanko Problem Tanke Solf Karibe....
@@SR01995 sidha kotha who have not managed with time that thing will not exist after some time . What happened with dinosaurs in past
Rompa rompi kohile
Kon ta bro
@@banamalikisan4160 Please Cheque Sura Sir Nko Vdo
ଦୁଇ ବର୍ଷ ରେ ତୁମେ ସବୁ ଏତେ କାମ କଣ ପାଇଁ କରୁଛ। ସବୁ ବଦମାସ୍ ସବୁ ଖାଲି ସେଇ ପ୍ରେମ କର ପ୍ରେମ ତ ନୁହଁ ଖାଲି ଶାରୀରିକ ସଂପର୍କ ପାଇଁ ଏତେ ନାଟ।ଆଉ ତୁ ତ ଏତେ ସବୁ ଜାଣିଥିଲୁ ତାହାଲେ ଏତେ କାମ କଣ ପାଇଁ କରୁଥିଲୁ ।😡😡😡😡
Bhai you are absolutely right
Right right
@@nayakparineeta123 Don't know
@@nayakparineeta123 i know her but can't remember her name
@@nayakparineeta123 mu janichhi tumaku kahibini
Live In relationship ଉଭାୟଙ୍କ ସହମତିରେ ହୋଇଥାଏ। ଏହାର ଅର୍ଥ ବିବାହ ନୁହେଁ। ବିବାହରେ ସ୍ଥାଇ ସମ୍ପର୍କ ଆଶା କରାଯାଏ। ମାତ୍ର live in relationship ଉଭୟଙ୍କର ସମ୍ମତି ଥିବା ପର୍ଯ୍ୟନ୍ତ ଚାଲୁଥାଏ। ଏଥିରେ ଗୋଟିଏ ପକ୍ଷ ଯେତେବେଳେ ଇଚ୍ଛା କରିବ ଅଲଗା ହୋଇଯିବ । ଏହାକୁ ବିବାହ ସହିତ ଯୋଡିବା ଠିକ୍ ନୁହେଁ।
Right
Right
ଏହା କଣ ନୂଆ କଥା???
ଅଧିକାଂଶ ପ୍ରେମ ରେ ଧୋକା ହୁଏ! ଆଗୁକୁ ମଧ୍ୟ ହବ
Hehe
ଠିକ ପିଲା କୁ କେହି love କରନ୍ତିନି କିନ୍ତୁ ଯୋଉମାନେ ଧୋକା ଦିୟନ୍ତି ତାଙ୍କ ପାଖେ ଝିୟ ମାଳ ମାଳ
Thik katha dude sata ahe hauchi kalijugara satya katha salute you🙏
Kia thik kia kharap kn dekhile jani hua ki jadi jani hei thanata na tahale ete problem sabu hei no thanta
Right
100💯💯 Right
Mu Khali achhi miluni mate
Loving re tu କାଇଁ ରହୁ ଥିଲୁ । ଓଡ଼ିଆ ସଂସକୃତି ଭୁଲି । ବାହ୍ୟ ସଂସୃତି life ra ମଜା ନେଲ ଏବେ ପିତା ଲାଗୁଚି
Thik katha abe gandi marau se toki
Right
Right
Exactly.. 🙂
Loving nae live - in broh 😂
ଦୁଇ ଜଣଙ୍କୁ ଭିତରେ ରଖ! ପୁଅ ବିଷୟରେ ସବୁ ଖବର ପ୍ରସାରଣ କରିଲେ, ତେବେ ଝିଅର ନାମ କାହିଁକି ଗୁପ୍ତ ରଖାଗଲା! ପାଶ୍ଚାତ୍ୟ ଦେଶର ପ୍ରଭାବରେ ପଡିବ ଯଦି ପରିଣତି ଏମିତି ହିଁ ହେବ ଏବଂ ସେଥି ପାଇଁ ଉଭୟ ପୁଅ ଏବଂ ଝିଅ ଦାୟି l
Jhia ra na sara
RUclips re search karantu
Right
Yes
Taha court decied kare ba yaar but ponice ment daba doro Karo sa jhia Karu ke pua
ତୁମେ ନିଜ ଆଙ୍ଗୁଠି ଉଠେଇକି ଅନ୍ୟକୁ ଖରାପ ମଣିଷ କହିବା ଆଗରୁ ସର୍ବ ପ୍ରଥମେ ତୁମେ କେତେ ସଚ୍ଚୋଟ ମଣିଷ ଏବଂ ଭଲ ଚରିତ୍ର ସେ କଥା ନିଜ ବିବେକକୁ ଦୟାକରି ପଚାରିବୁଝ୍ 🙏ଝିଅ କହୁଥିବା କଥା ଯେ କେବଳ ଠିକ୍ ଅଛି ସେମିତି କିଛିବି ମାନେ ନାହିଁ ଏଥିରେ ଉଭୟଙ୍କର କିଛି ନା କିଛି ଭୁଲ୍ ଅଛି କାରଣ ଗୋଟେ ହାତରେ କେବେବି ତାଳିର ଶଦ୍ଦ ବାହାରକୁ ଶୁଭେନି କି ନିଆଁ ନଥିଲେ ଧୁଆଁ ମଧ୍ୟ ବହାରେନି
