Mate kie kahipariba Dharmapada ghara kouthi mane born keuthi heithile🤔 History re kichhi mention nahi dharma pada birth place bisayre and google re b nahi. Jadi kie janicha then reply me plzz🙏
Government kichhi karuni boli tama gaon loka kn karuchhnti tike mandir ku sapha rakhunanhti only katha bada government karib tamemane dekhib...laja lagiba katha visitors asuchhnti tike sapha rakha
Mandira paristhiti ru janapaduchhi gaon loka samajsebi ba kirtiraji ra surakhya prati dhyana deunahanti Mandira uparu gachha kana safa kariparibeni?Kebala gapuchhanti
ଏ ମନ୍ଦିର ଖୁବ ସୁନ୍ଦର ହୋଇଛି ।
ସରକାର ଏ ଐତିହ୍ୟ ର ରକ୍ଷଣାବେକ୍ଷଣ କରିବା ଉଚିତ୍ ।
ଏମିତି news ଭଲ ଲାଗିଲା ❤
ଏତେ ସୁନ୍ଦର ମନ୍ଦିର ଗାଁ ଲୋକ ମିଶିକି ଟିକେ ସଫା ସୁତରା ରକ୍ଷଣା ବେକ୍ଷଣା କରି ପାରୁନ
ଆପଣ ଗାଁ ର ଲୋକ ତଥା ଯୁବକ ମାନେ ମନ୍ଦିର ସଫା କରନ୍ତୁ, ଅପଙ୍କ ମାନକ ଗାଁ ର ପରିଚୟ ଓ ଗୌରବ ଏ ମନ୍ଦିର , କୌଣସି ରାଜନୈତିକ ଦଳ ଉପରେ କିଛି ଆଶା ରଖନ୍ତୁ ନାହିଁ , ଏ କୁସ୍ଚିତ ରାଜନେତା ଙ୍କ ଉପରେ କୌଣସି ଭରସା କରନ୍ତୁ ନାହିଁ
ୟେ ବାର ଶହ ବଢ଼େଇଙ୍କ ଗାଁ ନୁହେଁ । ଗ୍ରାମବାସୀ ତ କହୁଛନ୍ତି ବାର ଶହ ବଢେଇ ଏଠି ରହୁ ଥିଲେ । ତା ଛଡା ବାର ଶହ ବଢେଇ ତ ଗୋଟିଏ ଗାଁ ର ହୋଇନଥିବେ ।ବିନା ଗବେଷଣା ରେ ମିଛ ତଥ୍ୟ ଉପସ୍ଥାପନା କରନ୍ତୁ ନାହିଁ ।
ଗାଁ ର ସମସ୍ତ ଉର୍ଜାବାନ ଯୁବକ ମାନଙ୍କୁ କୋଟି କୋଟି 🙏ଓ ନିବେଦନ ଏହି ଏତିହ୍ୟ କେମିତି ସୁରକ୍ଷିତ ହେବ ତାର ଦାୟିତ୍ୱ ନିଅନ୍ତୁ ll ସରକାର କେତେ କରିବେ ଅଲଗା କଥା ଗାଁ ର ସ୍ୱାଭିମାନ ପାଇଁ ନିଜେ କିଛି କରନ୍ତୁ ll କମ ସେ କମ ମନ୍ଦିର ଉପରେ ଉଠିଥିବା ଗଛ କୁ ସଫା କରନ୍ତୁ ll🙏❤
Bahut bhala news....bahut khusi lagila...mu jatha sighra jauchi ei sthana ku...
