Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Jay jagannatha🙏🙏🙏🙏 super beautiful Bhai
Thanks for nice video
ବହୁତ ବଢିଆ ଏହାକୁ ଜାଣିଲେ ଓଡ଼ିଶାର ପ୍ରକୃତରେ ଇତିହାସ ଜଣା ପଡିବ
Bhai bohut badhia
Bahut. Bhala lagila. Video
Nice video Sanjay Bhaiii
Godblessyou
Jay sri krishna lekha jaiathiba
Nice video,kou jaga
Beautiful video
ପିଲାମାନେ ଅନେକ ଧନ୍ଯବାଦ, ତେବେ ଏହିଶୈଳ ଲିପିରଫଟୋଚିତ୍ର ଅଧିକ ଦେଖାଇ ପାରିଥାନ୍ତେ
Map location share kara please
Palli bhasa re lekha heichi
michua ama ga pa gumfa mundia
Naic 👍
Are kouthi
Bhai se jaga ti kauthe
Joker 2 ta sangare dhari Anichha🙄
ଏଭଳି ଜାଗା ଆମ ଢେଙ୍କାନାଳ ରେ ଅଛି ବୋଲି ଆମେ ତ ଜାଣି ନଥିଲୁ। ଧନ୍ୟବାଦ ଆପଣ ମାନଙ୍କୁ ଅବଗତ କରାଇ ଥିବାରୁ । ମହାଭାରତ ରେ ପାଣ୍ଡବ ମାନଙ୍କର ଅଜ୍ଞାତ ବାସ ଓ ବନବାସ ବିଷୟରେ ଉଲ୍ଲେଖ ରହିଛି । ଅଜ୍ଞାତ ବାସ ସମୟରେ ପ୍ରତ୍ୟେକ ଦିନ ଦ୍ରୌପଦୀଙ୍କ ସ୍ନାନ ପାଇଁ ଭୀମ ଏକ କୂଅ ଖୋଦନ କରନ୍ତି । ଏମିତି ପ୍ରତ୍ୟେକ ଦିନ ଭୀମ ଏକ କୂଅ ଖୋଳନ୍ତି । ସେ ସବୁ କୂଅ ଏବେ ବି ପ୍ରାୟତଃ ଉତ୍ତର ଭାରତ ରେ ଦେଖିବାକୁ ମିଳେ । ପାଣ୍ଡବ ମାନଙ୍କର ଓଡ଼ିଶା ଆଗମନ ବିଷୟରେ ସଂସ୍କୃତ ମହାଭାରତ ରେ ସେଭଳି କୌଣସି ପ୍ରମାଣ ନାହିଁ । ମତ୍ସ୍ୟ ଦେଶ ହିଁ ମହାରାଷ୍ଟ୍ର ଯେଉଁଠି ପାଣ୍ଡବ ମାନେ ଅଜ୍ଞାତ ସମୟ କାଟି ଥିଲେ। ତେବେ ସାରଳା ଦାସ ଓଡ଼ିଆ ମହାଭାରତ ଲେଖିବା ବେଳେ ମୌଳିକତା ଦୃଷ୍ଟିରୁ ମୂଳ ମହାଭାରତ ସହ ଓଡ଼ିଶା ରାଜ୍ୟର କେତେକ ସ୍ଥାନ ସହ ଜଡ଼ିତ କରି ଦେଇଛନ୍ତି । ତାଙ୍କ ସ୍ଥାନରେ ଯେ କେହି ବି କବି/ ଲେଖକ ଥାନ୍ତେ, ସେ ଏଭଳି ହିଁ କରିଥାନ୍ତେ। କାରଣ ପ୍ରତ୍ୟେକ କବି/ ଲେଖକ ଙ୍କ ପାଇଁ ନିଜ ମାତୃଭୂମି ହିଁ ସର୍ବ ଶ୍ରେଷ୍ଠ । ତେଣୁ ଏତେ ବଡ଼ ଗ୍ରନ୍ଥ ରେ ମୌଳିକତା ଛାଡ଼ିବା ପାଇଁ ସେ କୁଣ୍ଠା ବୋଧ କରି ନାହାନ୍ତି । ସେ ଯାହା ବି ହେଉ, ମହାଭାରତ କାଳରେ ସଂସ୍କୃତ ଭାଷାର ପ୍ରଚଳନ ଥିଲା । ଏହା ଦେବ ଭାଷା ।ଭିଡିଓ ରେ ଦୃଶ୍ୟମାନ ହେଉଥିବା ଲେଖା ଦେବ ନାଗରୀ/ ସଂସ୍କୃତ ଭାଷା ସହ ମେଳ ଖାଉ ନାହାନ୍ତି । ଏହା ଅତି ପ୍ରାଚୀନ ଲେଖା ହୋଇପାରେ । ବୋଧ ହୁଏ ଆଦି ବୈଦିକ ଯୁଗ ଅଥବା ପାଲି କିମ୍ବା ପ୍ରାକୃତ ଅପଭ୍ରଂଶ ଭାଷା ହୋଇପାରେ। କିନ୍ତୁ ଲିପି ରେ ଦେବ ନାଗରି ଶୈଳୀ ର କୌଣସି ମେଳ ଖାଉ ନାହିଁ । ଲୋକ ମୁଖରେ ଏହାକୁ ମହାଭାରତ / ରାମାୟଣ ଭଳି କାହାଣୀ ସହ ଯୋଡ଼ି ଦେବା ସ୍ଵାଭାବିକ କାରଣ ଆମ ଓଡ଼ିଆ ଲୋକେ ସାଧାରଣତଃ ଭାବ ପ୍ରବଣତା କୁ ବେଶି ପ୍ରାଧାନ୍ୟ ଦିଅନ୍ତି । ଗୁମ୍ଫା ବିଷୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ର ଦୃଷ୍ଟି ଆକର୍ଷଣ କରିବା ଉଚିତ୍।
Pamala ra kou side re kahiba
Dynamite re kan kaam debani?