ପ୍ରେମ ରେ ବିଶ୍ୱାସ ଭରସା ରହିବା ନିହାତି ଜରୁରୀ, ଦୁଃଖ ଲାଗୁଛି ଯେ ଏଇ କଳିଯୁଗରେ ନାରୀଙ୍କୁ ସ୍ଵାଧୀନ ମିଳିଯାଇଛି ବୋଲି କିଛି ଝିଅ ନିଜର ସବୁ ଭୁଲ୍ ଥାଇ ମଧ୍ୟ ନିଜ ସ୍ବାର୍ଥ ଏବଂ ମତ୍ଲବି ପାଇଁ ନିଜର ଭାଇ ଭଳି ସବୁ ଭଲ ପୁଅଙ୍କୁ ସୋସିଆଲ ମିଡିଆରେ ଖରାପ କରିବାକୁ ମଧ୍ୟ ପଛାଉନାହନ୍ତି କି ବାପା ଭାଇ କିଛି ମାନୁ ନାହାଁନ୍ତି ନିଜ ଉଲଗ୍ନ ଦେହ ଦେଖେଇକି ଫଟା ଡ୍ରେସ୍ ପିନ୍ଧି ରାସ୍ତାରେ ବୁଲିବେ ଆଉ ପୁଅ Tk ଚାହିଁଦେଲେ ଝିଅ କହିବେ କଣ ନା ପୁଅମାନେ ହିଁ ଖରାପ । ବାଃ ବାଃ ବାଃ ରେ ନାରୀ ତୋତେ 100% 🙏 ହେ ମୋର ପ୍ରିୟ ଆଧୁନିକା ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରି ଅନ୍ୟକୁ ଧୋକା ଦିଅନ୍ତୁ ଅବା ନିଜେ ଅନ୍ୟଠୁଧୋକା ଖାଆନ୍ତୁ ତୁମେ ମିଡ଼ିଆ ସାମ୍ନାରେ ଜଣାଇବା ଅପେକ୍ଷା ପ୍ରେମ କରିବା ପୂର୍ବରୁ ଯଦି ଆପଣ ମାନେ ଦୟାକରି ମିଡିଆ ଆଗରେ ଜଣାଇ ପ୍ରେମ କରନ୍ତେ ସତରେ ବହୁତ୍ ଭଲ ହୁଅନ୍ତା 🙏ଖାଲି ତ କନ କନ... 🤓ହଉଉ ...ଚାଲୁ ...ଚାଲୁ ...ସଂସ୍ଥା... ଚାଲୁ... ଗୋଟେ ଖୁସି ଆଉ......💃💃💃
The best part of Karma is, it always hits back. 🙏
ଛେଳି ର ବେଶି ବିଶ୍ୱାସ କଂସେଇ କୁ, ଝିଅ ଙ୍କ ବେଶି ବିଶ୍ୱାସ ଲମ୍ପଟ ଙ୍କୁ
Thik katha kahile bhai 🙏👌👌
Thik katha
Ki line waa
Right bro....
Perfect example
ଗୋଲାପି ଗୋଲାପି ଫିଲ୍ମ
ଦେଖ ଆଉ ସିଖ
ପ୍ରେମ ମାନେ ତ ଶାରୀରିକ ସମ୍ପର୍କ ରଖିବା
Bhai pura thik kahichha
Golapi Golapi
ruclips.net/video/1EOnd403zBE/видео.html
Yes bro thinking right fake live
Pura Rongin
ଝିଅ ଯାହା କହିଲେ ଠିକ୍
ଝିଅ ଯେତେବେଳେ ଯୋଉ ପୁଅ କୁ ଧୋକା ଦେଇଯାଉଚି ସେତେବେଳେ ପୁଅ କଣ କରିବ
Right
Right
Gote jhio puo ku dhoka dela..aao jane jhio puo thu dhoka paila..sethire sabu dosha jhio ra ta
Right
Right
ଭଲ ନିଷ୍ପତି ନେଇଛନ୍ତି ଭାଇ ମୋର, ସେ ମିଛ ପ୍ରତିଶୁତି ଦେଇଥିଲେ ନାଁ ତୁମର ଯାହା ଦରକାର ଥିଲା ସେ ସବୁ ପାଇଯାଇଛ 🤭
Super comment 😀😀😀😀😆😆😆😆😆😆
🤣🤣🤣
ଆଜିକାଲି ଓଡ଼ିଶାରେ ଏଇ ସବୁ love strory ଖାଲି ଦେଖିବାକୁ ପଡ଼ୁଚି କାରଣ ଆମ ସମାଜରେ ସଂସ୍କାରର ଅଭାବ ଅଟେ ଯେଉଁଠି ଦେଖିବ କାହାର ସ୍ବାମୀ ପ୍ରତାରଣା କରୁଛି ତ କାହାର ସ୍ତ୍ରୀ ପ୍ରତାରଣା କରୁଛି କିଏ କେଉଁ ଝିଅ ପାଇଁ ଆତ୍ମ ହତ୍ୟା କରିଦେଉଛି ମାଳିକା ବଚନ ପ୍ରକୃତରେ ସତ୍ୟ ହେବାକୁ ଯାଉଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ହେ ଓଡ଼ିଆ ଠାକୁର ଜଗନ୍ନାଥ ତୁମେ ହିଁ ସାହା ଭରଷା
Wicket person shoud be punished.
