I read all the comment section people are blaming government If you guys I choose this government don't blame them if they do something for you I think something best future Odisha ahead
Bhala katha kahile bhai kn ekyc kariba pai gaa ku jibaku padiba jia out of country re rahuchhi se kn jiba jaruri ki public ku hairana kariba ku hi plan kn miliba he
September 7 Dina jou time ra Subhadra Yojana Hack hou thila sai time re amara subhadra yojana haichhi....Saita successful ki haini mu jani paruni..plz ara gota vdo karantu bhai
ଆପଣ ଙ୍କୁ ଧନ୍ୟବାଦ ଜଣାଉଛି
ଭାଇ ରେ କି ଯୁଗ ହେଲା କି 🤔🤔
ଯଦି 5G ଯୁଗରେ E- KYC କରିବାକୁ ଗାଁ କୁ ଯିବାକୁ ପଡିବ ତେବେ ଆମେ 5G ଯୁଗରେ ନ ରହି 2G ରେ ରହିବା କଥା । 😢😢
ଧନ୍ୟବାଦ ଭାଇ ସରକାର ଆମକୁ ଭକୁଆ କରୁଛନ୍ତି
ଏଇ ସରକାର ତ ପାଗଳ, ଆପଣ ମଧ୍ୟ ଚୁପ୍ ରହିବା ପାଇଁ କହିଲି । କାରଣ ଏଇ ସବୁ କଥା ଶୁଣି ଶୁଣି ଆମକୁ ମଧ୍ୟ ପାଗଳ କରି ଦେଉଛ
ଧନ୍ୟବାଦ ଭାଇ ବଢିଆ କହିଛନ୍ତି. ସରକାର ଆମକୁ ଭକୁଆ ବନାଉଛନ୍ତି.
Gov scheme not proper
Correct answer
ଆମ ଗାଁ ଗୁଡ଼ାକରେ ବି ସେହି ପ୍ରୋବ୍ଲେମ ହେହୁଛି ଆପଣ ପୁରା ଠିକ କହିଛନ୍ତି
ରାସନ କାର୍ଡ଼ରେ ekyc ହେଇଚି କି ନାହିଁ ଦୟାକିରି ୟାକୁ ନେଇଁ ଭିଡିଓ ବନାନ୍ତୁ ?
Ok
@@TechnoTechNewsok
@@shrimanpradhan6801ooooooi
ମେରା ରାସନ ଆପ୍ପ ରେ ଚେକ କର
ଭାଇନା ବାହାରେ ଡିଲର ମାନେ କହିଲେ ଓଡିଶାରେ କର
ଠିକ କହିଚ ଭାଇ ଏ ସରକାର ପାଗଳ ଆଉ ଆମମାନଙ୍କୁ ବି ପାଗଳ କରିଦେବେ ଆଉ ରେସନ କାର୍ଡ କଥା କହିଲେ ବାହାରେ ଥିଲେ E-kyc କଥା ଯୋଉ ଡିଲର ଆଉ ରେସନ ସେଣ୍ଟର ସେମାନେ ମନା କରିଦେଉଛନ୍ତି ତାହେଲେ ଆମେ କେମିତି E-kyc କରିବୁ ସରକାରତମନଇଛା ଯାହା କାଇଲେ ତାହେଲେ ଆମେ କଣ କରିବୁ
Bohut bodhiya kohuchho Bhai sotore sorokar Jodi bi apononko language bujhuthibe tahele sotore tanku bohut jhotka lagibo good Bhai
ସତରେ ଭାଇ e-kyc ହେଲାକି ନାହିଁ ଦେଖିବା ପାଇଁ ଭିଡିଓ ବନେଇ ପୋଷ୍ଟ କରନ୍ତୁ🙏🙏🙏🙏
So right Bhai theek Katha kahile
ମୋଦି ପାଗୋଳ ହେଇଗଲା
Thank you. Bhai. Bohut kohuchnti sorokar. Amoku hoeran koruchi
Thank you bhai bhola kahucho bahut bahut dhanyabad 🙏🙏🙏
ବିଷୟ ବସ୍ତୁକୁ ଯେତେ ସରଳ ଓ ସଂକ୍ଷେପରେ କହିବେ, ସେତେ ଲୋକପ୍ରିୟ ହେବ । ସେହି ବିଷୟ ବହିର୍ଭୁତ ଅଯଥା ତଥ୍ୟ କହି ଭିଡିଓର ସମୟ ସୀମା ବର୍ଦ୍ଧନ କରନ୍ତୁ ନାହିଁ।
Kn ajatha kahila sabu thik kahichi
Very good advice THNK U.