ଯୋଗ୍ୟ ଗାଁ ର ଅଯୋଗ୍ୟ କର୍ମ କୋଢୀ ଦାୟଦ
ଅନ୍ତତଃ ଆପଣଙ୍କ ଗାଁ ଲୋକେ ମିଶି ଏହାକୁ ସଫାସୂତରା ରଖିପାରନ୍ତେ ।ତାପରେ ଯାଇ ଆମେ ସରକାର ଉପରେ ନିର୍ଭର ,,,,,,,,
Very thanks for this beautiful video 🎉🎉🎉🎉🎉🎉🎉🎉
ଏବେ ବି ଏ ଜାତି ବଞ୍ଚିଛି
ଜୟ ଜଗନ୍ନାଥ🙏
ଏହି ଗାଁର ଯୁବକ ସଂଘ ଭାଇ ଭଉଣୀ ମାନେ ବୋଧେ ଏକତା ନାହାନ୍ତି , ତେଣୁ ମନ୍ଦିରଟା ଭି ସଫା ନାହିଁ 😢 କିନ୍ତୁ ତମେ ଗାଁ ଲୋକ ଭଲ ଭାଷଣ ମାରିପାରୁଛ😂
😂😂😂
ବହୁତ ଅବହେଳିତ ହୋଇଛି, ବହୁ ପୁରାତନ ମନ୍ଦିର,ସରକାର ଉପରେ ନିର୍ଭର ନ କରି ଯୁବକ ଭାଇ ମାନେ ଏକାଠି ହୋଇ ମନ୍ଦିର ଉପରେ ଉଠିଥିବା ଗଛଲତା କୁ ସଫା କଲେ ଅତିସୁନ୍ଦର ଲାଗନ୍ତା , 10:26
Bahut sundar
Dhanyawad
ଆଶା କରେ ଏହି ଐତିହ୍ୟ କ୍ଷେତ୍ରର ରକ୍ଷଣା ବେକ୍ଷଣ ସୁଚାରୁ ରୂପେ କରାଯାଉ।
ଏୈତିହାସିକ ଗାଁ । ଢଗ ଗାଲୁ ଗପ କରିବାରେ ସମସ୍ତେ ତହୁଁବଡା । କିନ୍ତୁ କୋଢିଆ ସ୍ବାର୍ଥନେଷୁ ଗ୍ରାମବାସୀମାନଙ୍କ ମନରେ ଟିକେ ନଜର ଆସୁନି , ମିଳିମିଶି ମନ୍ଦିର ଓ ଏହାର ପରିବେଶ ଯତ୍ନ ନେଇ ସଫାସୁତୁରା ରଖିବା । କର୍ମବୀର ଅତିତର କୁଳବାଳୁଙ୍ଗା ଔଲାଦଗଣ ।
Bahut vala lagila news.
Very beautiful and nice temple, Jay Mata di 🙏
ଭାଇ ଚାରା ନାଇଁ ଥିଲେ ଏ ମନ୍ଦିର ଅବସ୍ଥା ଏମିତି ହୋଇ ନଥାନ୍ତା, ଭାଇ ତମର ଗର୍ବ ଏ ମନ୍ଦିର ଟିକେ ସଫା ରଖ
ଗଙ୍ଗେଶ୍ଵରୀ ମନ୍ଦିରର କେଡେ ଜତ୍ନନେଇଚନ୍ତି ଏ ଗାଁ ଲୋକେ। ସରକାର ରକ୍ଷଣ ବେକ୍ଷଣ କରିବେ ଇଏ ତ ମାଗଣା ଖିଆ ।
ରାଜା ସେମାନଙ୍କୁ ଜାଗିରି ଦେଇ ଏହିଠାରେ ରକ୍ଷଣାବେକ୍ଷଣ କରି ଥାଇ ପାରନ୍ତି ଏଥିରେ ସଂଦେହର ଅବକାଶ ଆସିଲା କେଉଁଠୁ
ମିଛ କଥା କୀରଣ କୋଣାର୍କ ୧୨୦୦ ବଢେଇ ଲାଗିଥିଲେ ଏ ଗାଁରେ ୭୦୦ ଲୋକ ଅଛନ୍ତି ।
Jay maa Gangeshwari devi
ଗାଁ ର ସମସ୍ତ ଯୁବକ
ଗାଆଁ ମାଟି ବାସ୍ନା ସବୁଠୁଁ ନିଆରା
ସବୁଠି ରହିଛି ଦୁଃଖ ସୁଖ ଭରା।
Odisha is our best State
Govt and otdc may be take discussion about this temple. Publc demand. issue may be require.
Mandira upare jeu sabu ana bana gacha uthichi se sabuk upadi diajaui
ଏହା ସେମାନଙ୍କ ଗାଁ ହୋଇ ନଥିବ। ଗାଁ ଟି କୋଣାର୍କ ର ପାଖ। ଏଣୁ ସେମାନେ ଘରୁ୍ ଯାଇ ଆସୁଥାନ୍ତେ,, ।
Maa❤❤
ଆରେ ଭାଇ ଗାଁ ଲୋକ ଟିକେ ମିସିକି ସଫାକର
Odisha Govt should take care of this immediately.