ଆମେ ଓଡ଼ିଆ ଭାରି ବଢିଆ ଏଇଟା କଣ ଖାଲି ଓଡ଼ିଶାରେ ଚାଲିଛି ଯାହାକୁ ଲାଜ ନାହିଁ ଏପରି କରନ୍ତି ଝିଅ ମାନେ ପ୍ରଥମରୁ ଜାଣିବା ନିହାତି ଜରୁରୀ ଯାହାର ମୁରବି କୁ ଡରନାହିଁ ସେମାନେ ଏହିପରି ବଦନାମ ହୁଅନ୍ତି ପଛରେ କାନ୍ଦୁଛ କାହିଁକି ତୁମେ
ମାନେ ଓଡିଶା ଲାଗି କଳଙ୍କ
Right sir
Handsome ଗୋରା ପୁଅ ଦେଖି ଭଲ ପାଇଲେ ଏମିତି ନାମ ନେବ ,
ପ୍ରାୟତଃ ସୁନ୍ଦର ଝିଅ ମାନେ କଳା ଅସୁନ୍ଦର ପୁଅ ମାନଙ୍କୁ ମନା କରି ଦିଅନ୍ତି ଆଉ ପଛରେ ଏମିତି Handsome ପୁଅ ମାନଙ୍କ ପାଖରେ ନିଜ ଇଯତ ସାରି ଧୋକା ଖାଆନ୍ତି
A water bottle at the super markat is rs - ₹10
The same bottle at the hotel is rs - ₹30
The same bottle is at the Airport is rs - ₹50
So each place gives a different value to the same thing. ତେଣୁ ତମ କୁ ଯୋଉ ଅସୁନ୍ଦର ପୁଅ ଭଲ ପାଉଛି ତା ଜୀବନ ରେ ତମର ଯେତିକି Value ଅଛି , May be ଗୋଟେ Handsome ପୁଅ ଜୀବନ ରେ ତମର ସେତିକି Value ନ ଥାଇ ପାରେ
right brother
kya bola hai bhai tumne. nice line
Jaha heu mu kintu Gori i like only black 🖤 skin.also peoples.heartly I'm saying that.
@@ashiqqueen7053 then will you love me ????🙋 mnu abasya kala nuhe but shamala colour , preparing for UPSC , professional youtuber and Share market export . please reply deba
Odisha is far ahead in live-in relationships in comparison to other states.I think they have done Ph.D in the same🤣
you are right bhai.
Sata re
Ekdum true bhai
Sale khali tv dekhi kulu kulu hauchanti
"ama bhitare bhala chalila" - pela peli...
Mrg ଆଗରୁ ବେଶି ମିଶିଲେ ଏମିତି ହିଁ ସବୁ prablem face କରିବାକୁ ପଡେ. ତେଣୁ ଝିଅ ମାନଙ୍କୁ ମୋର heartly request jyadi କୌଣସି ପୁଅ କୁ mrg କରିବାକୁ ଚାହୁଁଛନ୍ତି ତା ସହ physical ହୁଅନ୍ତୁ ନାହିଁ. ତା ହେଲେ marrage ta 100% success ହେଇପାରିବ 🙏....
Right bhai
Yes vae . relationship pare bahut samparka amt vangijaichi
ମା ଲୋ, ଓଃ ମାଗୋ TURU LOVE. ✌️✌️.୨,୪ ଜଣକ ସହ living relationship. ରେ ନ ରହିଲେ, ସେଇଟାକୁ କଣ୍ ଟୁରୁ ଲଭ କହି ହେବ।. 🤭🤭 ତମର କିଛି ହେବନି, . ସୋନାଲି, ଏବେ ୟେ, ସୋନାଲି ପୂର୍ବରୁ ( ମନ ପଡୁନି)
ତମ ବାପା ମାଆ ଙ୍କୁ ମାନିବାକୁ ପଡ଼ିବ, ତମ ପରି ଝିଅଙ୍କୁ 😠😠 ଧନ୍ୟରେ ନାରଣ,.. ଶଳା ତମେ ସବୁ ସହରୀ ଟୋକା, ଟୋକି ଏମିତି ବିନା ବାହାହେଇ ରହିପାରିବ, ଆମେ ଗାଁ ରେ କୋଉ ଝିଅ ସହ ରାସ୍ତା ରେ କଣ୍ ଟିକେ ଦେଖିକି ହସିଦେଲେ, ଗାଁ ରେ ହାଲା ହେଇଯିବ ସେ ସହଦେବ ନାତି ର ଆଉ ସେ ଦାସ ବାବୁ ଘର ଝିଅ ରୋଡ ଉପରେ ହେଁ ହେଁ ଫେଁ ଫେଂ ହେଉଥିଲେ, ତା ପର ଦିନ ସେ ଟୋକା ନା ରେ କେସ,। ମାନେ ଖାଲି ହସିଦେଲେ, ଆଉ ତମେ ତ ..ଛାଡ଼ ଛାଡ଼. 🙏
🤣😂🤣😂😬😬😂😬hnn
😃😃😃😄 right vai
ସବୁ ବାୟା ରେ ମାୟା 🙏🙏🙏😡 ନନୀ ସବୁ ମିଛ ମାୟା ବାପା ମାଆ କଥା ମାନି ଥିଲେ ଏ ସବୁ ଏମିତି ହଇଥାନ୍ତ ଲୋଭ ୟୁ ମାଆ ବାପା🙏🙏🙏
ଭାଇ ସବୁ ମାୟା ରେ ବାୟା,
ଆପଣ ବାୟା ରେ ମାୟା କହିଦେଲି☺️
Right 🙏 friends
Emiti puo nku khali langla karikilankadhuaa deba katha
@@manojsenapaty7066 ଭାଇ ଆଜି କାଲି ଝିଅ ବି କିଛି କମ୍ ନୁହଁ ମ ....