ଏ ବର୍ଷର ସୁପେର ହିଟ ନାଟକ ମୋହନ vs ନବୀନ ❤❤❤
😅 6:09
5ରୁ10ବର୍ଷ ଛୁଆ ମାନଙ୍କର ଆଧାର ଅପଡେଟ ହେଉନାହିଁ ସେମାନଙ୍କ ର ରାସନ କାର୍ଡ ରେ ନାମ କଟିବ କି ନାହଁ
Congratulations. Very. Good. Information. Salut
ଆମେ ପାଗଳ ନୁହଁ ବରଂ ମାଗିଆ ସରକାର ପାଗଳ ତାଙ୍କର ମୁଣ୍ଡ କାମ କରୁନି । ସେ ଲୋକଙ୍କୁ ସାହାଯ୍ୟ କରିବା ଜାଣି ନାହାନ୍ତି ଖାଲି ଗାଣ୍ଡିମାରିବା ଜାଣନ୍ତି
Right
Thik kahicha bhai
ଆପଣଙ୍କ କଥା ଶୁଣି ଭଲ ଲାଗିଲା ❤❤❤❤
Ekdum thik kahicha bhai
Ame v Delhi re achhu confirm TKT miluni...ja hau apanka video asigala...thanks bhai diwali re jibu abe 😅
ଭାଇ ଯଦି ଓଡିଶା ବାସିମାନେ ରାସନ କାର୍ଡରେ ekyc ସମସ୍ତେ ନ କରିଲେ ଭଳ ହେବ
Bhai good 👍🏻 direction thanks for the vedio
ମୁଁ ତେଲେଙ୍ଗାନାରେ ଅଛି ଏଠାକାର ରିଟେଲର ପାଖରୁ E kyc କରିବାପରେବି ଓଡ଼ିଶାରେ ଆମ ସ୍ଥାନୀୟ ରିଟେଲରେ କହୁଛନ୍ତି ଏଠାରେ ତୋ ନାମ ସୋ କରୁନାହିଁ ଏହାର କାରଣ କ'ଣ କୁହନ୍ତୁ।
Se neiki ame bi kichi kahi paribuni seita block re kimba dist re hin solve hei pariba
Ration card e-kyc hoichoi ki nahi kemiti mobile re check karibu
Thank you bhai 👍👍👍👌 thiki katha
ଭାଇ ଇଣ୍ଟରନେଟ ସେବା ର ବହୁଳ ପ୍ରସାର ଯୋଗୁ ଏ ସମସ୍ୟା ଉପୁଜିଛି,Netwark ଫେ ଲ ଯୋଗୁଁ ଏ ପ୍ରକ୍ରିୟା ବିଳମ୍ବ,
ରାସନ କାର୍ଡ ର ଇ କେ ୟା ସି ର ଶେଷ ତାରିଖ କେବେ ଅଛି ଆମେ ବାହାରେ ଅଛୁ ଓଡିଶା ର କଣ ହେବ.
Rita medam December month
ଭାଇ ମିଛ କଥା କହୁଛ ଆମ ପରିବାର ସହିତ ତାମିଲ ନାଡୁ ରେ ଅଛୁ ଏଠିକାର ଡିଲର ମନା କରୁଛନ୍ତି ଆମର ପରମିଶନ ନାହିଁ।ଆଉ ଜନସେବା କେନ୍ଦ୍ର ରେ ଇ କେଉୟାଇସି କଥା କହିଲ କେଉଁ website ରେ ହେଉଛି କହିଲ ଦେଖି।ସବୁ ମିଛ କଥା ବାହାରେ ଥିବା ଲୋକଙ୍କ ର ଓଡ଼ିଶା ନ ଆସିଲେ ekyc ହୋଇପାରିବନାହିଁ। ଯଦି ତମର ଦମ୍ ଅଛି ମୋତେ answer ଦିଅ
December last date
Think kahile Bhai . Aame mane hi bhokuya Bhai . Onlin hi problem. Kana Kariba .