Thinku.bahi
Jay jagnnath 🙏
ମନ୍ଦିରରେ ଗଛ ଲତା ଉଠିଲଣି KNEWS ଦେଖାଇବା କେମିତି ରକ୍ଷଣ ହେବ କାରଣ ଏହା ପୁରାତନ ମନ୍ଦିର ଜୟ ଜଗନ୍ନାଥ
Jay.jagannath
ତୁମେ ସବୁ କୋଢିଆ ମନ୍ଦିର ଉପରେ ଲତା ମାଡି ଗଲାଣି ତାକୁ କଣ ତୁମେ ସଫା କରି ପାରିବନି?
Jay Jagannath
Bhala news
Jay Shree Maa
Jay matadi
Good news
ଯେଉଁ ସବୁ ମନ୍ଦିର ମସଜିଦ ଆଉ ସବୁ ସ୍ଥାନ କାରିଗରଙ୍କ ରକ୍ତରେ ରଂଜିତ ହୋଇ ତିଆରି ହେଇଚି ସେ ସବୁକୁ ନଷ୍ଟ କରିବା ଦରକାର କାରଣ ଜଣଙ୍କ ରକ୍ତରେ କଣ ଘର ମନ୍ଦିର ମସଜିଦ ତିଆରି ହବା ଉଚିତ କି ???????? ଯଦି ଏମିତି ହୁଏ ତାହାଲେ ଯଦି ବାପା ପୁଅ ର ରକ୍ତ ରେ ଘର କଲେ ଚଳିବ ଆଉ ପୁଅ ବାପାର ରକ୍ତରେ ଘର କଲେ ଚଳିବ କଣ ପାଇଁ କୋୖର୍ଟ କଚେରୀ ହଉଚି ...ଯଦି ଆଗ କାଳରେ ଏମିତି କରି ସବୁ ରାଜା ମାନେ ଏବେ ୱହ ବାଃ ନେଉଛନ୍ତି ତାହାଲେ ଏବେ ବି ସେମିତି ହେଲେ ବାହା ବାହା ନେଲେ ଭଲ ହବ
Jay ma gangeswari
ପୁରୀ ଜିଲ୍ଲା ଚଉରାଶି ଗ୍ରାମର ବରାହି ମନ୍ଦିର ର କାରୁକାର୍ଯ୍ୟ ହାତୀ ଯୋଡ଼ା ଜୀବ ଜନ୍ତୁ ସବୁର ଚ଼ିତ୍ର ଅଛନ୍ତି | ଏହା କୋଣାର୍କ ଠାରୁ ୨୦୦ ବର୍ଷ ପୁରୁଣା | ଚ଼ାରିଛକ କାକଟପୁର ମଧ୍ୟରେ ଅମରେଶ୍ବ ଛକରୁ ଗଲେ ପଡ଼ିବ ।
Right
Right
କତୃପକ୍ଷ ନିହାତି ଦୃଷ୍ଟି ପ୍ରଦାନ କରନ୍ତୁ 🙏
Jai maa gangeshwar Jai Surya Dev
ଏତେବଡ କୀର୍ତ୍ତି ସମ୍ପନ୍ନ ମନ୍ଦିରକୁ ଯାହା ଆପଣଙ୍କ ଗାଁର ଇଜତ୍, ଯଶ ଓ ପରିଚୟ, ତାହାକୁ ଜୀବନ୍ତ କରି ରଖିବାକୁ ଆପଣଙ୍କର ଗ୍ରାମବାସୀଙ୍କର କ'ଣ ପରମ କର୍ତ୍ତବ୍ୟ ନୁହଁ?
Are.bhai.mandirara.mukhya mundimsrithiba.badheira ghar keunthi kehitakahuna
Atisundar mandir pariskar rakhibagramalokankadayito
Mandira sapha sutara nakari puja karibaku kemiti au kahinki jauchhanti.mandira ra seba karantu rajaniti bandkarantu.
Mate kie kahipariba Dharmapada ghara kouthi mane born keuthi heithile🤔 History re kichhi mention nahi dharma pada birth place bisayre and google re b nahi. Jadi kie janicha then reply me plzz🙏
Jay sanatani
Mu e mandira ku bulibaku jaichi Sethi khali jhia aau pua sethikara khali reell karuchhanti
ଖାଲି ତ ସରକାର କରୀବେ ତମର କିଛି ଭୁମିକା ନାହିଁ।
😊😊😊😊 god video 🎉
ମନ୍ଦିର ରେ ଗଛ ଉଠିଲାଣି, ଯତ୍ନ ନିଆ ଯାଉନାହିଁ
ମନ୍ଦିର ଉପରେ ଗଛ କାହିଁକି ?