ସମସ୍ତ ଙ୍କୁ ତ ସମାନ କୁହାଯାଏ ପାରିବନି.... କିନ୍ତୁ ସତ କଥା କହି ବାକୁ ଗଲେ... ଜୀବନରେ ଏମାନ ପରଦା ଉପରେ ଅଭିନୟ କରିକରି ସତ ଜୀବନ ଟା କୁ ବି. ଅଭିନୟ ରେ ପରିଣତ କରିଦେଲେ... ସେଥିପାଇଁ ବୋଧେ ସମସ୍ତ ଙ୍କ ମୁହଁ ରୁ ମୁଁ ଯେତିକି ଶୁଣି ଛି ଏଗୁଡା କଁ ର ଜାତି ଗୋତ୍ର ଠିକଣା ଭଲପାଇବା ବିଶ୍ବାସ କିଛି ହିଁ ନାହିଁ....ହେ ଭଗବାନ..🙏 ଗୋଟେ କଥା ମନେ ରଖିବାକୁ ହେବ ଯେ ଆଜି ସମାଜର ଲୋକ ମାନଂକ ପାଇଁ ହିଁ ସବୁ ଅଭିନେତା ଅଭିନେତ୍ରୀ ମାନେ ରାଜଗାଦି ରେ ବସିଛନ୍ତି.... କିନ୍ତୁ ସେମାନେ ଏଇଟା ଭୁଲି ଯାଉଛନ୍ତି ଗୋଟେ... Common Man power kete....🙏 ଝିଅ ମାନେ ଖେଳନା ନୁହନ୍ତି....
ruclips.net/video/1EOnd403zBE/видео.html
@Sweet boy kbala pua mananka badhtataa pain
ବାଳ ୨୩ ରେ ଆସିଲାନି ବୋଲି ୨୪ ରେ ପୁରେଇ ଦେଲ ଥାନାରେ ପୋଲିସ୍ ବାବୁ 🥺🙄। ଏତେ ଶୀଘ୍ର ନ୍ୟାୟ ମିଳୁଛି ଆମ ଓଡ଼ିଶାରେ ?
😁😁😂😂😂
😂😂😂
🤣🤣
ତୋର ହୀ ସବୁ ଭୁଲ କନ କନ ହେଲା ଆସୀ ତତେ ଭଲ ଲାଗୁଥୀଲା ସଳା ତମ ମାନକ ଝିଅ ପୁଅ ମାନକ ଜୋଗୁ ଆମ ଓଡ଼ିଶା ଖରାପ ହେଉଛି ତୁ କଣ କାନ ପଟେ ଭାତ ଖାଉଥୁଲୁକୁ ଜାଣୀପାରିଲୁନୀ ରିଲେସନ ରଖୁଥୀଲୁ
😀😀😀😀😀😀😀😀
ନାଇ ଭାଇ ପୁଅ ପିଲାଙ୍କ। ର କିଛି ଭୁଲ୍ ନାହିଁ ଏଇ ମାଘିଆ ଝିଅ ଙ୍କ ପାଇ ଅମୋ ପୁରୁଷ ଜାତି ଟା ଖରାପ ହଉଛି , ସବୁ ଭୁଲୁ ଝିଅ ର ।।।।?
ଆରେ ଭାଇ ଗୋଟିଏ ହାତରେ ତାଳି ବଜିବନି ଯଦି ପୁଅର ଦୋଷ ଅଛି ଝିଅ ର ବି ଦୋଷ ଥିବ
It's okay but jhio ta side heini na 🙄🙄🙄
True love is not relation.Love is that who understand you at every moment
100%correct 👌
Good bro... 🙏
ruclips.net/video/1EOnd403zBE/видео.html
Narayan doesn't understand women ,on that case we are simple men,how can we understand 🤣
Yes 👌
ସାମ୍ବାଦିକ ଙ୍କ ଆଉ ଗୋଟେ ପ୍ରଶ୍ନ.. living ରେ ରହୁଥିଲେ ଆପଣଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଥିଲା କି, ଯଦି ଥିଲା କେମିତି ସମ୍ପର୍କ ରଖୁଥିଲେ ? 🤔🤣🤣🤣
ବେହିଆ ସାମ୍ବାଦିକ
Are bhai tu sei report ta reporting kari thantu hele tike dekhi baku thick laganta
ପୁଅପିଲା ବୋଲି ବୋଲି ତାଙ୍କ ପରିଚୟ ଫଟୋ ସବୁ ସାର୍ବଜନୀକ କରାଯିବ,ଝିଅ ପିଲାଙ୍କ ପାଇଁ ସବୁ ମାଫ୍।କାଇଁ ପୁଅ ପିଲାଙ୍କ ଇଜତ୍ ନାହିଁ ବୋଧେ!
@@smile5706 All boys are not same sister. 🙏🏻
ମୁଣ୍ଡରେ ଗୋବର ଅଛି ବୋଲି ଏପରି ଲେଖିଛ
@@smile5706 hmm ta bapa pa comments maruthila au ta bhai bhi shamil achi bodhe
@@smile5706 actually pua mane adhika haras hauchhanti jhianka tharu,hele society accept karunu boli chup Rahuchanti.kanhiki na ama society au law female supportive.