Aapnanku dhanyabad
Good information
Thanks Bhai bhala kahicha
I read all the comment section people are blaming government
If you guys I choose this government don't blame them if they do something for you I think something best future Odisha ahead
ଧନ୍ୟବାଦ ଭାଇ
Right.kotha.sir.dhanya.bad.sir.asibusir
ଭାଇ ଆମେ ମାନେ ପୁନେ ରେ ଡିଲର ପାଖରେ ekyc କରିଚୁ କିନ୍ତୁ ଆମର ସୋ କରୁନି ଆମ ଡିଲର କହୁଛନ୍ତି ଆମେ ଏବେ କ'ଣ କରିଵୁ
ଧନ୍ୟବାଦ ❤ଦାଦା
Thik kotha
Nice teaching dear sir
ସରକାରଙ୍କୁ ସଚେତନ କରୁନଥିବାରୁ ଧନ୍ୟବାଦ।
ସରକାର ପାଗଳ ନୁହଁନ୍ତି ଭାଇ ଆମେ ମାନେ ସେମାନଙ୍କ ଆଗରେ ପାଗଳ ଠିକ ନା ନାହିଁ
Super Duper News
Thik kahichha bhai
Actually ଆମେ ବହୁତ ହଇରାଣ ହେଉଛୁ। ଏହାର ଶେଷ ତାରିଖ କେବେ?
CUTTACK dist... 25 last date
Right katha 😊
Nice brother
Sata katha bhai
Correct decide of Government of Odisha
Thank you sir 🙏🙏🙏🙏🙏🙏
Good informesan ❤❤
ଡିଲର ମାନେ ଏଵେ ଦେଖାନନ୍ତି ଲୋକେ ଈ କେ ଵାଇସି କେଉଠି ଜାଇ କରିଵେ ଭିଡୁଅ କରି ଜଣାନ୍ତୁ
🎉👍👍👍👍👍👍Nice and trusty talk...we should meet👍and ..fight against this govt ideas..knowledge fight👍comment me👍where from you....
Thik katha kahucha bhai, thanks
ପ୍ରକୃତ ରେ ଏ ସରକାର ପାଗଳଙ୍କ ଭଳି କୁ ଭଳି ଗୋଟେ ଗୋଟେ ଯୋଜନା ର ନିୟମ ବଦଳାଇ ଅଯଥା ଲୋକ ଙ୍କୁ ହ ଇରଣ ହରକ। ଚ କରିକରି ନୟାନ୍ତ କଲେଣି ଏଥିରୁ ସ୍ପଟ ଜଣାପଡୁଛି ଏସରକାର ର ସମସ୍ତ ବିଭାଗ ର ମନ୍ତ୍ରୀ ଙ୍କର ଯୋଗ୍ୟତା ଏବଂ ଅଭିଜ୍ଞତା ର ଅଭାବ ଫଳରେ ଲୋକ ମାନେ ହ ଇରାଣ ହରକତ ହେଲେ ସେମାନ ଙ୍କ ର କିଛି ଫରକ ପଡେ ନା ଆଉ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ କିଚକ ବାହୁବଳେ ବି ରାଟ ରାଜା କହିବା କାହାକୁ ଶୁଣିବ ବା କିଏ
ଡିଲର ମାନେ ଗାଣ୍ଡିମାରି ଖାଉଥିଲେ ଠିକ ହେଇଛି
Thanks bro you are right very nice topic
Good speaking
ନୂଆ ସରକାର ନୂଆ ନିୟମ କରିବେ ସବୁଥିରେ ଲୋକମାନେ ହଇରାଣଟିକେ ଚିନ୍ତା କରକାହିଁକି ଏମିତି କରୁଛ
Bhai bilkul sata Katha kahila , I agree 👍🏻👍🏻
Good information 👍🙏
ଯାହା ସମସ୍ୟା ହେଉଛି ତାହା ଜରୁରୀ ଭାଵି ସରକାର ସମାଧାନ କରିବା ଉଚିତ
Bhai bahut bhala kohuchanti
Thick Katha bhai jauta kahile ekdum sata katha
Thik kahila bhi dhanaybada
Sir ନୂଆ ଲୋକ କୁ ଯୋଡିବାକୁ ହେଲେ କୋଉ ସାଇଡ୍ ରେ ଯିବାକୁ ପଡିବ. ଜଣାନ୍ତୁ 🙏🙏🙏🙏
GOOD NEWS BHAI
Super katha
ଭାରତ ବାହାରେ ଯୋଉମାନେ ଅଛନ୍ତି ସେମାନଙ୍କ ଇକେୟୁଶି କେମିତି ହେବ