ଢେଙ୍କାନାଳ କୁ କଣ ପଞ୍ଚୁ ପାଣ୍ଡଵ ଆସିଥିଲେ ଆମେ କେହିବି ଜାଣିନୁ
Nice video
Bhai jaga ti keuntikar
Sankarpur
Bhai dhenkanal Ra kau jaga
Bhai Sankar pur
Gute katha ku 10 Tata 🤣🤣🤣🤣
ଭାଇ ସେ ଲେଖାକୁ ସୁରକ୍ଷିତ ରଖନ୍ତୁ
ଭୂତ ଖାଇବ..
Adres kan ame kan Dhenkanal aria sabu khojibuna ka pati kular thikana dea
Sankarpur dhenkanal
💯💯
👍🏻
Au
Hn ki
Tame mane paryatak na eie gaon ra pila..Sankarpur chhakare sabubele bulluchha.Epari video kariba sahita mana dei patha padha.tama nam tike kahilani. Kipari jogajog karibu ? Hau dhnyabad.
Nyc
Jay jagannatha🙏🙏🙏🙏 super beautiful Bhai
Thanks for nice video
ବହୁତ ବଢିଆ ଏହାକୁ ଜାଣିଲେ ଓଡ଼ିଶାର ପ୍ରକୃତରେ ଇତିହାସ ଜଣା ପଡିବ
Bhai bohut badhia
Bahut. Bhala lagila. Video
Nice video Sanjay Bhaiii
Godblessyou
Jay sri krishna lekha jaiathiba
Nice video,kou jaga
Beautiful video
ପିଲାମାନେ ଅନେକ ଧନ୍ଯବାଦ, ତେବେ ଏହିଶୈଳ ଲିପିର
ଫଟୋଚିତ୍ର ଅଧିକ ଦେଖାଇ ପାରିଥାନ୍ତେ
Map location share kara please
Palli bhasa re lekha heichi
michua ama ga pa gumfa mundia
Naic 👍
Are kouthi
Bhai se jaga ti kauthe
Joker 2 ta sangare dhari Anichha🙄
ଏଭଳି ଜାଗା ଆମ ଢେଙ୍କାନାଳ ରେ ଅଛି ବୋଲି ଆମେ ତ ଜାଣି ନଥିଲୁ। ଧନ୍ୟବାଦ ଆପଣ ମାନଙ୍କୁ ଅବଗତ କରାଇ ଥିବାରୁ ।
ମହାଭାରତ ରେ ପାଣ୍ଡବ ମାନଙ୍କର ଅଜ୍ଞାତ ବାସ ଓ ବନବାସ ବିଷୟରେ ଉଲ୍ଲେଖ ରହିଛି । ଅଜ୍ଞାତ ବାସ ସମୟରେ ପ୍ରତ୍ୟେକ ଦିନ ଦ୍ରୌପଦୀଙ୍କ ସ୍ନାନ ପାଇଁ ଭୀମ ଏକ କୂଅ ଖୋଦନ କରନ୍ତି । ଏମିତି ପ୍ରତ୍ୟେକ ଦିନ ଭୀମ ଏକ କୂଅ ଖୋଳନ୍ତି । ସେ ସବୁ କୂଅ ଏବେ ବି ପ୍ରାୟତଃ ଉତ୍ତର ଭାରତ ରେ ଦେଖିବାକୁ ମିଳେ । ପାଣ୍ଡବ ମାନଙ୍କର ଓଡ଼ିଶା ଆଗମନ ବିଷୟରେ ସଂସ୍କୃତ ମହାଭାରତ ରେ ସେଭଳି କୌଣସି ପ୍ରମାଣ ନାହିଁ । ମତ୍ସ୍ୟ ଦେଶ ହିଁ ମହାରାଷ୍ଟ୍ର ଯେଉଁଠି