@@smile5706 aga comment dekha lekha heichi pua ijjat achi boli rasta re gote jhia dekhile comment mararanti ta bhitaru tama Bapa bi male bhai bi male comment marithibe na hele emiti kahithanta,🤣🤣🤣
ଏ ଝିଅ, ତୁ ଏତେ କ'ଣ ଭାଷଣ ଦଉଚୁ ବେ, ତୁ ନିଜେ ଗୋଟେ ଭଲ ପିଲା ? ତୁ ଯଦି ଭଲ ହେଇଥାଆନୁ ତାହାଲେ ବାହାଘର ପୂର୍ବରୁ ଗୋଟେ ପୁଅ ସହିତ ସାରିରିକ ସଂପର୍କ ରଖିନଥାନ୍ତୁ! ତୋର ତ ସେଇଟା ଦରକାର ଥିଲା ଏବେ ଥାନା କୁ କାହିଁକି ଆସିଛୁ ଘରକୁ ପଳା ଆଉ ଗୋଟେ ଟୋକା ଯୋଗାଡ଼ କର ।
Hn bhai thik katha
@Sweet boy sata kahile badhuba.mu pua mana nka busayare sabu janichi.samaste mote kahichanti
Ame tanka lovi nuhan.saitan ku pujaa karithiba loka Munda re kbe buddhi asibani.hindu loka b Christian heichanti.ame Satya eswar nku janichu.saitan ku nae.ame paesa ku lova karunu.ame kahaku hinsa Kariba sikhinu.tama pari loka nka pain desa re asanti sruati heuchi.ame nija atma ku mrutyu ru bancheichu..srusti arambha re pravu parameswar nku manuthile.kichhi dina pare semane murti tiari kari Puja kale .se murti ra jibana nae.vedas re yajurbeda re lekha heichi ,jie parameswara nku Puja na kari se tiari karithiba jinisa ku Puja kare se narka ku jiba.prakruta re hindu Mane harami.au gunda.christian naa sunile vaya karanti.kahinki naa saitan pravu nka naa sunile thara Hara hue..tame kn amaku tanka lovi kahucha.peasa lova kari ame narka ku jibaku chahuni.tame hindu Mane subha labha lekhiki lokamana nku lutucha thakucha seita kn janiparuna.sarathi baba.....
@Sweet boy hindu dharma ra Veda padh au jie hindu ru Christian heichanti semananka katha sun .utube re bahut miliba .mu link b deb.channel b kahib.semane .kte beijat karichanti.mu ta kichhi kahini.au hindu ra meaning heuchi chor.sai boli kahaku Puja karucha se gote vikari.se mariki narka re thibe taku Puja Kariba loka narka ku jibeni ta kouthiki jibe.bujhina parile raga nischita lagiba.tk.kichhi kharap b mu word use karuni
@Sweet boy tame mote get lost kahibara adhikara tamaku diajaini.hindu loka nka vadrami janapaduchi.sweet.au hindu loka nka Vedas re bodhe get lost lekhaheichi .kichhi prove achhiki .?
ତୁ ଗୋଟେ ଓକିଲ ପରାମର୍ଶ କରେ live in relationship ରେ କେହି marrage କରିବାକୁ ବାଧ୍ୟ ନୁହେ ତୁ ତାକୁ ଦେଖେଇ ଲୁ ସେ କଲା ତାର ପୁଣି ଭୂଲ କୋଉଠି ରହିଲା
ଏ କେସ ହେଲା "ପ୍ରତାରଣା" ର
ଆଉ ଆଇନ କହୁଛି, ପ୍ରତାରଣା କେବଳ ଝିଅ ଦେଇପାରିବ, ପୁଅ ଦେଲେ ଜେଲ ଯିବ ଏକଥା ସେ ପୁଅ ଜାଣିନି ବୋଧେ।।।।
ଏବେ ଜାଣିବ।।।।।
Partiality kn pain??
@@bapidibya365 କାରଣ ନାରୀ ହେଲା ଅବଳା ଦୃବଳା
I feel really ashamed to read the comment section. People have just one comment to make - Why did the girl enter into a live-in relationship? My point is live-in takes two people to stay together.. So, it was certainly not her decision alone to get into a live-in. It was their decision together.. I think we should come out of that idea where only girl should be blamed if the man cheats. Don't know who is right here but blaming the girl solely and and character assassination of a girl is not Odia Sanskriti either.
Sensible comment👏
Exactly right 👍👍👍👍
U r ryt. Evryone always blame a girl .. why? People need to change their mind .
These people posses orthodox mentality,we can't expect more from them
ଭାଇ ଓ ଭଉଣୀ ମାନେ ବାହା ହେଇକି ସ୍ତ୍ରୀ କୁ ଭଲ ପାଅ ଆଉ ଭଉଣୀ ମାନେ ତମେ ସ୍ବାମୀଙ୍କୁ ଭଲ ପାଅ । କିନ୍ତୁ ଭଲ ପାଇକି ବାହା ହୁଅନି। ଆଜିକା ଜମାନାରେ ଭଲ ପାଇବା ଆଉ ନାହିଁ। ଖାଲି relationship ରଖିବା ta achhi
So good acting of both 😂😂😂😂😂
ruclips.net/video/1EOnd403zBE/видео.html
What? acting
Bohut bhalo 🙏🙏🙏
ପୁଅ ମାନଙ୍କ ଠାରୁ 20 ବର୍ଷରୁ ଉର୍ଦ୍ଧ ଝିଅ ମାନେ ଏଥି ପାଇଁ ସମ୍ପୂର୍ଣ ଦାୟୀ
Right
Right
Right
@Goutham Buddha right
@Goutham Buddha right bro 😊
ସବୁବେଳେ ଏ ଘଟଣା ଦେଖି ଦେଖି ଆଖି ଖରାପ ହେଇଗଲାଣି।ଝିଅ ଙ୍କ ଫେସ ଟା ଟିକ ଦେଖାଅ।
Nahi
Intare achhi
🙄🙄🙄🙄🙄🙄🙄
ତୁ ତାକୁ ଏତେ ବିଶ୍ବାସ କଣ ପାଇଁ କଲୁ ତତେ ବି ଇଛା ଥିଲା ଖେଳ କଣ ଜାଣିବାକୁ..... ଖେଳ ସରିଲା ଯା ଘରକୁ ସିଏ ଯ.... ତୁ କୋଉ ଠିକ୍ ଟା ...ସେ ଯାହା ବି କହୁ ତୁ କହିଥାନ୍ତୁ ବାହାଘର ସରୁ ତା ପରେ ସବୁ.... ତୁ ବି ଭାବିଲୁ ଖେଳ ର ମଜା ନେବାକୁ...ଖେଳ ସରିଲା ମନ ପୁରିଲା..ଏବେ ଭାଙ୍ଗିବାରୁ ତାକୁ ଦୋଷ କଣ ପାଇଁ . ତୁ ବି ଅନ୍ୟ କାହାକୁ ଠିକ୍ କରେ💔
Reporter bhai is great 👍 best questions
ruclips.net/video/1EOnd403zBE/видео.html
Right 👍👍
Sobhagya Bhai jaan..