JAY MAA GANGESWARI🙏
Bisu maharana nka ghara keunthi??
Tanka Gaon ra Naa kn
Bartaman population 700,se samayare 1200,badhe asile kemiti ?
Bara saha badhei nku bahut hairana karajaichhi parabarti samayare
କୋଣାର୍କ ମନ୍ଦିର ର କାରିଗର ମୂଳ ଘର ବର୍ତ୍ତମାନର ନୟାଗଡ ଜିଲ୍ଲା ରେ ଅବସ୍ଥାନ।ପୂର୍ବରୁ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ପୁରୀ ଜିଲ୍ଲା ଅଧୀନରେ ଥିଲା ତେଣୁ ରାଜାଙ୍କ ଆଦେଶ କର୍ମେ ତାଙ୍କ ରାଜ୍ୟ ରୁ ଅନେକ ଦକ୍ଷ କାରିଗର ମାନଙ୍କୁ ମନ୍ଦିର ତୋଳିବା ପାଇଁ ଆଣିଥିଲେ ସେତେବେଳେ ଗମାନା ଗମନ ପାଇଁ ଲୋକେ ଚାଲି ଚାଲି ଯିବା ଆସିବା କରୁଥିଲେ ତେଣୁ ସୁଦୂର ରୁ ଆସୁଥିବା କାରିଗର ନିଜ ଘର ଓ କୋଣାର୍କ ମନ୍ଦିର କୁ ଯାତାୟାତ ପଥରେ କିଛି କିଛି ସ୍ଥାନରେ ବିଶ୍ରାମ ଜାଗା କରିଥାନ୍ତି ଏବଂ ମନ୍ଦିର ନିର୍ମାଣ ପରେ ସେହି ଲୋକମାନେ ଅଞ୍ଚଳର ଜମିଦାର ଙ୍କ ସାହାଯ୍ୟରେ ନିଜର ରହଣି ସ୍ଥାନରେ ଛୋଟ ବଡ଼ ମନ୍ଦିର ମନ ନିର୍ମାଣ କରିଛନ୍ତି।
ବିଶୁମହାରଣା ଘର କେଉଁ ଗ୍ରାମ ?
Government kichhi karuni boli tama gaon loka kn karuchhnti tike mandir ku sapha rakhunanhti only katha bada government karib tamemane dekhib...laja lagiba katha visitors asuchhnti tike sapha rakha
Tas kehlucha athacha se mandira taku safa sutar rakhuna
Thik katha
ଭଲ ଓଡିଆ କହୁଥିଲେ ବି ହିନ୍ଦିର ପ୍ରହାର ଓଡିଶାକୁ ରକ୍ତା କରୁଛି।
ବିକାଶ୍ ନା ବିକାଶ
କୋଣାର୍କ୍ ନା କୋଣାର୍କ
ସର୍କାର୍ ନା ସରକାର
Parw amananku hatei diagala....karan odiya kahuthiba maharana jharkhand rajyara ranchi parjanta rahuchhanti odiya b kahuchhanti
Kete sundar mandira taku pariskar karaa
ବିଜେପି ଚେନଲ କି
1200 badhei nka gaan kahucha kintu tanka numbers badhiba jaga re kami kami chalichi na kan 😂
Temple is not maintained well, and there are wild plant all over the temple ..
Mandira paristhiti ru janapaduchhi gaon loka samajsebi ba kirtiraji ra surakhya prati dhyana deunahanti Mandira uparu gachha kana safa kariparibeni?Kebala gapuchhanti
Sabu gov upare chhadidele habani gotaye ghanta gaion loka misi safakale safa heijiba
Khali sarkar karibe ganloka Kan mandiraru gachha opadiparibeni
L
Kia kia ae gaon ra comment karantu
Tama katha barta thik nanhi aau, jane kahuchi budhi kahila aau jane kahuchi swapna dekhila
Ae gramare kana pila nahanti kahaku disuni mandira upara ra gachha ti k sapha kari paru nahanti
Lakanku jete delebi keve antibo nai
Tome gaan lako kn karucho
Sabu sarkarkaribe tama gnre loka nahati
Ganga loka nije karantu
Se.gramara.sabu.baudha.dharma.ra.loka.thile
Tu sete bele dekhithilu
Karma kudhia gn..haire se mandir safa kara
Jay Jagannath
Jay Jagannath