ପାଣ୍ଡବ ମାନେ ଅଜ୍ଞାତ ସମୟ କାଟି ଥିଲେ। ତେବେ ସାରଳା ଦାସ ଓଡ଼ିଆ ମହାଭାରତ ଲେଖିବା ବେଳେ ମୌଳିକତା ଦୃଷ୍ଟିରୁ ମୂଳ ମହାଭାରତ ସହ ଓଡ଼ିଶା ରାଜ୍ୟର କେତେକ ସ୍ଥାନ ସହ ଜଡ଼ିତ କରି ଦେଇଛନ୍ତି । ତାଙ୍କ ସ୍ଥାନରେ ଯେ କେହି ବି କବି/ ଲେଖକ ଥାନ୍ତେ, ସେ ଏଭଳି ହିଁ କରିଥାନ୍ତେ। କାରଣ ପ୍ରତ୍ୟେକ କବି/ ଲେଖକ ଙ୍କ ପାଇଁ ନିଜ ମାତୃଭୂମି ହିଁ ସର୍ବ ଶ୍ରେଷ୍ଠ । ତେଣୁ ଏତେ ବଡ଼ ଗ୍ରନ୍ଥ ରେ ମୌଳିକତା ଛାଡ଼ିବା ପାଇଁ ସେ କୁଣ୍ଠା ବୋଧ କରି ନାହାନ୍ତି । ସେ ଯାହା ବି ହେଉ, ମହାଭାରତ କାଳରେ ସଂସ୍କୃତ ଭାଷାର ପ୍ରଚଳନ ଥିଲା । ଏହା ଦେବ ଭାଷା ।ଭିଡିଓ ରେ ଦୃଶ୍ୟମାନ ହେଉଥିବା ଲେଖା ଦେବ ନାଗରୀ/ ସଂସ୍କୃତ ଭାଷା ସହ ମେଳ ଖାଉ ନାହାନ୍ତି । ଏହା ଅତି ପ୍ରାଚୀନ ଲେଖା ହୋଇପାରେ । ବୋଧ ହୁଏ ଆଦି ବୈଦିକ ଯୁଗ ଅଥବା ପାଲି କିମ୍ବା ପ୍ରାକୃତ ଅପଭ୍ରଂଶ ଭାଷା ହୋଇପାରେ। କିନ୍ତୁ ଲିପି ରେ ଦେବ ନାଗରି ଶୈଳୀ ର କୌଣସି ମେଳ ଖାଉ ନାହିଁ । ଲୋକ ମୁଖରେ ଏହାକୁ ମହାଭାରତ / ରାମାୟଣ ଭଳି କାହାଣୀ ସହ ଯୋଡ଼ି ଦେବା ସ୍ଵାଭାବିକ କାରଣ ଆମ ଓଡ଼ିଆ ଲୋକେ ସାଧାରଣତଃ ଭାବ ପ୍ରବଣତା କୁ ବେଶି ପ୍ରାଧାନ୍ୟ ଦିଅନ୍ତି । ଗୁମ୍ଫା ବିଷୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ର ଦୃଷ୍ଟି ଆକର୍ଷଣ କରିବା ଉଚିତ୍।
Pamala ra kou side re kahiba
Dynamite re kan kaam debani?
ଢେଙ୍କାନାଳ କୁ କଣ ପଞ୍ଚୁ ପାଣ୍ଡଵ ଆସିଥିଲେ ଆମେ କେହିବି ଜାଣିନୁ
Nice video
Bhai jaga ti keuntikar
Sankarpur
Bhai dhenkanal Ra kau jaga
Bhai Sankar pur
Gute katha ku 10 Tata 🤣🤣🤣🤣
ଭାଇ ସେ ଲେଖାକୁ ସୁରକ୍ଷିତ ରଖନ୍ତୁ
ଭୂତ ଖାଇବ..
Adres kan ame kan Dhenkanal aria sabu khojibuna ka pati kular thikana dea
Sankarpur dhenkanal
💯💯
👍🏻
Au
Hn ki
Tame mane paryatak na eie gaon ra pila..Sankarpur chhakare sabubele bulluchha.Epari video kariba sahita mana dei patha padha.tama nam tike kahilani. Kipari jogajog karibu ? Hau dhnyabad.
Nyc