Bhala kale
Jhia amiti kale bhala au pua kale kharap sala manibaku padiba jhia nku Best of luck bro bahut badhia karicha
Right bro eita ta 2years mate ta 8th year s pare jhio Dhaka delaa
ruclips.net/video/1EOnd403zBE/видео.html🙏🙏🙏
Interesting kahani
ନାରୀ ସବୁଥିରେ ତ ଆଗୁଆ, ତା ହେଲେ ଏଥିରେ କାଇଁ ପଛୁଆ । ପୁଅର ମୁହଁତ ଦେଖେଇଲେ , ଝିଅର ମୁହଁ ଆଉ ପରିଚୟ ଦେଖେଇବା ଦେବା ବି ଉଚିତ୍ । ପୁଅର ସବୁବେଳେ ଭୁଲ, ଝିଅର ନୁହଁ.........
ଯଦିବା ପୁଅ ଧୋକା ଦେଉଛି ଝିଅଙ୍କ ପାଇଁ ସବୁ ସୁବିଧା ଆଉ ଦଣ୍ଡବିଧାନ ପୁଅ ପାଇଁ, ଝିଅ ଧୋକା ଦେଲେ ସେ ସବୁ କୁଆଡେ ଯାଉଛି.. କଣ ଗାଧେଇ .......
Ea sarbajita anu serial ra sara jie heichi sie
@@priyadrashinibiswal2404 ebe ete history kiye research kariba😃
@@aloknial4801 😀😀😀
ବେଲଜ୍ୟା ହେଲେ ଯେଉଁ ଜନ
ତାଙ୍କୁ ଡରନ୍ତି ଭଗବାନ
Jhia mane jou pratarana karuchhanti, tanku emiti hin naya miliba darkar.
Beautiful Story
ruclips.net/video/1EOnd403zBE/видео.html
😂
😂
What?
Wow ‼️kanchalichi Odisha re proud of my Odisha❤️
(1)-ଏ ଭଦ୍ର ମହିଳା ଙ୍କ ମୁହଁ ଟା ଟିକେ ଦେଖାଓ ଅମେବି ଟିକେ ଦେଖିବା କାରଣ ଅଗକୁ ଇଏ ତ Novel Prize ପାଇବେନା
(2)-ଜୀବନରେ ବହୁତ ଉନ୍ନତି କରିବ ଖାଲି କଣା ଚକର ରେ ନ ପଡିଲେ ହେଲା
(3)-ଘୋଡ଼ାଗେହି ତୋ ମୁହଁକୁ ଲାଜ ନାହିଂ ଆଉ 2 years ତା ପାଖରେ ସୋଇଥିଲୁ ବୋଲି ଆସିକି ମିଡ଼ିଆ ଆଗରେ କହୁଚୁ
ruclips.net/video/ddp4K57lK8g/видео.html
କଣ ମିଳନ ଭାଇ ଇଏ କଣ ହେଲା
Kyan hela
Say jhia ra echa thila puara be echa thila sarila kama lekha chidila
ଯଦି ଗୋଟେ ପୁଅ ସହିତ, ଗୋଟେ ଝିଅ ଏମିତି କରିଥାନ୍ତା,ତେବେ କଣ ଗୋଟେ ପୁଅ ପୋଲିସ୍ ଷ୍ଟେସନ ଯାଇକି କେଶ୍ କରି ପାରିଥାନ୍ତା
Right questions brother
Right bra
Hnn Kari pariba kn pai nuhen
@@KUMARP.S. i
Pua ku kie mana kala ki case karibaku
It is right for you🌹
Bahut bhala karichi
Ta bhauni Saha amiti heithile kn bhala neithanta
ମୁଁ ଏଠିକି କେବଳ କମେଣ୍ଟ ପଢିବା ପାଇଁ ଆସିଛି😁
ମାଡିଚାଲ
😄😄😄😄
Same same😄😄
Me also 😅
Two years Bhetare Living Relationships aga,naa Registration marriage aga?
Confuse.... Judicial ra Help nebaku padibo
ruclips.net/video/1EOnd403zBE/видео.html
Beautiful story
Very nice
ଅଭିନେତା ନାଁ କହିଦେଲ, ଅଭିନେତ୍ରୀ ନାଁ ଟିକେ କୁହ । ସମସ୍ତେ ଜାଣନ୍ତୁ, କିଏ ସେ ସେ ମହାନ୍ ନାରୀ ?