Sethare thiba kendriya Sanstha re karibe
Ha tik video anantu sir
Very nice news 👍🏻👍🏻👍🏻
Right sir 👍
Very good Bhai
Thank you brother ❤❤❤
Bhala kaichu sir 👍👍
Ration card e kyc hoichi ki nahi AME kemiti janibu please inform
ଭାଇ, ଯେଉଁ ଭାଇମାନେ ବାହାରେ ରହୁଛନ୍ତି ସେମାନେ ନିଜ ପଞ୍ଚାୟତ କିମ୍ବା ଗାଁ କୁ ଆସି e. Kyc ପୁରଣ୍ କରିବା ଉଚିତ୍, କାରଣ ଯେଉଁ ମାନେ ବାହାରେ ରହୁଛନ୍ତି କଣ କରୁଛନ୍ତି, ଚାକିରି କରୁଥିଲେ କଣ ହେବ, କେବଳ ଦାଦନ କହିଦେଲେ ତୋ ହେବ ନାହିଁ, ଯଦି ଦାଦନ ଶ୍ରମିକ କିମ୍ବା ସରକାରୀ କିମ୍ବା କମ୍ପାନୀରେ ଚାକରୀ କରୁଛନ୍ତି ସେ କଥା ସରକାର ଜାଣିବା ଉଚିତ୍......
Thank you sir😊
Bhala katha kahile bhai kn ekyc kariba pai gaa ku jibaku padiba jia out of country re rahuchhi se kn jiba jaruri ki public ku hairana kariba ku hi plan kn miliba he
Bahut bhalakaichha
😂ଆମେ ପାଗଳ ଭାଇ 🙏ଧନ୍ୟବାଦ ଭାଇ update ଦେଲେ.
Infromson Bhai Good
E Kyc link facilities should give to Mobile and Extend date for smooth work.
Anatntu video
Thik Katha Bhai👍👍👍👍
Thanks🎉
ସିଷ୍ଟମ କେବେ ହେବ ।
Good news bada bhai
Super kohil bai
Thank you so much
ଟିକଥା କହି ଲ ଭାଇ ସରକାର ବାୟା ହେଲେଣି
Bhaidayakari kahila rasankad ra e K yc ra sesa tarikha kebe
September 7 Dina jou time ra Subhadra Yojana Hack hou thila sai time re amara subhadra yojana haichhi....Saita successful ki haini mu jani paruni..plz ara gota vdo karantu bhai
ଇକେୱାୟ ସି ଏହାର ଫୁଲ ଫର୍ମ କଣ କହିବେକିଭାଇ
Electronic Know your Customer
Ahuri agoku emitika bholo khabar anantu
E-internet (ଇଣ୍ଟରନେଟ)
K - know(ନୋ)
Y- your ( ୟୋର )
C-- customer ( କଷ୍ଟମର )
Aapana nije answer janiba payin question kale ki, bhai nkara knowledge janiba payin😂😂😂😂😂
@@balakrushnarath4854
E-entertainment 🤣🤣🤣🤣
(I-internet😢😢 )
Good information by
Thank you so much brother
Which side open କରିବାକୁ ହେବ???
ସାଧାରଣ ଲୋକଙ୍କୁ ହଇରାଣ କରିବା କଣ ଦରକାର ?
ଭାଇ ସୁଭଦ୍ରା ଯୋଜନା ଫର୍ମ ଧରିକି , ରାସନ କାର୍ଡ କଥା କୋହୁଛନ୍ତୁ 😂😂😂
All india ration card 12 digit , odishare 11 digit ra, sethipain ekyc accept karunahin. Please raise this concern.
Good news bhiai❤
Apananka Katha 100% right
Good information ❤👍