@Bhuban kumar Patnaik Kou music video na serial kn karichi se
saara rout vlogs
Bhala heichi
ଲାଜ ଅଛି କି ନାହିଁ
ତମ ମାନଙ୍କୁ
ଗୁଲୁ ଗୁଲୁ ହେଲା ବେଳେ ମିଡିଆ ଆଗରେ କହୁ ନ ଥିଲ
Gulu gulu😆
Gulu gulu mane kan
ସଂସ୍ଥା ଚାଲୁ
Tame asuna ame live-in re rahiba 😘
Gulu Sulu kn
He has done well. It is the consequence of live in relationship. Loose characters.
ruclips.net/video/1EOnd403zBE/видео.html
Woh marriage purbaru living relationship. Good lesson for everyone that don't be intimate with anyone before get marriage .
Nai jautuka deiki baha heiki swami thu mada gali khaiba
ruclips.net/video/1EOnd403zBE/видео.html🙏🙏🙏
beautiful story
Beautiful love story good
ଭଲ ହେଇଛି ....ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ କଥା ଟିକେ ମନେପକେଇଲ ନାହିଁ ଖାଲି ମାଡିଯାଉଛ ଖାଲ ଢିପ କିଛି ମନନି ...ବାପା ଆଉ ବୋଉ ଙ୍କୁ କାହିଁକି ହଇରାଣ କରୁଛ
Aditya support re sete loka nanhanti
When a boy dies for love and frustration no action on lady. Here police action is prompt. It gender inequality. 😎😎😎
ruclips.net/video/1EOnd403zBE/видео.html
Yesss
This is what now going on..
ବହୁତ ଚାଲାକ ଏ ଝିଅ.. କାଇଁ ବାହା ହେବା ପରେ ଏକାଠି ରହିଲ ନାହିଁ..? ସେ କହିଦେଲା ତେଣୁ ଏ ଝିଅ ରହି ଗଲା ଏକାଠି...? ୟାକୁ ବି arrest କରାଯାଉ... ୟାର ନାମ କଣ କନକ news କାହିଁକି କହୁନି..? ପୁଅ ଟା ଶସ୍ତା କି ଝିଅ...?
Hn ta face b dekhau nahanti
କାହିଁ ଗୋଟିଏ ଝିଅ କୁ ତ ଏତେ ଶୀଘ୍ର Arreest କରୁନାହଁ
bhala heichi....
Best of luck.......bro
I think this girl is main villian 😡
Best explanation for why we need the BAJRANG DAL!
Waaa 👍👏👏👏👏
😂😂😂😂😂
O bhai 😂😂😂
Bhala haichi
ଆରେ ମୁଁ ଯେତେ ବେଳେ ମୋବାଇଲ ଖୋଲୁଛି ଖାଲି ଦେଖୁଛି ଗୋଟିଏ ଜିନିଷ ||କିଏ କହାକୁ ମାରିଲା କିଏ କହାକୁ ଗର୍ଭବତୀ କଲା ||ଏ କଣ ଆମ ଦୁନିଆଁ ରେ ||ସତ କହିବାକୁ ଗଲେ ||ଏଇ ଟା ଗୋଟିଏ କେଶ ନୁହଁ ଆହୁରି ଅନେକ କେଶ ଅଛି ଆଗରୁ ||ଭଉଣୀ ମାନଙ୍କୁ ମୁଁ ବେସିକି କହିବି କାହିଁକିନା ଥରେ ଯଦି ଇଜ଼ତ ଚାଲିଯାଏ, ତ କାହିଁକି ପ୍ରେମ କରିବୁ ଆଉ କାହିଁକି ପିଲାଠୁ ପେଲା ଖାଇବୁ ଆଉ ଶେଷରେ ଗାଣ୍ଡିମାରେଇ ହବୁ, ତୋର ଯଦି କୁଣ୍ଡେଇ ହୋଉଥିଲା ବାଇଗଣ ଗୋଟିଏ ଆଣିକି ପେଲେଇ ହେଲୁନି, ଘୋଡାଗେହିଁ ଟୋକି ଗୁଡାବି ସୁନ୍ଦର, ଟୋକା ଦେଖିଲେ, ତାଙ୍କର ବୀଆ ଆହୁରି ଚଉଡା ହେଇଯଉଛି, ଛି ଛି କି ଲଜ୍ୟା, ତମେ ତ ଜାଣୁଛ ପିଲା ଗୁଡାକ ପେଲିବାକୁ ଭଲପାଉଛନ୍ତି, ଟିକେ ଦୂରେଇକି ରହିବା କଥା ନା, ଏବେ ନାମ ନେଲୁ, ଘୋଡାଗେହିଁ, ହୋଉ ଯାହାହେଲା ହେଲା ଛାଡ,
(ଇତି )ତୋର ଭଲ ଚିନ୍ତା କରୁଥିବା ବାଣ୍ଡ
Everybody should stop doing this drama.. two adults getting into a relationship with consent is no way an exploitation
Hii
It has been a common things .There is no love in our modern society. Here love means only temporary attraction.. And attraction never take the place of love. Love is always pure. Live-in-relationship is highly unacceptable in our culture. I am sorry but I feel that girl is saying little bit lie because Parents can't give the permission to a girl to do this...i am not saying against that girl.. but we also should listen the matter from Milan's side then we can decide who is wrong.. Actually wrong is done by both.. May be one of them is more... 🙏
R8 those are temporary 🙋🏻♂️
Good
Right speech
You were under living relation with mutual consent.How can you demand him to marry you??? Think before you leap
Yes
ruclips.net/video/1EOnd403zBE/видео.html🙏🙏🙏🙏
ପ୍ରେମ ହିଁ ତ ଭଗବାନ 🇮🇳🇮🇳🇮🇳
Theek hai ji
କାଇଁ ଏମିତି ହଉଛ ରେ ....ଏଇ ଟୋକା କୁ ସବୁ କେତେ ଭଲ ଭାବୁ ଥିଲେ ହେଲେ ଇଏ ବି ..... ଛିଃ ଛିଃ 😡😡😡😡
@Srikant Pradhan ଭାଇ ଏଇ ଝିଅ କେଉଁ ଧାରାବାହିକ କରିଛି ମୁଁ ତ ଜାଣିନି ,ହେଲେ ଆପଣ Instagram ରେ ମିଲନ ମହାରଣା I'd ରେ ଦେଖନ୍ତୁ ସେ ବିଶେଷ କରି ବହୁତ୍ ଗୁଡା ଭିଡିଓ ଏଇ ଝିଅ ସହ କରିଛି । ସବୁ ଜାଣିଥିଲେ ଏଇ ଝିଅ ତାର ଗାର୍ଲଫ୍ରେଣ୍ଡ ବୋଲି ।
Mote b emti karibar achi chance gote milibaki 😋😋. 😁😘
Kn bhai jhia boli jaha kahiba believe karinaba 90% ye case fake .......jou jae police investigation kariki kichi prove na paichi se jae kichi bi kuhani please emiti bohut pua fasuchanti fake case kahili na society au law jhia nku besi facility douchi jaha pai inocent pua black mail houchanti
@Srikant Pradhan 😁😆🤣
Se tokara jantra katidele heba
The man who offers you to being physical thinks that he never loves you from his heart because love is not based on any amorous intention so every girl should understand this..
Jhia mane sabu bhala aau pua mane khrap
@@soumyadarsandash But I don't meant that every boys are same.. Ok
Se jhia hauchi khrap se jhia manjari re acting kare
@@soumyadarsandash I don't know who is good and who is bad but I just meant all men are not vulgar and women are too..
Ya ya ya ya
When both r in a live in relationship that means it was bcs of their mutual consent. So here u can't blame anyone here.
ruclips.net/video/1EOnd403zBE/видео.html🙏🙏🙏
True to the core.. Finally somebody spoke.
💯
Thik heichi 👍👍
Hn Sala police mg Sala Soumya case re kichkalani se pua bole ate prmana thaiki be ea jhia bole arrest mu se sai Ku sapoort karini Khali sata Kan kahuchi
ସେ କହିଦେଲା ତୁ ବିଶ୍ୱାସ କରିଦେଲୁ । ଛିଃ ଛିଃ ଲଜ୍ଜା ☹️☹️
ତୁ କାହିଁକି ହଁ କହିଲୁ ବେ ତୁ ଏତେ ଧନି ବାହା ନଇ ତୁ ଏତେ ଟଙ୍କା ଦେଇଛି 😡😡😡😡🙄🙄🙄🙄
Good odia tv story
Dramemaj karuchi aee jhia 😊 respect milan ra jauni tumar b jauchi ... life re understanding rahiba nihati darkar
Supreme Court kan verdict.......
He has done a perfect job
ruclips.net/user/shortsPrnRKCYGCzo?feature=share🙏🌹🕉️🌷👌
You are a educated girl, why doing this type of job?. First love, then marriage , at least court marriage. After all then physical relation. In this case both boys and girls are culprit. Laja laguchi esabu news dekhibapaain.
Correct
Very good
Ati sunder story
😂🤣😂😂😂
Badhiya heichi ...salaa laaja nai live in re rahuchu..bahut badhiya..emananku eiya darkr
👏👏👏
👍👍👍👍👍
Ja ja school ja
ଆଇନ ଅନୁଯାୟୀ ଦୋଶୀ କୁ ଦଣ୍ଡ ଦିଆଯାଉ।
ହେଲେ ଯଦି ଜଣେ ଝିଅ ଏମିତି ଠକି ଥିଲେ କଣ କରାଯିବ ?
Kicha habani toki thakile kichi niyam nahi
Right
Good
Good decision Brother
ଏତିକି ଜାଣିନ ବାହାଘର ପରେ ଶାରୀରିକ ସମ୍ପର୍କ ରଖାଯାଏ ।
ତୁମ ପରିବାରକୁ 🙏
ମୋତେ ଲାଗୁଛି ତୁମେ ବି ତୁମ ବାପା ମା ବାହାଘର ପୂର୍ବରୁ ଜନ୍ମ ନେଇଛ ।
ନାରୀ ଯେତେ ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ନ ରଖିଛି
ସରକାର ତ ଦୂରର କଥା ସ୍ଵୟଂ ଭଗବାନ ବି ସୁରକ୍ଷିତ ରଖି ପାରିବେନି ।💯✍️
Aga emiti bia daba katha nuhe biha agaru😂
Jay single🔥🔥🔥🔥🔥🔥🔥
ଯେତେ ବେଳେ ଗୋଟିଏ ରୁମ୍ ରେ ଶୋଉଥି,ଲ ମିଡ଼ିଆ କହିଥିଲେ ଭୁଲୂକରିବା ପରେ ଚେତା ପଶୁଛି। ମିଡ଼ିଆ ବାଲା ଖାଲି କୋଳି କରି ପଚାରୀବା ଅଭ୍ୟାସ।
Right sister 👍🏿👍🏿 emiti puo nku nhi emiti nhi darakar 👎